Рет қаралды 101,770
Topic- BISHMA SHARASAJYA-ବିଷୟ -ଭୀଷ୍ମ ଶରଶଯ୍ୟା-ଭାଗ ୬
ଗାୟିକା କଳାକଣ୍ଠି ଗୌରୀଵାଲା ସ୍ୱାଇଁ ଏବଂ ସାଥିମାନେ
ବାୟକ - ପ୍ରସନ୍ନ କୁମାର ସ୍ୱାଇଁ
ଶ୍ରୀପାଳିଆ - କବିନ୍ଦ୍ର ବେହେରା
ପାଳିଆ -କୁନା ଭାଇ , ବଳରାମ ଦାସ , ଖିରୋଦ ସ୍ୱାଇଁ
******************************************
PART-3 ଭାଗ - ୬
ଏହି ଭାଗର ସାରାଂଶ -
ବାବାଜୀ କାହାକୁ କହନ୍ତି ବାବାଜୀର ସଂଜ୍ଞା କଣ ଏବଂ ବାବାଜୀ କିପରି ହେବ ଦରକାର ଆସନ୍ତୁ ଦେଖିବା
*************************************************************
This Video has originally Prepared and presented by B R MOVIES
-----------------------------------------------------------------------------------------------------
ପାଲା ର ସଂଜ୍ଞା -
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବ ପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ ମନୋରଞ୍ଜନ ଧର୍ମୀ କାର୍ଜ୍ୟ କ୍ରମ
ବିଶେଷ କରି ଏହା ସାହିତ୍ୟିକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ପାଲା ର ବିଷୟବସ୍ତୁ କୁ ଜିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ , ସେ ପୁରାଣ ଅଷ୍ଟଦଶପୁରଣ , ଭାଗବତ , ରାମାୟଣ ଇତ୍ୟାଦି ର ବିଷୟବସ୍ତୁ କୁ ଆଧାର କରି ତାଙ୍କର କରିଥିବା ବିଷୟ କୁ ବ୍ୟାଖ୍ୟା କରନ୍ତି
ଗୋଟିଏ ପାଲା ଦଳ ରେ ଜଣେ ହେଲେ ବାୟକ ଜିଏ କି ମୃଦଙ୍ଗ ବଜାନ୍ତି , ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ କି ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକା ଙ୍କୁ ସହାୟତା କରନ୍ତି , ଗାୟକ ବା ଗାୟିକା ଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ . ଏଇ ହେଇଚି ପାଲା
*********************************************************************
For more details please
LIKE | COMMENT | SHARE | SUBSCRIBE -
► Subscribe - kzbin.info
► Like us on Face book : - br.movies.50
► Follow us on Twitter : - search?q=brmovies0101%2C
► Circle us on G+ - plus.google.com/108170798606663097992
Web - www.brmovies.in
-----------------------------------------------------------------------------------------
All the Copyright Reserved By B R MOVIES , if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.