Рет қаралды 18,517
Topic - Bhakti Parikhya -odia pala by
Gayika Subhadra Behera and associates
PART-6
SARADA TV
#saradatvodiapalabhaktiparikhya
ଏହି ପାଲା ର ସାରାଂଶ
ଏହି ପଲର ସାରାଂଶ ଭକ୍ତି ପରୀକ୍ଷା ଏହି ଓଡ଼ିଆ ପାଲା ବିଷୟ ଟି ଭକ୍ତ ଭଗବାନ ଙ୍କ ସମ୍ପର୍କ କିପରି ଏବଂ ଭଗବାନ କିପରି ଭକ୍ତ କୁ ପରୀକ୍ଷା କରିଛନ୍ତି ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ତେବେ ଆସନ୍ତୁ ଦେଖିବା ସୁନ୍ଦର ବିଷୟଟି ଭକ୍ତି ପରୀକ୍ଷା ଓଡ଼ିଆ ପାଲା
Thank you for watching this video. If you like this video then please hit the like button, share, and do subscribe to our channel for more such videos, also comment about your feedback in the comment section.
Also, watch more videos in these Playlists:-
ODIA PALA BHAJAN- kzbin.info....
ODIA PALA COMEDY- kzbin.info....
ODIA PALA ODISHI- kzbin.info....
FOLLOW US ON:-
KZbin:- www.youtube.co....
Facebook:- www.facebook.c....
Facebook Page:- / sarada-tv-od.. .
Twitter:- / tv_sarada .
--------------------------------------------------------------
ପାଲା -
ପ୍ରାଚୀନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟ ରେ ଏମିତି ଏକ କାର୍ଯ୍ୟକ୍ରମ ଯେଉଁଥିରେ ଆଧ୍ୟାତ୍ମିକ ଶିକ୍ଷଣୀୟ ଏବଂ ମନକୁ ଶାନ୍ତି ପ୍ରଦାନ କରୁଥିବା ଏକ କାର୍ଯ୍ୟକ୍ରମ ତାହା ହେଉଛି ଓଡ଼ିଆ ପାଲା, ଏହି ପାଲା ମଂଚ ସବୁ ବହୁ ପ୍ରାଚୀନ ଏବଂ ଯେତେବେଳେ ଅନ୍ୟ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ନ ଥିଲା ସେତେବେଳରୁ ହିଁ ଏହା ପ୍ରଚଳିତ ହୋଇ ଆସୁଅଛି, ବର୍ତମାନ ଯୁଗରେ ବହୁ ମନୋରଞ୍ଜନ ମାଧ୍ୟମ ସବୁ ଖୋଲିଗଲା ପରେ ଅନେକ ଯୁବ ପିଢ଼ି ଏଥିରୁ କ୍ରମଶଃ ସ୍ପୃହହୀନ ହୋଇ ପଡୁଛନ୍ତି କିନ୍ତୁ ସେମାନେ ବୋଧ ହୁଏ ଜାଣି ନାହାନ୍ତି ପାଲାର ପ୍ରାଚୀନ ପରମ୍ପରା ଏବଂ ଅନେକ ଗୁଡିଏ ପୁରାଣ ଶାସ୍ତ୍ରରୁ ଉଧୃତ ଏହି ପାଲା ସଂସ୍କୃତି ଯେ କେତେ ମହାନ ଏବଂ କେତେ ଯେ ଶିକ୍ଷଣୀୟ କଥା ଆମର ସମାଜର ନୀତି ଦିନର ଚଳଣି ଉପରେ ପ୍ରଭାବ ପକାଏ ତେଣୁ ମୋର ବିଜ୍ଞ ଦର୍ଶକ ସମାଜ ଏହି ପ୍ରାଚୀନ ସାଂସ୍କୃତିକ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମଟିକୁ ଦେଖନ୍ତୁ ଏବଂ ଏହାର ମାର୍ମିକ ତତ୍ୱ ଉପରେ ମନ ନିବେଶ କରନ୍ତୁ
--------------------------------------------------------------
COPYRIGHT DISCLAIMER:-
All copyrights are reserved by Sarada Tv. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
#odiapala
#saradatv