Balangir News- ବଲାଙ୍ଗିରର ବିକାଶକେ ନେଇ କରି ହେଲା ଆଲୋଚନା, ଶାସକ ବିରୋଧୀ ଗୁଟେନେ ଠୋଲ

  Рет қаралды 13,363

Paharaa

Paharaa

Күн бұрын

ବଲାଙ୍ଗିର୍ ଜିଲ୍ଲା ପରିଷଦ୍ ବୈଠକନେ ଥିଲେ ନିର୍ବାଚିତ୍ ପ୍ରତିନିଧି । ଉପସ୍ଥିତ୍ ଥିଲେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ୍, ଜିଲ୍ଲା ପରିଷଦ୍ ଅଧ୍ୟକ୍ଷା, ଜିଲ୍ଲାପାଲ୍, ଏସପିଙ୍କର୍ ସାଙ୍ଗେ ଅଲଗା ସବୁ ନିର୍ବାଚିତ୍ ପ୍ରତିନିଧି । ଜିଲ୍ଲାର୍ ବିକାଶ୍ କାମ୍ କେ ନେଇ କରି ହେଇଥିଲା ୱାନ-ଟୁ-ଓାନ୍ ଆଲୋଚନା । ଗଲା ୬ ମାସ୍ ପରେ ମଙ୍ଗଲବାର୍ ବଲାଙ୍ଗିର୍ ଜିଲ୍ଲା ପରିଷଦ୍ ବୈଠକ୍ ବସିଥିଲା । ଆଘର୍ ବୈଠକ୍ ନେ ନିଆଯାଇଥିବାର୍ ନିଷ୍ପତ୍ତି, ଗ୍ରାମ୍ୟ ଜଳ ଯୋଗାଣ, ପରିମଲ୍, ସ୍ୱାସ୍ଥ୍ୟ, ମସô୍ୟ ଆର୍ ପଶୁ ସମ୍ପଦ୍ ଗ୍ରାମ୍ୟ ଉନ୍ନୟନ୍, ଜାତୀୟ ରାଜପଥ୍, ଶ୍ରମ ବାଗିର ବିଷୟ ଉପରେ ଅଧିକାରୀ ମାନେ ସୂଚନା ଦେଇଥିଲେ । ପିଇବାର୍ ପାଏନ୍ ର ସମସ୍ୟାକେ ନେଇ କରି ଆସୁଥିବାର୍ ଅଭିଯୋଗର ସମାଧାନ୍ ଲାଗି ନୂଆ ସଂକଳ୍ପ ଉପରେ ଆଲୋଚନା ହେଇଥିଲା । କେନସି ଜାଗାନେ ପିଇବାର୍ ପାଏନକେ ନେଇ କରି ଅସୁବିଧା ହେଲେ ୧୯୧୬ ଟୋଲ୍-ଫ୍ରୀ ନମ୍ବର୍ ନେ ଅଭିଯୋଗ୍ କରି ସମାଧାନ୍ କରିହେବା ବଲି କହିଥିଲେ ।
For more such updates, please Like, Comment, and Share our videos and Subscribe to our KZbin channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZbin- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa

Пікірлер: 17
@RabinDas-yy2oy
@RabinDas-yy2oy Ай бұрын
🎉
@chainameherchainababu9818
@chainameherchainababu9818 Ай бұрын
Good disition
@chudamanibishi1438
@chudamanibishi1438 Ай бұрын
Fast Balangir nu Lathor tak road heu
@prashantamallik9614
@prashantamallik9614 Ай бұрын
ହାଇକୋର୍ଟ ବେଞ୍ଚ ବିଷୟ ରେ ,
@Taaucreation
@Taaucreation 2 ай бұрын
ଗଭର୍ଣ୍ଣର ପୁଅ ଗିରଫ ହେଲା ନା କୁଆଡେ ଲୁଚି ରହିଲା ଅଶ୍ମିତlଙ୍କ ମେଳରେ ,
@BNishikanta
@BNishikanta Ай бұрын
Airport,High court bench,AIIMS Balangir,Smart City, Agriculture and Technology University kebe karba? chesta kara, meeting eating nai kara.
@pramodsahu4459
@pramodsahu4459 2 ай бұрын
ସବୁ ବିଭାଗ ର ଡାକ୍ତର ମାନଂକୁ ନିଯୁକ୍ତି ଦିଆଯାଉ
@BuluBhoi-pk2yr
@BuluBhoi-pk2yr 2 ай бұрын
Devlopment heu bahut Val katha...
@sanjeebsahu2849
@sanjeebsahu2849 Ай бұрын
Tekbe Balangir re.... Meeting ra Hariloot Kichi nai kara booo thaka mane...20 years pache achu
@DinaMallik-io8cb
@DinaMallik-io8cb 2 ай бұрын
Bjd support Chanel 😂
@legendalok712
@legendalok712 2 ай бұрын
Aau bjp support re ta odisha ra 90% news channel 😂
@shuvamdash1769
@shuvamdash1769 Ай бұрын
News18 odisha, kanak news heta b bjp channel kn j😂 ​@@legendalok712
@The_Soul473
@The_Soul473 Ай бұрын
Balangir to sambalpur 4lane road heu
@gobardhannaik899
@gobardhannaik899 Ай бұрын
ଅର୍କସ କେନାଲ bjp ର
@nirmalachhatar2599
@nirmalachhatar2599 2 ай бұрын
Koshal kebhen karma
@nmofficial8381
@nmofficial8381 2 ай бұрын
Kalikesh 1no
BJP MLA PRASANTA JAGADEV SAID ABOUT MP APARAJITA SARANGI
12:32
Rajdhani Reporter
Рет қаралды 9 М.
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 54 МЛН
МАИНКРАФТ В РЕАЛЬНОЙ ЖИЗНИ!🌍
00:31
⚡️КАН АНДРЕЙ⚡️
Рет қаралды 34 МЛН
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 54 МЛН