Utha Utha Baidhara ll ଉଠ ଉଠ ବାଇଧର ll Karunakar ll Srikant Gautam ll Bhakti Upasana

  Рет қаралды 1,086,674

Bhakti Upasana

Bhakti Upasana

Күн бұрын

Пікірлер: 425
@suramapradhan925
@suramapradhan925 Ай бұрын
ମୁଁ ଏଇ ଭଜନ ଟି ଯେତେ ଶୁଣୁଛି ଆହୁରି ଆହୁରି ଶୁଣିବାକୁ ଇଚ୍ଛା ହେଉଛି ତଥାପି ଜୀବନ ପ୍ରତି ଅଭୂତପୂର୍ବ ଅକର୍ଷଣ ରହୁଛି। ଶତ ଶତ ପ୍ରଣାମ
@chaitanyakanhar585
@chaitanyakanhar585 10 ай бұрын
ଜୟ ଜଗନ୍ନାଥ ବହୁତ୍ ଭଲ ହେଇଛି ,,ଏହି ଭଜନ ଶୁଣି ଆତ୍ମା କୁ ଶାନ୍ତି ମିଳୁଛି ,ଆଉ ବହୁତ୍ କିଛି ଶିଖିବାକୁ ବି ମିଳୁଛି ,,,, ପ୍ରସ୍ତୁତ ଲିଖିକ ଓ କଣ୍ଠ ଶିଳ୍ପୀ ଆପଣ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏😭 ସୁଣିକି କାନ୍ଧ ଲାଗିଲା😂😂😂😂
@madhusmitanayak8012
@madhusmitanayak8012 Жыл бұрын
ଗୀତଟି ଶୁଣିଲେ ଜୀବନକୁ ଅତି ନିକଟରୁ ଦେଖି ହେଉଛି ... ବାସ ହୃଦୟ ସ୍ପନ୍ଦନ ଥମି ଥମି ଯାଉଛି 🙏 ଶବ୍ଦ ହିଁ ନାହିଁ କିଛି କହିବାକୁ😢 ଜୟ ଜଗନ୍ନାଥ ❤
@akhilaguru7102
@akhilaguru7102 Жыл бұрын
ଅତି ସୁନ୍ଦର ସଙ୍ଗୀତ ଟି ମନକୁ ଛୁଇଁ ଯାଇଥିଲା ଏହି ସଙ୍ଗୀତ ଟି
@BishnukumarBaral-es6gx
@BishnukumarBaral-es6gx 5 ай бұрын
ଗୀତ ରଚନା ସଙ୍ଗୀତ ତଥା ଗାଇବା ଧାରା ବହୁତ ସୁନ୍ଦର ହୃଦୟସ୍ପର୍ଶୀ ହୋଈଛି ଧନ୍ୟବାଦ କରୁଣାକର ବାବୁ , ଭକ୍ତକବି ଚଣ୍ଡୀଦାସ ,
@amiyakumardas709
@amiyakumardas709 2 жыл бұрын
ସରିମାର୍ଥକ ଭଜନଟି ବହୁତ ସୁନ୍ଦର ହେଇଛି ସକାଳୁ ସକାଳୁ ମନକୁ ପରିବର୍ତ୍ତନ କରିଦେଲା ଲେଖକ ଏବଂ ଗାୟକ ମହାଶୟଙ୍କୁ ମୁଁ ପ୍ରଣାମ କୁରୁଛି 🙏🙏 ସୁ ପ୍ରଭାତ ଜୟ ଜଗନ୍ନାଥ🙏
@sanjayababaoficeal5756
@sanjayababaoficeal5756 Жыл бұрын
ହୃଦୟ କୁ ଛୁଇଁଲା ଭଳି ଭଜନ ଟି ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭୋବ ତୁମେ 🙏🙏🙏🙏🙏🙏
@narayandalai9799
@narayandalai9799 Жыл бұрын
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩
@BikashDas-zp5lr
@BikashDas-zp5lr 9 ай бұрын
Seem to you Bhai 💔😔🥺🛕🚩🙏
@narayandalai9799
@narayandalai9799 9 ай бұрын
@@BikashDas-zp5lr ଜୟ 🌴🚩ମାତାଜୀ 🌴🚩🚩🚩🙏🙏🙏
@Manamohanmahapatra
@Manamohanmahapatra 2 жыл бұрын
ଗୀତ ର ସାର ବୁଝିବାକୁ ହେଲେ ଅତି କମରେ ଦୁଇଥର ମନ ଦେଇ ଆମେ ଶୁଣିବା ।। ବହୁତ୍ ବହୁତ୍ ଜ୍ଞାନ ଭରି ହୋଇ ରହିଛି।।ଜୟ ଜଗନ୍ନାଥ 🙏🙏🙏
@binodinimohapatra4467
@binodinimohapatra4467 Жыл бұрын
Thik kahichhanti
@prakashbhoi8531
@prakashbhoi8531 Жыл бұрын
@ChinmayeeRout-tz4jc
@ChinmayeeRout-tz4jc Жыл бұрын
ଭଲ କଥା ଆପଣ କହିଛନ୍ତି ଆପଣ ଙ୍କ ନାମ କ,ଣ
@bishnupriyapradhan9100
@bishnupriyapradhan9100 Жыл бұрын
​@@binodinimohapatra4467😊
@rdpreschool
@rdpreschool 2 жыл бұрын
କଳିଯୁଗ ପାଇଁ ପାଇଁ ସୁନ୍ଦର ଭଜନ , ଶୁଣିଲେ ଖୁସିଲାଗିବ 🙏 ମିଛ ମାୟା ସଂସାର କେହି ନୁହେଁ କାହାର ,,,, ଭଗବାନ ଏକା ନିଜର 🙏
@narayandalai9799
@narayandalai9799 Жыл бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴
@pankajsahu6921
@pankajsahu6921 8 күн бұрын
Har har mahadev
@mohansahu5271
@mohansahu5271 Жыл бұрын
ଜିଏ ଭଜନ ଲେଖିଛି ତାହାକୁ କୋଟୀ କୋଟି ନମସ୍କାର
@munu6088
@munu6088 Жыл бұрын
ମଣିଷ ଜୀବନର ସମ୍ପୂର୍ଣ୍ଣ ଅର୍ଥ ଏଇ ଭଜନରେ ଅଛି। ଆଖିରୁ ଲୁହ ବୋହି ଯାଉଚି ଶୁଣିଲେ । ସତରେ ବହୁତ୍ ସୁନ୍ଦର ଭଜନ । ଜୟ ଜଗନ୍ନାଥ 🙏
@jhanshibehera
@jhanshibehera Жыл бұрын
ଏହି ଗୀତ ଟି ଜୀବନ ର ମୂଲ୍ୟ ବୁଝାଉଛି ଆମେ ଆମ ଅସଲି ଜୀବନ ର ଆର୍ଥ ଜାଣିବା ଆବଶ୍ୟକ
@jhanshibehera
@jhanshibehera Жыл бұрын
🙏🙏🙏
@narayandalai9799
@narayandalai9799 5 ай бұрын
ଜୟ 🚩🍀ଶ୍ରୀ 🌴🚩ନୀଳ ☘️🍀ମାଧବ 🚩🍀🌱🌿
@KaliaAchary-jy9wi
@KaliaAchary-jy9wi 3 ай бұрын
2w​@@narayandalai9799
@tunasiminikia4207
@tunasiminikia4207 3 ай бұрын
Really 😢😢😢😢😢😂😂😂😂😂
@tunasiminikia4207
@tunasiminikia4207 3 ай бұрын
😢😢😢😢😢😢😢😢😢
@SUSHILARJUNNDAS
@SUSHILARJUNNDAS Жыл бұрын
🗼🗼🗼🗼🗼🪔🛞🪔🛞🪔🛞🪔🛞🪔🛞🏹🏹🏹🏹🏹🚩🛕🚩🛕🚩🛕🚩🛕🚩🛕 🐂🐂🐂🐂🐂🦚🦚🦚🦚🦚ଓଁ*****ଓମ୍ ନମଃ ଜୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ନମଃ ନମଃ ନମଃ ନମଃ ନମଃ*****ଓଁ 🦚🦚🦚🦚🦚🐂🐂🐂🐂🐂🚩🛕🚩🛕🚩🛕🚩🛕🚩🛕🏹🏹🏹🏹🏹🪔🛞🪔🛞🪔🛞🪔🛞🪔🛞🗼🗼🗼🗼🗼
@chandanmunda5759
@chandanmunda5759 2 жыл бұрын
ବହୁତ ପ୍ରଶଂସନୀୟ ଧନ୍ୟବାଦ୍ ଗୁରୁଜୀ ପ୍ରଣାମ ଆଗକୁ ଆଉ ଏମିତି ଭିଡିଓ ଛାଡ଼ନ୍ତୁ ଆମେ ନିଶ୍ଚିତ କମେଡ କରିଵୁ
@pustamnayak8874
@pustamnayak8874 2 жыл бұрын
ଶ୍ରୀ କାନ୍ତ ଗୌତମ sir you are great 🙏
@Sadhna1223
@Sadhna1223 7 ай бұрын
ବହୁତ୍ ସୁନ୍ଦର ଗାହାଣୀ ❤
@manas_1994
@manas_1994 2 жыл бұрын
ଶ୍ରୀକାନ୍ତ ସାର୍ ଭଜନ ଗୀତ କିଏ କେତେ ଲେଖିଛନ୍ତି କିନ୍ତୁ ଆପଣଙ୍କ ଭଳି ନା କିଏ ଲେଖିଛି ନା ପାରିବ ଜୀବନର ନିରାଟ ସତ୍ୟ
@SujitKumarNayak-08
@SujitKumarNayak-08 22 күн бұрын
pura sata
@madhusudandash7471
@madhusudandash7471 2 ай бұрын
ଆପଣଙ୍କର ଗାଇବା ଭଲ ହୋଇଛି କରୁଣାକର ସାର୍ ଏବଂ ସାର୍ ଆପଣଙ୍କ ଲେଖା ଅତି ସୁନ୍ଦର ହେଇଛି ଶ୍ରୀକାନ୍ତ ଗୌତମ ସାର୍
@TrinathBarik-vz3lg
@TrinathBarik-vz3lg 3 ай бұрын
ଅତିସୁନ୍ଦର ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭାଇନା
@tekinicalcook8822
@tekinicalcook8822 2 жыл бұрын
ସାର୍ ଏତେ ଲେଖକ ଅଛନ୍ତି ଏତେ କିଛି ଲେଖୁଛନ୍ତି କିନ୍ତୁ ଆପଣଙ୍କ ପରି ନିରାଟ ସତ୍ୟ କେହି ଲେଖି ନାହାନ୍ତି ସାର୍
@BishnukumarBaral-es6gx
@BishnukumarBaral-es6gx Жыл бұрын
ବହୁତ ହୃଦୟ ସ୍ପର୍ଶୀ ସୁନ୍ଦର ରଚନା ଗାଇବା ବି ବହୁତ ମାର୍ମିକ ରଚନା ବହୁତ ବହୁତ ଧନ୍ୟବାଦ ଶ୍ରୀକାନ୍ତ ବାବୁ ,କବିଚଣ୍ଡୀଦାସ
@pustamnayak8874
@pustamnayak8874 2 жыл бұрын
ଯିଏ ଏ ଭଜନ ଲେଖିଛି ତାକୁ କୋଟି କୋଟି ନମନ 🙏🙏 ଅତି ସୁନ୍ଦର ଭାବରେ ସବୁ କିଛି ବୁଝେଇ ଦେଇଛି ଏ ଭଜନ ରେ 🙏 ଜୟ ଜଗନ୍ନାଥ
@akshaykumar786-y4f
@akshaykumar786-y4f Жыл бұрын
srikant nana lekhichanti
@lolodiabishal7630
@lolodiabishal7630 Жыл бұрын
😢
@amitkumargouda3163
@amitkumargouda3163 Жыл бұрын
Jay Jagannath
@narayandalai9799
@narayandalai9799 Жыл бұрын
jay🚩☘️ shree🌴🚩 guru☘️🚩 dev🚩☘️ jay ☘️🚩shree ☘️🚩panchasakha☘️🚩 jay 🚩☘️shree☘️🚩 hanuman☘️🚩 jay 🚩☘️shree☘️🚩 jagannath☘️🚩
@narayandalai9799
@narayandalai9799 Жыл бұрын
​@@akshaykumar786-y4fଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@bijaykumarnayak810
@bijaykumarnayak810 6 ай бұрын
ଖୁବ ସୁନ୍ଦର ଭଜନ❤❤
@gaganbiharipradhan4091
@gaganbiharipradhan4091 2 жыл бұрын
ଅତି ସୁନ୍ଦର ହୃଦୟ ଛୁଆଁ ଗୀତ
@abhimanyusahoo4513
@abhimanyusahoo4513 2 күн бұрын
ଓଡିଶା ର ଆଲବମ ର ସ୍ରଷ୍ଠା ହେଲେ ଶ୍ରୀକାନ୍ତ ସାର love you ସାର
@MujagaraPua
@MujagaraPua 18 күн бұрын
ମୁଁ ଆଜି ଗରିବିତ ମୋ ଓଡ଼ିଶାରେ ଏଇ ଭଳି କଳାକାର ଅଛନ୍ତି ହେଲେ ଏ ଦୁନିଆରେ ଗଟେ କଥା ସତୀୟ ଜନମ ମରଣ ରାମ ନାମ ଶତ୍ୟା ହେ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
@sandeepjena1143
@sandeepjena1143 5 ай бұрын
ବୋହୁତ ସୁନ୍ଦର ଭଜନ ଲେଖିଛନ୍ତି। ଜୟ ଜଗନ୍ନାଥ🙏🙏🙏🙏🙏🙏
@Matajisahoo
@Matajisahoo 11 ай бұрын
ବହୁତ ସୁନ୍ଦର ଗୀତ ରଚନା କରିଛନ୍ତି ❤❤❤❤❤❤❤❤❤❤😊😊😊😊😊😊😊😊😊😊😊😊😊😊😊😊😊😊😊😊❤❤❤❤❤❤❤❤❤❤
@sukantakumarsahoo6982
@sukantakumarsahoo6982 2 жыл бұрын
ଏହି ଭଜନ ବହୁତ ହ୍ଋଦୟ ସ୍ପର୍ଶୀ ଜୟ ଜଗନ୍ନାଥ🙏🙏🙏🙏
@kamalamansingh4663
@kamalamansingh4663 2 жыл бұрын
All
@bhubuniyadav5702
@bhubuniyadav5702 9 ай бұрын
ରାଧେ ରଧେ
@dbiki
@dbiki 2 жыл бұрын
ଅତି ସୁନ୍ଦର ସାର୍
@NityaAnanda7775
@NityaAnanda7775 2 жыл бұрын
ଅତି ସୁନ୍ଦର brilliant brain master blaster evergreen Srikanth Gautam sir Jay Jagannath
@prasadkumarpatro5427
@prasadkumarpatro5427 2 жыл бұрын
The legendary lyricist. One and only in odia. It's very much better from sabu Maya re baya. Namaste sir...
@rameshtarai3903
@rameshtarai3903 2 жыл бұрын
P
@dharanidharpadhan2361
@dharanidharpadhan2361 2 жыл бұрын
@@rameshtarai3903 l
@Harekrishna....947
@Harekrishna....947 Жыл бұрын
Good
@bhagbansethi336
@bhagbansethi336 Жыл бұрын
କୋଟି କୋଟି ପ୍ରଣାମ ପ୍ରଭୁ ❤️❤️❤️❤️❤️🌹🌹🌹🌹🌹ସତ ସତ ପ୍ରଣାମ ପ୍ରଭୁ
@jhunnupradhan651
@jhunnupradhan651 Жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏଈ ଭଜନ 🙏🙏🙏
@laxmipanda2087
@laxmipanda2087 2 жыл бұрын
Sata katha sansara boli kichi nahi kehi kahara nuhe. 🙏🙏
@uramilaandprakash1232
@uramilaandprakash1232 Жыл бұрын
ଗୁରୁ ମହିମା ଅଲେଖ ଅତି ସୁନ୍ଦର ,ବହୁତ ଗୋଡ଼ିଏ ଜିନିଷ ଅଛି
@tulsidevpujhari8547
@tulsidevpujhari8547 2 жыл бұрын
Prakrutare bhagwannka adesha hebaru srikant sirnku emiti adhyatmik gita lekhibakudeichanti and karunakar sirnku gaibaku bhagwan pathechhanti.and lokamamananku cheteidabapain
@sibaniBiswal-pf5ju
@sibaniBiswal-pf5ju 5 ай бұрын
@srianshugouda3548
@srianshugouda3548 4 ай бұрын
ବହୁତ ସୁନ୍ଦର ହେଇଛି ଭଜନ।
@bibekanandakar3066
@bibekanandakar3066 Жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ନନ୍ଦ ବାବୁ God Bless you.
@satyaprakashsahoo5213
@satyaprakashsahoo5213 2 жыл бұрын
ସୁନ୍ଦର ଭଜନ ହୃଦୟ କୁ ଛୁଇଁ ଗଲା ଜୟ ଶ୍ରୀରାମ 🙏
@narayandalai9799
@narayandalai9799 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@narayandalai9799
@narayandalai9799 Жыл бұрын
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@SwarnalataAcharya
@SwarnalataAcharya 6 ай бұрын
Dhanyabad karunakar sundar bhaba tumar gaeba saeli sundar
@lababehera6765
@lababehera6765 11 ай бұрын
Jay Sita Ram Jai Radhe Krishna Radhe krishna Sita Ram ❤❤❤❤❤❤❤
@trilochanb3380
@trilochanb3380 2 жыл бұрын
ଭାରି ସୁନ୍ଦର ଭାବରେ ଗାଇଛନ୍ତି 🙏🙏👍👍🎼🎉
@maheshrajahansa9397
@maheshrajahansa9397 Жыл бұрын
Ppppppp❤❤❤❤o❤❤❤❤ love ❤❤❤❤❤ AND AND ❤❤ AND MISS YOU TOO LOVE YOU GUYS TOO TOO SORRY SORRY TO BOTHER YOU BUT I LOVE YOU YOU X
@simapradhan8922
@simapradhan8922 11 ай бұрын
ಡಬಬ್ರಭ😊😊😊😊😊😊😊😊
@bibhutibhusanamishra5665
@bibhutibhusanamishra5665 Жыл бұрын
ଅତି ଚମତ୍କାର ଶବ୍ଦ ସଂଯୋଜନା ତତ ସହିତ ଭାବ 👌
@BikashDas-zp5lr
@BikashDas-zp5lr 9 ай бұрын
Jay Jagannath Swami Narayan patha gami bhaba tume 🥺😔😭💔
@chinmayas8645
@chinmayas8645 2 жыл бұрын
ସବୁ ସେଇ ଚକାଆଖିର ଖେଳ କି ନୀଳା ତାର ନା କିଏ ବୁଝଛି ନା ବୁଝିବ ଜୟ ଜଗନ୍ନାଥ.... 🙏❤️❤️❤️
@tapankumar977
@tapankumar977 2 жыл бұрын
Super
@kedaraBehera-ob7lb
@kedaraBehera-ob7lb 2 жыл бұрын
ଆଖି ବନ୍ଦ,କାନ ରେ ear Fun ବାସ ଆଖି ଆପେ ଆପେ ଲୁହ ଆସିଯିବ 😭😭
@amitkumargouda3163
@amitkumargouda3163 Жыл бұрын
Hna sem 😭😭🙏🙏
@AratiDas-ni2tk
@AratiDas-ni2tk 9 ай бұрын
😢😢😢😢😢😢😢😢😢😢😢😢
@BikashDas-zp5lr
@BikashDas-zp5lr 9 ай бұрын
😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@reenaskitchen1121
@reenaskitchen1121 2 жыл бұрын
ଧନ୍ୟବାଦ ନମସ୍କାର 🙏🙏 🙏💐💐💐ଜୟ ଶ୍ରୀ ରାମ 🙏🙏 🙏💐💐💐
@bhubuniyadav5702
@bhubuniyadav5702 9 ай бұрын
ଜୀବନ କୁ ଆତୀ ସୁନ୍ଦର ଭାବରେ ଲେଖିଛନ୍ତି ଜୟ ଜଗନ୍ନାଥ radh
@purijhiasrabani
@purijhiasrabani Жыл бұрын
Jou manannka mana bhitare garba,jati, dharma,barna ghruna achhi thare e song suni nia janijiba dunia mane kn😭😭😭😭😭..... Jetiki dina banchicha anya ku khusi dia au anya khusi re khusi hua darakar thu adhika lobha karani... Jay jagannath 🙏🙏🙏
@onlytruth4093
@onlytruth4093 2 жыл бұрын
E gita sunila pare laguchi dunia saha amara kichi samparka hin nahin😟
@akshaykumar786-y4f
@akshaykumar786-y4f 2 жыл бұрын
Semti bhai 😭😭😭
@BikashDas-zp5lr
@BikashDas-zp5lr 9 ай бұрын
Yes bro 🚩🥺😔🛕🙏😭💔🥀😥😢😩😫
@anilbaliarsingh4528
@anilbaliarsingh4528 4 ай бұрын
Bahut sundar laguchi
@ManasaPradhan-lb1un
@ManasaPradhan-lb1un 2 ай бұрын
Jibana ra mulya bujhauthiba gita,very nice ❤
@madanpradhan9691
@madanpradhan9691 6 ай бұрын
ଯେବେ ବି ଜୀବନ ରେ କିଛି ବି କାରଣ ରୁ ଲୋଭୋ ରାଗ ଭାବନା ଆସେ ୟେ ଗୋଟେ ଗୀତ ସବୁ ଦୂର କରିଦିଏ 😢
@gajendrasahu2263
@gajendrasahu2263 4 ай бұрын
He bhagaban ki Sundar Gita Pura jibanara sata Katha🙏🙏🙏
@BINAPANI--BALIARSINGH--
@BINAPANI--BALIARSINGH-- Жыл бұрын
Chamtkar song sir
@PinkyMuduli-u6z
@PinkyMuduli-u6z 6 ай бұрын
🙏🙏🙏🙏🙏🙏🙏🙏
@annapurnamuduly122
@annapurnamuduly122 2 жыл бұрын
Srikanta sir nku ases ases dhanyabad
@deepakkumarsamal5383
@deepakkumarsamal5383 10 ай бұрын
Bahut Sundar ❤❤❤
@ArchanaNayak-hv7xo
@ArchanaNayak-hv7xo 3 ай бұрын
Mu ae ଗୀତଟି ମୋ ପିଲା ବେଳେ ଶୁଣିଥିଲି ବହୁତ ଭଲ ଲାଗିଲା
@nandibhai939
@nandibhai939 4 ай бұрын
❤❤❤❤❤jai Jagannath ❤❤❤❤❤
@GhanaSyam-xy7lr
@GhanaSyam-xy7lr 8 ай бұрын
ବହୁତ ସୁନ୍ଦର ଭଜନ
@GhanaSyam-xy7lr
@GhanaSyam-xy7lr 8 ай бұрын
ଜୟ ଜଗନ୍ନାଥ 🙏🙏😢😢😂😂❤❤🎉🎉
@sunitakumarigouda3547
@sunitakumarigouda3547 2 жыл бұрын
E song ta jete sunile b mana bhanguni suniki mana khusi hoijauchi au mana re garba, ahmakar,lova aseni
@_upendra_putel
@_upendra_putel Жыл бұрын
ଶ୍ରୀକାନ୍ତ ସାର୍ ଆପଣଙ୍କୁ କୋଟି କୋଟି ନମସ୍କାର,ଜୀବନର ସମସ୍ତ କଥା କୁ ଆପଣ ଗୀତ ମାଧ୍ୟମରେ ଖୁବ୍ ସୁନ୍ଦର ଭାବରେ ବୁଝାଇ ଥିବାରୁ,,,,,,ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ ଏବଂ ଖୁସୀରେ ରଖିଥାନ୍ତୁ,, ,,,, ଗାୟକ କରୁଣାକର ସାର୍ ଙ୍କୁ ମଧ୍ୟ ନମସ୍କାର,,,, ,ଲୋକ ଲୋଚନକୁ ଆଣିଥିବା ଚ୍ୟାନେଲ୍ କୁ ବହୂତ୍ ବହୂତ୍ ଧନ୍ୟବାଦ୍,,,, ଜୟ ଜଗନ୍ନାଥ,,,,,,,,,,🙏🙏🙏🙏
@sarmilasahoosarmila3193
@sarmilasahoosarmila3193 Жыл бұрын
Bhajan ti bahut sundar heichhi🙏🙏🙏🙏
@rinasahoo9008
@rinasahoo9008 Жыл бұрын
Shrikant sir aapananku koti pranam A geeta present karithibaru 🙏🙏🙏🙏🙏🙏
@annapurnamuduly122
@annapurnamuduly122 2 жыл бұрын
Karunakara sirnku b bahut bàhut dhanyabad kete sundar bhabare gaichanti
@narayandalai9799
@narayandalai9799 Жыл бұрын
Hare 🚩🌴Krishna🌴🚩 Hare 🚩🌴Krishna🌴🚩 Krishna 🌴🚩Krishna 🌴🚩Hare 🌴🚩Hara 🌴🚩Hare 🚩🌱Ram 🌱🚩Hare 🌿🚩Ram 🚩☘️Ram☘️🚩 Ram🚩🍀 Hare 🚩🌺Hare🌺🚩 Radhe🌿🚩 Radhe🌿🚩🙏🙏🙏
@kumarnakula3669
@kumarnakula3669 2 жыл бұрын
Nice song
@SURESHPANDA-vp3cp
@SURESHPANDA-vp3cp Жыл бұрын
ସୁନ୍ଦର ଭଜନ ଟିଏ
@BabulKumarGouda-u7i
@BabulKumarGouda-u7i 7 ай бұрын
ଏ ଗୀତ ଯିଏ ଲେଖିଛି ମୁଁ ତାକୁ କୋଟି କୋଟି ନମସ୍କାର କରିବି ଅତି ସୁନ୍ଦର ରେ ବୁଝେଇ ଦେଇଛି ଏ ଗୀତ ମୋର ଅତି ପ୍ରିୟ thanks 🙏 sar ସାର୍ ନାହିଁ ମୋ ଗୁରୁଜୀ
@sanjukumarmishra9141
@sanjukumarmishra9141 3 ай бұрын
Bahut sundar hai chahe Bhala lagila
@nagenkumarbehera1626
@nagenkumarbehera1626 11 ай бұрын
Jay jagannath swami Nayan patha gami bhaba tume 🙏🙏🙏🙏
@santilatasantilatajena8462
@santilatasantilatajena8462 2 жыл бұрын
Emiti bhala katha new post karantu very nice super
@Ajaykumarpradhan827
@Ajaykumarpradhan827 Жыл бұрын
ମଣିଷ ସବୁ ଯାଣି ମଧ୍ଯ ଏପରି କୁକର୍ମ କଣ ପାଇଁ କରୁଛନ୍ତି 🥺🥺🥺🥺🥺🥺😭😭😭😭😭😭😭
@prabinakumarjena7673
@prabinakumarjena7673 Жыл бұрын
🌹ଜୟ 💖ଶ୍ରୀ 🌹ଜଗନ୍ନାଥ💖 ସ୍ବାମୀ🌹🙏🙏🙏
@bhagbansethi336
@bhagbansethi336 Жыл бұрын
କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤🌹🌹🌹🌹🌹
@jsahujsr
@jsahujsr 2 жыл бұрын
Practical life experience related song ... So useful for all .. thanks for made this type of song
@Ajaykumarpradhan827
@Ajaykumarpradhan827 Жыл бұрын
ମିଛ ମାୟା ସଂସାର 😌😌😌
@susamasethy6445
@susamasethy6445 11 ай бұрын
❤❤❤❤❤❤❤❤❤
@DebarajSahoo-ABlessedDevOffice
@DebarajSahoo-ABlessedDevOffice 2 жыл бұрын
Jewel Tune.. Marvellous Voice... Jabardast Lyric
@jhalisahoo5630
@jhalisahoo5630 2 жыл бұрын
Jjjjìjjjjjjj
@surajtech6086
@surajtech6086 11 ай бұрын
Jia ai song ku lakhichi taku koti namaskar 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@munasamantaray9509
@munasamantaray9509 2 жыл бұрын
Jay Jagannath
@Muskaanstory
@Muskaanstory Сағат бұрын
ଦୁର୍ଲଭ ଗୀତ ଟିଏ । ଜୀବନ ର ମୂଲ୍ୟ ଗୀତ ମାଧ୍ୟମ ରେ ଜଣେଇ ଦେଇଛନ୍ତି 😢
@akashkhatua9070
@akashkhatua9070 2 жыл бұрын
ଜୟ ଜଗନ୍ନାଥ 🙏❤️🙏❤️🥀❤️🙏❤️🥀🙏
@chhayakantapani2808
@chhayakantapani2808 Жыл бұрын
ଭାରି ସୁନ୍ଦର ଗାଉଛନ୍ତି କରୁଣାକର ଭାଇ
@BhajaPradhan-qk3rw
@BhajaPradhan-qk3rw Жыл бұрын
So nice supar 👌👌👌🙏🙏
@prakashsahoo2732
@prakashsahoo2732 8 ай бұрын
ବହୁତ ଭଲ ଭଜନ 🙏
@Sunilkunuvlogs
@Sunilkunuvlogs Жыл бұрын
ଏଗିତର ମୂଲ୍ୟ କିଏ ବୁଝୁଛି ସବୁଦେଖୁଚିଏ ମଣିଷ କିନ୍ତୁ ଅନ୍ଧ ସବୁ ସୁନୁଚି ହେଲେ ସେ ବଧିର ପାଦ ଥାଇ ପଙ୍ଗୁ ସୁନ୍ଦର ହୃଦୟ ରେ ପ୍ରେମ ଥାଇ ବିଷ ବର୍ଷା କରୁଛି ମଣିଷ ପାପ ବାଟରେ ଯାଉଛି । ଏବେଠାରୁ ସୁଧୁରି ଯାଅ ପୁଣ୍ୟ ,ପ୍ରେମ,ସତ୍ୟ,କୁ ସାଉଁଟି ନେଇ ବାକି ପାପ ,ଛଳନା,ମିଛ,ଅବିଶ୍ବାସ କୁଫିଙ୍ଗି ଦିଅ ନିଜ ଉପରେ ବିଶ୍ୱାସ ରଖ କି ମୁଁ ପାପ କୁଛାଡ଼ି ପୁଣ୍ୟ କରିପାରିବି ତେବେ ନିଶ୍ଚୟ କରିପାରିବେ ଏହି କ୍ଷଣି ରୁ ବଦଳୀ ଯାଅ ମଣିଷ 🙏🥺😢😭❤ଆଉ ମନରେ ପ୍ରେମ ନେଇ ଭଲପାଇବା ବାଣ୍ଟି ଚାଲ ଈଶ୍ଵର ସେଇ ମଣିଷ କୁ ପ୍ରେମ କରନ୍ତି।😊💖
@sunilnath7050
@sunilnath7050 2 жыл бұрын
I am assamese.i dont know odiya language but I love this song and ....really
@pintucreation7277
@pintucreation7277 2 жыл бұрын
ଜୟ ଜଗନ୍ନାଥ 🙏❤️🙏
@soumyaranjanPradhanbana
@soumyaranjanPradhanbana 7 ай бұрын
ଏଇ ହିଁ ତ ଆମ ଅସଲି ଜୀବନ 🥺
@narayandalai9799
@narayandalai9799 Жыл бұрын
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
@swachhaBHARAT
@swachhaBHARAT 11 ай бұрын
jibana ra aha eka prakruta satya katha tiaa aji jadi na bujhibu tahle bujhibaku auu samaya nathiba sethipai aahi gahani madhyama re sachetana heijiba darkar, jai jagannath swamy🕉🙏satya hi sanatan
@sarojaaltia6241
@sarojaaltia6241 Жыл бұрын
Bahut bhala
@Odgaming7-
@Odgaming7- 7 ай бұрын
ଏଇ ଗୀତ ଶୁଣି ମୋ ଲୋମ ଟଙ୍କୁରି ଉଠେ 🥺
ଶ୍ରୀ ହନୁମାନ ଚାଳିଶା #youtubeshorts #lord
14:32
Sunil nandini 8478
Рет қаралды 1,1 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
We Attempted The Impossible 😱
00:54
Topper Guild
Рет қаралды 56 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН
ଉଠ ଉଠ ଜଗନ୍ନାଥ || Odia Soul full Jagannath Bhajan || Jay Jagannath 🙏⚫❗⚫🙏 ||
15:39
Jiban Jyoti Creations -121k view - 21 hour's ago
Рет қаралды 1,9 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН