Рет қаралды 40,273
#କାରନାମାରେ_କଳଙ୍କିତ_ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ସ୍ୱଚ୍ଛ ପାଇଜାମାରେ କଳଙ୍କ ବୋଳିଛନ୍ତି ନବୀନଙ୍କ ପ୍ରିୟ ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସ। ଦଳର ସଂଗଠନ ସମ୍ପାଦକ ଭାବେ ପୂରା ରାଜ୍ୟର ସଂଗଠନକୁ ହାତେଇବା ଯୋଜନାରେ ଥିବା ବବି ଏବେ ଦଲଦଲରେ ଫସି ଚାଲିଛନ୍ତି। ବ୍ଲାକ ରୋଜ ବିବାଦ ମୁଣ୍ଡ ଉପରେ ଝୁଲୁଛି। ଏଥିରେ କେବଳ ବବି ନୁହନ୍ତି, କାଳେ ଆଉ କିଛି ନେତା ବି ରହିଛନ୍ତି। ବ୍ଲାକ ରୋଜ ପରେ ଏବେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗ ଯୋଡ଼ି ହୋଇଛି। ଏହି ବିବାଦ ମଧ୍ୟରେ ଏବେ ଶହଶହ କୋଟିର ସରକାରୀ ପାଣ୍ଠି ଅପବ୍ୟୟର ଅଭିଯୋଗ ତାଙ୍କ ମୁଣ୍ଡରେ ବୋଳି ହେଲାଣି।
#odisha #nabin_pattnaik #babi_das #pranab_prakash_das #mines_mafia #mafia
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZbin! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews