Bharatpur Harassment Case: Key Discussions Held Between Police DG and Crime Branch ADG

  Рет қаралды 57,834

OTV

OTV

Күн бұрын

Пікірлер: 144
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ପୋଲିସ ବର୍ଦ୍ଧି ର ପାୱାର,,, 👉କାହାର ବି ମା-ଭଉଣୀ କୁ ନେଇ ସୋଧିପାରିବେ, 👉କାହାକୁ ବି ଜେଲ ରେ ପୁରେଇପାରିବେ, 👉ଦରମା ରେ ହାତ ବାଜିବନି, ଉପୁରୀ ଧନ ରେ ଘର ଚଳିଯିବ, 👉ପୋଲିସ ନିୟମ ଭାଙ୍ଗିପାରିବ,କିନ୍ତୁ ତାକୁ ଯିଏ ଏ ବିଷୟରେ କହିବ ତା ହାତ-ଗୋଡ଼ ଭାଙ୍ଗି ଜେଲ ରେ ପକେଇଦେବେ,,,
@upendrabehera7661
@upendrabehera7661 Ай бұрын
Right bhài
@mishraeducationpoint
@mishraeducationpoint Ай бұрын
ମଦୁଆ ମାନଙ୍କୁ ସମର୍ଥନ କରୁଥିବା ଲୋକ ପୋଲିସ ଙ୍କୁ ଭୁଲ ହିଁ କହିବେ
@Subrat_for_nation
@Subrat_for_nation Ай бұрын
Ete jadi vala police chakiri nije karuna nija pila chhua nku karauna. Tapare janiba police chakiri kete vala kete kharap
@narendrahembram4495
@narendrahembram4495 Ай бұрын
Sabu ghota na ra mulo Atyadhik Madyapan .
@pravatkumarsethy1205
@pravatkumarsethy1205 Ай бұрын
​@@Subrat_for_nation tahele tu jaiki kaha ei police Mane age chakiri chhadantu tapare nua pila chakiri karibe😂
@AM-sb4fh
@AM-sb4fh Ай бұрын
ପୁଣି ବୋଥରା ଆସିଲା ଏବେ ତଦନ୍ତ କୁ misleading କରିବ।
@Santoshsahu-143
@Santoshsahu-143 Ай бұрын
ଜାମୁକୋଳି 2.O
@sakyasingjena8649
@sakyasingjena8649 Ай бұрын
First send Bothra to jail
@MrSuryanarayandas
@MrSuryanarayandas Ай бұрын
Han bhaii puni toilet ru letter kadhibe jouta nije purei thibii
@jasminemusicodia3424
@jasminemusicodia3424 Ай бұрын
ବୋଥ୍ରା ସାର୍ ଏ କେସ୍ ରୁ ନିବ୍ରୁତ ରହାଲେ ସବୁ ଠିକ୍ ହେବ
@numerologistsannjoy5996
@numerologistsannjoy5996 Ай бұрын
ତାମାନେ ଆମେ ଜାମୁକୋଳି ଗପ ଶୁଣିବାକୁ ରେଡି ହୋଇଯିବା
@tusarkantasahu1064
@tusarkantasahu1064 Ай бұрын
ଆଉ ଗୋଟେ ନୂଆ ଜାମୁକୋଳି ଗପ କେବେ ଶୁଣାଇବ, ସେଇ ତଦନ୍ତ କୁ ଅପେକ୍ଷା... ତୁମ ନିରପେକ୍ଷ ସାମ୍ବାଦିକତା, ଆଉ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଉପରେ 4 କୋଟି ଓଡ଼ିଆ ଙ୍କ ଭରସା 0%..ଏମାନେ ଚାହିଁଲେ... ଏଣୁ ନ କହିବା ଭଲ
@sangramjena8251
@sangramjena8251 Ай бұрын
Bothra will create another surprising story. shameless police
@DillipSwain-ly6hm
@DillipSwain-ly6hm Ай бұрын
ଜଣେ ସାଧାରଣ ଲୋକ ଭୁଲ କଲେ ତାର ସବୁ ଟେଷ୍ଟ କରି ତାକୁ କୋର୍ଟ ଫରୱାଡ କରାଯାଉଛିକି?
@SkynetCyber
@SkynetCyber Ай бұрын
Police uparaku asichi ta emiti drama karuchanti
@satyaranjanpandia7388
@satyaranjanpandia7388 Ай бұрын
BJD government re jaha chalithila..same chalichi. Kichi change nhi. Police police Ku help karuchi.
@sidhartha9009
@sidhartha9009 Ай бұрын
Police ର bjd ପ୍ରେମ ଆଜି ଯାଏ ଛାଡ଼ିନି
@santuvlogs9858
@santuvlogs9858 Ай бұрын
Sata kn Jane ta pare kahibu
@sujeetapriyadarshini
@sujeetapriyadarshini Ай бұрын
Arun botra ku dela case dela mane sie vandur karideba case proove milibani sasere, i hate odisha police'
@biswajit2424
@biswajit2424 Ай бұрын
Leave every thing and just arrest 2 persons 1. Ankita for drinking n driving recklessly. 2. That guy who said Majhi babu is PM of India ( Desh droh arop as he want Odisha as a separate country craved out of India ) 😮
@ManasMallick-fc3bq
@ManasMallick-fc3bq Ай бұрын
Army desha pain nijaku balidan dia state police janatanku bardi power re michha casere pakai sosanakare so salute to the Indian Army.
@sriharibehera
@sriharibehera Ай бұрын
ପୁଲିସ ଓ କ୍ରାଇମବ୍ରାଞ୍ଚ ଓ ନିଉସ ବାଲା ବାଲା ,ଏହାକୁ ଗୋଳମାଳିଆ କରିବାକୁ ଚାହୁଁଛନ୍ତି
@tusarkantasahu1064
@tusarkantasahu1064 Ай бұрын
100%right
@narendrahembram4495
@narendrahembram4495 Ай бұрын
Army loka moda pi le Indra . Chandra .kahaku balo bali pacharanti nahi . Nirapekya tadanta jaruri .
@pravatkumarsethy1205
@pravatkumarsethy1205 Ай бұрын
​@@narendrahembram4495 tu kana janichu army officer nka bisayare kahilu army Mane deshara garba au police katha samaste jananti hela
@GitanjaliBehera-p1m
@GitanjaliBehera-p1m Ай бұрын
​@pravatkumarsethyg1205 garbaboli rati 2tare gfsaha drink kariki bulibenahi tanke desaseba karuchhe tankapain bodhe kichhi kanunnahi
@odiatechgyan605
@odiatechgyan605 Ай бұрын
ପୋଲିସ ଉପରେ ତ ସମସ୍ତେ ରାଗିଛନ୍ତି କିନ୍ତୁ ଏ ଝିଅ ବି କମ ନୁହେଁ l ଅଧା ନାଟ ଏ କରିଛି
@nirasahoo284
@nirasahoo284 Ай бұрын
Correct. But what about the Major who seems quite calm in the video , but police locked up him
@tnanda1432
@tnanda1432 Ай бұрын
​@@nirasahoo284sequences compelled police to throw him into hazzat
@vickypatel8980
@vickypatel8980 Ай бұрын
Bhagwan kare Teri family walo k sath same ho uske baad tere jese sab comment karein
@odiatechgyan605
@odiatechgyan605 Ай бұрын
@@vickypatel8980 ଭାଇ କଣ ଦେଖିକି final କରିଦେଲ ଯେ ଦୋଷୀ କିଏ ତମେ ଥିଲକି ସେଦିନ ଥାନାରେ ଯଦି ଥିଲ ସାକ୍ଷୀ ଦିଅ l ସେ ଝିଅ ଖାଲି କାନ୍ଦିକି କହିଦେଲା ବୋଲି ତମେ oneside decission ଦେଇଦେଉଛ l major ର କିଛି ଭୁଲ ନଥିଲା ଭଳି ଲାଗୁଛି ଯେହେତୁ ସେ ପୁରା silence ଥିଲେ l କିନ୍ତୁ ଥାନାରେ କଣ ଏମିତି ଘଟିଲା ଯେ major କୁ forward କରିଦେଲେ କିନ୍ତୁ ଏଇଟା ପୋଲିସ ଭୁଲ କରିଛି l ସେ ଝିଅ କିନ୍ତୁ ଏ ଝିଅ ର ସତ୍ୟତା ଆଗକୁ ଜଣାପଡିବl କିଏ ଭୁଲ କିଏ ଠିକ କେହି ଜାଣିନାହାନ୍ତି ତମେ କିନ୍ତୁ ଜାଣିଦେଲ ସେଥିପାଇଁ ଆଜି ପଯ୍ୟନ୍ତ ପୁରୁଷ କମିଶନ ତିଆରି ହେଲା ନାହିଁ l ଗୋଟେ ଝିଅ କାନ୍ଦି ପକେଇଲେ ସବୁ ପୁରୁଷର ଭୁଲ ତାହେଲେ l ସମୟକୁ ଅପେକ୍ଷା କର ସବୁ ଧରା ପଡ଼ିଯିବ l
@tnanda1432
@tnanda1432 Ай бұрын
@@vickypatel8980 Bhagwaan kare aap ko bhi aisi ek badchalan, khunkhar , nasedi kanya ki praapti ho.
@powerofindia8854
@powerofindia8854 Ай бұрын
Arreste the IIC immediately
@batakrushnamohapatra9833
@batakrushnamohapatra9833 Ай бұрын
May be again Jamukoli gapa😊
@ChandrakantaSenapati-dk6mt
@ChandrakantaSenapati-dk6mt Ай бұрын
ଝିଅ ଟା ଵି ନୁହେଁ ସତ କେବେ ଲୁଚି ରହେନା 😂🎉
@tnanda1432
@tnanda1432 Ай бұрын
E bothra koi kama ku nuhen. Sie paikhina tanki ru maila ghantiba
@himansumajhi7796
@himansumajhi7796 Ай бұрын
Hindi movie (BARDAASHT) Tika dakhi Kari inquiry karantu
@satyaranjanpandia7388
@satyaranjanpandia7388 Ай бұрын
Kichi result nhi. Khali prahasana chalichi.
@SureshPusti
@SureshPusti Ай бұрын
ବୋଥ୍ରାବାବୁ ଆସି ଜାଇଛନ୍ତି, ଏବେଗପଲେଖାଚାଲିଛି, ଇଆପରେଅନେକ୍ ଗପସୁଣାଇବେ ବୁଥ୍ରାବାବୁ, ରେଡିହୋଇରୁହ ସୁଣିବାପାଇଁ ,
@ashoksarangi228
@ashoksarangi228 Ай бұрын
To ensure impartiality and protect the integrity of investigations, it's essential that military personnel are involved, as relying solely on local police could lead to biased handling. The risk of evidence manipulation and character assassination, particularly in cases involving vulnerable individuals, demands a joint investigative effort between the army and police to guarantee a fair, honest, and transparent process.Joint Investigation should be allowed ,Both ARMY, CID and POLICE should pe part of investigation. WIthout ARMY in the investigation process, it is impossible to EXPOSE CORRUPT,SEXUAL ABUSER POLICE present in the system. POLICE are CORRUPTED and ARMY are HONEST.
@abakash8271
@abakash8271 Ай бұрын
Police police କୁ save କରିବ ଏଇଟା ନିରାଟ ସତ୍ୟ କଥା l
@bhubanajena2782
@bhubanajena2782 Ай бұрын
ଦୋଷି ପୋଲିସ ଙ୍କୁ ବଞ୍ଚାଇବାକୁ ସବୁ ଚକ୍ରାନ୍ତ କରାଯାଉଛି। ଦେଶର ସେନାକୁ ଅନୁରୋଧ ସେନାର ଯୋଗ୍ୟ ଅଫିସର ଏହି ତଦନ୍ତରେ ସାମିଲ ହୁଅନ୍ତୁ ।
@RupashreeBarma
@RupashreeBarma Ай бұрын
Dosi police nuhn bhai...aaga investigation saru..ta pare comment kariba..jaruri nuhn j...jaha dekha jaichhi sabu thik boli... Amiti whole police department ku badnam kariba ta thik nuhn...
@ramakantaanimation
@ramakantaanimation Ай бұрын
Cooruption ରେ ODISHA POLICE ଏକ ନମ୍ବର। ପୋଲିସ ବାବୁ ମାନେ ଲାଞ୍ଚ ଖାଇ Late Night ପର୍ଯ୍ୟନ୍ତ ବାର୍ ଖୋଲିବାକୁ Permission ଦେଈ ପକେଟ ଗରମ୍ କରୁଛନ୍ତି, ଲାଞ୍ଚ ନେବାରେ ଛୋଟଟୁ ବଡ଼ ବାବୁମାନେ କେହି କମ୍ ନୁହଁନ୍ତି, Odisha Police G... ରେ ଏବେ ନିଆଁ ଲାଗିଛି ଆଉ ଖାଲି ପୋଡ଼ୁଛି।
@minakshidehury3189
@minakshidehury3189 Ай бұрын
ଏବେ ଦେଖିବା ପୋଲିସ ଜିତିବ ନା army
@minakshidehury3189
@minakshidehury3189 Ай бұрын
ଯଦି army ହାରେ,ସମସ୍ତେ army ମାନଙ୍କୁ ମାଇଚିଆ ଡାକିବା
@Mrsinuodiavlog
@Mrsinuodiavlog Ай бұрын
ମୁଁ ଯାହା ଦେଖିଲି ସେ ଝିଅ ଗୋଟେ ବଡ଼ ଛତରି ଓଡ଼ିଶା କୁ ଗୋଆ ଭାବୁଚି
@SibanandaPrida
@SibanandaPrida Ай бұрын
Y. B. KHURANIA IS A SINCERE OFFICER WHAT I KNOW HIM SINCE 28YEARS.,
@sambitRaz-ow3ri
@sambitRaz-ow3ri Ай бұрын
ଓଡ଼ିଶା ମୋଲିସ ପାଇଁ ସାଧାରଣ ଲୋକ ଙ୍କ ର ଏତେ ଭଲ ପାଇବା ଦେଖି, ମୋ ବାଣ୍ଡ୍ ରୁ ଖାଲି ପାଣି ବାହାରୁଛି,
@InsightSaroj2022
@InsightSaroj2022 Ай бұрын
Cuttack sadar iic Jaganaath mallick ,aama family saha bahut harash karichi , please help us
@AnonymousCreator-u3t
@AnonymousCreator-u3t Ай бұрын
Mallik ? Seithi pain st and sc ra cremy layer asiba darkar.....
@SkynetCyber
@SkynetCyber Ай бұрын
Jamukoli gapa Master asigale re gote mast Gapa sunibaku miliba. Cheers✌🍻
@JeevanAnandApartments
@JeevanAnandApartments Ай бұрын
Therefore, the caste and communal angle must also be investigated.
@kashinathdash4772
@kashinathdash4772 Ай бұрын
ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ କୁ ଠିକ ଜଣା କିଏ ଠିକ୍ କହୁଛି କିଏ ଭୁଲ।। ପରିସ୍ଥିତି ଯାହାବି ହେଉ ଏହା ସମସ୍ତଙ୍କ ପାଇଁ ଗୋଟେ ଦୁଃଖଦ ଘଟଣା।। ଅକ୍ରୋସ ମୂଳକ ନୀତି ଅବଲମ୍ବନ କରି ଏବ ପରସ୍ପର ଉପରେ ଦୋଷ ଲଦି କେହିବି ଶାନ୍ତିରେ ରହି ପାରିବେନି।। ଆପୋଷ ସମାଧାନ ର ବାଟ ବାହାର କରାଯାଉ।।
@jugalkishaoremall8590
@jugalkishaoremall8590 Ай бұрын
Public he public sab janti he.
@subhasmitabhanja3020
@subhasmitabhanja3020 Ай бұрын
Are ea odisha ama odisha re emiti chale aau ame sabu dekhu sukhila khela chalichhi
@BijoyKumarDas-rc1ss
@BijoyKumarDas-rc1ss Ай бұрын
ଯୋଉ ପୋଲିସ ଙ୍କୁ suspend କରିଛ ତାଂକୁ ମାଲକାନଗିରି ପଠେଇ ଦେଲେ ଭାଲ ହୁଅନ୍ତା
@ramakantaanimation
@ramakantaanimation Ай бұрын
ଆଈ ମାଆ କାହାଣୀ ଗଢି ତାକୁ ଲୋକ ଲୋଚନକୁ ଆଣିବାରେ ଅରୁଣ ବୋଥରା କୁ Award ଦେବା ଦରକାର୍।
@PuspaJena-j7f
@PuspaJena-j7f Ай бұрын
ଯେତେ ବୁଲି ବୁଲି ପୋଲିସ ଜେଲ୍ ଯିବ କ୍ରାଇମବ୍ରାଞ୍ଚ ଟିମ୍ କିଛି କରିପାରି ବନା
@spandancreations4333
@spandancreations4333 Ай бұрын
କ୍ୟାପଟେନ୍ ନା ମେଜର ?
@advocatesubash2360
@advocatesubash2360 Ай бұрын
Drunked persons unnecessary creating problems.Immidiately media persons should try to settle the matter out of court
@sudhakarsahu333
@sudhakarsahu333 Ай бұрын
Immediate action taken against pandu and this lady .
@dineshmhapatra9022
@dineshmhapatra9022 Ай бұрын
ଏ ପର୍ଯ୍ୟନ୍ତ କାହିଁକି ସେ ଅପରାଧ ଘଟାଇଥିବା ପୁଲିସ ଗିରଫ ହୋଇନାହାନ୍ତି?
@kisubanki6564
@kisubanki6564 Ай бұрын
ଜେସା କୁ ତେସା... Bjd ଶାସନ ବେଳେ ପରୀ case ରେ ବ୍ରୋଥା ନେଇଥିଲେ ଏବେ bjp ଶାସନରେ ପୁଣି ବ୍ରୋଥା... ଏବେ ବାକି ରହିଲା ଦେଖିଆ bjd kn କହୁଛି ବ୍ରୋଥା ଙ୍କୁ ନେଇକି
@bibhutibhusanbanarjee7564
@bibhutibhusanbanarjee7564 Ай бұрын
ଏବେ ତ ଜାମୁକୋଳି କିମ୍ବା ଖଜୁରୀ କୋଳି ର ସମୟ ନାହିଁ ଲେମ୍ବୁ ର କାହାଣୀ ଅପେକ୍ଷା ରେ.....
@judhisthiramohanta5862
@judhisthiramohanta5862 Ай бұрын
Crime brach support କରିବ ଅଭିଯୁକ୍ତ ପୋଲିସ କୁ, ନିରପେକ୍ଷ ତଦନ୍ତ କେବଳ cbi
@sudhirdas1311
@sudhirdas1311 Ай бұрын
ବାଳ କଥା 😮😅😢
@batakrushnamohapatra9833
@batakrushnamohapatra9833 Ай бұрын
Judiciary inquiry would give best result.
@growbd7
@growbd7 Ай бұрын
Police jaha karuchi bhout bhul dg sir good action
@bijaykumarmohanty45
@bijaykumarmohanty45 Ай бұрын
Case cbi ku diajau
@chittaranjandas5131
@chittaranjandas5131 Ай бұрын
In which place Bothara reached he must give big news to all odisha people as like as jamukoli story which he had given in nayagarh pari case
@JogeswarMajhi-lt7hj
@JogeswarMajhi-lt7hj Ай бұрын
ପୁଣି ଜାମୁକୋଳି ଗପ ନିଶ୍ଚୟ ଲୋକେ ଶୀଘ୍ର ଶୁଣି ବାକୁ ପାଇବେ,,,,
@brainlicker5647
@brainlicker5647 Ай бұрын
odisha police ପୁରା ୨୪ କ୍ୟାରେଟ ସୁନା
@sidhartha9009
@sidhartha9009 Ай бұрын
ମେଜର ର ବାନ୍ଧବି କୁ ଓଡ଼ିଶା cm ଙ୍କ ନାଆଁ ଜାଣିନି, ଆଉ ଏବେ ମଦ ପାନ କରିନି ?
@sudarsanpanda7700
@sudarsanpanda7700 Ай бұрын
For just wine our state defamed all over indis.
@Santoshsahu-143
@Santoshsahu-143 Ай бұрын
ଆଉ ଏକ ନୁଆ ଜାମୁକୋଳି କାହାଣି କହିବ ଅରୁଣ ବୋଥ୍ରା ...ସଳା ପରମ ... ଗୋଟିଏ
@trailokyanathswain8451
@trailokyanathswain8451 Ай бұрын
Otv Bala dekhithile ki Inch,inch mapa
@mishraeducationpoint
@mishraeducationpoint Ай бұрын
ମଦୁଆ ମାନଙ୍କୁ ଓଡ଼ିଶା ବସି ଙ୍କ ଏତେ support ଛି ଛି ..
@Mohantakld
@Mohantakld Ай бұрын
Lanchua police hi hi
@sudarsandas5260
@sudarsandas5260 Ай бұрын
Otv bhai se mejor nuha captain
@numerologistsannjoy5996
@numerologistsannjoy5996 Ай бұрын
ତାମାନେ ଆମେ ଜାମୁକୋଳି ଗପ ଶୁଣିବାକୁ ରେଡି ହୋଇଯିବା
@MOUTHBOXPLAYER
@MOUTHBOXPLAYER Ай бұрын
Kichiii Lava heba nahin Kichiii Samadhana milibanii Puni case pending rahibaa
@PrakashOrissa
@PrakashOrissa Ай бұрын
କୁମ୍ଭୀର ଓ ଜାମୁକୋଳି ଗପ ରେ ଶେଷ
@gandharbanayak5660
@gandharbanayak5660 Ай бұрын
Bjd re jaha chalithila thik seiaa chalichi BJP re!! Karana sei sem officer arun bothra sei pari jamukoli gapa😊😊😊
@KamakshiPatro
@KamakshiPatro Ай бұрын
Pune. Jamokoli. Gopo. Na. Paikhana. Tanke
@jayanarayanmohapatra263
@jayanarayanmohapatra263 Ай бұрын
Shameless act by police.
@rajananda2648
@rajananda2648 Ай бұрын
Han Ethara Bothra Sir asigale pura case solve 😂😂😂😂 Gote alga parkar history creat haba.
@growbd7
@growbd7 Ай бұрын
Odisha police au loka pain nuhe odisha police hata jau
@damodarmishra1006
@damodarmishra1006 Ай бұрын
NIA ku hand over karajau, karana army officer arrest heichhanti, police upare full doubt.
@rameshchandrasahoo8872
@rameshchandrasahoo8872 Ай бұрын
Fully responsible, jane lok complain debaku aasi henasta. Se puni sena ra present officer. Sadharan lok hele kna heu thiba, media najaraku aasu na thiba
@SanjayKumarBarik-c6x
@SanjayKumarBarik-c6x Ай бұрын
Bothra sir kichhi nua story karibe atitare Bjd Balakumar rakshya karithile ebe Bjp sahajog kariba.
@nirasahoo284
@nirasahoo284 Ай бұрын
Like pari case of Nayagarh.
@dibakarajena8323
@dibakarajena8323 Ай бұрын
Police ra test kar , police suna pain chesta
@laxmidharsahoo7366
@laxmidharsahoo7366 Ай бұрын
Bothra pasila Mane sabu fainal haba odisha basi janichhanti
@rajendrakumardas9739
@rajendrakumardas9739 Ай бұрын
This is not at all a news.Nothing new for viewers.These are quite normal procedure of investigation.
@arunsinha9089
@arunsinha9089 Ай бұрын
Dinakrushna mishra sd be dismissed
@RupashreeBarma
@RupashreeBarma Ай бұрын
Let do the proper investigation first.. who r we to said that the Iic should be dismissed with half knowing..we should know the fact first.
@ManasBehera-b2y
@ManasBehera-b2y Ай бұрын
ଚୋର ମୁହଁ 😮
@vickypatel8980
@vickypatel8980 Ай бұрын
Road romeo mane ete powerful loke heithibe se criminal manankara name b news wale kahi paru nahanti news walo chulllu bhar paani me ..........jao
@AMohapatra
@AMohapatra Ай бұрын
Name address sabu aaji dia heichi gote video re. Road Romeo kana? Other party kan Romeo Juliet?
@sangramjena8251
@sangramjena8251 Ай бұрын
Police continuously doing things like underworld Don, cabinet minister murder, misbehaving to mla( now cm),and finally army major.
@PradeepkumarNayak-s4u
@PradeepkumarNayak-s4u Ай бұрын
Again crimebranch adg Arun Bothra WA WA again script write by Crimebranch Adg
@sudarsandas5260
@sudarsandas5260 Ай бұрын
3 star army ra captain
@parsulife
@parsulife Ай бұрын
Jhia maane jaahaa kahibe se taa hin thik ki ?
@MrSuryanarayandas
@MrSuryanarayandas Ай бұрын
He is decorated officer always do the story what suits to government or officials
@Biswajit2019-n3y
@Biswajit2019-n3y Ай бұрын
IIC maha chora samastinka thu bati maguchi video viral helani.. mg iic ku aga arrest kara jau 😡
@millappradhan7167
@millappradhan7167 Ай бұрын
Media Bala praman karuchhanti je sadharan loko painee media nahni bada badia nka painee
@prashantnayak5941
@prashantnayak5941 Ай бұрын
Kuchha nahin hoga
@santoshpanigrahi2221
@santoshpanigrahi2221 Ай бұрын
Indian defence ku respect diontu.... odisha police khali gandi mriki peto phulei bosile hboni
@pitabaspattanayak5202
@pitabaspattanayak5202 Ай бұрын
Bohtra asichi mane nua kahani tiari kariba , eguda mala bele kemiti maribe tara visual janasadharana nku dekheibare achhi
@phalgunibhuyan3881
@phalgunibhuyan3881 Ай бұрын
Army officer means can do drinking at home not the outside
@learn2unlearn853
@learn2unlearn853 Ай бұрын
Then why does the government give license to bar and pubs? You are truly a dumbwit
@nihardas4958
@nihardas4958 Ай бұрын
Police gunda raj
@marytirkey496
@marytirkey496 Ай бұрын
90% dasa jhio ra se magarmach anshu 😭 bahai ki samastnka thu sympathy neu6i girl victim card khelu chhi
@RanjanMohanty-jv5rv
@RanjanMohanty-jv5rv Ай бұрын
A Ankita ku room re barafa pakei mada dele sabu thik thik kahiba
@ashokpattnaik2830
@ashokpattnaik2830 Ай бұрын
Police pet
@PrithviRaj12306
@PrithviRaj12306 Ай бұрын
mada mara heba bhul.... direct se major au ta GF ku jel pathai debar thila....police station re mada mari bhul karichi police
@learn2unlearn853
@learn2unlearn853 Ай бұрын
au tu tate bampha dabara thila
@PrithviRaj12306
@PrithviRaj12306 Ай бұрын
@@learn2unlearn853 to gandi re navaratna debar thila magiha
@drpanda9462
@drpanda9462 Ай бұрын
Tama GAMDIKI MARIBE.
@biranchinarayanmishra160
@biranchinarayanmishra160 Ай бұрын
Botharaku kahiki kendra ku fereideunahan5i
@Mohantakld
@Mohantakld Ай бұрын
Lanchua police ra pardaphas
@PrasantKumar-w4i
@PrasantKumar-w4i Ай бұрын
ଅରୁଣ ବୋଥ୍ରା କଣ ସାରା ଓଡିଶା ଜାଣିଛି
@PrasantKumar-w4i
@PrasantKumar-w4i Ай бұрын
ତଦନ୍ତ ରେ ବାଟବଣା. ଅରୁଣ ବୋଥ୍ରା
@Bedhuacuttackia
@Bedhuacuttackia Ай бұрын
Bhai ebe jadi kou normal loka etiki kari thanta...ete belaku fasi vyavastha kari sari thanta Odiaha Police. Kahinki IIC ku bancheibaku try karabjauchi kejani
@dineshmhapatra9022
@dineshmhapatra9022 Ай бұрын
ଏ ପର୍ଯ୍ୟନ୍ତ କାହିଁକି ସେ ଅପରାଧ ଘଟାଇଥିବା ପୁଲିସ ଗିରଫ ହୋଇନାହାନ୍ତି?
News Fuse 11 NOV 2024
21:16
OTV
Рет қаралды 698
I tricked MrBeast into giving me his channel
00:58
Jesser
Рет қаралды 30 МЛН
Кто круче, как думаешь?
00:44
МЯТНАЯ ФАНТА
Рет қаралды 2,1 МЛН
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 139 МЛН
News@9 Discussion 11 November 2024
33:14
OTV
Рет қаралды 250
I tricked MrBeast into giving me his channel
00:58
Jesser
Рет қаралды 30 МЛН