ବଢ଼ିବ ଭତ୍ତା ଟଙ୍କା | Madhu Babu Pension Hike | Odisha Old Age Pension Hike| CM Mohan Majhi|Odia News

  Рет қаралды 453,439

News18 Odia

News18 Odia

Күн бұрын

Govt Has Planned To Hike Several Pensions To Rs 3000; States Minister Nityananda Gond
ବଢ଼ିବ ଭତ୍ତା ଟଙ୍କା | Madhu Babu Pension Hike | Odisha Old Age Pension Hike| CM Mohan Majhi|Odia News
Govt Has Planned To Hike Several Pensions To Rs 3000; States Minister Nityananda Gond.
#madhubabupension #pension #cmmohanmajhi
#news18odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 191
@sinipriyadarshnimallik5342
@sinipriyadarshnimallik5342 7 ай бұрын
ବହୁତ ଭଲ ଧନ୍ଯବାଦ ମହନ ଭାଇ
@bhagirathijena6551
@bhagirathijena6551 7 ай бұрын
3000 ଭତ୍ତା ବଣ୍ଟନ ଦିନ ଆରମ୍ଭ କରନ୍ତୁ c.m
@nilakanthasahoo8101
@nilakanthasahoo8101 7 ай бұрын
ବହୁତ୍ ବଡ କଥା ବୃଦ୍ଧା ଲୋକ ଆଉ ତାଙ୍କ ସନ୍ତାନ ପାଖ ରେ ହାତ ପ ତା ଇବା ଦରକାର ନାହିଁ
@alloffyou4995
@alloffyou4995 7 ай бұрын
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ‌
@RiluTravel
@RiluTravel 7 ай бұрын
ବହୁତ ବହୁତ ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ ମହନ ଚରଣ ମାଝୀ
@sanatansahu2067
@sanatansahu2067 2 ай бұрын
ଯଦି ସବୁ ବର୍ଗ ର ଭତା ଟଙ୍କା ୩୦୦୦ ମିଳିବ ତାହେଲେ ଓଡ଼ିଶାରେ ୧ ନମ୍ବର ମୁଖ୍ୟ ମନ୍ତ୍ରୀ ଭାବେ ପରିଚିତ ହେବେ cm ମୋହନ ସାର୍
@AdyashaBarik-oe3jl
@AdyashaBarik-oe3jl 7 ай бұрын
ଚାଉଳ ଡାଲି ପନିପରିବା ତେଲ ରେଟ ବଢ଼େଇ କଲସନ କରିଦେଲା ଏବେ ଭତ୍ତା ଦେବ
@YouthTalkSibaram
@YouthTalkSibaram 7 ай бұрын
ଚାଷ ନକରିଲେ ଭବିଷ୍ୟତରେ ଟଙ୍କା ମଦ ଖାଇ ମରିବ ଆଉ କଞ୍ଚା ମାଂସ ଖାଇବ
@sumitraswain9816
@sumitraswain9816 7 ай бұрын
Mobile ରିଚାର୍ଜ ବଢ଼ାଇ ସୁନା rate ବଢ଼ାଇ ଭର୍ତ୍ତା ବଢ଼ାଓ,,, ଆମରି ପଇସା ବଣ୍ଟନ କର,, ନିଜ ଦରମାରୁ ଦାନ କଲେ ଭଲ heba✍️
@nilakanthasahoo8101
@nilakanthasahoo8101 7 ай бұрын
ଆପଣ କେତେ ଦାନ କରନ୍ତି
@sumitraswain9816
@sumitraswain9816 7 ай бұрын
ଆପଣ କେତେ ଦାନ କରନ୍ତି sem question for u🙏​@@nilakanthasahoo8101
@NatureTells951
@NatureTells951 7 ай бұрын
Pelu ta ki tui
@KuntalaBehera-k3s
@KuntalaBehera-k3s 6 ай бұрын
ଯେଉଁମାନଙ୍କୁ ଏକ ହଜାର ସେଇ ମlନଙ୍କୁ ତିନିହଜାର ଦିଆଯାଉ, କାରଣ ଦରଦାମକୁ ଆଖି ଆଗରେ ରଖି ଜଣେ ଚଳିବା ସମୁଦ୍ରକୁ ଶଙ୍ଖେ,ତିନି ହଜାର କିଛି ନୁହେଁ,ସମସ୍ତେ ଜାଣିଛନ୍ତି ଜଣେ ମାସକୁ ଚଳିବାକୁ ହେଲେ ମିନିମମ କେତେ ଦରକାର ପଡେ. ଯିଏ ଚଳୁଥିବ ସିଏ ଜାଣିଥିବେ, ଧନ୍ୟବାଦ ନମସ୍କାର.
@AlokMishra-w3e
@AlokMishra-w3e 7 ай бұрын
ସରକାର ଏହାର କାର୍ଯ୍ୟକାରୀ କରିବା ଆବଶ୍ୟକ ପ୍ରଥମେ ଦୃଷ୍ଟିରେ ରଖି କାରଣ ଏମାନେ ଅକର୍ମଣ୍ୟ ବିକଳାଙ୍ଗ ଏବଂ ବୃଦ୍ଧା ବୃଦ୍ଧି ଏମାନେ ପର ଉପରେ ନିର୍ଭର କରି ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଖାଇବା ପିଇବାକୁ ରୋଜଗାର ନାହିଁ ଏମାନେ ଏହି ଭତା କୁ ଏନେଇ ରହୁଛନ୍ତି ୧୦୦୦ ଟଙ୍କା ରେ କଣ କରିପାରିବେ ସେଥିପାଇଁ ଏହାକୁ ଆଗେ କାର୍ଯକାରୀ କରାନ୍ତୁ ଖାଲି କଥାରେ କହିଦେଲେ ହେବନି ଯିଏ ଖାଇବାକୁ ପାଉନାହିଁ ତାକୁ ଆଗେ ଦିଅ 😢😢😢😢😢😢😢😢😢😢😢😢😢😢😢😢
@rajendramallik7573
@rajendramallik7573 7 ай бұрын
ବିଜେପି ଯାହା କୁହେ ତାହା କରେ ଜୟ ମୋହନ ସରକାର
@mmproduction7485
@mmproduction7485 Ай бұрын
ରାଜେନ୍ଦ୍ର ବାବୁ ତମ BJP କହୁଥିଲା ଯେ ସମାନ କାମକୁ ସମାନ ଦରମା । ଯାହା କହେ ତାହା କରିଛି କି ? ଉତ୍ତର ରଖିବ ।
@devclasical....8788
@devclasical....8788 7 ай бұрын
ଶୀଘ୍ର ଦିଆଯାଉ
@satyanaik7321
@satyanaik7321 7 ай бұрын
ଯେଉଁ ଲୋକ ଘରେ ଚାକିରି ଥିବ ସେ ପରିବାର କୁ ଭତ୍ତା ଟଙ୍କା ଦିଅ ନାହିଁ କଠୋର ଆଇନ ଆଣତୁ ଯେଉଁ ପରିବାର ର ଚାକିରି କରିଛନ୍ତି ପିଲା ମାନେ ତାଙ୍କ ବାପା ମାଆଙ୍କୁ ସେମାନେ ପୋଷିପାରିବେ ଯେଉଁ ପରିବାର ର ଚାକିରି ନାହିଁ ସେମାନଙ୍କୁ ଚାକିରି ଦିଆ ଯାଉ 🙏🙏🙏
@saikrshnadsena2728
@saikrshnadsena2728 7 ай бұрын
Bhai tamara kn phatichi
@sanjuktabiswal1569
@sanjuktabiswal1569 7 ай бұрын
Chakiriank tharu tax nei ade deb ​@@saikrshnadsena2728
@BimbadharMangaraj
@BimbadharMangaraj 3 күн бұрын
ସାମାଜିକ ଭତ୍ତା ୩୦୦୦/- ବଢା ଗଲେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ-ବୁଢା ବୁଢି ବିଧବା ଅକ୍ଷମ ମାନଙ୍କର ନିଶ୍ଚିତ ଆଶିର୍ବାଦ ମିଳିବ ମୋହନ ସରକାରକୁୁ-ସମୟ କ୍ରମେ ସାମାଜିକ ଭତ୍ତା ବଢେଇବା ମଧ୍ଯ ଆବଶ୍ଯକ-
@manaranjanmuna
@manaranjanmuna 7 ай бұрын
ଧନ୍ୟବାଦ sir🙏
@kailashpradhan3292
@kailashpradhan3292 7 ай бұрын
B j d ଯୋଜନାକୁ କଲର କରିବାକୁ ଦୁଇ ଦିନ ଲାଗୁନି ଭଟ୍ଟା ଦବାକୁ ଏତେ ଡେରି କଣ ପାଇ
@bijayasethi1564
@bijayasethi1564 4 ай бұрын
Bharta bantana Kara kanakaruchha
@AlokMishra-w3e
@AlokMishra-w3e 7 ай бұрын
JAY JAGANNATH JAY BJP 🙏
@ashokkumardashashok4324
@ashokkumardashashok4324 7 ай бұрын
Good,news
@sriram6670
@sriram6670 7 ай бұрын
Tysm 🙏 ete din ku aji gute bhala khabar milila 🙏
@MamataBehera-xi6sk
@MamataBehera-xi6sk 7 ай бұрын
ମୁଖ୍ୟମନ୍ତ୍ର ଧନ୍ୟବାଦ
@a.s.m2685
@a.s.m2685 7 ай бұрын
ପୂର୍ବତନ ସରପଞ୍ଚ ମାନଙ୍କୁ ଦି ଟୋଙ୍କା ଦିଅ ରୈ
@laxmanpatbandha3791
@laxmanpatbandha3791 7 ай бұрын
Thanks cm❤❤❤
@rajeswarireddy102
@rajeswarireddy102 Ай бұрын
Very good news mohan majhiji Sir 🙏
@RanjanBeura-h5z
@RanjanBeura-h5z 6 ай бұрын
ହଉ ଦେଖା ଯାଉ ଡବଲ ଇଞ୍ଜିନ ସରକାର କୋଉଦିନ ଦେଉଛନ୍ତି 😂😂
@goutamdas5349
@goutamdas5349 7 ай бұрын
July too lagu kara jau ...jay Mohan charan Majhi sarkar
@nakulasahoo6226
@nakulasahoo6226 7 ай бұрын
Jai Mohan majhi sir
@madhusmitabadu8193
@madhusmitabadu8193 7 ай бұрын
❤❤good job
@surathachandrajena9514
@surathachandrajena9514 4 ай бұрын
ଖୁବ୍ ଶୀଘ୍ର ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଟ ୩୦୦୦/- ଦିଆଯାଉ । ବିରୋଧୀ ଙ୍କୁ ମୁହଁତୋଡ୍ ଜବାବ ଦିଆଯାଉ ।144😊
@BharatSahu-cb7ci
@BharatSahu-cb7ci 7 ай бұрын
Good 🎉
@DukhiBarik-y5t
@DukhiBarik-y5t 7 ай бұрын
Jay.b.j.p
@babundarpradhan4790
@babundarpradhan4790 7 ай бұрын
Dhanyabad👍👍👍
@HACKORSBLx-mc8ql
@HACKORSBLx-mc8ql 7 ай бұрын
Good decision cm sir
@bkstudio1617
@bkstudio1617 7 ай бұрын
Good news
@prasadkumar3917
@prasadkumar3917 7 ай бұрын
ବିକାରୀ ହେଇଯିବେ ବିଜେପି ସରକାର
@anchaltailortraining6272
@anchaltailortraining6272 7 ай бұрын
Thank you mohan babu
@biswadeepsahu6473
@biswadeepsahu6473 7 ай бұрын
Good News
@minatimohanty4167
@minatimohanty4167 7 ай бұрын
Good news 🎉🎉🎉🎉🎉
@biswanathchoudhury5362
@biswanathchoudhury5362 7 ай бұрын
Odisha re bhata 3000 haba
@LingarajRaita-o4z
@LingarajRaita-o4z 2 күн бұрын
କୁବ୍ ଶିଘ୍ର 3000 ଟଙ୍କା ଦିଆଯାଉ
@JayakrushnaDehury-es4hb
@JayakrushnaDehury-es4hb 4 күн бұрын
ଏଇ ମିଛ କହନ୍ତି. ବି ଜେ ପି ଵାଲା.
