KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ସୁରଙ୍କ ଆଖି ଛଳ ଛଳ | Suresh Routray | Odisha Congress | OdiaNews | OdishaPolitics | News18Odia
4:52
Argus Special Live | ଗ୍ୟାଙ୍ଗଷ୍ଟାର୍ ସକିଲ୍ EXCLUSIVE | Gangster Shakeel | 11 Nov 2024 | Argus News
27:31
Пилот обманул смерть ракета пролетела рядом с ним #shorts
00:10
Sigma Kid Mistake #funny #sigma
00:17
Chain Game Strong ⛓️
00:21
ЧТО ОПАСНЕЕ? ОТВЕТЫ ВАС ШОКИРУЮТ... (1% ОТВЕЧАЮТ ПРАВИЛЬНО) #Shorts #Глент
00:38
ବନ୍ଧା ହେଲା କେନ୍ଦ୍ରାପଡ଼ାର ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ୍ I ୬ ଜଣିଆ ଗ୍ୟାଙ୍ଗ୍କୁ ଗିରଫ କଲା କମିଶନରେଟ ପୋଲିସ...
Рет қаралды 1,150,742
Facebook
Twitter
Жүктеу
1
Жазылу 3 МЛН
Odisha Bhaskar
Күн бұрын
Пікірлер: 677
@srisaidesignvastu9209
6 ай бұрын
ସଂଜୀବ ବାବୁ କମିଶନର ସାର୍ , ଏମାନଙ୍କ ନାଁ ରେ ଏମିତି ଚାର୍ଜ ସିଟ୍ ଲଗାଅ ଯେମିତି ସାଧାରଣ ଲୋକଙ୍କ ର ଆଉ ଅସୁବିଧା ନହୁଏ! ବେଲ୍ ନମିଳିବା ଦରକାର !
@krushnamohansahoo5633
6 ай бұрын
ଏମାନଙ୍କୁ ନନ୍ଦନକାନନ ରେ ବାଘ 🐅 ଆଗରେ ଦିଆ ଯାଉ ବହୁତ ଭଲ ହେବ।।
@amiyaranjandalei6349
5 ай бұрын
Right
@Bijayabloger25
5 ай бұрын
Banda Kendrapara toka kou magia nai chodipariba
@KmadhavRao-h3c
5 ай бұрын
Right
@lalatendumangaraj4812
5 ай бұрын
Iix
@SushantSushant-v2k
4 ай бұрын
Right 👍
@sankarhembram6150
6 ай бұрын
ଏ ମାନଙ୍କୁ ମହନ୍ ସରକାର ନୂହେ ୟଗି ସରକାର ଦରକାର,, ଜୟ୍ ଶ୍ରୀ ରାମ,,,
@JyoshnamayeeMishra
5 ай бұрын
@@sankarhembram6150 thik. Jai. Shree. Ram.
@bibekanandarout4931
Ай бұрын
100%
@subashchandradas1638
6 ай бұрын
ଧନ୍ୟବାଦ୍ ଓଡ଼ିଶା ପୋଲିସ୍।
@BivekPattnaik
6 ай бұрын
ଧନ୍ୟବାଦ ଓଡ଼ିଶା ପୋଲିସ 👍
@subashgadanayak6323
6 ай бұрын
G@@BivekPattnaik
@AbhimanyuPattayat
6 ай бұрын
ପୋଲିସ କମିଶନର ଙ୍କୁ ଯୋଡ ହସ୍ତରେ ନିବେଦନ ଏମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଅନ୍ତୁ
@JyoshnamayeeMishra
5 ай бұрын
Thik
@srikantababu1984
5 ай бұрын
Bhai okila mane Kam paissa nei bell rr Ani dauchanti puni amane crime karuchanti samastanka naa re 20 20 ta cade achi
@amiyaranjandalei6349
5 ай бұрын
Odisha prashasan ro bolo nahin ethi yogi sarkar darkar ,yogi ka faisla on the sport
@somanathkishan4910
5 ай бұрын
ନ୍ୟାୟିକ ବ୍ୟବସ୍ଥା କଡାକଡି ହେବା ନିହାତି ଜରୁରୀ।
@Diptimayeepandavloge
6 ай бұрын
ଏହା ଦେଖି ବାପା ମା ଗର୍ବ ରେ ଛାତି କୁଣ୍ଢେ ମୋଟ ଓ ବନ୍ଧୁ ବାନ୍ଧବ ସମସ୍ତେ ଗର୍ବ ଅନୁଭବ କରୁଥିବେ ନିଶ୍ଚେ
@sukantakumarsahoo9340
2 ай бұрын
👌
@gobindasahoo3222
6 ай бұрын
ଜା ହଉ ଭାସ୍କର ନିୟୁଜୁ ଆଜି ଦେଖିଲି
@HareKrushna-f3d
5 ай бұрын
ଧନ୍ୟବାଦ,ଏପରି ଜିବାଣୁ ମାନଙୁ ପୁରା ଗୁଳି କରି ମାରିଦେବା ଦରକାର
@sudarsannayak8299
6 ай бұрын
ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀଙ୍କ ଭଳି ଏମାନଙ୍କ ଘରଦ୍ୱାର ପ୍ରଥମେ ଭଙ୍ଗା ଯାଉ।ଏହା ସହିତ ଆଉ କ'ଣ ସବୁ କରିଛନ୍ତି ଆପେ ଆପେ ମାନି ଯିବେ।
@UpendraBehera-o1z
6 ай бұрын
ଏମାନେ ଜେଲରେ ରହିବେ ନା ,ଜାମିନ ରେ ଆସି ଗେହ୍ଲା ପୁଅ ହୋଇ ,ପୁଣି ତାଙ୍କ କାମ ଆରମ୍ଭ କରିବେ ।
@debdaschoudhury732
6 ай бұрын
Na bhai se juga gala bhajpa govt ea
@theodisha.
