ବଦନାମ୍ ଗଳିର ବିଦ୍ୟାଶ୍ରୀ ସାମ୍ନାକୁ ଆସିଲେ ଶୁଭମ୍ ପାଇଁ କିଡନୀ ଦାନ କରିବାକୁ..

  Рет қаралды 1,401,006

Odisha Bhaskar

Odisha Bhaskar

2 жыл бұрын

Call On Toll Free Number To Book Ambulance 24x7-- 18002572115
Download App To Book Online Ambulance--play.google.com/store/apps/de...
Visit Website- moambulance.in
Toll Free No- 18002572115
Follow Us On
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - home?lang=en
INSTAGRAM - / odishabhaskar
#OdishaBhaskar #OdishaNews #BreakingNews #OdishaLatestNews

Пікірлер: 1 900
@jagamohanjena2314
@jagamohanjena2314 2 жыл бұрын
ଭଉଣୀ ତୁମେ ଉଦାହରଣ ହେଇଗଲ.....ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ନମଃ....
@jatindranathmandal9372
@jatindranathmandal9372 2 жыл бұрын
Sister you are great👏👏👏👏👏 Hiii Jagannath 🙏 koti koti pranama tamaru pila tiku banchaidia 🙏🙏🙏🙏🙏
@suryakantajena807
@suryakantajena807 2 жыл бұрын
ଭଗବାନ ଆପଣଂକୁ ସବୁଦିନ ଭଲରେ ରଖନ୍ତୁ...ଆପଣ ଏ ସମାଜ ପାଇଁ ନିହାତି ଦରକାର...🙏🙏🙏
@bikashvhaiakasha1476
@bikashvhaiakasha1476 2 жыл бұрын
Ja saram
@kirtanprachar
@kirtanprachar 2 жыл бұрын
ଏବେ ବି ମଣିଷ ପଣିଆ ବଞ୍ଚିଛି, ଆପଣ ଙ୍କୁ ମୋ ତରଫ ରୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ 🙏 । ଭଗବାନ୍ ସମସ୍ତଙ୍କୁ ଭଲ ରେ ରଖନ୍ତୁ ।
@ManasSanatani
@ManasSanatani 2 жыл бұрын
Jay Jagannath 🙏
@sibaramachary3369
@sibaramachary3369 Жыл бұрын
ଏବେ ବି ମଣିଷ ପଣିଆ ବଞ୍ଚିଛି , ଆପଣଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ ! ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଓ ଶାନ୍ତିରେ ରଖନ୍ତୁ !! ଧନ୍ଯବାଦ ଜୟ ଜଗନ୍ନାଥ ଜୟ ବଜରଙ୍ଗୀ
@amojalididirosei4238
@amojalididirosei4238 Жыл бұрын
madam mu chahuchhi se pilaku kidny deba pai ବାଲେଶ୍ୱର ମୋ ଘର
@rakeshsethy2714
@rakeshsethy2714 2 жыл бұрын
2022 ରେ ଆପଣ ନୂଆ ଶିକ୍ଷା ଦେଲ ବିଦ୍ୟାସ୍ରୀ ମାଡ଼ମ 🙏🏻🙏🏻🙏🏻
@balaramsethybalia2309
@balaramsethybalia2309 2 жыл бұрын
Really great sister
@utkaladirghika3139
@utkaladirghika3139 2 жыл бұрын
😊 ମାନବ ଭାଇଙ୍କ ନାଁ ରଖିଦେଲେ ଆପଣ.... ଇଏ ହେଉଛି ସଂଗତିର ଶିକ୍ଷା, ମାନବପ୍ରେମୀଙ୍କ ମହାନ ଆତ୍ମା ଆଜି ଅମର ପୁରରେ ଥାଇ ବହୁତ ଖୁସି ହେଉଥିବ 🙏
@sushntakhura7142
@sushntakhura7142 2 жыл бұрын
💯 right
@healer278
@healer278 2 жыл бұрын
କିନ୍ତୁ heading ଦେଖିଲେ କି ବଦନାମ ଗଳିର ବିଦ୍ୟା ଏ word ଦେଖିଲେ ଖରାପ ଲାଗୁଛି.
@shibanarayanbiswal7648
@shibanarayanbiswal7648 2 жыл бұрын
Ri8
@akshaypradhan40
@akshaypradhan40 2 жыл бұрын
@@healer278 hn bhai
@fakirmohansahoo2079
@fakirmohansahoo2079 2 жыл бұрын
ଜଗନ୍ନାଥ ଏ ଭାଇକୁ ଶୀଘ୍ର ସୁସ୍ଥ କରି ଦିଅନ୍ତୁ 🙏🙏🙏
@diputarai1421
@diputarai1421 2 жыл бұрын
Bhai please jetiki parucha dia🙏
@iswarchandradas6607
@iswarchandradas6607 2 жыл бұрын
He baba se pua Tiku bhala karidia
@mikipanda7393
@mikipanda7393 2 жыл бұрын
God bless you
@atuatuatuatuatuatu1627
@atuatuatuatuatuatu1627 2 жыл бұрын
ଜୟ ଜଗନ୍ନାଥ
@santoshsahu-yh4yt
@santoshsahu-yh4yt 2 жыл бұрын
ତୁମର ଏହି ମହାନତା ଦୁନିଆରେ ଦେଖିବାକୁ ବିରଳ । ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ।ସେ ପିଲାଟିର ଦେହ ଶୀଘ୍ର ଭଲ ହେଇଯାଉ ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିନତୀ ।
@abhimanyuabhimanyupanda7066
@abhimanyuabhimanyupanda7066 2 жыл бұрын
ନୂତନ ବର୍ଷ ର ଅଭିନନ୍ଦନ ଭଉଣୀ ❤️👍 ଜଗନ୍ନାଥ ମହାପ୍ରଭୁ ତୁମ ଦୁହିଁଙ୍କୁ ଖୁସି ରେ ରଖନ୍ତୁ।
@pradeeppalai
@pradeeppalai 2 жыл бұрын
Great you are goddess
@rostboy3060
@rostboy3060 2 жыл бұрын
ସେଇପିଲା ମାନେ ଦେଖ ବାପା ମା ଗୋଟେ ପୁଅ ପାଇଁ କେତେ ଜେ ମାନସିକ ଆଉ ପରିଶ୍ରମ କରୁଛନ୍ତି ହେଲେ ତମେ ମାନେ ଟିକେ ମୁଣ୍ଡୁକୁ ହାତ ପାଇଗଲା ପରେ ବାପା ମା ଙ୍କୁ ମାରି ଘରୁ ବାହାରକୁ ବାହାର କରିଦେଉଛ ଛି ତୁମ ପୁଅ ଭଳିଆ 🙏🙏
@jagamohanpanda8997
@jagamohanpanda8997 2 жыл бұрын
Sata katha ta kahila bhai ehi duniara pila mane tike bujhiba darkar plz bapa maaku hairan karntu nahi jay jaganath 🙏🙏🙏🙏🙏
@kailashipritiranjanchoudhu640
@kailashipritiranjanchoudhu640 2 жыл бұрын
କଳିଯୁଗ ରେ ଭି ଏମିତି ଲୋକ ଅଛନ୍ତି କୋଟି କୋଟି ପ୍ରଣାମ ନାରୀ ନୁହେଁ ତୁ ନାରାୟଣୀ🙏🙏🙏
@diputarai1421
@diputarai1421 2 жыл бұрын
Bhai jetiki parucha e pila tiki help kara
@kailashipritiranjanchoudhu640
@kailashipritiranjanchoudhu640 2 жыл бұрын
@@diputarai1421 ନିଶ୍ଚିତ ଭାଇ
@manikabehera4022
@manikabehera4022 2 жыл бұрын
Loka a jhua ku kete katha kahu thile. Abe kemiti vala kahucha nti.
@gajendrabbehra3845
@gajendrabbehra3845 2 жыл бұрын
Thank you 🙏🙏🙏🙏
@rajeshpatra617
@rajeshpatra617 2 жыл бұрын
Right
@subashdash2380
@subashdash2380 2 жыл бұрын
ଭଉଣୀ, ତମର ଇଛା,ଆଦର୍ଶ,ମହତ କୁ ମାନିବାକୁ ହେବ l ପ୍ରଭୁ ତୁମରବି ଏଇ ସୁଦୃଢ କାର୍ଯ୍ୟ ପାଇଁ କୃପା କରିବେ ନିଶ୍ଚୟ l
@Paridacomedy
@Paridacomedy 2 жыл бұрын
ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନିଶ୍ଚିତ ରହିବ,ସେ ଜଲଦି ଭଲ ହୋଇଯିବେ
@anantamallick5249
@anantamallick5249 2 жыл бұрын
ଧନ୍ୟବାଦ ବିଦିଆଶ୍ରୀ ତୁମର ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🙏🙏🙏
@suryamanikaran5886
@suryamanikaran5886 2 жыл бұрын
ସରକାର ଙ୍କୁ ଅନୁରୋଧ କରୁଛି ତାଙ୍କୁ ସାହାଯ୍ୟ କରନ୍ତୁ
@laxmipriya9385
@laxmipriya9385 2 жыл бұрын
ଜଗନ୍ନାଥଙ୍କ କୃପାରୁ ଜଲଦି ଭଲ ହେଇଯାଉ 🙏🏻🙏🏻
@Poeticheart493
@Poeticheart493 2 жыл бұрын
ଆପଣଙ୍କ ପ୍ରଶଂସା ପାଇଁ ମୋ ପାଖରେ ଶବ୍ଦ ହିଁ ନାହିଁ ma'am .... ଆପଣ ସତେ ବହୁତ୍ ମହାନ.....ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ.... ଭାଇ ଜଣକ ଠିକ୍ ଶୀଘ୍ର ଭଲ ହୋଇ ଯାଉ....🙏🏻🙏🏻🙏🏻🙏🏻🙏🏻
@santoshsabar5051
@santoshsabar5051 2 жыл бұрын
ଧନ୍ୟବାଦ ବିଧିୟାଶ୍ରୀ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ନୂତନ ବର୍ଷା ଆଶା ପୂର୍ଣ୍ଣ ହେଉ
@diputarai1421
@diputarai1421 2 жыл бұрын
Bhai jetiki parucha kichi help kara
@anjankhatua3561
@anjankhatua3561 2 жыл бұрын
ଆପଣଙ୍କୁ ହୃଦୟରୁ ମୋର ପ୍ରଣାମ.ଆପଣ ମା ତାରିଣୀ ଙ୍କ ଅବତାର. ମୁଁ ମୋ ତରଫରୁ କିଛି ଫୋନପେ ରେ ଦେଉଛି.ଜୟ ଜଗନ୍ନାଥ ସାନ ଭାଇ ଭଲ ହେଇଯାଉ🤲
@souravdas
@souravdas 2 жыл бұрын
ସବୁ ଠିକ୍ ଯେ "ବଦନାମ୍ ଗଳି ର ବିଦ୍ୟାଶ୍ରୀ.." ଲେଖିବା ର ଯଥାର୍ଥତା କଣ? ଟିକେ ବୁଝେଇ ଦେବେ କି?
@debadattadash5222
@debadattadash5222 Жыл бұрын
A madurchod news bala samsnku kharap kari debe
@pkodiavlogs8090
@pkodiavlogs8090 Жыл бұрын
Righty
@ashiqabani8775
@ashiqabani8775 Жыл бұрын
Right question.......
@ziddigirl207
@ziddigirl207 Жыл бұрын
Bala news thumbnail bhai😂🤣🤣😂🤣🤣
@priyaranjanpatra7767
@priyaranjanpatra7767 2 жыл бұрын
ଭଉଣୀ Good job ସାନ ଭାଇ ର ଜୀବନ ବଞ୍ଚି ଯାଉ ଯଥା ଶୀଘ୍ର କିଡ଼ିନି ମିଳି ଯାଉ ମୋର ଏତିକି ପ୍ରାର୍ଥନା ନବୀନ ବାବୁ ତମର Health Card Kebe Kam Deba
@nilamadhabnayak4613
@nilamadhabnayak4613 2 жыл бұрын
ପ୍ରଭୁ ବଳଦେବଜୀଉ ତାଙ୍କ ଡାକ ଶୁଣିଲେ , ଆଉ ବିଦ୍ୟାଶ୍ରୀ ଆପଣ ଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏🙏
@suryamanikaran5886
@suryamanikaran5886 2 жыл бұрын
ଇଶ୍ଵର ତାଙ୍କୁ ସହାୟ ହୁଅନ୍ତୁ
@mukeshdalai9142
@mukeshdalai9142 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 👏👏👏 ବିଦିଆ ତୁମର ମଂଗଳ ହଉ 😔🙏🙏
@digamberbehera6700
@digamberbehera6700 2 жыл бұрын
ବଦନାମ ଗଳି ର ଝିଅ ଏଇଟା ଲେଖିବା ଠିକ ନୁହଁ.. 🙏🙏🙏
@anantabehera4836
@anantabehera4836 2 жыл бұрын
ହେଭଗବାନ ଏ ପିଲାଟିକୁ ସାହା ହୁଅ ଏ ପିଲାଟିକୁ ଭଲକରି ଦିଅ ପ୍ରଭୁ ଜଗନ୍ନାଥ ସ୍ବାମୀ ନୟନ ପଥଗାମି ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ 🙏🙏🙏🙏🙏
@sunianaik6760
@sunianaik6760 2 жыл бұрын
ଭଗବାନ ଙ୍କ କୃପାରୁ ସେ ଭାଇ ଆରୋଗ୍ୟ ଲାଭ କରନ୍ତୁ,ମାନବ ସେବା ହିଁ ମାଧବ ସେବା, ଧନ୍ୟବାଦ ମାଡାମ
@tuneshnisika2266
@tuneshnisika2266 2 жыл бұрын
U r great didi bhagobhan apana ku khusire ruhantu
@sabitasethi1488
@sabitasethi1488 2 жыл бұрын
ବାଃ ଦିଦି, ଆପଣଙ୍କୁ ସହୁର୍ଦୟେ କୋଟି ପ୍ରଣାମ । ଆପଣ ଆଜି ମାନବ ପ୍ରେମୀ ଆଦି ଭାଇ ଙ୍କ ଆତ୍ମା କୁ ସାନ୍ତି ଦେଇଦେଲେ । ପ୍ରମାଣ କରିଦେଲେ କି ଆପଣ ସତରେ ସମାଜ ସେବି ଙ୍କ ଜୀବନ ସାଥି🙏 ନିଶ୍ଚିତ ରୂପେ ଆଦି ଭାଇ ଆଜି ବହୁତ ଖୁସି ହଉଥିବେ ମୁଁ ବହୁତ miss କରୁଛି ଆଦି ଭାଇ ଙ୍କୁ❤️🙏😭
@smrutiranjanmohanty9660
@smrutiranjanmohanty9660 2 жыл бұрын
Mam seriously a have no words to anything else about God bless you mam 🙏
@ashitavrath5748
@ashitavrath5748 2 жыл бұрын
U came out as a helpful person and became an example for othes. God bless you.
@ranjankumarmalik2871
@ranjankumarmalik2871 2 жыл бұрын
Janemnis jibanre jadi vulu kritha ae Thiki kribapa ee chests k re a katha sta
@babisamal4182
@babisamal4182 2 жыл бұрын
U r great👍 mam🙏🏻🙏🏻🙏🏻 jay jagannath swami apanku valare rakhantu
@soumyaranjan9282
@soumyaranjan9282 2 жыл бұрын
ମାଡମ ଆପଣତ ଦିତିୟ ଭଗବାନ ମୋ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍
@JLS2023
@JLS2023 2 жыл бұрын
"ବଦନାମ୍ ଗଳି" ର ଅର୍ଥ ଜଣା ଅଛି ତ???? କୌଣସି ମହିଳା ଙ୍କ ପାଇଁ ଏ ପ୍ରକାର ଶବ୍ଦ ବ୍ୟବହାର କରିବା ପୂର୍ବ ରୁ ଭାବନ୍ତୁ । ମୁଁ support କରୁନି କି oppose କରୁନି ବିଦ୍ୟାସ୍ରି ଙ୍କୁ । ସେ ବିବାହ କରି ଥିଲେ ନା କି ବଦନାମ୍ ଗଳି ର ... କାମ କରୁ ଥିଲେ
@abhimanyusahoo1624
@abhimanyusahoo1624 Жыл бұрын
Aakhi re Dekhi thiba Bele Bele michha hoethaye Aame aakhire dekhine Bidyasree marichhi ta swami ku
@odishathrowdownspecialist8562
@odishathrowdownspecialist8562 2 жыл бұрын
ବିଦ୍ୟା ଶ୍ରୀ ର ଆଗରୁ କଣ ହେଇଥିଲା ସେଇଟା ଦେଖ ନାହଁ ବର୍ତମାନ କଣ କରୁଛନ୍ତି ସେଇଟା ଟିକେ ଭାବ ନ୍ତୁ
@siddhuofficialchenal6666
@siddhuofficialchenal6666 21 күн бұрын
ଭଲ କାମ କରୁଛନ୍ତି ଆପଣ ଧନ୍ୟବାଦ୍ god bless u dear
@villagegirl1523
@villagegirl1523 2 жыл бұрын
❤️❤️❤️ ବାପା ମା ❤️❤️ 🙏🙏thank you so much madam❤️🔥
@karunadeep9758
@karunadeep9758 2 жыл бұрын
Very good ମାଉସି,ପ୍ରକୃତରେ ତୁମେ ହିଁ ଏକମାତ୍ର ଏ ଯୁଗର ଦେବୀ,ଆପଣଙ୍କୁ ଶତ ପ୍ରଣାମ
@meerapattanaik1588
@meerapattanaik1588 2 жыл бұрын
Salute you mam....I am really speechless...lots of respect for you
@diputarai1421
@diputarai1421 2 жыл бұрын
Didi tame jetiki parucha kichi help kara
@kalakaraswain3722
@kalakaraswain3722 2 жыл бұрын
🙏🙏 ଭଗବାନ ଆପଣଙ୍କୁ ବହୁତ ଖୁସି ରେ ରଖିଥା ନ୍ତୁ 👍👍🙏🙏
@holykhuntia2995
@holykhuntia2995 2 жыл бұрын
ଓଡିଶା ଭାସ୍କର, ଦୟାକରି କହିବେ ବଦନାମ ଗଳି ର ବିଦ୍ୟାଶ୍ରୀ titel କଣ ପାଇଁ ନାମ ଦିଆଯାଇଛି,,,,ବଦନାମ ଗଳି🤔 ?ଏତେ ସୁନ୍ଦର ବ୍ୟକ୍ତିତ୍ବ ନାମ ପୂର୍ବରୁ ଏଇ ଉପାଧି ଦେବା କଣ ନିତ୍ୟାନ୍ତ ଜରୁରୀ?
@bidyutjyoshnananda57
@bidyutjyoshnananda57 2 жыл бұрын
Good question sir, a mananku a sabu question kariba darkar achhi...
@ajirakhabar5855
@ajirakhabar5855 2 жыл бұрын
ମୋ ର ଆଶୀର୍ବାଦ
@SushantaKuNayak
@SushantaKuNayak 2 жыл бұрын
ବଦନାମ ଗଳିର ଝିଅ କହିବା ଠିକ ନୁହେଁ କାରଣ ବାଲ୍ମିକ ଦିନେ ଚୋର ରତ୍ନାକର ଥିଲେ । ଉତ୍ତମ ସଂଗତ ଦ୍ୱାରା ସବୁ କିଛି ସମ୍ଭବ
@susilalkm7590
@susilalkm7590 2 жыл бұрын
I am speechless 😭😭😭God bless you
@razzdash3323
@razzdash3323 2 жыл бұрын
ଜୟ ଜଗନ୍ନାଥ. ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ ଦିଦି 🙏🙏🙏🙏🙏
@vijayini6912
@vijayini6912 2 жыл бұрын
Didi you are the real heroin in this pandamic situations....god bless you didi...
@motilalkharsel1206
@motilalkharsel1206 2 жыл бұрын
ମେଡମ ଆପଣ ଙ୍କୁ ଧନ୍ୟବାଦ କମ ହେବ କହିବାକୁ ଭାଷା ନାହଁ l🙏🙏🙏🙏🙏
@himansu1771-official
@himansu1771-official 2 жыл бұрын
ବଦନାମ ଗଳି ମାନେ..... ଶୀର୍ଷକ ଲେଖିଆସୁନି ଅଭଦ୍ର କୁଢିକାର, ସାମ୍ବାଦିକ ନା ଆଉ କଣ
@soumyaranjan54321
@soumyaranjan54321 2 жыл бұрын
Bhai emane hauchanti ama desa ra journalists....sale
@deepikadash1649
@deepikadash1649 2 жыл бұрын
Satare gote abhdra
@Poeticheart493
@Poeticheart493 2 жыл бұрын
Hmm para bhai ... Kana lekhi chhanti emane
@ankitamishra1424
@ankitamishra1424 2 жыл бұрын
Magia sambadik ki headline deichu be. Badnamagali kn
@himansu1771-official
@himansu1771-official 2 жыл бұрын
@@ankitamishra1424 ସେତ ଭୁଲ ଲେଖିଛନ୍ତି ବୋଲି ଆମେ ଅଭିଯୋଗ କରିଛେ କିନ୍ତୁ ଆମ ଅଭିଯୋଗକୁ ଯଦି ଠିକରେ ଆମେ ନଲେଖିବା ତେବେ ଆମର ଭୁଲହେବ 🙏
@dravaranibal590
@dravaranibal590 2 жыл бұрын
ଧନ୍ୟବାଦ ବିଦ୍ୟାଶ୍ରୀ🙏
@ranjitvlogs5750
@ranjitvlogs5750 2 жыл бұрын
ହେ ଭଉଣୀ ତୁମ ତ୍ୟାଗ ଆଉ ସମାଜ ପାଇଁ ଅବଦାନ ଯୁଗ ଯୁଗ କୁ ଚିର ସ୍ମରଣୀୟ ହୋଇ ରହିବ ଆପଣ ଙ୍କ ଭଳି ମହାନ୍ ଆତ୍ମ ଙ୍କୁ ଉଚ୍ଚକୋଟୀର ସମ୍ମାନ ରେ ସମ୍ମାନିତ କରିବା କୁ ସରକାରଙ୍କୁ ଅନୁରୋଧ 🙏🏼
@gdhirennathnaik7916
@gdhirennathnaik7916 2 жыл бұрын
ହେ ପ୍ରଭୁ ଜଗନ୍ନାଥ ସେ ମା ବାପା ଙ୍କ ଦୁଃଖ କୁ ଦୂରେଇ ଦିଅନ୍ତୁ
@Rajashree-Life
@Rajashree-Life 2 жыл бұрын
Bidyashree you are a great merciful woman of India🇮🇳🇮🇳🇮🇳🇮🇳. May God bless you🌹🌹🌹🌹
@samarjitbiswal9073
@samarjitbiswal9073 2 жыл бұрын
Appricited your effort for this novel cause Bidyashree You are the real asset for our society 🙏🏻🙏🏻
@umakantakumar1390
@umakantakumar1390 Жыл бұрын
ଭଗବାନ ତାକୁ ଭଲ କରି ଦିଅନ୍ତୁ ଜୟଭୋଲେନାଥ ହର ହର ମହାଦେବ
@enjoyyourtime7567
@enjoyyourtime7567 2 жыл бұрын
🙏 thank you diiiii.u r great . jou mane money deiparibe semane sure diantu.au jou mane deiparibeni means nije struggle karuchanti kebal godnku pray karantu jemiti bhala heijibe.
@narayanpradhan7148
@narayanpradhan7148 2 жыл бұрын
God bless you mem for your help
@ramachandar5881
@ramachandar5881 2 жыл бұрын
ଆଶା କରୁଛି ଭଗବାନ ତମ ଡାକ ନିଶ୍ଚୟ ଶୁଣିବେ
@manasdash2178
@manasdash2178 2 жыл бұрын
ଆପଣ୍‌କୁଁ ହୁରୁଦ୍‌ ଭିତ୍‌ରୁ ଗୁର୍‌ଦୁଟେ ସେଲୁଟ୍‌ ଆଏ ଆଗ୍ୟାଁ ମାଁସମ୍‌ଲେଇ, ମାହାପୁରୁ ଜଗନ୍ନାଥ୍‌ ଆପଣ୍‌କୁଁ ଆର୍‌ ପିଲାକେ ସାହାହେଇଥାଉନ୍‌🙏
@bindastitupk1475
@bindastitupk1475 2 жыл бұрын
Jay Jaganath 🙏🙏🙏
@pintuchetty5986
@pintuchetty5986 2 жыл бұрын
ଆପଣକୁ ବହୁତ ବହୁତ ଧନ୍ୟବାଦ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻
@Ajitsahoo645
@Ajitsahoo645 2 жыл бұрын
ମୁଁ ତମକୁ ମୋ ହୂରଦୟ ରୁ ପ୍ରଣାମ କରୁଛି ଜୟ ଜଗନ୍ନାଥ 🙏🙏
@d12e5b1988a
@d12e5b1988a 2 жыл бұрын
You are great bidyashree didi . Thank you for your kindness above the thoughts of others on you
@bijayaniswain5614
@bijayaniswain5614 2 жыл бұрын
God bless him 🙏
@India11646
@India11646 2 жыл бұрын
May God bless the boy to come out of danger soon and lead a normal life🙏🙏🙏🙏🙏🙏
@akshayaworldlife9733
@akshayaworldlife9733 2 жыл бұрын
He Jagannath Sabubele Khushire Rakhithiba Prabhu.He MAM.Koti Koti Naman Salute He
@bablusahu8711
@bablusahu8711 2 жыл бұрын
Bidyashree behen you're great👍👍 🙏🙏🙏🙏🙏🙏
@CHANDANKUMAR-kw2qy
@CHANDANKUMAR-kw2qy 2 жыл бұрын
ମୋର ବି କିଡନୀ ଖରାପ ଥିଲା ମୁଁ hitech medical ରେ ଭଲ ହେଇ ଆସିଲି ପ୍ରଭୁ ଜଗନ୍ନାଥ ସେଇ ମୋର ଭାଇକୁ ଜଲଦି ଠିକ୍ କରିଦେବେ🙏🙏🙏
@sunilkumarnayak4686
@sunilkumarnayak4686 2 жыл бұрын
ଜୟ ଜଗନ୍ନାଥ ବିଦ୍ୟାସ୍ରି ମାଡ଼ମ ଆପଣ ବହୁତ୍ ଭଲ ନିଷ୍ପତ୍ତି ନେଇଛନ୍ତି ଆପଣଙ୍କ ଜୀବନ ଦେବା ପାଇଁ ବି ପଛଉ ନାହାନ୍ତି ଏ ଭାଈଙ୍କୁ ନୂଆ ଜୀବନ ଦେବେ ଭଗଵାନ ଆପଣଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ଏତିକି ପ୍ରାଥନା ପ୍ରଭୁ ଜଗନ୍ନାଥ ଙ୍କ ପାଖରେ prathana କରୁଛୁ
@samparkmusicchannel
@samparkmusicchannel 2 жыл бұрын
Who is good. His/her every act proves as very good
@krishnakumari5379
@krishnakumari5379 2 жыл бұрын
Lots of respect for you mam... ❤️❤️❤️
@sharadakantacreation4714
@sharadakantacreation4714 2 жыл бұрын
Thank you madam ur the great ଆପଣଙ୍କୁ ଭଗବାନ ପଠେଇଛନ୍ତି ଆପଣ ମଣିଷ ନୁହେଁ ଭଗବାନ ଙ୍କ ର ଦ୍ୱିତୀୟ ରୂପ alwz god with you
@godsshortsandvlogsankita9039
@godsshortsandvlogsankita9039 2 жыл бұрын
ସାଇବାବା ବହୁତ ଜଲଦି ତୁମକୁ ଭଲ କରିଦିଅନ୍ତୁ🙏
@Ajitsahoo645
@Ajitsahoo645 2 жыл бұрын
ତୁମ କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏
@crazyysanta
@crazyysanta 2 жыл бұрын
Salute to you vidyashree mam. May god make you more stronger with time
@susantanahak4059
@susantanahak4059 2 жыл бұрын
Thank you very much , sister! God bless you
@rashmitabalbal9157
@rashmitabalbal9157 2 жыл бұрын
ଭଲ କଥା। ତମେ ଯେଉଁ ପାପ କରିଛ। ଏହା କରି କିଛି ପାପ କମି ଯିବ। ତୁମକୁ ଭଗବାନ ଭଲରେ ରଖନ୍ତୁ।🙏
@maheswarbehera2654
@maheswarbehera2654 2 жыл бұрын
ପ୍ରଭୁ ଜଗନ୍ନାଥଙ୍କ ପାଖରେ କୁଟି କୁଟି ପ୍ରଣାମ 🙏🙏🙏 ପିଲାଟିକୁ ଯେମିତି ବି ହେଉ ଭଲ କରିଦିଅନ୍ତୁ
@happysonysamal9942
@happysonysamal9942 2 жыл бұрын
Sai bless him 🙏🙏🙏
@gangotribehera2369
@gangotribehera2369 2 жыл бұрын
Great Bidyashee 👍🏻
@krushnasahoo4706
@krushnasahoo4706 Жыл бұрын
ଭଗବାନ୍ ମଙ୍ଗଳ କରନ୍ତୁ 🙏🙏
@offergyan1054
@offergyan1054 2 жыл бұрын
love u mam love your words ♥️♥️♥️ Great humanity , love from #indore please help us. for a new life journey 🙏🙏🙏
@antarjyamiswain3612
@antarjyamiswain3612 2 жыл бұрын
କି ଭୟଙ୍କର ଦୁନିଆ ରେ ବାବା ? ମଣିଷ ବଞ୍ଚି ପାରିଲେ ହେଲା । ଯେଉଁ ମାନେ ଚାଲି ଯାଉଛନ୍ତି ପ୍ରକୃତରେ ସେମାନେ ଭାଗ୍ୟବାନ------- ।
@binayakumarnag3201
@binayakumarnag3201 2 жыл бұрын
Really maa,m you are great, I appreciate and salute your sacrifice 🙏 God bless you abundantly.
@debanandkollohar604
@debanandkollohar604 2 жыл бұрын
App ki jaise koi v insan sochenge to hamara bharat aage badhega . Jai Jagannath.
@bmtechcreations8192
@bmtechcreations8192 2 жыл бұрын
You are great... I salute for your sacrifice..
@manasibiswas9421
@manasibiswas9421 2 жыл бұрын
Thank you mam.you take a incredible step.jay Jagannath 🙏🙏🙏🙏🙏🙏
@satyasundarpati3325
@satyasundarpati3325 2 жыл бұрын
Great 👍 bidyashre madam,, only blessings of God 🙏
@kanchannayak9515
@kanchannayak9515 2 жыл бұрын
ଭଗବାନ କରନ୍ତୁ ତୁମ କିଡ୍ନୀ ମେଚ ହେଇଯାଉ ।
@Gupa-hh1fm
@Gupa-hh1fm 2 жыл бұрын
Bidya shree you are great
@soumyaranjanjena6746
@soumyaranjanjena6746 2 жыл бұрын
Mam salute u, you became an example, God bless, Happy new year
@parshurammaharana741
@parshurammaharana741 2 жыл бұрын
ଭଗବାନଙ୍କ ପାଖରେ ମୋର ଏତିକି ନିବେଦନ ଯେ ପିଲାଟିକୁ ଭଲ କରନ୍ତୁ
@dbiswal8767
@dbiswal8767 2 жыл бұрын
ବଦନାମ ଗଳି ଉଚିତ୍ ହୋଇନି କହିବା...🙏🏻🙏🏻🙏🏻ଟିକେ ତ ଚିନ୍ତା କରି ଲେଖନ୍ତୁ
@prajnaparamitasahoo5975
@prajnaparamitasahoo5975 2 жыл бұрын
God bless you and him
@Soubhagyakumar1
@Soubhagyakumar1 2 жыл бұрын
Badnam gali ra mane kuade katha jauchi janiparuchanti taa... Journalist hei bhasa ra sanjamata nahin
@soumyaranjan54321
@soumyaranjan54321 2 жыл бұрын
You are right bhai....
@manasranjandash2464
@manasranjandash2464 2 жыл бұрын
ବିଦ୍ୟା
@laxmanmarndi9055
@laxmanmarndi9055 2 жыл бұрын
Ma'am, me aapko dil se salute karta hoon😊aap us ledke ke liye bhogwan ban ke aaye haiiin🙏🙏
@prasantapurahita
@prasantapurahita 2 жыл бұрын
ଜୟେ ଶ୍ରୀ ଜଗନ୍ନାଥ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ପିଲାଟିକୁ ଭଲ କରିକୀ ବାପା ଓ ମାଆଙ୍କ ଦୁଃଖ ଟିକେ ବୁଝନ୍ତୁ ଯୋଉ ଏତେ ରାସ୍ତାରୁ ଏମିତି ଆଣ୍ଠେଇ ଆଣ୍ଠେଇ ଆସିଛନ୍ତି ସତରେ କେତେ କଷ୍ଟ ନହେଇଥିବ ସେଇ ଦୁଃଖକଷ୍ଟକୁ ବୁଝିବାକୁ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋରପ୍ରାର୍ଥନା
@pelangaho5118
@pelangaho5118 2 жыл бұрын
This is ending time, praise the lord all of you
@sweetjuliya5784
@sweetjuliya5784 2 жыл бұрын
Really great Didi❤️❤️❤️ love you all tym❤️
@banajanayak7269
@banajanayak7269 2 жыл бұрын
god bless you
@saratkumarnaik9041
@saratkumarnaik9041 2 жыл бұрын
🙏ଜୟ ଜଗନ୍ନାଥ 🙏 God blesse u🙏...
@cricketworld147
@cricketworld147 Жыл бұрын
Salute you sister.You are an example of great human being.
@unnatibehera5918
@unnatibehera5918 2 жыл бұрын
A good human being🙏🙏🙏🙏
@diputarai1421
@diputarai1421 2 жыл бұрын
Didi jetiki parucha dia e pilati banchi jiba
@crafterdancerpaintingdesig5678
@crafterdancerpaintingdesig5678 2 жыл бұрын
Didi bhagaban nku kruparu. Apanakar kidin mach karu
Summer shower by Secret Vlog
00:17
Secret Vlog
Рет қаралды 11 МЛН
Дарю Самокат Скейтеру !
00:42
Vlad Samokatchik
Рет қаралды 9 МЛН
How Many Balloons Does It Take To Fly?
00:18
MrBeast
Рет қаралды 191 МЛН
ଶାଳୀ ଅଧା ଘରବାଲି | Odisha Reporter
3:15
Odisha Reporter
Рет қаралды 573 М.
Landslide Wreaks Havoc in Kerala’s Wayanad
4:21
OTV
Рет қаралды 35 М.
kapil sharma show ।  khan sir,gopal das। episode -1#khansir
21:55
Facts Classes by Abhishek g
Рет қаралды 5 МЛН