ବର୍ଷିଲେ ମନ୍ମଥ ଓ BJD ଟିମ୍ ଭରତପୁର୍ ଥାନା ୫ ପୋଲିସ୍ ଅଧିକାରୀଙ୍କୁ ସସପେଣ୍ଡ ନୁହେଁ ଟର୍ମିନେଟ୍ କରାଯାଉ !Bbsr news

  Рет қаралды 167,852

Pratidin TV

Pratidin TV

Күн бұрын

Пікірлер: 903
@sewanayak945
@sewanayak945 Ай бұрын
ପୁରୁଣା ରୋଗ ଯାଇନି ପୋଲିସ ଵାଲାଙ୍କର 24ବର୍ଷ ରାଜ କଲ ଆଉ ଚଳିବନୀ ତୁରନ୍ତ ଆକ୍ସନ ନିଅନ୍ତୁ ମୋହନ ସରକାର 🙏
@PRAKASHMOHANTY-x1x
@PRAKASHMOHANTY-x1x Ай бұрын
ଚାକିରିରୁ ବହିଷ୍କାର କରିବା ନିହାତି ଜରୁରୀ।
@siddyantamajhi3784
@siddyantamajhi3784 Ай бұрын
Maghia ku mada darkar
@subhakarbindhani2054
@subhakarbindhani2054 Ай бұрын
Very good
@aapu_tv
@aapu_tv Ай бұрын
ଠିକ କଥା ନହେଲେ ସୁଧୁରି ବେ ନି
@MADANMOHANDAS-y8l
@MADANMOHANDAS-y8l Ай бұрын
3:30 tu chakiri deithilu
@JitendraJitendra-zb8zn
@JitendraJitendra-zb8zn Ай бұрын
Police hata utheibata thik nuhe
@RAJESHpradhan01994
@RAJESHpradhan01994 Ай бұрын
15 ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ଦେଇ ପୂର୍ବରୁ ଚାକିରି ପାଇଥିବା ପୋଲିସ ବାବୁ ମାନଙ୍କ ଠାରୁ ଆଉ ଅଧିକ କଣ ଆସା କରାଯାଇ ପାରିବ। ଏଥିପାଇଁ ପୂର୍ବରୁ ଥିବା ବିଜେଡି ସରକାର ସମ୍ପୂର୍ଣ୍ଣ ରୁପେ ଦାୟୀ।
@mysarthakcreations
@mysarthakcreations Ай бұрын
Sabu 24 barsha ra karamTi
@rameshchandrasahoo8872
@rameshchandrasahoo8872 Ай бұрын
Puruna gha re nua dabai darkar. Termination sathe sathe Barack ku nei third degree sena deu
@DillipSahoo-i1x
@DillipSahoo-i1x Ай бұрын
ଭାଇ ସତରେ ଠିକ କଥା କହିଲ
@RASHMIRANJAN-t1y
@RASHMIRANJAN-t1y Ай бұрын
Ebe BJP ଉଚିତ୍ ନ୍ୟାୟ ଦେଉ......ପୂର୍ବ ସରକାର ଙ୍କୁ ଦୋଷ ଦେଇ ଖସି ଗଲେ ହେବ ନାହିଁ
@Hhhg-y3x
@Hhhg-y3x Ай бұрын
ଦଣ୍ଡ ଦିଆଯିବ ଉଚିତ୍। କିନ୍ତୁ ୨୪ ବର୍ଷ ର ଅମାନବୀୟ ଅତ୍ୟାଚାର ବେଳେ କେହି ଲୁହ ଟିକେ ଦେଖିଲନି ଖାଲି ପାଣ୍ଡୁ ର ଚାଟିବା ରେ ବ୍ୟସ୍ତ ରହିଲ । ପରୀ , ମମିତା ଆଉ ଅନେକ....
@biswamberbhutia3280
@biswamberbhutia3280 Ай бұрын
24ବର୍ଷ ଭିତରେ ତମ ଘରେ ପୋଲିସ କୁ ଲଙଗାଳା ପୋଷାକ କରିଥିଲ। ଜଣେ ଭୁଲ କରିବ, ସମସ୍ତେ ପୋଲିସ ଏ ଭଳି କେବେ ହେଈଥିଲା
@deepakbiswal1205
@deepakbiswal1205 Ай бұрын
Mo Bhai parpekt 🙏🙏🙏
@chinmayasahu5916
@chinmayasahu5916 Ай бұрын
Army yanku udeidau
@suryakantbarik2347
@suryakantbarik2347 Ай бұрын
bhai 💯 right
@PravatSahoo-ch3pc
@PravatSahoo-ch3pc Ай бұрын
Chaluni kahuchi chhunhiku -----------😁😁😁😅😢🤪🧟👈
@atmaramdasatmaramdas3879
@atmaramdasatmaramdas3879 Ай бұрын
ଆପଣ ୨୪ ବର୍ଷ ପୁରା ଠିକ କରିଛନ୍ତି ଆପଣଙ୍କ କ୍ୟାବିନେଟ ମିନିଷ୍ଟର ଙ୍କୁ ଦିନରେ ମାରିଦେଲ ଆପଣ ଆଜି ପର୍ଯ୍ୟନ୍ତ ସୋଇଛନ୍ତି ଓଡ଼ିଶାର ଜନ ସାଧାରଣଙ୍କୁ ଭକୁଆ ବନାନ୍ତୁ ନାହଁ
@pupunaseth7385
@pupunaseth7385 Ай бұрын
Tara mg Kia fatuchi
@prasantray5483
@prasantray5483 Ай бұрын
Don't talk rubbish.No politics.We must give justice to a women.
