FULL FILM - MAHA SANGRAM - ମହାସଂଗ୍ରାମ | Superhit Odia Movie -Sidhant Mohapatra,Jyoti,Bijaya Mohanty

  Рет қаралды 2,914,212

Big Odia Cinema

Big Odia Cinema

Ай бұрын

FULL FILM - MAHA SANGRAM - ମହାସଂଗ୍ରାମ
CASTING :
Sidhant Mohapatra
Jyoti Mishra
Bijaya Mohanty
Raimohan Parida
Puspa panda
Mihir Das
Minaketan
Satwaki Mishra
Bina Maharana
Braja

Пікірлер: 641
@user-uq3zl8lp7u
@user-uq3zl8lp7u
ଦୁଇ ଦିବଂଗତ କିମ୍ବଦନ୍ତୀ କଳାକାର ମିହିର ସାର୍ ଆଉ ବିଜୟ ସାର୍ ଙ୍କ ପାଇଁ ଗୋଟିଏ ଲାଇକ୍ ହେଉ❤
@dharmendrabhatta5427
@dharmendrabhatta5427
ସିଦ୍ଧାନ୍ତ ମହାପାତ୍ର... ଓଡ଼ିଶା ର ଶେଷ ସୁପର ଷ୍ଟାର୍
@It_z_Me_Chinmay_1998
@It_z_Me_Chinmay_1998
ମୁଁ ଏ ଫିଲ୍ମ କୁ ବହୁତ ଖୋଜିଛି ହେଲେ ଫୁଲ ଫିଲ୍ମ ମିଳିନଥିଲା ଆଜି ମିଳିଗଲା ଧନ୍ୟବାଦ ଭାଇ
@user-dr5ic8ht2g
@user-dr5ic8ht2g
2024 me kon kon dekh raha hai ye movie pls comment mi yaar
@Rajesh-vq3zp
@Rajesh-vq3zp
Bhai hela bhagari full movie upload karantu please
@sushshree1799
@sushshree1799
ମୁଁ ଏ ଫିଲ୍ମ କୁ ପିଲା ବେଳେ ହଲ ରେ ଦେଖିଥିଲି 🥰🥰
@bikashmahanta7579
@bikashmahanta7579
ସୁପର୍ ଆକ୍ସନ ଫିଲ୍ମ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର mahasangaram
@lipubarik9205
@lipubarik9205
ମୁଁ ଏଇ ଫିଲିମି ଟା ବହୁତ୍ ଦିନ ପରେ ଦେଖୀଲି ବହୁତ୍ ଭଲ ଲାଗିଲା ଏତେ ଭଲଜେ କହିବା ହିସାବ ବାହାରେ ଭେରି ଭେରି ସୁପର ଲାଗିଲା ଇଆଠୁ ମୁଁ ଅଧିକା କିଛି କହି ପାରିବି ନାହିଁ ମୋତେ ଏଥର ଫିଲ୍ମ୍ ଗୁଡା ଦେଖି ବହୁତ୍ ଖୁସି ଲାଗିଲା ଭେରି ଭେରି ସୁପର ଲାଗିଲା ରାଇମୋହନ ଭଳି ଆକ୍ସନ କେହି କରିପାରିବେ ନାହଁ ❤❤❤
@angulmix9903
@angulmix9903
ବହୁତ ଦିନର ଅପେକ୍ଷା ର ଅନ୍ତ ଘଟିଲା ଫିଲ୍ମ୍ ଟା ଆସିଗଲା
@user-uq3zl8lp7u
@user-uq3zl8lp7u
ସିଦ୍ଧାର୍ଥ ଟିଭିକୁ ଅନ୍ତରରୁ ଧନ୍ୟବାଦ,ମହା ସଂଗ୍ରାମ ଫିଲ୍ମ କୁ ମୁଁ ଅପେକ୍ଷା କରିଥିଲି।
@Smileykingsuren
@Smileykingsuren
ସିଦ୍ଧାନ୍ତ sir ଙ୍କ ମୋଭି ଦେଖି ବା କୁ କିଏ କିଏ ଭଲ ପାଓ ❤😊
@user-ck3je2nw5s
@user-ck3je2nw5s
2024 ରେ କିଏ କିଏ ପୁରୁଣା film ଦେଖୁଛ like କର 🥰🥰🥰🥰👌👌👌
@Normal..fact..999
@Normal..fact..999
କିଏ କିଏ 2024 ରେ ଦେକୁଛ like କର ♥️♥️♥️❤️❤️❤️
@manashdakualifestyle3640
@manashdakualifestyle3640
ବିଜୟ ମହାନ୍ତି କୁ କିଏ କିଏ, ହୃଦୟରୁ ଭଲ ପାଉଛ like କର ❤
@swadhincreation3150
@swadhincreation3150
ଓଡ଼ିଆ ସିନେମା ଦେଖିବାକୁ କିଏ ଭଲ ପାଏ ଲାଇକ କରନ୍ତୁ
@user-ck3je2nw5s
@user-ck3je2nw5s
Old is gold ❤କିଏ କିଏ ସିଦ୍ଧାନ୍ତ ସାର୍ ଙ୍କ ପୁରୁଣା ଫିଲ୍ମ ଦେଖି ବାକୁ ଭଲ ପାଅ 🥰🥰👌👌👌
@user-ih5fd4le2r
@user-ih5fd4le2r
ମୁଁ ଏହି ଫିଲ୍ମ ଦେଖିବା ପାଇଁ ବହୁତ ଦିନରୁ ଜଗିଥିଲି। Super Hit ଫିଲ୍ମ।
@badaldkl7921
@badaldkl7921
ଏହି ଫିଲ୍ମ ରେ ବହୁତ୍ ବଢିଆ କଳାକାର ତଥା=ବିଜୟ ମହାନ୍ତି, ରାଇ ମୋହନ,ମୀନକେତନ, ଭର୍ଶା ଷ୍ଟାଇଲ ମିହିର ଦାସ ସମସ୍ତେ ଆଉ ଏଇ ଦୁନିଆ ରେ ନାହାନ୍ତି।କିନ୍ତୁ ଏହିଭଳି ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ କେବେ ବି ଆଉ ଆସିବନି।ସେହି ମାନଙ୍କୁ କିଏ କିଏ ମିସ୍ କରୁଛ
@user-ux6kn4hj9n
@user-ux6kn4hj9n
ଆଜି ମୋର ଜନ୍ମଦିନ ମତେ କଣ like ମିଳିବନି 😔
@siddhantapradhan3166
@siddhantapradhan3166
So imosnal and mind broken movie . I ❤ old movie, old is gold ଆମ ଓଡ଼ିଆ ଭାରି ବଢିଆ 😊😊😊
Nastya and SeanDoesMagic
00:16
Nastya
Рет қаралды 41 МЛН
KALISHANKAR - Odia Movie || Siddhanta || Anubhav || Arindam & Swastika
2:34:23
KATHA DEITHILI MAAKU Odia Full Movie | Siddhant & Rutuparna | Sidharth TV
2:10:27