BHALA LOKA DUKHARE KANHIKI RUHANTI ? AAU PAPI LOKA SUKHARE KANHIKI RUHANTI ? ||

  Рет қаралды 811,713

BHAKTI BHABA

BHAKTI BHABA

Күн бұрын

Пікірлер: 889
@sanatanmaharanasana8590
@sanatanmaharanasana8590 Жыл бұрын
ଭଲ ଲୋକ ଯଦି ଦୁଃଖରେ ରହିବ ବଢେ ଅନ୍ତରରେ ଭକ୍ତି । ପାପକର୍ମ କରି ସୁଖରେ ରହିଲେ କ୍ଷିଣହୁଏ ତାର ଶକ୍ତି । ପାପକର୍ମ କଲେ ଅବେଳରେ ଜାଣ ଝଡ଼ିତ ପଢିବେ ଟୋକା । ଧର୍ମର ଦମ୍ଭରେ ବୁଢା ଚାଲୁଥିବେ ମୁଣ୍ଡରେ ଭିଡ଼ିଣ ଠେକା । ପାପ କର୍ମ କଲେ ମନେ ଭୟ ଥିବ କେତେବେଳେ କଣ ହେବ । ବାରହାତଖଣ୍ଡା ବାହାରିକି ସତେ କଳିର ପାପନାଶିବ । ଜୟ ମାଳିକା ବାଣି ।
@AamaGaonAamaMati
@AamaGaonAamaMati Жыл бұрын
🙏🙏🙏
@susamabalakamila7163
@susamabalakamila7163 Жыл бұрын
Lllllllllllllllllllllllllllllllllll ll
@bulujena9882
@bulujena9882 Жыл бұрын
Bohut bohut sanyabad Jay jagrnath Jai Jagannath
@suchetamohanty7755
@suchetamohanty7755 Жыл бұрын
🙏🙏🙏🙏🙏
@stupidkabi4413
@stupidkabi4413 Жыл бұрын
🙏🙏🙏🙏🙏
@rajendrasahoo9293
@rajendrasahoo9293 Жыл бұрын
Ati sundar, ehi message ta samaja panyi gourab👏👏👏
@bikaskandi5622
@bikaskandi5622 Жыл бұрын
ଦୁଃଖ ର ବୋଝ ଏତେ ଯେ ଆଖିରେ ଲୁହ ଆସି ଖାଦ୍ୟରେ ପଡେ,ସହି ହେଉନି, ଭଗବାନ ଦୁଃଖ ଦୂର କରନ୍ତୁ,ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@pradipapalei1007
@pradipapalei1007 Жыл бұрын
Same situation
@Sasmita130
@Sasmita130 Жыл бұрын
👍🥰🥰😭😭😭😭
@anubiswal3346
@anubiswal3346 Жыл бұрын
Mu b bahut kasta paou chhi
@Jagannath1467
@Jagannath1467 Жыл бұрын
Same story😢😢
@sasmitasamal8849
@sasmitasamal8849 Жыл бұрын
Same situation
@sushilsahoo3172
@sushilsahoo3172 Жыл бұрын
ଗୁରୁଜୀ ପ୍ରଣାମ ଅତି ସୁନ୍ଦର୍
@ramkrishnagouda9086
@ramkrishnagouda9086 Жыл бұрын
ଏହି କାହାଣୀ ଟି ସମ୍ପୂର୍ଣ୍ଣ ସୁଣିଲା ପରେ ବହୁତ ଖୁସି ଲାଗିଲା ଆଉ ବହୁତ ଭଲ ଶିକ୍ଷା ଆଉ ପ୍ରେରଣା ମିଳିଲା ବହୁତ ଧନ୍ୟବାଦ ଏହି ଭଳି କଥା କୁ ସମସ୍ତେ ଶୁଣନ୍ତୁ ଆଉ ବୁଝନ୍ତୁ ବୋଲି ମୋର ଆଶା
@narayandalai9799
@narayandalai9799 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@gajipabiofficel
@gajipabiofficel Жыл бұрын
ati Sundar ❤🎉
@kabita7736
@kabita7736 Жыл бұрын
ବାବା ପ୍ରଣାମ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ 🙏🙏🙏
@susantasenapatisen4524
@susantasenapatisen4524 Жыл бұрын
ବାବା ପ୍ରଣାମ ଜୟ ଜଗନ୍ନାଥ🙏 ଜୟ କେଶବ ଠାକୁର ଜୟ ପଞ୍ଚସଖାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ
@rohitkumarbadu8775
@rohitkumarbadu8775 2 ай бұрын
Thanks!
