Bhubaneswar: Trupti gave a revert answer to Krushnapriya, Prakruti Mishra's mother

  Рет қаралды 569,497

Argus News

Argus News

Күн бұрын

Trupti gave a revert answer to Krushnapriya, Prakruti Mishra's mother.
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
#exclusive #bhubaneswar #babushaansister #babushaanmohanty #prakrutimishra #krushnapriyamishra #odisha #argusnews

Пікірлер: 3 700
@Mamun25756
@Mamun25756 2 жыл бұрын
ଅପରାଜିତା ମହାନ୍ତି କେମିତି ନମ୍ର ଶିଖନ୍ତୁ ଆଉ ଏ ଵଜାତ୍ ମାଇକିନିଆ କେମିତି କଥା ହେଉଛନ୍ତି ଦେଖନ୍ତୁ ତା ମା ବି ଗୋଟିଏ ଖେଚିଡି । ଚୋର ମୁଁହ ଟାଣ୍ ।
@sunitasethy660
@sunitasethy660 2 жыл бұрын
Thik katha...
@m_n_creation...5923
@m_n_creation...5923 2 жыл бұрын
Right emanka katharu jana paduchhi
@Monalisasahoo8018
@Monalisasahoo8018 2 жыл бұрын
Right 👉
@bishunusahoo7355
@bishunusahoo7355 2 жыл бұрын
Hmm
@chuchutvpiyush.9570
@chuchutvpiyush.9570 2 жыл бұрын
Right
@meenasethiexpress4774
@meenasethiexpress4774 2 жыл бұрын
ଶୁଣେ ମାଆ ମୁଁ ଯଦି ସେ ଜାଗାରେ ଥାନ୍ତି ସିଧା ମାରିଦେଇଥାନ୍ତି ତୃପ୍ତି ଭଦ୍ରାମି ରେ 2 ବର୍ଷ ସହିଚି ବୋଲି ଆଜି ଗୋଟେ ଘରର ବୋହୁ ରାସ୍ତାରେ ଠିଆ ହେଲା
@premking1971
@premking1971 2 жыл бұрын
2 barsha kahi chup thila abe kana kahuchhan turpti sange sange kahi deba ta thik
@swopnacreations8609
@swopnacreations8609 2 жыл бұрын
Right
@ninjasingh6395
@ninjasingh6395 2 жыл бұрын
Krusna priya maddam kahinki nija aukat haraucha
@Entertainmentworld-18
@Entertainmentworld-18 2 жыл бұрын
Thik kahichanti sister mu b heithile badeithanti
@rajdhanimobilemobile3811
@rajdhanimobilemobile3811 2 жыл бұрын
Bala katha kahucha mo bala
@MR-bo1fu
@MR-bo1fu 2 жыл бұрын
ମା ତୋ ଝୁଅକୁ ଜୁହାର ,ତତେ ଦୁରୁ ଜୁହାର।।ତୋ ଭଳିଆ ମା ହିଁ ଏଭଳି ଛୁଆ ପ୍ରଡକ୍ସନ୍ କରନ୍ତି। ଧନ୍ୟ ତୁମେ ମା ଧନ୍ୟ ତୁମ ଛୁଆ ।
@vitalshorts678
@vitalshorts678 2 жыл бұрын
😂😂😂😂
@anitasethy7048
@anitasethy7048 2 жыл бұрын
Ha ha ha
@bharimalbrother994
@bharimalbrother994 2 жыл бұрын
ପ୍ରକୃତି ପରିବାର ଯଦି ଏପରି କହୁଛନ୍ତି। ତେବେ ସମସ୍ତ ଓଡ଼ିଶା ବାସୀ ଅନୁମାନ ଲଗେଇ ପାରିବେ ଯେ ତାଙ୍କ ଝିଅକୁ ସେ ପରିବାର କିପରି ସଂସ୍କାର ଦେଇଛି ?
@babushona2065
@babushona2065 2 жыл бұрын
Right
@monalisha.123
@monalisha.123 2 жыл бұрын
Correct
@Vkpandiyanodisha7033
@Vkpandiyanodisha7033 2 жыл бұрын
ପ୍ରକୃତି ମିଶ୍ର କନ ସାରା ଓଡିଶା ଜାଣିଚି ଛି ଛି🙏
@thoughtofhena9557
@thoughtofhena9557 2 жыл бұрын
ଥିଲେ ଥାଉ ପଛେ ଗୁଣ ହଜାରେ ,ଚରିତ୍ର ନ ଥିଲେ ସବୁ ଓସାର ।ଚରିତ୍ର ହିନା ହେଇକି national award ପାଇଲେ ଲାଭ କଣ।ତୃପ୍ତି ଭଳି ସବୁ ସ୍ତ୍ରୀ ହେବା ଉଚିତ୍ ।ତୃପ୍ତି ବୋଲି ତ ଝିଅ ଖସିକି ଚାଲି ଆସିଲା ଆଉ କେହି ହେଇ ଥିଲେ ରକ୍ତ ବୁହି ଥାଆନ୍ତା।I salute ତୃପ୍ତି ମାମ
@mbbsfever9849
@mbbsfever9849 2 жыл бұрын
Shame to Prakruti shame to her parents
@mbbsfever9849
@mbbsfever9849 2 жыл бұрын
Proud for Trupti
@KUMARYESH-se8td
@KUMARYESH-se8td 2 жыл бұрын
ମା ଯେମିତି ଝିଅ ସେମିତି। ଭଲ କେଉଁଟି ଆସିବା । ଧନ୍ୟ ରେ ତମେ ମା ଝିଅ।
@gobardhanbarik6616
@gobardhanbarik6616 2 жыл бұрын
Se Jhia Jemiti Eee Maa Bi Semiti... Chhhii Chhhii
@kumarnayak306
@kumarnayak306 2 жыл бұрын
Right
@kumarnayak306
@kumarnayak306 2 жыл бұрын
Right
@masterpriyanshu9
@masterpriyanshu9 2 жыл бұрын
Right
@pramodadora2245
@pramodadora2245 2 жыл бұрын
ଏକଦମ୍ ଠିକ୍ କଥା କହିଛନ୍ତି
@B.BISWARANJAN
@B.BISWARANJAN 2 жыл бұрын
ତୋ ଝିଅ କେତେ ଭଦ୍ର ଆଉ କେତେ ନର୍ମ....ଝିଅ ବେଶ ଭୁଷା ରୁ ଜଣା ପଡୁଛି...ଲୋ ମାଉସି
@Bandeutkaljanani
@Bandeutkaljanani 2 жыл бұрын
ଜୟ ଜଗନ୍ନାଥ ⚫❗⚫ ଠିକ୍ କହିଲେ 🙏
@janmejaylenka7240
@janmejaylenka7240 2 жыл бұрын
😑😂😆
@debashismohanty9664
@debashismohanty9664 2 жыл бұрын
