Bargarh tv-ବରଗଡ଼ର୍ ରିଜର୍ଭ ପୋଲିସ ଛକରେ ଆନ୍ଦୋଳନ, ଘଟିଗଲା ଏତେ ବଡ଼ ଘଟଣା ଦେଖୁନ ବଡ଼ଟେ ଖବର Big Breking News

  Рет қаралды 740,849

BARGARH TV

BARGARH TV

Күн бұрын

Пікірлер: 423
@rajendrakumarpadhan755
@rajendrakumarpadhan755 Жыл бұрын
ଚୁରାଲା ଧନ ଖାଇ ଖାଇം ଅଏସ କରୁଥିଲ। ତୁମର ଛୁଆମାନକୁ ଚୋରି କରବାରକେ ପ୍ରୋସ୍ସାହନ କରୁଛ
@damru-pu6ke
@damru-pu6ke Жыл бұрын
Ni re Bhai lekin jiban ru marbar nai Thai
@KOSHAL021
@KOSHAL021 Жыл бұрын
ବାକି ଦୁଃଖ ଲାଗଲା ତାକର୍ ମାଁର୍ କଥା ସୁନି 🙏😥 ସବୁ ମାଁ ମାନଂକୁ ଅନୁରୋଧ ଆଏ ନିଜର ଛୁଆ ପିଲା ଭଲ ବାଟେ ନେଉନ୍😥
@mbaditing2924
@mbaditing2924 Жыл бұрын
ଏକ ନମ୍ବର ଭାଈ ସବୁ ମା ନିଜର ପିଲା ଛୁଆ କେ ଟିକେ ଦେଖୁନ ଭଲ ବାଟେ ଜଉଛେ କି ଖରା ବାଟେ ଏନ୍ତା ଦୁଃଖର ଦିନ ଦେଖବାର କେ ନେ ଆଶୁ ଆମର ଈ ପାଖେ ବହୁତ ଡକେଟ ହଉଛେ 3 ଜଣ ଅଛନ
@dillipdandasena6622
@dillipdandasena6622 Жыл бұрын
ଠିକ୍ ହେଲା
@kapilasmahakur8371
@kapilasmahakur8371 Жыл бұрын
Thhik karichhan public 👍👍👍
@sunanamiofficial2820
@sunanamiofficial2820 Жыл бұрын
ପହେଲା କଥା ନିଜର ମାଆ ବୁଆ ମାନେ ନିଜର ନିଜର ପିଲା ଛୁଆ ମାନ କେ ଭଲ ଶିକ୍ଷା ଏବଂ ସଚେତନ୍ କରୁନ। ଭଲ ରାସ୍ତା ରେ ନେଉନ୍ ସମାଜ ସୁଧୁରି ଯିବା
@sanjeevdash1287
@sanjeevdash1287 Жыл бұрын
ବହୂତ ଭଲ କାମ କରିଛନ ଯଦି ଭୂଲ କରିଛନ ଠିକ୍ ସଜା ହେଇଛେ।ଯେନ୍ତାକାମ ହେନ୍ତା ସଜା ପୋଲିସ ତ ଛାଡି ଦଉଛେ ପବ୍ଲିକ କାଣା କରବେ ଚୋରି କରବାର ଲାଗି କିଏ କହିଥିଲା।
@lakshya7760
@lakshya7760 Жыл бұрын
Pura right ktha.. Churabu aau road kaij band krbu thik pitichan
@Radhe.krishna444
@Radhe.krishna444 Жыл бұрын
Je Apana jani chhe ke chheri lagi a Bali alaga kana bhita hei thiba
@dillipbhoi758
@dillipbhoi758 Жыл бұрын
ଏ ସବୁ ପୋଲିସ ର ଅବହେଳା ,ଚୋର କେ ଧରିଲେ ବି ପୋଲିସ ଛାଡି ନେଉଛନ୍ତି ଯାହାଫଳରେ ସାଧାରଣ ଲୋକ ନିଜେ ପଦକ୍ଷେପ ନେଇଛନ୍ତି,ଭଲ ପଦକ୍ଷେପ
@sonikthehellboy6294
@sonikthehellboy6294 Жыл бұрын
Police chaduche ki magistrate 😂
@himansumeher6121
@himansumeher6121 Жыл бұрын
Jeevan ru marideba thik kebe v nai se ....
@Commentary_Boy_manoj
@Commentary_Boy_manoj Жыл бұрын
Ur r8 dada
@kshireswarharipal9094
@kshireswarharipal9094 Жыл бұрын
Band padakheb neu6an police mane .... Jane k marbar huq government ne dei kaha ku v dada .,...jadi semane ki6i kaharab kari6an bele police manku deideithite pa6e but semanku mari kari bahut baad bhul kaam te kari6an
@dushmantanaik1716
@dushmantanaik1716 Жыл бұрын
Thik heichi
@kunabiswal2852
@kunabiswal2852 Жыл бұрын
ଠିକ୍ ହେଇ ଛି ଶଳା ହାରାମି ମାନଙ୍କୁ
@tribikrampurohit4837
@tribikrampurohit4837 Жыл бұрын
Ek no hei a6
@narensahu5883
@narensahu5883 Жыл бұрын
କର୍ମ ଜାନି ଫଳ
@bsdk2.021
@bsdk2.021 Жыл бұрын
Bala na
@ananda_besharam
@ananda_besharam Жыл бұрын
Je Henta maridesan kaen ho fail message te desa je
@saajanswastik9240
@saajanswastik9240 Жыл бұрын
ଯେନ୍ ମାନେ ମରିଛନ୍ ତାର୍ ଦୋଷି ହେଉଛନ୍ ପହେଲା ତାକର୍ ମାଆ ବୁଆ କାରଣ୍ ଯେତେ ବେଲେଁ ଖରାପ୍ କାମ୍ କରୁଥିଲେ ସେତେବେଲେଁ ସବୁଜାନି ଚୁପ୍ ରହୁଥିଲେ ଆରୁ ତାର୍ ପରିଣତି ଆଜିର୍ ଆମେ ଆଖିଁ ଦେଖୁଛନ୍😂😂😂
@akashdash8750
@akashdash8750 Жыл бұрын
ek dam 💯 ryt
@sudamkumbhar12345
@sudamkumbhar12345 Жыл бұрын
ତୋର ପୁଅ ହେଇଥିଲେ କେନ୍ତା କରତୁ ବୋ l
@KhetirajAmari-r4g
@KhetirajAmari-r4g Жыл бұрын
Banda tor gharar kia heithile kana tor bayan rakhtu ree rum khia
@akashdash8750
@akashdash8750 Жыл бұрын
@@KhetirajAmari-r4g Amr ghar r kihe churei ne jan j😅😅😅
@saajanswastik9240
@saajanswastik9240 Жыл бұрын
@@sudamkumbhar12345 ଭାଇ ପହେଲା ତ ଯିଏ ବି ମରୁ ଦୁଖ୍ ସମ୍କୁ ଲାଗ୍ବା ହେଲେଁ କଥା ଇଟା ଯେ ପିଲା ଛୁଆକର୍ ଦୋଷ୍ ଭୁଲ୍ କେ ଆମେ ନଜର୍ ଅନ୍ଦାଜ୍ କରୁଛୁଁ ଆରୁ ତାର୍ ପରିଣତି ଭୟକଂର୍ ପାଉଁଛୁ
@kaliakhura8441
@kaliakhura8441 Жыл бұрын
ଯେମିତି କର୍ମ କୁ ସେମିତି ଫଳ
@nakulabhoi1272
@nakulabhoi1272 Жыл бұрын
ଭୁଲ କାମ କଲେ public କେ ସମ୍ଭାଳିବା ମୁସ୍କିଲ
@MaheswaraMaheswara-g7n
@MaheswaraMaheswara-g7n Жыл бұрын
Right kari chhan
@technicaljigar4360
@technicaljigar4360 Жыл бұрын
ଠିକ ହେଇଛେ,ଗାଁ ର ଲୋକ ଠିକ କରିଛନ ସାହୁ ଟିକ୍ରା ଲୋକ very good 👍❤️🌹
@pramodgoel637
@pramodgoel637 Жыл бұрын
@kshireswarharipal9094
@kshireswarharipal9094 Жыл бұрын
Tor gharar heithile henta kahithitu kainn bo ...lez ne lgbr tate ..jete baad bhul kaam kale v jane k marbbar huq kihe kaha ku ne dei govt ra pakhe v nena
@sanjaybikemodified4288
@sanjaybikemodified4288 Жыл бұрын
Tor ghare hai thile jantu
@jugalsahu6671
@jugalsahu6671 Жыл бұрын
ଲିମ ଗଛ ଜଗା ବ ଆଉ.. ମିଠା ଫଳ ଖେମା କହେଲେ କେନ ପେବ ଭାଇ ମନେ
@krupasindhunag5499
@krupasindhunag5499 Жыл бұрын
Lim gach nei dada baikhujen kuha
@ramakantasingh009
@ramakantasingh009 Жыл бұрын
