"ବିଳମ୍ବରେ ହେଉ ପଛେ ସରକାର ଆମ ଅଳି ଶୁଣିଲେ... ଆମକୁ ଦରମା ମିଳିବ କାଲି ଆମେ ଘରେ ମାଣ ବସେଇବୁ"

  Рет қаралды 45,707

Odisha Bhaskar

Odisha Bhaskar

Күн бұрын

Пікірлер: 54
@basantapanda5941
@basantapanda5941 Күн бұрын
ମାଆଙ୍କୁ ମାନ ବାପାଙ୍କ ଛାତିରେ ଚଢ଼, ମନେ ଅଛି ନା ଆଜି ଲକ୍ଷ୍ମୀ ମା ମନେ ପଡ଼ୁଛନ୍ତି କିନ୍ତୁ କାଲି ଜଗନ୍ନାଥ ମହାପ୍ରଭୁଙ୍କୁ ଭିକ ମଗାଇ ଚଢ଼ି ଚାଲି ଜାଉ ଥିଲ, ଚାକିରି ପାଓ, ଦରମା ବି ପାଓ କିନ୍ତୁ entrance ଦେଇକି ନ ଦେଲେ ଏ ସରକାର ର ଏକା ମାଘେ ଶୀତ ଶେଷ, ପଢ଼ି ପଢ଼ି ପିଲା ପାଗଳ ବିନା ପରୀକ୍ଷା ରେ ମୂର୍ଖଙ୍କୁ ଚାକିରି।
@ratiranjanbehera2106
@ratiranjanbehera2106 Күн бұрын
ଏମିତି ସବୁ ଆନ୍ଦୋଳନ କରି ଯଦି ସରକାରୀ ଚାକିରି ପାଇବେ ତା ହେଲେ ପିଲାମାନେ ଛୋଟବେଳୁ ବର୍ଷ ବର୍ଷ ଧରି ପଢିକି ଲାଭ କଣ । ଓଡ଼ିଶାରେ ସରକାରୀ ଚାକିରି ବି ବହାରୁନି। ସମସ୍ତେ ତ ଏହି ରାସ୍ତା ଅପନେଇଛନ୍ତି ଚାକିରି ପାଇବା ପାଇଁ ମନଇଚ୍ଛା ରହିକି ଆନ୍ଦୋଳନ କର ଚାକିରୀ ନିଅ
@mmproduction7485
@mmproduction7485 23 сағат бұрын
Already semane kama karichhanti
@MoonLight0466
@MoonLight0466 22 сағат бұрын
ଆରେ ସେମାନେ କାମ କରିଛନ୍ତି ଆଗରୁ ଦରମା ଠିକ୍ ସେ ମିଳି ନ ଥିଲା, ନିଜର ହକ୍ ମାଗିବାକୁ ଯାଇଥିଲେ ଯାହା ପୂର୍ବ ସରକାର ଆଡେଇ ଦେଇ ଥିଲେ
@Bmcreation3750
@Bmcreation3750 20 сағат бұрын
Already semane kama karichhanti, tanka hak pain ladhichhanti
@shivshaktikaveri2063
@shivshaktikaveri2063 19 сағат бұрын
ନୂଆ ସରକାର ଙ୍କୁ ଏତିକି ଅନୁରୋଧ ଯାହା unnessery ସଂସ୍ଥା ମେଲା ହୋଇଛି ତାକୁ ବନ୍ଦ କରି, ଗୋଟେ ଭୋକିଲା ଲୋକ କୁ ଚିହ୍ନଟ କରନ୍ତୁ
@NSkantKumar
@NSkantKumar Күн бұрын
🎉🎉 ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ଯେ ବିଶ୍ୱାସ କରେ ସେ ପରିତ୍ରାଣ ପାଏ 🎉🎉
@hemantahemanaik7348
@hemantahemanaik7348 22 сағат бұрын
Bhagwan tama mana Kara mangal karantu ❤❤❤
@suniadalabehera9611
@suniadalabehera9611 Күн бұрын
Thanks sir good news u given for 🙏🙏🙏🙏
@salmansahoo7942
@salmansahoo7942 Сағат бұрын
ଆଗ ଦଉ ତାପରେ ମାଣ ବସେଇବ।ଗଛ ଚଢ଼େଇକି ଗଛ କାଟିବା ହେଲା ବିଜେପି କାମ
@RajibBanka-in6lt
@RajibBanka-in6lt 18 сағат бұрын
ଦୁଃଖ ଏଇ ଯା ଯେ ତିନି ଦିନ ହେଲା ମାଡ଼ ପଡିନି
@sanjaymohanta1993
@sanjaymohanta1993 21 сағат бұрын
ଏବେ ଜଣା ପଡ଼ିଲା - ବିଜେପି ସରକାର କିଛି ଦେବେନି ମାଗିଲା ପରେ ଦିଅନ୍ତି,,,😂😂😂😂😂
@Eagleeye774
@Eagleeye774 19 сағат бұрын
ସୁଭଦ୍ରା ଟଙ୍କା ସରିଗଲାଣି ବୋଧହୁଏ.. 🤣
@SridharBehera-sk5do
@SridharBehera-sk5do 22 сағат бұрын
ବାଳ ଦେବ ଫାଲତୁ କାମ ପ୍ରାଣୀ ମିତ୍ର ଇଞ୍ଜେକ୍ସନ ଦେଇ ଜାଣିନି. କୃଷି ମିତ୍ର ଚାଷ ଜାଣିନି
@Eagleeye774
@Eagleeye774 19 сағат бұрын
ଏସବୁ ଜାଣିବା ଦରକାର ନାହିଁ.. କେବଳ ସଭାକୁ ଲୋକ ବୋହିବା ଓ ଭୋଟବେଳେ ନୋଟ ବାଣ୍ଟି ଜାଣିବା ଦରକାର ଯେଉଁଥିରେ ଏମାନେ ପିଜି କରିଛନ୍ତି..😂
@gameff1937
@gameff1937 13 сағат бұрын
Prabhati Madam mission shakti band karantu.
@ajitakumarsahoo9458
@ajitakumarsahoo9458 23 сағат бұрын
ଘରକୁ ପଳାଅ
@padmabatitarai554
@padmabatitarai554 Күн бұрын
Good news
@dsd4230
@dsd4230 Күн бұрын
କାଲିଠାରୁ ବିଜେପି ପାଇଁ ପ୍ରଚାର କରିବ ବିଜେଡି ପାଇଁ ପ୍ରଚାର କଲେ ପୁଣି ଦରମା ବନ୍ଦ କରାଯିବ. ପାଣ୍ଡୁ କଥା ଯଦି ଶୁଣିବ ନାମ ନେବ.
@SujitSahoo-on9qe
@SujitSahoo-on9qe 22 сағат бұрын
😂😂😂😂
@ILOVEMYINDIA-z3y
@ILOVEMYINDIA-z3y 20 сағат бұрын
😂😂😂😂😂
@jharanapradhan3862
@jharanapradhan3862 20 сағат бұрын
😅😅😅 2029re sunile sunibe nahele nai😁😁😁😁
@Bkentertenment
@Bkentertenment 13 сағат бұрын
ବାଳ ମିଳିବ କେବଳ ପ୍ରତିଶୁତି ପାଈଛ ଏମିଟି ବହୁତ୍ ପ୍ରତିଶୁତି ଆଗରୁ ବିଜେପି ଦେଇଛି ଏପର୍ଯ୍ୟନ୍ତ 3500 ଭତା ମିଳିନି ବୁଢ଼ା ବୁଦ୍ଧି ଭିନ୍ୟକ୍ଷମଙ୍କୁ 😂
@BABUBABU-rx7bc
@BABUBABU-rx7bc Күн бұрын
Jao mano khusi karo
@madhurisuna7584
@madhurisuna7584 Күн бұрын
Tq
@rohitswain6942
@rohitswain6942 20 сағат бұрын
BJD pani tume Mane salery paela Naveen sir MAA manaku sabalmbha karichhanti 👍 Apan Mane khusi ta 👋👋👋💚💚💚
@prakashkumarjena.babusan.n3760
@prakashkumarjena.babusan.n3760 Күн бұрын
ଏଇ ଘୋଡ଼ାଗେହି ବୁଢ଼ୀ ନିରୁପମା ଇଏ ବିଜେଡି ସହ ମିଶିକି କାମ କରୁଛି
@sudhanshunayak1743
@sudhanshunayak1743 Күн бұрын
Tua bapa Bank balaksaru darama tanku dauthilukire
@mithunolywood7650
@mithunolywood7650 Күн бұрын
Very good kebala tamari manaka jidi pai sabu gali chakare puni mada dokan kholiba puni ghare jhagada lagiki rasta upare basiba
@banamalipradhan2382
@banamalipradhan2382 21 сағат бұрын
ସ୍ବପ୍ନ ସତ ହେବନି
@BuddhadebKarmi
@BuddhadebKarmi 9 сағат бұрын
Election re jao mission Shakti mane BJD ra loka boli prachar karuthile seta kana heba
@shivshaktikaveri2063
@shivshaktikaveri2063 19 сағат бұрын
ୟେ ମିଶନ ଶକ୍ତି କଣ ଏମିତି ଉଖାଡୁଥିଲା ଆମେ ଅପର୍ଯ୍ୟନ୍ତ ଜାଣିପାରିଲୁଣୁ, ସବୁ ତ ସମାନ, କୋଉଥିରେ କିଛି changes ନାହଁ, ବେକାର ବେକାର ଏସବୁ ସଂସ୍ଥା ମେଲେଇ କି ଅଯଥା ସରକାର ଖର୍ଚ୍ଚ କରୁଛି, ଏସବୁ ବନ୍ଦ କର ଯାହା ଦରକାର ସେସବୁ ଆଗ କର,
@basantamahrana225
@basantamahrana225 23 сағат бұрын
ଘରକୁ ଯାଆ।ଅଣ୍ଟୀ
@lalita_soren
@lalita_soren Күн бұрын
Tume mane Government service kari BJD pain kama karuthila. Ebe kaha pain kariba? Nabin babu na Mohan babu pain? Sujata pandian katha suniba na Mohan Majhi nka katha ?
@rajnikantarautaray6139
@rajnikantarautaray6139 19 сағат бұрын
Bala pala lageichhanti
@Kushaleseth
@Kushaleseth 14 сағат бұрын
Outsourcing karmachari mananka darama bruddhi hauni kahiki? Ae mane raja rasta ku olleheiba katha
@taraprasadchhualsingh6258
@taraprasadchhualsingh6258 17 сағат бұрын
Hn tamaku dekhile laguchi tame ghara ra Laxmi sala nku ବାଡେଇବା କଥା
@sabitasahoo9419
@sabitasahoo9419 21 сағат бұрын
Emanankra dabi ajuki kara , tenu epari anabasyaka dabi maniba sarkarnka bada bhul.
@lalita_soren
@lalita_soren Күн бұрын
Je job karuchhi,se manabada Gurubara kariba na duty kariba? Emiti service karuchha o salary pain drama karuchha? Ahuri achhi,eka dashi, dwadashi,purnima,amavasya, kete puja parba. Tume mane Manabada kari Laxmi nka puja kari ghara chalaithila hele kana pain job karuchha?
@MAHESHDORA-zu5vk
@MAHESHDORA-zu5vk Күн бұрын
vinash kale viprit buddhi
@bollywoodgossip123-b8v
@bollywoodgossip123-b8v 23 сағат бұрын
Au patha kan pai padheba andolana pai ame jauchu
@ShantilataPatra-u1o
@ShantilataPatra-u1o 21 сағат бұрын
Lekiki dele na khali kahile emiti kete thar kahichhanti hele kichhi nahin
@srsahoo1
@srsahoo1 Күн бұрын
Ki baala kaama karuthile ki? Useless Vote paain sabu nautanki......
@RajendraBiswal-z7k
@RajendraBiswal-z7k 21 сағат бұрын
Bjd katha sunani
@ddtechlearners
@ddtechlearners 23 сағат бұрын
5 years contract sabu sarichhi kahaku darma milibani, darma milile congress asiba sarkaruku 2029 re
@hemantahemanaik7348
@hemantahemanaik7348 22 сағат бұрын
Swapna dekhu tha 😂😂😂
@Eagleeye774
@Eagleeye774 19 сағат бұрын
ଏମାନଙ୍କୁ ଆଳୁଚାଷ ପାଇଁ ଋଣ ଦିଆଯାଉ.. ରୋଜଗାର ସାଙ୍ଗକୁ ଆଳୁ ସମସ୍ୟା ବି ଦୂର କରିବେ.. ବିରୋଧୀ ମୁହଁ ବନ୍ଦ ହୋଇଯିବ..
@sarojkumarmohanty6139
@sarojkumarmohanty6139 23 сағат бұрын
Abetharu puni asanta Nirbachana samay re BJD paine prachar Kariba Paine prastut hei jao ,Nirbachana asile Tanka bantib au BJD sapakhyare prachar Kariba ta mukhya kama boli dharajau
@narayansir6123
@narayansir6123 22 сағат бұрын
Tamara kama kana
@parameswarthela4159
@parameswarthela4159 Күн бұрын
Tame kikama karu cha je kamare joga deba
@rajeshdas3044
@rajeshdas3044 19 сағат бұрын
Maghia bjp kan lok mankar amane upakar karuchhanty je tanku darama dia hab
@NSkantKumar
@NSkantKumar Күн бұрын
🎉🎉 ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ଯେ ବିଶ୍ୱାସ କରେ ସେ ପରିତ୍ରାଣ ପାଏ 🎉🎉
@NSkantKumar
@NSkantKumar Күн бұрын
🎉🎉 ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ଯେ ବିଶ୍ୱାସ କରେ ସେ ପରିତ୍ରାଣ ପାଏ 🎉🎉
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 741 М.
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 660 М.