ବହୁତୁ ଦିନପରେ ବାନାଭାଇ ଗାଇଲେ ବନ୍ଦଇଗୌରୀ //gopalipada ramnatak //

  Рет қаралды 10,275

odia jatra prasant bhai

odia jatra prasant bhai

Күн бұрын

Пікірлер: 29
@Pratyush_9090
@Pratyush_9090 3 күн бұрын
ପ୍ରଶାନ୍ତ ଭାଇ ତମ voice ଭଲ Au ମୋନଜ ଭାଇ ର ବି ♥️🥰🥰
@prasant28
@prasant28 3 күн бұрын
Tq
@binodn2970
@binodn2970 6 күн бұрын
Ati sundar gaile Bana bhai
@suryakantmaharana3297
@suryakantmaharana3297 7 күн бұрын
ଗେରୁଆ ବସ୍ତ୍ର ଠିକ୍ ଅଛି ଜୟ ଶ୍ରୀ ରାମ
@satyabadinaik986
@satyabadinaik986 6 күн бұрын
Jay shree Ram
@tungulusvlog1344
@tungulusvlog1344 9 күн бұрын
Superb
@HLKALIX
@HLKALIX 10 күн бұрын
🎉🎉🎉
@rajinsalma7543
@rajinsalma7543 6 күн бұрын
Bana bhae Barsa sathire bhal
@LDScreationodia
@LDScreationodia 9 күн бұрын
Super 👍👍
@keshabdas4367
@keshabdas4367 8 күн бұрын
Sundar ❤❤❤❤❤❤
@pbcollection6214
@pbcollection6214 7 күн бұрын
Bana bhai ku kuha khaini patiru kanhiki gaibe gita
@deepakkumarshingh9611
@deepakkumarshingh9611 10 күн бұрын
Nice video ❤🎉❤🎉❤🎉❤
@trinathjena2368
@trinathjena2368 9 күн бұрын
ଭୁଲ୍ ଥିଲେ କ୍ଷମା କରିବେ
@trinathjena2368
@trinathjena2368 9 күн бұрын
ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ପୀତବସ୍ତ୍ର ଯେହେତୁ ତାଙ୍କର ଅନ୍ୟ ନାମ ପୀତାମ୍ବର, ପୀତବାସ ଏଣୁ ଅଭିଜ୍ଞତା ସମ୍ପନ୍ନ ବାନା ବାବୁ କ'ଣ ପରିଧାନ କରିଛନ୍ତି, ଅତଏବ ଆମେ ଅନୁରୋଧ କରୁଅଛୁ ସେ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ, ଧନ୍ୟବାଦ ପ୍ରଶାନ୍ତ ବାବୁ ଆପଣ ମଧ୍ୟ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କର ଅଭିନୟ ବହୁତ ଭଲ କରୁଛନ୍ତି, ଆପଣ ଏହି କମେଟ୍ କୁ ହୃଦୟଙ୍ଗମ କରି ଆମକୁ ଉତ୍ତର ରଖିବାକୁ ଅନୁରୋଧ,ଜୟ ଜଗନ୍ନାଥ,
@prasant28
@prasant28 9 күн бұрын
ଭାଇ ଆପଣତ ମୋ ବଡଭାଇଭଳି ମୁଁଅବା ଆପଣଙ୍କୁ କିଉତର ଦେବି, ହଁ ଭାଇ ହେଲେ ଭାଇ ବନବାସୀ ବେଳେ ରାମଚନ୍ଦ୍ର ଅମ୍ଲାନ ବସ୍ତ୍ର ପିନ୍ଧିଯାଇଥିଲେ ହିନ୍ଦୀରାମାୟଣ ରମାନନ୍ଦସାଗର ଙ୍କର ଟିକେ ଦେଖିବେ 🙏 ଆଉ କହିବେ ରାମଙ୍କ ଡ୍ରେସଦେଖିକି କହିବେ 🙏🙏
@MamataTVtalamala
@MamataTVtalamala 4 күн бұрын
ଏ ନାଟକ ଶ୍ରୀରାମ ବନବାସୀ ଜିବା ବେଳର ସେଥି ପାଇଁ ବନ ବାସି ବେଶ ଆବଶ୍ୟକ , କିନ୍ତୁ ମୁଁ ଆଉ ଗୋଟେ କଥା ବି କହିବି ରାମ ଲକ୍ଷ୍ମଣ ସୀତା ଓଃ ହନୁମାନ ଙ୍କର ବନ୍ଦନା ରାଜକୀୟ ଭେଶ ରେ ହେବା ଉଚିତ୍ କିନ୍ତୁ ଆମେ ନାଟକ ରେ ସମୟ ଅଭାବ ଆଉ ବନ ବାସି ବେଳର ନାଟକ ହୋଇଥିବାରୁ ଟିକେ ଅସୁବିଧା ହେଉଛି, ଆଶା କରୁଛି ପ୍ରଶାନ୍ତ ଭାଇ ଉତ୍ତର ରଖିବେ
@MamataTVtalamala
@MamataTVtalamala 4 күн бұрын
​@@prasant28ଏ ନାଟକ ଶ୍ରୀରାମ ବନବାସୀ ଜିବା ବେଳର ସେଥି ପାଇଁ ବନ ବାସି ବେଶ ଆବଶ୍ୟକ , କିନ୍ତୁ ମୁଁ ଆଉ ଗୋଟେ କଥା ବି କହିବି ରାମ ଲକ୍ଷ୍ମଣ ସୀତା ଓଃ ହନୁମାନ ଙ୍କର ବନ୍ଦନା ରାଜକୀୟ ଭେଶ ରେ ହେବା ଉଚିତ୍ କିନ୍ତୁ ଆମେ ନାଟକ ରେ ସମୟ ଅଭାବ ଆଉ ବନ ବାସି ବେଳର ନାଟକ ହୋଇଥିବାରୁ ଟିକେ ଅସୁବିଧା ହେଉଛି, ଆଶା କରୁଛି ପ୍ରଶାନ୍ତ ଭାଇ ଉତ୍ତର ରଖିବେ
@prasant28
@prasant28 4 күн бұрын
ଯାହା ହଉ ଆପଣ ରାମାୟଣ ବିଷୟରେ ଜାଣିଛନ୍ତି, ସୀତାଙ୍କ ନାମ ଯେପରି ବିଭିର୍ଣ୍ଣ ଜାଗରେ କର୍ମଅନୁସାରେ ବଦଳିଥିଲା ସେପରି ରାମଙ୍କର ନାମ //ରାଘବ, ରାମ, ଦଶରଥୀ,ଅଯୋଧ୍ୟାନରେନ୍ଦ୍ର, ସତ୍ୟସନ୍ଧ, ପଦ୍ମନୟନ, ଦିଆଯାଇଛି କାହିଁକି ଆପଣ ନିହାତି ଜାଣିଥିବେ ସେପରି ସୀତାଙ୍କ ନାମ, ଜାନକୀ, ମୈଥିଳି, ବୈଦେହୀ, ସୀତା, ଏପରି ସ୍ଥାନ ଅନୁସାରେ ନାମ ଦିଆଯାଇଛି..ଭାଇ ରାମାୟଣ ବନ୍ଦନା ଦୃଶ୍ୟଟି ବିଷୟ ଭିତର ନୁହଁ ରାଜକିଅ ବେଶରେ ହବାକଥା 👍...
@MamataTVtalamala
@MamataTVtalamala 4 күн бұрын
@@prasant28 ଭାଇ ଆପଣ ତ ଜାଣିଥିବେ , ତମ ନାଟକରେ ଜେତେ ବେଳେ ହନୁମାନ ମଞ୍ଚକୁ ଆସେ ଆସିବା ପରେ ,ଏକ ସ୍ତବ ଗାଇଥାନ୍ତି ,ନିଲମ୍ବୁଜ ଶ୍ୟାମଳ........ ଏହି ସ୍ଲୋକଟି ସୀତା ରାମ ଲକ୍ଷ୍ମଣଙ୍କ ଅଟେ ଯାହା ରାଜକୀୟ , ଶ୍ରୀରାମଙ୍କ ରାଜା ହେବାର ସଂକେତ ଦେଇଥାଏ, ଆପଣ କେବେ ଦେଖିଛନ୍ତି , ପ୍ରଭୁ ଶ୍ରୀରାଚନ୍ଦ୍ରଙ୍କ ବନ ବାସି ବେଶ ରେ ପୂଜା ହେବାର, କୋଉ ଫଟୋ ବି ଦେଖି ଛନ୍ତିକି, ଆପଣଙ୍କର ନୟାଗଡ଼ରେ ରଘୁନାଥଙ୍କ ବିଗ୍ରହ କେଉଁ ରୂପରେ ପୂଜା ପାଉଛନ୍ତି ଆପଣ ଜାଣିଥିବେ, ସମୟ ଅଭାବରୁ ଆପଣ ମାନକୁ ଏସବୁ କରିବାକୁ ପଡୁଛି ମୁଁ ଜାଣିଛି, କିନ୍ତୁ ଆପଣକୁ ନାଟକର କିଛି ଦୃଶ୍ୟ ଅଜେଷ୍ଟ କରି ଯଦି ରାଜକୀୟ ବେଶରେ ବନ୍ଦନା, ଆଳତି ହୁଅନ୍ତା ଭଲ ହୁଅନ୍ତା, ଦର୍ଶକ ମଧ୍ୟ କିଛି ନୂଆ ଦେଖି ବାକୁ ପାଆନ୍ତେ|
@tungulusvlog1344
@tungulusvlog1344 9 күн бұрын
Prasant mu Abe sai subham production re tum sakhyatkar dekhili ..seithu janili ki tum Sana vainker bi gote KZbin channel achhi..plz tank channel na kan kahiba
@prasant28
@prasant28 9 күн бұрын
Pk culture
@tungulusvlog1344
@tungulusvlog1344 9 күн бұрын
@prasant28 ohh mu se channel agaru dekhe...but Jani nathili tum vai ker boli
@prasant28
@prasant28 9 күн бұрын
Hou dedi
@nirakarswain305
@nirakarswain305 8 күн бұрын
ei sita puruna lunisahi jaha starting ru thila sei sita ki kindly reply me
@prasant28
@prasant28 8 күн бұрын
Nai bhai ea nua pila👍
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 1,7 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 43 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 140 МЛН
How Many Balloons To Make A Store Fly?
00:22
MrBeast
Рет қаралды 199 МЛН
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 1,7 МЛН