KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
7PM Bulletin ||| 21st November 2024 ||| Kanak News |||
19:26
ସୁଭଦ୍ରା ଟଙ୍କା ମିଳିଥିଲେ, ବଢ଼ିଲା ଚିନ୍ତା|Subhadra Yojana New Guideline|Pravati Parida | Subhadra Scheme
3:09
Побег из Тюрьмы : Тетрис помог Nuggets Gegagedigedagedago сбежать от Nikocado Avocado !
00:18
娃太多了!爸爸一碗水端的平吗? #四小只吖 #日常 #搞笑 #搞笑家庭 #姐弟 #家庭生活
00:22
Это мое последнее предупреждение | 4 серия | Сериал "ПрАкурор" | КОНКУРС
19:20
This Game Is Wild...
00:19
ଭତ୍ତାରେ ଆମେ କାହିଁକି ତଳେ?| ଭତ୍ତା ରାଜନୀତି |SOCIAL DEBATE|Public Reaction On Odisha Old Age Allowance|
Рет қаралды 1,440,804
Facebook
Twitter
Жүктеу
1
Жазылу 2,5 МЛН
Odisha Reporter
Күн бұрын
Пікірлер: 653
@udayanathdas3503
8 ай бұрын
ଯିଏ ଯେତେ ପାଇଛନ୍ତି ତାହାର ତିନି ଗୁଣ ବଢିବ ସମସ୍ତଙ୍କ ନିମନ୍ତେ 'ବାଲ୍ୟରୁ ବାର୍ଦ୍ଧକ୍ୟ ଯାଏ । ଉଦୟ ଭାରତ । ଧନ୍ୟବାଦ୍
@Debarajnagyadav2318
9 ай бұрын
🇮🇳 ଓଡିଶା ସରକାର ସବୁଠୁ ତଳେ ଆଜି ପ୍ରଯନ୍ତ ଆମକୁ କିଛି ମିଲିନାହିଁ କିଛିସୁବିଧା ନାହିଁ /20/ବର୍ଷ ଆଜିଯାଏ ହେଲା ପ୍ରଦେଶରେ ଦିନ ଯାଉଛି କିଛିମିଲି ନାହିଁ ....
@tulsirammajhi3022
9 ай бұрын
ସବୁବେଳେ ବିଜେଡି ସରକାର କୁ ଭୋଟ ଦେଲେ ଦୁଃଖ ଭୋଗିବାକୁ ପଡ଼ିବ ।
@prahalladnaik3365
7 ай бұрын
ଏମାନଙ୍କର ପେଶହେଲା ସରଳ ଭୋଟରମାନଙ୍କୁ ଠକିବା
@KaruMurmu-kk4lg
9 ай бұрын
ନବୀନ ପଟ୍ଟନାୟକ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ସବୁ କହିବ ସେ ମୁହଁରେ ସବୁକିଛି ବିକାଶ କରିବା ମୁହଁରେ ସବୁକିଛି କାମ କରିବ ମୁହଁରେ ଦରମା ବଢ଼ାଇବ ମୁହଁରେ ଭତ୍ତା ବଢ଼ାଇବ କାର୍ଯ୍ୟକ୍ରମ ଦ୍ବାରା କିଛି ବିକାଶ କରିବ ବା କାମ କରିବ ନାହିଁ
@thamash5845
9 ай бұрын
ନବୀନ ସରକାର ଭିକାରୀ ସରକାର ଆଉ ଜିତିଲେ କ'ଣ ସେ ଜଣକୁ 2000ଲେଖାଏ ଦେଲେ ଭିକାରୀ ହେବ ନବୀନ
@urdhabasio6429
9 ай бұрын
ବିଜେଡି ସରକାର କୁ ଲାଜ ନାହିଁ। ଲୋକ ମାନଙ୍କୁ ବୁହା ବୁଲାଉଛି।
@surathachandrajena9514
8 ай бұрын
ଷାଠିଏ ବର୍ଷରୁ ଅଧିକ ବୟସ ହିତାଧିକାରୀ ମାନଙ୍କୁ ସରକୂ ଯେଉଁ ଭତ୍ତା ପ୍ରଦାନ କରୁଛନ୍ତି ସେହି ଭତ୍ତା ଟଙ୍କାରେ କ'ଣ କ'ଣ କିଣିବେ, କ'ଣ ଖାଇବେ (?) ଏହାର ଗୋଟିଏ ତାଲିକା ମୁଖ୍ୟ ଶାସନ ସଚିବ ପ୍ରଦାନ କରନ୍ତୁ । ଆଜ୍ଞା, ଶୁଣନ୍ତୁ। ସରକାର ଦେଉଥିବା ଭତ୍ତା ,ବୁଢା ବୁଢି ମଲା ସମୟରେ ନିର୍ମାଲ୍ୟ ଯେପରି ଦିଆଯାଏ , ଠିକ୍ ସେଇୟା। ସରକାର ବୁଢା ବୁଢି ନିର୍ମାଲ୍ୟ ଦେଉଛନ୍ତି।।ଏକଥା ନକରି ସିଧା ସଳଖ ବୁଢା ବୁଢି ମାନଙ୍କୁ ହଷ୍ଟେଲ ଇନ୍ କ୍ଳୁଡ୍ ଖରି ସୁଷମ ଖାଦ୍ୟ ପ୍ରଦାନ କଲେ ଉପକୃତ ହେବେ। ନିଶ୍ଚିତ । ପ୍ରତ୍ୟେକ ଗ୍ରାମରେ ପେନ୍ସନ୍ ଉପଭୋକ୍ତା ସ୍ଥାୟୀ ଶିବିର ଗଠନ କରାଯାଉ ।ଖାଦ୍ୟ , ବସ୍ତ୍ର,ହେଲ୍ଥ ସୁବିଧା ପ୍ରଦାନ କରାଯାଉ। ଦମ୍ ଅଛି ??😮
@jagannathmadi2368
9 ай бұрын
ନବିନ ସରକାର 2024ରେଜିତିଲେତ ଓଡ଼ିଶାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ଚ୍ଛାଷି ମାନଙ୍କ ପାଇଁ ଧାନ ରେଟ 30ରୁ32 ଟଙ୍କା ଅବ
@pabananayak9154
9 ай бұрын
ସରକାର ଅନ୍ଧ ମୁଁ ବି ଜଣେ ଭିନ୍ନକ୍ଷମ 100%ଅଟେକିନ୍ତୁ700ଟଙ୍କାଭତ୍ତାପାଉଛିକେମିତିଚଳିବୁ
@deenabandhusahoo7291
9 ай бұрын
ଓଡିଶାରେ ଭିନ୍ନକ୍ଷମଙ୍କ ନିମନ୍ତେ ଭତ୍ତା ମାସିକ ୩୦୦୦ ଟଙ୍କା ହେବା ଦରକାର।
@SankarPande-ub9zb
9 ай бұрын
କେତେ ହେଲେବି ଲୋକଙ୍କୁ ହେବ ନାହିଁ ଭଗବାନ ଯେତେ ସାହାଯ୍ୟ କଲେ ବି ଭଲ କେହି କହି ବେ ନି
@pramiladharua278
9 ай бұрын
ଅଙ୍ଗନୱାଡି କର୍ମୀ ମାନଙ୍କର ବାଇଟ ନିଅନ୍ତୁ। ତାଙ୍କର ଦୁଃଖ ଜାଣିବା
@sachipatitandi1522
9 ай бұрын
ରାଜନୀତି ବ୍ରମ୍ଭଣ୍ଡ ଇମିତି ହୋଇ ଗଲା ନୀ ଯାହା ରହସ୍ୟ କିଏ ଜାଣି ପାରୁ ନାହାଁନ୍ତି
@Prs5820
9 ай бұрын
ଯଦି ବିଜେଡି ସରକାର ଆଗ ତ ଓଡ଼ିଶା ରେ ବିକାଶ ପଛରେ ।ଜୟ ଜଗନ୍ନାଥ
@santoshsabar3855
9 ай бұрын
ଓଡ଼ିଶାର BJD ସରକାର ଆନ୍ଧ୍ର ଆଉ ତେଲେଙ୍ଗାନା ଠାରୁ ବୁଦ୍ଧି ଶିଖୁ
@nilanchaldalapatinilanchal4620
9 ай бұрын
ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନା ରେ ୩୦୦୦ ରୁ ଉପରେ ରହିଛି ଭତ୍ତା ଟଙ୍କା କିନ୍ତୁ ଓଡ଼ିଶା ର ମୂର୍ଖମନ୍ତ୍ରୀ ଚୋରଟା ଓଡ଼ିଶାରେ ତ ପାଣ୍ଡୁ ସର୍ବେ ସର୍ବା ହୋଇଛି ଯେତେଦିନ ଓଡ଼ିଶାରେ ସରକାର ପରି ବର୍ତ୍ତନ ନ ହେବ ଏମିତି ନାମ ନେଉଥିବ ଗୁଣ ଗାଉଥିବ ଆଗକୁ ଭୋଟ ଆସୁଛି ସମସ୍ତେ ଭୋଟର ମାନେ ଯଦି ଚାହିଁବେ ପରିବର୍ତ୍ତନ କରି ପାରିବେ ସମସ୍ତେ ସଚେତନ ହେବା ଦରକାର
@NewblockAjay7882
9 ай бұрын
Thik kahicha Bhai
@ishwarchandramurmu440
9 ай бұрын
ଭାଇ ତୁମ କଥାରେ ଏକମତ
@AshutoshBehera-qd3gd
2 ай бұрын
ବିଧବା ମାନଙ୍କୁ ଦିଆଯାଉ ଆଗ୍ୟା 3500
@niteshofficial5532
9 ай бұрын
ମୋ ଭାଇ ଓ ଭଉଣୀ ମାନଙ୍କୁ ମୁଁ ଗୋଟିଏ ଅନୁରୋଧ କରିବି ଏବେ ସମୟ ଆସିଛି ସମସ୍ତ ଓଡ଼ିଶାବାସୀ ଏକତ୍ରିତ ହୁଅନ୍ତୁ , ଏ ନବୀନ ସରକାର ଆମର ଏ ପର୍ଯ୍ୟନ୍ତ କଣ ଉନ୍ନତି କରିଛି। ଓଡ଼ିଶା କୁ ବାହାରେ ଭାଗ ଭାଗ କରିବାକୁ ବସିଲାଣି , ସେଥି ପାଇଁ ଏ ଓଡ଼ିଶାରୁ ନବୀନ କୁ ହଟାଅ । ଜୟ ଜଗନ୍ନାଥ 🙏🙏🙏
@Sumnath-w7x
3 ай бұрын
By ko ji❤
@maheswarrout9726
9 ай бұрын
ନବୀନ ପ୍ରଗ୍ରାମ ଉପରେ ଟଙ୍କ ଖଚକରିବ ଭତ୍ତା କାହିକି ବୃଦ୍ଧି କରିବ ମା ମାନେ ମରୁତୁ ତାଙ୍କର କଣ ହେଲା
@parikshitdashdash9251
6 ай бұрын
Well come good news
@ssrmanna
9 ай бұрын
କାହିଁକି ନାଁ? ଆମ CM.ଭାରତର ୧ ନଂ- ସେଥି ପାଇଁ💐🙏 ଏତେ ତଳେ👈
@AkashMeher-je9vj
5 ай бұрын
sssssssssssssssssssssssszssssssss
@AkashMeher-je9vj
5 ай бұрын
aee8rÀ88àe3ŕeeerèsEa
@AkashMeher-je9vj
5 ай бұрын
ŕr
@remabesera5099
7 ай бұрын
Veri good volokothakohela
@damodarmajhi4897
9 ай бұрын
ଯେମିତି କର୍ମ କୁ ସେମିତି ଫଳ । BJD କୁ ଭୋଟ ଦଉଚେ କଷ୍ଟ ପାଉଚେ। ଆପଣ ମାନଙ୍କ ଖୁସି ଆପଣଙ୍କ ହାତରେ।ପରିବର୍ତ୍ତନ ନିହାତି ଦରକାର। ନ ହେଲେ ସାଧୁ ବି ଚୁର ପାଲଟି ଯିବ।
@niteshofficial5532
9 ай бұрын
2024 ରେ ନବୀନ ହଟାଅ ଓଡ଼ିଶା ବଞ୍ଚାଅ। ଜୟ ଜଗନ୍ନାଥ 🙏🙏🙏
@satyanarayanajani8808
9 ай бұрын
କେନ୍ଦ୍ରସରକାର କେମିତି ସିଲେକ୍ସନ କରୁଛି ଓଡିଶା ନମ୍ବର 1
@IndiraMutuka-ly5vk
9 ай бұрын
ଆମ BJD ରାଜ୍ୟ ସରକାର କୌଣସି ବି ଲୋକ ମାନଙ୍କର ସୁବିଧା କରିନାହାନ୍ତି ତେଣୁ ଆଉ ଏକ ଅନ୍ୟ ସରକାର ଆସିବା ଦରକାର ଅମ ଓଡ଼ିଶା କୁ ଠିକ୍ ହେବ
@pabitrakumarjena1992
9 ай бұрын
ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି ଓଡ଼ିଶା ରିପୋର୍ଟର ଟିମ୍
@gitapradhan7736
5 ай бұрын
Mo
@dsoren5218
9 ай бұрын
ଵାର୍ଦ୍ଧକ୍ଷ୍ଯ ଭତ୍ତା କୁ ୬୦/ ୭୦/ ୮୦/ ୯୦/ ୧୦୦ ବର୍ଷ ବୟସ ହିସାବରେ ପୁନଃ ବୃଦ୍ଧି କରାଯିବା ଉଚିତ !
@bijayapppradhan4563
9 ай бұрын
୪୦ ବର୍ଷ ର ନିକମା ପାଉଛନ୍ତି ବିଜେଡି କର୍ମୀ। ହା ଥୁ
@sarojrout9173
9 ай бұрын
ଯେଉଁଠି ବିଜେପି ସରକାର ଅଛି ୩୦୦୦ ଭତ୍ତା ମିଳୁଛି ପାଣ୍ଡିଆନ ଓଡ଼ିଶା ରାଜସ୍ୱ ଲୁଟି ଖାଇଗଲା ଭାରତ ର ୭ ନମ୍ବର ହେଲାଣି ତମକୁ ନବୀନ ସରକାର ଟଙ୍କା କେଉଁଠି ଆଣିବ ଭତ୍ତା ଦେବାପାଇଁ ଓଡ଼ିଶା ରେ ମୋଦି ଙ୍କ ଡବଲ ଇଞ୍ଜିନ ସରକାର ଆସିଲେ ୩୦୦୦ ଟଙ୍କା ଭତ୍ତା ମିଳିବ ନିଶ୍ଚିତ ଭୋଟ ସମୟ ପାଞ୍ଚ ବର୍ଷ ପୂର୍ବରୁ ନବୀନ ସରକାର ପତି ସ୍ତୁତି ଦେଇଥିଲେ ଭତ୍ତା ବଢ଼ିବ ଜିତିଲା ପରେ ଭୁଲି ଗଲେ ଫେରେ ନିର୍ବାଚନ ଆସିଲା ଭତ୍ତା କଥା କହିଲେ ନବୀନ ସରକାର ଆଉ କେତେ ଦିନ ଏଇ ଭଳି ଲୋକକୁ ଦିନରେ ଲଣ୍ଠନ ଦେଖିବ ଜାଗ୍ରତ ହୁଏ ଓଡ଼ିଶା ବାସି ମୋଦି ଗ୍ୟାରେଣ୍ଟି ଆସିବା ଦରକାର 🎉
@makardhwajmishra8258
9 ай бұрын
😮
@NewblockAjay7882
9 ай бұрын
Right 👍
@SkSuhan-xj3xt
9 ай бұрын
Hi
@manoranjansingh5209
9 ай бұрын
କେବଳ ଭତ୍ତା ନୁହଁ.. ସବୁଥିରେ ତଳେ🥵🥵🥵🥵🥵ପ୍ରଚାର ପ୍ରବଳ କାମ ଦୁର୍ବଳ.... ବିଜେଡି ହଟାଓ odisha ବଞ୍ଚାଅ 🙏🙏🙏🙏
@Prem-bz3tr
9 ай бұрын
ଗାଁ ସାଥି ଙ୍କୁ ମାସିକ କେତେ ଟଙ୍କା ଦଉଛ ଟିକେ କହୁନ ଭାଇ ଗାଁ ସାଥି ଭାଇ ଭଉଣୀ କଣ ମଣିଷ ନୁହଁ କି ମିଡ଼ିଆ ଭଉଣୀ ଟିକେ ଧ୍ୟାନ ଦିଅନ୍ତୁ ଏହି କଥା ଟି ଉଠାନ୍ତୁ
@gopalmajhi5659
9 ай бұрын
ଖାଲି ଭତା ନୁହଁ ସବୁଥିରେ ଓଡ଼ିଶା ବହୁତ୍ ପଛରେ , କେବଳ ମଦକୁ ଛାଡିଲେ 😅😅😅
@BinodiniPatra-is9yw
9 ай бұрын
Good news MUKTIRANJAN ODISHA
@krushnaverygoodsirsanta7275
7 ай бұрын
Thik katha
@banchhanidhigaigaria1914
9 ай бұрын
100% ବିକଳାଙ୍ଗ ମାନେ ଘରୁ ବାହାରକୁ ଯାଇପାରୁ ନାହାନ୍ତି ତାହାଙ୍କୁ ମାସିକ ଭତ୍ତା ଦେଉଛନ୍ତି 700 ଟଙ୍କା ଚଳିବେ କେମିତି ହାଏ ହାଏ ରେ ମୋ ସରକାର
@pabananayak9154
9 ай бұрын
ଆପଣ ଠିକ୍ କହିଛନ୍ତି ସାରେ ମୁଁ ସୁଶାନ୍ତ କୁମାର ନାୟକ ଜଣେ 100%ଅକ୍ଷମବ୍ୟକ୍ତିଅଟେ700ଟଙ୍କାଭତ୍ତାପାଉଛିସେଥିରେମୋରସ୍ତ୍ରିବିଚଳିବକେମିତି ସରକାର କେତେ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆମ ପାଇଁ ନାହିଁ
@Dineshparida-sh1hb
9 ай бұрын
@@pabananayak9154Sethi pain sarakar 5 ru 10 barsa re thare change hele bhata badhanta bjd manamukhi karuchi bhai
@swarnaprabhakhatua6148
9 ай бұрын
@@pabananayak9154t J in CT
@suryakantichhatria5215
9 ай бұрын
Jai congress 👍
@prasantakumarsahoo150
9 ай бұрын
Media vai mananku very thank
@RinkuKumar-io4ze
9 ай бұрын
ବହୁତ ଦୁଃଖର କଥା ପାଞ୍ଚ ବର୍ଷ ପୂର୍ବରୁ ନବୀନ ସରକାର ପ୍ରତିଶୃତି ଦେଇଥିଲେ ଭତା ବଢିବ ଇଲେକ୍ସନ ସରିଗଲା ସବୁ ଭୁଲିଗଲେ ଆଉ କେତେ ଦିନ ଲଣ୍ଠନ ଦେଖେଇବ ଇଲେକ୍ସନ ଆସିଲେ ଏବେ ମନେ ପଡୁଚି ଭତା ବଢେଇବା ପାଇଁ 16ଟଙ୍କାରେ କେମିତି ଚଳିବୁ ସବୁ ଯାତ୍ରା ଚାଲିଛି ଆଉ ଯାତ୍ରା କେହି ଦେଖୁନାହାନ୍ତି ଏବେ ରିଲସ ଚାଲିଚି 3000ଟଙ୍କା ଭତା ଏବଂ 35କିଲୋ ଚାଉଳ ନଦେଲେ ସବୁ ରାଜ ରାସ୍ତାରେ ବସିବେ ଜାଗ୍ରତ ହୁଅନ୍ତୁ😭😭 😭
@dibyasinghparida4360
9 ай бұрын
ଭତା ବଢିବା ଦରକାର,ସବୁ ବଢିଲା ଲୋକ ଚଳିବେ କେମିତି,ଖାଲି ସରକାରି ଚାକିରିଆଙ୍କ ଦରମା ବଢାଅ,ଆଉ ଭତା ଯୋଉମାନେ ବୁଢା ବୁଢୀଙ୍କୁ ବାଣ୍ଟୁଛନ୍ତି ସେମାନଙ୍କୁ ଟିକେ ବ୍ୟବହର ସିଖାନ୍ତୁ,ବ୍ୟବହାର ଭାରି ମୋଟା କରୁଛନ୍ତି,
@rajiblochanbehera9301
9 ай бұрын
ସବୁ ଜନତା(ଲୋକ ଙ୍କର)ଅପାରଗତା ଯୋଗୁ ଏଭଳି ସ୍ଥିତି ଉପୁଯୁଛି,କାରଣ ଭୋଟବେଳେ ଏସବୁ କିଛି ମନେ ପଡେନାହି,ଭୋଟ ପାଇଁ 500ଟଙ୍କା କାହାକୁ 1000କିଏ ମଦ ରେ ବାଇ କିଏ ଚିକେନ ଭୋଜିପାଇ ବାଈ,ଲୋକଙ୍କ ମତ ହେଲା ଚୋର ଗଲାପରେ କବାଟ ବନ୍ଦ କରିବା କଥା,।।
@PradipBishoi-uz2bn
9 ай бұрын
Kind attention to media ଭାରତ ର ମୁଣ୍ଡ ପିଛା ଋଣ ଭାର 1.46 ଲକ୍ଷ୍ ଟପିଲାଣି ।ଏହି କଥା କୁ ଆଖି ଆଗରେ ରଖି ଆଗକୁ ବଢ଼ନ୍ତୁ ।
@rabindraraita6455
9 ай бұрын
ଆମର କହିବା କଥା ହେଲା ସଚୁଟ ସରକାର କେବଳ ନିର୍ବାଚନ ସମୟରେ, ନା ପୂର୍ବ ରୁ ଆଲୋଚନା ହେଇପାରିଥାନ୍ତା
@ashokkumarchhotaray1885
9 ай бұрын
ଆରେ ବିଜେଡ଼ି ଚାମଚା ନବୀନ ଆଉ କେତେ ବର୍ଷ ଶାସନ କଲେ ଭତାରେ କାର୍ଯ୍ୟକ୍ରମ କରିବ ବୋଲି କହୁଛୁ । କହିଲା କ'ଣ ନା ନବୀନବାବୁ ୨୦୨୪ରେ କ୍ଷମତାକୁ ଆସିଲେ ଭତାରେ କାର୍ଯ୍ୟକ୍ରମ କରିବ । ମୁର୍ଖ ।
@manidharmurmu6094
9 ай бұрын
ଭୁଆଁ ବୁଲାଉ ଥିବା ସରକାର ନବୀନ ସରକାର, ମାଛ ତେଲ ରେ ମାଛ ଭାଜିବା ସରକାର, ଭୋଟ ଆସିଲା ତ, ଏବେ ସବୁ କରିବେ, ଛି ଶଳା, ନବୀନ ସରକାର,,,
@biswaranjanpradhan2087
9 ай бұрын
ନବୀନ ସରକାର ବହୁତ ବଢିଆ ଜୟ ଜଗନ୍ନାଥ
@prakash.donk.p7215
9 ай бұрын
୧ ନଂ ମୁଖ୍ୟମନ୍ତ୍ରୀ ପରା । ଲୁଟେରା ପାଣ୍ଡୁ ଗୁମାସ୍ତା ରାଜ୍ୟକୁ ଖାଇଗଲାଣି। Bjd ହଟାଅ ଓଡ଼ିଶା ବଞ୍ଚାଅ।ଏଠି ମୁଖ୍ୟ ଶାସନ ସଚିବ କିଛି ନୁହେଁ। ପାଣ୍ଡୁ ସର୍ବେସର୍ବା 😢😢😢😢😢😢😢😢😢😢😢😢
@amarjalpali
9 ай бұрын
😮 4:13
@BiswanathMalik-bb8on
9 ай бұрын
😊😊
@SatrughanNayak-qf1rt
9 ай бұрын
🎉
@madanthakur613
9 ай бұрын
😢
@KunuchandraMurmu
9 ай бұрын
@@amarjalpalibirthday hu conceiving 27:31 27:31 😢😮 27:31
@niranjanacharya1204
9 ай бұрын
ନିର୍ବାଚନ ପୂର୍ବରୁ କାହିଁକି ? ବର୍ତ୍ତମାନ କାହିଁକି ନୁହେଁ ? ଅନ୍ୟ ରାଜ୍ୟରେ ଯଦି ବହୁ ପୂର୍ବରୁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତାର ପ୍ରବର୍ତ୍ତନ କରାଯାଇଛି, ଓଡିଶାରେ କାହିଁକି ଏ ଯାଏଁ ଏହା ହୋଇପାରିନାହିଁ ? ତେଣୁ ଆମ ରାଜ୍ୟ ସରକାର ଲୋକ ମାନଙ୍କ ପ୍ରତି କେତେ ସହାନୁଭୂତିଶୀଳ ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ l
@lilymurmu4186
7 ай бұрын
Jay Congress
@salilkumar9703
9 ай бұрын
ମାନସ ବସ୍ତିଆ ଶାସକ ଦଳର ନେତା ହେବା ପାଇଁ ସମ୍ପୁର୍ଣ୍ଣ ଅଯୋଗ୍ୟ । କେତେଦିନ ବିଜେଡି ଦଳକୁ ଟେକିକି ଚଳିବେ ଦେଖିବା । ତାପରେ ........
@manojcreation6832
9 ай бұрын
ଗର୍ଭବତୀ ମାଁ କୁ ଛତିଶଗଡ଼ ରେ 18000ଟଙ୍କା ଦେଉଛି ଓଡ଼ିଶା ରେ 5000ଟଙ୍କା ବାକି ଟଙ୍କା ଦଳଗତ ରେ ଖର୍ଚ୍ଚ କରୁଛନ୍ତୀ
@manujani643
9 ай бұрын
Very good morning jay Shri ram ram 🙏
@sarojbhoi5720
9 ай бұрын
🎉🎉🎉🎉🎉bajei dela very nice 👍 Happy roj day 🌻💟🌞 having
@jayprakashbudek-jx8pu
9 ай бұрын
Very good
@samaisoren-ep9uu
9 ай бұрын
Excellent report
@BhabilataSahoo
9 ай бұрын
ଭଲ ଭଲ
@TarakantaBadhei
9 ай бұрын
ମାଆ ମାଉସୀ ଆପଣଙ୍କର ପୁରୁଣା ଚିନ୍ତାଧାରା ବଦଳାନ୍ତୁ ନୂଆ ଚେହେରା ସାମ୍ନାକୁ ଆଣନତୁ ତାହାହେଲେ ଆମ ରାଜ୍ୟ ଉନ୍ନତି ହେବ
@salilkumar9703
9 ай бұрын
ମାନସ ବସ୍ତିଆଙ୍କୁ ଟିକେ ପଚାରନ୍ତୁ ନା ସେ ମାତ୍ର ୫୦୦ ଟଙ୍କା ରେ ମାସେ ଚଳି ପାରିବେକି ?
@HariDas-zh4qh
3 ай бұрын
Good jabab dela
@DusmantDehuryDusmant
8 ай бұрын
Very
@S.KUMAR.jagdish
9 ай бұрын
Reports mahadoya dhanyavaad bahut badhia karjyakram karuchhanti samasta team members ku dhanyavaad jai hind vandemataram bharatmata ki jai 🇮🇳🇮🇳😍😍🥰🥰🌺🥀🥀❤🚩🚩🌹🌹
@jhasaketanswain6405
9 ай бұрын
24 ବର୍ଷରେ ବର୍ଷ କୁ 100 ଟଙ୍କା ବଢାଇ ଥିଲେ ବହୁତ୍ ଚୋର ଦଳ ଚୁର
@RatanKumbhar-o6w
7 ай бұрын
So nise
@dipakbehera918
9 ай бұрын
24 ବରସରେ ମନେ ପଡ଼ିଗଲା ଲୋକଦେଖାଣିଆ
@Sam-hx2ic
9 ай бұрын
ବୃଦ୍ଧାମାନଙ୍କର ଭତ୍ତା ଖାଇ ନବୀନ ଆଉ ପାଣ୍ଡୁ ଆରାମ ରେ ରାଜ ଉଆସରେ ଶୋଉଛନ୍ତି ।
@Sriyanshi-123
9 ай бұрын
😢😢😢
@RamBharati-r8o
9 ай бұрын
ମଦୁଆ ମନ୍ତ୍ରୀ
@anitamekap6584
9 ай бұрын
କୋଟି କୋଟି ବରବାଦ୍ କରୁଛି ନୂଆ ଓ ନାଁ ରେ ଜଣେ ଲୋକ ର ପ୍ରଚାର ପ୍ରସାର ପାଇଁ ଅସଲ ଯିଏ ପାଇବା ଦରକାର ସେଟା ହେଉନି 1:22
@PrakashaBehera-fx1zz
9 ай бұрын
Best
@RamunathBidika-wv8wn
9 ай бұрын
Tik.jbaba
@sumitsingh6607
9 ай бұрын
Old age pension must be @3000
@bhupenkumarbehera6237
9 ай бұрын
Thank you very much for your evening news
@mr.mathurihansdah
9 ай бұрын
ଗରିବଙ୍କ କଣ୍ଟା ବିଜେଡି ସରକାର।😲😲😲😲😲
@ashwinisahu6584
9 ай бұрын
No nabin chora sarkar
@ashwinisahu6584
9 ай бұрын
Bjd hatao😂😂
@LiliLataPerai
9 ай бұрын
Bala deba congress
@niruksamdg1927
8 ай бұрын
Nice reporter Good news ❤❤❤❤❤❤
@harekrishnamahanta4922
9 ай бұрын
ନୂଆ କାର୍ଯ୍ୟକ୍ଷମ ଲୋକ ଦରକାର ଯେପରି ନାୟକ ଫିଲ୍ମରେ ଅନିଲ କପୂର୍ ଥିଲେ
@suvanarayansankhua8619
9 ай бұрын
Good BJP
@PrasantapandaJajpur
9 ай бұрын
Alright
@krushnamohan4867
9 ай бұрын
200 ଟଙ୍କା ବଢିବ ଆପଣମାନେ ଖୁସି ତ
@samirnayak3768
9 ай бұрын
ରାମମନ୍ଦିର ରେ ଖର୍ଚ୍ଚ 2400 କୋରଡ, ଏହାପରେ 3000 କୋରଡ ସଞ୍ଚୟ ଅଛି ବଳକା ଭାବେ, ଯେଉଥିରେ u. P ସରକାରଙ୍କର ଗୋଟାଏ ପ ଇସା ଖର୍ଚ୍ଚ ହୋଇନି. ଓଡିଶା ସରକାର ପୁରୀରେ ପରିକ୍ରମା ପ୍ରକଳ୍ପରେ ରାଜକୋଷରୁ 4200 କୋରଡ ଖର୍ଚ୍ଚ କରିଛି. ତେଣୁ ଭତ୍ତା ଦେଲେ କଣ ଲାଭ. ଫେରେଭି ଓଡିଶାର ଜନତା ଭୋଟ ଦେଉଛନ୍ତି. ସେହି ସରକାର ବାଛୁଛନ୍ତି. ଏବେ ତ ଜାଗୃତ ହୁଅ, ସରକାରଙ୍କ ମିଛ ପ୍ରଲୋଭନ କୁ ପ୍ରତ୍ୟାହାର କର.
@TSSHORTS0707
9 ай бұрын
Hn au bala debe vote ae thara nabin ku
@TSSHORTS0707
9 ай бұрын
Jaha heigala heigala au dea habani
@NkPatra
9 ай бұрын
ସବୁବେଳେ ସରକାର ଙ୍କୁ ବଦଳି କଲେ ଏହା ସୁନିଶ୍ଚିତ ବଢିବ ଏବଂ ଆମ ରାଜ୍ୟରେ ମଧ୍ୟ୍ୟ ଉର୍ନତି ହବ
@NiluDas-f7p
9 ай бұрын
ମରିଯିବି କିନ୍ତୁ କଂଗ୍ରେସ କୁ ଭୋଟ ଦେବିନି👍
@pcsvloger
9 ай бұрын
ଭାଇ ଆମ ଗାଁ ରେ ବି ଭତା ପାଇଁ ଲେଖେଇବା ପାଇଁ ଲାଞ୍ଚ ନ ଦେଲେ ବି ହେଉନି।
@laxmidharmoharana1800
9 ай бұрын
Correct Debet....
@ramezhchandrapanda300
Ай бұрын
ଭତା ପ୍ରତିଶ୍ରୁତି ନ ରଖି, ସୁଭଦ୍ରା ଜୋଜନା ଆରମ୍ଭ କରିବା ଠିକ ହେଲାନାହିଁ.
@Sanyasikanhar-m4t
9 ай бұрын
ବଢ଼ିଲେ ଭଲହନ୍ତା ୨୦୦୦ ଟଙ୍କା ଦିଅନ୍ତୁ
@hembramhembram1921
7 ай бұрын
ଆମ ସରକାର ନମ୍ବର 1 ଚର୍ ସରକାର...
@harekrushnanayak92
9 ай бұрын
This the revolution,
@L.kstatus694
9 ай бұрын
ଅମୋ ମୁଖ୍ୟମନ୍ତ୍ରୀ ତଳ ଆଡୁ ନୋ-1😂😂
@Mu.Trinath-odia-vlogs2062
9 ай бұрын
ଏ ବରଷ ନୂଆ ସରକାର ହେଵା ଦରକାର
@xy0988
9 ай бұрын
Give relax Peace to BSSO. HUMBLE REQUEST
@manujani643
9 ай бұрын
Good Anas 🙏🙏🙏🙏
@Debabratamallick-d5m
9 ай бұрын
Sir Mane sabu thik kahile but maddam kichi alaga kahu chhanti 5t addhaksya😅😅😅😅😅
@DilipSahu-eb9xx
9 ай бұрын
ସରକାର ହଟାନ୍ତୁ ଓଡିଶା କୁ ବଞ୍ଚାନ୍ତୁ
@UDAYNATHOFFICIAL
9 ай бұрын
State government change heba dorkar.
@saiproduction512
9 ай бұрын
ଏଇମାନଙ୍କର ଅଭିଶାପ ପଡିବ ନବୀନ ସରକାର କୁ
@ranjanpradhan3380
9 ай бұрын
ସବୁ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି
@dambarudhargoud9763
9 ай бұрын
ଗାଁ ସାଥୀମିଶିଭୋଟବର୍ଜନକରିବୁ
@SwarnaMohanty-hj5rs
9 ай бұрын
Congress jindabad .
19:26
7PM Bulletin ||| 21st November 2024 ||| Kanak News |||
Kanak News
Рет қаралды 9 М.
3:09
ସୁଭଦ୍ରା ଟଙ୍କା ମିଳିଥିଲେ, ବଢ଼ିଲା ଚିନ୍ତା|Subhadra Yojana New Guideline|Pravati Parida | Subhadra Scheme
News18 Odia
Рет қаралды 246 М.
00:18
Побег из Тюрьмы : Тетрис помог Nuggets Gegagedigedagedago сбежать от Nikocado Avocado !
Фани Хани
Рет қаралды 1,2 МЛН
00:22
娃太多了!爸爸一碗水端的平吗? #四小只吖 #日常 #搞笑 #搞笑家庭 #姐弟 #家庭生活
四小只吖
Рет қаралды 16 МЛН
19:20
Это мое последнее предупреждение | 4 серия | Сериал "ПрАкурор" | КОНКУРС
Я ОТ САКЕ
Рет қаралды 718 М.
00:19
This Game Is Wild...
MrBeast
Рет қаралды 122 МЛН
5:05
ଆକ୍ରମଣ ପରେ ବିଧାୟକ ଓ ବବି | Odia News Live Updates | Latest Odia News | Samayalive
Samaya Live
Рет қаралды 6 М.
11:04
Age Tike Tama Jinisha Dekhaa - ଆଗେ ଟିକେ ତମ ଜିନିଷ ଦେଖାଅ | Jatra Comedy | Odia Comedy | Alankar TV
Alankar TV
Рет қаралды 232 М.
2:12
ଗୌତମ ଖୋଲିଲେ ବବିଙ୍କ ହଟ ହାଟ ମୁଖା | Odisha Reporter
Odisha Reporter
Рет қаралды 17 М.
4:07
ଜିତୁଙ୍କୁ MLA କରିବା ପାଇଁ ବବି ଖେଳିଲେ କି ଏହି ଖେଳ ? | Odisha Reporter
Odisha Reporter
Рет қаралды 10 М.
4:56
I will continue serving Odisha till end irrespective of whether I am in power or not: Naveen Patnaik
Kalinga TV
Рет қаралды 413 М.
22:40
News Point: Law Minister’s Comparison On BJD-BJP Govt In Assembly Gains Limelight | Facts To Know
Kanak News
Рет қаралды 434 М.
6:06
ଏବେ କ’ଣ କରିବେ ଦିଦି... ମମତାଙ୍କୁ ଚେକ୍ ଦେବା ପାଇଁ ଓଡିଶା ସରକାର କରୁଛନ୍ତି ବଡ ପ୍ଲାନ୍ Mamata Potato
Odisha Bhaskar
Рет қаралды 277 М.
21:12
ଭୋଟ ଖଣ୍ଡର ଦାମ୍ କେତେ ? | Price Of Vote?| Vote Politics | Election 2024 | Odisha Reporter |
Odisha Reporter
Рет қаралды 368 М.
22:19
ଦାଦନ ସମସ୍ୟାର ନିରାକରଣ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ! Balangir day celebration, CM Mohan Majhi.
Pratidin TV
Рет қаралды 212 М.
2:06:06
🔴LIVE | ଭଙ୍ଗାହେବ ବାବାଙ୍କ ଆଶ୍ରମ | Khandagiri Kalki Baba Controversy | 21th Nov | Odisha Reporter |
Odisha Reporter
Рет қаралды 18 М.
00:18
Побег из Тюрьмы : Тетрис помог Nuggets Gegagedigedagedago сбежать от Nikocado Avocado !
Фани Хани
Рет қаралды 1,2 МЛН