ଭାଇ ଚୁରାଚୁରି କରିଛନ୍ ବେଲେଁ ମାଡ଼୍ ତ ଖାଏବେ ହି । କିନ୍ତୁ ଚୁରିହାରି କେ ନେଇକରି କାହାକେ ଜିବନ୍ ନୁଁ ପଏର୍ଛା ମାରି ଦେବାର୍ ଟା ବିଲକୁଲ୍ ଭି ଠିକ୍ କଥା ନେସେ ।
@prashantabhoi370
@prashantabhoi370 Жыл бұрын
ଯେନ୍ତା କାମ କରବ ସେନ୍ତା ଦଣ୍ଡ ପାଇବୁ
@Abajjuab
@Abajjuab Жыл бұрын
​@@prashantabhoi370 a Bhai jhane 100 tanga churala setKe etki pita je 2000 tanga daktar khana nu lagu jiban fhirei nai hue
@akcreation6935
@akcreation6935 Жыл бұрын
​​@@Abajjuabtarpare se 2000 tanka k make up karbar ke fer thet kari jibe
@brainlicker5647
@brainlicker5647 Жыл бұрын
ଦୁସରା କେ କନ୍ଦାଲେ ନିଜେ କାନ୍ଦବାକେ ପଡସି, ଠିକ୍ ଠିକ୍ ଠିକ୍ ହେଇଚେ
@sudamkumbhar12345
@sudamkumbhar12345 Жыл бұрын
ତୋର ଘରେବି ଏନ୍ତା ଦୁଃଖ ପଡୁ l ଜୟ ସନିଦେବ l
@KhetirajAmari-r4g
@KhetirajAmari-r4g Жыл бұрын
Nadu sala
@7Jaykoshal
@7Jaykoshal Жыл бұрын
​@@KhetirajAmari-r4g😢😢😅
@himansumeher6121
@himansumeher6121 Жыл бұрын
Jata bhul kale b marinebe k ...... Tar Adhikar kie dela ...police court ...e sabu kae thir lagi achhe ..
@huntersky3641
@huntersky3641 Жыл бұрын
​@@himansumeher6121hete hela pare v fir chori hauchhe Hena Jibure babu jugbu Janaseva kar barse
@sukadevpodh4423
@sukadevpodh4423 Жыл бұрын
ଚୁରାବାର ଲାଗି ସରକାର ତୁମକେ ଅଧିକାର ଦେଇଛେ କେ?
@ganeshpati22
@ganeshpati22 Жыл бұрын
ଚୁରି କରିବା ପାଇଁ ଅଧିକାର ନାଇଁ ଦେଇଁ କିନ୍ତୁ ମାରି ଦେବାର୍ ଅଧିକାର ତୁମକେ କିଏ ଦେଲା । ଚୋରି କରିଛେ ବଏଲେ କାନୁନ୍ ହିସାବେ ସଜା ପାଉ।
@prabinyadav7993
@prabinyadav7993 Жыл бұрын
​@@ganeshpati22 ama gaon re bi enta pila 2 ta achn 50 60 thar churala na meeting bi kara hela na bhai .bujha samjha bi kara hela ni Seta k knta karbar katha Tamar hisab re kaha ...
@prabinyadav7993
@prabinyadav7993 Жыл бұрын
​@@ganeshpati22 jail bi chori lagi 5 6 thar gala na
@sahusatish8478
@sahusatish8478 Жыл бұрын
Churala bele bhal laguthila Lututhile je kenta hauthila Bhal hela
@ntrranjan8899
@ntrranjan8899 Жыл бұрын
Bahut badhiya heichhe
@dhaniramsahu3739
@dhaniramsahu3739 Жыл бұрын
magiha rum... ତୋର ଛୁଆ କେ ମାରି ଦେଇଥିଲେ ଭଲ ହେଇଥିତା କେ
@ntrranjan8899
@ntrranjan8899 Жыл бұрын
Mui b robbery ra sikar heichhen. Jen ta b heichhe bahutt bhal heichhe
@karandigital5936
@karandigital5936 Жыл бұрын
ଚୁରାଇ କରି ଆଣି ଥିଲେ ଭଳ କଲୁରେ ବାବୁ ବଲବ କେନ୍ତ୍ତା ହେବା ଭଳ ଶିକ୍ଷା ଦିଅ ଛୁଆ କେ ଜେ ମାର୍ଲା ଲୋକ ଭି ହାତ ଘୁଚି ଯିବା
@upenkumar7601
@upenkumar7601 Жыл бұрын
ମରି ଯାଇଛନ ଦୁଃଖ ର କଥା ଆଏ ବାକି ଦୁନିଆରେ ଯେନ୍ତା କାମ କରବ ହେନ୍ତା ଫଳ ପାଏବ ଦେଖବା କେ ଗଲେ ମାଁ ବାପା ପହେଲା ଭୁଲ ରହୁଛେ ନିଜର ଛୁଆ ପିଲା କୁ ଭଲ ବାଟେ ଆନି ନାଇଁ ପାରବାର....
@srisaicraft2524
@srisaicraft2524 Жыл бұрын
ken niyam ache je jiban nu mari deba
@BBKHABARBhairababhue
@BBKHABARBhairababhue Жыл бұрын
କାଣା ଭୁଲ କରିଥିଲେ ?
@rinkumirdha6077
@rinkumirdha6077 Жыл бұрын
Chori karuthile. Chain
@himansumeher6121
@himansumeher6121 Жыл бұрын
Chori karun ki jana v karun pitle thik nuhe se baki piti kari police handover ki panchyat basei kari gharar ma bua k daki kari tar solution kadhsan ki maridesan ... Sale harami mane
@srisaicraft2524
@srisaicraft2524 Жыл бұрын
chain kana jiban nu bad ay seta bhi due due ta jiban ke mari debar ta he sabhya lok bhita re muns bali kehi nai thai kay
@aloksahu8869
@aloksahu8869 Жыл бұрын
ଏ ନିୟମ ଲାଗୁ କରିବାକୁ ସରକାରଙ୍କୁ ଅନୁରୋଧ
@malayabiswal3391
@malayabiswal3391 Жыл бұрын
ହେ ଲାଲ ଶାଢି ବାଲି ବି ଚୁରୁନି ଆଏ ହେ ସାଲି କେ ଭି ଆଗ ଗିରପ କର
@iturajbiswal4256
@iturajbiswal4256 Жыл бұрын
Thik karichan
@NagrajJayapuria
@NagrajJayapuria Жыл бұрын
ରାସ୍ତା ରୋକ କାଣା ହେଲା ଯେ କରିଛନ ଆଉ ସାଧାରଣ ଜନତା କେ ହଇରାଣ କରୁଛନ
@gokulachandrapadhan1477
@gokulachandrapadhan1477 Жыл бұрын
Tate karuchhan
@sanjayabhoi247
@sanjayabhoi247 Жыл бұрын
କର୍ମ ର ଫଳ ମିଳେ ଅଳପ ଗଲା ବେଳେ ଯାଏ ଜୀବନ ଯାକ କର୍ମ ଅନୁସାରେ ଫଳ
@kshirasindhusagaria1811
@kshirasindhusagaria1811 Жыл бұрын
ଦୋଷୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରନ୍ତୁ
@sunil5604
@sunil5604 Жыл бұрын
He pila mankar bua maa dusi annn. Dunia babat thi ne sikale takar chua manku. Heta bhul
@SubodhPradhan-te3zw
@SubodhPradhan-te3zw Жыл бұрын
Dosi hemaane aan bo dakayath chori karuchhan
@sunil5604
@sunil5604 Жыл бұрын
@@SubodhPradhan-te3zw chori kam sikhei che kea. Tar bua maa ta.. Tar bua maa jadi kahi thite babu chor kam bhal nuhe se ne karbu boli.
@surajfreevideo..6040
@surajfreevideo..6040 Жыл бұрын
Churabar adhikar dei6e k sarkar
@sushantamahakur4647
@sushantamahakur4647 Жыл бұрын
ନୁଆ ନୁଆ ଖବର୍ ଦେଉଥିବାର୍ ଲାଗି ଧନ୍ୟବାଦ୍
@prashantabhoi370
@prashantabhoi370 Жыл бұрын
ଠିକ କରିଛନ, ଚୁରେଇ କରି ଏସ କରୁଥିଲ ଏଥର କେଳା ଖ
@Bodasambar
@Bodasambar Жыл бұрын
Bargarh district ra mahol bahut kharap helana.
@Yadavstatusboy24
@Yadavstatusboy24 Жыл бұрын
Pura sath katha ae
@DamaDeep-xz4pq
@DamaDeep-xz4pq Жыл бұрын
Right
@NareshPadhan-mn4xy
@NareshPadhan-mn4xy Жыл бұрын
ଭଲ କାମ୍ କରିଛନ ଗାଁ ବାଲେ ଲୋକମାନଙ୍କର ପଇସା,ମୋବାଇଲ ଚୁରାାବେଳେ ଭଲ ଲାଗୁଥିଲା
@surendrabariha569
@surendrabariha569 Жыл бұрын
ଭଳ ହଇଛେ
@TapanDash-j7i
@TapanDash-j7i Жыл бұрын
Jaha heichi thik hoichi
@realsambalpuriaofficial
@realsambalpuriaofficial Жыл бұрын
ମାଡ଼ ଦେଲା ବେଲେ ଆର କିଏ ଦେଖୁଛେ...
@Blackcat-bo2uq
@Blackcat-bo2uq Жыл бұрын
ନାଲି ଡ୍ରେସସ ପିନ୍ଧା ଚୁରଣୀ ମୁହଁ ଟାଣ
@ramachandra8999
@ramachandra8999 Жыл бұрын
Ghatithiba ghatana DGO anusandha n karantu tks lordzrmji
@bharatofficial6974
@bharatofficial6974 Жыл бұрын
କେଁ କରି ବୁଢା ଲୋଗ ଗୁଟେ କେ ଲୁଟିବେ କମେଇ ନେ ପରନ କେ...... କର୍ମ ଜାନି ଫଳ ମିଳିଛେ
@NagrajJayapuria
@NagrajJayapuria Жыл бұрын
ସରକାର ମାରବାର ଲାଗି ନିୟମ ନି ଦେଇ ମାଉସୀ ତମର ପିଲା ମାନକୁ ଖରାପ କାମ କରବାର ଲାଗି ଅନୁମତି ଦେଇଛନ ପିଟିବାର ଟା ତ ଠିକ ଆଏ ଯେ ମାରବାର ଟା ଭୁଲ ଅଛେ
@spadhan2518
@spadhan2518 Жыл бұрын
Clg b jai nai parbar tukel mane enta chor mankar lagi bali
@narendrarana6592
@narendrarana6592 Жыл бұрын
Jn ta hai6e bhl hai6e....
@KOSHAL021
@KOSHAL021 Жыл бұрын
ଚୋର ମାନକର୍ ଘରର ଲୋକ ଦାୟୀ ଆଏ
@idgafworld1195
@idgafworld1195 Жыл бұрын
ଇଟା ସତ୍ କଥା bahut Teenage ପିଲା ମାନେ ଆଜି କାଲି ଖରାପ ରାସ୍ତା i mean alcoholic ହେଇ ଯାଉଛନ୍ ଆଉ ଭଲ ଖରାପ ଜାନି ନି ପାର୍ବର୍। Becous alcohol ମଦ୍ ବିଡି ଆଉ କଣା ମୁଇ ନି ଜାନି ଯାହା ସବୁ ବହୁତ୍ ସହଜ ରେ ମିଲି ଯାଉଛେ ବହୁତ୍ ସହଜ ରେ ଇ ସବୁ alcoholic ଜନିଷ ମିଲି ଯାଉଛେ ମୋର ହିସାବ ରେ ସରକାର ଇ ଖରାପ୍। Toxic au alcohol ଜିନିଷ କେ ବନ୍ଦ କାରବାର କଥା 🙏🙏🙏 ଆଉ ମା ବୁ ଆ ର ଭି ଭୁଲ ଛୁଆ manku ଭଲ କେଂଟା ଖରାପ କେଂଟା। କିଛି ନାଇ କହେବାର ମୁଡେ ବସଉଛନ ଆଉ ପିଲା ର ଭୁଲ କେ ଅବହେଳା କରୁଛନ ସେଥିରେ ଗୁନୁ ଇ ସବୁ ହେଇଛେ🤍🙏
@WCShiv
@WCShiv Жыл бұрын
Well done public and well done Bargarh police💩💩😄😄
@idgafworld1195
@idgafworld1195 Жыл бұрын
@@WCShiv ☺️☺️☺️🤍
@badrinathbiswal1854
@badrinathbiswal1854 Жыл бұрын
ବହୁତ ଭଲ କାମ କରିଛନ୍
@jitubishi9476
@jitubishi9476 Жыл бұрын
Right decision ⚔️
@bworld1434
@bworld1434 Жыл бұрын
Odisha re jadhi madh band heba sabu thik heba nahele ake aharu enta ghatana heba heba......
@rajeshpatel4632
@rajeshpatel4632 Жыл бұрын
Ha thik kahicha maa tamar katha pura sat aaya. Tamar pila mane jen darei dhamkeai kari pita mara kari jen lutuchan heta kana bhal aaya . Tamar pila pila aaya aaya aau aamar pilla pilla nese. Baki maa mane jen aacha Tamar pila manke aayate rakha maa mane
@jogeshbgvrath9960
@jogeshbgvrath9960 Жыл бұрын
Bahut badiha hei6
@sktskyofficial.....7452
@sktskyofficial.....7452 Жыл бұрын
Ek...nmbr hoichhe...enta hele dorbe sabu....❤❤❤ Jn 2 poisa ra dada giri...vl hoichhe
@gitasethi7612
@gitasethi7612 9 ай бұрын
ମଣିଷ ଜୀବନ ରେ ଭୁଲକଲେ ପୁଲିସ ଗିରଫ କରବା ଜେମାନେ ମାରିଛନ ସେମାନଙ୍କୁ।ଉମର କେଦେକରାଜାଉ😢
@chudamanipandey6973
@chudamanipandey6973 Жыл бұрын
Right punishment
@radhekrushnapanda8547
@radhekrushnapanda8547 Жыл бұрын
Jaha heichhe thik heiche 👍
@sktskyofficial.....7452
@sktskyofficial.....7452 Жыл бұрын
❤i love you, dhanger and sahutikra village Ek nmbr korichho, Aur henta hebar kotha sole chor doket manke.....no police no court.. direct khatam 😅😅😅😅
@mahadevmuna9674
@mahadevmuna9674 Жыл бұрын
Bahut badhiya heiechhe
@badrinathbiswal1854
@badrinathbiswal1854 Жыл бұрын
ଠିକ୍ ହେଇଛି ,, ସବୁ ଚୋର କେ ଦରକାର
@mantuchand6797
@mantuchand6797 Жыл бұрын
Kharap Kam karle male tik hela
@sudamsshusahusudam1179
@sudamsshusahusudam1179 Жыл бұрын
ଯାହା ବି ହେଇଛେ ଭଲ ହେଇଛେ
@gopal2455
@gopal2455 Жыл бұрын
ଠିକ କରିଛନ
@balgopalnayak5858
@balgopalnayak5858 Жыл бұрын
ପୁସୀ ନାଇ ପାରବାର ଛୁଆ ଖାଲି ଜନମ କରି ଜାନିଛ
@chhabilakhuntula7820
@chhabilakhuntula7820 Жыл бұрын
ଭଲ ପଦକ୍ଷେପ ନେଇଛନ୍ତି
@Depesswai5353gmai
@Depesswai5353gmai Жыл бұрын
Val kale
@manojkumarboita2400
@manojkumarboita2400 Жыл бұрын
ଜୟ କୋଶଲ...
@subratbag5004
@subratbag5004 Жыл бұрын
Thik kari 6an👍👍👍👍👍
@tapansagria6278
@tapansagria6278 Жыл бұрын
Churala bele bhala lagu thila jete bele paela kenta lagla Sahutikra wale ko dhanywad Alaga chor manku gote message ae sudhuri ja
@malayabiswal3391
@malayabiswal3391 Жыл бұрын
ସାହୁ ଟିକ୍ରା ବାଲାଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ଆଗକୁ ବି ଜେ ଚୁରାବା ହେନନ୍ତା କର
@aaravpoultry9552
@aaravpoultry9552 Жыл бұрын
Bahut bhal kale
@prasanttuitioncenter4408
@prasanttuitioncenter4408 Жыл бұрын
ମାରି କରି ଭଲ କରିଛନ୍ ରାତି କଣ ତପସ୍ୟା କରୁଥିଲା କେ
@mithunabhoi8732
@mithunabhoi8732 Жыл бұрын
ଚୋରତ ସଜା ପାଏବାର୍ କଥା ଛିନା ଯାଗାରେ କେନ୍ତା ହେଇଥିତା ଯଦିଓ ଚୋର ମନେ ଚୁରାବାର୍ ନେ successful ନେଈ ହେଇ ଥିତେ ତାହେଲେ ଯାର୍ ନୁ ଚୁରୋଉ ଥିଲେ ତାହାକେ ମାରିଦେଇ ଥିତେ ସେତେବେଳେ କାଣା ଇ ମାଁ ଆସିଥତା 🙏🙏🙏🙏 Jay Jagannath କାଥା କେ ଟିକେ ବୁଝ ଓଡିଶା ପୋଲିସ୍ ସାର୍🙏🙏🙏🙏🙏🙏❤❤❤❤
@bharatseth8410
@bharatseth8410 Жыл бұрын
ଠେଁଟ୍ କର
@Vortex_CMT
@Vortex_CMT Жыл бұрын
ଭୁଲ୍ ଛୁଆଁ ମାଙ୍କର ନାଇ ତାକର ମା ଆରୁ ବୁଆ ର ଭୁଲ୍ ଏ, ଆଗରୁ ଭଲ ସେ ଟିକେ ଦେଖି ଥିଲେ ନା ହେତା। ନିଜର ଛୁଆଁ କେ ଭଲ ସେ ରଖ ସରକାର ଦଣ୍ଡ ଦେଶି ତାର ମାନେ ନୁହେଜେ ତମେ ଭୁଲ୍ କାମ କରୁ ଥିବ।
@hrusikeshbastia8417
@hrusikeshbastia8417 Жыл бұрын
Thik karichhan public
@dillipbhoi758
@dillipbhoi758 Жыл бұрын
ଚୋରି କରିବା ସମୟେ ଠିକ କରୁଥିଲେ କେନ ଥିଲ ତୁମେ।
@RahulKumar-zm1gc
@RahulKumar-zm1gc Жыл бұрын
Thik kahicha
@tikeswar66
@tikeswar66 Жыл бұрын
ଚୁରାଲା ବେଳେ କେନ୍ତା ଲାଗିଶି
@sarojkumarsaroj123
@sarojkumarsaroj123 Жыл бұрын
Thik heiche . .kei kari dakayat karuchhn mala j mate bhala lagla
@rajmajhi9886
@rajmajhi9886 Жыл бұрын
Bhal heichi
@Purnachandranaik
@Purnachandranaik Жыл бұрын
ଦୁନିୟା ରେ ଜ୍ଞାନ ନେ ଦେବୁ
@naresh4070
@naresh4070 Жыл бұрын
Thik heiche, hemane henta kaam karichan bele bahut bhal heiche
@manabhanjanpatel5642
@manabhanjanpatel5642 Жыл бұрын
ଆଏଜ କାଲି ଚରକନେ ପିଟଲେ ବି ମରିଯିବେ
@Bachaspati196
@Bachaspati196 Жыл бұрын
ଜେନ ମାଗିହେ ପିଟିଛନ ହେ ମାଗିହେ କୁ ସଜା ହେଉ
@BBKHABARBhairababhue
@BBKHABARBhairababhue Жыл бұрын
ଦୋଷୀ ମାନଙ୍କୁ ଦଣ୍ଡ ଦିଆଯାଉ ।।
@biplabsahu6453
@biplabsahu6453 Жыл бұрын
1 number kam heiche dakaety kale henta hebar katha
@rasiyababu6038
@rasiyababu6038 Жыл бұрын
ପଶ୍ଚିମ ଓଡ଼ିଶା ର ମା ଗୁଟେ କେ ନିୟ୍ଯା ଦେବାର କେ କୋଶଲ ସେନା ବି ସାହିଜ୍ୟ କରବାର କଥା , ଠିକ୍ କହେଲି କି ଭୁଲ୍ କମେଟ୍ କର
@hemantasingh457
@hemantasingh457 Жыл бұрын
Bahut badhiya Jo jaisa Karega vaisa abaki bar chori koi bhi nahin Karega agar chori bhi Karega to dekh samajh kar
@hrusikeshrana4953
@hrusikeshrana4953 Жыл бұрын
Bhal heichhe semanke
@debendrasahoo2452
@debendrasahoo2452 Жыл бұрын
Strength Of One Rupee Rice....Thanks Pandiyan Sir For Strengthening Odiya With One Rupee Rice.
@thedestroyer8
@thedestroyer8 Жыл бұрын
PMGKAY ବାବଦ ରେ ଶୁଣିଛୁ.... ଭଲ କରି ଟିକେ ପଢ଼ ତ... କିଏ ଦଉଛେ ଜେ ଜାନବୁ...
@debendrasahoo2452
@debendrasahoo2452 Жыл бұрын
Sir, it is taxpayers Money Provided by Government of India, effectively Managed by Government of Odisha & CM secretariat. Namaste.
@whocare209
@whocare209 Жыл бұрын
K band k ja tana kahuchu bo
@thedestroyer8
@thedestroyer8 Жыл бұрын
@@debendrasahoo2452 so bro why are u so sycophantic about only one govt..& that too just about only one leader....and that is only Panduranga ସିଧା ସିଧା କହୁନ central govt scheme ku.. BJD ନିଜର ସବୁଜ paint re painting kari janata ku dauchhi...