@paikatigiriaashramschool
@paikatigiriaashramschool 24 күн бұрын
Thanks sir
@ChandanKumar-he4xn
@ChandanKumar-he4xn 5 ай бұрын
right ❤❤❤
@NamitaBehera-pt9dn
@NamitaBehera-pt9dn 7 ай бұрын
ପୂର୍ବ ତମ ସରପଞ୍ଚ ମାନଙ୍କୁ କିଛି ଟା ଟଙ୍କା ଦିଅ
@RiluTravel
@RiluTravel 7 ай бұрын
Very good
@dibakarraul4179
@dibakarraul4179 7 ай бұрын
Kabe miliba
@RajuNaik-m3t
@RajuNaik-m3t 7 ай бұрын
👍👍👍❤️❤️❤️❤️
@gurukalyanmohapatra9078
@gurukalyanmohapatra9078 3 ай бұрын
Thanks to both PM Modiji and CM Mohan Majhiji.
@NaliniPrabhaMaharana
@NaliniPrabhaMaharana 7 ай бұрын
Bhata dia jojana dia sabu magana dia vote hatei nia .au sikhita pila mane be rojagara hoi bulantu.
@TheEducationHub-dz9gn
@TheEducationHub-dz9gn 5 ай бұрын
Very good news. ( bada guruji)
@harekrshnasahu-wf1ef
@harekrshnasahu-wf1ef Ай бұрын
😊ଆପଣଙ୍କ ମନ୍ତ୍ରୀମଣ୍ଡଳ ରବିଧାୟକଙ୍କ ଦରମା ସାତଦିନ ମଧ୍ୟରେ ଦୁଇ ଲକ୍ଷ ପଞ୍ଚସ୍ତରୀହଜାର ଟଙ୍କା କୁବର୍ଦ୍ଧିତ କରିପାରିଲେ ଆଉ ବାର୍ଦ୍ଧକ୍ୟ ଭତ୍ତା ୩୦୦୦/ଓ୩୫୦୦/ଟଙ୍କା ଦେବାକୁ ମନ ଲାଗୁନାହିଁ।ଏହେଉଛି କଣ ଲୋକଙ୍କ ସରକାର।
@arjunhansdahofficial1512
@arjunhansdahofficial1512 7 ай бұрын
Jts jaldi joining aau regular karantu Mohan sarkar.
@laxmipriyakhatei2951
@laxmipriyakhatei2951 7 ай бұрын
Jay bjp Jay mohanabhai🎉🎉
@prakashtripathy2378
@prakashtripathy2378 7 ай бұрын
Nice welcome
@Skgbul470
@Skgbul470 5 ай бұрын
ଡବଲ ଇଞ୍ଜିନ ରେ ତେଲ ଖର୍ଚ୍ଚ ବଢିଯାଉଛି ତେଣୁ ଅର୍ଥ ଭାବ ହେବ,
@PratimaBudek-n2g
@PratimaBudek-n2g 7 ай бұрын
Sata deba 😮😮
@gourisankarpatnayak8137
@gourisankarpatnayak8137 6 ай бұрын
Very very happy to hear good news about old-age pension of Rs. 3000/- thanks to Sri CM
@KalpanaRana-vr8sl
@KalpanaRana-vr8sl 4 ай бұрын
Thanks cm ji
@alekhajena3218
@alekhajena3218 7 ай бұрын
Then hike price of everything.
