ଭକ୍ତଙ୍କ ପାଇଁ 5 ଚାଲେଞ୍ଜ | Odisha Reporter

  Рет қаралды 1,668

Odisha Reporter

Odisha Reporter

Күн бұрын

ଶେଷରେ ଭକ୍ତଙ୍କ ଉପରେ ଭରସା କଲା ଏଆଇସିସି । ଓଡିଶା କଂଗ୍ରେସର ନୂଆ ମଙ୍ଗୁଆଳ ହେଲେ ଭକ୍ତ ଦାସ । କହିଲେ, ସମସ୍ତେ ମିଶି ନୂଆକଂଗ୍ରେସ ତିଆରି କରିବା । କର୍ମୀ ଓ ନେତାଙ୍କ ଆସ୍ଥାଭାଜନ ହୋଇପାରିବେ ତ ଭକ୍ତ ? କାହାକୁ ଦେବେ ପ୍ରାଧାନ୍ୟ ? ପ୍ରାୟ 8 ମାସ ପରେ ରାଜ୍ୟ କଂଗ୍ରେସରେ ନିଯୁକ୍ତ ହେଲେ ନୂଆ ସଭାପତି । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #PCC #Odisha #Congress #Odisha #bhaktacharanadas

Пікірлер: 2
ବିଦା ହେବେ ବାପ ପୁଅ! | Odisha Reporter
3:15