ବରମୁଣ୍ଡା ବସଷ୍ଟାଣ୍ଡ ବୁଲି ଦେଖିଲେ ମନ୍ତ୍ରୀ |H&UD Min Dr. Mohapatra reviews Issues at Baramunda Bus Stand

  Рет қаралды 1,401

Odisha Reporter

Odisha Reporter

Күн бұрын

ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ବସଷ୍ଟାଣ୍ଡର ସ୍ଥିତି ପରଖିବା ସହ ଯାତ୍ରୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର l ଏଥିସହ ଅନେକ କ୍ଷେତ୍ରରେ ରହିଥିବା ଅନିୟମିତତାକୁ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି l ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସହାୟତା ନମ୍ବର ନଥିବାରୁ ଏନେଇ ପୋଲିସକୁ ତାଗିଦ ମଧ୍ୟ କରିଛନ୍ତି l ବସ ଟର୍ମିନାଲ ଭିତରେ ଥିବା ଶୌଚାଳୟ ଠାରୁ ଆରମ୍ଭ କରି ଓଟିଡିସି ସେଣ୍ଟର, ମୋ ବସ ଏଭଳି ପ୍ରତ୍ୟେକ ସ୍ଥାନକୁ ବୁଲି ଦେଖୁଛନ୍ତି ମନ୍ତ୍ରୀ l
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Bhubaneswar #baramundabusstop #UrbanDevelopmentMinisterOdisha

Пікірлер: 14
@subratmaharathy435
@subratmaharathy435 2 сағат бұрын
ଆଉ ମାନିଲେ ତ ବସ ଷ୍ଟାଣ୍ଡ ଭଲ ହେଇଚି। ପାଣ୍ଡିଆନ ଆଉ ନବୀନ ବାବୁ ଙ୍କ ଯୋଗୁଁ ଏହା ସମ୍ଭବ ହେଇଚି।
@hariharpradhan1177
@hariharpradhan1177 2 сағат бұрын
ଯାହା ହେଉ ଶୁଣିଥିଲି ମଣିଷ ମଲା ବେଳେ ସତ କୁହେ😅😅😅😅😅
@santoshpradhan7858
@santoshpradhan7858 Сағат бұрын
ଯାହା ହେଉ ବରମୁଣ୍ଡା ବସଷ୍ଟାଣ୍ଡ ବୁଲିଲେ ଭଲ କଲେ ଏମିତି ବସଷ୍ଟାଣ୍ଡ ନିର୍ମାଣ ପାଇଁ ତମକୁ 7 ଜନ୍ମ ଲାଗିବ 😮
@sorotoka9717
@sorotoka9717 2 сағат бұрын
ମନ୍ତ୍ରୀ ଟିକେ ଦେଖନ୍ତୁ ନବୀନ ଆଉ ପାଣ୍ଡୀଅlନ କଣ କରି ଛନ୍ତି.. ଆଉ କିଛି କହିବାର ବାକି ନାହିଁ.. ଜୟ ନବୀନ
@dillipcreation
@dillipcreation Сағат бұрын
ଏବେ ବୁଲି ଦେଖିଲ ଆଉ ରଙ୍ଗ କାମ କେବେ ଆରମ୍ଭ କରୁଛ କୁହ
@dillipkumarswain5636
@dillipkumarswain5636 Сағат бұрын
ମନ୍ତ୍ରୀ ମହୋଦୟ ଧନ୍ୟ ହୋଇଗଲେ
@akshayasahoo8251
@akshayasahoo8251 2 сағат бұрын
ତୁ ବାଳ ମନ୍ତ୍ରୀ 👍👍
@deasish07
@deasish07 Сағат бұрын
Tame kariparibo... Jumla party wala
@anandsatapathy1616
@anandsatapathy1616 2 сағат бұрын
ଭଲ ଭାବ ରେ ଦେଖିଥାନ୍ତୁ 😂😂
@chittaranjanswain010
@chittaranjanswain010 2 сағат бұрын
BJP leader must tell truth...baramunda bus stand is the devlopment signature of Naveen pattanaik .....BJP must do something new
@Cool_boy_Deepak5005
@Cool_boy_Deepak5005 2 сағат бұрын
Are magia minister.....exam centre tk jaaa
@akpanda833
@akpanda833 2 сағат бұрын
Did honourable Minister go to place where Sambalpur or Baragarh buses are parked . The location has many many potential holes
@sibarampradhan3251
@sibarampradhan3251 33 минут бұрын
Jay Naveen jay pandian sir
@AkshayNayak-iy8fy
@AkshayNayak-iy8fy Сағат бұрын
Kia karichhi
Amazing Parenting Hacks! 👶✨ #ParentingTips #LifeHacks
00:18
Snack Chat
Рет қаралды 23 МЛН
规则,在门里生存,出来~死亡
00:33
落魄的王子
Рет қаралды 25 МЛН
Как мы играем в игры 😂
00:20
МЯТНАЯ ФАНТА
Рет қаралды 3,2 МЛН
ଏଠି khaiki Bhul kalu | Worst Food Ever @basudevvlogs
21:13
Basudev Vlogs
Рет қаралды 4,3 М.
BJP Press Meet: Key Announcements By Samir Ranjan Dash
10:42
Kanak News
Рет қаралды 3,7 М.
Amazing Parenting Hacks! 👶✨ #ParentingTips #LifeHacks
00:18
Snack Chat
Рет қаралды 23 МЛН