@jchoudhury274
@jchoudhury274 Ай бұрын
BJD ସରକାର ସମୟ ର ବ୍ରିଟିଶ ପୋଲିସ ତୁମେ BJD ନେତା କାହାକୁ କହୁଛ ତୁମ ପୋଲିସ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କୁ ମରିଥିଲା ତୁମ ପାଟି ଫିଟି ଲାନି ଜୟ ଜଗନ୍ନାଥ
@TapankumarDora-m4w
@TapankumarDora-m4w Ай бұрын
ମୁର୍ଖ ମାନେ BJD କରିଥିଲା ବୋଲି ତୁମେ ବି କରିବକି ତୁମମାନଙ୍କୁ ଭୋଟଦେଇ ଆମେ ମାଡ଼ ଖାଉଛୁ ଶଳା ପୋଲିସ ହାତରୁ ଖାଲି ଖାଲିରେ
@prajanadattaputhal7034
@prajanadattaputhal7034 Ай бұрын
Naba das marichi bhala hechhi
@nabaghanasahu9660
@nabaghanasahu9660 Ай бұрын
​@@prajanadattaputhal7034 Ekdum thick katha . Ame sadharana loka Corona re maruthilabele Naba das 600 Hywa gote time re bahar karithila paisha kouthu paila .
@aloksahoo5419
@aloksahoo5419 Ай бұрын
Bala bjp 😂😂😂😂😂 Banda bjp
@manashranjanbehera-mc3tg
@manashranjanbehera-mc3tg Ай бұрын
​@@aloksahoo5419mo bandara bala bjd to banda bjjjjjd 😅
@saradasahoo2409
@saradasahoo2409 Ай бұрын
ହେଇରେ ଏ ଆଜ କି ଦେଖିଲାରେ ମୋର ନୟନ ।ଏବେବି ଓଡିଶା ପୁଲିସି ଭାବୁଛି ଏଠି ଚାଲିଛି ନବୀନ ଶାସନ😮
@laxmansahoo4681
@laxmansahoo4681 Ай бұрын
ନବୀନା ମାହିଆର ଅସୁମାରୀ ସ୍ବପ୍ନ 🎉
@purnanayak5383
@purnanayak5383 Ай бұрын
ଆଗରୁ ଯଦି ସରକାର ଏପରି ଅବସ୍ଥା କୁ ହଟେଇ ଥାଆନ୍ତେ ହୁଏତ ଏବେ ଏ ଅବସ୍ଥାରେ ପହଞ୍ଚି ନଥାନ୍ତା । ଆଗରୁ ଏ ପ୍ରକାର ବ୍ୟବହାର ରହି ଆସିଛି,
@RanjitKumar-dl3gr
@RanjitKumar-dl3gr Ай бұрын
ଏ ଘଟଣା ପାଇଁ ବିଜେଡି ଦାଇ। ୨୪ ବର୍ଷ ଭିତରେ ଯୋଉ ସବୁ ଅଭ୍ୟାସ ଥିଲା ତାହା ହେଲା। ଏ ସରକାର ତ ଏ ଘଟଣା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଅଡର ଦେଲେ ତମର ତ ନବ ଦାସ ମଡ଼ର କରିଦେଲ ମୁହଁ ଖୋଲିଲାନି କୋଉ ବିଜେଡି ନେତା ଙ୍କର ଆଜି ଆସିଛ କୁମ୍ଭୀର କାନ୍ଦନା ଦେଖୋଉଚ। ଆଉ ଗୋଟେ ଆସିଛି ସୁର ପୁଅ ବୋପା ପରୀକା ବାଚାଳ ଶଳା
@duryodhankhatua1809
@duryodhankhatua1809 Ай бұрын
ଏ ଭଳି ଅଭ୍ୟାସ ପୂର୍ବ ସରକାରଙ୍କ ଅମଳରୁ ଚାଲିଥିଲା। ବଦଳିବାକୁ ସମୟ ନେବ ।
@manojmuduli9000
@manojmuduli9000 Ай бұрын
Tu gote param maghia
@krishnachandra2549
@krishnachandra2549 Ай бұрын
Right
@smrutiranjansatapathy7463
@smrutiranjansatapathy7463 Ай бұрын
Sarkar change hela kintu tanka abhyasa chhadini ,mohan babu strict action darkar nahele bjd government re jemti police karuthila ebebi seya houchhi.
@manoranjanmaharana9549
@manoranjanmaharana9549 Ай бұрын
Tame maagihe sudhuribani.kan hauthila .abe kan hauchi ta upare kaha .
@prasantray5483
@prasantray5483 Ай бұрын
Kan samay naba.Politics karantu nahi.Severe action is a must.
@jyotisankarray3102
@jyotisankarray3102 Ай бұрын
ପୂର୍ବ ସରକାର୍ ରୁ ପୋଲିସ ଏମିତି ହୋଇ ଯାଇଛନ୍ତି
@bikramkumarkalia6522
@bikramkumarkalia6522 Ай бұрын
Sala BJD balanku laja nahi chaluni hoi chhunchiku kahuchi
@itsbikram24
@itsbikram24 Ай бұрын
ଚାକିରି ବାହାର କରାଯାଉ । ଏମିତି ଭବିଷ୍ୟତରେ କରିବାକୁ ସାହାସ କରିବେ ନାହିଁ ।ସାଧାରଣ ଲୋକଙ୍କ ସହିତ ଏମିତି ହୋଇଥିଲେ ପାଟି ଖୋଲିଥାନ୍ତା ତ?କାହିଁକି ନା ବିଜେଡ଼ି ସରକାର ସମୟରେ ସାଧାରଣ ଲୋକ ଙ୍କ ନାମରେ ମିଛ କେସ ଦେଇଛନ୍ତି ତାଙ୍କ ପାଇଁ କେହି ବାହାରିବାର ଦେଖି ନାହାନ୍ତି ଲୋକେ ।
@santoshmohapatra900
@santoshmohapatra900 Ай бұрын
ଆରେ ତମ ବିଜେଡି ସରକାର ଥିଲା ବେଳେ, ଏ ମୀତି ହଉ ଥିଲା, ଆଉ ତମେ ନିନ୍ଦା କରୁନ, ତମରି ରୋଗ କିଛି police ଙ୍କ ଦେହରେ ରହି ଯାଇଛି, ତମ ରୋଗ ସବୁ BJP ଭଲ କରି ଦେବ,
@mrutyunjaynayak4684
@mrutyunjaynayak4684 Ай бұрын
ପରି,ମମିତା, ବେବିନା, ପିହୁ, ଇତିଶ୍ରୀ, ମାଧବୀଲତା,ଏମାନଙ୍କ ସହିତ ଯାହା ହେଇଥିଲା
@NandiniBehera-m3h
@NandiniBehera-m3h Ай бұрын
ଏ ଡକାୟତ ମାନେ କାହାପାଇ ଓକିଲାତି କରିବାପାଇ ଆସିଛନ୍ତି, ନବୀନ ପଟ୍ଟନାୟକ ଏମାନଙ୍କୁ 24 ବର୍ଷ ପାଳିକି ରଖିଥିଲା
@srikanta671
@srikanta671 Ай бұрын
ଏ ମାଗିଆ ବିଜେଡି ପୋଲିସ,, ବିଜେଡି ପଇସା ଖାଇକି ପୋଲିସ ଚାକିରୀ ଦେଇଛି ମାଗିଆ ତୁମ ପୋଲିସ,,
@narayanadash552
@narayanadash552 Ай бұрын