@swayambehera793
@swayambehera793 Жыл бұрын
ବାବା ପ୍ରଣାମ 🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻 ବାବା ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗିଲା ଆଜି ପିଲା ମାନଙ୍କ ପାଇଁ ବହୁତ ସୁନ୍ଦର କଥା କହିଲେ ଜୟପଞ ଶାଖା,
@surendranaik3177
@surendranaik3177 Жыл бұрын
Sata Katha Baba
@sandhyaranipatra9221
@sandhyaranipatra9221 Жыл бұрын
ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏 ମୁଁ ବି ଏଇ କଥା ବେଳେ ବେଳେ ଭାବେ ଆଜି ତା ଉତ୍ତର ପାଇ ଯାଇଛି🙏👌👍
@DharmendrasahooSahoo-hm7gc
@DharmendrasahooSahoo-hm7gc Жыл бұрын
ମୁଁ ବହୁତ ମାନସିକ ଦୁଶ୍ଚିନ୍ତା ରେ ଥିଲି, ଆପଣଙ୍କ କଥା ଶୁଣି କିଛି ମାତ୍ରାରେ ମନକୁ ଅଶୋସ୍ତି ମିଳିଲା 🙏🙏🙏, ତଥାପି ବହୁତ କଷ୍ଟ ଅନୁଭବ କରୁଛି
@prabhatapradhan7513
@prabhatapradhan7513 Жыл бұрын
ବାବା ଆପଣଙ୍କ ଭଳୀ ସବୁଲୋକ ହୋଇଯାନ୍ତେକୀ ସତ୍ୟଯୁଗ ଆରମ୍ଭ ହୁଅନ୍ତା
@anupamamohapatra8342
@anupamamohapatra8342 Жыл бұрын
ବାବା ଭିଡ଼ିଓଟି ବହୁତ ଭଲ ଲାଗିଲା ପ୍ରକୃତରେ ଭଲ ଲୋକଙ୍କ ଭାଗ୍ୟରେ ବହୁ ଦୁଃଖ ଅଛି ଭଗବାନ ନିଞ୍ଚୟ ଡାକ ଶୁଣିବେ ଆପଣଙ୍କ ତୁଣ୍ଡ ଶ୍ରୀ ତୁଣ୍ଡ ହେଉ ଜଗନ୍ନାଥ ଆପଣଙ୍କୁ ସଦା ଭଲ ରଖନ୍ତୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ମା ବୁଦ୍ଧି ବାମନ 🙏🙏🙏
@soumyaranjanpradhan9645
@soumyaranjanpradhan9645 Жыл бұрын
ଜୟ ଜଗନ୍ନାଥ 🙏🙏 ଅତି ଉଚ୍ଚକୋଟୀର କାର୍ଯ୍ୟକ୍ରମ
@munabiswal6715
@munabiswal6715 7 ай бұрын
ଗୁରୁ ସ୍ଵାମୀ 🙏 ଜୟ ଜୟ ଚରମ ନାଥ
@barberbarber8895
@barberbarber8895 Жыл бұрын
He Mahaprabhu 👏👏👏 He Chakanayana Prabhu Tume Kebala Bharasa
@deepikamajhi2876
@deepikamajhi2876 27 күн бұрын
Har har mahadev 🙏🙏🙏
@akashayabehera1405
@akashayabehera1405 Жыл бұрын
Apanka katha re mitha achhi. Apana jou katha kahu chhanti jadi bi voka lagu thiba e katha suni peta puri jauchhi. ❤n
@mayadharacharya375
@mayadharacharya375 Жыл бұрын
ହେ ଦିବାକର ବାବା ଆପଣଙ୍କୁ ଗୋଟିଏ କଥା କହିବାକୁ ବାଧ୍ୟ ହେଉଛି ।ଏ ଅଧମ ବୟସ ବର୍ତ୍ତମାନ 66ବର୍ଷ ।ଆପଣ ଯାହା କହିଲେ ଶୁଣିଲି । ଗୋଟିଏ ସାଧାରଣ ମଣିଷଟିଏ । ଛୋଟ ପରିବାରରେ ଥାଇ ଅଶେଷ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡ଼ିଲାଣି ।ଏଇ ସାଧାରଣ ରକ୍ତ ମାଂସ ର ଦେହ ଧାରଣକରି ଥିବା ବ୍ୟକ୍ତିର ସହିବାର ସୀମିତ ଅଛି ।