@Arunbarik9765
@Arunbarik9765 6 ай бұрын
ସାର ମୁଁ ଗରିବ ଖାଇତେ ପାଉନାହିଁ ମାଗିକି ଖାଉଛି ଉଳୁଏ ଖାଉଛି ତ ଆଉ ଉଳୁ ଏ ଉପବାସ ଅଛି । ଏତିକି ମୋର ପ୍ରାର୍ଥନା ମୋତେ ଦିଆଯାଉ ୩୦୦୦ ଟଙ୍କା ଦେଲେ ମୁଁ ଖୁସି ହେବି ।
@SubodhaChandraMahalik
@SubodhaChandraMahalik 4 ай бұрын
ନୁଆ ଭତା ଟଙ୍କା କାହିଁକି ଦେଉନାହାନ୍ତି ,ପୁରୁଣା ଭତା ସହିତ ନୁଆ ଭତା ପାଇବା ଆବଶ୍ୟକ
@Nityananda785
@Nityananda785 7 ай бұрын
BJP jindabad
@AkshyaKaran
@AkshyaKaran 5 ай бұрын
3,ମାସ ହେଉଛି କିଛି ନାହିଁ,ଆଉ ଲୋକ ମାନଙ୍କୁ ମିଛ କଥା କହୁଛନ୍ତି
@BharatKumar-eh3xh
@BharatKumar-eh3xh 7 ай бұрын
Good
@HareKrushna-f3d
@HareKrushna-f3d 18 күн бұрын
ଏତେ କଥା କାହିକି ଆମ ଓଡିଶାରେ କୋଇଲା ଠୁ ଆରମ୍ଭ କରି ବିଭିନ ଖନିଜ ସମ୍ପଦ ରେ ଭରି ରହିଛି ,ଭାରତ ଦରକାର ତାଙ୍କ ଅଂଶ ଧନ ନେଲା ପରେ ,ଆମ ଓଡିଶା ଭାଗରେ ଜାହା ପଡୁଛି,ତାକୁ ଯଦି ଆମେ ଓଡିଶା ବାସୀଏ ଭାଗ ବାଣ୍ଟି ନେବା ପ୍ରତି ପରିବାର ପିଛା ଦୁଇ କୋଟୀ ଟାଙ୍କା ଋ ଅଧିକା ପଡିବ ହକ କିସମତ ଉପରେ ଆମ ସମସ୍ତଙ୍କର ଅଧିକାର ଅଛି ଆମେ ସମସ୍ତେ ଓଡିଶା ମାଆର ସନ୍ତାନ ଏ ତେ ପାତର ଅନ୍ତର କାହିକି ? ଦୟା କାହିକି ? ତିନି ହଜାର କଣ ଦୟାରେ ।
@GuptaMehera-o9e
@GuptaMehera-o9e 7 ай бұрын
Kebe milib bhata tanka tar to update kahuna
@jagadisdasmsk9832
@jagadisdasmsk9832 Ай бұрын
ଭତ୍ତା ଟଙ୍କା ଦେବେ ନା ଆଳୁ ଟଙ୍କା ଦେବେ😂😂😂
@dukhi_shyam_deep
@dukhi_shyam_deep 7 ай бұрын
Bhata badhele kahina
@Udionayak
@Udionayak 5 ай бұрын
ଓଡିଶା ବଉତବଖା ମୋହନ ଚରଣ ମାଝି ଭୋଟ ଦେଇ ବେକାରେ ହେଲୁ
@BharatSarangi-v8t
@BharatSarangi-v8t 7 ай бұрын
Uchit lokanku bhatta diajau
@BanitaBehera-u6k
@BanitaBehera-u6k 7 ай бұрын
Khali kahile habni.. kama kebe hba kuha
@asishdash9568
@asishdash9568 7 ай бұрын
One best public work done by B.J.P. Govt. It's increase to VATTA.