ବାଇଟି ପରେ, ଗୋପାଳ, କଥା, ମନେ, ପକାଇ, କୁହନ୍ତୁ,, ସେକଥା, ଟିକେ, ମିଡ଼ିଆ, ଭାଇ, ପଚାରନ୍ତୁ
@sagarsahu5937
@sagarsahu5937 Ай бұрын
BJD ପାଇଁ ହିଁ ଏ ଓଡ଼ିଶା ପୋଲିସ୍ ଉତୁପାତ ହୋଇଛି।
@Aswinagomango
@Aswinagomango Ай бұрын
Ebe kar sarakar tamor ki kn tame ନିଜେ voot delona
@SethyBabuthepower
@SethyBabuthepower Ай бұрын
ହଁ ରେ ଜ୍ଞାନୀ ଗେହୀ
@RajeshB-v1p
@RajeshB-v1p Ай бұрын
B j d tote geichi
@SethyBabuthepower
@SethyBabuthepower Ай бұрын
@@RajeshB-v1p ଆଉ ମୁଁ ତୋ ଭଉଣୀ କୁ
@pandabkumar-bo6rg
@pandabkumar-bo6rg Ай бұрын
Odisha ku bjp asila pare amiti hauchhi
@Manoj.1989
@Manoj.1989 Ай бұрын
😂😂😂😂😂😂😂😂 ଏତେ ନାଟକ କରନି ୨୪ବର୍ଷ ତମେ କରିଥିବା କୁକର୍ମ ର ୟେ ନମୁନା...... ଏହି ଥାନା ଅଧିକାରୀ ବାଲିଯାତ୍ରା ରେ ସାଇକେଲ ଷ୍ଟାଣ୍ଡ ରୁ ଲାଞ୍ଚ ନେଲାବେଳେ ଧରାପଡ଼ିଥିଲା ତାକୁ ସେତେବେଳେ punishment ନଦେଇ ତାକୁ ଆଦର୍ଶ ଥାନା କୁ ପଠେଇ ଦେଲ...... ଆସିଗଲେ ନାଟକ କରିବାକୁ.…....
@nakulnaik1423
@nakulnaik1423 Ай бұрын
ୟାକୁ ସବୁଦିନ ପାଇଁ ଚାକିରିରୁ ବହିଷ୍କାର କରାଯିବା ଦରକାର
@subashchandra5589
@subashchandra5589 Ай бұрын
@akshayabhoi2802
@akshayabhoi2802 Ай бұрын
ଏମାନଙ୍କ ପାଇଁ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନୁତନ ସରକାର
@kailashranjan5349
@kailashranjan5349 Ай бұрын
Bjp achi boli immediately action hela....bjd thile.....kichi hei na thanta
@laxmidharlifestylevlog3352
@laxmidharlifestylevlog3352 Ай бұрын
ଯେମିତି ଗୋଭନନ୍ନର ପୁଅ କଥା
@ramakantabiswal6582
@ramakantabiswal6582 Ай бұрын
Army office ru tweet hela pare action hela kichi janiparuna
@sunilkumarpradhan898
@sunilkumarpradhan898 Ай бұрын
Army lokaku mada hela Bjp soithile?
@puspanjalipuspam774
@puspanjalipuspam774 Ай бұрын
Right
@KshitishSa
@KshitishSa Ай бұрын
Right 👍
@pranaya3971
@pranaya3971 Ай бұрын
ଦୟାକରି ସମସ୍ତ ଙ୍କୁ ଅନୁରୋଧ ରାଜନୀତି କରନି।
@Motivational__video56
@Motivational__video56 Ай бұрын
Kie rajaneeti karuchhi ki .
@siddyantamajhi3784
@siddyantamajhi3784 Ай бұрын
Nai padithibu jetiki bele bidhai maribu setiki bele😂
@maheshpati9309
@maheshpati9309 Ай бұрын
Sabuguda rajaniti nuhe au kn tame Bhai galani sei political leader mane nhi tk kahuchhanti sadharana loka uthiba darkar
@maheshpati9309
@maheshpati9309 Ай бұрын
Hasani Bhai a bhla situation nuhe
@mahendranathtudu9105
@mahendranathtudu9105 Ай бұрын
Eye politics nuhe
@ramakantabehera4856
@ramakantabehera4856 Ай бұрын
❤❤❤ରାଜନୀତି କରନା ସରକାର ଷ୍ଟେପ ନେଉଛନ୍ତି ଅତୀତରେ ପରି d f o ସୌମ୍ୟରଞ୍ଜନ ମାମିତା ଭଳି sambedan କେସ ରେ ନବୀନ ସରକାର ନୀରବ ନ reaction thila
@niranjansahoo2024-j7i
@niranjansahoo2024-j7i Ай бұрын
ତମେ ବିଜେଡି ର ନେତା ମାନେ ତମେ ଏସବୁ ତିଆରି କରୁଥିଲ। ତମ ବିଜେଡି ସରକାର ପରି ଭଳି କେତେ ନିରୀହ ମହିଳାଙ୍କ ଜୀବନ ନେଇଛ ତାହା ଭାବିବା ଭୁଲ।
@bshomedia8204
@bshomedia8204 Ай бұрын
ବିଜେଡି ସରକାର ପୋଲିସ୍ ମାନେ ପାଣ୍ଡିଆ ଅଛନ୍ତି ବୋଲି ଭାବୁଛନ୍ତି, ବିଜେଡ଼ି ନେତା ମାନେ ଏହି ପୋଲିସ୍ ମାନଙ୍କୁ କଣ କରିବା ଦରକାର BJD କୁହନ୍ତୁ, ବିଜେଡ଼ି ସରକାର ଥିଲା ବେଳେ ଏମିତି ହେଇ ଆସୁଛି ସେହି ଅଭ୍ୟାସ ଛାଡ଼ି ନାହିଁ,
@santoshsenapati1447
@santoshsenapati1447 Ай бұрын
Sata Katha
@pradeepsaha6145
@pradeepsaha6145 Ай бұрын
Bjd bjp kn be ethire
@subratsahu937
@subratsahu937 Ай бұрын
Barman katha kuha bhai bjd BJP karani aita se samaya nuha se sabu pare kariba
@Eagleeye774
@Eagleeye774 Ай бұрын
ଦୀର୍ଘବର୍ଷ ଧରି ବିଜେଡି ନେତା କୁଜିନେତାଙ୍କ ହାତବାରିସୀ ସାଜିଥିବା ଓଡିଶା ପୋଲିସ ଏପର୍ଯ୍ୟନ୍ତ ନିଜର ବଦଭ୍ୟାସ ଓ ଅହଙ୍କାର ଛାଡିପାରିନି.. ବିଜେଡିର ଏ ଯେଉଁ ନେତାନେତ୍ରୀ ଭାଷଣ ମାରୁଛନ୍ତି ସେମାନେ ଚାଲୁଣି, ଦଳୀୟ ଚାପ ପକେଇ ପୋଲିସ ଡିପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ କଳୁଷିତ କଲାପରେ ଭଦ୍ରଲୋକୀ ଦେଖେଇ ହେବାକୁ ପଳେଇ ଆସିଲେ.. ଏମାନଙ୍କ ସମୟ ବି ଆଗକୁ ଆସୁଛି..
@milanthelakoushiknanchhpr9164
@milanthelakoushiknanchhpr9164 Ай бұрын
ଭାଇ ପଚିଶ ବର୍ଷ ଏମିତି କଥା ହଊଥିଲା ଆପଣ କଂ ପୋଲିସ ନବଦାସ କୁ ଗୁଲିବାଣ୍ଟ କରଥିଲେ ଆପଣ ହାରିଲେ ରାଜନିତୀ କରନାହିଁ
@pratapmaity2499
@pratapmaity2499 Ай бұрын
ସାଧାରଣ ଜନତା ମାଓବାଦୀମାନଙ୍କ ସହିତ ମିଳିମିଶି ପୋଲିସ୍ ଉପରେ ଆକ୍ରମଣ କରିବା ଉଚିତ୍
@Dinesh-h2v
@Dinesh-h2v Ай бұрын
Haan Bhai
@sushamanayak4316
@sushamanayak4316 Ай бұрын
ତୁମର ସୁସ୍ଥ୍ୟ ମନ୍ତ୍ରୀ ନବଦାସ କେସ କଥା ଟିକେ ଆପଣ ନ ଭୁଲି ସେଇଟାବି ଆପଣ ଟିକେ ଉଠାନ୍ତୁ ଭଲ ଲାଗିବ, ଜୟ ଜଗନ୍ନାଥ ❤❤❤❤
@gundripasiproductions
@gundripasiproductions Ай бұрын
ପୋଲିସ nighty ପିନ୍ଧି କି ଥାନାରେ ରହୁଛି ମାନେ କଣ OYO ରେ ଥିଲେ କି..ସେମାନେ ବୋଧେ ରାସଲୀଳା ସମୟରେ Disturb ହେଲେ ବୋଲି ରାଗି ଯାଇ Mejor ଙ୍କୁ ପିଟିଲେ..90% ପୋଲିସ ଏମିତି ହିଁ ଜନ ସାଧାରଣଙ୍କୁ ବ୍ୟବହାର କରନ୍ତି.. ପୋଲିସ ଛି ଛି ଛି ଛି ଛି
@subashchandra5589
@subashchandra5589 Ай бұрын
@pradipray6127
@pradipray6127 Ай бұрын
ଆଜି ଯଦି ଇଏ ଭଳି ସ୍ତରକୁ ଆସିଛି ସେଥିପାଇଁ ୨୪ ବର୍ଷ ର ସରକାର ଦାୟୀ
@BrundabanPujari-k2h
@BrundabanPujari-k2h Ай бұрын
24 ବର୍ଷର ସରକାର ବାଣ୍ଡକୁ ଧରି ବସିଲେ ହବନି ଏବେ ଯୋଉ ସରକାର ଅଛି ତାର ବାଣ୍ଡକୁ ଧର କାମରେ ଲାଗିବ 😂😂
@babucreation2.015
@babucreation2.015 Ай бұрын
ପୋଲିସ ମାନଙ୍କୁ ମାଡ଼ ହଉ ନି ସେଥି ପାଇଁ ଉତ୍ପାତ ହଉଛନ୍ତି
@SantanuDeep-qe4uk
@SantanuDeep-qe4uk Ай бұрын
ତୁମ୍ଭେ ମାନେ ଶବେ ସମାନ,ଯୋଗୀ,ସରକାର, ଦରକାର ସାବା ଡ୍,ହେବେ❤
@bbhabanipatra4018
@bbhabanipatra4018 Ай бұрын
Sethilagi BJP government jani jani uttar pradesh re tanku horiedela.......
@jagamohanpania9855
@jagamohanpania9855 Ай бұрын
IIC ku termination , with Jail 10years.
@krushnaprasad171
@krushnaprasad171 Ай бұрын
Are ମନ୍ମଥ ବାବୁ ଏତେ ଦିନ ପରେ ଦେଖା କଣ ଖବର ତମେ କହିଥିଲ ଫୁଲ ଫୁଟିବନି ବଲି କିନ୍ତୁ ପୁରା ଫୁଟିଗଲl
@jullysamal6626
@jullysamal6626 Ай бұрын
ଫୁଲ EVM phutaila janin ki
@KshitishSa
@KshitishSa Ай бұрын
Right 👍
@TapankumarDora-m4w
@TapankumarDora-m4w Ай бұрын
ଫୁଲ ଫୁଟିକି ତାଡ଼ି ବ ଅପରାଜିତାର ଦେଖାନାହିଁ ମ ନ୍ମଥ କଣ ଦେଖାଯିବ ଫୁଲ ଫୁଟିକି ମଉଳିଯାଇଛି ପ ପ୍ରଶାନ୍ତ ପ୍ରଦୀପ, କୁଆଡ଼େ ଗଲେ ଲେଖା ଛିଡ଼ିଗଲା କି
@sewanayak945
@sewanayak945 Ай бұрын
ଓଡିଶା ଲୋକ ଠିକ ଜାଣିଛନ୍ତି ସେଇଥିପାଇଁ ଚେର ଉପାଡିଦେଲେ ଆଉ ଛୋଡ଼ିହନା 😜👍
@SantoshBehera-sl4xq
@SantoshBehera-sl4xq Ай бұрын
କମ୍ ଛୋଡ଼ି ପକେଇ ଥିଲ ତମ ବିଜେଡ଼ି ସରକାର ଥିଲା ବେଳେ ତୁ ସୁର ପୁଅ କଣ ଜାଣିଛୁ ହଇରେ ଯେତେ ବେଳେ ମମିତ, ପରୀ , ବେବିନା ଯେତେ ବେଳେ ମଲେ ତାଙ୍କ ପରିବାର କୁ ନ୍ୟାୟ ଦେବା ପାଇଁ କେତେ ଜଣ ଯାଇଥିଲ ପୋଲିସ ଅଧିକାରୀ ମାନଙ୍କୁ ବିଜେଡି ଦଳ ର ନେତା ମନ୍ତ୍ରୀ ମାନେ ଏ ଇଟା ହିଁ କରିବାକୁ କହୁଥିଲ ମେୟର ସୁଲୋଚନା କହୁଛି ରକ୍ଷ କ ସାଜୀବ ଭକ୍ୟକ୍ କିଏ ସିଖେଇଛି ସେଇ ବିଜେଡି ସରକାର ଯୋଗୁ ଆଜି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହଉଥିଲା
@SantoshBehera-sl4xq
@SantoshBehera-sl4xq Ай бұрын
ଯୋଉ ଛୋଟ ପିଲାଟା ଶତାବ୍ଦୀ ନଗର ଡ୍ରେନ ପାଣିରେ ବୁଡି ତା ଜୀବନ ଚାଲିଗଲା କେତେ ଜଣ ଯାଇଥିଲ ବିଜେଡି ବିଧାୟକ ଏମ ପି ମେୟର ଯାଇଥିଲ ତା ବାପା ମାଆ ଯୋଉ ଭଳୀ କାନ୍ଦୁ ଥିଲେ ଦେଖିବାକୁ କଣ ଆକ୍ସନ ନେଇଥିଲା ତମ ବିଜେଡି ସରକାର
@PrafullaDas-d1h
@PrafullaDas-d1h Ай бұрын
BJD ସରକାର ଟାଇମ୍ ରେ ସବୁ ଉପାଡ଼ି ପକେଇଲ
@jacobpradhan8125
@jacobpradhan8125 Ай бұрын
Tu njp chura ki sala laja amiri comment karuchha
@prashantswain3406
@prashantswain3406 Ай бұрын
Bjd opadilani BJP opaduni kan pain
@laxmansahoo4681
@laxmansahoo4681 Ай бұрын
ଆଲୋ ସଖୀ, ଆପଣା ମହତ ଆପେ ରଖି, ଗୁହକୁ ମାରିଲେ ମୁହଁକୁ ପଡେ, ମନ୍ମଥଙ୍କ ଶିବ ଠାକୁରଙ୍କ ପ୍ରତି ଦୟା,, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି,🎉
@prafullabiswal9489
@prafullabiswal9489 Ай бұрын
CM sir take action immediately
@SubashNaik-z9d
@SubashNaik-z9d Ай бұрын
ଭାଇ ୨୪ ବର୍ଷ ପରେ ଆପଣ ନାୟ ପାଇଁ ବାହାରକୁ ବାହାରିଲେ ବୋଧେ। ଆପଣଙ୍କ ସରକାର ଥିବାବେଳେ କାଇଁ ପାଟିରୁ କଥା ବାହାରୁ ନଥିଲା। ମାନିବାକୁ ପଡିବ ଆପଣଙ୍କ ରାଜନୀତି।
@rahulbadset
@rahulbadset Ай бұрын
କାଯ୍ୟନୁଷ୍ଠାନ କରା ଯାଉ
@asimapanda-cy1ip
@asimapanda-cy1ip Ай бұрын
ବିଜେଡି ସମୟ ରେ ମହିଳାମାନେ ପୁରାପୁରି ସୁରକ୍ଷୀ ତରହୁଥିଲେଲାଜମାତୁନି ତମ ମାନଙ୍କୁ
@shankarshansahoo928
@shankarshansahoo928 Ай бұрын
Immediately action CM in odisha
@SPD1206
@SPD1206 Ай бұрын
ଆଜ୍ଞା BJD ପଣ୍ଡିତମାନେ ଶୁଣନ୍ତୁ ଏ ପୋଲିସ ମାନେ 100 ଦିନର ନୁହଁ ଏମାନେ ପୁରୁଣା ଓ ଏମାନଙ୍କ ଖେଳ ମଧ୍ୟ ପୁରୁଣା, ତମ ସରକାର ଥିଲାବେଳେ ଏମାନେ କଣ ତୁଳସୀ ଥିଲେ BJP ଆସିବାରୁ ବିଛୁଆତି ହେଇଗଲେ 🤣🤣🤣ବେଲଜ୍ୟା 😜
@Hrusikesh75
@Hrusikesh75 Ай бұрын
Suspend nai terminate karajau
@BAPIDAS-i9p
@BAPIDAS-i9p Ай бұрын
ସବୁଦିନ ପାଇଁ ଚାକିରି ରୁ ବାହାର କରିବା ଠିକ୍ ହେବ ।
@niksharma-ol8ii
@niksharma-ol8ii Ай бұрын
BJD pain police ra eyi abastha..
@BrundabanPujari-k2h
@BrundabanPujari-k2h Ай бұрын
ବିଜେପି କିଛି ଏକ୍ସନ ନେଇ ପାରିଲାନି ବୋଲି ବିଜେଡି କୁ ଦାୟୀ ବୋଲି କମେଣ୍ଟରେ ଲେଖୁନ 😂😂
@pramodakumarpatra9196
@pramodakumarpatra9196 Ай бұрын
Iic ଶଳାକୁ ଜେଲ ପଠାଯାଉ ଚାକିରିରୁ ବହିଷ୍କାର କରିଦେଲେ ତାର କିଛି ହବନି କାରଣ ସେ କୋଟି କୋଟି ଟଙ୍କା ଖାଇଥିବ
@subratmaharathy435
@subratmaharathy435 Ай бұрын
ନାଇଟି ପିନ୍ଧିଥିବା ପୋଲିସ ମାଡାମ ଙ୍କ ପିଚାକୁ ପିଚାକୁ ଛାଟ ପରେ ଛାଟ ଲଗେଇ ନାଲି ପକେଇ ଚୋପା ଛଡେଇ ଦିଅ।ବିଜେପି ସରକାର ହେଉଛି ଅପାରଗ ସରକାର।
@banamalishial3002
@banamalishial3002 Ай бұрын
ବହିଷ୍କାର କରାଯାଉ ଯଥା ଶୀଘ୍ର
@maakitchenette
@maakitchenette Ай бұрын
BJP ଲଜ୍ଜା ଆଇନ ସୁରକ୍ଷାପାଇଁ ଚିନ୍ତିତ
@pramodjhankar9720
@pramodjhankar9720 Ай бұрын
ପୋଲିସ କୁ pravite କରାଯାଉ
@villagetime2767
@villagetime2767 Ай бұрын
ଆଜ୍ଞା madam ଯେତେବେଳେ bjd ସରକାର ଥିଲା ସେତେବେଳେ ବହୁତ case ଆସୁଥିଲା but BJD ସରକାର କେସ କୁ ଚାପି ଦେଉଥିଲେ। ଆଉ ଆଜି ଯୋଉ ସରକାର ଅଛି ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନୋହୋଉଚି।
@pratapswain3159
@pratapswain3159 Ай бұрын
ଯା ହେଉ ବଡ଼ିଆ ଲଲି ପପ ଟେ ମିଳିଯାଇଛି ପୁରା ନବୀନା ଗେଂଗ ମାଡିଆସିଲା
@KedarJena-ki9el
@KedarJena-ki9el Ай бұрын
BJD police thila, ଏବେ ବିଜେପି ଆସିଲା, don't worry
@swadhikarbetaj3768
@swadhikarbetaj3768 Ай бұрын
ମ୍ୟାଡାମ! ଏସବୁ ତୁମ ନବୀନ ସରକାରଙ୍କ ଦାନ ଅଟେ।
@dr.surendranathdash8861
@dr.surendranathdash8861 Ай бұрын
Where is local MP Apajita madam?
@rikashsingh4726
@rikashsingh4726 Ай бұрын
ସୁର ପୁଅ କୋଉଠି ଥିଲୁ ଇଲେକ୍ସନ ରେ ହାରିଲା ପରେ ତୋତେ ଆଜି ପ୍ରଥମ ଥର ମିଡିଆ ରେ ଦେଖିଲି
@amulyanayaks1438
@amulyanayaks1438 Ай бұрын
Right 👍
@manasdas5715
@manasdas5715 Ай бұрын
ଚାଲିଆଇଲେ ରାଜନିତି କରିବାକୁ,ତୁମ ବିଜେଡି ସରକାର ସମୟରେ କଣ ଚାଲିଥିଲା, ସେଥିପାଇଁ ଲୋକେ ତୁମକୁ ଫୋପାଡି ଦେଲେ, ଜନତା ଚାହୁଁଛନ୍ତି ଦୋଷୀ ପୋଲିସ୍ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଜାଉ,ସେନା ଆମର ରକ୍ଷକ
@BipinaBhoi-x2r
@BipinaBhoi-x2r Ай бұрын
Taigar BJD Funi Asiba 29
@sanjaynath6217
@sanjaynath6217 Ай бұрын
ଏ ହେଇନି କିଛି ଆଗକୁ ଆହୁରି ଅଛି ସବୁ ଠାରୁ ବଡ କଥା ପ୍ରଥମେ ରାଜ୍ୟ ପାଳ କୁ ଆଗେ ବିଦା କରିବା ଦରକାର
@kailashranjan5349
@kailashranjan5349 Ай бұрын
Sabu bjd sasan pain
@laxmidharlifestylevlog3352
@laxmidharlifestylevlog3352 Ай бұрын
ଏବେ ବିଜେପି
@SatyaranjanSethy-u3l
@SatyaranjanSethy-u3l Ай бұрын
ଇଏ ଏବେ ଛାତି ପିଇଟି ଚିତ୍କାର କରୁଛନ୍ତି ଅଶକ ପଣ୍ଡା ବାବୁ ତମେ ଏମାନଙ୍କ ସାହସ ଦେଇଥିଲ ଏଇବେ ମିଡ଼ିଆ ଆଗରେ ମିଛ କୋଉଛ ଓଡ଼ିଆ ଲୋକ ବୋକା ନୁହନ୍ତି
@lbrothers854
@lbrothers854 Ай бұрын
IIC BJD ଶାସନ ର ମାନସିକତା ରୁ ବାହାରି ନାହାନ୍ତି
@Lovely143Dipti
@Lovely143Dipti Ай бұрын
ପୂର୍ବ ସରକାର ଏଇ ଲୋକକୁ ଖରାପ୍ କରିଛି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ମୋର ଅନୁରୁଧ ଏଇ ପୋଲିସ କୁ Dismiss କରନ୍ତୁ ଆଉ 14 ବର୍ଷ କାରାଗାର ରେ ରଖନ୍ତୁ
@bapanbehera5228
@bapanbehera5228 Ай бұрын
Ty Bhai
@alimuddin9427
@alimuddin9427 Ай бұрын
We demand dismiss from service
@lbrothers854
@lbrothers854 Ай бұрын
ଯାହା ଡିମାଣ୍ଡ କରୁଛନ୍ତି ଆମେ ଗ୍ରହଣ କରୁଚୁ ପୋଲିସ ର ଏଭଳି କାର୍ଯ୍ୟ ନିଦାନୀୟ ଓ ଦଣ୍ଡ ନୀୟ କିନ୍ତୁ ମେୟର ଙ୍କ କଥା ଟି ମୋର ହଜମ ହେଲାନି। ସେ କହିଲେ କ୍ରାଇମବ୍ରାଞ୍ଚ୍ ର ଉପରେ ଭରସା ନାହିଁ ଯଦି ନାହିଁ ପରି , ମମିତା ଭଳି କେସ ର ତଦନ୍ତ BJD ଶାସନ ରେ କ୍ରାଇମ୍ ବ୍ରାଞ୍ଚ କିପରି କରୁଥିଲା।
@sabitakuldip4192
@sabitakuldip4192 Ай бұрын
💯 right sir tarminat କରାଯାଉ
@fearless4421
@fearless4421 Ай бұрын
ଏ ନିଲମ୍ବିତ କେଉଁଠି ରହୁଛନ୍ତି ସେମାନଙ୍କୁ ଠାବ କର ତାଙ୍କୁ ପନିସ୍ ମେଟ୍ ସାଧାରଣ ଜନତା ଦେଲେ ସେମାନେ ଚେତିଲେ ।
@mantunayak3046
@mantunayak3046 Ай бұрын
ମାଆ ଲ ଏ ପୋଲିସ ତମ ୨୪ବର୍ଷ ର 😂🎉
@arabindananda1405
@arabindananda1405 Ай бұрын
ଏହାକୁ ରାଜନୀତି କରାନଯାଉ. ଦୋଷୀ ଦଣ୍ଡ ପାଉ, ଏହାହିଁ ସମସ୍ତଙ୍କର ଇଛା.
@SekharMoharana-g9s
@SekharMoharana-g9s Ай бұрын
ସରକାର କଣ କହିଛି ରାତି ଅଧ୍ଧରେ ଏମିତି କରିବା ପାଇଁ ଏମାନଙ୍କର କଣ ଇଜ୍ଜତ ଅଛି ଏ ପରା ତା ମାଇକିନାଙ୍କୁ ଛାଡ଼ିଛି ଏ କଣ ସାକ୍ଧତାକର ଦବ ପାଗଲତା
@sridhartarai9797
@sridhartarai9797 Ай бұрын
Support Jawan, Jay kisan,
@satyacreation6694
@satyacreation6694 Ай бұрын
ବି ଜେ ଡି ରୁ ଅଭ୍ୟାସ ଅଛି
@Jay_Shri-Ram091
@Jay_Shri-Ram091 Ай бұрын
ଏ ମାନକୁ କିଏ ପୋଷ୍ଟିଙ୍ଗି କରିଛି? 75ବର୍ଷ ରେ କଣ ଉଖାଡିଛି BJD Cong atankbadi Bangladesh Rohingya ମାନକୁ a ମାନେ ସବୁ ଓଡ଼ିଶା ରେ ପୁରେଇଛନ୍ତି
@muralidharbiswal7409
@muralidharbiswal7409 Ай бұрын
ବିଜେଡି ଶାସନ ଶାସନ ସମୟରେ ଏମାନଙ୍କର ମୁହଁବାଢିଯାଇଛି.
@liveforever6998
@liveforever6998 Ай бұрын
24 ବର୍ଷ ର BJD ପୋଲିସ
@SekharMoharana-g9s
@SekharMoharana-g9s Ай бұрын
Ae ଘଟଣାକୁ ରାଜନୀତି କରାନଯାଇ
@NeteraPujari
@NeteraPujari Ай бұрын
ଯେଇସାକୁ ତେଇସା ହାରମଜାଡ଼ାକୁ ଟାଙ୍ଗିଆ ପଶା
@susantapradhan3350
@susantapradhan3350 Ай бұрын
ଏହି କାମ ପାଇଁ ସୁଳି ଦିଆଯାଉ କାରଣ ଏପରି କାମ କେବେ କରିବେ ନାହିଁ ❤❤❤
@kishorkumarjena2891
@kishorkumarjena2891 Ай бұрын
ତେମେ ସବୁ ଚବିଶ ବରଷରେ ଯାହା କରିଛ ଆମେ ସବୁ ଜାଣୁ. ଜମା ଛୋଢି ହୁଅନି. ବାପା ମାରିକି ଖାଉ ପୁଅର ପେରେମ ଝରିପଡୁଛି.