She para Mumbai re rahuchi
@chinmayapadhi619
@chinmayapadhi619 2 жыл бұрын
Right
@iteshreenayak1509
@iteshreenayak1509 2 жыл бұрын
Ri8
@dipalimajumdar1664
@dipalimajumdar1664 2 жыл бұрын
Trupti is a good well educated woman ❤️
@sandeepkumarpradhan8997
@sandeepkumarpradhan8997 2 жыл бұрын
ଏତେ ହେଇକି ଯଦି ଝିଅ କୁ ସପୋର୍ଟ କରୁଛ ତେବେ ଭଗବାନ ଅଛନ୍ତି l ସେ ଝିଅ କାହାର ଗୁଣ ଆଣିଲା ସେ ପ୍ରଭୁ ଜାଣିଥିବ l ଲାଗୁଛି ମା ର ଗୁଣ ଅଣିଥିବ l
@maheswarjena8845
@maheswarjena8845 2 жыл бұрын
Sundar katha
@kumarnitu4203
@kumarnitu4203 2 жыл бұрын
Yes
@sweetjyotshna1201
@sweetjyotshna1201 2 жыл бұрын
Right
@soumyamishra9294
@soumyamishra9294 2 жыл бұрын
Bapa ra guna anichi bhai au ai prakruti mishra maa bi kharap yari pain manmath Mishra ta first wife ku chadiki aku baha hela eia manmath mishra student thila, eia jou kama karithila ya jhia bi thikh sei kama karichi
@ashutoshbarik5330
@ashutoshbarik5330 2 жыл бұрын
ଏମିତି ବାପା ମାଆ ଥିଲେ ଛୁଆ କଣ ପାଈଁ ଖରାପ ନହେବେ । ନିଜ ଝିଅ କୁ ସୁଧାରିବା ବଦଳ ରେ ଅନ୍ଧ ଭଳି ଝିଅ କୁ ସପୋର୍ଟ କଲେ ପରିସ୍ଥିତି ଏମିତି ହେବ । ପ୍ରକୃତି ମିଶ୍ର ଆଜି ବାବୁସାନ ଘର ଭାଙ୍ଗିଛି କାଲି ଆଉ କାହା ଘର ଭାଙ୍ଗିବ ।
@meenasethiexpress4774
@meenasethiexpress4774 2 жыл бұрын
Supoort ନୁହେଁ ମ ଇଜତ ରଖୁଛି
@chamumundary8701
@chamumundary8701 2 жыл бұрын
@@meenasethiexpress4774 kau ijjat bala
@mithunsethy7717
@mithunsethy7717 2 жыл бұрын
Maa gune jhia
@priyankapradhan9336
@priyankapradhan9336 2 жыл бұрын
Ri8 👍👍👍👍👌👌👌👌
@OdiajhiaAnasuya
@OdiajhiaAnasuya 2 жыл бұрын
Maa jamiti jhia samiti
@MegaSubita
@MegaSubita 2 жыл бұрын
Prakruti's mother's language shows her culture. What kind of a mother you are to be encouraging your daughter to break someone's family.
@pradiptakhuntia5534
@pradiptakhuntia5534 2 жыл бұрын
ପ୍ରକୃତି କୁ କୁହ ବାବୁ ସାନ ଠାରୁ ଦୂରେଇ ଯାଉ ନଚେତ୍ ତୃପ୍ତି ର ଦୂର୍ଗା ରୂପ ଦେଖିଲା ଏହାପରେ କାଳୀ ରୂପ ଦେଖି ବ
@geetaranisamal6638
@geetaranisamal6638 2 жыл бұрын
ପ୍ରକୃତି ଲଙ୍ଗଳା ହୋଇ ବହୁତ୍ ସିନେମା ଆଣି ପାରିବ ଅସମ୍ଭବ ନୁହେଁ।ତାକୁ ଓଡ଼ିଶା ଲୋକ ଆଗରୁ ଜାଣିଥିଲେ ଏବେ ଭଲରେ ଜାଣି ଗଲେ।
@reenaappat2790
@reenaappat2790 2 жыл бұрын
Right katha
@milimeher7898
@milimeher7898 2 жыл бұрын
Sata katha
@sanghamitradehury6743
@sanghamitradehury6743 Жыл бұрын
Right bro
@jisayolima9941
@jisayolima9941 2 жыл бұрын
Always proud off truptii
@swapnaseemamohanty3280
@swapnaseemamohanty3280 2 жыл бұрын
ପ୍ରକୃତି ‌ମିଶ୍ର ତା ମାଆ କୃଷ୍ଣପ୍ରିୟା ପାଇଁ ଖରାପ ହୋଇଛି।ଆଉ ତା ମା'ର କୁସଂସ୍କାର ପାଇଁ ସୁଧୁରୁ ନାହିଁ।
@RK-xb8rg
@RK-xb8rg 2 жыл бұрын
ପ୍ରକୃତି ପୁଣି ଭଦ୍ର? କାହିଁକି ଏମିତି ବେଲଜ୍ଯା ଭଳିଆ ମା ଝିଅ ହେଉଛ। ମନ୍ମଥ ବାବୁ ଟିକେ ଧ୍ଯାନ ଦିଅନ୍ତୁ ନିଜ ପରିବାରର ଶିକ୍ଷା ପାଇଁ।
@sasmitarout2215
@sasmitarout2215 2 жыл бұрын
All odisha support to Trupti mam
@sanjeebthanapati166
@sanjeebthanapati166 2 жыл бұрын
କୀର୍ଷନା ମେଡମ୍ ଆପଣକଂ ଝିଅ ଗୋଟିଏ ବିବାହିତ ଝିଅର ଘର ଭାଗିଂଛି,ମନେ ରଖନ୍ତୁ ସେହି ଝିଅ ଆଖିର ତତଲା ଲୁହରେ ଆପଣକଂ ପରିବାର ଆଉ ଆପଣକଂ ଝିଅର ଜୀବନ ଜଲି ପୋଡି ଛାରଖାର ହେଇ ଜୀବ,ଭଗବାନ ଏତେ ବୋକା କି ଅନ୍ଧ ନୁହନ୍ତି
@sumantarini3793
@sumantarini3793 2 жыл бұрын
Right
@chandrakantasahoo2759
@chandrakantasahoo2759 2 жыл бұрын
ହାତ ଉଠେଇ ମାରିବା ,ଚୁଟି ଭିଡ଼ିଆ ତମେ ଶିଖେଇନ କିନ୍ତୁ ବିବାହିତ ପୁରୁଷ ସହ ସମ୍ପର୍କ ରଖିବା ଶିଖେଇଛ
@surathapatranice9601
@surathapatranice9601 2 жыл бұрын
Right
@prasantakumarpadhi5348
@prasantakumarpadhi5348 2 жыл бұрын
Right
@anitasethy7048
@anitasethy7048 2 жыл бұрын
Jhia ku lagei rojgar karuchhi
@anitakumarisahu7661
@anitakumarisahu7661 2 жыл бұрын
We feel proud for a teacher like Trupti,not an actor like......
@ranjuranigadanayak6901
@ranjuranigadanayak6901 2 жыл бұрын
Madam ଆପଣଙ୍କ ଭାଷା ଶୁଣିଲେ ଲାଗୁନି ଆପଣ ଜଣେ ଭଦ୍ର ଘରର ନାରୀ ବୋଲି ।
@sarojkumarbehera4509
@sarojkumarbehera4509 2 жыл бұрын
ପ୍ରକୃତି ମିଶ୍ର ଭଦ୍ର ଝିଅ ନୁହେଁ ତାକୁ ସମସ୍ତେ ଭିଡିଓ କରୁଥିଲେ ସେଥିପାଇଁ ତାର ଇଜ୍ଜ ତ୍ ପଦାରେ ପଡ଼ି ଯିବ ସେଥିପାଇଁ ନମସ୍କାର କରୁଥିଲା ସେ Bollywood ଏତେ ଟଙ୍କା କମାଉ ଥିଲା ତ COVID ପିରିୟଡ଼ ରେ ଲୋକ ମାନେ ବହୁତ ଅସୁବିଧା ପାଇଲେ କାହାକୁ ସାହାଯ୍ୟ କରିବା ଆମେ ଦେଖିନୁ ଟଙ୍କା କମାଉଛ ତୁମ ପାଇଁ ଏତେ ବଡ ବଡ କଥା କଣ କହୁଚୁ ତୋ ଝିଅ to ତୁ ବଡ଼ ରେଣ୍ଡୀ ତୋ ଝିଅ ମୁମ୍ବାଇ ରେ ଯାଇ ଲଙ୍ଗଳା ହୋଇ ନାଚୁଛି ଆମେ କଣ ଜାଣିନୁ କି ଟଙ୍କା ତ ବେଶ୍ୟା ବି କମାଉଛି
@nityashreeranjanswain6067
@nityashreeranjanswain6067 2 жыл бұрын
Trupti mam is great🙏
@dasminashree
@dasminashree 2 жыл бұрын
ତୃପ୍ତି ବହୁତ୍ ଭଲ ଝିଅ ଭଲ ବୋହୂ ମଧ୍ୟ ହୋଇଛି ତାଙ୍କ ଭାଗ୍ୟ ଖରାପ୍ ବାବୁ ଙ୍କୁ ବାହା ହୋଇ ଯାହା କହୁଛନ୍ତି ତୃପ୍ତି ସବୁ ସତ କଥା ତୃପ୍ତି ଙ୍କୁ ଭଗଵାନ ଶକ୍ତି ଦିଅନ୍ତୁ
@ashokkumarjena6222
@ashokkumarjena6222 2 жыл бұрын
ମୁଁ ଆପଣଙ୍କ କଥା ରେ ,,🙏🙏🙏🙏
@pratappatra5358
@pratappatra5358 2 жыл бұрын
Agaru dekhuthila Babu san nka wife agaru kichhi Kahunathila Aji taku dekha gala Sabu jhiara bhul Babu san suna mundata Agaru. Police station galani Aji dekhagala
@alokbehera3005
@alokbehera3005 2 жыл бұрын
ମାଉସୀ ତର ସେ ଝିଅ ନୁହଁ ତ ପୁରା ଗୁଆ ଘିଅ ତାକୁ ଖାଲି ଟୋକା ଦରକାର। ତାକୁ ଜଲଦି ବାହାଘରର କରିଦିଅ। ନହଲେ ଆଉ କାହା ଘର ଭାଙ୍ଗିବ
@anjananayak747
@anjananayak747 2 жыл бұрын
Bekar katha kahinki kahucha
@alokbehera3005
@alokbehera3005 2 жыл бұрын
@@anjananayak747 hmm mu bekar katha kahuchi. au se jhia vala kama karuchi
@priyankapanda57
@priyankapanda57 2 жыл бұрын
😄😄😄😄😄😄
@pramilanayak57
@pramilanayak57 2 жыл бұрын
Tama jhia ku kn nangala Kari badeila ki trupiti mam.michha kahuchhi tanka maa
@sutrdharaumesh79
@sutrdharaumesh79 2 жыл бұрын
Here clearly shows the difference between decent family and other the way of talking of both shows the true
@bimbadharjena1572
@bimbadharjena1572 2 жыл бұрын
ତମେ କେତେ ଭଦ୍ର ତାହା ଜଣାପଡ଼ୁଛି, ଆଉ ଝିଅକୁ କେତେ ସଂସ୍କାର ଦେଇଛ ତାହା ବି ଜଣାପଡୁଛି । ତମେ ମା ହୋଇ ଝିଅକୁ ଘରେ ରଖିବା ବଦଳରେ ପର ଟୋକା ସାଙ୍ଗରେ ବୁଲିବାକୁ ଛାଡିଦେଉଛ ? ତା ପରେ ବି ଝିଅ ପାଇଁ ଏତେ ଯୁକ୍ତି କରୁଛ ? ହଁ ନାଁ କରିଛି ଯାହା ସମସ୍ତ ରାଜ୍ୟର ଲୋକ ଜାଣିଲେଣି ।
@mamatasahu3392
@mamatasahu3392 2 жыл бұрын
Krisna madam tike sambhali jibe sajadi hoeijiba. Thana re kichhi solve huani
@mithunsethy7717
@mithunsethy7717 2 жыл бұрын
Chhiii ..lajya
@bimbadharjena1572
@bimbadharjena1572 2 жыл бұрын
@@sangramrout8262 ତୁ ଭାରି ପଣ୍ଡିତ ଟା, ଯଦି ତାପ୍ରତି ଏତେ ଦରଦ ଯାଉନୁ ତାର ଚାଟିଚୁଟି ପରିଷ୍କାର କରି ଦେ ।
@rajdhanimobilemobile3811
@rajdhanimobilemobile3811 2 жыл бұрын
Bhai tame kan janicha right katha kuha
@shantanu3147
@shantanu3147 2 жыл бұрын
@@bimbadharjena1572 ❤️
@sagardas4555
@sagardas4555 2 жыл бұрын
ପ୍ରକୃତିକୁ ଆଗ ସଂସ୍କାର ଶିଖାଅ ମା....!!! ପ୍ରକୃତ ବନ୍ଧୁ କେବେ କାହାର ଘର ଭାଙ୍ଗେନି....ତୃପ୍ତି ବହୁତ୍ ସହିବା ପରେ ଏପରି action ନେଇଛନ୍ତି...!!ଝିଅ କୁଆଡେ ଯାଉଚି,କୁଆଡେ ବୁଲୁଛି ଭୁବନେଶ୍ୱର ରେ...ତୁମେ କିଛି ଖବର ରଖୁଚ ବାପା /ମା...!! ଥିଲେ ଥାଉ ପଛେ ଗୁଣ ହଜାର.. ଚରିତ୍ର ନ ଥିଲେ ସବୁ ଅସାର... ପ୍ରକୃତିକୁ ଓଡ଼ିଆ ଝିଅର ସଂସ୍କାର ଶିଖାଅ Award ପାଇ ଗଲେ ଜଣେ ସଂସ୍କାରୀ ହୁଏନି.. ପ୍ରକୃତି ମିଶ୍ର ଗୋଟେ ଭୂମିକମ୍ପ...ଯାହା ପାଇଁ ଆଜି ତୃପ୍ତିର ଘର ଭାଙ୍ଗି ଯାଇଛି...
@debajanimohapatra2643
@debajanimohapatra2643 2 жыл бұрын
Right😀😀😀😀😀
@sabitabarik7824
@sabitabarik7824 2 жыл бұрын
Right
@RkLifestyle-bb6eg
@RkLifestyle-bb6eg 2 жыл бұрын
Right 👍
@sumantarini3793
@sumantarini3793 2 жыл бұрын
Right
@pujasahoo3972
@pujasahoo3972 2 жыл бұрын
Right👍
@biswajitpanda2968
@biswajitpanda2968 2 жыл бұрын
We support trupti mam 👍
@ramakanthdash8496
@ramakanthdash8496 2 жыл бұрын
ହୋ କୃଷ୍ଣପ୍ରିୟା,,, ଝିଅକୁ ଟିକେ ସଂସ୍କାର ଶିଖାଅ... ସେକ୍ସ ଜୀବନର ସବୁକିଛି ନୁହେଁ.. ଝିଅ ପ୍ରୋନ ଫିଲ୍ମ କରୁଛି ମା ସାର୍ଟିଫିକେଟ ବାଣ୍ଟୁଛି.. ବାବୁସାନ ଚୁଟିଆ ନ ହେଲେ ତମ ଭଦ୍ରାମି ର ମୁଖା ଖୋଲିଯିବା କଥା
@dharmendrabarik3823
@dharmendrabarik3823 2 жыл бұрын
😀😀😀😅😅😅😅
@satyabanpatra8347
@satyabanpatra8347 2 жыл бұрын
😂😂😂
@ritasahu4108
@ritasahu4108 2 жыл бұрын
Right bhai
@subhamsexcellence112
@subhamsexcellence112 2 жыл бұрын
କି ମା ହେଇଛି ଯେ,,,, ଝିଅ ପର ଘ ଇତା କୁ ହାତେଇଛି ମା ର ମୁହଁ ଦେଖ,,, ଲଜ୍ଜା ନାହିଁ । ଝିଅ ମୁମ୍ବାଇ ରେ ଲଙ୍ଗଳା ହୋଇ ନାଚୁଛି ।ତା ମା ର ଫୁଟାଣି ଦେଖ।
@jayasennahak3749
@jayasennahak3749 2 жыл бұрын
Thik Katha Bhai . I'm with you
@rinkyadhikari3585
@rinkyadhikari3585 2 жыл бұрын
👍🏻
@hemlata4872
@hemlata4872 2 жыл бұрын
👍👍Right bro
@susantapodh7672
@susantapodh7672 2 жыл бұрын
Right bhai
@bipendramansingh3122
@bipendramansingh3122 2 жыл бұрын
ତା ମାର ପୁରୁଣା ପାଠ ଆଲୋଚନା ସେୟା ......
@masumnayak2560
@masumnayak2560 2 жыл бұрын
Trupti is absolutely correct 👍🤘and rocking
@ssvmclassessambitsundaray5304
@ssvmclassessambitsundaray5304 2 жыл бұрын
ଵୋପା ଭଜୁଛି ହରି ହରି ଝିଅ ମହାଶୟା ପ୍ରକ୍ଷ୍ୟାତ ଦାରୀ 🤣🤣🤣🤣
@pritiranjandas5875
@pritiranjandas5875 2 жыл бұрын
ପ୍ରକୃତି ଓଡିଶାର କଳଙ୍କ... ଆଓ ତା ବାପା ମାଆଙ୍କୁ ମୋର ଅନୁରୋଧ ପ୍ରକୃତିକୁ ନିଶା ନିବାରଣ କେନ୍ଦ୍ର ରେ ଛାଡନ୍ତୁ ତାହେଲେ କିଛି ପରିବର୍ତ୍ତନ ଦେଖା ଯିବ... ଛି ..ଛି ..
@ranjitamoharana4397
@ranjitamoharana4397 2 жыл бұрын
😃
@localbolt4492
@localbolt4492 2 жыл бұрын
ପ୍ରକୃତି ମିଶ୍ର ଆଗକୁ କୌଣସି କାମକୁ ଆସିbନି।।।।ମାଳିସାହିର industry re taku ଚାନ୍ସ milu bhala core core inncom karibo
@sangramexpresa2z632
@sangramexpresa2z632 2 жыл бұрын
ଲଙ୍ଗଳା ହେଇକି ଗାଣ୍ଡି ଦେଖାଇଲେ ହିନ୍ଦୀ କଣ ହଲିଉଡ଼ ରେ ବି ସୁଯଗ ମିଳିଯିବ କାମ କରିବାକୁ
@eminence000
@eminence000 2 жыл бұрын
Thik kahile
@mlmstar2549
@mlmstar2549 2 жыл бұрын
Thik thik 😂😂
@debasissahoo7559
@debasissahoo7559 2 жыл бұрын
🤣🤣🤣🤣🤣
@rojalinbarik7657
@rojalinbarik7657 2 жыл бұрын
Right
@santoshbala2742
@santoshbala2742 2 жыл бұрын
Right kahila
@babyteachingodia2364
@babyteachingodia2364 2 жыл бұрын
ଓଡିଆ, ବ୍ରାହ୍ମଣ ଘର ର ପିଲା କଣ ସବୁ ହୋଟେଲ୍ ରେ ଯାଇ ରାତି କଟେଇବା ତମ ଶିକ୍ଷା। ଧନ୍ୟବାଦ ରେ ମା , ତୁ 👠👠👠
@subhashreeswain7118
@subhashreeswain7118 2 жыл бұрын
Aparajita mam u r really grateful..
@Reminder_Manoranjan
@Reminder_Manoranjan 2 жыл бұрын
ପ୍ରକୃତି ମିଶ୍ର କିଏ😀କାଇଁ ଓଡ଼ିଆ movie ରେ କିଏ ତାକୁ ଜାଣିଚି ଇଜ୍ଜତ ବିକିଲେ national kn international ରୁ ବି chance ମିଳିବ
@priyankaparida7987
@priyankaparida7987 2 жыл бұрын
Ri8
@dharmendrabarik3823
@dharmendrabarik3823 2 жыл бұрын
😅😅😅😅
@sikhyakhetra4621
@sikhyakhetra4621 2 жыл бұрын
ଆମେ ପ୍ରକୃତି ହେଇଥିଲେ ବିଷ ଖାଇକି ମରିଥାନ୍ତୁ
@smrutirekhabeura453
@smrutirekhabeura453 2 жыл бұрын
Trupti Dd don’t worry we r all with u
@manojpradhan361
@manojpradhan361 2 жыл бұрын
ପ୍ରକୃତି ଏତେ ଭଦ୍ର😂 ସାଲି ମୁମ୍ଵାଇରେ ଧନ୍ଦା କରୁଛି ଏକଥା ବୋଧେ ମା ଜାଣିନି 😂
@snehamama8510
@snehamama8510 2 жыл бұрын
Thik
@chinmayapadhi619
@chinmayapadhi619 2 жыл бұрын
Right
@thankyou270
@thankyou270 2 жыл бұрын
Tume janicha ki se a kn karuchi kouthi j dekhicha tume
@rajnaresh6927
@rajnaresh6927 2 жыл бұрын
@@thankyou270 tu bodhe dekhinu
@sarita7390
@sarita7390 2 жыл бұрын
Vadra ta dress re a6i
@shitakantanayak4206
@shitakantanayak4206 2 жыл бұрын
ମା ଯେମିତି ଝିଅ ବି ସେମିତି ଭଦ୍ରାମୀ କଣ୍ ଜାଣିନାହାନ୍ତି
@sriyagouda5281
@sriyagouda5281 2 жыл бұрын
Trupti mam is very powerful women....i am proud of you mam love you👍💖
@piyushrajkumar15
@piyushrajkumar15 2 жыл бұрын
ମହାଶୟା ନିଜକୁ ନିଜେ ଏତେ ଭଲ କହୁଛନ୍ତି. ଥରେ ବାହାରକୁ ଆସି ଲୋକଙ୍କୁ ପଚାରନ୍ତୁ ଆପଣଙ୍କୁ ଓଡିଶା ଲୋକ କେତେ ପ୍ରଶଂସା କରୁଛନ୍ତି.
@madhabmajhi3901
@madhabmajhi3901 2 жыл бұрын
Right
@subharani_vlog.4100
@subharani_vlog.4100 2 жыл бұрын
We proud of trupti mam 👍
@diptimayeerout5742
@diptimayeerout5742 2 жыл бұрын
Always we proud of trupti and aparajita mam.
@kandeishow200
@kandeishow200 2 жыл бұрын
Right kahuchhanti aparajita k jhia
@kandeishow200
@kandeishow200 2 жыл бұрын
Km bhadrami loka prakuti r maa kahuchhi kemiti jhia katha laza laguni prakutira maa. Para purusanka tharu money naei ki emane dhani dekhauchhanti Mumbai re se bi para purusank sahit link rakhi bapa maa ku money pathauchi moo dunia janichi ekatha
@priyankapriyadarshiniswain9263
@priyankapriyadarshiniswain9263 2 жыл бұрын
Yes
@ABHIJIT8348
@ABHIJIT8348 7 ай бұрын
Odishar no 1 super stir babusan❤❤❤❤
@ABHIJIT8348
@ABHIJIT8348 7 ай бұрын
Babusan boli kahe be haba nai.❤❤❤
@lalitbhoi5122
@lalitbhoi5122 2 жыл бұрын
ଏ ସବୁ ନାଟର ଗୋବର୍ଦ୍ଧନ ହେଉଛି ବାବୁସାନ ସେ ପର ଘରେ ମୁହଁ ମାରି ନଥିଲେ ଆଜି ଏ ଦଶା ଭୋଗିବାକୁ ପଡି ନ ଥାନ୍ତା
@gitanjalijena799
@gitanjalijena799 2 жыл бұрын
Gote jhia nachaili pua kichhi karebani
@MuktaRajOfficial
@MuktaRajOfficial 2 жыл бұрын
@@gitanjalijena799 bhauni film duniya alaga ethi pariwar upara ku asuchi babusan duiti danga re goda deichi se bujhu
@debakeemohanta7449
@debakeemohanta7449 2 жыл бұрын
Jhia ra bi bhul ochhi . Gote hata re Tali baje ni... Prakruti ra bhul adhika Mu nije gote jhia au mu kahibi sabu doso jhia ra gote jhia no chahinle kehi taku chhuin paribeni
@gitanjalijena799
@gitanjalijena799 2 жыл бұрын
@@debakeemohanta7449 right 👍
@Premkumar-nx1nd
@Premkumar-nx1nd 2 жыл бұрын
Right ans
@saniyamaharana1374
@saniyamaharana1374 2 жыл бұрын
ପର ପୁରୁଷ କୁ ପ୍ରେମ କରିବ ।ଲଗ୍ନ ପୋଷାକ ପିନ୍ଧି ପର ପୁରୁଷ ଗାଡ଼ିରେ ବସିବ ।ସେ ପର ପୁରୁଷ ସାଙ୍ଗରେ ଘର ଭଡ଼ା କାଡ଼ି ରହିବ,ବୁଲିବ ।ତାହା ଠିକ୍ ନାହିଁ।ବାବା ଓ ମା ହୋଇ ଝିଅ କୁ ବାଟକୁ ଆଣିବା କଥା ,କିନ୍ତୁ ଏକି ମା ।ଚରିତ୍ର ହୀନ ଝିଅ କୁ ସପଟ୍ କରୁଛି।ଯଦି ତୃପ୍ତି madam ପ୍ରମାଣ କିଛି ଦେଖାଇ ଦେଲେ ପ୍ରକୃତି ମୁହଁରେ କଳା ଲାଗିଯିବ।
@narendra2109
@narendra2109 2 жыл бұрын
ତା ମାଆର ମୁହଁରେ ବି କଳା ଲାଗିଯିବ
@rajababu_242
@rajababu_242 2 жыл бұрын
ତୋ ଝିଅ ତ କେତେ ଭଦ୍ର ଲୋ, ତୁ ତ ନିଜେ ଭଦ୍ର sikhinu ଝିଅ କୁ କଣ ଶିଖେଇ ବୁ
@neetu5477
@neetu5477 2 жыл бұрын
All odisha support to trupti and aparajita mam
@ajaybadjena6799
@ajaybadjena6799 2 жыл бұрын
ଚୋର ମୁହଁ ସବୁ ବେଳେ ଟାଣ. ଆଉ ସଫେଇ ଦବା ଦରକାର ନାହିଁ. ଓଡିଶା ଜନସାଧାରଣ ଜାଣି ସାରିଲେ ଣି.
@reetap4008
@reetap4008 2 жыл бұрын
We proud of ତୃପ୍ତି
@sukantipanda1115
@sukantipanda1115 2 жыл бұрын
Ta te kharaplaguni maa tu maa rekhasa laja laguni
@sukantipanda1115
@sukantipanda1115 2 жыл бұрын
Tu kahana
@ramsankarbaboo2815
@ramsankarbaboo2815 2 жыл бұрын
Bala na
@anwesha8213
@anwesha8213 2 жыл бұрын
Chi laja achhi tumoku maa jadi amiti jhia kn pain kharap habani
@sabitanayak8570
@sabitanayak8570 2 жыл бұрын
Chora Muha tana
@anantacharanbehera634
@anantacharanbehera634 Жыл бұрын
Uttam mohanty aparajita Mohanty super star in india
@odiahatke9976
@odiahatke9976 2 жыл бұрын
କିନ୍ତୁ ଲଙ୍ଗଳା ହେଇକି ନାଚିବା ପାଇଁ କହିଛନ୍ତି.. ଏଟା କଣ ଗୋଟେ ଓଡ଼ିଆ ଝିଅ ର culture କି mam? 🙏
@saiarchu111
@saiarchu111 2 жыл бұрын
ପ୍ରକୃତି ଯଦି ମୋ ସାମ୍ନା କୁ ଆସନ୍ତା।। ମୁଁ ତାକୁ ମାରି ଦିଅନ୍ତି 😡😡😡😡
@byangamanbalaram5651
@byangamanbalaram5651 2 жыл бұрын
🌹ଵ୍ୟଙ୍ଗ ବାଣ 🌹 ମ୍ୟାଡ଼ାମ ଙ୍କ, ଇତିହାସ ବୋଧେ ସେଇଆ,, ନାରୀ ମାୟା, କୋଇନେହିଁ ପାୟା,, 🙏🙏🙏🙏🙏
@mukeshbehera4511
@mukeshbehera4511 2 жыл бұрын
ମା ର ଚରିତ୍ର ,ସଂସାର ଝିଅ ପାଖରେ ପ୍ରତି ଫଳିତ ହେଉଛି 🤗🤗
@j.bedits4..
@j.bedits4.. 2 жыл бұрын
କୋଉ...ଜନ୍ମ..ରେ..କୋଉ..ପୂନ୍ୟ.. କରିଥିଲ.. ମନ୍ମଥ..ସାର୍..ଏତେ..ଭଦ୍ର..ସ୍ତ୍ରୀ..ଆଉ..ଝିଅ...ପାଇ... ଛନ୍ତି..ହେଲେ..ବି..ଟିକେ..ହେଲେ...ଆପଣ..ଙ୍କର..ଗର୍ବ...ନାଇ..👏👏👏
@madhusmitajali7257
@madhusmitajali7257 2 жыл бұрын
Madam ଆପଣଙ୍କ ନିଜର କଥା ବାର୍ତା ଠିକ୍ ନାହିଁ ଆପଣ କଣ ଆପଣଙ୍କ ଝିଅ କୁ ସଂସ୍କାର ଦେଇଥିବେ ,କି National award କଥା କହୁଛନ୍ତି ,ଗୋଟେ ଭଲ ମଣିଷ ଟିଏ ହେଲେ କରିଥାନ୍ତେ ତାହା ହଜାରେ ଅୱାଡଟାରୁ ବି ଭଲ ହେଇଥାନ୍ତା।ପୁରା ଓଡ଼ିଶା ଜାଣିଛି ଆପନ ମାନେ କେମିତି, କାହା ଘର ଭାଙ୍ଗି ଆହୁରି ସଫେଇ ଦେଉ ଛନ୍ତି।
@manojsahu2039
@manojsahu2039 2 жыл бұрын
ସର୍ବଦା old is gold .ଆଜିକାଲି ଯେଉଁ ଫିଲ୍ମ୍ ହିଟ୍ ହେଉଛି ତା କେବଳ ଅର୍ଦ୍ଧନଗ୍ନ ଶରୀର ପାଇଁ ,ନିଜର କିଛି ବାହାଦୂରୀ ନାହିଁ , ସେଥିପାଇଁ ଏବେକାର ଫ୍ଲିମ୍ ସବୁ ଅଢେଇ ଦୁନିଆ । ନା ଅଛି ଭଲ ଷ୍ଟୋରୀ ନା ଆଉକିଛି ।ଦେହ ଯିଏ ଯେତେ ଦେଖେଇ ପାରିଲା,ସେତେ ଆଗକୁ ଗଲା ।
@prahaladsahu5406
@prahaladsahu5406 2 жыл бұрын
ମାଆ ଯାହାର ଯେପରି, ଝିଅ ମଧ୍ୟ୍ୟ ସେହିପରି, ମାଆ ତ ଲାଗୁଛି ଝିଅ ର ଖରାପ କାମ ପାଇଁ ସେ ହିଁ ଦାଈ . ସଂସ୍କାରି ମାଆ ନାହିଁ, ଲଜ୍ୟା ଓଡିଶା ପାଇଁ
@sasmitabhanja8941
@sasmitabhanja8941 2 жыл бұрын
ତୋ ମୁଁହ କୁ ଯଦି ସାମାନ୍ୟ ଟିକିଏ ଲଜ୍ୟା ଥାନ୍ତା ତ ଏମିତି ଅଲାଜୁକି ଙ୍କ ପରି ଏଭଳି ଗୋଟେ ଅଭଦ୍ର ଝିଅ ପାଇଁ ସଫେଇ ଦିଅନ୍ତୁନି....🙏 ତୋ ଝିଅ ଯଦି ଏତେ ଭଲ ତାହେଲେ ଗୋଟିଏ ଖୁସି ର ପରିବାର କୁ କେବେବି ଛାରଖାର କରିବାକୁ ଦେଇ ନଥାନ୍ତା 😡 ମୁଁ ତ ଭାବୁଥିଲି କେବଳ ଝିଅଟା ଖରାପ ହେଲେ ମାଆ ତ ଝିଅ ଠାରୁ ଆହୁରି ଭୟଙ୍କର 🤷🏻‍♀️ ମାଆ ଯଦି ଏତେ ନାଁ କାଢୁଛି ଝିଅ କେମିତି ନ ହବ🤬 ମାଆ ହେଇକି ଝିଅ କୁ ଯଦି ନିଜ ଆୟତ ରେ ରଖି ପାରୁନୁ ସେ ଭଳି ମାଆ ଦୁନିଆ ପାଇଁ କଳଙ୍କ😡😡😡 ଛି ଛି ଛି.... ମାଆ ଯେମିତି ଝିଅ ବି ସେମିତି 👍 ବାପା ବି କୋଉ କମ୍ ରେ ନାହିଁ 😡😡😡 ଅଭଦ୍ର ପରିବାର .... ତୁମେ ମାନେ ସମାଜ ଗୋଟେ ଗୋଟେ କଳଙ୍କ😡😡 କଥା ରେ ନାହିଁ ଚୋର ମୁଁହ ଟାଣ 🤬 ତମେ ଗୁଡା ହୋଉଛ ସେଇଆ😡😡😡
@chittaranjanbiswal614
@chittaranjanbiswal614 2 жыл бұрын
ଧନ୍ୟ ତୁମେ ପ୍ରକୁତି ର ମା ଆହୁରି ମିଡ଼ିଆ ଆଗରେ ସଫେଇ ଦଉଚ ଛି ଛି
@pradipkumarsahoo6594
@pradipkumarsahoo6594 2 жыл бұрын
ପ୍ରକୃତି ପାଇଁ ଦି ପଦ... ଆଲୋ ଘୋଡା ଗେହୀ ତତେ କିଏ ଜାଣି ନାହିଁ😂 ଶଳା ଝିଅ ଯୋଉ ଭଳି ତା ମା ତା ଠାରୁ ଗଳା ବଳି😂 କିଏ କହିବ ବଡ ଘର ବଡ କଳି😀
@kattarindian8551
@kattarindian8551 2 жыл бұрын
Madam thik kahile prakriti mishra r bahut hit Film asuchi jahar Hero tunguru bholo...
@das.menaka
@das.menaka 2 жыл бұрын
All Odisha support to Trupti Mam and Aparajita mam
@rajdhanimobilemobile3811
@rajdhanimobilemobile3811 2 жыл бұрын
No righay katha kuha
@sakuntalaswain194
@sakuntalaswain194 2 жыл бұрын
ମା ଯେମିତି ଝିଅ ସେମିତି ଲଙ୍ଗଳା ହେଇ ଵୁଲୁଚି‌ ପର ଘର ଭାଙ୍ଗିବା ତାର ଉଚିତ୍ ନୁହେଁ ‌ପ୍ରତିଷ୍ଠିତ ଘରର ଝିଅ ଲଜ୍ୟା ‌ରଖୁ ଅନ୍ୟ ଘର ଭାଙ୍ଗି ଦୁନିଆରେ କେହି କେବେ ଶୁଖି ହେଇନି ଛିଛିଛି
@ramsankarbaboo2815
@ramsankarbaboo2815 2 жыл бұрын
Bala na ... Randua ta se taku sambhala jhia ra kana dosa
@niharikabehera9133
@niharikabehera9133 2 жыл бұрын
Yes
@satrughanbehera4410
@satrughanbehera4410 2 жыл бұрын
@@rajdhanimobilemobile3811 ketedina drugs tankar bepar karichha na rati soibaku deichhi se lady
@ommsairamamrut7802
@ommsairamamrut7802 2 жыл бұрын
ପ୍ରକୃତି ମିଶ୍ର ଭଲ ପିଲା ନାମ କମେଇଛି ରାଷ୍ଟ୍ର ପତି ପୁରଷ୍କାର ପାଇଛି, ହୋଟେଲରେ ମରାଉଛି
@smrutisudhaacharya9290
@smrutisudhaacharya9290 2 жыл бұрын
Give another award becos soon she is going to be no.1 prone star
@babunamallick5594
@babunamallick5594 2 жыл бұрын
ତୃପ୍ତି ବୋଧେ ପ୍ରକ୍ରୁତି କୁ ଏତିକି ରେ ଛାଡି ଦେଇ ଟିକେ ଭୁଲ କରିଦେଲେ ପ୍ରକ୍ରୁତି କୁ ବାନ୍ଧି କି ଆହୁରି ପିଟିବାର ଥିଲା
@puspitabiswal8443
@puspitabiswal8443 2 жыл бұрын
ସେୟା ତମ ଝିଅକୁ ଟୋକା ଦରକାର ତାକୁ ଶୀଘ୍ର ବାହା ଦେଇଦିଅ ଏତେ କଥା କାହିକି ତମ ଝିଅ ଆଉ ଗୋଟେ ଝିଅ ଘର ଭାଙ୍ଗୁଛି ଆଉ ପୁଣି ମୁହଁ ଖୋଲୁଚ ଲାଜ ଲାଗୁନି ମା କୁ ଛି
@jayshreesri6618
@jayshreesri6618 2 жыл бұрын
Absolutely right Trupti mam
@henaranibehera3304
@henaranibehera3304 2 жыл бұрын
ବହୁତ ସତି ତୋ ଝିଅ ନୁହଁ
@Ytviral_shorts_
@Ytviral_shorts_ 2 жыл бұрын
Tu ta pura sati ta nai ki
@soumyaranjanmoharana8793
@soumyaranjanmoharana8793 2 жыл бұрын
Pura sati g..hi sula 🍌🍌
@KisanKumar-kt4dk
@KisanKumar-kt4dk 2 жыл бұрын
Trupti mam is best...hats up❤️🙏
@rashminayak5952
@rashminayak5952 2 жыл бұрын
Kruhnapriya the way you spoke show s your upbringing.... Aprajita mai....so composed and dignified women 👍
@ratnaprabhasahu7576
@ratnaprabhasahu7576 2 жыл бұрын
ଏମିତି କଥା କୁହନି ସତ ଟା କଣ ସବୁ ଓଡ଼ିଶା ବାସି ଦେଖି ପାରୁଛି ନିଆ କୁ ଅଟିରେ ପୁରାନୀ ଦୟାକରି ଅକ୍ଷୟ ରହୁ ପୂନଃ ଜଗତେ ଧମॆ ର ହେଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏🙏🙏
@RakeshKuPanda
@RakeshKuPanda 2 жыл бұрын
ପ୍ରକୃତି ପରିବାର ଭାରି ଗରିବ
@pravatibehera2767
@pravatibehera2767 2 жыл бұрын
ଝିଅ କୁ soport କରୁନାହାନ୍ତି ବରବାଦ କରୁଛନ୍ତି, ଧନ୍ୟରେ ତୁମେ ମାଆ, ଏମିତି ମାଆ କାହାକୁ ଦିଅନି ପ୍ରଭୂ
@jiturockez8572
@jiturockez8572 2 жыл бұрын
ଆୱାର୍ଡ ପାଇଛି ବୋଲି ସେ କଣ ଯାହା ପାରିବ ତାହା କରିବ.... ବାପା,ମା ଙ୍କୁ ଭୂଲ ଦେବା ନାହିଁ....! ଆଜି କାଲି ଛୁଆ ସବୁ modern ହୋଇଗଲେଣି..... ପ୍ରକୁତି ମୋ ଝିଅ ଭଳି.. ମୁଁ ଗୋଟିଏ ସୋଲୁସନ ଦେଉଛି ଝିଅ କୁ ଶ୍ରୀଘ୍ର ବାହାଘର କରିଦେନ୍ତୁ.... ତା ମା ଏବଂ ବାପା ଙ୍କୁ କହୁଛି.... ଆଜିକାଲି ଯୁଗ ଯାହା ହେଲାଣି... କଣ କିଛି ବି ହୋଇପାରେ...... ମୁମ୍ବାଇ ରେ ରହୁଛି ନାଁ..... ବୁଝି ପାରୁଥିବ...... 🙏🏼🙏🏼🙏🏼🙏🏼
@dasgayatri4835
@dasgayatri4835 2 жыл бұрын
Trupti dee love you & love your energy & support for your family 👍we all are with you
@gayatree9545
@gayatree9545 2 жыл бұрын
,,
@MrJitendra007
@MrJitendra007 2 жыл бұрын
Oh really!.. We r not with you.. Ok.
@jagnyaseneepradhan8657
@jagnyaseneepradhan8657 2 жыл бұрын
Habe bidhaimane prakruti ku kana dasa deucha athire kana babusanra bhul nai ao a moti bedhe a babusanra bhauni na maipa
@ABHIJIT8348
@ABHIJIT8348 7 ай бұрын
Ama kohu no .Sara odishabasi kohuche.Odisar No 1 super stir babubhai ❤️❤️❤️
@mitaranibehera5590
@mitaranibehera5590 2 жыл бұрын
ଅପରାଜିତ ପରିବାର ଓଡ଼ିଶାର ବୋହୁଥ ଭଲ ପରିବାର
@tusharkantapanigrahi3337
@tusharkantapanigrahi3337 2 жыл бұрын
ମାଆ ଵି ଝିଅ ଠୁ ବଳି, କୁମ୍ଭୀର କାନ୍ଦଣା, କୋଟି ପତି ସେମିତି ଧନୀ ପିଲା ଙ୍କ ସହ ହୋଟେଲ ଯାଇ କୋଟି ପତି
@preetibhoi7262
@preetibhoi7262 2 жыл бұрын
We proud Trupti Prakriti ra maa ja to jhia.. Ku landing karibu ja..
@mrpintublogs2976
@mrpintublogs2976 2 жыл бұрын
କି ଭଦ୍ର ମା ଜଣା ପଡୁଛି ଆଉ ତମ ଝିଅ ପ୍ରକୁଟି ମିଶ୍ର ସେ ଗୋଟେ ସବୁଠୁ ଅଧିକ ବଡ ଅଭଦ୍ର
@sagarikaswain3485
@sagarikaswain3485 2 жыл бұрын
ପ୍ରକୃତି ମିଶ୍ର କେତ ସଂସ୍କାରି ସେକଥା ଓଡ଼ିଶା ବାସି ଭଲ ଭାବେର ଜେଣିଛନ୍
@ABHIJIT8348
@ABHIJIT8348 7 ай бұрын
Tamo jata be kuho.babusan odishar No 1 super stir.babusan boli kahe be haba nii.👍👍👍
@pradiptakhuntia5534
@pradiptakhuntia5534 2 жыл бұрын
ଆଇ ମା ଗପ ପରି ଲାଗୁଛି,ଝିଅ କୁ କୁହ ସୁଧୁରି ଯାଉ
@bhagabannahak4195
@bhagabannahak4195 2 жыл бұрын
ତତେ ଲାଜ ନାହିଁ ଏବେ ଏତେ ଓକିଲାତି କରୁଛୁ । ଆଗରୁ ନିଜ ଝିଅକୁ ସାବଧାନ କରି ପାରିଲୁ ନାହିଁ ?
@Ashish-gt1ry
@Ashish-gt1ry 2 жыл бұрын
2 barsa kouthi thile eya Kan pacharuchanti. 2 barsa Mrs. Trupti was trying to forgive both and giving chances upon chances expecting both of them to come in line as she said. But it seems Prakruti's family also deliberately doesn't want to understand.
@ranidash7446
@ranidash7446 2 жыл бұрын
Trupti is really matured nd respected woman
@sthitipragyannayak6940
@sthitipragyannayak6940 2 жыл бұрын
Trupti's decided is best. First character then award.
@yudhistirpradhan2977
@yudhistirpradhan2977 Жыл бұрын
Give Respect ladies
@geet5364
@geet5364 2 жыл бұрын
Prakruti kete bhadra ghara ra jhia...tuma dui jana bapa maa ra behaviour ru jana paduchi.....public ete murkha nuhanti.....j bujhi paribe nahi....kete arrogant krishna ra behaviour ru jana paduchi..chi...🤮🤮🤮
@gopinathpanda8174
@gopinathpanda8174 2 жыл бұрын
All odisha sapoot. Trupti & Aparajita mam. God bless your family. Jaya Jagannath
@sweetysarkar6639
@sweetysarkar6639 2 жыл бұрын
Trupti is right
@trilochanamaharana1945
@trilochanamaharana1945 2 жыл бұрын
ପକୃତୀ ମିଶ୍ର ମା ର କି ମୁଁହ ଯଦି ଝିଅ କିଛି ଭୁଲ କରିଛି ତାକୁ ସିନା ଭଲ ବାଟକୁ ଆଣିବା କଥା ଆମ ଓଡ଼ିଆ ସଂସ୍କୃତି ରେ କଣ ଲଙ୍ଗଳା ହେଇ ଫଟୋ ସୁଟ କରି ରୋଜଗାର କରିବା କଣ ଠିକ୍ ଧିକ ତୁ ମା
@rajdhanimobilemobile3811
@rajdhanimobilemobile3811 2 жыл бұрын
Katha vala re bujhi kuha ata kaha bapa propati nuhe jaha paiba lekhideba
@drakbablu1938
@drakbablu1938 2 жыл бұрын
ଆପଣଙ୍କ ଝିଅ ଠିକ୍ ରେ ରଖନ୍ତୁ କାହା ପରିବାର ଭଦ୍ର ଜଣା ପଡ଼ିଗଲା😀😀😀😀😀
Just Give me my Money!
00:18
GL Show Russian
Рет қаралды 1,1 МЛН
Je peux le faire
00:13
Daniil le Russe
Рет қаралды 13 МЛН
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 49 МЛН
khelam // Sanumonu Comedy // Odia Comedy // Dubbing Comedy
3:21
Sanumonu Comedy
Рет қаралды 1,9 МЛН