ବବି ଗୁଣିଆଁ, ଡାହାଣୀ ବି ବବି!ପାଣ୍ଡିଆନ ଉପରୁ କେମିତି ହଟିବ ନବ ଦାସ ଭୂତ!! | Terachha Baana |

  Рет қаралды 8,118

Terachha Baana

Terachha Baana

Күн бұрын

Пікірлер: 27
@PrafullachDas-n6c
@PrafullachDas-n6c Ай бұрын
ନମସ୍ତେ ସାମ୍ବାଦିକ ମହାଶୟ । ନବୀନର ଏହା ବିନାଶନ କାଳେ ବିପରିତ ବୁଦ୍ଧି ।
@trilochanpatnaik6321
@trilochanpatnaik6321 Ай бұрын
କେହି ଜଣେ ନବ ଦାସ ଙ୍କୁ ଥରେ ମୂଖ୍ୟମନ୍ତ୍ରୀ ବୋଲି କହିଦେଇ ଥିଲେ ବୋଲି ମନେ ପଡୁଛି ଭୁଲ ରେ ହେଉ ପଛେ।
@premanandarout2999
@premanandarout2999 Ай бұрын
Pandian ବଞ୍ଚିଲେ ସବୁ ଗୁମର ଖୋଲିବ
@manojkumarsaint7803
@manojkumarsaint7803 Ай бұрын
Jay Maa Durgatinasini ❤
@trilochanpatnaik6321
@trilochanpatnaik6321 Ай бұрын
ଚବିଶ ବର୍ଷ ଶାସନ କାଳରେ ବିଜେଡି ସରକାର କେତେ ଥର କଲେଜ ମାନଙ୍କ ରେ ଛାତ୍ର ନେତା ନିର୍ବାଚନ କରିଛନ୍ତି ଆଗ କହି କିଛି ମନ୍ତବ୍ୟ ଦେଲେ ଲୋକେ ପସନ୍ଦ କରିବେ।
@SantoshKumarBhoi-w7h
@SantoshKumarBhoi-w7h Ай бұрын
କେତେ ଦିନ ଆଉ କେତେ ଦିନ ନବିନ୍ ନିବାସ୍ ରେ ଲୁଚିବ ପାଣ୍ଡିଆନ୍ ଦିନେ ନା ଦିନେ ତ ବାହାରିବ ନା କୃତ କର୍ମର ଫଳ ତାକୁ ଅବଶ୍ୟ ଭୋଗିବାକୁ ପଡିବ।
@arucharanpradhan5502
@arucharanpradhan5502 Ай бұрын
ପାଣ୍ଡିଆନ ପାଖରେ ସବୁ ଗୁମର ରହିଛି।କାଳେ ଖୋଲିଦେଲେ ନବୀନ ବାବୁଙ୍କ ପାଇଁ ମରଣ ଠାରୁ ଲଜ୍ଜା ବଡ଼ ହୋଇଯିବ। ଏଣୁ ନବୀନ ବାବୁ ବଞ୍ଚିଥିବା ପର୍ଯ୍ୟନ୍ତ ପାଣ୍ଡିଆନକୁ ସପୋର୍ଟ କରିବାକୁ ବାଧ୍ୟ ପରି ମନେହୁଏ।
@BulakiSwain-n4c
@BulakiSwain-n4c Ай бұрын
ଏକଦମ୍ ଠିକ୍
@gajendranathjena356
@gajendranathjena356 Ай бұрын
ନବୀନ ପଟ୍ଟନାୟକଙ୍କ ଭୟ ପାଣ୍ଡିଆନଙ୍କୁ କୌଣସୀ ମୁହୁର୍ତରେମୁହୁର୍ତରେ ଜୀବନରେ ପାଣ୍ଡିଆନଙ୍କୁ ଦୋଷ ଦେଇପାରିବନୀ କି ଛାଡି ପାରିବନି😂ପ୍ରତେକ ଅନିତି ଦୃଗତି ଦୁର୍ନୀତୀ ଭିତିରି ଗୁମର କଥା ବାହାରିଯିବଏବଂ ଦୁହିଙ୍କ ମଧ୍ୟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଏପରି❤❤❤
@upendranathswain2022
@upendranathswain2022 Ай бұрын
ସମ୍ବଲପୁର ର ପରାଜୟ ପାଇଁ ବବି ଦାସ ପାଣ୍ଡିଆନଙ୍କୁ ନିଶ୍ଚିତ ଦାୟୀ କରିବେ ଏବଂ ଠିକ ସମୟରେ ଠିକ ପଦକ୍ଷେପ ନେବେ ବୋଲି ବିଶ୍ୱାସ କରାଯାଏ l କାରଣ ମହା ଶକ୍ତିଶାଳୀ ପାଣ୍ଡିଆନ ବର୍ତ୍ତମାନ ନିଜକୁ ଅତ୍ୟନ୍ତ ଭୟଭୀତ ମନେ କରୁଛନ୍ତି ଓ ନବୀନ ବାବୁଙ୍କ ସୁରକ୍ଷା ବ୍ୟବସ୍ଥାରେ ନିଜେ ସୁରକ୍ଷିତ ରହିବାକୁ ଚେଷ୍ଟା କରୁଛନ୍ତି l କାରଣ ଅତୀତର ସେହି 70+ ସୁରକ୍ଷା ବ୍ୟବସ୍ଥା ତାଙ୍କ ପାଇଁ ଆଉ ନାହିଁ l
@tanmay_mohapatra
@tanmay_mohapatra Ай бұрын
Pandu BJP agent thats why security has been given.
@ParabirPanda-to3rh
@ParabirPanda-to3rh Ай бұрын
NP has made Odisha poorer for which he must be jailed.
@bibhutiparida7565
@bibhutiparida7565 Ай бұрын
ଆଉ , ଏ ଯୁଗର ଲୋକେ କହନ୍ତି କୁଆଡେ଼ ଭୂତ ପେତ ନାହାଁନ୍ତି ବୋଲି !! ପୁଣି ମରଣ ଯେ କେତେ ଭୟଙ୍କର ଏଥିରୁ ଅନୁମେୟ ।
@raghubirdas7621
@raghubirdas7621 Ай бұрын
Nsbin babu is a double standard man who has so moch of softness to cunning Pandian Pandian has tried his best to destry education of the state n loot Odisha Why SURAKHAYA for him who is not needed
@trilochanpatnaik6321
@trilochanpatnaik6321 Ай бұрын
ପ୍ରେମିକ ପ୍ରେମିକା ଭାବ ଥିଲେ କଣ ହୁଏ ବିପିନ ଦାସ ବାବୁ କଣ ଜାଣି ନାହାଁନ୍ତି?
@BibhutibhushanNayak-
@BibhutibhushanNayak- Ай бұрын
Amit Saha deichi
@manojjena1903
@manojjena1903 Ай бұрын
Gyani Babu tame kie
@chittaranjansatapathy1589
@chittaranjansatapathy1589 Ай бұрын
Pandian is a retired IAS. Why security alloted by BJP Govt?
@sspanigrahy7315
@sspanigrahy7315 Ай бұрын
Pandian harrased me while that fellow was collector Ganjam by a baseless aligetion by saroj padhi.
@jyotiprakash7563
@jyotiprakash7563 Ай бұрын
X handle pandian is doing not by nabin.
@st-hp1hd
@st-hp1hd Ай бұрын
Dalal mausa tame jaha karucha taku dalali kuhajae.Ruling party ku dine question karuna khali opposition party ku question kare khali.Bjp ra dalali chade bjp ku question Kariba start kare.
If people acted like cats 🙀😹 LeoNata family #shorts
00:22
LeoNata Family
Рет қаралды 41 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 17 МЛН
To Brawl AND BEYOND!
00:51
Brawl Stars
Рет қаралды 16 МЛН