6 ай бұрын
100% karibe
@hyperriderdev
6 ай бұрын
Ae ta jibana 😂😂😂
@dibyaranjanbehera7927
6 ай бұрын
👍👍👍👍
@Bhabanishankarpati466
6 ай бұрын
Now Bjp government on Odisha so all criminal master mind catching on spot..Most welcome to Odisha police team for all that
@santoshmallik8686
6 ай бұрын
ଜୟ ହିନ୍ଦ ଓଡିଶା ପୋଲିସ ଏମାନଂକୁ କଳାପାଣି ଜେଲେ ରେ ରଖା ଜାଉ
@CAREWORLDNGONEWS
6 ай бұрын
"ଏମାନଙ୍କୁ ଜେଲ ଗଲେ କିଛି ହେବନି -ଏନକାଉଣ୍ଟର ହବାର ଥିଲା ନଚେତ୍ ଆଜୀବନ କାରାଦଣ୍ଡ ଦି ଆଗଲେ ସମାଜର ବହୁତ ଉପକାର ହେବ ।ପୋଲିସ ଓ ମିଡିଆ ଙ୍କୁ ଧନ୍ୟବାଦ ।
@pramodparichha5071
6 ай бұрын
ଏମାନଙ୍କୁ ଗୁଳି କରାଯାଉ
@abhijitmohanty8284
6 ай бұрын
Ghara ଲୋକଙ୍କ ପାଇଁ proud moment
@Ranasurabhi
6 ай бұрын
Police commissioner ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
@BiswanathPanda-d6n
6 ай бұрын
ଏମାନଂକ ହାତ କାଟି ଦବା ଦରକାର ଯାହାଦ୍ୱାରା ସେମାନେ ଆଉ କ୍ରାଇମ୍ କରି ପାରିବେନି ,
@PandaBabu-od6hc
6 ай бұрын
Right bro ❤
@JyoshnamayeeMishra
5 ай бұрын
Thik. Katha.
@chakradharmaharana5257
5 ай бұрын
R8
@JyoshnamayeeMishra
5 ай бұрын
Thik. Katha.
@debasishbehera3132
5 ай бұрын
Goda dita aau hata dita kati dia jau
@LaxmanKumar-ne2iw
2 ай бұрын
Bhaskar live ku salut
@MithunNaik-ju3tb
6 ай бұрын
ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ ନହେଲେ ଏମାନେ ଆହୁରି କେତେ ଜଣଙ୍କୁ ମାରିବେ
@Mr24811
6 ай бұрын
ଓଡ଼ିଶା ସରକାରଙ୍କୁ ଅନୁରୋଧ ଏମାନଙ୍କୁ ଆଜିବନ ଜେଲ୍ ରେ ରଖା ଯାଉ ???
@mr.sanjayinformationdiscov3282
6 ай бұрын
କାହାକୁ ବେଲ ନ ମିଳୁ ଶଳାଙ୍କୁ ଛାଡିଲେ ପୁଣି ଆଉ କାହାକୁ ମାରିବେ,,,, ଏକାଥରେ ଏନକାଉଣ୍ଟର,,,, ପୁରା ଅଳିଆ ସଫା😂😂😂😂😅😅😅
@priyaranjansahoo8874
6 ай бұрын
Yogi Adityanath drkr , pura 👉
@santosh7330
6 ай бұрын
@@priyaranjansahoo8874ସେମାନେ କଣ ପାଇଁ ଖରାପ ବାଟକୁ ଗଲେ କହନି ନିଜେ ପୋଲିସ ତୁ ଶଳା ଭୁଲ କାମ କରୁଛୁ ବୋଲି ସାଧାରଣ ଲୋକ ଖରାପ ବାଟକୁ ଗଲେ
@UmakantaSahoo-dk4lc
5 ай бұрын
@@priyaranjansahoo8874😊
@NewsKaBhai5594
5 ай бұрын
Film story କୁହନି ଆଉ ପେଳ କଟା ଯାଉ 👊🔥👊
@samirbehera007
5 ай бұрын
@@priyaranjansahoo8874sir apana, sidha emanaku ram ram satya kari dioantu😂😂😂
@subashchandradas1638
6 ай бұрын
ଗ୍ୟାଙ୍ଗ କୁ ଏମିତି ଦଣ୍ଡ ଦିଆଯାଉ ଯେପରି ଜୀବନରେ ଆଉ କେବେ ଏପରି ଅନ୍ୟାୟ କରିବେ ନାହିଁ। ସେ ଖୁଣ୍ଟିଆ କୁ ଜିଅନ୍ତା ପୋଡ଼ି ଦିଆଯାଉ। ସେଖ କୁ ଗୁଳି କର, ମୁଖିଆ ର ଦୁଇ ହାତ କୁ କାଟି ଦିଆଯାଉ।
@hinditegvdo9772
6 ай бұрын
Na kichhi kara na jau, kebala ଗୁଲ କଟାଯାଉ
@hemantasa9531
6 ай бұрын
Right
@mschannel2479
6 ай бұрын
କଣ କହିଲ ମ ଭାଇ ପୁରା 100% right 👍
@JyoshnamayeeMishra
5 ай бұрын
Mana. 100.parsent.right.kahaku.kahila.
@amrjitbiswal7243
6 ай бұрын
ଅନକାଉଣ୍ଟ କରାଯାଉ
@NarendraPapu
6 ай бұрын
କେନ୍ଦ୍ରାପଡ଼ା ଓଡ଼ିଶାର କ୍ରିମିନାଲ ଏରିଆ
@manoranjansahu4067
6 ай бұрын
Han right
@jokerjoker90
5 ай бұрын
Balasore eba no 1 ra
@ritikmohini
5 ай бұрын
Na ganjam au bolangir thu vadhiki nuhe
@RakhiSeth-fh7ts
5 ай бұрын
Balangir❤️🔥
@rinkugamingop725
5 ай бұрын
Bhai tike ta lajya kara tame crime re number 1 boli proud karucha ama pakhare alaga quality achi sethipain proud kara na ki crime rate besi boli
@artlover_Rashmi
2 ай бұрын
Greatpolice greatodisha Bhaskar newes
@ManoranjanP-i8c
5 ай бұрын
ଯୋଗୀ ଷ୍ଟାଈଲିରେ ଏନ୍କକାଉଣ୍ଟର କରାଯାଉ ।
@BenudharMajhi-oj2dd
6 ай бұрын
BJD ର ପୋଷା ଗୁଣ୍ଡା ଥିଲେ ଏମାନେ 😮 ଏଥିପାଇଁ ବିଜେଡି ସମୟରେ କେହି କରୁନଥିଲେ
@Pankajkumarpk07
5 ай бұрын
Thik au
@snehasishchyaupattanayak6719
5 ай бұрын
Right
@rinaodiakitchen3789
6 ай бұрын
ଏ ମାନଙ୍କୁ ସୁଧା ଗୁଳି କରିଦିଅ
@JyoshnamayeeMishra
5 ай бұрын
Thik. Katha.
@srisaidesignvastu9209
6 ай бұрын
ସବୁ ଅଲମ୍ପିଆଡ୍ , ସମସ୍ତଙ୍କୁ ଆଜୀବନ ଜେଲ ହେବା ଦରକାର !
@BailochnNayak
6 ай бұрын
ଧନ୍ୟବାଦ ଓଡିଶା ପୋଲିସ
@BKBijayketan
6 ай бұрын
Salute odisha police and odisha government
@sanjibmohanty1243
6 ай бұрын
ଏମାନଙ୍କର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ କାଡ଼ି ଦାନ କରାଯାଉ
@abinashnanda7845
6 ай бұрын
Thank you 😊 🙏 Kendrapara Police & Odisha police
@ChandanKumar-gf6dm
6 ай бұрын
ଫାଶୀ ଦେଇପାରିବେ ନା ଏମାନଙ୍କୁ କିଛି ଦିନ ପରେ ବେଲ୍ ମିଳିଯିବ???)
@shakaharipruthivi8696
6 ай бұрын
ଅପରାଧୀ ଥରେ ଅପରାଧ କଲା ପରେ ତା କାମ ବଢେଇ ଦେବା ହିଁ ଗଣତନ୍ତ୍ର। ପେଶାଦାର କଣ? ଡନ୍, ଦାଦା, ବଟି ଏ ସବୁ ସରକାରୀ ସୃଷ୍ଟି। ଯେଁଉ ମାନେ ମୁଣ୍ଡ ପୋତି ଛିଡ଼ା ହେଉଛନ୍ତି ସେମାନଙ୍କ ମନରେ ଲଜ୍ଜ୍ୟା ବୋଧ ହେଉଛି। କାହିଁକି ହେଉଛି ? ଏଥିରୁ ଜଣା ପଡେ ପୋଲିସ୍ ବି ସମାନ ପରିମାଣ ରେ ଦାୟୀ। ସୁଯୋଗ ସୃଷ୍ଟି କରି ଥିବା ପୂର୍ବ ନବୀନ ସରକାର ଦାୟୀ। ଗୋଟେ ସୁଯୋଗ ଦେବା କଥା। ଯୁବା ବୟସରେ ପଥଭ୍ରଷ୍ଟ ପାଇଁ ପୁରା ଜୀବନ ନଷ୍ଟ। ଖାଲି ଜେଲ୍ ରେ ପୁରେଇଲେ ହେବ ନାହିଁ। ଜୀବନ ପାଇଁ ଆଧ୍ୟାତ୍ମିକ ଶିକ୍ଷା ହିଁ ଜରୁରୀ ଅଟେ।
@amagiha1046
6 ай бұрын
To bouku gehiki pila karideithibo re vaunigiha
@subhamsahoo6016
6 ай бұрын
ତମେ ଗୋଟେ ଭଦ୍ର ଠକ
@GaneswarRout-f9e
5 ай бұрын
Thank you Odisha Bhaskar for your broad casting .please continue your sincere effort. Ganeswar Rout.
@JatindraMohan-p9q
3 ай бұрын
ହତ୍ୟା କାରୀ ଙ୍କୁ କଠୋର ଦଣ୍ଡ ଦେବାକୁ ଦେଶରେ କିଛି ଆଇନ ବ୍ୟବସ୍ଥା ନାହିଁ କି, ବଡ ଗଣତନ୍ତ୍ର ଦେଶ ବୋଲି ଡିଣ୍ଡିମ ପିଟୁଥିବା ସାଂସଦ ମାନେ ଲୋକସଭାରେ ଏହି ବିଷୟରେ ସ୍ବର ଉତ୍ତୋଳନ ଶୀଘ୍ର କରି ନୂଆ ଆଇନ ପ୍ରଣୟନ କରନ୍ତୁ .
@sunilrauto5923
3 ай бұрын
ଓଡ଼ିଶା ପୋଲିସ୍ ❤❤❤ ମୋହନ ସରକାର ଜିନ୍ଦାବାଦ
@KhirodakumarNaik
4 ай бұрын
ଏ ମାନଙ୍କୁ ପାକିସ୍ତାନ ସୀମାକୁ ପଠେଇ ଦିଅ।ସୀମା ରକ୍ଷା କରିବେ।
@Chandraprakashkap
6 ай бұрын
Brave reporter's of odisha Bhaskar...
@MAHAKUMBH2025-1-c
5 ай бұрын
ଓଡିଶା ପୋଲିସ କୁ ଧନ୍ୟବାଦ ଜଣାଉଛି, ବଢିଆ ହୋଇଛି
@hamedraza7242
5 ай бұрын
Brave Reporting
@supravamohanty4046
5 ай бұрын
Odisha police we trust you.the best police in the country.
@silonpatra4423
5 ай бұрын
Wow excellent job for special squad and we all are odisha citizens proud of them.
@BasudevBehera-zz4uf
5 ай бұрын
Ok bhai good thanks 👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻
@rudrakshyabhusansahu3379
5 ай бұрын
ଏମାନଙ୍କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ଆଜୀବନ କାରାଦଣ୍ଡ ଦିଆଯାଉ ଏତିକି ଓଡ଼ିଶାବାସୀଙ୍କ ଆଡୁ ନିବେଦନ କରୁଛି ...........
@littlebalabhadra9693
6 ай бұрын
ଶଳା ୟାଙ୍କ ପାଇଁ ଲୋକ safe ନୁହନ୍ତି ୟାଙ୍କୁ ଗୁଳି କରିଦିଅ ଶଳା
@rajanikantanayak6323
5 ай бұрын
Jaha hau yete Dina pare Bhaskar news good news anichi
@ManuDachhuDachhu
5 ай бұрын
No 1 Reporter Pakharu ହାତ ଦେଖେଇ ବହୁତ୍ ଭଲ Reporting କଲେ Thank you Sir ❤
@sadanandaswain5074
6 ай бұрын
ପୋଲିସ୍ ଯୋଉଭଳି ଆରେଷ୍ଟ କରିଛି ଠିକ୍ ଦୁଇମାସ ଭିତରେ ଆପଣ ମାନେ ଦେଖିବେ ପୋଲିସ୍ ନିଜ ଘରର ଦାମାଦ ଭଳି ପୁଣି ଛାଡ଼ିବ....... ପୋଲିସ୍ କୁ ବହୁତ ଦିନ ଧରି କିଛି କେଶ୍ ମିଳିଲା ନାହିଁ ତେଣୁ ଏଇ ମାନକୁ ଧରି ଆଣି କ୍ୟାମେରା ଆଗରେ ଠିଆ କରିଦେଲେ ଆଉ ଓଡିଶା ଲୋକଙ୍କୁ ଜଣାଇଲେ ଯେ ଆମେ କେତେ ସଜାଗ । ପୋଲିସ୍ ହଉଛନ୍ତି ଏଠି Contractor ଆଉ ଏଇ ଯୋଉ ଆରେଷ୍ଟ୍ ହେଇଛନ୍ତି ସେମାନେ ଠିକାଦାର ! ଚାଲେଞ୍ଜ ଦୁଇମାସ ଭିତରେ ଛାଡିବେ।
@chandraprakashgiri552
5 ай бұрын
Good 👍👍👍👍 bhasakr
@ABDULSAHID-r3k
4 ай бұрын
Vary good police babu❤❤❤❤❤❤
@technical_gyan_m
5 ай бұрын
ଏ ନିରୀହ ଲୋକଙ୍କୁ କାହିଁ ହଇରାଣ କରୁଛନ୍ତି ସାର, ୟେ ଫିଲ୍ମ ପ୍ରଡକ୍ସନ ଭଳି କହି famous କରୁଛ ସିଧା ଉପରେ ଝୁଲେଇବା କୋଥା 🇮🇳 Jai Hind
@Bapujipro
6 ай бұрын
ସବୁ ର ଅନ୍ତ ଅଛି ଶେଷ ପରିଣାମ ବି ଅଛି
@rakeshpradhan2079
6 ай бұрын
Excellent initiative by Commiserate police and we are proud of you
@ranjankumarprusti7950
5 ай бұрын
ଅନ୍ୟ ରାଷ୍ଟ୍ର ଭଳି 7ଦିନ ମଧ୍ୟରେ ବିଚାର କରି ଦଣ୍ଡିତ କରାଯାଉ।
@SoumyaSoumyaRanjannayak-n8w
6 ай бұрын
Good job odisha police or commissionrate police thank u sir
@SusantaKuladip-dg3xk
6 ай бұрын
ଏହି ବ୍ୟକ୍ତି ମାନଙ୍କୁ ଫାଶୀ ଦିଆଯାଉ
@chintasagria-gc8hz
6 ай бұрын
Kukura mananku fasi dia jau
@indramandala5864
6 ай бұрын
Thanks you odisha police
@ShriramEnterprises-mn6qf
5 ай бұрын
ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ଭଳିଆ ସିଧା ଠୋକି ଦିଅନ୍ତୁ
@PrasanthBabiVlogs
5 ай бұрын
ଆରେ ତାଙ୍କୁ ଧରିଲ କାହିଁ କି? ଗୁଳି ମାରିଦିଅ plss ନହେଲେ ପୁଣି ବାହାରି ଆସିବେ 🙏🙏🙏
@SurendraNaik-s4f
6 ай бұрын
ଏମାନଙ୍କୁ ସାର ଜିବନ ପାଇଁ ଜେଲ୍ ରେ ରଖା ଜାଉ
@Himanshu-w4u
5 ай бұрын
Hats off to Odisha police 🙌
@bhagirathibarik7333
5 ай бұрын
Thank to new political power and political police action
@jayshreeram7826
5 ай бұрын
ଏମାନେ,ଗୋଟେ,ଗୋଟେ,ମନ୍ତ୍ରିହେବେ,ବିଜେଡି,sarkar,ଗେହ୍ଲାପୁଅ,ଥିଲେ
@debasishsahu2737
5 ай бұрын
Hats off to reporting.... Need more reporters like you
@satyaranbida4592
6 ай бұрын
ଏମାନଙ୍କୁ.ଆଜିବନ.କାରାଦଣ୍ଡ.ବା.ଇନକାଉଟର.କରନ୍ତୁ.ଧନ୍ୟବାଦ.ଓଡିଶାପୋଲିସ
@susantanayak9728
6 ай бұрын
ପୋଲିସ ଏମାନଂକୁ ଯୋଗୀ ଭଳି ଏନକାଉଣ୍ଟର କାହିଁକି କରୁନି,,,,, ବରଂ ରଥଯାତ୍ରା ରେ ସିଧା ପ୍ରସାରଣ ରେ କହିଲା ଭଳି ତାଙ୍କର ବ୍ୟାଖ୍ୟା କରୁଛି.... ପ୍ରଥମେ ଏନକାଉଣ୍ଟର ପରେ ସିଧାପ୍ରସାରଣ... କାରଣ ଏମାନେ ଯୋଉ ମାନଂକୁ ହତ୍ୟା କରିଛନ୍ତି ସେ କାହାର ବାପା ହୋଇଥିବେ, କାହାର ପୁଅ ବି ହୋଇଥିବେ, କାହାର ସ୍ୱାମୀ ବି ହୋଇଥିବେ... ସେମାନେ ଯେତିକି କଷ୍ଟ ପାଇଛନ୍ତି ଏମାନଙ୍କ ପରିବାର ଏମାନଂକୁ ହରାଇ ସେତିକି କଷ୍ଟ ପାଇବା ଦରକାର
@mschannel2479
6 ай бұрын
ଆରେଷ୍ଟ ତ ହେଇଗଲେ ହେଲେ କଣ ହେବ ଜେଲ୍ ଭିତରେ ତା ବସି ଆରାମରେ ଚିକେନ ଭାତ ଖାଇବେ ନା , କିଛି ଲାଭ ନାହିଁ ଭାଇ କିଛି କଷ୍ଟ ହେଲା ଭଳି ଦଣ୍ଡ ଦିଆ ହୁଅନ୍ତା ତାହାଲେ ଏମାନଙ୍କୁ ଦେଖି ଆଉ କେହି ଏମିତି କାମ କରିବା ଆଗରୁ 100 ଥର ଭାବନ୍ତେ । ଜୟ ଜଗନ୍ନାଥ
@Godsaveme380
5 ай бұрын
ଯାହା ହେଉ କିନ୍ତୁ ମୁଁ ଏତେ ଦିନ ପରେ ଭାସ୍କର ନ୍ୟୁଜ ବାଲା ର ମୁଁହ ଦେଖିଲି। ଏ ଆଖି କେତେ ଯେ ଖୋଜିଛି ଟିକେ ଦେଖିବା ଲାଗି। ଫାଇନାଲ ଆଜି ଦେଖିଲି 😂😂😂😂😂😂
@AmitNayak-vw2ip
5 ай бұрын
Supremacy Bhaskar tv 👌👌
@Mahakal-sy3qk
6 ай бұрын
ସେମାଙ୍କୁ ସମସ୍ତଙ୍କୁ ଆଜୀବନ କାରବାସ ଦଣ୍ଡ ମିଳୁ
@niladreekumar6273
5 ай бұрын
Great odisa police
@Arbindabehera-e5j
Ай бұрын
ଜଗି ସରକାର ଦରକାର
@PravashKumarsahuSahu
5 ай бұрын
ବିଚ୍ ରାସ୍ତାରେ ଦୌଡେଇ ଦୌଡି ଏନ୍କାଉଣ୍ଟର କର ଯାଉ
@RanjithmgMajhi
6 ай бұрын
ସିଧା ଫାଶୀ ଦିଅ ଆଜ୍ଞା।
@mayanprusty6838
5 ай бұрын
ବେଲରେ ଆସିଲେ ଦେଖେଇବୁତ ନା ସଳା ଲୁଚିବୁ
@sangramsethi3474
5 ай бұрын
Special squad Salute❤
@sunil_1996
6 ай бұрын
Only encounter No speach
@santoshkumarsahu6586
6 ай бұрын
💯💯✓
@eminence000
6 ай бұрын
Right 👍
@bhagabanrana4898
6 ай бұрын
ଠିକ କହିଛନ୍ତି BJP ସରକାର 🙏🏻🙏🏻🙏🏻🙏🏻
@bapisahoo7956
5 ай бұрын
ଟୋଟାଲ ମାରିଦିଅ ଏଇ ଛୋଡ଼ି ମାନଙ୍କ ନେଇ ସବୁଠି ଅଳିଆ, ସମାଜ ପାଇଁ ବଡ଼ ବିପଦ ତା ମୁଣ୍ତ କୁ ଟାଣି ଚୁଟି ଉପାଡି ଦିଅ, ଏ ଛୋଡ଼ି ପୁଅ ମାନେ କେତେ କାହା ଘର ଭାଙ୍ଗିଥିବେ ତାହା କହିବା ଅସମ୍ଭବ, ମାରିଦିଅ ଏ ମାନଙ୍କୁ
@pradiptarout4070
3 ай бұрын
ୟେ ମାନକୁ ଗୁଳି ମାରି ଥିଲେ ବହୁତ୍ ଖୁସି ହୋଇ ଥାଆନ୍ତୁ
@pravkakarnayak9117
5 ай бұрын
ଏମାନଙ୍କ ଗୋଡ଼ ହାତ ଭାଙ୍ଗି ପଙ୍ଗୁ କରାଯାଉ
@nareshbhanj5463
6 ай бұрын
BJD ଶାସନ କାଳର ଏମାନେ ଧରାପଡିଲେ ନାହିଁ? ଏବେ କେମିତି ଧରାପଡିଲେ । ଏମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ଯାନୁଷ୍ଠାନ ହେବା ଦରକାର ।
@RajkishorMahapatra-pp9xw
6 ай бұрын
ଜେଲ୍ ଗଲେ ଦେଖିଲୁ କିନ୍ତୁ ମାସ କରେ ବେଲ ହେବେ ସେତେ ବେଳେ ଦେଖେ ଇ ବେନି
@SR143ENTERTAINMENT
5 ай бұрын
ଯିଏ ଯାହା comments ଦଉଚ ଦେଖିକି ନହେଲେ ମରିବ ସବୁ କାରଣ ଏମାନଙ୍କୁ ଯାମିନି ମିଳି ଯିବ ସହଜରେ ତ ପରେ ତମେ ହିଁ ନିଜ ଜୀବନ କୁ problem ରେ ପକାଉଛ
@ssunriseblogger215
6 ай бұрын
Respect for the reporter ❤❤
@tankadharmajhi8713
4 ай бұрын
ଦୃଢ଼କାର୍ଯ୍ୟାନୁଷ୍ଠାନ ନିହାତି
@PrasantaKumarpradhan-l4x
5 ай бұрын
Itiheuchi sir❤❤❤❤❤
@asabraaj7520
5 ай бұрын
ମେଡ଼ିଆ ଭାଇ ଟିକେ ଦେଖିକି ଆମ ଓଡିଶା ରେ ପୁରୁଣା ସବୁ ନୂଆ ହୋଇଛନ୍ତି ପୋଲିସ ଏଠି କିଛି ନାହିଁ ବେଶୀ ଦିନ ଲାଗିବନି ବାହାରିବା କୁ
@coolshoulin7868
5 ай бұрын
ଏବେ ତାଙ୍କ ଘର ଉପରେ jcb ବୁଲଡୋଜର ଚଳଯାଉ।ତାହେଲେ ଲୋକଙ୍କ ମନରେ ଭୟ ଆସିବ ଏମିତିକା ଅପରାଧ କରିବା ପାଇଁ
@hrudanandamajhi4642
4 ай бұрын
Shuld be punishment
@coolshoulin7868
5 ай бұрын
ପ୍ରଶାସନ ସବୁ ଜାଣିଥିଲା ଯଦି ଆଗରୁ କାର୍ଯ୍ୟାନୁଷ୍ଠାନ ନେଉନଥିଲା କାହିଁକି।ବାବି ଦାସ ର ଭୟରେ ।କୁଆଡେ ଗଲା ସେ ବାବି ଦାସ?କାଇଁ ତା ବିରୁଦ୍ଧରେ ଏବେ ଯାଏ କିଛି କର୍ଯୁନୁଷ୍ଠାନ ନିଆଯାଇନାହିଁ।
@ratikantajenarn2209
5 ай бұрын
Good Chief Minister of odisha public 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@harekrushnabehera5851
6 ай бұрын
ଏମାନଙ୍କୁ ଆଜିବନ କାରାଦଣ୍ଡ ଦେଇ ସେମାଙ୍କ ପରିବାରକୁ ସମାଜରୁ ବାସନ୍ଦ କରିଦେଲେ ଯାଇ ବୋଧହୁଏ ଚେତିବେ ।
@srikanta671
2 ай бұрын
ଏ ମାଗିଆ କୁ ଏନ୍ କାଉଣ୍ଟର କର ଅପରାଧୀ ସଂଖ୍ୟା ବଢୁଛି
@smaraksekharbhanja3105
5 ай бұрын
Very very good work police sir ❤❤❤❤❤❤
@KunaJani-ul4ew
2 ай бұрын
Nice 👍
@PriyabrataLenka-c3f
6 ай бұрын
ଭାଇ ସେମାନେ କେତେ ଭଲ.ତାଙ୍କ ମୁହଁ ଦେଖି ଜଣାପଡୁଛି ସେମାନେ କିଛି ଜାଣିନାହାନ୍ତି. ଦୟା କରି ଛାଡ଼ି ଦୀୟ ସେମାନଙ୍କୁ 😂😢😅😂😢
@srikantsahoo6563
6 ай бұрын
ଆଉ ବିଳମ୍ବ ନା କରି encounter ଗୋଟେ ହେଇଯାଉ।
@premmistry6166
5 ай бұрын
Good job odisha police
4:52
ସୁରଙ୍କ ଆଖି ଛଳ ଛଳ | Suresh Routray | Odisha Congress | OdiaNews | OdishaPolitics | News18Odia
News18 Odia
Рет қаралды 10 М.
27:31
Argus Special Live | ଗ୍ୟାଙ୍ଗଷ୍ଟାର୍ ସକିଲ୍ EXCLUSIVE | Gangster Shakeel | 11 Nov 2024 | Argus News
Argus News
Рет қаралды 188 М.
00:10
Пилот обманул смерть ракета пролетела рядом с ним #shorts
ТАЙНА НЛО
Рет қаралды 5 МЛН
00:17
Sigma Kid Mistake #funny #sigma
CRAZY GREAPA
Рет қаралды 30 МЛН
00:21
Chain Game Strong ⛓️
Anwar Jibawi
Рет қаралды 41 МЛН
00:38
ЧТО ОПАСНЕЕ? ОТВЕТЫ ВАС ШОКИРУЮТ... (1% ОТВЕЧАЮТ ПРАВИЛЬНО) #Shorts #Глент
ГЛЕНТ
Рет қаралды 2,4 МЛН
15:52
ଟିଟୋ ସୁଲେମାନ ହାଇଦରକୁ ବାନ୍ଧିଥିଲେ ଏହି ଯାଂବାଜ ପୋଲିସ ଅଫିସର | Legend In Uniform - Pramod Rath | Interview
Prameya News7
Рет қаралды 160 М.
3:05
ପୋଲିସ ଅଫିସରଙ୍କୁ ଗୁଳି କଲା ଅଟୋ ଡ୍ରାଇଭର,କେଉଁଥି ପାଇଁ DSPଙ୍କୁ ମାରିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ...
Odisha Bhaskar
Рет қаралды 835 М.
6:43
ଦୁର୍ଲଭ କଶ୍ୟପ: ମାତ୍ର 16ବର୍ଷ ବୟସରେ ବନିଥିଲା ସାଜିଥିଲା କ୍ରାଇମ ଦୁନିଆର ବାଦଶାହ Durlabh Kashyap
Odisha Bhaskar
Рет қаралды 2,6 МЛН
3:31
ହାଇଦର ଉଠିବା ଠାରୁ ତାକୁ ଏନ୍କାଉଣ୍ଟର ପର୍ଯ୍ୟନ୍ତ ପୁରା କାହାଣୀ | NandighoshaTV
Nandighosha TV
Рет қаралды 1,9 МЛН
3:48
AA Gang Robbery Exposed | ଓଡ଼ିଶାରେ ଚେନ ଚୋରି ହାଇଦ୍ରାବାଦରେ ଶିକ୍ଷକତା, AA ଗ୍ୟାଙ୍ଗର ପର୍ଦାଫାଶ କଲା ପୋଲିସ
Prameya News7
Рет қаралды 359 М.
14:52
ପ୍ରଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି ଏହି ନଙ୍ଗୁଳି ମାନେ..ଡ୍ରେସ ଖୋଲି ନାଚୁଛନ୍ତି ସେହି ପଇସା ଆଣି ସମାଜ ସେବା କରୁଛନ୍ତି
Odisha Bhaskar
Рет қаралды 3 М.
6:43
ସ୍ତ୍ରୀଙ୍କୁ ନେଇ ଗାଡ଼ି ଚୋରି
Dharitri Live
Рет қаралды 654 М.
15:46
ପଛପଟୁ ମାଡିବସି ପ୍ରାଇଭେଟ୍ ପାର୍ଟକୁ ଛୁଇଁବା କଥାରେ କିଏ କହୁଛି ସତ... ମାଲିକାଣୀ ନା ଭଡାଟିଆ?
Odisha Bhaskar
Рет қаралды 745 М.
3:49
ଧାଇଁଲେ ମାଓବାଦୀ ଯବାନ ଖଞ୍ଜି ଦେଲେ ଏମିତି ଯନ୍ତ୍ରପାତି, କାଲିଠୁ ଯବାନ ଓ ମାଓବାଦୀଙ୍କ ଭିତରେ ଚାଲିଥିଲା ଗୁଳି ବିନିମୟ
Odisha Bhaskar
Рет қаралды 225 М.
22:49
ନିଜ ଦାବି ପାଇଁ ଲଢ଼େଇ; ଲୋକଙ୍କ ହକ୍ ପାଇଁ ନକ୍ସଲ୍ ଗ୍ୟାଙ୍ଗରେ ସାମିଲ୍ ହୋଇଥିବା ଯୁବକଙ୍କ କାହାଣୀ || ANUTAP
Prameya News7
Рет қаралды 411 М.
00:10
Пилот обманул смерть ракета пролетела рядом с ним #shorts
ТАЙНА НЛО
Рет қаралды 5 МЛН