@gaharai_depth
@gaharai_depth Ай бұрын
ଅବଶ୍ୟ ବହିସ୍କାର ହେଉ
@prakashsamal8479
@prakashsamal8479 Ай бұрын
ଇଏ ମାଗିଆ police ବାବୁ କେତେ ଲୋକଙ୍କ ସହ ଏମିତି କରିଥିବ ଠିକ ନାହିଁ ତାକୁ ଜେଲ କୁ ନିଆଁ ଯଉ
@Pabitra87
@Pabitra87 Ай бұрын
ନିଲମ୍ବନ ନୁହେଁ ବହିସ୍କାର ଦରକାର, ନଚେତ୍ ଏହା ପୂନର୍ବାର ହେବାର ସମ୍ଭାବନା ଅଧିକ । ସରକାରର ରଂଗ ବଦଳିଛି ତେଣୁକରି ସରକାରୀ ଅଧିକାରିମାନେ ସେମାନଙ୍କ ରଂଗ ବଦଳେଇବା ଦରକାର। ଜୟ ଜଗନ୍ନାଥ ସ୍ବାମୀ 🙏
@babulkumarj220
@babulkumarj220 Ай бұрын
ରାଜନିତୀ କରନି 😢😢😢 ବିଜେଡି ନେତା.. ବିଜେଡି ପାଇଁ ପୋଲିସ ର ସାହାସ ବଡିଚି😢
@rupashree6515
@rupashree6515 Ай бұрын
ଚାକିରୀ ରୁ ବହିଷ୍କାର କରାଯାଉ। ଆଉ ସିଧା ଏନ କାଉଣ୍ଟର କରାଯାଉ ଆର୍ମି ଅଫିସର ଙ୍କ ଦ୍ଵାରା।
@Pmanasranjan84
@Pmanasranjan84 Ай бұрын
ଯଦି ସାଧାରଣ ଲୋକଙ୍କ ପାଇଁ କୋର୍ଟ, ଜେଲ୍ ଅଛି ତାହେଲେ ପୋଲିସ ଭୁଲ କଲେ କଣ ପାଇଁ ତାଙ୍କ ବିରୋଧରେ ଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@skindoctor21
@skindoctor21 Ай бұрын
ଏବେ ସବୁ ଥାନାରେ ରାତିରେ ପୁରୁଷ ପୋଲିସ୍ ଗାମୁଛା ପିନ୍ଧୁଛନ୍ତି ଆଉ ମହିଳା ପୋଲିସ୍ ନାଇଟ୍ ପିନ୍ଧୁଛନ୍ତି......... ଘପ ଘପ୍ 😂😂
@asutoshalenka3295
@asutoshalenka3295 Ай бұрын
ଏଠି ସବୁ ଅଛି କିନ୍ତୁ ନ୍ୟାଅ ନାହିଁ ଆଉ କିଛି ଦିନ ଯାଉ ସବୁ ଚୁପ୍ ହେଇଯିବେ😢 ଏଇଟା ହେଉଛି ସତ
@TapankumarDora-m4w
@TapankumarDora-m4w Ай бұрын
ବିଜେପି ବିରୋଧ ରେ କୁହନ୍ତୁ ନାହଁ ଦୌ ପଦି ମୃମୁ କୁ ଦୁ8ଖ ଲାଗିବ ସିଏ‌ ବିଜେପି ର ରାଷ୍ଟ୍ରପତି ଲୋକଙ୍କ ର ନୁହେଁ
@dilipkumarjena3592
@dilipkumarjena3592 Ай бұрын
ଅପରାଧିକ ମାମଲା ରୁଜୁ କରି କେସ ଚାଲିବା କଥା। ପୋଲିସ ର କାର୍ଯ ଅତ୍ୟନ୍ତ ଅମାନୁଷିକ କେବଳ ଖାକି ପାଇଁ । Judicial enquiry ହେବା ଦରକାର। CBCID ନିରପେକ୍ଷ ନୁହେଁ।
@snvvishwanathamprasantm7867
@snvvishwanathamprasantm7867 Ай бұрын
ରାଜନୀତି କରିବାକୁ ଲାଗିଲେ ବାମପନ୍ଥୀ ଭ୍ରଷ୍ଟ ଏବଂ ତଥା କଥିତ ଦଳ.ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା . ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. CC TV ସବୁ କାର୍ଯ୍ୟାଳରେ ଲଗାଯାଉ ଏବଂ ତାହାର ନିୟମିତ ଯାଞ୍ଚ କରାଯାଉ. ଧନ୍ୟବାଦ
@ranjanswain7350
@ranjanswain7350 Ай бұрын
ଭାଇ ତମ ସରକାର ପାଇଁ ଏସବୁ କଥା ହଉଛି
@ଖାଣ୍ଟି_ଓଡ଼ିଆ
@ଖାଣ୍ଟି_ଓଡ଼ିଆ Ай бұрын
ସପ୍ତାହେ ପୂର୍ବେ, ଭରତପୁର ଜିଏ କଲୋନୀ ଅଞ୍ଚଳରେ ମୋ ସହିତ ଏବଂ ମୋର ଏକ ଭାଇଙ୍କ ସହିତ, ଏମିତି ଏକ ପୋଲିସ୍ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ସେ ନିଜକୁ ଭରତପୁର ଥାନା ର ଆଇଆଇସି ବୋଲି ପରିଚୟ ଦେଇଥିଲେ, ତାଙ୍କ ନାଁ କୋଉ ଗୋଟେ ମାରାଣ୍ଡି ବୋଲି କହିଥିଲେ। ଯେହେତୁ ଆମ ଅଞ୍ଚଳ ଚନ୍ଦକା ଥାନା ଅଧୀନରେ ଅଛି, ତେଣୁ ଆମକୁ ଭରତପୁର ଥାନା ଅଧୀନରେ ଥିବା କୌଣସି କର୍ମଚାରୀଙ୍କ ସମ୍ପର୍କରେ ଅବଗତ ନଥିଲା। ସେହି ପୋଲିସ କର୍ମଚାରୀ ଜଣକ ଆମକୁ ପ୍ରଥମେ ତୁ ତା କରି କଥା ହେଇଥିଲେ ଏବଂ ଗିରଫ କରିବା ସହିତ ଥାନାକୁ ଯିବାକୁ କହିଥିଲେ। କିନ୍ତୁ ଯେତେବେଳେ ସେ ଜାଣିଲେ ଯେ ଆମେ ସେଇ ଅଞ୍ଚଳର ଏବଂ ଆମେ ଯେତେବେଳେ ଆଇନ୍ ର ପାଠ ତାଙ୍କୁ ପଢ଼େଇବା ସହ ଜଣେ ଓକିଲ ଙ୍କୁ ଫୋନ୍ କରିବା କଥା କହିଲୁ, ସେ ବ୍ୟକ୍ତି ଜଣକ କିଛି ସମୟ ମଧ୍ୟରେ ସେ ଯାଗା ଛାଡ଼ି ଚାଲିଗଲେ।
@Helloraj642
@Helloraj642 Ай бұрын
Criminal case ଲଗାଯାଉ ପୋଲିସ ଉପରେ ଆଉ ଜବରୁ terminate କରାଯାଉ
@archanapradhan6975
@archanapradhan6975 Ай бұрын
ବିଜେଡି ଛି ଛି ଲଜ୍ୟାଜନକ 25ବର୍ଷର ଚାପି ଦେଲ କାହିଁକି 100ଦିନର ଶାସନ best ଚାଲିଚି
@AnusranSamal
@AnusranSamal Ай бұрын
Madam a alia ku apane cuttack ru bbsr ku transfer kari chanti.
ЛУЧШИЙ ФОКУС + секрет! #shorts
00:12
Роман Magic
Рет қаралды 27 МЛН
Try Not To Laugh 😅 the Best of BoxtoxTv 👌
00:18
boxtoxtv
Рет қаралды 7 МЛН
ЛУЧШИЙ ФОКУС + секрет! #shorts
00:12
Роман Magic
Рет қаралды 27 МЛН