Kalijuga Jagannatha | Full Video | Govinda Chandra | Suresh Panda | Srikant Gautam |Hrudananda Sahoo

  Рет қаралды 2,920,704

Bhakti Upasana

Bhakti Upasana

Күн бұрын

Пікірлер: 967
@AmitJena-h9d
@AmitJena-h9d 4 ай бұрын
Rudra, ବହୁତ ଭଲ ଲାଗିଲା ଏହି ଶିକ୍ଷା କଳିଯୁଗର ପାପୀ ମାନଙ୍କୁ ଦରକାର ଯେଉଁମାନେ ଏହି କର୍ମମାନ କରୁଛନ୍ତି ଏବଂ ବୁଝି ଭଲବାଟକୁ ଫେରିବା ଦରକାର ନହେଲେ ଦେଖିବ ଏହି କର୍ମପାଇଁ ନର୍କ ରେ ପଡିପାରନ୍ତି,ଜୟ ଜଗନ୍ନାଥ 🙏🙏⭕‼️⭕
@biswonathsahoo9521
@biswonathsahoo9521 10 ай бұрын
ମୋ ଜୀବନ ରେ ଘଟିଥିବା ଘଟଣା ଏହି ଗୀତ ....... ଜୟ ଜଗନ୍ନାଥ 🥺🙏
@sujittarai7901
@sujittarai7901 26 күн бұрын
❤ ଗୀତ ଗାଉଥିବା ଏବଂ ଲେଖିଥିବା sir ଙ୍କୁ ମୋର କୋଟି ନମସ୍କାର ଦୟାକରି ଏପରି ଗୀତ ଲେଖିଲେ ଏବଂ ଏପରି ସ୍ୱର ରେ ବୋଲିଲେ ମୁଣ୍ଡ ପାଗଳ ହେଇଯାଉଚି
@purnachandrasahoo9702
@purnachandrasahoo9702 Жыл бұрын
ଅତି ସୁନ୍ଦର , ଯୁଗ ଉପଯୋଗୀ ଭଜନ,ମଣିଷ ବୁଝିଲେ ହେଲା, ଜୟ ଜଗନ୍ନାଥ ।
@laxmipriyapradhan3807
@laxmipriyapradhan3807 9 ай бұрын
Jay jagannath
@SARKAR...670
@SARKAR...670 8 ай бұрын
Jaha kahila kia bujhuchi😢
@aq__gaming
@aq__gaming 8 ай бұрын
ଜୟ ଜଗନ୍ନାଥ 🙏🙏🙏
@ajoypatra8798
@ajoypatra8798 4 ай бұрын
​h̤00p̤o̤l̤o̤l̤l̤l̤p̤p̤p̤p̤p̤l̤)̤p̤p̤p̤p̤p̤00990000
@Vibevault-d4l
@Vibevault-d4l 3 ай бұрын
😮😮​i😮@@laxmipriyapradhan3807and 😊iggji😮😊
@rakeshsahoo1275
@rakeshsahoo1275 22 күн бұрын
ବହୁତ୍ ସୁନ୍ଦର ଗୀତ ମୁ ସବୁଦିନ ସୁଣେ ଏହି ଗୀତ ଲେଖା ଟି ପୁରା ସତ୍ୟ||
@kajalmallick7989
@kajalmallick7989 9 ай бұрын
Bahut dino pare emiti song sunili Jay Jagannath
@sridharswain-jb6zz
@sridharswain-jb6zz 21 күн бұрын
2024 ରେ କିଏ ଶୁଣୁଛ like କର ଜୟ ଜଗନ୍ନାଥ 🙏🙏
@meghuhandiari8789
@meghuhandiari8789 Жыл бұрын
ସତ କହିଲେ ସମସ୍ତଙ୍କୁ ବାଧୁଛି ଆଉ Like କେଉଁଠୁ ମିଳିବ "ଜୟ ଜଗନ୍ନାଥ ସ୍ବାମୀ"
@mojagannathamahaan
@mojagannathamahaan Жыл бұрын
ଆରେ ଭାଇ "ଜୀବନକୁ କି ଅବା ଭରଷା" ଗୀତ ର ପ୍ରତ୍ୟେକ ପଦ ଶୁଣିଲେ ଛାତିରୁ କଲିଜା ବାହାରିଗଲା ପରି ଲାଗେ ପୁଣି ସେ ଗୀତ viral ହେଇଛି ନା ନାହିଁ......ପ୍ରତ୍ୟେକ ଶିକ୍ଷଣୀୟ ଗୀତ ଗୁଡିକୁ ଶୁଣ ଆଉ ସେଇଟା ନିଜ ଆଡ଼ କୁ ଟାଣି ନ ନେଇ ବରଂ ଭାବ କେମିତି ସେଇ ଶିକ୍ଷା ଟା ଅନ୍ୟ ଙ୍କୁ ଦେବା ପାଇଁ.....ଜୟ ଜଗନ୍ନାଥ 🙏🙏🙏
@banamalipatrapatra7905
@banamalipatrapatra7905 10 ай бұрын
Right🎉🎉🎉
@pradiptakumarghadei3309
@pradiptakumarghadei3309 9 ай бұрын
Sata katha bhai
@debasisdash1367
@debasisdash1367 8 ай бұрын
@JyotirekhaRout-z6y
@JyotirekhaRout-z6y 7 ай бұрын
1q❤❤❤❤❤❤❤​@@banamalipatrapatra7905
@sudhanshujena9182
@sudhanshujena9182 2 ай бұрын
ନୀତି ଦିନିଆ ଘଟୁଥିବା ଘଟଣା କୁ ନେଇ ଭଜନ ଟିଏ ଓଃ ହୃଦୟ କୁ ଚୁଇଛି ହେ କଳିଯୁଗ ମଣିଷ ସୁଧୁରି ଯାଅ 😢😢
@princetapancreations6697
@princetapancreations6697 11 ай бұрын
ସତ ରେ ବହୁତ ସୁନ୍ଦର ହୋଇଛି 😢😢😢 ହୃଦୟସ୍ପର୍ଶୀ ଅଟେ।
@JyotiprakashSahu-od1fb
@JyotiprakashSahu-od1fb 8 ай бұрын
ମନଛୁଆଁ ସତ୍ୟ ଘଟଣାରେ ଭରପୁର ହୃଦୟକୁ ଛୁଇଁ ଯାଉଛି ଗୀତଟି,ଯେ ଗୀତଟି ବୁଝିବ ନିଶ୍ଚୟ ଲାଇକ୍ କରିବ
@laxmisahoo-vy3gl
@laxmisahoo-vy3gl 2 ай бұрын
❤❤
@saritarout4987
@saritarout4987 2 ай бұрын
Jay Jagannath 🙏🙏❤️
@udiobehera373
@udiobehera373 2 ай бұрын
TT
@anadisahu746
@anadisahu746 Ай бұрын
😊😊
@KunjabihariBanchhor
@KunjabihariBanchhor Ай бұрын
❤❤❤❤ Jai jagannath Swami
@MamiSwain-ux3dn
@MamiSwain-ux3dn 3 ай бұрын
ଭଲ ଗୀତ ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ଶବ୍ଦରେ ଶ୍ରୀମନ୍ଦିର ଭିତରେ ଥିବା ବେଳେ ଜୀବନ ସହ ଏପରି ଲଉଡି ଖେଳର🙏🙏🏿
@somanathmuduli2284
@somanathmuduli2284 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏❤️❤️
@MBCMASTI
@MBCMASTI 2 ай бұрын
02:26 ରୁମ୍ ଟାଙ୍କୁରା ଲିରିକ୍। Goosebumps 😢
@NeellTubu
@NeellTubu 9 ай бұрын
Jia ea Gita lekhichi tanku namskar 🙏 100% right bohut kallusita heigalani ei samaja .
@bijaya.123
@bijaya.123 9 ай бұрын
ଜୟ ଜୟ ଜଗନ୍ନାଥ 😭😭😭🌷🌷🌷🌷🌷🙏🙏
@user-premdas246
@user-premdas246 10 ай бұрын
ଜୟ ଜଗନ୍ନାଥ ଅତି ସୁନ୍ଦର ଭଜନ ହେଇଚି ମୋର ମନ କୁ ଛୁଇଁ ଗଲା 🙏🙏🙏🙏🙏🙏ଜୟ ଜଗନ୍ନାଥ
@minaketanjena4152
@minaketanjena4152 9 ай бұрын
ହୃଦୟସ୍ପର୍ଶୀ ଗୀତ ଆଖିରୁ ଲୁହ ଆସିଯାଉଛି, ଅତି ସୁନ୍ଦର ❤❤❤🙏🙏
@KarunaSahu-iu9ep
@KarunaSahu-iu9ep Ай бұрын
ହେ ଜଗନ୍ନାଥ ସ୍ଵାମୀ ହେ ବାବା ଭୋଳା ହେ ମାଆ ସାହା ତୁମେ ଏକା ❤❤❤❤❤ଜୟ ଶ୍ରୀ ରାଧା ମାଧବ ❤❤❤❤
@devirao8896
@devirao8896 11 ай бұрын
जय जगन्नाथ 🌹 स्वामी दंडवत नमस्कारम 🙏 🙏 🌹 🌹 🌹 🌹 🌹 🌹 🌹🙏🙏🙏
@KrishnaPradhan-ub5vp
@KrishnaPradhan-ub5vp 8 ай бұрын
4:39 4:41 ❤❤❤
@mamatamahali7030
@mamatamahali7030 4 ай бұрын
Bht bht sundar song akhiru luha asijauchi satare bapa pahada pari bojha nianti 😢😢😢
@barsanayak5514
@barsanayak5514 Жыл бұрын
ଅତି ସୁନ୍ଦର ଜଗନ୍ନାଥ 🙏🙏🙏
@Rajeshkualo
@Rajeshkualo 6 ай бұрын
ସତ୍ୟ ଆମ ଜଗନ୍ନାଥ ମିଥ୍ୟା ମାୟା ଏଇ ସଂସାର ,,,,ଧନ ଯୌବନ ଲାଳସା ରେ ମଣିଷ ଆଜି ବିପଥ ଗାମୀ
@ODISHATOKACM
@ODISHATOKACM 9 ай бұрын
ଅତି ସୁନ୍ଦର ଗୀତଟିଏ
@alokranjantarai3580
@alokranjantarai3580 10 ай бұрын
ଅତି ସୁନ୍ଦର ବହୁତ୍ ହୃଦୟ ସ୍ପର୍ଷୀ ଭଜନ ଟି, ଜୟ ପ୍ରଭୁ ଜଗନ୍ନାଥଙ୍କ ଜୟ ହେଉ 🙏🙏🙏🙏
@pradeepkumarrout8027
@pradeepkumarrout8027 3 ай бұрын
Jay jagannath ବହୁତ ସୁନ୍ଦର ଗୀତ ଓ ଯାହାକୁ ଭଲ ଲାଗିଲା ସେ ଗୀତ ର ମର୍ମ ବୁଝିବ ।
@bhajamanbehera4603
@bhajamanbehera4603 2 ай бұрын
ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ
@rukmanabagarti-ru4hx
@rukmanabagarti-ru4hx 6 ай бұрын
ଜୀବନ ପଥର ବହି, ଶିକ୍ଷା ଏଠୀ ଅଛି ରହି। " ଜୟ ଜଗନ୍ନାଥ "
@priyabrataparida7223
@priyabrataparida7223 9 ай бұрын
କି ସୁନ୍ଦର ଭଜନ 👍👍👍
@RekhaSwain-q9q
@RekhaSwain-q9q 11 ай бұрын
Ate sundara bhajana hele like kama akalira manisha a gitara kn mane janichanti Jaya jaganath 🙏🙏🙏🙏
@pradiptakumarghadei3309
@pradiptakumarghadei3309 Ай бұрын
Sata Katha bhai.
@nrusingharoul7389
@nrusingharoul7389 5 ай бұрын
ବହୁତ ସୁନ୍ଦର ଗୀତ 👍👍❤️❤️🙏🙏🙏🙏🙏
@AmiyaKumarNanda
@AmiyaKumarNanda Ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏 ବହୁତ ସୁନ୍ଦର ଭଜନ
@drmusic3783
@drmusic3783 9 ай бұрын
Jay jagannath Swami Nayana patha gami bhaba tuma
@Mantu_878
@Mantu_878 10 ай бұрын
ଏହି ଭଜନ ଟି ମେ ହୃଦୟ କୁ ପୁରା ଛୁଇଁଗଲା ।😢❤
@ShantilataMalik-h2c
@ShantilataMalik-h2c 10 ай бұрын
Satare bahut Sundar Bhajan mo bapa nkara bahut pasand Amiti Bhajan 😢😢😢😢😢😢
@arunsethi9469
@arunsethi9469 Жыл бұрын
ଜୟ ଶ୍ରୀ ଜଗତର ନାଥ ଜଗନ୍ନାଥ🙏🙏🙏🙏🙏🙏ଅତି ଚମତ୍କାର ଭଜନ ⚫❗⚫🚩🚩🚩🚩🙏🏼🙏🏼🙏🏼🙏🏼
@rsmmediaproduction1455
@rsmmediaproduction1455 4 ай бұрын
ଧନ୍ୟ ଆପଣ ଆଉ ଆପଣଙ୍କ ଗୀତ । ଜୟ ଜଗନ୍ନାଥ।
@Puja_pujarani_puja_sp
@Puja_pujarani_puja_sp Ай бұрын
Jay shree jagannath 🙏⭕‼️⭕🙏😢😢😭😭😭😭😭😭
@santoshkumarkhuntia5529
@santoshkumarkhuntia5529 6 ай бұрын
ଏହି ଭିଡିଓ ସୁନ୍ଦର ଗୀତ ଆଉ ଅଭିନୟ ଦେଖିକି ମୋ ଦେହର ଲୋମୋ ତଙ୍କୁରି ଉଠୁଛି
@baijantimajhi9876
@baijantimajhi9876 9 ай бұрын
He prabhuuu😢❤
@ReetanjaliDeepa
@ReetanjaliDeepa 7 ай бұрын
Ae kalijuga manisa kebe bujhibeni ae song, aau like kuadu debe, I like this song and aame odia bhari badhiaa
@jitendramaharana7985
@jitendramaharana7985 2 ай бұрын
ଅତି ସୁନ୍ଦର ଆଉ ମନଛୁଆଁ ଗୀତ 👌🙏
@AjitKumar-i4v
@AjitKumar-i4v 9 ай бұрын
Jai Jagannath pravu ❤❤❤
@pkbvlogstudio3175
@pkbvlogstudio3175 9 ай бұрын
ଏ କଳିଯୁଗ ରେ ସବୁ ଚାଲିଛି ସେଥିପାହି like ମିଳୁନି 😢 Jay Jagannath 😭
@rajupaikaray.1
@rajupaikaray.1 9 ай бұрын
Prabhu Jagannath 🙏
@SubhamParida-g4e
@SubhamParida-g4e 9 ай бұрын
🙏🙏🙏🙏🙏. Jay jajannath 🙏🙏🙏🙏🙏
@ushabatisiala2958
@ushabatisiala2958 8 ай бұрын
My father & mother my world 🌎🌎 mo paka maa nko hato mo mundo upore sobubele thau ...atiki ashribad dio jaganath 🙏🙏🙏🙏🙏🙏🙏
@sibashishbehera4279
@sibashishbehera4279 11 ай бұрын
Jay jaganath 🙏🏻Bahut Sundar lagila 🙏🏻❤
@PradeepSahu-yg7jl
@PradeepSahu-yg7jl 21 күн бұрын
ଅତି ସୁନ୍ଦର ଭଜନ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
@mojagannathamahaan
@mojagannathamahaan Жыл бұрын
ଆରେ ଭାଇ ଏତେ ସୁନ୍ଦର ଭଜନ କିନ୍ତୁ like ନାହିଁ କି views ନାହିଁ, ଆରେ ସୁନ୍ଦର ଭଜନ କୁ viral କର ରେ.....ଯଦି ଆଲତୁ ଫାଲତୁ ଝିଅ ପୁଅ dance vdo ହେଇଥାନ୍ତା ଅଧିକ views ଆସିଥାନ୍ତା ....ଏଇତ ଆମ ଲୋକମାନଙ୍କ ଚିନ୍ତାଧାରା..... ଜୟ ଜଗନ୍ନାଥ 😍🙏🙏
@ManasiMathan
@ManasiMathan Жыл бұрын
😮😮😮😅p
@ManasiMathan
@ManasiMathan Жыл бұрын
Pop j
@ManoranjanKisan-kq6yk
@ManoranjanKisan-kq6yk Жыл бұрын
ହଁ ଭାଇ ... ମୁଁ ମ ଇନଷ୍ଟା ରେ ପୋଷ୍ଟ କରିବି
@SusantaNayak-j6p
@SusantaNayak-j6p Жыл бұрын
Thik kahicha
@Entertainment99346
@Entertainment99346 Жыл бұрын
Nicevideo
@santoshkumarkhuntia5529
@santoshkumarkhuntia5529 6 ай бұрын
ଦେଖ ଆଗକୁ କଣ ହଉଚି ସବୁ ସତ ହବାକୁ ଯାଉଚି ଜୟ ଜଗନ୍ନାଥ 🙏🙏🙏
@Itishreesethi123
@Itishreesethi123 Жыл бұрын
ଅତି ସୁନ୍ଦର 👏 ଜୟ ଜଗନ୍ନାଥ 🙏🙏🙏
@odiastgaming
@odiastgaming Жыл бұрын
ଜୟ ଜଗନ୍ନାଥ ❤❤❤🚩🚩🚩🚩
@sanjaybarik553
@sanjaybarik553 7 ай бұрын
Very nice song ab viral jabardast hoga.Jay Jaganath.
@SanjuktaPradhan-d7m
@SanjuktaPradhan-d7m Жыл бұрын
Anutap karuchhanti kie kie like karantu
@pratibhapanda7528
@pratibhapanda7528 9 ай бұрын
Bahut badhia song😊
@nrusinhaparichha9743
@nrusinhaparichha9743 4 ай бұрын
❤❤❤
@Lupsc.2161
@Lupsc.2161 10 ай бұрын
Best song ever...
@DebasmitaSubudhi
@DebasmitaSubudhi Жыл бұрын
JAY JAGANNATH SWAMI NAYANA PATHA GAMI BHABA TUME 😢🙇🏼‍♀️🔱🌼🪔💖🌍
@user-jaykrishbna
@user-jaykrishbna 10 ай бұрын
Jay Jagannath ❤️😢😢😢😢😢🙏🏻
@rcproject2112
@rcproject2112 11 ай бұрын
Mu sabu bele ae bhali bajana morning re suni Baku bahut bhala Lage.🙏Jay jagannath 🙏
@JayantiMeher-n1j
@JayantiMeher-n1j 5 ай бұрын
ବହୁତ ସୁନ୍ଦର ହେଇଛି ❤
@bijayalaxmipattnaik5172
@bijayalaxmipattnaik5172 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
@khiroddas6450
@khiroddas6450 Жыл бұрын
Jay shree Jagannath 🙏🙏😊
@subhashreeroutray6690
@subhashreeroutray6690 11 ай бұрын
ଆହେ ଜଗନ୍ନାଥ🙏ଅ ତି ସୋନ୍ଦର୍ଯ୍ୟମୟ କବିତା 🥰 ଧନ୍ୟ ସେ କବି ଧନ୍ୟ ସେ ଗୀତିକାର 🫡
@bapinasahoo55
@bapinasahoo55 9 ай бұрын
Are bhai mana......bapanka.....perma apara🙏🙏🙏🙏
@prabhujagannath2142
@prabhujagannath2142 Жыл бұрын
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଭଜନ 🌹❤
@RojiSethi-n3e
@RojiSethi-n3e 23 күн бұрын
Super super
@subalmeher5774
@subalmeher5774 9 ай бұрын
ହେ ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଶଧବୁଦ୍ଧି ଦିଅ ପ୍ରଭୁ
@satyabratadash1984
@satyabratadash1984 Жыл бұрын
Luha asijauchi,jay Jagannath
@PrakashDas-ob4pq
@PrakashDas-ob4pq 10 ай бұрын
ଅତି ଆନନ୍ଦ ଦାୟକ ଭଜନ।ଯେତେ ଶୁଣିଲେ ବି ମନ ବୁଝୁନି ଆହୁରି ଶୁଣିବାକୁ ଇଛା ହେଉଛି।
@rasmikitchen4787
@rasmikitchen4787 8 ай бұрын
Stare Dina ku 10 Thara sunuthibu
@sohamkumar
@sohamkumar 7 ай бұрын
Jetethara ichha sete thara suna 😂😂
@PremalataNayak-pl3dc
@PremalataNayak-pl3dc 7 ай бұрын
​@@rasmikitchen4787😊😊😊😊😊
@PujaParida-u3f
@PujaParida-u3f 5 ай бұрын
Ok
@syamaghanasahoo
@syamaghanasahoo 5 ай бұрын
​@@rasmikitchen4787*kkkk**k*k*kk*kkkkk*kkkkk*k*kkkkkkkk*kkkkk*kk*k**
@subarnabaral6040
@subarnabaral6040 7 ай бұрын
ଯିଏ ୟେ ଗୀତ ଲେଖିଛି ତାକୁ ନମସ୍କାର ଆଉ ଯିଏ ଗୀତ ଗାଇଚି ସେ ବି ମହାନ୍ ମଣିଷ 🙏🙏😢😢
@saicreation1795
@saicreation1795 Жыл бұрын
ଜୟ ଜଗନ୍ନାଥ 🙏🙏
@Dharmadharmpappunya
@Dharmadharmpappunya 11 ай бұрын
ଏହି ଗୀତରେ ଟିକେ ବି ମିଥ୍ୟା ନାହିଁ ନିରାଟ ସତ୍ୟ ❤ହେଲେ ବାପା ମା'ଙ୍କ ଠାରୁ ପୁଅ ବୋହୁ ଦୁରେଇ ରହୁଛନ୍ତି କିଛି ବାପା ମା'ଙ୍କ ଅବ ଗୁଣରୁ ମୁ ନିଯେ ଅଙ୍ଗେ ନିଭାଉଛି 😢ଆଉସବୁ 💯👍
@munanaik6825
@munanaik6825 Жыл бұрын
Hrudaya prasa bhaon dhanbad luha asigola 😭😭😭😭.kintu ektting video keching houni chokulia ponda nka really apona bolse video dekhatu.💯💯 Jay jagannath 🙏🙏🙏🙏🙏
@BhagyaBisoyi
@BhagyaBisoyi 10 ай бұрын
Hrudaya ku chhuigala bro Jay jagannath 🙏
@ganeshprasadmohapatra2339
@ganeshprasadmohapatra2339 Жыл бұрын
ଜଗନ୍ନାଥ ମନ୍ଦିର ବିଭ୍ରାଟ ପାଇଁ ଏକ ଗୀତ ପ୍ରସ୍ତୁତ କରନ୍ତୁ |
@muralidharbehera2811
@muralidharbehera2811 Жыл бұрын
ଜୟ ଜଗନ୍ନାଥ, ବହୁତ ବହୁତ ସୁନ୍ଦର ହୋଇଛି ସଙ୍ଗୀତ। ❤❤❤
@skghadei3412
@skghadei3412 5 ай бұрын
ଗୀତ ଟି ଅତି ସୁନ୍ଦର ହୋଇଛି ସତରେ ହୃଦୟ କୁ ଛୁଇଁ ଯାଉଛି ❤
@SukantiJena-gi9eh
@SukantiJena-gi9eh 8 ай бұрын
😢😢😢 very nice
@pradeshdash8616
@pradeshdash8616 Жыл бұрын
ଅତି ସୁନ୍ଦର
@dillipmohanty7683
@dillipmohanty7683 Жыл бұрын
Osm❤ jay maha prabhu🙏🙏🙏
@killertiger9905
@killertiger9905 11 ай бұрын
Nice song Very Very bautyful
@jibansahoo6449
@jibansahoo6449 Жыл бұрын
🙏 Jay 🙏 jagannath 🙏🙏🙏🙏🙏🙏🙏🙏🙏🙏🙏🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 🙏🙏🙏🙏🙏🙏🙏🙏
@ranjitnayak5944
@ranjitnayak5944 Жыл бұрын
Jay sri jagtrNatha jgnnatha 🙏🙏🙏bhal sundar bhjn🙏🙏🙏
@Ipsitabarik8900
@Ipsitabarik8900 Жыл бұрын
Ate sundar git ti lekhichanti hurdaya ku paijauchi 🙏🙏🙏🙏🙏 thank you 😭😥
@princetapancreations6697
@princetapancreations6697 7 ай бұрын
ଆଖି ରୁ ଲୁହ ଆସି ଯାଇଛି ସତରେ ଏତେ ହୁର୍ଦୟ ସ୍ପର୍ଶି 😢😢😢😢 ଧର୍ଯ୍ୟ ର ସ୍ୱରୂପ ବାପା ପାହାଡ଼ ପରି ବୋଝ କୁ ବୋହି ପାରନ୍ତି 😭😭😭😭😭😭
@akashbiswal8304
@akashbiswal8304 5 ай бұрын
👍👍👍😭😭
@NagenSamal-d4s
@NagenSamal-d4s 4 ай бұрын
​@@akashbiswal8304😊
@MayadharRoutray
@MayadharRoutray 4 ай бұрын
​@@akashbiswal8304❤❤❤❤❤❤❤❤❤❤❤❤❤❤❤❤❤❤
@mayadharadas5458
@mayadharadas5458 11 ай бұрын
ଜୟ ଜଗନ୍ନାଥ,,,,,, ହରିବୋଲ
@sipanjalisahoo9001
@sipanjalisahoo9001 8 ай бұрын
Sabujagare puabohu bhul nuhen ki Stree b nuhen... Semananka paini pade lekhanti
@silanpadhi3575
@silanpadhi3575 8 ай бұрын
Han..... Belebele saasu sasura nka budhhi re pua taa stri ku hairaan kare
@Africarusona
@Africarusona 11 ай бұрын
Salute 🫡 e song ra writer bhai ku
@ayushgaming0070
@ayushgaming0070 Жыл бұрын
Heart Touching Jay Jagannath 🙏🙏🙏
@manasraj7333
@manasraj7333 Жыл бұрын
Jay,shree,ram❤❤❤
@monjakumar577
@monjakumar577 Жыл бұрын
Nice bhajan❤❤🙏🙏🙏🙏
@DhutikaBhatra
@DhutikaBhatra Жыл бұрын
Jay jagannath very nice heart tach bhajan ilove songs thank u
@devrajnayak9957
@devrajnayak9957 8 ай бұрын
ପୁରା ସତ୍ ଘଟଣା 😢😢😢
@GeetaraniSethi-k1t
@GeetaraniSethi-k1t 2 ай бұрын
Jay Jagannath Prabhu 🙏🙏🙏tame saha bharasa a duniaku 🙏🙏🙏🙏
@PMohalik
@PMohalik 10 ай бұрын
Very nice song
@Rinku_short_Life
@Rinku_short_Life 10 ай бұрын
ଜୟ ଜଗନ୍ନାଥ ପ୍ରଭୁ 🙏 ରକ୍ଷା କର ପ୍ରଭୁ 🥺🙏🙏😭😭😭🥺🥺
@DipikaJena-ti6iq
@DipikaJena-ti6iq Жыл бұрын
Jay jagnnath
@mojagannathamahaan
@mojagannathamahaan Жыл бұрын
ବହୁତ ସୁନ୍ଦର ଭଜନ 😍🙏🙏
@papuswainswain4366
@papuswainswain4366 11 ай бұрын
Jay Jagannath swami nayana patha gaami
«Жат бауыр» телехикаясы І 26-бөлім
52:18
Qazaqstan TV / Қазақстан Ұлттық Арнасы
Рет қаралды 434 М.
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН
БОЙКАЛАР| bayGUYS | 27 шығарылым
28:49
bayGUYS
Рет қаралды 1,1 МЛН
Kalijuga Jagannatha
15:34
Govinda Chandra - Topic
Рет қаралды 163 М.
«Жат бауыр» телехикаясы І 26-бөлім
52:18
Qazaqstan TV / Қазақстан Ұлттық Арнасы
Рет қаралды 434 М.