Рет қаралды 11,638
ଏହି ଅଧ୍ୟାୟରେ ଭଗବାନଙ୍କ ଶକ୍ତିର ଦୁଇଟି ଦିଗ, ଭୌତିକ ଏବଂ ଆଧ୍ୟାତ୍ମିକ, ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଏହି ସବୁ ଶକ୍ତି ତାଙ୍କଠାରୁ ଉତ୍ପନ୍ନ ଲାଭ କରିଛନ୍ତି ଏବଂ ସୁତାରେ ମାଳି ଗୁନ୍ଥା ହେବା ପରି ତାଙ୍କଠାରେ ସନ୍ନିବିଷ୍ଟ ରହିଛନ୍ତି । ସେ ସମସ୍ତ ଶକ୍ତିର ଉତ୍ସ ଅଟନ୍ତି ଏବଂ ପୁନର୍ବାର ସବୁ କିଛି ତାଙ୍କ ଠାରେ ହିଁ ଲୀନ ହୋଇଯାଆନ୍ତି
This chapter begins with Shree Krishna describing the material and spiritual dimensions of God’s energies. He explains that similar to beads strung on a single thread, all these energies have originated from Him and rest in Him. The entire creation begins and dissolves into Him.