BAPA || THE REAL HERO || A ODIA SHORT FILM || BEKARIA NUKA || NEW ODIA VIDEO || BAYA TV || SHORTS

  Рет қаралды 203,411

Baya Tv

Baya Tv

Күн бұрын

Пікірлер: 352
@khantiodiavlog6517
@khantiodiavlog6517 7 күн бұрын
ବାପାଙ୍କର ସେଇ ମହାନତା କୁ ମନେ ପକେଇ ଥିବାରୁ ଆପଣଙ୍କ ପୁରା ଟିମ୍ କୁ ଅଶେଷ ଅଶେଷ ଧନ୍ୟବାଦ ।
@debendra4669
@debendra4669 Ай бұрын
ସବୁ ବାପା ଙ୍କ ପାଇଁ ଗୋଟେ like ହେଉ
@MahalaxmiflowersFarming
@MahalaxmiflowersFarming 9 сағат бұрын
ବୋହୁ ମାନଙ୍କ ଭୁଲ ବୁଝାମଣା ପାଇଁ ବାପ ପୁଅର ସମ୍ପର୍କ ଛିର୍ନ୍ନ ହୁଏ
@pcreation2879
@pcreation2879 7 күн бұрын
ପ୍ରକୃତ କର୍ମ ହେଉଚି ନିଜର କର୍ତ୍ତବ୍ୟ!! ...... ବାପା ❤❤❤❤🙏🙏🙏😍😍😍😍
@laxmipriyaprusti5204
@laxmipriyaprusti5204 3 күн бұрын
Love you bapa ❤❤
@rw6994-j5u
@rw6994-j5u 9 күн бұрын
Ki story re baba....!👌👌👌Akhiru luha asigala😭😭😭
@natkhatsuman95
@natkhatsuman95 Ай бұрын
ହୃଦୟ କୁ ଛୁଇଁଲା ଭଳି ଭିଡିଓ ଟେ ❤ ଅତି ସୁନ୍ଦର୍ ! ଆଖି ରୁ ଲୁହ ଆସିଗଲା 🙏
@GaganbihariBalabantaray
@GaganbihariBalabantaray 13 күн бұрын
ସ୍ତ୍ରୀ ପରାମର୍ଶ ଅନୁସାରେ କାର୍ଯ୍ୟ କରିବ ନାହିଁ ନହେଲେ ଜଗନ୍ନାଥ ଖଣ୍ଡିଆ ହୋଇ ନଥାନ୍ତେ
@jktripathy6383
@jktripathy6383 Ай бұрын
ନିଖୁଣ ଅଭିନୟ ପ୍ରତ୍ୟେକ କଳାକାରଙ୍କ ପ୍ରୀତି ଭାଇ... ଆଖିରୁ ଲୁହ ବାହାରିଗଲା... ଧନ୍ୟବାଦ..
@ManojSingh-s8f6j
@ManojSingh-s8f6j 22 сағат бұрын
ସୁନ୍ଦର କାହାଣୀ ଟିଏ🙏
@bishwajitrout9167
@bishwajitrout9167 19 сағат бұрын
ବହୁତ୍ ସୁନ୍ଦର୍ ଲାଗିଲା ଏ ଭିଡିଓ ଟି
@Multimedia_Manasi
@Multimedia_Manasi Ай бұрын
ଯେତେ କହିଲେ ବି ଶବ୍ଦରେ ପ୍ରକାଶ କରିହବନି ❤️🥺... ଏତେ ହୃଦୟ ସ୍ପର୍ଶି ଭିଡ଼ିଓ ❤️ମୋ ଆଖିରୁ ଦୁଇ ଟୋପା ଲୁହ ଝରି ଗଲା 😢🥺
@sankarmaharana1449
@sankarmaharana1449 6 күн бұрын
ଏମିତି ଅଭିନୟ ଦେଖି ଆଖିରୁ ଲୁହ ଆପେ ଆପେ ଚାଲିଆସେ । ବାପା ଙ୍କୁ ନମସ୍କାର
@PURNA7382
@PURNA7382 26 күн бұрын
ସୁନ୍ଦର ହୋଇଛି। ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ଏସବୁ ଘଟଣା ଭବିଷ୍ୟତରେ କେଉଁ ପ୍ରକାର ପରିବେଶ ସୃଷ୍ଟି କରିବ ତାହା ଦେଖିବା କଥା।
@sanjuktamohantysanjukta9243
@sanjuktamohantysanjukta9243 21 күн бұрын
Bahutu vala lagila kintu story au tikia lambi thanta
@Laxmidhar_Malla
@Laxmidhar_Malla Ай бұрын
ବହୁତ ବଢିଆ wow ଅତି ସୁନ୍ଦର ଭିଡିଓ ଟି ଲାଗିଲା ମାଙ୍କି ବାପା
@bhikaricharanbehera2049
@bhikaricharanbehera2049 7 күн бұрын
Bhai 😢😢😢 bahut badhiaa lagila video ta
@jagannathchaudhury6648
@jagannathchaudhury6648 Ай бұрын
ହୃଦୟସ୍ପର୍ସୀ ଲାଗିଲା l ବର୍ତ୍ତମାନ ସମାଜର ନିଛକ ଚିତ୍ର ଚିତ୍ରଣ ହୋଇଚି l 🙏🙏
@SSBehera70
@SSBehera70 19 күн бұрын
ଖୁବ ସୁନ୍ଦର l ନିଚ୍ଛକ ସତ୍ୟ ଘଟଣା କୁ ନେଇ ଫିଲ୍ମ କରିଥିବାରୁ ପ୍ରଯୋଜକ ଓ ନିର୍ଦେଶକ ଓ ସମସ୍ତ କଳାକାର ବନ୍ଧୁ ଓ ସହଯୋଗୀ ଙ୍କୁ ମୋର ଶୁଭେଚ୍ଛା l
@sanjeebbehera356
@sanjeebbehera356 4 күн бұрын
ନମସ୍କାର Rambabu Sir, କେମିତି ଅଛନ୍ତି। ବହୁତ୍ ଭଲ ଲାଗିଲା, ପୁରା କାନ୍ଦିଛି।jabardast ହୋଇଛି ।
@bhagabatbehera4616
@bhagabatbehera4616 18 сағат бұрын
ଅତି ସୁନ୍ଦର. ଅଭିନୟ ବି ଅତି ସୁନ୍ଦର..
@GourangaBiswal-qm5xc
@GourangaBiswal-qm5xc Күн бұрын
Bahut sundar video Akhiru luha asigala
@सुनो..मनकीबातहै
@सुनो..मनकीबातहै Күн бұрын
Speech less...... Bahut hrudaya sparshi.....
@NILAMANIHO
@NILAMANIHO 15 күн бұрын
ମୋ ତରଫରୁ ସମସ୍ତ ଙ୍କୁ ହୃଦୟ ରୁ ଧନ୍ୟବାଦ୍ ଜଣାଉଛି , ମୟୂରଭଞ୍ଜ ରୁ
@damodaramaharana7755
@damodaramaharana7755 3 күн бұрын
Mind blowing story thanks
@ManaswiniSen-gr6bm
@ManaswiniSen-gr6bm 5 күн бұрын
Really heart tourching❤❤❤❤❤❤❤
@rupulrupa5239
@rupulrupa5239 4 күн бұрын
😭😭 heart touching story nice😭😭😭
@ranjankumarnayak1211
@ranjankumarnayak1211 Ай бұрын
ବହୁତ ଭଲ ଷ୍ଟୋରୀ ,ସୁନ୍ଦର ଅଭିନୟ ସମସ୍ତଙ୍କର କିନ୍ତୁ ଶେଷ ଦୃଶ୍ୟ ରେ କିଛି ରହିଗଲା ।ଶେଷ ରେ gate ପାଖରୁ ପୁଅ ବୋହୂ ଆସି ପୁନର୍ବାର ଗୋଡ଼ ଧରି ଏକା ଜିଦ ରେ ନେଇ ଥାନ୍ତେ,କିମ୍ବା ବାପା ଦୁଃଖ ରେ ମୁହଁ ବୁଲେଇ କାନ୍ଦି ଥାନ୍ତେ ,ତେବେ ଆହୁରି ଭଲ ହୋଇଥାନ୍ତା ବୋଲି ମୋର ଭାବନା
@kaliniranayak8755
@kaliniranayak8755 Ай бұрын
Actually, your proposal and mode of thinking is cent percent correct.The story could not teach the best lesson neither to the modern children nor the parents.The last seen is limited equal to the day to day custom .To change the modern civilization both the son and bride should kneel down before his father till he came back home with their request to give a sacrifice lesson to the society.
@konapalasuryanarayana5711
@konapalasuryanarayana5711 16 күн бұрын
24:25 ​@@kaliniranayak8755
@pradipkumarsahoo4858
@pradipkumarsahoo4858 19 сағат бұрын
Excellent story/action/photography ❤
@jyotiprakashnayakjyotiprak5086
@jyotiprakashnayakjyotiprak5086 11 күн бұрын
Badhiya heichi ❤ Kintu chua mane tanka Bapa maa nka kartavya bhuli jau chanti..... Jiye jemiti kariba tara karma ra fala semiti miliba 💯 percent 👍 Love you Bapa❤❤❤❤❤❤❤❤❤
@namitadash9947
@namitadash9947 5 күн бұрын
Excellently character nibhei chhanti pua...
@kabipati879
@kabipati879 6 күн бұрын
Sabu bapa mane amiti haba darkar
@sibasankarpadhi8767
@sibasankarpadhi8767 19 сағат бұрын
Aati sundar upastapana....
@lilylily2936
@lilylily2936 3 күн бұрын
Thankyou Bhai,aaji ra samaj ra prati chabi
@kabipati879
@kabipati879 6 күн бұрын
Sabu bapa amiti haba darkar
@rabindramukhi7375
@rabindramukhi7375 2 күн бұрын
Heart touching story
@AkshyaPatro-w8t
@AkshyaPatro-w8t 6 күн бұрын
Sir u r jewel....u should be awarded....salute..(Gobinda vihar 4 th line)
@SHRUTISHRITI
@SHRUTISHRITI 6 күн бұрын
Story bahuta bhala heichi
@kkmusic38
@kkmusic38 8 күн бұрын
ପରିବର୍ତ୍ତିତ ସମାଜରେ ଆଧୁନିକା ବୋଲାଉଥିବା ନାରୀ ମାନଙ୍କ ଚାଲିଚଳନ ଯାହା କହୁଛି ଆଗକୁ ପ୍ରତ୍ୟକ ଘରେ ସମସ୍ତ ବାପା ମାନଙ୍କ ଅବସ୍ଥା ଏଇଆ ହିଁ ହବ.. ଆଗକୁ ବହୁତ ମାତ୍ରାରେ ଵୃଦ୍ଧାଶ୍ରମ ଖୋଲିବାର ଅଛି, ଏବେ ନାଟକ ଦେଖୁଛେ ଆଗକୁ real ହବ
@minivlogsodisha
@minivlogsodisha 6 күн бұрын
ବାବାଙ୍କ ଭଳିଆ ଆଉ କେହି ହେଇ ପାରିବେନି!!❤
@ManojSingh-s8f6j
@ManojSingh-s8f6j 22 сағат бұрын
ଆଜିର ଶିକ୍ଷିତ ନାରୀ ପୁରୁଷ ସହିତ କାନ୍ଧରେ କାନ୍ଧ ମିଶାଇ ଏମିତି ନିର୍ଭର କରି ସଂସାର ଉଜାଡି ଦିଅନ୍ତି
@pratapchandramoharana104
@pratapchandramoharana104 23 минут бұрын
Old story.but it gives great lesson to present society.
@PowerOfOption07
@PowerOfOption07 17 минут бұрын
ଏହିପରି ଶିଖିବା ଭିଡିଓ କରନ୍ତୁ। ଗ୍ରେଟ୍ ସାର
@arnapurnasahoo5468
@arnapurnasahoo5468 Ай бұрын
Bekaria nukata aji abhinayare pura perfect nuka hoijaichhanti.🎉🎉🎉🎉
@chandkumarmuni1048
@chandkumarmuni1048 15 күн бұрын
ଆଉ ଗୋଟେ ସିନ୍ ରେ ପୁଅ ବୋହୁ ସେ ଗେଟ୍ ରେ ନିଜ ବ୍ୟାଗ ଧରି ସମସ୍ତଙ୍କ ସେବାରେ ସେଠାରେ ଯାଇ ରହି ଥାନ୍ତେ❤
@SrikantaParida-z9k
@SrikantaParida-z9k 15 күн бұрын
Good things
@pabitraentertainment1982
@pabitraentertainment1982 Ай бұрын
ଆଖିରୁ ଲୁହ ବାହାରି ଆସିଲା ବହୁତ ସୁନ୍ଦର ଅଭିନୟ କରିଛନ୍ତି।
@tapanmurmu328
@tapanmurmu328 7 күн бұрын
Bapa MAA Katha bahut manaku chuinla
@sitamanimajhi9264
@sitamanimajhi9264 6 күн бұрын
you are great hero.
@SilverStarExpress
@SilverStarExpress Ай бұрын
ଅତି ସୁନ୍ଦର ଓ ହୃଦୟସ୍ପର୍ଶୀ ଭିଡ଼ିଓ!❤🙏🙏
@sudhakarsahoo8770
@sudhakarsahoo8770 Ай бұрын
Terrific intiative... keep it up 👍👍👍👍 bapa the real hero......
@muzicmastiii374
@muzicmastiii374 7 күн бұрын
ବୋହୁତ ସୁନ୍ଦର ଭିଡିଓ 😢
@brundabanmaharana3984
@brundabanmaharana3984 16 күн бұрын
* କାହାଣୀ ଟି ଜୀବନ୍ତ ହୋଇଛି,,,କିନ୍ତୁ,, ନାଟକ ର ଶେଷ ଦୃଶ୍ୟ ଟି ମେଳ ଖାଇଲା ନାହିଁ,,,ବାପା ଙ୍କୁ ଯଦି ,,ପୁଅ ବୋହୂ ନିଜ ସାଥିରେ ଧରି ଘରକୁ ଆସିଥିଲେ,, ଆମ୍ଭର ଆତ୍ମା କୁ ଶାନ୍ତି ମିଳିଥାନ୍ତା ,,,!! ଅନାଥ ଆଶ୍ରମ ରେ ମାଗିଆ ଶଳା ଛାଡ଼ିଦେଇ ଆସିଗଲା,,,!!
@BANKESWARSAHU
@BANKESWARSAHU 9 күн бұрын
that is bapa. pila mananka pain sabu kichhi chhadipare
@ranjanpradhan7670
@ranjanpradhan7670 21 күн бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଆଉ ଅଭିନୟ ଅତି ଉଚ୍ଚ କୋଟିର.
@manasranjandash2464
@manasranjandash2464 Ай бұрын
ଅଭିନୟ, ବିଷୟବସ୍ତୁ ପାଇଁ ଢେର୍ ସାରା ଶୁଭକାମନା ଓ ଧନ୍ୟବାଦ।
@AVCPKLoveU
@AVCPKLoveU 18 күн бұрын
ଖୁବ ସୁନ୍ଦର l ନିଚ୍ଛକ ସତ୍ୟ ଘଟଣା କୁ ନେଇ ଫିଲ୍ମ କରିଥିବାରୁ ପ୍ରଯୋଜକ ଓ ନିର୍ଦେଶକ ଓ ସମସ୍ତ କଳାକାର ବନ୍ଧୁ ଓ ସହଯୋଗୀ ଙ୍କୁ ମୋର ଶୁଭେଚ୍ଛା l ସୁନ୍ଦର ହୋଇଛି। ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ଏସବୁ ଘଟଣା ଭବିଷ୍ୟତରେ କେଉଁ ପ୍ରକାର ପରିବେଶ ସୃଷ୍ଟି କରିବ ତାହା ଦେଖିବା କଥା। ହୃଦୟ କୁ ଛୁଇଁଲା ଭଳି ଭିଡିଓ ଟେ ❤ ଅତି ସୁନ୍ଦର୍ ! ଯେତେ କହିଲେ ବି ଶବ୍ଦରେ ପ୍ରକାଶ କରିହବନି ❤🥺... ଏତେ ହୃଦୟ ସ୍ପର୍ଶି ଭିଡ଼ିଓ ❤ମୋ ଆଖିରୁ ଦୁଇ ଟୋପା ଲୁହ ଝରି ଗଲା 😢🥺
@Subhendu_K_Hota
@Subhendu_K_Hota 6 күн бұрын
Best story ❤ bahut badhia lagila @baya_tv
@rebatipanigrahy4894
@rebatipanigrahy4894 Ай бұрын
ହୃଦୟ ସ୍ପର୍ଶୀ ।ଯେତେ ପ୍ରଶଂସା କଲେ ବି କମ ହେବ ।
@purnachandrameher3792
@purnachandrameher3792 Ай бұрын
👌
@gitanjalimohapatra6452
@gitanjalimohapatra6452 Күн бұрын
Heart touching Namaskar
@SURESHCHANDRADAS-l6b
@SURESHCHANDRADAS-l6b Ай бұрын
ହୃଦୟ ସ୍ପର୍ଶୀ କାହାଣୀ ମନ ଛୁଇଁ ଗଲା କିନ୍ତୁ ବୁଦ୍ଧ ଆଶ୍ରମ ଟି ବାପାଙ୍କର ହୋଇଥିଲେ ଖୁବ ସୁନ୍ଦର ହୋଇଥାନ୍ତା ବାପାଙ୍କ ଅଭିନୟ ଏକଦମ ଚମତ୍କାର ❤
@pratapchandramoharana104
@pratapchandramoharana104 20 минут бұрын
Right opinion.
@DrAshokKumarBehera
@DrAshokKumarBehera 8 күн бұрын
Best short film award ପାଇଁ ଯୋଗ୍ୟ ❤
@kavitasahu8964
@kavitasahu8964 8 күн бұрын
Awesome video.....really its so heartful.....
@bijayakumarsasmal5510
@bijayakumarsasmal5510 15 күн бұрын
Very nice video.... ବାସ୍ତବିକ ଆପଣଙ୍କ ଅଭିନୟ ବହୁତ ସୁନ୍ଦର ଏଥିରେ ଶିକ୍ଷଣୀୟ ବିଷୟ ରହିଛି |
@debendra4669
@debendra4669 Ай бұрын
Heart touching story. It's a not a story. It's a real
@gopeshwari546
@gopeshwari546 12 күн бұрын
ବହୁତ ଭଲ ହେଇଛି ସାର୍ 👌👍🙏🏼🌹
@sanjuktadassanju9802
@sanjuktadassanju9802 11 күн бұрын
😭😭😭😭😭😭ସୁନ୍ଦର ଆଉ ନିରାଟ ସତ ଭିଡ଼ିଓ ଟିଏ, ଆଖିରୁ ଲୁହ ଆସିଗଲା ସତରେ ଏ ସମାଜ ର ପୁଅ ବୋହୁ ମାନେ କେମିତି ବଦଳିବେ, ଆଉ ମା ବାପା ମାନଙ୍କୁ ନିଜର ବୋଲି ଭାବିବେ, ମା ବାପ ଙ୍କର ତ୍ୟାଗ କେହି କେବେ ବୁଝି ପାରିବେନି, ଏ ଗୋଟିଏ social massage, ସମସ୍ତେ ଥରେ ବୁଝିବା ଆବଶ୍ୟକ 🙏
@KuntalaBehera-fu7bw
@KuntalaBehera-fu7bw 11 күн бұрын
Sir apananku gate katha, u r a God again jai....
@jagannathsahoo133
@jagannathsahoo133 Ай бұрын
ଓଡ଼ିଆ ପ୍ରଜାଯୋକ ମାନଙ୍କୁ ମୋର ଅନୁରୋଧ, ଏହି କାହାଣୀ କୁ ନେଇ ଗୋଟିଏ ଫିଲ୍ମ ତିଆରି କରନ୍ତୁ । ବହୁତ୍ ଭଲ ହେବ ।
@stupidkabi4413
@stupidkabi4413 27 күн бұрын
Bhai aapan nka opinion uchhakotira....ahi valiaa moral film gote hele society pai vala huanta🙏🙏🙏🙏
@Sipun366
@Sipun366 Ай бұрын
Bapa❤❤❤❤❤
@deenabandhubehera3333
@deenabandhubehera3333 Ай бұрын
Super story.....First time odia short movie... 🙏🙏🙏🙏👌👌👌👌👌
@puspanjalisahoo8902
@puspanjalisahoo8902 14 күн бұрын
Bahut bhala heart touching
@ajitstudio5673
@ajitstudio5673 Ай бұрын
Bahut badia video kichhi sikhiba darakar video ru
@swostidham5073
@swostidham5073 15 сағат бұрын
😂😂 Bhout sundar Abhinaya 🎉🎉
@odiaeducational
@odiaeducational Күн бұрын
Writer nku salute 🎉
@GangaramBishi
@GangaramBishi Ай бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ବହୁତ ସୁନ୍ଦର ❤❤❤❤
@satyabhamapatrisatyabhamap5918
@satyabhamapatrisatyabhamap5918 17 күн бұрын
Samaj re 90% ghare2😂😂
@alokmoharana5761
@alokmoharana5761 Ай бұрын
Wooow.... Great
@daywithsudhir7843
@daywithsudhir7843 20 күн бұрын
ବହୁତ ସୁନ୍ଦର ହେଇଛି ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ବହୁତ ସୁନ୍ଦର ଉପପ୍ଥାପନା
@silisethi2318
@silisethi2318 Ай бұрын
Buhut bhalahechhi luhasi jauchhi ❤❤❤❤bapa
@SumatiMohanta-kz2eb
@SumatiMohanta-kz2eb 12 күн бұрын
ବହୁତ ସୁନ୍ଦର
@K.SwearRaoAchari
@K.SwearRaoAchari Ай бұрын
Beautiful story 😢😢😢
@OdiaKhadya
@OdiaKhadya 5 күн бұрын
ଚିରାଚରିତ ହେଲେବି କାହାଣୀ ବହୁତ ଭଲ ହେଇଚି, କିନ୍ତୁ ନିର୍ଦେଶନାରେ କମି ରହିଲା ବୋଧେ... ସେଥିପାଇଁ ଅଭିନୟକୁ ଖରାପ କହିବିନି କିନ୍ତୁ ପରିପକ୍ୱ ହେଇପାରିନି କହିବି, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ମିଉଜିକ ସବୁଠୁ ଖରାପ ଅନୁଭବ ଥିଲା ମୋ ପାଇଁ, ହତ୍ୟା ଓ କ୍ରାଇମ ସିନ ଭଳି ମିଉଜିକ ଖାଲି ଘୋ ଘୋ କରୁଛି, ଶ୍ରୁତିକଟୁ ଅଟେ | ଆଶାରଖୁଛି ଆଗକୁ ଭଲ ହେବ | କମେଣ୍ଟ ପଢି ଖରାପ ଭାବିବେ ନାହିଁ |
@ashishkumarpanda606
@ashishkumarpanda606 Ай бұрын
heart touched story
@rekhanayak5929
@rekhanayak5929 16 күн бұрын
ବହୁତ ସୁନ୍ଦର ଗପ 👌👍
@rakeshrout6159
@rakeshrout6159 Ай бұрын
Vahutu vala video au kichi sikhi ba darkar e video ru
@dashamurmu8160
@dashamurmu8160 Ай бұрын
ଅତି ସୁନ୍ଦର..... 👌
@dinabandhupadhi9079
@dinabandhupadhi9079 7 күн бұрын
ଅତ୍ଯନ୍ତ ମର୍ମସ୍ପର୍ଶୀ 😭😭😭🥰🥰🥰🥰🥰🙏🙏🙏🙏🙏🚩🚩🚩🚩🚩🚩🚩
@madhusmitasahu3354
@madhusmitasahu3354 21 күн бұрын
Bohut khubsurat haechi video Jay Jagannath 🙏
@chikunbehera-xc3jg
@chikunbehera-xc3jg 28 күн бұрын
Bahut bhala heichi ati sundar video❤❤❤
@LilimaniMunda-e8w
@LilimaniMunda-e8w 14 күн бұрын
Bohut heart touching video , video dekhu dekhu bohut dinora puruna kotha mone podigala😂😂😂😂😂
@ashokkumarmajhi3718
@ashokkumarmajhi3718 10 күн бұрын
I really thankfull to the maker of the film specially the writter .I think ontime right decision by Mr Ashok but secrecy never hide the pain of a father a father is nothing but everything when the time comes than q sir
@nrusinghasatapathy9684
@nrusinghasatapathy9684 Ай бұрын
Pura 1number
@chitraajit7630
@chitraajit7630 16 күн бұрын
Bahut sunder 👌👌
@ChandrayMajhi-we9rm
@ChandrayMajhi-we9rm 14 күн бұрын
ବଢିଆ ହୋଇଛି ❤❤❤❤❤❤❤❤
@susmitapatnaik1156
@susmitapatnaik1156 10 күн бұрын
Very nice video 👌👌
@sansarbadatya3316
@sansarbadatya3316 Ай бұрын
❤❤❤❤❤❤Bahut bhala lagila❤❤❤❤❤❤
@ranjitnaik2142
@ranjitnaik2142 13 күн бұрын
Nice video bapa I love you
@swapnaranimama4113
@swapnaranimama4113 Ай бұрын
Bahut badhia❤❤❤❤supp🎉🎉🎉🎉🎉...
@simplelifevlogersugyani6140
@simplelifevlogersugyani6140 20 күн бұрын
Bahut sundar story🙏🏻😭😭
@Sushrreee
@Sushrreee Ай бұрын
❤ good to see y'all grow.. cheers to many more 💐
@DebasisMohantysinger
@DebasisMohantysinger Ай бұрын
Exillent story
@SanjayJena-z6n
@SanjayJena-z6n 10 күн бұрын
Hrudaya sparsi kahani tiea au jibanta abhi aya ati sundar
@mosesh406
@mosesh406 Ай бұрын
ବହୁତ୍ ହୃଦୟସ୍ପର୍ଶୀ କାହାଣୀ
@akashpatra2786
@akashpatra2786 12 күн бұрын
Very Very nice video bhai thank you Jay Jagannath
@aaradhyarout5517
@aaradhyarout5517 14 сағат бұрын
Love you bapa
Dalema Returns//Odia Comedy//4K//Funny Angulia//Khordha Toka
36:48
Funny Angulia
Рет қаралды 110 М.
黑天使只对C罗有感觉#short #angel #clown
00:39
Super Beauty team
Рет қаралды 6 МЛН
УДИВИЛ ВСЕХ СВОИМ УХОДОМ!😳 #shorts
00:49
За кого болели?😂
00:18
МЯТНАЯ ФАНТА
Рет қаралды 3,3 МЛН
7PM Bulletin || 29th November 2024 || Kanak News
19:41
Kanak News
Рет қаралды 20 М.
Papu pom pom comedy Bhubaneswar balijatra 2024
19:20
Odisha Exclusive
Рет қаралды 286 М.
黑天使只对C罗有感觉#short #angel #clown
00:39
Super Beauty team
Рет қаралды 6 МЛН