BADADINA || ବଡ଼ ଦିନ || HUMAN SAGAR || NEW CHRISTMAS SONG || PRASAD LIMA MUSIC || 2025

  Рет қаралды 236,489

PRASAD LIMA MUSIC

PRASAD LIMA MUSIC

Күн бұрын

Пікірлер: 705
@PRASADLIMAMUSIC
@PRASADLIMAMUSIC Ай бұрын
🎄 MERRY CHRISTMAS 🎄 ଜନ୍ମ ଉତ୍ସବ ପାଳନ ଅବସରରେ ତ୍ରାଣକର୍ତ୍ତା ସ୍ୱୟଂ ମନୁଷ୍ୟର ଉଦ୍ଧାର ଏବଂ ପରିତ୍ରାଣ ନିମନ୍ତେ ମନୁଷ୍ୟ ରୁପରେ ଏହି ଜଗତକୁ ଆସିଲେ । ଏଣୁ ଏହି ବଡ଼ଦିନ ରେ ଯୀଶୁଙ୍କୁ ବ୍ୟକ୍ତିଗତ ଭାବେ ଆମ୍ଭେମାନେ ଜାଣିବା ଏବଂ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଙ୍କ ସହିତ ଆମ୍ଭମାନଙ୍କ ପ୍ରେମର ଘନିଷ୍ଟ ସମ୍ପର୍କ ଗଢ଼ି ଉଠି ଏହି Christmas ଈଶ୍ଵରଙ୍କ ସହିତ ଗୋଟିଏ ଉତ୍ତମ ବିଷୟ ନେ଼ଇ ପ୍ରତିଜ୍ଞା କରିବା ସହିତ ପ୍ରତିଜ୍ଞା ପାଳନ ର ଖ୍ରୀଷ୍ଟମାସ୍ ପାଳନ କରିବା ଏବଂ ଖୁସି ଓ ଆନନ୍ଦରେ ପର୍ବଟି କୁ ଉତ୍ସବ ମୁଖରିତ କରିବା....... ଧନ୍ୟବାଦ୍ 🙏
@Princesssona0
@Princesssona0 Ай бұрын
@@PRASADLIMAMUSIC Amen 🙏🙏
@DasujagerangaDasu
@DasujagerangaDasu Ай бұрын
Hii❤😂🎉😢😮😅😊
@Mausumisonivlogs143
@Mausumisonivlogs143 Ай бұрын
Thank you all
@GobarBaghel-x5q
@GobarBaghel-x5q Ай бұрын
❤❤❤❤❤❤❤❤
@NarenLimamMusic
@NarenLimamMusic Ай бұрын
ବଡଦିନ, ଯାହା କି ପୃଥିବୀର ଏକ ମହାନ୍ ଦିନ ଅଟେ , ଯେଉ ଦିନ ଧରାପୃଷ୍ଟରେ ପ୍ରଭୁ ଯୀଶୁ ଅବତରଣ କରିଥିଲେ | ଆମକୁ ପାପରୁ ମୁକ୍ତି ଓ ରକ୍ଷା କରିବା ପାଇଁ ସ୍ବର୍ଗ ତ୍ୟାଗ କରି ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ || ଗୀତ ରଚନା ବହୁତ୍ ବଢିଆ ହେଇଛି, ସ୍ଵର ସଂଯୋଜନା, ସଙ୍ଗୀତ ପରିଚାଳନା ହ୍ୟୁମାନ ସାଗର ଙ୍କ ଗାୟନ ଶୈଳୀ ବହୁତ୍ ସୁନ୍ଦର ହୋଇଚି || ପ୍ରଭୁ ଯୀଶୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ |
@PRASADLIMAMUSIC
@PRASADLIMAMUSIC Ай бұрын
ମୋ ପ୍ରିୟ ଭାଈ ନରେନ୍ ସୁନ୍ଦର ବହୁମୂଲ୍ୟ ମତାମତ ପାଇଁ ହୃଦୟଭରା ଧନ୍ୟବାଦ୍.......... ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ....👍
@jagajibanjenaofficial8806
@jagajibanjenaofficial8806 Ай бұрын
Superb ହେଇଚି sir.praise the Lord. ❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
Jaga ଆଜ୍ଞା Thanks a lot ❤️❤️🙏🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .....MERRY CHRISTMAS 🎄🎁
@KiswarMalick
@KiswarMalick Ай бұрын
It's ok thank you sir thank you very so much
@Amitkumbharofficial
@Amitkumbharofficial Ай бұрын
ପ୍ରଭୁ ତୁମର ଧନ୍ୟବାଦ୍ ହେଉ ବହୁତ୍ ସୁନ୍ଦର୍ ଗୀତ ହେଇଛି ସାର୍ ଆପଣ ମାନଙ୍କ ର ଟିମ୍ କୁ ପଭୁ ଆଶୀର୍ବାଦ କରନ୍ତୁ ଆଗ କୁ ଆହୁରି ବଢ଼ିଆ ବଢ଼ିଆ ଗୀତ ମାନେ ଦେଇ ଚାଲନ୍ତୁ🎉❤🎉 hallelujah ❤
@PRASADLIMAMUSIC
@PRASADLIMAMUSIC Ай бұрын
Amit ଭାଈ thank you so much ❤️❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@Amitkumbharofficial
@Amitkumbharofficial Ай бұрын
❤❤❤❤❤​@@PRASADLIMAMUSIC
@deeptiproduction
@deeptiproduction Ай бұрын
Praise The LORD 🎉 ଅତି ସୁନ୍ଦର୍ ହୋଇଛି ଗୀତଟି Sir 🙏
@PRASADLIMAMUSIC
@PRASADLIMAMUSIC Ай бұрын
Deeptijay ଆଜ୍ଞା Praise the Lord and Thank You ❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@rajkumarpradhan9110
@rajkumarpradhan9110 Ай бұрын
❤❤❤🎉🎉🎉🎉❤❤❤🎉🎉🎉❤❤❤🎉🎉🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉 ବହୁତ୍ ଭଲ ହୋଇଛି god bless u
@PRASADLIMAMUSIC
@PRASADLIMAMUSIC Ай бұрын
Heartly thanks and regards Rajkumar ଭାଈ ❤️❤️🙏🙏
@MeesalaHemontokumar-h4d
@MeesalaHemontokumar-h4d 19 күн бұрын
nuva gito lekhi gaie prabhunko prashonsha gourobo dhonyobadho hevu
@sanjibbishoyi3297
@sanjibbishoyi3297 Ай бұрын
ଅତି ସୁନ୍ଦର ଗୀତ! Praise the Lord!❤
@PRASADLIMAMUSIC
@PRASADLIMAMUSIC Ай бұрын
Thanking you Soooooo much Fr Sanjib ....... ହୃଦୟଭରା ଧନ୍ୟବାଦ୍. ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@KunalPani
@KunalPani Ай бұрын
ଯୀଶୁଙ୍କର ବଡଦିନ ଉପଲକ୍ଷେ ବହୁତ ସୁନ୍ଦର ହଇଛି ଗୀତ ର ରଚନା ଏହି ଗୀତ କୁ ନେଇ ଦର୍ଶକ ବନ୍ଧୁ ଯେପରି ଆନନ୍ଦର ସହିତ Christmas ପାଳନ କରିବେ ଏହା ଆମର ପ୍ରାର୍ଥନା Thank you so much prasad lima sir 🙏🙏🙏
@PRASADLIMAMUSIC
@PRASADLIMAMUSIC Ай бұрын
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ଏତେ ସୁନ୍ଦର ହୃଦୟ ସ୍ପର୍ଷୀ ମତାମତ ଦ୍ବାରା Prasad Lima Music ପରିବାର କୁ ଉତ୍ସାହିତ କରି ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ..... ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ Wish you Merry Christmas 🎁🎄
@KunalPani
@KunalPani Ай бұрын
Thank you sir
@SubashPradhanOfficial34
@SubashPradhanOfficial34 Ай бұрын
Specially Christmass ପାଇଁ ଗୋଟେ ବହୁତ ସୁନ୍ଦର ଗୀତ ଆସିଯାଇଛି ହୁମାନ ସାର ଙ୍କ voice ରେ ମତେ ବହୁତ ଖୁସି ଲାଗୁଛି ଗୀତ ବି ବହୁତ ସୁନ୍ଦର ହେଇଛି Praise The Lord ❤️❤️✝️
@PRASADLIMAMUSIC
@PRASADLIMAMUSIC Ай бұрын
Thank You with lots of love 💕 💕 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@BhimBhggg
@BhimBhggg Ай бұрын
😂🎉❤nice
@stylestudiomusic4u
@stylestudiomusic4u Ай бұрын
ଏହି ଗୀତ ଦ୍ୱାରା ପ୍ରଭୁ ମହିମାନିତ ହେଉନ୍ତୁ ଏବଂ ଅନେକେ ପ୍ରଭୁଙ୍କର ବ୍ୟକ୍ତି ପ୍ରଭୁଙ୍କର ଜନ୍ମଦିନକୁ ଏହି ଗୀତ ଦ୍ୱାରା ପ୍ରସଂଶା karantu.....amen
@PRASADLIMAMUSIC
@PRASADLIMAMUSIC Ай бұрын
ଧନ୍ୟବାଦ୍ ଆଜ୍ଞା.....🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଆମେନ୍
@sanjayapradhan6697
@sanjayapradhan6697 Ай бұрын
Praise the Lord ଗୀତଟି ବହୁତ ଭଲ ହେଇଛି
@PRASADLIMAMUSIC
@PRASADLIMAMUSIC Ай бұрын
Sanjay bhai Thanking you Sooo much 💕💕
@MilanNayak-y4o
@MilanNayak-y4o Ай бұрын
Amen
@MilanNayak-y4o
@MilanNayak-y4o Ай бұрын
Amen
@shyamamdl5248
@shyamamdl5248 Ай бұрын
ଭଉତ ବଡ଼ିଆ ଗୀତ 👍👍👍👍 ପ୍ରଭୁ ଆପଣ ସମସ୍ତେ bless କରନ୍ତୁ
@PRASADLIMAMUSIC
@PRASADLIMAMUSIC Ай бұрын
ବହୁତ ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ....❤️❤️🙏🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@pradeepmajhi8
@pradeepmajhi8 Ай бұрын
ଅତି ସୁନ୍ଦର ଗୀତ ପ୍ରଭୁ ଆର୍ଶିବାଦ କରନ୍ତୁ ଏବଂ ପ୍ରଭୁଙ୍କର ମହିମା ହେଉ
@PRASADLIMAMUSIC
@PRASADLIMAMUSIC Ай бұрын
Pradeep Bhai...... ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@SrinivasBangari-l2o
@SrinivasBangari-l2o Ай бұрын
ଭଲ ହୋଇଛି ଗୀତ
@PRASADLIMAMUSIC
@PRASADLIMAMUSIC Ай бұрын
Srinibas ଭାଈ......❤️❤️🙏🙏 ହୃଦୟ ଭରା ଧନ୍ୟବାଦ୍
@ITUCHAND
@ITUCHAND Ай бұрын
❤❤❤❤✝️✝️🙏 ବହୁତ ଖୁସି ପ୍ରକାଶ ପାଇଛି ଏହି ଗିତ ଶୁଣୀ
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଜନ୍ମ ଉତ୍ସବ ପର୍ବ ଆନନ୍ଦ ରେ ଓ ପ୍ରଭୁଙ୍କ ସାନ୍ନିଧ୍ୟରେ ପାଳନ କରନ୍ତୁ......❤️🙏
@ratninaik2567
@ratninaik2567 Ай бұрын
Wow❤❤ Praise The Lord..
@PRASADLIMAMUSIC
@PRASADLIMAMUSIC Ай бұрын
Praise the Lord ❤️❤️🙏🙏
@Just__Sky__99
@Just__Sky__99 Ай бұрын
ବହୁତ ସୁନ୍ଦର ଗୀତ ! PRAISE THE LORD ✝️🙏
@PRASADLIMAMUSIC
@PRASADLIMAMUSIC Ай бұрын
Thank You So much ❤️❤️🙏🙏
@Just__Sky__99
@Just__Sky__99 Ай бұрын
@@PRASADLIMAMUSIC most welcome sir ❤️
@Nagarjun_Lover
@Nagarjun_Lover Ай бұрын
ବଡ଼ ଦିନ ର ବଡ଼ ଉପହାର ଆଣି ଥିବା ପାଇ ଧନ୍ୟବାଦ ସାର୍ praise the lord sir Very nice song 🙏🙏❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
Thank you ନାଗାର୍ଜୁନ ଭାଈ ❤️❤️🙏🙏 God bless you abundantly 👍
@sabitanayak4910
@sabitanayak4910 Ай бұрын
Jiju agitoti suni bohuto bolo lagila praise the Lord
@PRASADLIMAMUSIC
@PRASADLIMAMUSIC Ай бұрын
Thank You So So much My loving Sabita....❤️❤️ God bless you and your family 👍
@ShantiSindria
@ShantiSindria Ай бұрын
Amen 🙏 haleluya happy chiristmaas nice song ❤❤❤❤❤❤❤❤❤🎉🎉🎉❤❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
Heartly thanks dear loving Santi....❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@MilanNayak-y4o
@MilanNayak-y4o Ай бұрын
Super
@mahima-h4d
@mahima-h4d Ай бұрын
ଗୀତ ବହୁତ ଭଲ ହେଇଛି ପ୍ରଭୁଙ୍କର ଧନ୍ୟବାଦ ହେଉ 🎉🎉❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କର ମହିମା ହେଉ 🙏🙏❤️❤️
@udaytakrin-official6645
@udaytakrin-official6645 Ай бұрын
ବହୁତ୍ ସୁନ୍ଦର ଗୀତ, praise the Lord
@PRASADLIMAMUSIC
@PRASADLIMAMUSIC Ай бұрын
Praise the lord and God bless you ❤️🙏
@giridharkhora4729
@giridharkhora4729 Ай бұрын
ବହୁତ୍ ସୁନ୍ଦର ହେଇଛି, ପ୍ରଭୁ ଆଶୀର୍ବାଦ କରନ୍ତୁ..... ଆଶା ଏହି ସଂଗୀତ ଜରିଆରେ ଈଶ୍ବରଙ୍କ ମହିମା ହେଉ....
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes ❤️🙏 Wish you Merry Christmas 🎄🎄
@bipinbidika776
@bipinbidika776 Ай бұрын
ଅତି ସୁନ୍ଦର ହେଇଛି sir🎉
@PRASADLIMAMUSIC
@PRASADLIMAMUSIC Ай бұрын
Bipin ଆଜ୍ଞା ନମସ୍କାର ❤️❤️🙏🙏 ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@suniltakriofficial
@suniltakriofficial Ай бұрын
ବହୁତ ସୁନ୍ଦର ଗୀତ sir ଧନ୍ୟବାଦ ...
@PRASADLIMAMUSIC
@PRASADLIMAMUSIC Ай бұрын
Heartly thanks Sunil ଭାଈ ❤️❤️❤️
@AMIELSABARAOFFICIAL
@AMIELSABARAOFFICIAL Ай бұрын
ଗୀତଟି ଅତି ସୁନ୍ଦର ହୋଇଛି ଆଜ୍ଞା ସୂର ସଂଯୋଜନା ଓ music ମଧ୍ୟ ବଢିଆ ହୋଇଛି, ପ୍ରଭୁଙ୍କ ରାଜ୍ୟ ବିସ୍ତାର କରିବା ପାଇଁ ପ୍ରଭୁ ଆପଣ ମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
@PRASADLIMAMUSIC
@PRASADLIMAMUSIC Ай бұрын
Amiel bhai ବହୁତ ଖୁସି ଲାଗିଲା 👏👏👏👏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@antanasinku7610
@antanasinku7610 Ай бұрын
Praise the Lord Amen
@PRASADLIMAMUSIC
@PRASADLIMAMUSIC Ай бұрын
Praise the Lord ❤️🙏 Thank You So much
@rajeshnayakmusic
@rajeshnayakmusic Ай бұрын
Hallelujah Hallelujah Praise The Lord 🙏 Beautiful Song 🙏 Ati Sundar Hei Achhi Geeta ❤️🙏 Prabhu Nkara Mohima Heu Amen Amen 🙏
@PRASADLIMAMUSIC
@PRASADLIMAMUSIC Ай бұрын
Rajesh ଭାଈ Praise the Lord .....❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@BhimaGond-l7o
@BhimaGond-l7o Ай бұрын
Bahut sundar heichi
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଜନ୍ମ ଉତ୍ସବ ପର୍ବ ଆନନ୍ଦ ରେ ଓ ପ୍ରଭୁଙ୍କ ସାନ୍ନିଧ୍ୟରେ ପାଳନ କରନ୍ତୁ......❤️🙏
@jeebanjena5322
@jeebanjena5322 Ай бұрын
Praise the lord 🙏 Sir, super duper heichi Sir
@PRASADLIMAMUSIC
@PRASADLIMAMUSIC Ай бұрын
Thank you very much Jeeban ଆଜ୍ଞା.... ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@manaharKachyap
@manaharKachyap Ай бұрын
So super ji
@PRASADLIMAMUSIC
@PRASADLIMAMUSIC Ай бұрын
Thank You So much ❤️🙏
@rajkumariranajit2054
@rajkumariranajit2054 Ай бұрын
❤❤❤🎉🎉 ପ୍ରଭୁ ଯିଶୁ ଙ୍କ ମହାନ୍ ନାମର ଗୈାରବ ହେଉ ଜୟ ଯୀଶୁ 🎉❤🎉🎉 nice 👍👍 song singing music 🎵🎶🎵🎶 lyrics composition super super
@PRASADLIMAMUSIC
@PRASADLIMAMUSIC Ай бұрын
Rajkumar ଭାଈ ଅଶେଷ ଧନ୍ୟବାଦ ଜ୍ଞାପନ କରୁ ❤️❤️🙏🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@rajkumariranajit2054
@rajkumariranajit2054 Ай бұрын
@PRASADLIMAMUSIC Thanks 🙏🙏🙏 may God bless you.
@panimunna4760
@panimunna4760 Ай бұрын
Praise the lord 🙏🙏🙏🙌🙌🙌 glory to God bless you
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍.......... ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@SEEMARANIKUMAR-cf6qg
@SEEMARANIKUMAR-cf6qg Ай бұрын
Praise the lord Bhai🙏 beautiful song 🎉
@nirupamahial1583
@nirupamahial1583 Ай бұрын
Praise the lord 🙏 gito ti bodhia heichiii❤
@PRASADLIMAMUSIC
@PRASADLIMAMUSIC Ай бұрын
Thanking You with lots of love 💕💕 and prayers 🙏
@bachanpradhan767
@bachanpradhan767 Ай бұрын
Bhahut sundar heichi a gita praise the Lord.
@PRASADLIMAMUSIC
@PRASADLIMAMUSIC Ай бұрын
Bachan ଭାଈ..... Thanks a lot......👏👏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@Nanakebhalusena
@Nanakebhalusena Ай бұрын
ଅତି ସୁନ୍ଦର ହେଇଚି ଏଇ ଗୀତ। ସମସ୍ତଙ୍କୁ Pre Christmas 🎄🎁 ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🙏
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍ ଆଜ୍ଞା.......... ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@ranjitdigal2495
@ranjitdigal2495 Ай бұрын
ଅତି ସୁନ୍ଦର ସଂଗୀତ 👍🙏❤️🕺🕺🕺
@PRASADLIMAMUSIC
@PRASADLIMAMUSIC Ай бұрын
ଗୀତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେଉ ❤️❤️🙏🙏
@babulusingh4869
@babulusingh4869 Ай бұрын
ଆର୍ ମିଡ ନେନ୍ ରାହା ତେଗେ ବାଇପେ ହାଗକୋ ଏସୁ ରାସାଗେ ଆଟକାର ତାନା ❤❤🎉🎉
@PRASADLIMAMUSIC
@PRASADLIMAMUSIC Ай бұрын
Thank You So much and God bless you ❤️🙏
@debarajmandal-vl7jl
@debarajmandal-vl7jl Ай бұрын
ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ 💐💐💐💐💐
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍ Debraj bhai .......... ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@anjuanjana9348
@anjuanjana9348 Ай бұрын
Wow super song ❤❤❤❤ Praise the lord Jesus bapa Amen ✝️🙏✝️
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes ❤️🙏 God bless you abundantly 👍
@RamakantaDaleinq3wo
@RamakantaDaleinq3wo Ай бұрын
ପ୍ରଭୁଙ୍କ ମହିମା ହେଉ ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ଆପଣଙ୍କୁ ବହୁତ ଦିନ ପରେ ଆପଣଙ୍କ ଚ୍ୟାନେଲ୍ ରେ ବଡ଼ଦିନ ଉପଲକ୍ଷେ ଏକ ନୂତନ ଖ୍ରୀଷ୍ଟିମାସ୍ ସଙ୍ଗ୍ ପକେଇଥିବାରୁ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍ ଯୟ ଯୀଶୁ ହାଲେଲୁୟା ପ୍ରେଇସ୍ ଦା ଲର୍ଡ ସାର୍ ଆମେନ୍ ✝️✝️✝️👍👍👌👌👍👍👌👌👍👍👌👌👍👍👌👌👍👍👌👌👍👍👍👍👌👍✝️👍✝️✝️✝️✝️✝️✝️✝️✝️✝️✝️✝️👍👍👌👌👌👌👌👌👍👍👍
@PRASADLIMAMUSIC
@PRASADLIMAMUSIC Ай бұрын
Ramakanta ଭାଈ...... ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@Anantapatuofficial
@Anantapatuofficial Ай бұрын
ବହୁତ ସୁନ୍ଦର ହେଇଚି sir ଗୀତ... Glory of god...
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍ ଅନନ୍ତ ଭାଈ ........ ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@ratikantasingh4325
@ratikantasingh4325 Ай бұрын
Super song... ଏହି ଗୀତ ପାଇଁ ସବୁ team ଭାଇ ଙ୍କୁ ଧନ୍ୟବାଦ... ଏମିତି ଗୀତ ତିଆରି କରିବାରେ ପ୍ରଭୁ ଆହୁରି ସାହାଯ୍ୟ କରନ୍ତୁ ❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
Ratikant ଭାଈ Heartly thanks and Love 💕 💕 💕 to You ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@Jeesayamajhi2official
@Jeesayamajhi2official Ай бұрын
Bahut badhiya laguchi
@PRASADLIMAMUSIC
@PRASADLIMAMUSIC Ай бұрын
Jeesay ଭାଈ.....❤️❤️🙏🙏 Heartly thanks and regards 👏👏👏
@sachidanandalima1727
@sachidanandalima1727 Ай бұрын
Glory to God, Very nice Christmas Song Praise the Lord 🎉
@PRASADLIMAMUSIC
@PRASADLIMAMUSIC Ай бұрын
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@babullima9232
@babullima9232 Ай бұрын
Bahut sundar ❤❤
@PRASADLIMAMUSIC
@PRASADLIMAMUSIC Ай бұрын
ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁ 👏👏👏👏
@masihgroup9579
@masihgroup9579 Ай бұрын
ପ୍ରସାଦ ସାର୍ ଙ୍କ ଗୀତ ଟିକେ ନିଆରା ❤❤❤❤ Beautiful different type music 🎵🎵
@PRASADLIMAMUSIC
@PRASADLIMAMUSIC Ай бұрын
Heartly thanks and Love 💕 💕.....for your Soooo lovely Compliment s Mashi group
@rajanikantsuna8042
@rajanikantsuna8042 Ай бұрын
ବହୁତ ଭଲ 👌praise the lord ❤
@PRASADLIMAMUSIC
@PRASADLIMAMUSIC Ай бұрын
Thank You for your lovely wishes and blessings..... May God bless you too ❤️❤️🙏🙏
@KiswarMalick
@KiswarMalick Ай бұрын
ଗୀତ ବହୁତ ସୁନ୍ଦର ହେଇଛି ପ୍ରଭୁ ଆମ ସମସ୍ତଙ୍କୁ ଆଶ୍ରିବାଦ କରନ୍ତୁ ଧନ୍ୟବାଦ
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଧନ୍ୟବାଦ......❤️❤️🙏🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@DhadhiDadhi
@DhadhiDadhi Ай бұрын
Dhanyabad prasad sir hrudayaru❤❤geeta atti sundar haichhi au bahut romantic laguchhi❤❤❤❤ praise the lord....
@PRASADLIMAMUSIC
@PRASADLIMAMUSIC Ай бұрын
Dhadhi ଆଜ୍ଞା..... ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ.....❤️❤️🙏🙏 🎄Wish you Merry Christmas 🎄
@AsribadLimma
@AsribadLimma Ай бұрын
Superhit bhayankar song beautiful
@PRASADLIMAMUSIC
@PRASADLIMAMUSIC Ай бұрын
Asirbad ଭାଈ..... ହୃଦୟ ଭରା ଧନ୍ୟବାଦ୍ ଜଣାଉଛୁ ସୁନ୍ଦର ମନ୍ତବ୍ୟ ପାଇଁ.......❤️❤️🙏🙏
@simadrimishal-sima
@simadrimishal-sima Ай бұрын
Jhumi jhumi jauchi mono sir ❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
ବହୁତ ଖୁସି ଲାଗିଲା Simadri bhai......👏👏👏 ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ.. ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@nirmalprasad4154
@nirmalprasad4154 Ай бұрын
Bahut Sundar
@PRASADLIMAMUSIC
@PRASADLIMAMUSIC Ай бұрын
Nirmal Bhai..... So happy to hear from you...... Thank you Soooooo much ❤️❤️🙏🙏
@CirketEn
@CirketEn Ай бұрын
Bahut. Sundar. Song. Godbleesyou
@PRASADLIMAMUSIC
@PRASADLIMAMUSIC Ай бұрын
Thank You So much ❤️🙏
@Neharika_kg
@Neharika_kg Ай бұрын
Wow wow nice 👍 song ❤❤
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes ❤️🙏 Wish you Merry Christmas 🎄🎄
@abyoutubechannel2790
@abyoutubechannel2790 Ай бұрын
Beautiful Christmas song.. Praise The Lord 🙏💖
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଧନ୍ୟବାଦ......❤️❤️🙏🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@bawitrabaliar8958
@bawitrabaliar8958 Ай бұрын
Very beautiful song 👍
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes ❤️🙏 Wish you Merry Christmas 🎄🎄
@lunatandiofficial303
@lunatandiofficial303 Ай бұрын
Praise The Lord Very nice Christmas Song 2024
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଧନ୍ୟବାଦ......❤️❤️🙏🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@BhagirathiPani
@BhagirathiPani Ай бұрын
Bahuta sundara bhasanahin dhanya bada samasta tim pain amen ho sanna
@PRASADLIMAMUSIC
@PRASADLIMAMUSIC Ай бұрын
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@hemantiharijan2653
@hemantiharijan2653 Ай бұрын
ବହୁତ୍ ବହୁତ୍ ବହୁତ୍ ସୁନ୍ଦର୍ ହୋଇଛି sir gita beautiful god bless you all Amen halleluya 🙏
@PRASADLIMAMUSIC
@PRASADLIMAMUSIC Ай бұрын
Thank You dear Hemanti ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@RitanjalimallickRitanjalimalli
@RitanjalimallickRitanjalimalli Ай бұрын
Hallelujah hallelujah hallelujah praise the lord 🙏🙏🙏❤❤❤so beautiful ❤️❤️ coming soon merry Christmas 🎄🎄🎄🎁🎁🎁 so very nice song Amen praise the God
@PRASADLIMAMUSIC
@PRASADLIMAMUSIC Ай бұрын
Heartly thanks and regards dear loving Ritanjali..…❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@RitanjalimallickRitanjalimalli
@RitanjalimallickRitanjalimalli Ай бұрын
@@PRASADLIMAMUSIC Apanaku bi dhaiya badha and jesunka janama dinara subhecha o subha kamana heu prabu apanaku asirbad karanthi sir praise the lord 🙏🙏 Amen
@rabideep1093
@rabideep1093 Ай бұрын
Nice sir praise the lord 🙏 song ❤🎉🎉🎉
@PRASADLIMAMUSIC
@PRASADLIMAMUSIC Ай бұрын
Hallelujah ❤️❤️🙏🙏 Thanks with love and regards 👏👏
@Mr_Muna_mb_29
@Mr_Muna_mb_29 Ай бұрын
ଅତି ସୁନ୍ଦର ଗୀତ sir ବହୁତ ଭଲ ଲାଗିଲା ଏମିତି ଆଉ ନୂଆ ନୂଆ ଗୀତ ଲେଖିବା ପାଇଁ ଆପଣଙ୍କୁ ପ୍ରଭୁ ଆଶୀର୍ବାଦ ଆଉ ଆଉ ସବୁ ସମୟରେ ପ୍ରଭୁ ଆପଣଙ୍କ ସାଙ୍ଗରେ ରହୁ l ପ୍ରଭୁଙ୍କ ମହତ୍ ନାମ ଦନ୍ୟ ହେଉଁ ଆମେନ୍....❤🙏
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟ ରୁ ଧନ୍ୟବାଦ୍ Muna ଭାଈ 👏👏👏👏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@SibaMajhi-i3u
@SibaMajhi-i3u Ай бұрын
Gito bahut bhala heichhi sir Praise the lord 🙏
@josiyaraita
@josiyaraita Ай бұрын
𝐁𝐞𝐚𝐮𝐭𝐲 𝐟𝐮𝐥𝐥 𝐬𝐨𝐧𝐠
@PRASADLIMAMUSIC
@PRASADLIMAMUSIC Ай бұрын
Praise the Lord ଭାଈ Siba ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@SunitaNayak-w6g
@SunitaNayak-w6g Ай бұрын
Praise the lord hallelujah Amen 🙏❤️ very nice beautiful song heart 💜❤️ touching song, thank you sir 🙏❤️
@PRASADLIMAMUSIC
@PRASADLIMAMUSIC Ай бұрын
Thank You dear Suni ❤️❤️ ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@RanjitaTakr
@RanjitaTakr Ай бұрын
Lima sir praise the Lord You blessed man , keep it up
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍...... Dear Ranjita ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ..
@RanjitaTakr
@RanjitaTakr Ай бұрын
@PRASADLIMAMUSIC Amen
@priyamanraika3496
@priyamanraika3496 Ай бұрын
Wow super sir mote bhari bhala laguchi🎉🎉🎉
@PRASADLIMAMUSIC
@PRASADLIMAMUSIC Ай бұрын
Priya bhai praise the lord 🙏 thank you so much for lovely wishes
@tapankumar8966
@tapankumar8966 Ай бұрын
Praise the lord ❤️🙏🏽 Thank you prasadlima sir
@PRASADLIMAMUSIC
@PRASADLIMAMUSIC Ай бұрын
Praise the Lord Tapan ଆଜ୍ଞା....❤️🙏 ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes 👏 👏 🎄🎄Wish you Merry Christmas 🎄🎄
@tapankumar8966
@tapankumar8966 Ай бұрын
@PRASADLIMAMUSIC merry Christmas 🎄🎁 sir
@dildarandkuna4367
@dildarandkuna4367 Ай бұрын
❤ Praise The Lord ❤ I am so happy Literally Beautiful Song
@PRASADLIMAMUSIC
@PRASADLIMAMUSIC Ай бұрын
Praise God and God bless you ❤️🙏
@youtubestar.aditya
@youtubestar.aditya Ай бұрын
Nice sang praise the lord
@PRASADLIMAMUSIC
@PRASADLIMAMUSIC Ай бұрын
Hallelujah 🙏
@nissacofficial466
@nissacofficial466 Ай бұрын
Superb ❤❤
@PRASADLIMAMUSIC
@PRASADLIMAMUSIC Ай бұрын
Thanks for liking ❤️🙏
@raghabapradhan7088
@raghabapradhan7088 Ай бұрын
Haleluya aamen good song vaai thank u God bless u
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍.......... ❤️❤️🙏🙏 Thank You So so much ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@subalnaiksanu4429
@subalnaiksanu4429 Ай бұрын
Hallelujah 💝🙏🙏💝 Hallelujah
@kitumantry6214
@kitumantry6214 Ай бұрын
❤ Praise the Lord ❤
@PRASADLIMAMUSIC
@PRASADLIMAMUSIC Ай бұрын
Praise the lord and God bless you ❤️🙏
@hopeoflife5128
@hopeoflife5128 Ай бұрын
Praise the lord 🙏🙏🙏 very nice song Happy Christmas 🎄🎄🎄
@PRASADLIMAMUSIC
@PRASADLIMAMUSIC Ай бұрын
Wish you Merry Christmas 🎄🎁
@digald25
@digald25 Ай бұрын
Ati sundar music and lyrics 🔥🔥
@PRASADLIMAMUSIC
@PRASADLIMAMUSIC Ай бұрын
ଅଶେଷ ଧନ୍ୟବାଦ ଜ୍ଞାପନ କରୁ ❤️❤️🙏🙏
@senapatijal2656
@senapatijal2656 Ай бұрын
Wow ଅତି ହୃୟସ୍ପର୍ଶୀ ଗୀତ ହୋଇଛି Praise The Lord Name Of In The Jesus Christ 🙏and happy Christmas 🎄🎁 all of you ❤🤝
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@CRAZYAMIL
@CRAZYAMIL Ай бұрын
Merry Christmas 🎄🎄🎄🎄🎄 Praise the lord 🛐🛐🛐✝️✝️✝️
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@PrakashKhumbharTandi
@PrakashKhumbharTandi Ай бұрын
Nice Song Super Voice ❤ Praise The Lord ❤ God bless you ❤
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ Wish you Merry Christmas 🎁🎄
@BhajamanSethi-t6e
@BhajamanSethi-t6e Ай бұрын
ପ୍ରଭୁ ଙ୍କ ର ମହାନା ମରେ ଧନ୍ୟବାଦ ହେଉ aamen🙏🌹❤️🥰
@PRASADLIMAMUSIC
@PRASADLIMAMUSIC Ай бұрын
Amen and amen....❤️❤️🙏🙏 Thank You So much and God bless you
@kilogram382
@kilogram382 Ай бұрын
Praise the lord ✝️❤
@PRASADLIMAMUSIC
@PRASADLIMAMUSIC Ай бұрын
Praise the lord and thanks a lot ❤️❤️🙏🙏
@STARBIRAJBUD
@STARBIRAJBUD Ай бұрын
🙏Praise the Lord🌸❤🌷🌸 Bahut Sundar Geeta Dhanyavaad❤Advance Meri Christmas
@PRASADLIMAMUSIC
@PRASADLIMAMUSIC Ай бұрын
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@hiradharsuna3756
@hiradharsuna3756 Ай бұрын
Super duper song 👍
@PRASADLIMAMUSIC
@PRASADLIMAMUSIC Ай бұрын
Thank You So much and God bless you ❤️🙏
@RohitNayak-rm1oi
@RohitNayak-rm1oi Ай бұрын
Nice song jiju lyrics bhi superb heichi❤❤
@PRASADLIMAMUSIC
@PRASADLIMAMUSIC Ай бұрын
My loving brother ROHIT .... ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଜନ୍ମ ଉତ୍ସବ ପର୍ବ ଆନନ୍ଦ ରେ ଓ ପ୍ରଭୁଙ୍କ ସାନ୍ନିଧ୍ୟରେ ପାଳନ କରନ୍ତୁ......❤️🙏
@sadaprabhumusic3566
@sadaprabhumusic3566 Ай бұрын
Wowo super song sir bhut khusi lagila git suniki thank you all 💕🌲💕🌲💕🌲💕🌲💕
@PRASADLIMAMUSIC
@PRASADLIMAMUSIC Ай бұрын
Thanking You my loving brother Pinku.. ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ......💕💕 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... MERRY CHRISTMAS
@saratchandrabardhan6204
@saratchandrabardhan6204 Ай бұрын
Beautiful song congratulations to the entire team
@PRASADLIMAMUSIC
@PRASADLIMAMUSIC Ай бұрын
ହୃଦୟଭରା ଧନ୍ୟବାଦ୍....... ଭାଇନା ❤️❤️🙏🙏 ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରଭୁଙ୍କ ଅସୀମ ଦୟା ଶାନ୍ତି ଓ ପ୍ରେମ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ.... ଏବଂ ପର୍ବଟି ଉତ୍ସବ ମୁଖରିତ ହେଉ
@babulusingh4869
@babulusingh4869 Ай бұрын
Very beautiful song 👌 praise the lord 🙏✝️🙏🛐❤️😍
@PRASADLIMAMUSIC
@PRASADLIMAMUSIC Ай бұрын
Praise the lord and thanks for your lovely wishes ❤️🙏 God bless you always
@SEEMARANIKUMAR-cf6qg
@SEEMARANIKUMAR-cf6qg Ай бұрын
Meaning song... hallelujah 🙌🎉
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes ❤️🙏 Wish you Merry Christmas 🎄🎄
@junashkumarganta7555
@junashkumarganta7555 Ай бұрын
ଗୀତ ବହୁତ ସୁନ୍ଦର ହେଇଛି Sir 🙏🏻🙏🏻... ଅତି ସୁନ୍ଦର ଲେଖା ଆଉ ସ୍ୱର ସଂଯୋଜନା Sir .... ପ୍ରଭୁ... ଗୀତ ଦ୍ଵାରା ମହିମାନ୍ଵିତ ହେଉନ୍ତୁ... ଅମେନ୍ 🙏🏻🙏🏻.... Junash Ganta
@PRASADLIMAMUSIC
@PRASADLIMAMUSIC Ай бұрын
Heartly thanks with love My loving brother Junash ❤️❤️❤️ ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@DasJena-jk7wf
@DasJena-jk7wf Ай бұрын
Praise the lord sir super haichi
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଜନ୍ମ ଉତ୍ସବ ପର୍ବ ଆନନ୍ଦ ରେ ଓ ପ୍ରଭୁଙ୍କ ସାନ୍ନିଧ୍ୟରେ ପାଳନ କରନ୍ତୁ......❤️🙏
@Surry_suresh.33
@Surry_suresh.33 Ай бұрын
Praise The Lord.... 🙏🏻
@PRASADLIMAMUSIC
@PRASADLIMAMUSIC Ай бұрын
❤️❤️🙏🙏 thank you so much
@KrishnaKrishRishi
@KrishnaKrishRishi Ай бұрын
Super song lyrics God bless you bro
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ..... Thanks for your lovely wishes ❤️🙏 Wish you Merry Christmas 🎄🎄
@ashishbabu5999
@ashishbabu5999 Ай бұрын
Nice Carry On
@PRASADLIMAMUSIC
@PRASADLIMAMUSIC Ай бұрын
ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଜନ୍ମ ଉତ୍ସବ ପର୍ବ ଆନନ୍ଦ ରେ ଓ ପ୍ରଭୁଙ୍କ ସାନ୍ନିଧ୍ୟରେ ପାଳନ କରନ୍ତୁ......❤️🙏
@VarunKimbaka
@VarunKimbaka Ай бұрын
Praise the lord sir nice song 👍❤❤
@PRASADLIMAMUSIC
@PRASADLIMAMUSIC Ай бұрын
Barun Bhai......❤️🙏 Hearty thanks for lovely wishes
@MantuKumar-music
@MantuKumar-music Ай бұрын
Praise the lord ❤❤❤
@PRASADLIMAMUSIC
@PRASADLIMAMUSIC Ай бұрын
God bless you mightyly in this Christmas season ❤️❤️🙏🙏
@DeepakBargi-20
@DeepakBargi-20 Ай бұрын
Christmas special song asigala download Bhai bhauni pura must achi song 🔥👏🙌
@PRASADLIMAMUSIC
@PRASADLIMAMUSIC Ай бұрын
Thank You Thank You my loving brother Deepak ❤️🙏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ...... ଶିଶୁ ଙ୍କ ରୂପରେ ସମସ୍ତଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବା ପ୍ରଭୁ ଯୀଶୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍
@sandeepraocricketvide
@sandeepraocricketvide Ай бұрын
Amen hallelujah praise the lord 🙏♥️🙏 God bless you 🙏 ❤️🙏 all of you 🙏❤️
@PRASADLIMAMUSIC
@PRASADLIMAMUSIC Ай бұрын
Sandeep ଭାଈ.....❤️🙏 ହୃଦୟଭରା ଧନ୍ୟବାଦ୍ Wish you Merry Christmas 🎄🎄
@DulanaNaik-qd2ir
@DulanaNaik-qd2ir Ай бұрын
Mind blowing 🎉🎉🎉🎉
@PRASADLIMAMUSIC
@PRASADLIMAMUSIC Ай бұрын
Hearty thanks for your lovely wishes dear Dulana......❤️❤️🙏🙏
Jagan Mohan Nag | Audio Juke Box | Best Superhit  Odiya Devotional Christian  Song |
1:02:59
Andro, ELMAN, TONI, MONA - Зари (Official Audio)
2:53
RAAVA MUSIC
Рет қаралды 8 МЛН
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН
Mana Chadhei/Human Sagar/Jeeten Kumar/Christmas Song/Odiya Song
7:17
Jeeten Kumar Music
Рет қаралды 59 М.