ବହୁ ବର୍ଷ ପରେ ଦଶମ ସ୍କୁଲ୍ ବ୍ୟାଚ୍ ମଟନ୍ ଭୋଜି 😋 l Tenth School Batch Feast l Special Mutton Curry

  Рет қаралды 390,019

Gouranga Nayak Odia Vlogs

Gouranga Nayak Odia Vlogs

Күн бұрын

Пікірлер: 378
@kitcheniconodia5708
@kitcheniconodia5708 8 ай бұрын
ଜୟ ଜଗନ୍ନାଥ ସାର୍ 🙏, ବହୁତ୍ ସୁନ୍ଦର ଭିଡ଼ିଓ, ସବୁ ସାଙ୍ଗ ମାନଙ୍କ ସହିତ ଭୋଜି ପୁଣି ଦଶମ ସାଙ୍ଗ ଭାରି ଖୁସି ଲାଗିଲା, ଟିମା ଭାଇଙ୍କ ଆୟୋଜନ ବହୁତ୍ ସୁନ୍ଦର୍ ଥିଲା, ସାର୍ ୪୦ ପରି ଅନୁଭବ ହେଉନଥିଲା , ସମସ୍ତଙ୍କର ମଜା ମସ୍ତିରୁ ଲାଗୁଥିଲା ଆପଣମାନେ ସେହି school ସମୟକୁ ଫେରି ଯାଇଛନ୍ତି, ଆପଣମାନଙ୍କ ବନ୍ଧୁତ୍ୱ ଏମିତି ଅତୁଟ ରହୁ, ଜୟ ଜଗନ୍ନାଥ 🙏
@Gouranganayakodiavlogs
@Gouranganayakodiavlogs 8 ай бұрын
Jay Jagannath
@pramodsahoo8032
@pramodsahoo8032 8 ай бұрын
​ kou school tumara bhai @@Gouranganayakodiavlogs
@rahulk934
@rahulk934 8 ай бұрын
Kau year thila apanamankar
@barsadas5882
@barsadas5882 7 ай бұрын
ଦିଦି ଆମ ଭିଡିଓ ଟିକେ ଦେଖ। ଆମର ବି Channel ଅଛି। please ଦିଦି ଆମକୁ ଟିକେ ସପୋର୍ଟ କର।
@Deshbhakt122
@Deshbhakt122 5 ай бұрын
Mo akhiru luha aasi jauthila sir😥
@thirdeye9492
@thirdeye9492 8 ай бұрын
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯା'ର ପ୍ରାପତି ଯୋଗୁ ଦେବତା ନର .... a good book nd a true friend never begin never end 👍🏼💚
@nabakishorbhusan4641
@nabakishorbhusan4641 8 ай бұрын
ପ୍ରକୃତରେ ଆପଣଂକର ଭିଡ଼ିଓ ଦେଖି ମୋ ସ୍କୁଲ batch କଥା ମନେ ପଡିଗଲା..... ଧନ୍ୟବାଦ!
@sejalmishra5227
@sejalmishra5227 8 ай бұрын
ବଢିଆ ଲାଗିଲା ବ୍ଲଗ୍ ଭାଇ..ଏତେ ଦିନ ପରେ ସବୁ ସାଙ୍ଗ ପୁଅ ଝିଅ ମିଶିକି ଭୋଜି କଲେ ..ବହୁତ୍ ସୁନ୍ଦର୍ ଲାଗିଲା ପିଲା ବେଳର ସାଙ୍ଗ ମାନଙ୍କ ସହିତ ଖୁବ୍ ମଜା ମସ୍ତି ସେ ପୁଣି ଅନେକ ଦିନର ଦୂରତା ପରେ ହୋଲି ର ମସ୍ତି ପୁଣି ଭୋଜି ର ମସ୍ତି ଭାଇଙ୍କର ପୁରା ବଢିଆ ଟାଇମ୍ ଚାଲିଛି..ଏମିତି ହସ ଖୁସିରେ ଜୀବନ ବିତୁଥାଉ ସମସ୍ତ ଙ୍କର୍ ..👌👌🙏🥰
@Gouranganayakodiavlogs
@Gouranganayakodiavlogs 8 ай бұрын
Jay Jagannath
@janaranjanjena3641
@janaranjanjena3641 8 ай бұрын
Most kahila Bhai 👌👌👌 you are right 👍👍
@alokmohanty9060
@alokmohanty9060 8 ай бұрын
ସ୍କୁଲ ସମୟ ପ୍ରତ୍ୟକ ମଣିଷ ଜୀବନ ର ଅଭୁଲା ମୁହୂର୍ତ.....
@binodadbang9525
@binodadbang9525 2 ай бұрын
ଅତିସୁନ୍ଦର ସ୍କୁଲ୍ ବେଳର ସାଙ୍ଗ ମାନଙ୍କ ମାନେ ପଡ଼ି ଗଲା,🎉
@pravatjena9818
@pravatjena9818 Ай бұрын
ତୁମ vlog ଦେଖିଲେ ଲାଗୁଛି ଆମେ ମଧ୍ୟ ସେଠାରେ ଉପସ୍ଥିତ ଅଛୁ, ପୁରା ବଢିଆ ଲାଗୁଛି ଏମିତି ଜାରି ରଖ ଭାଇ❤
@sarojkumardash210
@sarojkumardash210 8 ай бұрын
ବହୁତ ଖୁସି ର ମୁହୂର୍ତ୍ତ । ପୁରୁଣା ସ୍ମୃତି ସବୁବେଳେ ଅକ୍ଷୁର୍ଣ୍ଣ । ଅତି ମନୋରମ 🎉🎉
@saktiparida2898
@saktiparida2898 7 ай бұрын
ଏମିତି ସମୟ ଫେରି ଆସନ୍ତା କି ପିଲା ଦିନର ସ୍କୁଲ୍ ଯିବାର 😢😢😢😢😢 Miss you golden time from life❤❤❤ । କିଏ ସେହି ସମୟକୁ ଫେରି ବାକୁ ଇଛା ଅଛି LIKE kar❤❤
@suvendukumarpradhan6517
@suvendukumarpradhan6517 8 ай бұрын
ବହୁତ୍ ଭଲ ପ୍ରଚେଷ୍ଟା ଓ ଏପରି ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖିବା ଏକ ନିଆରା ଅନୁଭୂତି 🎉❤❤❤
@prakashbeura9065
@prakashbeura9065 8 ай бұрын
ଜୟ ଜଗନ୍ନାଥ ମୋର ନମସ୍କାର ବଡ ଭାଇ ଓ ଦୀଦୀ ମାନଙ୍କୁ ଜିବନ ରେ ଅନେକ ସାଁଗ ଦେଖା ହୁଅନ୍ତି ହେଲେ ଏଥି ମଧ୍ୟରୁ ଦଶମ ଶ୍ରେଣୀ ସାଗଁ ମାନଙ୍କ ସହିତ ମିଶି ଏକାଠି ଭୋଜି ଆୟୋଜନ କରି ବା ମଜା ମସ୍ତି କରିବା ଏହା ଅନ୍ୟତମ ଏବଂ ଏହା ଏକ ସ୍ମୃତି ହୋଇ ରହିଜାଏ 🙏🙏.
@abhayakumarpradhan2139
@abhayakumarpradhan2139 2 ай бұрын
ଆପଣଙ୍କ ର ସବୁଠୁ ବେଷ୍ଟ ଭିଡ଼ିଓ ❤
@amareswar1106
@amareswar1106 8 ай бұрын
ଜୟ ଜଗନ୍ନାଥ ସାର୍ 🙏🙏ଆପଣଙ୍କ ଏହି ବନ୍ଧୁ ମିଳନ ର ଖୁସି ଓ ପୁରୁଣା ଦିନର ବନ୍ଧୁ ମାନଙ୍କ ସହ ଖୁସିର କିଛି ସମୟ ବିତାଉଥିଲେ ତାହା ବହୁତ୍ ସୁନ୍ଦର ଲାଗିଲା ଏବଂ ଏହା ଦେଖି ମୋର ବି ୧୦ମ ସାଙ୍ଗ ମାନଙ୍କ କଥା ବହୁତ୍ ମନେ ପଡୁଚି , ସବୁବେଳେ ଏମିତି ଖୁସିରେ ରହୁଥାନ୍ତୁ ଧନ୍ୟବାଦ୍ ❤
@ranjitkandi5075
@ranjitkandi5075 2 ай бұрын
ଅତି ସୁନ୍ଦର୍ 🎉🎉🎉🎉🎉🎉 ଭିଡ଼ିଓ
@bikrammohanty2453
@bikrammohanty2453 7 ай бұрын
ଗାଁ ରେ ସ୍କୁଲ ସାଙ୍ଗ ଙ୍କ ଏ ନିଆରା ଭୋଜି ର ଏ ଭିଡ଼ିଓ ବହୁତ ଭଲ ଲାଗିଲା.. ❤️
@sudammahakur2411
@sudammahakur2411 2 ай бұрын
ସତରେ ଗୋଟେ ସମୟ ଥାଏ ସ୍କୁଲ ସମୟ ଯାହା କି ଆଜି ମନେପକେଇଲେ ବହୁତ କଷ୍ଟ ଲାଗେ
@arpitajena5559
@arpitajena5559 2 ай бұрын
Video mast haichi👌👌👌👌👌
@PankajBehera-wl7eg
@PankajBehera-wl7eg Ай бұрын
Imotional ହେଇଗଲି
@dinabandhumudulidinu4878
@dinabandhumudulidinu4878 8 ай бұрын
School life 🧬 is best life 🧬 ବହୁତ ଭଲ ଲାଗିଲା ଆଜ୍ଞା ଏ ବନ୍ଧୁ ମିଳନ ଉତ୍ସବର ଭିଡିଓ 🎉🎉🎉❤❤❤❤❤
@M.Bhoi3087
@M.Bhoi3087 8 ай бұрын
ଜୟ ଜଗନ୍ନାଥ ସାର୍ ଜୟ ମା ସମଲେଇ ସମ୍ବଲପୁର ରେଙ୍ଗାଲି
@jyotinayak3901
@jyotinayak3901 8 ай бұрын
Jay Cuttack from Cuttack chandi Cuttack
@odiastories9832
@odiastories9832 8 ай бұрын
Love from kendrapara❤
@sumantarout8452
@sumantarout8452 8 ай бұрын
​@@jyotinayak3901lawda cuttack
@kalusardar1123
@kalusardar1123 8 ай бұрын
ଭାଇ ବହୁତ ବଢିଆ ହୋଇଛି ବନ୍ଦୁ ମଳନ❤❤❤
@priyabratlenka5118
@priyabratlenka5118 8 ай бұрын
ସ୍କୁଲ ଜୀବନ ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତି ସେ ସମୟକୁ କେବେ ଭୁଲି ହୁଏନାହିଁ।ଧନ୍ୟବାଦ୍ ଭାଇ ବହୁତ ଭଲ ଲାଗିଲା ଭିଡ଼ିଓ।👍🏻🥰😋
@truptilenka1841
@truptilenka1841 8 ай бұрын
1999 bachment bhoji dekhi bahut bhal lagila Gourang babu. Mu bi 1999 bacth ra. Tum video adhinkas samyre mu dekhe, bahut bhal lage. Tume madichal.
@Gouranganayakodiavlogs
@Gouranganayakodiavlogs 8 ай бұрын
Thank you dear
@ARMAN-m-g
@ARMAN-m-g 8 ай бұрын
Sir ଅତି ନିଆରା ଆପଣଙ୍କ ବନ୍ଧୁ ମିଳନ...🎉
@dilipkumarparida1855
@dilipkumarparida1855 8 ай бұрын
ସୁନ୍ଦର ଖୁସିର ସମୟ ମାଟିକ କେତେ ମସିହା....
@suryacreationandvlogs
@suryacreationandvlogs 4 ай бұрын
ବହୁତ ବଢିଆ ହୋଇଛି ଭିଡିଓ ❤ Love from puri sakhigopal ❤
@J.s_Creation89
@J.s_Creation89 8 ай бұрын
ବହୁତ୍ ଖୁସି ଲାଗିଲା ❤❤❤
@SumanDas-j1j
@SumanDas-j1j 8 ай бұрын
Bhala lagila
@rajeshmohantyindia
@rajeshmohantyindia 8 ай бұрын
ସାଲେଟୁ ସାଲେଟୁ... ପନିର ପନିର... ପାମ୍ପଡ଼... ମଟନ... ବଟନ ଛତୁ..... ଖୁବ ବଢିଆ
@rajeshrout6772
@rajeshrout6772 7 ай бұрын
ଟିମା ଭାଇଙ୍କୁ ଦେଖି ବହୁତ ଖୁସି ଲାଗିଲା , ମୁଁ ତାଙ୍କ ପାଖରେ କାମ କରୁଥିଲି,,
@mkmanasranjan3296
@mkmanasranjan3296 8 ай бұрын
Sir Dasam class class nuhn gote imotion 😢😢😢
@user-DhanurjayDas
@user-DhanurjayDas 8 ай бұрын
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️💝🙏🏽🚩🚩🚩
@RatikantaBarik-y5u
@RatikantaBarik-y5u Ай бұрын
Bhai Bahuta badia
@P.-Malay
@P.-Malay 8 ай бұрын
ଦଶମ ଶ୍ରେଣୀ ସାଙ୍ଗ ଭୋଜି ନିଆରା ଅନୁଭୂତି ଭାଇ. ଧନ୍ୟବାଦ
@prasantakumardas1904
@prasantakumardas1904 8 ай бұрын
School life is best life😘😘..i miss my School friends 🥺🥺
@SagarkumarMalik-l1c
@SagarkumarMalik-l1c 2 ай бұрын
Video dekhi pura Dil khush 😊😊😊
@sitikxraaz
@sitikxraaz 7 ай бұрын
Its rare to see these kind of stuffs in KZbin these morden days❤️ great work sir
@laxmanbhai8760
@laxmanbhai8760 6 ай бұрын
ସୁପର ଭିଡିଓ ଭାଇ
@shibusundarnaik8209
@shibusundarnaik8209 8 ай бұрын
Sundar video te ❤
@DeepakranjanSahoo-dp2ee
@DeepakranjanSahoo-dp2ee 8 ай бұрын
Jai jagannath gaorang babu, apankara batch bhoji dekhi khusi lagila,amar bi anku tini barsa hela batch bhoji hauchi,bandhu milanara apurba sanjoga.enjoy it,rahili.
@malayaparida3593
@malayaparida3593 8 ай бұрын
ଆଜି ଭିଡ଼ିଓ ଟି ବହୁତ୍ ବହୁତ୍ ଭଲ ଲାଗିଲା। ହେଲେ କବୁଆ ଭାଇ ଥିଲେ ଆଉ ଟିକେ ଭଲ ହେଇଥାନ୍ତା।😂
@village_vlog_japan
@village_vlog_japan 8 ай бұрын
Ajira Vlog ti Blockbuster Super Hit Jay Jagannath Swami
@jayaramkandi8797
@jayaramkandi8797 4 ай бұрын
ଭିଡିଓ ଟି ବହୁତ ଭଲଲାଗିଲା ଜହାହଉ ଏମତି କିଛି କିଛି ପୁରାଣ ସ୍ମୃତି ଆପଣଙ୍କର ବଞ୍ଚି ରହି ଥାଉ ,, ମହାପ୍ରଭୁ ଜଗନ୍ନାଥ ଆପଣ ମାନଙ୍କ ର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏
@girijasankarsarangi3346
@girijasankarsarangi3346 8 ай бұрын
Bahut bhala
@sudarsanpadhi912
@sudarsanpadhi912 7 ай бұрын
Gouranga babu bahut dina pare apana dekhadele. Bhala lagila.
@manassahoo1611
@manassahoo1611 8 ай бұрын
ଆପଣଙ୍କର କୋଉ ସ୍କୁଲ ଆଉ ଏ ଗୁପଚୁପ ଭାଇ ଚାନ୍ଦୋଳ ବଜାର ରେ ବିକନ୍ତି
@DebidattaMohanty-fh4pr
@DebidattaMohanty-fh4pr 8 ай бұрын
ବ୍ଲକ୍ ରେ ଵୁଧୀଆ ଭାଇ କୁଆଡେ ଗଲେ ପାନ ଖିଆ ହସ କଥା ଅର କଦଳୀ ବେପାର ତୁମକୁ ଟିକେ ଖରାପ ଲାଗିଲାନି ଗୌରାଙ୍ଗ ବାବୁ ତୁମର ବ୍ଲଗ୍ ଆଡଭେଟିଶି ଆଷୁଛି ପ୍ରତି ବ୍ଲକ୍ ରେ ମାନେ ତୁମେ ତ ପଇସା କମୁଉଛ କିନ୍ତୁ ଵୁଧୀଆ କୁ ଆଣି ତୁମେ ଅତି ହୁଅନା ଵୁଧୀଆ ଭାଇ କଣ ହେଇଛି କିଛି କହୁନ ବ୍ଲକ୍ ଫୋନ୍ କର ଆସୁବିଧା କଣ ପ୍ରତି ମେଡିକାଲ ସୋପର୍ଟ ମି ଅତି ଭଲ ନୁହ
@rashmitripathy5417
@rashmitripathy5417 8 ай бұрын
Jay jagannth 🙏🙏
@bubupradhan2403
@bubupradhan2403 7 ай бұрын
Bahut sundar lagila. Terific gupchup 😊
@raazkumar-kq4jn
@raazkumar-kq4jn 3 ай бұрын
Bahut badhiya sir
@sangramsahoo1566
@sangramsahoo1566 5 ай бұрын
Bhout sundar.... Aaati Ananda...
@amitamareshjena4393
@amitamareshjena4393 8 ай бұрын
ବହୁତ ବଢିଆ ଲାଗିଲା ଆପଣଙ୍କ ର ଏଇ ଭିଡିଓ, ପୁରୁଣା ସାଙ୍ଗ ମାନଙ୍କ ର କଥା କିଛି ନିଆରା, ଏତେ ବର୍ଷ ପରେ ବି ଆପଣମାନଙ୍କ ର ଭଲ ପାଇବା ଅଛି ❤️, କିନ୍ତୁ ଆମ ସାଙ୍ଗ ମାନଙ୍କ ର କଥା କିଛି ଅଲଗା 😢
@sushantakumarrout327
@sushantakumarrout327 3 ай бұрын
Memorable.....bahut badhia .
@sisirabehera6272
@sisirabehera6272 7 ай бұрын
Bahut sundar lagila sir apank vhoji.
@debiprasadparida2930
@debiprasadparida2930 7 ай бұрын
ସୁନ୍ଦର ଭୋଜି।❤
@bidyadharnayak6221
@bidyadharnayak6221 8 ай бұрын
Jay jagannath bahut bhala lagila
@bidyadharnayak6221
@bidyadharnayak6221 7 ай бұрын
Angul tikarapada kebe asantu buli jiba Bhai
@SM_SUDHIR_OFFICIAL
@SM_SUDHIR_OFFICIAL 8 ай бұрын
ବହୁତ୍ ବଢିଆ ଲାଗଲା ଭିଡ଼ିଓ ଟା। ❤❤❤❤
@sujitpanda1749
@sujitpanda1749 8 ай бұрын
ସତରେ ଆଜ୍ଞା , ଏମିତି ମୁହୂର୍ତ୍ତ ଜୀବନରେ ବହୁତ୍ କମ୍ ଆସେ କିନ୍ତୁ ଯେତିକି ବି ଆସେ ସ୍ୱର୍ଗସୁଖ ଠୁଁ ଆହୁରି ଅଧିକ ଆନନ୍ଦ ଦେଇଥାଏ , ସମସ୍ତ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଜୟ ଜଗନ୍ନାଥ ।
@Sonustly504
@Sonustly504 8 ай бұрын
Bhai ଆପଣଙ୍କର ସବୁ ଭିଡ଼ିଓ ମୁଁ ଦେଖୁଚି ବଢ଼ିଆ ଲାଗୁଚି 😊😊😊
@dreamscometrue..5903
@dreamscometrue..5903 8 ай бұрын
Video ti bahut bhala lagila
@ssshakti4763
@ssshakti4763 8 ай бұрын
ଗୁପଚୁପ ଭାଇ ଙ୍କ କବିତା ବହୁତ ବଢିଆ ଲାଗିଲା... ତାଙ୍କର ଗୋଟିଏ vlog banant
@chandankumarjena4766
@chandankumarjena4766 5 ай бұрын
Bhai Sundar video
@indianmechanicalhouse784
@indianmechanicalhouse784 8 ай бұрын
Bahut sundar video ❤
@badalpradhan1488
@badalpradhan1488 8 ай бұрын
Love from Ganjam jaya jaganatha🙏🙏🙏❤❤❤
@odiapuadeepakvlogs4691
@odiapuadeepakvlogs4691 8 ай бұрын
Bhala lagila batcha fist dekhiki
@smrutisethi1406
@smrutisethi1406 8 ай бұрын
ଆଜିର ଭିଡିଓ ମୋତେ ବହୁତ୍ ଭଲ ଲାଗିଲା। ଧନ୍ୟବାଦ୍ ଗୌରାଙ୍ଗ ଭାଈ।
@PusparanjanNaik-vr4sc
@PusparanjanNaik-vr4sc 8 ай бұрын
Video bahut bhala lagila Jay Jagannatha
@SonuBhaiVlogs1m
@SonuBhaiVlogs1m 8 ай бұрын
Bohut badhia heichi sir ..❤❤❤ from junagarh kalahandi odisha India 🇮🇳🇮🇳🚩🚩❤️🙏🙏jay jagannath 🚩🙏
@sahudev843
@sahudev843 8 ай бұрын
Video ti bahutu bhal lagila sir
@bidesimohanty
@bidesimohanty 8 ай бұрын
👌. Wow. Naice. Gettigedar❤
@truptiranjan1996
@truptiranjan1996 8 ай бұрын
ଜୟ ଜଗନ୍ନାଥ ସାର l ବହୁତ ଭଲ ଲାଗିଲା l ଆପଣଙ୍କ ଭଳି ମୋର ଭି ଜଣେ best friend achhi ଝିଅ l ବହୁତ ଖୁସି ଲାଗିଲା ସାଙ୍ଗ ସାଥି ଏକାଠି ହେବା ନିଆରା
@Amiyabalafamilyvlogs
@Amiyabalafamilyvlogs 8 ай бұрын
ବହୁତ ସୁନ୍ଦର ଭିଡ଼ିଓ 👌 🎉
@PradeepNayak-s1r
@PradeepNayak-s1r 7 ай бұрын
Pure odia traditional khana, very nice.
@lokanthswain9430
@lokanthswain9430 6 ай бұрын
Bhai bhaut badhia A sabu video karucha Dekhibaku bhaut vala laguchi Jay jagannath 😊
@subashrout6328
@subashrout6328 8 ай бұрын
High School life is Golden life. Enjoy it🙏🙏🙏🙏🙏🙏🙏🙏🙏🙏. Jai jagannath❤❤❤❤❤❤❤❤❤❤❤.
@npradeepkumardora2960
@npradeepkumardora2960 8 ай бұрын
Ajira blog bhala thila friends together is a big thing
@user-DhanurjayDas
@user-DhanurjayDas 8 ай бұрын
ଜୟ ମାତା ସମଲେଇ 🕉️💝🙏🏽🚩🚩🚩🚩
@Dpsatpathy
@Dpsatpathy 5 ай бұрын
Bahut khusi laguchi dekhiki.
@pradipkumarswain6590
@pradipkumarswain6590 8 ай бұрын
ଅତି ସୁନ୍ଦର ❤
@kirtansarathi3083
@kirtansarathi3083 8 ай бұрын
Last Rool Number bala pura No1
@bubupradhan2403
@bubupradhan2403 7 ай бұрын
Manu bhainka dailug 👌👌
@SatyaPrakash-rd5ts
@SatyaPrakash-rd5ts 8 ай бұрын
Sir ମୁନୁ ଭାଈଙ୍କ ଘର ଆମ ଗାଁ ରେ ପଟ୍ଟାମୁଣ୍ଡାଇ ରେ
@lucky9844
@lucky9844 2 ай бұрын
Woow❤❤
@jitendrarana461
@jitendrarana461 5 ай бұрын
Bohut khubsurat
@lipunmishra3150
@lipunmishra3150 8 ай бұрын
One of the best blog ❤❤❤ this
@310satya
@310satya 8 ай бұрын
bandhu milan vlog ta bahut sundar heichhi .... gupchup pura market neigala
@Gouranganayakodiavlogs
@Gouranganayakodiavlogs 8 ай бұрын
Jay Jagannath
@anjankumar1657
@anjankumar1657 8 ай бұрын
Bahut badhiya dost
@Srusthipanda
@Srusthipanda 8 ай бұрын
ସେ ଦିନ ତ ଆଉ ଫେରିବନି ବ୍ୟାଚ ଫିଷ୍ଟ ମନେ ପକେଇବା କଥା କାବୁଆ ଭାଇ ଥିଲେ ଆଉ ଟିକେ ଭଲ ହେଇଥାନ୍ତା
@Suryakumaruser-vq5sc1
@Suryakumaruser-vq5sc1 5 ай бұрын
ଅପଣଂକ କଥା ବାର୍ତା ବହୁତ ଭଲ ଅପଣଂକ voise ଶୁଣିବାକୁ ବହୁତ ଭଲଲାଗେ
@satyanarayanmaharana4900
@satyanarayanmaharana4900 8 ай бұрын
Dil khush hei Gala apankar video dekhi🤗
@chittadehury5190
@chittadehury5190 4 ай бұрын
Sopar Bhai
@BibhudattaMishra-g6v
@BibhudattaMishra-g6v 7 ай бұрын
Best one .. Bibhu from bbsr
@Sanjibasamal4449
@Sanjibasamal4449 8 ай бұрын
Mu H R Gurgaon ru apana na sabu video dekhi like kare.But it' is my fast comment.Bhai apana na video special ❤❤❤ you Bhai..
@sanatanghivela7
@sanatanghivela7 8 ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@baradaprasannamohanty1669
@baradaprasannamohanty1669 8 ай бұрын
ଅତୁଳନୀୟ ଅନୁଭୂତି ❤❤
@JobTub
@JobTub 8 ай бұрын
Best Vlog
@Mr_na_yak...1998
@Mr_na_yak...1998 6 ай бұрын
Jay jagannath🚩 sir Bahoot.. Vala lagila 10th class katha mane padigala 😢❤❤❤
@rajeshmohantyindia
@rajeshmohantyindia 8 ай бұрын
ପୁରୁଣା ଦିନର ସ୍ମୃତି ଜାଗ୍ରତ କରିଦିଏ ଏ ପରି ବନ୍ଧୁମିଳନ
@babushaan3621
@babushaan3621 8 ай бұрын
Very good .... Brother. ..
@sarojkumarnaik4474
@sarojkumarnaik4474 8 ай бұрын
School re Kati thiba prati ti moments golden moments. Ae time bina chhanda kapata re Kati thae.Baki kabua thile ahuri maja hei thanta.
ଚିକେନ୍ ଝୋଳଟି ହେବ 😋 l Gouranga Nayak Odia Vlogs
16:53
Gouranga Nayak Odia Vlogs
Рет қаралды 26 М.
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 3,5 МЛН
كم بصير عمركم عام ٢٠٢٥😍 #shorts #hasanandnour
00:27
hasan and nour shorts
Рет қаралды 11 МЛН
Lazy days…
00:24
Anwar Jibawi
Рет қаралды 6 МЛН