@TuduRushika-ec4tk
@TuduRushika-ec4tk 9 ай бұрын
​@@thedestroyer8bf
@bishnuprakashsuna
@bishnuprakashsuna Жыл бұрын
ଓଡ଼ିଶାରେ ବରଗଡର ଗଣ୍ଡା ସବୁଠୁ ମୂର୍ଖ ଏବଂ ଅଶିକ୍ଷିତ ବୋଲି ବିବେଚନା କରାଯାଏ। ସେମାନେ ଆମ୍ବେଦକରଙ୍କୁ ଜାଣନ୍ତି ନାହିଁ | ସେମାନେ ହିନ୍ଦୁ ରାଷ୍ଟ୍ର ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ, ଉଚ୍ଚ ଜାତି ସେମାନଙ୍କୁ ପ୍ରତିବର୍ଷ ପିଟୁଥିଲେ .. କିନ୍ତୁ ବୁର୍ଲା, ସୋନପୁର, ବଲାଙ୍ଗୀରର ଗଣ୍ଡା ସିଂହ ଅଟନ୍ତି। ସେମାନଙ୍କୁ ଛୁଇଁବାକୁ କେହି ସାହସ କରନ୍ତି ନାହିଁ .. ତେଣୁ ବରଗଡ ଗଣ୍ଡା ବାବା ସାହେବ ଆମ୍ବେକରଙ୍କ ପଥ ଅନୁସରଣ କରିବା ଉଚିତ୍।
@bhabanibhue4885
@bhabanibhue4885 Жыл бұрын
ଠୀ କ୍ ହେଇଛେ
@hariharbishi3182
@hariharbishi3182 Жыл бұрын
କେଜି ଚାଉଳ ମିଲୁଛେ ବଲିଁ ଯେତେ ତେତେ ଜନମ କରିଦେଲେ ବି ବନେ ନୁହେଁ ଭଁଟେ ବାବୁ କାଣା କରୁଛେ ଯେ ନା ଉତ୍ତର ଜଉଛେ ନା ଦକ୍ଷିଣ ଯେ ପହେଲା ନିଜର୍ ସୋର ନେଇନ ! ବାବୁ କେ ବିପଦ ପଡଲା କି ତା'ର ଗୁନ ଗାରିମା ,ଗୁରିଆ ଟା ଉହାଟି ଚିକନ୍ ଚିକନ୍ ଆଗରୁ ଚିନ୍ତା କରବାର କଥା କେନ ଥିଲା ଗୋ ?
@narayanabiswal4625
@narayanabiswal4625 Жыл бұрын
ବାଳ ନ୍ୟାୟ ଦେବେ ତମକୁ ଚୁରବ ଶଲେ
@umangpadhan4176
@umangpadhan4176 Жыл бұрын
Thik heiche pile
@ritesh8978
@ritesh8978 Жыл бұрын
Liquor should be banned in Odisha
@rbvlogs_07
@rbvlogs_07 Жыл бұрын
Mor sang ra e jaga nu ta mobile churi hei thila..... Bike re enta 3 ta pila asi kari chadei nei thile aau Bheden ade palei gale......😢😢😢😢
@rakeshworld2
@rakeshworld2 Жыл бұрын
Corex,drug bargarh 2nd panjab hai gala n
@DharmendraThapa-y9t
@DharmendraThapa-y9t Жыл бұрын
Bahut bhal
@ubhagarmanas283
@ubhagarmanas283 Жыл бұрын
ମାରବାରର ଟା ଭଲ ନୁହେ, ହେଲେ ଇଥିରଲାଗି ପୋଲିସ ଅଉର ମାଁ ବୁଆ ଦାୟି ଆଏ।
@rinaranimahananda2616
@rinaranimahananda2616 Жыл бұрын
କମେଇ କରି ଖାଈ ନେଈ ପାର୍ ଚୁରେଇ ପଠାଉଛ
@Ashishkumarsahu-hr5ei
@Ashishkumarsahu-hr5ei Жыл бұрын
Good decision 👍
@LaxmiSandha-ci3mw
@LaxmiSandha-ci3mw 3 ай бұрын
Thik hela
FOREVER BUNNY
00:14
Natan por Aí
Рет қаралды 36 МЛН
What type of pedestrian are you?😄 #tiktok #elsarca
00:28
Elsa Arca
Рет қаралды 40 МЛН
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 25 МЛН
Potato Trucks Arrive from UP // President's 5 Day Odisha Visit
18:47
OdiaTechBulletin
Рет қаралды 36 М.
FOREVER BUNNY
00:14
Natan por Aí
Рет қаралды 36 МЛН