@AkshitrutiyaBharati
@AkshitrutiyaBharati 6 ай бұрын
Joy Mohan sir, Joy sriram
@IloveOdiaRosei
@IloveOdiaRosei 7 ай бұрын
Thanks sir jaganath kusire rakhantu handicap manak pae sabusubidha karibe sir please reply
@nareshpattnaik2454
@nareshpattnaik2454 4 ай бұрын
ସମସ୍ତ ଙ୍କ ସମୟେ ମୂଲ୍ୟକୁଁବୁଝିବାକୁ ଅନୁରୋଧ ଭତା କଥା ଏ ତେ ରମ୍ପି ମହୋଇପଦକ୍ ରେ ଜଣା ସେଇ ପଦକ ଏପରି ପଚାଶ ଥର କହିବା ବିଯେଡିବେଲେ ନବୀନଙ୍କୁ ଖୁସି ପାଇଁ ତେଲ ମାରୀ ମାଲିକ କମକରୁ ଥିଲେ ଏବେ ମୋହନ ସରକାରଙ୍କ କାମ ଅଧିକ କଥା କମ
@JagaSabar-mm4gl
@JagaSabar-mm4gl 3 ай бұрын
ଖାଲି କହିଲେ ହବନି କେବୁକୁ ଦିଆହେବ date କୁହ ସମାନ
@TechnicalHappy143
@TechnicalHappy143 7 ай бұрын
Jay jagannath
@upendranaik1611
@upendranaik1611 6 ай бұрын
L
@DushmantaPatra-d5h
@DushmantaPatra-d5h 7 ай бұрын
Jay bjp🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 1:34
@narisahu1089
@narisahu1089 6 ай бұрын
News ra tarikha dele bhala huanta Jani ha uni kebera news
@padmabatidash6115
@padmabatidash6115 7 ай бұрын
Sarkar.asibadinaru.bhtabdhiba.kahuchhanti.kebe.badhiba.barsakapare
@telipilamamubhanjasat8407
@telipilamamubhanjasat8407 7 ай бұрын
Pradhan mantri awas yojana kebe debe pm Narendra Modi mam ahibisa jare cm mohan majhi ku pachharntu amebahut asubidhare achhu dhanyawad jay shree ram
@MinatiBehera-t4r
@MinatiBehera-t4r 7 ай бұрын
Karana 60y lokanku jouthi vhata milinahii sethi 30year lokamane vhata pauchanti please 🙏 jhansa karajau 🙏
@birkishorbarik576
@birkishorbarik576 2 ай бұрын
କେଭେ ଭତା ଦେଵ
@SadhuCharanSahoo-u2c
@SadhuCharanSahoo-u2c 6 ай бұрын
3000 .Bhatta
@musicdiwana739
@musicdiwana739 7 ай бұрын
Kala kara bhata koudina dia haba...
@maheswarkumarnahak2420
@maheswarkumarnahak2420 7 ай бұрын
What about odisha electricity out source employees minimum wages think about it cm sir
@daspravati4643
@daspravati4643 7 ай бұрын
Keba deba
@SaradaRajguru
@SaradaRajguru 7 ай бұрын
Jya bjap
@ChaltanyaNaik
@ChaltanyaNaik 3 ай бұрын
God. Blace. B. J. P. Sarakraa
@laxmanmurmu3285
@laxmanmurmu3285 7 ай бұрын
BJP jindabad 👍
@subodhmaharana1520
@subodhmaharana1520 7 ай бұрын
Where money will come ? Money does not grow on trees. Tell us the exact date when it will be.
@GeetaGeetanjalidas
@GeetaGeetanjalidas 6 ай бұрын
Kalakar bata keta heba ❤❤❤❤❤
@bulubulu8729
@bulubulu8729 7 ай бұрын
ଭତା ବଡାନ୍ତୁ ନାହି
@nilakanthasahoo8101
@nilakanthasahoo8101 7 ай бұрын
କାହିଁକି ଟିକେ କ ହିବେ ଆପଣ ଦେଉଛନ୍ତି କି
@pravasinimishra9452
@pravasinimishra9452 7 ай бұрын
Kau masa ru lagu hauchi
@mahapatrarakesh3783
@mahapatrarakesh3783 6 ай бұрын
Gud decision
@sanjuktabiswal1569
@sanjuktabiswal1569 7 ай бұрын
Au kehi chakiri karibaku ichha karibeni, karan. Semiti ghare basile sabu subidhare paibe au tankar kn darakar, par pakhare khatibe
@rabeyakhatun1328
@rabeyakhatun1328 7 ай бұрын
Kebe heba Khali kahile heba nahi mantri manaka Dara ma kam Kara jau
@satyabagarty171
@satyabagarty171 7 ай бұрын
Petrol kbe 200 par karba
@sanjaykumardas334
@sanjaykumardas334 7 ай бұрын
Best bjp ❤❤❤
@anadinayak4665
@anadinayak4665 6 ай бұрын
All old age pension Rs. 3000 must be paid
@dkkhil101
@dkkhil101 5 ай бұрын
why delay of payment Govt. should give it first priority to fulfill and keep its promise according to manifestation on election
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Что-что Мурсдей говорит? 💭 #симбочка #симба #мурсдей
00:19
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
Who Are Eligible To Receive PM-Kisan Money?
7:11
Kanak News
Рет қаралды 1,5 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН