BAMPHA | ଜାନୁଆରୀ ୨୬ କ’ଣ | NandighoshaTV

  Рет қаралды 1,234,861

Nandighosha TV

Nandighosha TV

Күн бұрын

Пікірлер
@agastipradhan5050
@agastipradhan5050 3 жыл бұрын
ପ୍ରଥମେ ମନ୍ତ୍ରୀ ନେତାଙ୍କୁ ପଚାର ସେମାନେ ଉତ୍ତର ରଖି ପାରିବେ କି
@indrajeetsamal8131
@indrajeetsamal8131 3 жыл бұрын
Bhai pura correct kahi cha Kintu neta mananki questions kiya kariba . Ama cm nku kahi bhi kichi questions karanti nahi Media jadi neta nku questions kariba start kari diante Ama state ra development huanta
@ashishmahakud8114
@ashishmahakud8114 2 жыл бұрын
Good question
@damodarkisan9797
@damodarkisan9797 2 жыл бұрын
This is brainwash bro
@damodarkisan9797
@damodarkisan9797 2 жыл бұрын
Thank you sir
@jhasaketanmahanta4782
@jhasaketanmahanta4782 3 жыл бұрын
ଚାକିରି ରେ ସଂରକ୍ଷଣ ଯୋଜନା ପାଇଁ ଆଜି ଆଜି ଯୋଉମାନେ ସମ୍ବିଧାନ କୁ ଜଗିଛନ୍ତି ସେମାନେ ସମ୍ବିଧାନ କେବେ ପ୍ରଣୟନ ହେଇଥିଲା ଜାଣି ନାହାନ୍ତି। ଏହା ହିଁ ଭାରତ ର ଉନ୍ନତି ର ଚିତ୍ର 🙏।
@trilochanpatnaik914
@trilochanpatnaik914 3 жыл бұрын
ଆଜିକା ନେତା କୁହ ମନ୍ତ୍ରୀ କୁହ ମୁଖ୍ୟ ମନ୍ତ୍ରୀ ଓ ତାଙ୍କ ଉପଦେଷ୍ଟା କେହି ଓଡ଼ିଶାର ତିରିଶ ଜିଲ୍ଲାର ନାମ କହି ପାରିବେ କି? ଥରେ ପବ୍ଲିକ ରେ ପଚାରିବା ଦରକାର। ଯିଏ ଲେଖା ପଢ଼ି ଭାଷଣ ଦିଅନ୍ତି ସେମାନେ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ସଠିକ ଭାବରେ ଉତ୍ତର ଦେବେକି।
@trilochanpatnaik914
@trilochanpatnaik914 3 жыл бұрын
ସମ୍ବିଧାନ ଯିଏ ଲେଖି ଥିଲେ ତାଙ୍କର ପୁରା ନାମ ଓ ସେ କେବେ ଲେଖା ଆରମ୍ଭ କରି କେବେ ସାରିଥିଲେ ସବୁ ନେତା ଓ ତାଙ୍କ chamcha mane କହି ପାରିବେ କି।
@suryanarayansethi4707
@suryanarayansethi4707 3 жыл бұрын
Indian Constitution kete article achi. Ipc. Crpc. Kete article achi janicha
@nabinmohanty1440
@nabinmohanty1440 3 жыл бұрын
Kíkhuvv6ijĺi6isbb 2 n554rd44fŕþ5ŕŕ44
@balarampalai9088
@balarampalai9088 2 жыл бұрын
@@suryanarayansethi4707 କେମିତି ଜାଣିହେବ? ଇଂରେଜ କହୁଛନ୍ତି, ଆମେ ସବୁ ଓଡିଶାର ଜନତା ଓଡିଆ ବୁଝୁ, ଇଂରେଜ ନୁହଁ।
@trilochanpatnaik914
@trilochanpatnaik914 3 жыл бұрын
ଆଜି ବାମ୍ଫ ରେ ପଚରା ଯାଉଥିବା ପ୍ରଶ୍ନ ଗୁଡ଼ିକର ସଠିକ ଭାବରେ ଉତ୍ତର ମୋ ସରକାର ଓ 5T ସରକାର ଦେଇ ପାରି ବେତ? Public ଜାଣିବାକୁ ଅପେକ୍ଷା ରହିଲା।
@haresh69
@haresh69 3 жыл бұрын
Kya baat........
@umacharannayak3779
@umacharannayak3779 3 жыл бұрын
Right
@dibyajyotipradhandibya5459
@dibyajyotipradhandibya5459 3 жыл бұрын
@@haresh69 0o tsd
@sunandakumarsahoo6129
@sunandakumarsahoo6129 3 жыл бұрын
Good logic. This country only belongs to govt and govt is country, so before people govt should answer these questions. But is it right to ask questions to govt?
@mr.shivshankar1324
@mr.shivshankar1324 3 жыл бұрын
👍👍👍👍👍👍👍👍👍👍👍
@akumar6163
@akumar6163 3 жыл бұрын
ଆରେ ଭାଇ ପୋଲିସ୍ ମାନଙ୍କୁ ତ ଜଣାନାହିଁ ସାଧାରଣ ଲୋକ ବା ଗାଁ ଗହଳି ଲୋକ କଣ କହିବେ
@agastysir9984
@agastysir9984 3 жыл бұрын
Hn
@studywithmotivation.3460
@studywithmotivation.3460 3 жыл бұрын
Smart city ra loke buai village loka bahut kichhi jananti.
@agastysir9984
@agastysir9984 3 жыл бұрын
Hn bhai
@agastysir9984
@agastysir9984 3 жыл бұрын
@@studywithmotivation.3460 bhai Tamara kichi you tube channel achi ki
@akumar6163
@akumar6163 3 жыл бұрын
@@agastysir9984 kn pain ki bhai
@dularamsoren4887
@dularamsoren4887 3 жыл бұрын
ଆଉ କାହାର ଦୁର୍ବଳତାକୁ ନେଇ ପେଟ ପୋଷିବା ବେପାର !
@satyabratbapi4554
@satyabratbapi4554 3 жыл бұрын
ପୋଲିସ ଭାଇ କଣ 90% ସରକାରୀ ଚାକିରିଆ ଜାଣି ନଥିବେ January 26 କଣ l କେମିତି ଚାକିରି ପାଇଲେ କିଏ ଦେଲା ତାଙ୍କୁ l
@sagarmohanty215
@sagarmohanty215 3 жыл бұрын
Tu Sabu janichu sala nahi bedha type ra khale lekhuchu tu🙄..
@VARUNKUMAR-ex6kq
@VARUNKUMAR-ex6kq 3 жыл бұрын
Tu bala ta janichhu sala 😂😂😜😜😜😆😆😅😅😅🤣🤣🤣🔥🔥🔥🔥🔥
@agastipradhan5050
@agastipradhan5050 3 жыл бұрын
ଯଦି ଆଇନ୍ ର ବାହକ ମାନେ ଜାଣି ନାହାନ୍ତି ତେବେ ସାଧାରଣ ଜନତା କହିବେ କଣ
@ganeshpatra1854
@ganeshpatra1854 3 жыл бұрын
Tma kaela bhai first ganitaka kea
@srinibasjena8895
@srinibasjena8895 3 жыл бұрын
ଏ ମାନଙ୍କ ବାପାମାଙ୍କୁ କୋଟି କୋଟି ପ୍ରଣାମ ଏବଂ ଚାକିରି କିଏ ଦେଲା ଏଇ ପୁଲିସ ଗୁଡାଙ୍କୁ
@smrutiranjanlenka7515
@smrutiranjanlenka7515 3 жыл бұрын
ବିଷ ଟିକେ ମିଳୁନି a police ମାନଙ୍କୁ
@Comicscene.7289
@Comicscene.7289 3 жыл бұрын
Jadi police au Peta phulichi ta tanku pachariba darkar nehi dekhi ki sabu jana padijiba
@pankajabal2700
@pankajabal2700 3 жыл бұрын
ନନ୍ଦିଘୋଷ TV କୁ ସଲାମ🙏🙏
@haresh69
@haresh69 3 жыл бұрын
ଏ ପ୍ରଶ୍ନ ସାଧାରଣ ଜନତା ବଦଳରେ ସରକାର ଓ ମନ୍ତ୍ରୀ କୁ ପଚାରନ୍ତୁ, ମିଡିଆ ର ମୂଳ ଲକ୍ଷ୍ୟ କୁ ବୋଧେ ଭୁଲି ଗଲେଣି
@bibekanandasahoo1176
@bibekanandasahoo1176 3 жыл бұрын
Kuna bhai can you ask same question to a politician, then see the result
@sudarsanbehera3193
@sudarsanbehera3193 3 жыл бұрын
pachari paribeni
@sudarsanbehera3193
@sudarsanbehera3193 3 жыл бұрын
nijara job chalijiba
@sudhakarpradhan7238
@sudhakarpradhan7238 3 жыл бұрын
Due fear to present govt. Kuna Tripathy leave OTV How you expect such courage from Kuna Tripath???j H
@sitakantasahoo7177
@sitakantasahoo7177 3 жыл бұрын
100%ରୁ 95% ଭାରତୀୟ ଜାଣିନାହାନ୍ତି,1950 ଜାନୁଆରୀ 26 ରେ ସମ୍ବିଧାନ ରେ ଆଇନ୍ ପ୍ରଣୟନ କରାଯାଇଥିଲା।🇮🇳🙏
@tularanibehera9961
@tularanibehera9961 3 жыл бұрын
Tiki
@jayantijena6519
@jayantijena6519 3 жыл бұрын
Mind blowing. I love this video
@Mrbabul931
@Mrbabul931 3 жыл бұрын
Bbsr ete murka achhanti.....
@pratappradhan2122
@pratappradhan2122 2 жыл бұрын
କୁନା ସାର୍ ପ୍ରୋଗ୍ରାମ ବହୁତ ଭଲ ଲାଗିଲା। ହେଲେ ମାର୍କେଟ ଭିତରେ ଯୋଉ ଭୌଣି ସମ୍ପୂର୍ଣ୍ଣ ଠିକ୍ ଉତ୍ତର ଦେଲେ ତାଙ୍କୁ ଷ୍ଟୁଡ଼ିଓ କୁ ଡାକି କିଛି ଉପହାର ଦିଆଯାଉ ଯା ଫଳରେ ଅନ୍ୟ ସମସ୍ତ ଙ୍କୁ ଦେଶର ଇତିହାସ ର ମୂଲ୍ୟ ଜଣା ପଡିବ। ଆଉ ଏମିତି କାର୍ଯ୍ୟକ୍ରମ ସବୁ ବେଳେ କଲେ ଆମେ ବହୁତ ଖୁସି ହେବୁ।ଧନ୍ୟବାଦ ନନ୍ଦିଘୋଷ ଟିଭି।
@debasismallik8497
@debasismallik8497 3 жыл бұрын
ଆରେ ୟେ ଗାଧ୍ ପୋଲିସ କୁ 1 ଷ୍ଟାର୍ ଦେଲା କିଏ, ସେଥି ପାଇଁ ଓଡ଼ିଶା ପଛରେ।
@SAMPARKODISHA2678
@SAMPARKODISHA2678 3 жыл бұрын
Bhai fine katibaku aau helment check ta Bhala jana achi . sethipain 1star paiichanti
@kanchanbiswal417
@kanchanbiswal417 3 жыл бұрын
Welcome back sir
@Travelcraze962
@Travelcraze962 3 жыл бұрын
ଧନ୍ଯ ତମେ ..ତମର ଜ୍ଞାନ..ଭାଇ ପୁରସ୍କାର ବ୍ଯବସ୍ଥା କରାଯାଉ।
@nirojkumar6619
@nirojkumar6619 3 жыл бұрын
The Job Kuna Bhaina doing is priceless.Very fluent Odia.
@pradeeptarei6656
@pradeeptarei6656 3 жыл бұрын
Sata re amane amara sikhita loka ba ba👏👏👏👏👏
@Dipakkumar-ye8nn
@Dipakkumar-ye8nn 3 жыл бұрын
ଯେଉଁ ମାନଙ୍କୁ ପାଇଁ ଆଇନ ପ୍ରଣୟନ ହେଲା ସେମାନଙ୍କର ଏପରି ଅବସ୍ଥା ତେବେ ଦେଶର କିପରି ଉନ୍ନତି ହେବ ଆଇଗା
@lachhiaminyaka6987
@lachhiaminyaka6987 3 жыл бұрын
ବହୁତ ବଢିଆ କାର୍ଯ୍ୟକ୍ରମ ଆଜ୍ଞା ।
@satyabratananda4815
@satyabratananda4815 3 жыл бұрын
ବହୁତ୍ ସୁନ୍ଦର୍ ଆଉ ବହୁତ୍ ବଢିଆ କୁନା ଭାଇ , beautiful presentation and your style of presentation & sense of humour is outstanding.
@nageswarbehera2001
@nageswarbehera2001 Жыл бұрын
Jaya jagannath 🙏 ରାଜା କୁ ଧରି ପ୍ରଜା ❤
@PradeepKumarPandaEconomist
@PradeepKumarPandaEconomist 3 жыл бұрын
Best show. Best channel. Kuna Bhai Master Story teller. Jai Jagannath
@ajaybehera7979
@ajaybehera7979 3 жыл бұрын
Dhanya hei gala ama future young generation, Jay jagannath
@Guru_sinu_patel_kirtan_video
@Guru_sinu_patel_kirtan_video 3 жыл бұрын
ପୋଲିସ ଭାଇ ଙ୍କୁ କିଏ ଚାକିରି ଦେଲା । ଗଣତନ୍ତ୍ର ବିଷୟରେ କଣ ଜାଣୁ ନାହାଁନ୍ତି । ସେ କଣ ପୋଲିସ ହୋଇଛନ୍ତି।
@madhusudan8249
@madhusudan8249 2 жыл бұрын
Dikha Laguchhi Indipedent day Abun Republic day Kanna Khaskari Ajirapidi Joba Mananku Janna Nanhin . Taa Sahita Police Bhai Mananku Madhya .Chhi , Deshra Durbhagya.
@balarammallick9372
@balarammallick9372 10 ай бұрын
ଆମ ଦେଶର ଜନତାଙ୍କ ଜ୍ଞାନ ବହୁତ ବଢିଆ
@tapanbarik779com4
@tapanbarik779com4 3 жыл бұрын
ପ୍ରେମର ଅନ୍ୟ ନାମ କଣ ପଚାରିବା କଥା ତୁମେ ଭୂଗୋଳ ଇତିହାସ ପଚାରିବ କିଏ କହିବ ଓଡ଼ିଶାର ଯୋଜନା ବିଷୟରେ ବଲିଉଡ୍ ମୁଭି ବିଷୟରେ ପଚରୁନ
@jibanjyotimahal509
@jibanjyotimahal509 3 жыл бұрын
😁
@kalpatarunayak9638
@kalpatarunayak9638 3 жыл бұрын
Nice program 👍
@manojnayak8290
@manojnayak8290 3 жыл бұрын
Salute Odisha,salute our education,also salute our program ,,,,,
@smartcitybhubaneswar4269
@smartcitybhubaneswar4269 2 жыл бұрын
Sala police chakiri kia dela be amanku
@sunakarpradhan2466
@sunakarpradhan2466 10 ай бұрын
ଜୟ ଜଗନ୍ନାଥ ଧନ୍ୟବାଦ ଭାଇ 🎉🎉🎉🎉🎉🎉🎉🎉
@alokvlogs1182
@alokvlogs1182 3 жыл бұрын
Kuna Tripathy vala au OTV chhadi ଏଠି 😭😭😭
@MRShark7
@MRShark7 3 жыл бұрын
Kn chhodi heigala ki ...jouthi adhika money seithi ki ki jube
@alokvlogs1182
@alokvlogs1182 3 жыл бұрын
@@MRShark7 To ma ତାଇଘ
@kardbss
@kardbss 3 жыл бұрын
ଜଗନ୍ନାଥ ମଙ୍ଗଳ କରନ୍ତୁ ସୁଧିଜନଙ୍କୁ
@silusahoo5005
@silusahoo5005 3 жыл бұрын
ନମସ୍କାର କୁନାସାରନନ୍ଦିଘୋଷ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ବାମ୍ଫ ବହୁତ ଭଲ ଲାଗୁଛି ଓ ପ୍ରଣାମ ଓଡିଶା ମଧ୍ୟ ଭଲପାଏ ଧନ୍ୟବାଦ ଅର୍ପଣ କରୁଛି
@nityanandabehera1689
@nityanandabehera1689 2 жыл бұрын
ଧିକ୍ ମୋ ଜୀବନ
@swastikenterprises2729
@swastikenterprises2729 2 жыл бұрын
kzbin.info/www/bejne/ZnSYl5Shd5uXZrM
@o_karmy8330
@o_karmy8330 10 ай бұрын
Fantastic answers
@studywithmotivation.3460
@studywithmotivation.3460 3 жыл бұрын
Smart city ra smart people's, Bhubaneswar re emiti loka achhanti.
@agastipradhan5050
@agastipradhan5050 3 жыл бұрын
ଯଦି ଏହି ନନ୍ଦିଘୋଷ ଅଜେଣ୍ଟ କୁ କିଏ ପ୍ରଶ୍ନ କରେ ତେବେ ତାର ମଧ୍ୟ ବାକ୍ୟ ବନ୍ଦ ହୋଇଯିବା
@kshirojkhamari6974
@kshirojkhamari6974 3 жыл бұрын
Jia pacharuchi se nije janichi ta 😂😂😂😂😂😂😂😂
@satyajitdas3295
@satyajitdas3295 3 жыл бұрын
U r right
@littleonesneharani9070
@littleonesneharani9070 3 жыл бұрын
Right
@JituNewVlog
@JituNewVlog 3 жыл бұрын
Right
@_priyanka_143
@_priyanka_143 3 жыл бұрын
Right
@kshirojkhamari6974
@kshirojkhamari6974 3 жыл бұрын
@@HouseofInfoo 😂😂😂😂😂
@rahulpalai7399
@rahulpalai7399 3 жыл бұрын
ଜା ହଉ ଅମୀତିକା ପୋଲିସି ଆମ ଓଡ଼ିଶା କୁ ଦରକାର
@sudhansushekharsamantasing8778
@sudhansushekharsamantasing8778 3 жыл бұрын
ଛି ଛି ପୋଲିସ ବାବୁ ମୁଣ୍ଡ ତଳକୁ କରିଦେଲେ ଖାକି ତୁମକୁ କିଏ ଦେଲା
@dambarunaik3256
@dambarunaik3256 3 жыл бұрын
Vçççc. vcGttcfçg. tgtcctttcttfct
@badalpanigrahi5382
@badalpanigrahi5382 3 жыл бұрын
Mo 5T sarkar lokanka surakhya pain rakhichanty police
@sambitmoharana3998
@sambitmoharana3998 3 жыл бұрын
Amanaka jiban gala belaku kana khaki dekha jaye I, amiti kahiba vala nuhe
@sudhansushekharsamantasing8778
@sudhansushekharsamantasing8778 3 жыл бұрын
@@sambitmoharana3998 ପୋଲିସ ମାନେ ସେ ଜାଣିବା ଦରକାର ଯେ କେବେ କଣ ଓ କେଉଁ ଦିବସ ପାଳନ କରାଯାଏ କାରଣ ସେ ଆମର ରକ୍ଷକ 🙏
@balarampalai9088
@balarampalai9088 2 жыл бұрын
ଦେଶର ଶିକ୍ଷା ବିଭାଗ କେତେ ସୁଦୃଢ ଏଥିରୁ ଅନୁମେୟ।ଦେଶ ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶର ସ୍ବାଧୀନତାକୁ ଓ ଗଣତନ୍ତ୍ରକୁ କେହି ବୁଝି ନାହାନ୍ତି। ତାହାବି ସମ୍ଭବ କିପରି? ଇଂରେଜମାନେ ସିନା ଚାଲିଗଲେ, ସେମାନେ ଯେଉଁ ମଞ୍ଜିବୁଣିଥିଲେ ସେହି ମଞ୍ଜିରୁ ଆଉ ଅଲଗା ଗଛ ଜନ୍ମ ନିଅନ୍ତା କି? ସେହି ଗଛ ହିଁ ଜନ୍ମ ନେଇଛି(ଉଠିଛି) କିନ୍ତୁ ଟିକିଏ ଉନ୍ନତ ହୋଇ। ତେଣୁ ଇଁରେଜମାନଙ୍କଠାରୁ ମଧ୍ୟ ଅଧୀକ ଅତ୍ୟାଚାର କରୁଛି ସ୍ବାଧୀନ ଭାରତର ଶାସନ କଳ।
@MKPBharatCom
@MKPBharatCom 3 жыл бұрын
ଇଏ ହେଉଚି ଆମ ଭାରତୀୟ ଙ୍କ ଦେଶ ଭକ୍ତି, ଏଥିପାଇଁ ତ ଆମ ଦେଶରେ ଲୁଟ, ଡକାୟତି, ବଳାତ୍କାର ଭଳିଆ ମହତ୍ୱପୂର୍ଣ୍ଣ ଆଉ ପୂଣ୍ୟ କାର୍ଯ୍ୟ ମାନ ସବୁ ହେଉଚି |ଆଉ ଯେଉଁମାନେ ଏଠି ସତ କାର୍ଯ୍ୟ କରିବାକୁ ଆସନ୍ତି ସେମାଙ୍କର ଏଠି ବଞ୍ଚିବାର ଅଧିକାର ନାହିଁ ତାଙ୍କୁ ହତ୍ୟା କରାଯାଏ |
@makardhwajabehera1983
@makardhwajabehera1983 3 жыл бұрын
Very nice bampha
@Bhagyashree956.
@Bhagyashree956. 10 ай бұрын
Education system jadi emiti haba ama odisha to pura pachha re rahi jiba😢😔
@DrGMalik870
@DrGMalik870 3 жыл бұрын
99% people of India don't know What is constitution.😭😭 it should be taught in the tv channel
@biologylover1565
@biologylover1565 3 жыл бұрын
Really
@gayatrimohanty7826
@gayatrimohanty7826 3 жыл бұрын
Absolutely right
@sonalisahu3067
@sonalisahu3067 2 жыл бұрын
But tv is not available for all
@subratkumarpradhan8194
@subratkumarpradhan8194 10 ай бұрын
Acha ??
@sukenhansda8960
@sukenhansda8960 3 жыл бұрын
Aapananka channel ku koti koti Dhanyabad ...? Jiye dekhiba gyana miliba taku....
@saratchandraray4523
@saratchandraray4523 3 жыл бұрын
Salute to Police brothers for their answers. Gov't should take immediate steps to discharge them from service since they don't know about Republic Day.
@srikantajena6390
@srikantajena6390 2 жыл бұрын
Seithi pain ta odissa police desa re age
@balarampalai9088
@balarampalai9088 2 жыл бұрын
ଦେଶର ଶିକ୍ଷା ବିଭାଗ କେତେ ସୁଦୃଢ ଏଥିରୁ ଅନୁମେୟ।ଦେଶ ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶର ସ୍ବାଧୀନତାକୁ ଓ ଗଣତନ୍ତ୍ରକୁ କେହି ବୁଝି ନାହାନ୍ତି। ତାହାବି ସମ୍ଭବ କିପରି? ଇଂରେଜମାନେ ସିନା ଚାଲିଗଲେ, ସେମାନେ ଯେଉଁ ମଞ୍ଜିବୁଣିଥିଲେ ସେହି ମଞ୍ଜିରୁ ଆଉ ଅଲଗା ଗଛ ଜନ୍ମ ନିଅନ୍ତା କି? ସେହି ଗଛ ହିଁ ଜନ୍ମ ନେଇଛି(ଉଠିଛି) କିନ୍ତୁ ଟିକିଏ ଉନ୍ନତ ହୋଇ। ତେଣୁ ଇଁରେଜମାନଙ୍କଠାରୁ ମଧ୍ୟ ଅଧିକ ଅତ୍ୟାଚାର କରୁଛି ସ୍ବାଧୀନ ଭାରତର ଶାସନ କଳ।
@srikantajena6390
@srikantajena6390 2 жыл бұрын
@@balarampalai9088 saithi pain ta English kahu thiba lokanku pathua kuha jauchi General knowledge kichi nathau English kahile hela
@bhagirathinayak1155
@bhagirathinayak1155 2 жыл бұрын
Are
@swastikenterprises2729
@swastikenterprises2729 2 жыл бұрын
@@srikantajena6390 kzbin.info/www/bejne/ZnSYl5Shd5uXZrM
@stvodia073
@stvodia073 3 жыл бұрын
ତମ ନବୀନ ପଟ୍ଟନାୟକ ର ସବୁ ଭୁଲ୍
@subashmarndi872
@subashmarndi872 3 жыл бұрын
Sir last re question and answer diyontu so that lakomane jani paribe
@bibhishannaik6131
@bibhishannaik6131 3 жыл бұрын
Right
@hrushikeshrath1815
@hrushikeshrath1815 3 жыл бұрын
Kahidele pasia kamijiba
@kkumar7791
@kkumar7791 3 жыл бұрын
6.34 you thenk you so much...
@niranjanmaity8227
@niranjanmaity8227 3 жыл бұрын
ଅପାତତ୍ତ୍ୱ ଯେଉଁ ମାନେ କୋଟା ରେ ଚାକିରୀ ପାଇଛନ୍ତି, ସେଇମାନେ ନିହାତି ମନେ ରଖିବା କଥା..
@manoharmahanta5276
@manoharmahanta5276 3 жыл бұрын
Thanks kuna ତ୍ରିପାଠୀ
@saicommunication7506
@saicommunication7506 3 жыл бұрын
After India gained independence on 15 August 1947, a drafting committee was appointed with Dr BR Ambedkar as its chairman to draft a permanent Constitution of India. Republic Day is celebrated to mark the day the permanent Constitution came into power. It is celebrated every year on 26 January since the year 1950. This year, India is marking its 72nd Republic Day. Every year, Republic Day is celebrated with a parade by the Indian Army, Indian Navy Force and Indian Air Force along with various airshows at Rajpath in New Delhi. However, this year, the Republic Day celebrations will be muted in view of the ongoing COVID-19 pandemic. Defence personnel, police and children are also felicitated on Republic Day. Soldiers who have performed outstanding deeds of bravery and selfless sacrifice are awarded the bravery medals, Param Vir Chakra, Vir Chakra and Maha Vir Chakra. Children are honored with Pradhan Mantri Rashtriya Bal Puraskar
@chatrubhujabhoi777
@chatrubhujabhoi777 2 жыл бұрын
Pp
@dharmendrasahu6008
@dharmendrasahu6008 2 жыл бұрын
Try to read a book not a guide book or online reading book to get a proper knowledge.😍😍😍😍
@Jyotikarani-kb5wb.
@Jyotikarani-kb5wb. Жыл бұрын
❤❤❤❤
@GJA023
@GJA023 10 ай бұрын
Why the constitution of India officially applied on January 26, 1950 not other day
@Nabchetananabdigantନବଚେତନାନବଦି
@Nabchetananabdigantନବଚେତନାନବଦି 3 жыл бұрын
ଏହି ସମ୍ବିଧାନ କେଉଁ ମାନଙ୍କ ପାଇଁ ତିଆରି ହୋଇଛି l ଯେଉଁ ମାନଙ୍କ ପାଇଁ ତିଆରି ହୋଇଛି ସେମାନେ ନିଶ୍ଚୟ ମନେ ରଖିବେ l ଆମେ କାହିଁକି ମନେ ରଖିବୁ l ନା ଅଛି ସେଥରେ ଆମ ଭାରତର ସଭ୍ୟତା ନା ଅଛି ଆମ ସଂସ୍କୃତି ର ସଂମ୍ମାନ l ବିଦେଶୀ ଗଲେ ସିନା ଭାରତ ଛାଡି ତାଙ୍କ ନୀତି କୁ ଛାଡି ଚାଲି ଯାଇଛନ୍ତି l ଅତ୍ୟନ୍ତ ଦୁଃଖ ର କଥା l ଜନସାଧାରଣ ଙ୍କ ପାଇଁ କିନ୍ତୁ ଜନତା ଙ୍କ ଯନ୍ତ୍ରଣା କେହି ଶୁଣନ୍ତି ନାହିଁ l ଧନ୍ୟବାଦ ବାବୁ ଆମ୍ବେଦକର ତୁମ ଜାତି ଟାକୁ ବଞ୍ଚେଇ ଦେଲ l ଏଥର ବ୍ରାହ୍ମଣ ମାନଙ୍କ ଭେଳା ବୁଡ଼ିଲା l ଜୟ se/st ଭାରତ
@Entertenment...Pravat
@Entertenment...Pravat 3 жыл бұрын
ଶଳା ଆମ ଓଡ଼ିଶା ପୋଲିସ ଙ୍କୁ ସାଧାରଣତନ୍ତ୍ର ଦିବସ ବିଷୟରେ ଜଣା ନାହିଁ କି ବାଳ ପୋଲିସ ଚାକିରୀ କରିଛ କେଜାଣି
@debashispradhan9356
@debashispradhan9356 3 жыл бұрын
Narana kan kahibi re
@s.smohanty2648
@s.smohanty2648 3 жыл бұрын
ଭଲ ଲାଗିଲା ସବୁ ଠାରୁ ଭଲ ଲାଗିଲା ସରକାରୀ କର୍ମଚାରୀ ଙ୍କ ଉତ୍ତର
@subratsatpathy1275
@subratsatpathy1275 3 жыл бұрын
Smart loka nka smart uttara...khali bamphha darkar
@sibapradhan3948
@sibapradhan3948 3 жыл бұрын
ଏ ତ ପୁଲିସ ଭାଇ ଘୁସ ଦେଇ ଚାକିରୀ କରିଚି ବଥେ
@NrusinghaCharanRatha
@NrusinghaCharanRatha 10 ай бұрын
ଡ୍ରେସିଂ ପେଣ୍ଟିଂ ଅନୁସାରେ ମୁଣ୍ଡ ରେ ମସଲା ରଖିବାକୁ ଚେଷ୍ଟାକଲେ ଏମିତିଆ ଦହନୀୟ ପରିସ୍ଥିତି ସୃଷ୍ଟି ହୁଅନ୍ତାନି । ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ... ...
@sharadaprashansahoo5506
@sharadaprashansahoo5506 3 жыл бұрын
We need to go ,😁😁😁
@mr.shivshankar1324
@mr.shivshankar1324 3 жыл бұрын
😂😂😂😂😂😂
@runulata7033
@runulata7033 2 жыл бұрын
ମସ୍ତ ହେଇଚି ବଢିଆ ଲାଗୁଛି ଏଠି ସବୁ ଶିକ୍ଷିତ ସବୁ ଜ୍ଞାନୀ
@deepakdash6519
@deepakdash6519 3 жыл бұрын
Salute to women's empowerment. That too in capital city .Shame on us to be Indians.
@niranjanmaity8227
@niranjanmaity8227 3 жыл бұрын
ସ୍କୁଲ ଅଫିସ ମାନଙ୍କ ରେ ସେଓ ବୁନ୍ଦିଆ.. ଖାଇବା ପାଇଁ..😆😆😆
@debashispradhan9356
@debashispradhan9356 3 жыл бұрын
Bhai katha ti pura kahilu
@aloktarafdar5888
@aloktarafdar5888 3 жыл бұрын
ସୁପର ସୁପର......
@sudhakarpradhan7238
@sudhakarpradhan7238 3 жыл бұрын
These questions should be asked to ministers and MLA Sarapanch then continue this program. Perhaps you have no courage.
@sbrother7490
@sbrother7490 3 жыл бұрын
ଧନ୍ଯବାଦ ପୁଲିିସି୍ ଭାଇ ଧନ୍ଯ। ତା' ସଗେଂସଗେଂ ନେତା ଓ ନେତ୍ରୀ ମାନକୁଂ ଧନ୍ଯ ଧନ୍ଯ ।। ଗୋଟିଏ କି ଦୁଇଟି ନୁହ ୧୦୦କୋଟି ଧନ୍ଯ। ।। ଆମ୍ ଆଦ୍ମି୍ କେ ଵାତ୍ କୋ ଚୋଡ ଭାଇ । ଇସ୍ ଲିଏତୋ ଆମାରା ହଲତ୍ଐଇସା ଏ ଭାଇ।। 😇💯
@pradeepbehera882
@pradeepbehera882 3 жыл бұрын
chakiri dela kiea police tamaku...odisha government Very good
@swopnasahoo1731
@swopnasahoo1731 3 жыл бұрын
Joumane Patha padhuchhanti Semane government job paunahanti Joumane Patha padheinahanti Semane government job
@pradeepbehera882
@pradeepbehera882 3 жыл бұрын
Odisha government is very bad
@pradeepbehera882
@pradeepbehera882 3 жыл бұрын
You are talking right didi
@badalpanigrahi5382
@badalpanigrahi5382 3 жыл бұрын
Tume sabu pacharibaku kie e sabu ama naveen sarkar nka asirbad
@TechnoInfluence
@TechnoInfluence 3 жыл бұрын
The reporter should wear the mask properly. The girl going back steps because she may want to keep social distancing.
@keshabpradhan5931
@keshabpradhan5931 3 жыл бұрын
Some are introvert and some people lacking behind with the knowledge. This is odisha education system.
@kaliaworkshop1240
@kaliaworkshop1240 3 жыл бұрын
Super
@dhrubaswain2855
@dhrubaswain2855 3 жыл бұрын
ଏ ପରା ସ୍ମାଟସିଟି ସ୍ମାଟ କଥାପଚାରନ୍ତୁ ଷ୍ଟାଇଲି କଥା ପଚାରନ୍ତୁ ଅଧା ନଙ୍ଗଳା କପଡା ପିନ୍ଧି , ହାଲୋ ହାଏ କହି ବାହାରେ ଵୁଲିବା ଏ, ହେଲା ସ୍ମାଟ ସିଟ ମଣିଷ ହେଇଥିଲେ ବୁଝନ୍ତେ ଏମାନେ ସବୁ ମଣିଷ ରୁପି ଵଳଦ ଏମାନେ ବୁଝିବେ କିପରି ଏ ମାନେ ହେଲେ ଜେରକ୍ସ କପି କାଚ ଆଲମାରିରେ ଥିବା ଚିକଣିଆ କଣ୍ଢେଇ ଦେଖା ସୁନ୍ଦର ବଉଳାଗାଇ ।
@basantinayak1660
@basantinayak1660 10 ай бұрын
Jay Jagannath
@RakeshKumar-eq3ly
@RakeshKumar-eq3ly 3 жыл бұрын
I like it this program
@N8star507
@N8star507 3 жыл бұрын
ମିଚର ବିସ୍କୁଟ ଚକୋଲେଟ 🍬🍫 ମିଳିଥିଲା
@SwarajKuDas
@SwarajKuDas 3 жыл бұрын
Rabinanath. Tagore. write. national. Song. From. Swaraj. std-2
@uttammohanty3700
@uttammohanty3700 3 жыл бұрын
Kuna bhai nku namskar
@odiasambad9277
@odiasambad9277 3 жыл бұрын
ଏ ମାନେ ଲାଞ୍ଚୁ ଆ ପୁଲିସି
@dheerendrakumarsahu8290
@dheerendrakumarsahu8290 2 жыл бұрын
Dhanyawad Mora odisha basi
@sibaprasad4954
@sibaprasad4954 3 жыл бұрын
This show how police are appointed with out any exam.... Good process of employment...
@Rcpradhan
@Rcpradhan 3 жыл бұрын
ଗୋଟିଏ ଭଉଣି ଙ୍କୁ ଛାଡ଼ି ସବୁ ଶଳା ମାନେ ଗଧ
@ruku9514
@ruku9514 3 жыл бұрын
Give some gift so that public can take interest to answer.
@trilochankumbhar4617
@trilochankumbhar4617 10 ай бұрын
Republic day to India**1950***26**January,🇮🇳🇮🇳🇮🇳jai Bhim V R Ammetkar shab🙏🙏🙏🙏🙏🙏🙏
@soumyarout5985
@soumyarout5985 3 жыл бұрын
Smart City 😂😂😂😂
@nityanandasahoo2533
@nityanandasahoo2533 3 жыл бұрын
ଆମ ରାଜ୍ୟର ଶିକ୍ଷକଙ୍କୁ ପଚରା ଯାଉ ଓଡ଼ିଆ ବହି ପଢ଼ି ଜାଣି ନାହାନ୍ତି କିନ୍ତୂ ହାତରେ BSC, BED certificate .ଆଉ ସରକାରୀ ଚାକିରିଆ ।
@kamalinibarik1987
@kamalinibarik1987 3 жыл бұрын
16: 30 most funny time 😂😂😂
@kshitishsahu2138
@kshitishsahu2138 3 жыл бұрын
🇦🇪🇦🇸
@benudharpradhan2017
@benudharpradhan2017 2 жыл бұрын
Right Ansar. 🌿 jay hind🇮🇳
@soumyaranjan3346
@soumyaranjan3346 3 жыл бұрын
😊
@gaipaniduduger529
@gaipaniduduger529 Жыл бұрын
Ki mojha 🎉🎉🎉
@bidusnabehera1245
@bidusnabehera1245 3 жыл бұрын
Simple question ra answer asuni e police mana nku bt government job deideichhanti jou mane bhala student tanka pain job nanhi
@fitnesshero2226
@fitnesshero2226 3 жыл бұрын
Correct
@swopnasahoo1731
@swopnasahoo1731 3 жыл бұрын
Right
@apmusictone6203
@apmusictone6203 3 жыл бұрын
Kuna Sir my favourite your expiration
@golakhapanda8544
@golakhapanda8544 3 жыл бұрын
Police kapi Kari pass karichi
@pkmedia5125
@pkmedia5125 11 ай бұрын
ଜୟ ଶ୍ରୀ ରାମ ପ୍ରଭୁ, ଭଲ୍ଟେଜ ପାଉନାହିଁ କୋକଙ୍କ ପାଟିରୁ 😂😂
@sasmitadashslifestyle
@sasmitadashslifestyle 3 жыл бұрын
Duty kari kari munda kharap hei galani police manankara 😀😀🤣🤣🤣
@rengejvolg3952
@rengejvolg3952 3 жыл бұрын
Bohut moja hela
@jayakrushnakhuntia2679
@jayakrushnakhuntia2679 3 жыл бұрын
All citizens of india should know about history of india...
@AchyutaMehena07
@AchyutaMehena07 3 жыл бұрын
କ୍ୟାମେରା ଆଗକୁ ଆସିବାକୁ ଲୋକ ମାନେ ଡରୁଥିବେ ବୋଧେ 😂
@Bijayprusti
@Bijayprusti 3 жыл бұрын
😂😂😂😂😂😂 Bahut badhia hoi
@sabitaparida7114
@sabitaparida7114 3 жыл бұрын
When our all rools are active then the public will know what is republic day. Because public know that rools only for money bank man or government holded men like mla, minister and police.
@punamsoreng1704
@punamsoreng1704 3 жыл бұрын
Neta manku exam dei nirbachana re pass deba katha
@giftsonchintalu5021
@giftsonchintalu5021 3 жыл бұрын
ଚାକିରି କରିଦେଲେ ହେବ ନାହିଁ ସବୁ ବିଷୟରେ ଜାଣିଥିବା ଦରକାର। ଆଜି ଲାଞ୍ଚ ଦେଇକି ମଧ୍ୟ ଚାକିରି କରିଥାନ୍ତି,,,, ଚାକିରି କରିବା ଟା ଭଲ କିନ୍ତୁ ଯଦି ନିଜେ ଜାଣି ନାହାନ୍ତି ଅନ୍ୟ ମାନଙ୍କୁ କଣ ସିଖେଇବେ।
It’s all not real
00:15
V.A. show / Магика
Рет қаралды 20 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН
High Price Of Maha Prasad: Loka Nakali Katha Asali | Kanak News
21:45
Kanak News
Рет қаралды 1,6 МЛН
It’s all not real
00:15
V.A. show / Магика
Рет қаралды 20 МЛН