ଦୁଖକୁ ସହିଯାଅକହିବା ଆଉ ନିଜେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା ଯେ କେତେ କଷ୍ଟ କେବଳ ଅନୁଭବି ହିଁ ଜାଣିପାରିବେ ।ଏ ଅଧମ ସ୍ୱର୍ଗସୁଖ, ଇନ୍ଦ୍ରପଦ,ଅଥବା ପ୍ରଭୁଙ୍କ ସହିତ ମିଶିବାକୁ ମଧ୍ୟ ଚାହେଁ ନାହିଁ।ଜନ୍ମେ ଜନ୍ମେ ତାର ସେବା କରିବାକୁ ଚାହେଁ। ପତ୍ନୀ ଗଲାଣି ଗଲା ,ପୁତ୍ରକୁ ଯଦି ପ୍ରଭୁ ଓ ମାଆ ଭଲ ନକରିବେ ତେବେ କିଏ ତାକୁ ସେବା କରିବ ।ଆପଣ କହିବେ ଏ ଅଧମ ମାୟାରେ ଅଛି ବୋଲି।ନା ନା ଏଇ ପରିବାରରେ ଥାଇ ସବୁରି ଭିତରେ ତାକୁ ଦେଖି ସୁଖରେ ମରିଯିବା କୁ ଚାହେଁ ।ବୋପାଆଗରେ ପୁଅ ଯଦି ଦୁଃଖ ପାଏ, ତେବେ ପ୍ରଭୁ ସିନା ଡେରି କରିବେ ,ମାତା କଲ୍ୟାଣ ମୟୀ ସେ ସିନା ଦୁଃଖ ଦୂରୀଭୂତ କରି ସୁଖ ଦେଲେ ସିନା ପ୍ରାଣକୁ ଶାନ୍ତି ଲାଗିବ ।ନହେଲେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା କେତେଯେ ଯନ୍ତ୍ରଣା ଦାୟକ ,ଥରେ ମାଆ ହୋଇ ସନ୍ତାନର ଦୁଃଖକୁ ଅନୁଭବ କରନ୍ତୁ ଜାଣି ପାରିବେ। ‌‌ 2ୟ କଥାଏହିକିଯେ-ବାପା ମାଆ ଚାଲିଗଲେ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ପତ୍ନୀ ଚାଲିଗଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ଏକମାତ୍ର ସନ୍ତାନ ଶାରିରୀକ ପ୍ରବଳ ଦୁଃଖ ପାଇଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଘରେ ଏଇ ବୁଢା କାଳକୁ ରୋଷେଇ କରି ଖାଉଥା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଏ ସବୁର ମାନେ ଏ ଦାସ କିଛି ବୁଝେନା।କଣ ମଲାପରେ ପାଟିରେ ଅମୃତ ଦେବାର ମାନେ କ'ଣ ଅଛି । କେତେ ଦିନ ଆଉ କେତେ ଦିନ ଏ ସବୁ ଯନ୍ତ୍ରଣାର ଅବସାନ ହେବ,କଣ ଏହା ମଧ୍ୟ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ସେ ଯେମିତି ତାର ନିଜ ବଂଶକୁ ମାରି ବଂଶ ବୁଢା ଡାହୁକ ସାଜିଛି ,ଭାବିଛି ସେହିପରି କରି ବଡ଼ ପଣ ବୋଲାଇବ ।ତାକୁ ଦୀନବନ୍ଧୁ ଆର୍ତ୍ତତ୍ରାଣ ବୋଲି କିଏ କାହିଁକି ଡାକିବ ।ଦୁଇ ଭୁଜ ମେଲେଇ ବସିବାର ମାନେ କ'ଣ ଥାଇପାରେ।ତାକୁ କହିଦେବ ଏ ସବୁ ଏ ଦାସରେ ଚଳିବନି ।ଦାସ ପାଇଁ ତାକୁ କରୁଣାର ବାରି ଢାଳି କେବଳ ମଙ୍ଗଳ ହିଁ ମଙ୍ଗଳ କରିବାକୁ ପଡିବ।କାହିଁକି ନା ସମୟ ବହୁତ ଅତୀତ ହୋଇଗଲାଣି । ରହୁଛି ଦୋସୋଽହମ୍ । ଯୋଗାଯୋଗ -9438507252
@bichitrapradhan-sb8tx
@bichitrapradhan-sb8tx Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏକଥା ଶୁଣି ମୋ ଆତ୍ମା ସାତୀହେଇଗଲା
@Ajaysahoo.Rajanikanta.SitaRam
@Ajaysahoo.Rajanikanta.SitaRam 6 ай бұрын
❤ JAYSITARAM JAyHANUMANA ❤ JayJaganatha ❤ Ajaysahoo ❤ SURUKABADI Ranapura nayagada ❤❤❤❤❤❤❤❤❤❤❤
@Lagnadipamallick
@Lagnadipamallick 8 ай бұрын
Jaymaatarini 🙏🙏🙏🙏🙏🙏🙏🙏🙏🙏
@Kailashpatel-v5i
@Kailashpatel-v5i 4 ай бұрын
ଜୟ ଜୟ ଶ୍ରୀ ରାମ 🙏 ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
@pravaschandrarout9237
@pravaschandrarout9237 Жыл бұрын
ଆପଣ ଆମ ପାଇଁ ଗର୍ବ ଓ ଗୌରବ ପ୍ରଣାମ ବାବା Love you ❤ Jai jagannath 🙏🙏🙏
@Reenabehera0
@Reenabehera0 Жыл бұрын
Guruji nku koti koti pranam Jay jagannath guruji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@dibakarharijan5748
@dibakarharijan5748 Жыл бұрын
ଜୟ ଶ୍ରୀ ଜଗନ୍ନାଥ ବୋହୁତ୍ ବୋହୁତ୍ ସୁନ୍ଦର୍ ଭୋହୁତ୍ ଭୋଳ 🙏🙏🙏🙏🙏
@niranjanmahanty-2119
@niranjanmahanty-2119 Жыл бұрын
Jay Jagannath Jay panchasakha Jay sree Achyutananda Jay Gurudev Aapanku Koti Koti Namaskar baba
@pradipswain683
@pradipswain683 Жыл бұрын
ଅତି ସୁନ୍ଦର ଲାଗିଲା କଥାର ମିଠାସ ଥିଲା 🙏🙏
@prasannanayak9705
@prasannanayak9705 Жыл бұрын
Jay jagannath Swami Jay panchasakha Jay baba Dibakar Das maharaj Jagataku udhar kara prabhu
@sumantanayak30
@sumantanayak30 Жыл бұрын
ଅତି ସୁନ୍ଦର ଭିଡିଓ ବହୁତ୍ ଭଲ ଲାଗିଲା
@rokikumarkara9025
@rokikumarkara9025 Жыл бұрын
ବାବା ପ୍ରଣାମ 🙏🙏🙏ବହୁତ ଭଲ ଲାଗିଲା ଭିଡ଼ିଓ ଟା ଦେଖି ବହୁତ କିଛି ସିଖୀ ବାକୁ ମିଳିଲା ଜୟ ଅଚୁତ ନନ୍ଦ ମହାପୁରୁଷ 🙏🙏🙏
@keshabchandradalei651
@keshabchandradalei651 2 ай бұрын
ଗୁରୁଜୀ, ସୁନ୍ଦର ବ୍ୟାଖ୍ୟା ସହିତ ଜୀବନ କୁ ସରସ ସୁନ୍ଦର ଗଢି ତୋଳିବାର ଅମୁଲ୍ୟ ଶିକ୍ଷ୍ୟା ଶିଖିବାକୁ ମିଳିଲା 🙏🙏 ଧନ୍ୟବାଦ
@sunitasarkar1262
@sunitasarkar1262 Жыл бұрын
Nice episode👌👌👌👌 dibakar babake amar koti koti pronam🙏🙏🙏🙏 jay jagannath🙏🙏🙏🙏 jay panchasakha🙏🙏🙏🙏 love you vakti dibakar channel ❤❤❤❤❤❤❤❤❤❤❤❤❤❤❤❤❤❤
@prabhatapradhan7513
@prabhatapradhan7513 Жыл бұрын
ଜୟ ଜଗନ୍ନାଥ ଵାବା ଆପଣଙ୍କ କଥା ଶୁଣିମୁ ବହୁତ ଖୁସୀ ଲାଗିଲା ମରିଵାରୁ ମୁକ୍ତି ପାଇଗଲୀ
@KanhucharanLenka-gz7op
@KanhucharanLenka-gz7op Жыл бұрын
Jay jaganath ଅତି ସୁନ୍ଦର 🙏🙏🙏🙏🙏
@sanatanvlog6041
@sanatanvlog6041 Жыл бұрын
Jay jagannath Jay panchasakha🙏🙏🙏🙏🙏
@Reenabehera0
@Reenabehera0 Жыл бұрын
Guruji nku koti koti pranam Jay guru deba 🙏🙏🙏🙏🙏🙏🙏🙏🙏🙏
@bramhanandabehera6911
@bramhanandabehera6911 Жыл бұрын
ବହୁତ୍ ସୁନ୍ଦର୍, ଜୟ ଜଗନ୍ନାଥ
@rashmitripathy5417
@rashmitripathy5417 3 ай бұрын
Guruji pranam 🙏🙏🙏🙏
@shrutimotivation578
@shrutimotivation578 5 ай бұрын
ହର ହର ମହାଦେବ 🙏🙏🙏🙏🙏
@nilakanthadalai3458
@nilakanthadalai3458 Жыл бұрын
ବାବା ପ୍ରଣାମ 🙏 ଠିକ କଥା କିନ୍ତୁ ଏ କଳିଯୁଗରେ ଏ ସବୁ ବୁଝୁଚି କିଏ.... ଜୟ ଜଗନ୍ନାଥ..... ଜୟ ମା ସାରଳା,......ଜୟ ପଞ୍ଚସଖା...... ଜୟ ଜଗନ୍ନାଥ 🙏🙏🙏
@sasmitasamal3578
@sasmitasamal3578 Жыл бұрын
🙏🙏 you are right
@sonalipatra7909
@sonalipatra7909 Жыл бұрын
Seriously baba bahut bhala lagila 🙏👍🙏
@narayandalai9799
@narayandalai9799 Жыл бұрын
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩
@SatyaMeher-cu9wb
@SatyaMeher-cu9wb Жыл бұрын
Ja maa dal khai❤😢😮🎉😅
@lichapradhan5569
@lichapradhan5569 Жыл бұрын
Jay jaganatha swami Nayan patha gami 🙏 jay panchasakha 🌺🕉️ baba apannku Kati Kati pranam gurudev 🌺🙏 bhauta Sundar ktha baba 🙏🪔🚩
@MamaliNayak-et4cm
@MamaliNayak-et4cm Жыл бұрын
Jay jagannath🙏🙏🙏🙏🙏🙏
@saniamohapatra7426
@saniamohapatra7426 Жыл бұрын
🙏🙏🙏 jay shree jagannath 🙏🙏🙏 jay shree pancha Sakha 🙏🙏🙏 baba apananku koti koti naman 🙏🙏🙏
@udit194
@udit194 Жыл бұрын
🙏🙏🙏🙏Baba bahuto bhal lagila🙌🙌🙌👌👌❤❤❤ dil see love you baba akhiru luha asigala😢😢
@news99odisha
@news99odisha Жыл бұрын
ଜୟ ଜଗନ୍ନାଥ ଗୁରୁଜୀ 🚩🙏
@sikharout4472
@sikharout4472 Жыл бұрын
Baba tamaku koti koti 🙏🙏🙏amti bhala bhala video dekhei sachetana karantu Jagannath tamaku bhalare rakhantu
@Twins_Lifestyle
@Twins_Lifestyle Жыл бұрын
ଜୟ ପଞ୍ଚସଖା 🙏🙏🙏ଜୟ ଜଗନ୍ନାଥ 🙏🙏🙏
@laxmidharnayak2150
@laxmidharnayak2150 Жыл бұрын
🙏🌿Jai jagannatha 🌿🙏jai shree radhe krishna 🌿🙏
@mini5884
@mini5884 Жыл бұрын
Thank you baaba nice vedio 👌👌👍
@joshnananda4320
@joshnananda4320 Жыл бұрын
Mo hrudaya ra sahita pranama karuchhi baba aapanku. Kichhi dukha thila .Mo mana tama bani suniki khusi lagila
@sulochanasamal9783
@sulochanasamal9783 Жыл бұрын
Bahut bhala lagila suni ki 😌🙏 jay jaganntha 🙏samistiku bhala bata dekhao ntu prabhu
@balarampradhan5760
@balarampradhan5760 Жыл бұрын
ଓଁ ନମଃ ଭଗବତେ ବାସୁଦେବାୟ
@sudhanshusipu8348
@sudhanshusipu8348 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଜୟ ଅଚ୍ୟୁତ ଶରଣ ଜୟ ପଞ୍ଚସଖା💐💐💐💐💐
@seemakujur825
@seemakujur825 Жыл бұрын
Jai shree Ram Jai jagannath Swami pranam baba 🙏🙏🙏🙏🙏
@saraswatidas4385
@saraswatidas4385 4 ай бұрын
Jay Shree Jagannathnka 🙏 jay panchasakha 🙏 baba pranam 🙏❤❤❤
@rgiri2155
@rgiri2155 Жыл бұрын
Bahut bhala lagila baba... Apana mora confusion dura karidele... Jagannatha apananku bhala re rakhantu
@GourishankarMajhi-do8zo
@GourishankarMajhi-do8zo Жыл бұрын
Mote bahut kasta dianti bhagaban hele mudrma achi baba 🙏🙏🙏🙏🙏🌹🌹😭😭😭😭😭😭😭😭😭😭😭😭
@skdalai9483
@skdalai9483 10 ай бұрын
Jai Jagannath . Bhari bhala lagila.
@prashanthkumar1683
@prashanthkumar1683 Жыл бұрын
ବାବା ବହୁତ ଭଲ ଲାଗିଲା 👌👌👌👌 ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🏻🙏🏻🙏🏻🙏🏻🙏🏻🙏🏻
@krishnameher4472
@krishnameher4472 Жыл бұрын
Dhanyabad baba .....emiti video sabu bele upload karantu ............jay jagannath
@mrsmohapatra1839
@mrsmohapatra1839 Жыл бұрын
Baba apana jaha kahili Pura right 👍 mu Pura a Katha re aka mata ...mu biswKare 🙏🙏🙏
@dininaik4309
@dininaik4309 Жыл бұрын
Danyabad guru ji 🙏 apanka kotha satya hau😢 volo lagila
@balaramswain5573
@balaramswain5573 Жыл бұрын
Jay jagannath Jay pancha sakha. Baba apanka Katha mo hrudayaku chhuigala. Bahuta sundar Katha kahile mana bala ku majhbut karaile. Bahut dhanyavad 🙏🙏🙏🙏.
@lizinamaharana9695
@lizinamaharana9695 Жыл бұрын
Baba pranam 🙏 Jay jagannath 🙏 Jay panchasakha 🙏
@kushadhwaj9689
@kushadhwaj9689 Жыл бұрын
Jay 🙏 jagannath jay panchasakha
@susantapradhana-yc9zx
@susantapradhana-yc9zx 4 ай бұрын
Bahuta bhala lagila sar thank you
@laxmidharsahoo2431
@laxmidharsahoo2431 Жыл бұрын
ହେ ମହାନ୍ ପୁରୁଷ ଆପଣଙ୍କ ଉପଦେଶ ଇଶ୍ୱରଙ୍କ ଉପଦେଶ, ଜୟ ଜଗନ୍ନାଥ...
@bibhishanajena7408
@bibhishanajena7408 Жыл бұрын
Bahut bhala lagila baba jay jagannath
@urmilapatra6341
@urmilapatra6341 Жыл бұрын
🙏🙏🙏🙏🙏 bohot bholo lagila 🙏🙏🙏🙏🙏🙏
@DiptipravaSamal-g2t
@DiptipravaSamal-g2t 10 ай бұрын
Pranam baba sundara katha duniaku aloka adaku Tani neuchhi.pranam.
@MathuraSahoo-gz4iu
@MathuraSahoo-gz4iu 10 ай бұрын
Baba namaskare mo bahutu kastare achi bata khoji pauni baba
@dineshpatra5193
@dineshpatra5193 Жыл бұрын
Jay Jagannath Jay Panjaskha Jay Achhutanda mahapurush baba Jay Jagannath
@rubinapanda9152
@rubinapanda9152 Жыл бұрын
Pranam baba bahutu vala lagila
@pranatisenapati-mz9og
@pranatisenapati-mz9og Жыл бұрын
Baba apnanku pranam 🙏🙏 Jay jagannath 🙏🙏 Jay pancha sakha 🙏🙏
@jyotirmayeemohanty9549
@jyotirmayeemohanty9549 Жыл бұрын
Jay jagannath🙏🙏🙏
@narayandalai9799
@narayandalai9799 Жыл бұрын
ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩☘️ହନୁମାନ🚩🌴🚩🌴
@ramkrishnagouda9086
@ramkrishnagouda9086 Жыл бұрын
ଗୁରୁଜୀ ପ୍ରଣାମ ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ ବହତ ଭଲ ଉପଦେଶ ଦେଉଛନ୍ତି ଶିକ୍ଷା ଦେଉଛନ୍ତି,ବିଧିର ବିଧାନ ବିଷୟରେ କହିଥିବାରୁ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା |👋👏
@pranatidas9013
@pranatidas9013 Жыл бұрын
Baba🙏 bahut bhala lagilaau sikhyaniya bisaya thila Jaya jagannath 🙏🙏🏻🙏🙏🏻
@premalatamahanand5410
@premalatamahanand5410 9 ай бұрын
Bahut vala lagila baba mu bi gute bada dukhhi 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭
@sasmitaswain9203
@sasmitaswain9203 Жыл бұрын
Baba pranam apana satakatha pade kahile Sundar video
@lalitbhitriya3912
@lalitbhitriya3912 Жыл бұрын
Bahut sundar katha baba jay jagannath
@asitrout7659
@asitrout7659 Жыл бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@sujatasahoo1286
@sujatasahoo1286 Жыл бұрын
Jay Jagannath Swami Nayana patha gami bhaba tume 👏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@SrabaniDas-z9s
@SrabaniDas-z9s Жыл бұрын
Nice video sir bahutu bhala lagila 🙏🙏🙏
@Jaganatha72
@Jaganatha72 Жыл бұрын
Jay jagannatha swami nayna patha gami bhaba tume 🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺
@SMSTARSTUDIO
@SMSTARSTUDIO Жыл бұрын
କୋଟି ପ୍ରଣାମ ଗୁରୁ ଦେବ 🙏🙏🙏 ଜୟ ଶନିଦେବ
@somanatsomanat8440
@somanatsomanat8440 Жыл бұрын
Baba namaskare 🙏 Jay jagannath 🙏🙏🙏🙏🙏 Jay panchasakha 🙏🙏🙏🙏🙏🙏🙏🙏🙏🙏 Jay guru deb
@sunitasahoosoni9122
@sunitasahoosoni9122 Жыл бұрын
Video ta bhala lagila 😊
@NirupamaBirgathia-ep2pt
@NirupamaBirgathia-ep2pt Жыл бұрын
Jay jagannath🙏🙏🙏🙏🙏🙏🙏
@bibeek353
@bibeek353 Жыл бұрын
Bahut vhala lagila Jay jagannath
@MadhusmitaMohanty-m1c
@MadhusmitaMohanty-m1c 3 ай бұрын
Sir aapana satakahile matebhala lagila mu aapankara sabu prabachana Suruchi bahutabhala
@missbhutia9270
@missbhutia9270 Жыл бұрын
Bahut bhala lagila au bahut kichhi sikhi baku paili dhanyabad guruji ♥️🙏♥️
@Shree-guru-07
@Shree-guru-07 Жыл бұрын
Baba namaskare jay jagannath Jay panchasakha Jay gurudeb
@tapankumarsahoo9302
@tapankumarsahoo9302 11 ай бұрын
ବାବା ପ୍ରଣାମ ଆପଣଙ୍କ କଥା ଅତି ସୁନ୍ଦର ଲାଗିଲା 🙏 ଜୟ ଜଗନ୍ନାଥ 🙏🙏
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
Support each other🤝
00:31
ISSEI / いっせい
Рет қаралды 81 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
PAISA ASUCHI HELE TANKATIA RAHUNI KAN KARIBE PRATIKARA//@BHABADIBAKAR
14:00
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН