Full Film - Aama Ghara Aama Sansara - Old Is Gold Movie | ଆମ ଘର ଆମ ସଂସାର | Uttam Mohanty,Bijay ,Hara

  Рет қаралды 1,077,872

Big Odia Cinema

Big Odia Cinema

Күн бұрын

Пікірлер: 450
@PratimaBehera-z3t
@PratimaBehera-z3t Ай бұрын
କିଏ କିଏ old films ଦେଖିବାକୁ ଭଲ ପାଅ like କର 🥰🥰🥰👌👌
@mantudashmanoj
@mantudashmanoj Ай бұрын
Bahut bahut bahut bahut 😊😊😊😊
@HimanshuDalai-cz8se
@HimanshuDalai-cz8se Ай бұрын
😂😂😂😂
@Jayanti566
@Jayanti566 Ай бұрын
Mu bahut bhala pae
@mantudashmanoj
@mantudashmanoj Ай бұрын
@@Jayanti566 good
@sasmitadasdas336
@sasmitadasdas336 Ай бұрын
Mate22 year helani mate sabubele odia puruna cinema vl lage
@Official__sonali0
@Official__sonali0 Ай бұрын
୨୦୨୪ ରେ କେଉଁ ମାନେ ଦେଖୁଚ👍
@sujitnaik275
@sujitnaik275 Ай бұрын
Me
@JagannathMalik-i9s
@JagannathMalik-i9s Ай бұрын
Me
@maninag4819
@maninag4819 Ай бұрын
Mu dekhu6i
@troilokyaasahoo1135
@troilokyaasahoo1135 Ай бұрын
Mu
@ChandanKumar-km3vh
@ChandanKumar-km3vh Ай бұрын
ତୁମ ସାଗଂରେ ଦେଖିବି
@Pritamtv0
@Pritamtv0 Ай бұрын
ଆଗରୁ TV ରେ ଏହି ଫିଲ୍ମ ଦେଖି କେତେ ଖୁସି ଲାଗୁଥିଲା😢ହେଲେ ଆଜି ସବୁ ବଦଳି ଗୋଲା 😢ଆଉ ବଞ୍ଚି ବାକୁ ଇଛା ହେଉନି😢
@funnymishra4076
@funnymishra4076 Ай бұрын
❤❤❤❤
@saivlog8760
@saivlog8760 Ай бұрын
😢😢😢😢 hna right 👍🏻 kahile
@saivlog8760
@saivlog8760 Ай бұрын
Satare video dekhila pare Chhota pila dinara katha Mane padijauchhi.. 😢😢😢😢 jajpur Jay jagannath 🙏🏻😔
@ChikuMikuexpress143
@ChikuMikuexpress143 Ай бұрын
Mari jaunu
@behappy3539
@behappy3539 Ай бұрын
Marijao
@hinditegvdo9772
@hinditegvdo9772 Ай бұрын
ମୋ ଆଖିରେ ଲୁହ ଆସିଯାଉଛି ବହୁତ imotional ଫିଲ୍ମ ସତରେ ଏମିତି ଫିଲ୍ମ ଆଉ ମିଳିବନି 😢😢😢😢😢😢😢😢
@puspanjalidwibedi7312
@puspanjalidwibedi7312 26 күн бұрын
ଏ ଫିଲ୍ମରେ ଷ୍ଟୋରି ଯେମିତି ଆଉ ମିଳିବନି।ଆଜି କାଲି ଯଉ ଫିଲ୍ମ କରୁଛନ୍ତି ନ କହିବା ଭଲ।
@hinditegvdo9772
@hinditegvdo9772 26 күн бұрын
@puspanjalidwibedi7312 Hnn sister
@SantoshNath-r3k
@SantoshNath-r3k 18 күн бұрын
Emiti Film Kariba Kia vai ghore Kali Yuga
@rojalinsahoo5351
@rojalinsahoo5351 18 күн бұрын
Thik bhai aji kali jo avadra film karuchanti ijata rakhnahati old is gold
@hinditegvdo9772
@hinditegvdo9772 18 күн бұрын
@@rojalinsahoo5351 🙏🙏🙏
@jitendrakumarjitendrakumar3452
@jitendrakumarjitendrakumar3452 Ай бұрын
ଆକର୍ଷଣୀୟ, ଶିକ୍ଷଣୀୟ, ଉଦାହରଣୀୟ ଉଚ୍ଚତମ, ସିର୍ଶତମ, ଅନନ୍ୟ ଓଡ଼ିଆ କାହାଣୀର ଅଦ୍ଭୁତ ପରାକାଷ୍ଠା ର ଜୟ ଗାଥା 🎉❤💯☑️ ଆମ ଘର ଆମ ସଂସାର 🎉❤
@harishnayak8993
@harishnayak8993 Ай бұрын
ଅତି ସୁନ୍ଦର୍ ଏ ସିନେମା ଟିକୁ ଦେଖିକି ଲାଗିଲା ଯେମିତି ଖାଣ୍ଟି ଓଡ଼ିଆ ଘରର ପରିବାର ପରି ଲାଗିଲା,କିନ୍ତୁ ଏଇ ଭଳି ସିନେମା ଆଉ ହେଉନାହିଁ ସେଥି ପାଇଁ ଓଡ଼ିଆ ସିନେମା ଦେଖିବା ପାଇଁ ଇଚ୍ଛା କମି ଯାଉଚି ଜୟ ଜଗନ୍ନାଥ
@santilatamalik8441
@santilatamalik8441 Ай бұрын
😊😊
@munamunu3858
@munamunu3858 Ай бұрын
Priyanka tame ki kashiadihi re paduthila
@pabhi1825
@pabhi1825 25 күн бұрын
ଆଜିକାଲି ର ସିନେମା ଛାଡ଼ି ପୁରୁଣା ସିନେମା ଗୋଟି ଗୋଟି କରି upload କରନ୍ତୁ।ଆମେ ଦେଖିବୁ।❤❤❤❤❤❤❤❤
@Pritamtv0
@Pritamtv0 Ай бұрын
ଦିନ ଥିଲା ଏହି ଫିଲ୍ମ ଆମେ ସମସ୍ତେ ପରିବାର ଲୋକ ସାଙ୍ଗ ସାଥୀ ଗାଁ ଲୋକ ମିଶି ଦେଖୁଥିଲୁ😢 କେତେ ଖୁସି ଥିଲୁ 😢 ହେଲେ ଆଜି ସେ ସମୟ ଆଉ ନାହି ବାପା ମା ସହ TV ଦେଖିବାକୁ ଲାଜ ଲାଗୁଛି 😢ପୁଣି ସେ ଦିନ ଫେରି ଆସନ୍ତା କି😢
@premanandasahoo5360
@premanandasahoo5360 Ай бұрын
Bhai satare laja laguchhi , thik kahila, juga badaligala
@satyaranjandash388
@satyaranjandash388 Ай бұрын
Hnn ଧୃବ ସତ୍ୟ
@Odishabhai7411
@Odishabhai7411 Ай бұрын
Rate
@asissahoo2046
@asissahoo2046 Ай бұрын
Right👍🏾👍🏾
@realman-x9n
@realman-x9n Ай бұрын
ସବୁ ତମର ବେ ସଂସ୍କାର ଯୋଗୁ ଯେଉଁ ଦିନ ଠାରୁ ନାରୀ ପଦାକୁ ଗୋଡ଼ କାଢ଼ିଲାଣି ସେଇ ଦିନଠାରୁ ଦୁଆଟା ନର୍କର ଦ୍ୱାର ହୋଇଗଲାଣି. ନାଙ୍ଗଳା ହୋଇକି ଚୁଟି ମୁକୁଳା କରି ଥେଇ ଥେଇ ହେଉଛ. ସେଇଥି ପାଇଁ ତ ଶାସ୍ତ୍ର କୁହେ ଯେ ନାରୀ ନର୍କ ର ଦ୍ୱାରା ବେ ସଂସ୍କାର ଭାଡୁଆ ଟୋକା ତମକୁ ଗେହୁଁଛନ୍ତି. Love ସିନେମା କରି ଛୁଆଙ୍କୁ ନଷ୍ଟ କଲ ଆଲୋ ବେଧେଇ ମୋ comment ର reply କଲେ ମୁଁ ଭାବି ବି ତୁ ପକା ବେଧି ଟେ.
@TrinathaNayak-wx8gh
@TrinathaNayak-wx8gh Ай бұрын
ଏଇ ତ ଆମ ସଂସ୍କୃତି କଳା ଷ୍ଟୋରୀ ❤❤ ମୋ ମନ ଖୁସି ହେଇଯାଉଛି ଦେଖୀ ❤ ଆଉ ଏବେ କାହିଁ ସେ ଫିଲ୍ମ୍ ଦେଖିବା ମାତ୍ରେ ଖାଲି ପେମ୍ ❤ କୁ ଫିଲ୍ମ ଷ୍ଟୋରୀ ଆଉ ଭଲ ନାହିଁ ଆଗରୁ ଆମେ ଫିଲ୍ମ ରୁ ଭଲ ଶିକ୍ଷା ମିଳୁଥିଲା କିନ୍ତୁ ଏବେ ଛି ଛି ଛି ଆଉ ସେ ଖୁସି ନାହିଁ 😢😢😢😮😂😂
@prabhatmuni9152
@prabhatmuni9152 Ай бұрын
ସତରେ ଥରୁଟିଏ ପାଇଁ ଫେରି ଆସନ୍ତି କି? ସେହି ପୁରୁଣା ଦିନ । ନା ମନ ଭିତରେ ସୃଷ୍ଠି କରୁଥିଲା ଛନ୍ଦ, କପଟ ଓ ସ୍ଵାର୍ଥ। ଅଶିକ୍ଷିତ ଥିଲେ କିନ୍ତୁ। ବହୁତ ଭଲ ରେ ଦିନ ଟି କଟି ଯାଉଥାଏ। ଆଜି ସବୁକିଛି ଥାଇ ମରୁଭୂମି ବି ପରି ହୃଦୟ ଆଜି ସମସ୍ତ ଙ୍କ। Old is gold
@bauribandhupanda6031
@bauribandhupanda6031 Ай бұрын
ବିଲକୁଲ ଠିକ ❤❤
@shishirkabitacreation217
@shishirkabitacreation217 21 күн бұрын
Hiii
@PrakashTarai-q9u
@PrakashTarai-q9u Ай бұрын
ଏ ଫିଲ୍ମି ଦେଖିଲା ପରେ ସେଦିନର ପିଲାବେଳର କଥା ମନେ ପଡ଼ି ଜାଉଛି ,କେତେ ସୁନ୍ଦର ଥିଲା ଲୋକ ମାନଙ୍କର ପରସ୍ପର ପ୍ରତି ଭଲ ପାଇବା ସନ୍ମାନ ‌,ଏବେ ଖାଲି ହିଂସା ଅହଙ୍କାର କ୍ରୋଧ ଲୋଭ ମୋଅର , ଆପଣ ମାନଙ୍କୁ ସବୁ ମିଳୁଛି ହେଲେ ଏଭଳି ମହାପୁରୁଷ ମିଳିବେନି କି ଆଉ ଏଭଳି ଫିଲ୍ମି ପାଇବେନି,ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@jitendrakumarjitendrakumar3452
@jitendrakumarjitendrakumar3452 Ай бұрын
ଭାଈ ଏମିତି ଆହୁରି ଅନେକ ପୁରୁଣା ଚଳଚ୍ଚିତ୍ର ଆମ କୁ ଦେଖାଅ 🎉❤
@BabluDas-zp8sg
@BabluDas-zp8sg Ай бұрын
Jau mananku bina search re milila like kara 😊😊
@srikantsahoo1085
@srikantsahoo1085 Ай бұрын
ଭାଇ ଆଜି ଆମେ ୨୦୨୪ରେ ଏ movie ଦେଖୁଚି .
@BhishmarathiSamantaray
@BhishmarathiSamantaray Ай бұрын
ବାଃ ବହୁତ୍ ବଢିଆ ଲାଗିଲା ଫିଲ୍ମଟି ପୁରା ସୁପର୍ ଡୁପର୍ ହିଟ୍।
@royalbirla3192
@royalbirla3192 Ай бұрын
❤❤❤ ଏକ ପ୍ରେରଣା ଦାୟକ ଚଳଚ୍ଚିତ୍ର, ଏକ ଶିକ୍ଷା,ଏମିତି ଚଳଚ୍ଚିତ୍ର ଆଉ ବର୍ତ୍ତମାନ ଦେଖିବାକୁ ମିଳିବନି
@RashmiJema
@RashmiJema Ай бұрын
ଅତି ସୁନ୍ଦର ପାରିବାରିକ ଚଳଚିତ୍ରଟି ମୁଁ ସ୍କୁଲ ରେ ପଢିବା ବେଳେ ଟ୍ୟାକ୍ସ ଫ୍ରି ଭାବେ 2ଟଙ୍କା ରେ ଦେଖିବାକୁ ହଲକୁ ଯାଇଥିଲି, ଧନ୍ୟବାଦ
@akasmitapradhan1523
@akasmitapradhan1523 Ай бұрын
Really amazing....piladina katha mane padigala 😢old is gold ❤
@MonojKumarpadhi-me1nk
@MonojKumarpadhi-me1nk Ай бұрын
ଏଭଳି ଓଡ଼ିଆ କଳାକାର ଙ୍କ ପାଇଁ ଆମ ଓଡ଼ିଆ ମୁଭି ଗାର୍ବିତ
@Kaushikjeet
@Kaushikjeet Ай бұрын
ଏଇ ସିନେମା ଗୁଡି଼କୁ ଲୁଚେଇ ରଖିବାର ନଥିଲା । 😢
@sureshkumarswain849
@sureshkumarswain849 Ай бұрын
90 kids like karo
@jibanpradhan2105
@jibanpradhan2105 Ай бұрын
ବହୁତ୍ ଦିନ ର ଅପେକ୍ଷା ଆଜି ଅନ୍ତ ହେଲା
@BapunMoharana-s6o
@BapunMoharana-s6o Ай бұрын
😊z v😊
@avilashmohapatra8080
@avilashmohapatra8080 Ай бұрын
Old is gold.. missing those days ❤
@Beauty-girl-shreenu
@Beauty-girl-shreenu 15 күн бұрын
2024 kia kia dekhicha like kara
@p.pradoshray951
@p.pradoshray951 Ай бұрын
My favourite movie nd superstar uttam mohanty ❤
@gunumunu0555
@gunumunu0555 Ай бұрын
ବା ଖୁବ୍ ସୁନ୍ଦର୍ କାହାଣୀ,,,, ଏମିତି କାହାଣୀ ଆଉ କାହିଁ,,,😢❤
@bikashmahanta7579
@bikashmahanta7579 Ай бұрын
ସୁପର୍ ହିଟ୍ ଫିଲ୍ମ ବହୁତ୍ ବଢିଆ ଲାଗିଲା ଫିଲ୍ମ
@AbhayaPani-u6y
@AbhayaPani-u6y Ай бұрын
ଆମସମୟରେ ଦେଖୁଥିଲୁ ଏବେ ସେଦିନ ନାହି😂😂😂😂😂
@aratiBehera-j7e
@aratiBehera-j7e Ай бұрын
Ai film ta asunatila pura ଆଜି ଆସିଛି ମୁ ଦେଖିବି 😊😊😊😊
@jitunjena5281
@jitunjena5281 Ай бұрын
Hnn bhai thiki kahicha
@ajitdalai4198
@ajitdalai4198 Ай бұрын
Bahut dina hela khoju thili eii film 😊 I'm happy 😊
@Pritamtv0
@Pritamtv0 Ай бұрын
Se ପୁରୁଣା ଦିନ ହିଁ ଭଲ ଥିଲା😢କୁଆଡେ ଗୋଲା ସେ ସମୟ😢 ଲୋକ ମାନେ କେତେ ଭଲ ଥିଲେ😢😢
@dillipmohanty1000
@dillipmohanty1000 Ай бұрын
Old is gold ସତରେ ପୁରୁଣା ଅଭିନେତା, ଅଭିନେତ୍ରୀ ଓ ଲେଖକ ଥିଲା ଖୁବ ଉନ୍ନତମାନର କିନ୍ତୁ ବର୍ତ୍ତମାନର ଫିଲ୍ମ ଖାଲି କପି ଏବଂ ଦୃଶ୍ୟ ଦେଖିବାକୁ ଲଜ୍ଜିତ ମନେ ହୁଏ
@AbhimanyuPradhan-o9w
@AbhimanyuPradhan-o9w Ай бұрын
ପୁରୁଣା ସିନେମା ସବୁବେଳେ ଦେଖିବାକୁ ନୁଆ ❤
@ankitmohanty8190
@ankitmohanty8190 Ай бұрын
Many many thanks for upload this movie, because my very very favourite movie,last scene heart touching
@TNT_Pushpa_yt-sx6pd
@TNT_Pushpa_yt-sx6pd Ай бұрын
ବହୁତ୍ ସୁନ୍ଦର୍ ଫିଲ୍ମରେ ବହୁତ୍ ସୁନ୍ଦର୍ ଅଭିନୟ ସମସ୍ତଙ୍କର
@youngstargroup3905
@youngstargroup3905 Ай бұрын
Tq sir bahut dina ru aparekhiya re thili e filim pani❤❤
@jagannath-creation
@jagannath-creation Ай бұрын
ଓଡ଼ିଆ movie ରାମରାହିମ, ସୁନାସଂସାର, ଏଇଘର ଏଇସଂସାର, ଦାଦାଗିରି upload କରନ୍ତୁ plz
@rasmitajena1534
@rasmitajena1534 Ай бұрын
Old is gold❤
@kumudachbhutiajp9189
@kumudachbhutiajp9189 Ай бұрын
ଅତି ସୁନ୍ଦର ଫିଲିମ୍ 🙏👍ଜୟ ଜଗନ୍ନାଥ
@OMRANA-t4k
@OMRANA-t4k Ай бұрын
Chhot belar dekhla moovi... Aakhi pani asi jesi ... Bahut Sundar...
@swarupkumar5346
@swarupkumar5346 Ай бұрын
Thanks For Uploading This Movie
@ramitMahakur
@ramitMahakur Ай бұрын
2024 ରେ kie dekhu6 like comment share kara Jay shree Ram
@prasantapanda1703
@prasantapanda1703 Ай бұрын
ଏ ଫିଲ୍ମର ଗୀତ ଗୁଡିକ ବହୁତ ସୁନ୍ଦର କିନ୍ତୁ ଗୀତ ଗୁଡିକୁ କାଟି ଦିଆଯାଇଛି କାହିଁକି
@NarayanamoharanaNm
@NarayanamoharanaNm Ай бұрын
This film is top film in odia film industry
@narayanamoharana6660
@narayanamoharana6660 Ай бұрын
Top movie
@BhagyalataGouda-y1w
@BhagyalataGouda-y1w 22 күн бұрын
Pilabele bahut dekhichi tv re aau kandichi Madhya hruday ku chuinlabhali film tie ama ghara aama sanshara❤❤😢😢🎉🎉jay jagannath 🙏🙏🙏❤️❤️❤️❤️❤️
@pkonthespotlive5597
@pkonthespotlive5597 Ай бұрын
ଅନୁଭବ ମହାନ୍ତି ତୋ ଦମ୍ ଅଛି ତ ଏମିତି ଫିଲ୍ମ ତିଆରି କରି ଦେଖ
@ramakumar-ww7ru
@ramakumar-ww7ru Ай бұрын
To ra dam achi to to bopa bhaliya hei ki dekha
@pkonthespotlive5597
@pkonthespotlive5597 Ай бұрын
@ramakumar-ww7ru tu kie be
@pkonthespotlive5597
@pkonthespotlive5597 Ай бұрын
@@ramakumar-ww7ru tu kie be
@kasturi1400
@kasturi1400 Ай бұрын
Mu 2024 re.. Dekhuchi❤❤❤
@gopalchandranayak9384
@gopalchandranayak9384 Ай бұрын
E kebala gote movie nuhen abhula smruti...hajijaithiba dina sabu manepadijauchi😢old is always gold 😊
@Ratankumar-pz5jt
@Ratankumar-pz5jt Ай бұрын
Film ଆରମ୍ଭ ରୁ ରାଇମୋହନ ପରିଡା sir ଙ୍କୁ dekhibaku milila 🙏
@DebanshiDakua
@DebanshiDakua Ай бұрын
Super ❤❤❤
@RanjanSundaray-ty4vf
@RanjanSundaray-ty4vf Ай бұрын
ସେ ଦିନ ସବୁ କୁଆଡେ ଗଲା ।ପୁରୁଣା ଫିଲ୍ମ୍ ଦେଖିବାକୁ କେତେ ଘର ଯେ ବୁଲିଛୁ ସେ କଥା କାହାକୁ ଅଛପା ନାହିଁ।ପୁରୁଣା ଫିଲ୍ମ୍ ଦେଖିଲେ ସେତେବେଳର ଗାଁ ଭାଇ ଭଉଣୀ ମାନଙ୍କ ଭିତରେ କେତେ ଭଲ ସମ୍ପର୍କ ଥିଲା ଭାବିଲେ ଦୁଃଖ ଲାଗୁଛି ।ଯଦି ସେ ଅତୀତ ପୁଣି ଫେରି ଆସନ୍ତା ତେବେ ମୁଁ ପୁଣି ସେ piladinaku bachhanti । ଜୟ ଜଗନ୍ନାଥ
@bikramnaik6907
@bikramnaik6907 Ай бұрын
Thik kahu6a
@tapaskumar6085
@tapaskumar6085 Ай бұрын
ଠିକ କଥା 👌
@prativarabimohanty2654
@prativarabimohanty2654 Ай бұрын
Sata katha
@maninag4819
@maninag4819 Ай бұрын
Right katha kahuchha bhai 👍
@ShashikantaDehuri
@ShashikantaDehuri Ай бұрын
Hmm Bhai Thik katha
@baazigardewana9193
@baazigardewana9193 23 күн бұрын
Kete Sundar Beautiful se dina thila odiya movie dekhiba pain Sunday re 4ta bele ghara housefull hei jau thila see dina aau asiba nai .. Ete beautiful story movie 👍 all Legendary Actor's Acting 🙏.. jete thara dekhili bi bohut vala laguchi
@subhendusahu2183
@subhendusahu2183 16 күн бұрын
Today 30.11.2024 at 9 am with rain And bhel& mixture
@DhaneswarBhuyan-uk6tg
@DhaneswarBhuyan-uk6tg Ай бұрын
I like to watch old odiya movie
@s..dev..kumar..
@s..dev..kumar.. Ай бұрын
❤Apanku ❤koti ❤koti naman ❤sir❤ Jia❤ upload Kari❤ chhanti
@ajayakumarbeherabehera1097
@ajayakumarbeherabehera1097 28 күн бұрын
Family movie more bahut bahut like.old is gold
@David-qr7xo
@David-qr7xo 18 күн бұрын
Sunday dina lunch sarei DD national re family sah basi odia film....missing those days ❤❤❤
@PriyankaDas-db2wh
@PriyankaDas-db2wh 24 күн бұрын
2025 re kiye a movie dekhiba ku cahun cha 😊 ?
@nayaktechnical0304
@nayaktechnical0304 Ай бұрын
Thank you movie ku upload kari thibaru❤
@pramodkumarmohanta685
@pramodkumarmohanta685 Ай бұрын
Super movie🎉🎉🎉🎉🎉🎉
@somanathnayak1613
@somanathnayak1613 Ай бұрын
Bahut dina thu khojuthili mili gala, bahut bhala film
@Chandanswain03
@Chandanswain03 9 күн бұрын
Bahut bahut bhala movie🍿🎥🍿🎥 Old is Gold
@jatinkumarnayak123
@jatinkumarnayak123 7 күн бұрын
ଓଡ଼ିଆ ସିନେମା ର ଅଭୁଲା ସ୍ମୃତି ମୋ ମରିବା ସହିତ ହିଁ ମନରୁ ଲିଭିବ..
@PabitraFunny
@PabitraFunny Ай бұрын
Old is gold ❤ Bahut dina ra apekhya thila
@nrusinghasahoo2998
@nrusinghasahoo2998 Ай бұрын
Very nice and beautiful 😭😭😭😭🙏🙏
@KarunaSahu-iu9ep
@KarunaSahu-iu9ep Ай бұрын
All artists super star ❤❤ and film super duper uper cinema ❤❤❤❤🎉🎉
@BhishmarathiSamantaray
@BhishmarathiSamantaray Ай бұрын
ଉତ୍ତମ ମହାନ୍ତି ଅଭିନିତ ଦାଦାଗିରି, ରଜନୀ ଗନ୍ଧା, ଅକୁହା କଥା ସୁପର୍ ହିଟ୍ ଚଳଚ୍ଚିତ୍ର। ଏହି ଫିଲ୍ମ ଗୁଡିକ ଛାଡନ୍ତୁ ।
@bullet3455
@bullet3455 Ай бұрын
Mu apekshya kari thili kebe asiba boli finally asigala flim dekhi bhari khusi lagila🎉🎉🎉
@SmrutiMediaHoSantaliSongs
@SmrutiMediaHoSantaliSongs Ай бұрын
❤❤❤
@krushnamallick9734
@krushnamallick9734 Ай бұрын
Kete sundar film.pura odia gharara kahani.❤❤❤❤❤
@LaxmipriyaSethy-i9e
@LaxmipriyaSethy-i9e Ай бұрын
Bahut bhala laguchi puruna katha sabu mane padijauchi
@papumania1996
@papumania1996 Ай бұрын
Suna ସଂସାର movie upload please
@ranjannayak5370
@ranjannayak5370 Ай бұрын
Thank you so much Bhai ❤❤❤❤
@subhendusahu2183
@subhendusahu2183 16 күн бұрын
Time thila TV nathila Aji TV achi but time nahi
@SarojiniRout-j6i
@SarojiniRout-j6i Ай бұрын
ଆମେ ସାଥି ହୋଇ video ରେ ଏହି ସିନେମା ଦେଖିଥିଲୁ ❤❤❤ କିନ୍ତୁ ଆଜି ସେ ସବୁ ସ୍ଵପ୍ନ ହୋଇ ଯାଇଛି ସତ, କିନ୍ତୁ ପୁରୁଣା ସିନେମା ଦେଖା ଛାଡ଼ିନି 🙏🙏
@kaliaswain9908
@kaliaswain9908 11 күн бұрын
Dekhilathu 😢😢😢Kanda laguchi
@vikramkumar...2265
@vikramkumar...2265 Ай бұрын
ବହୁତ୍ ସୁନ୍ଦର୍ 🎉🎉🎉🎉
@RamdeepGoswami-v9o
@RamdeepGoswami-v9o Ай бұрын
Super movie thanks for uploading the movie
@tapanrana8288
@tapanrana8288 17 күн бұрын
Bahut sundar ei odia film 🙏
@tanmayahota1425
@tanmayahota1425 Ай бұрын
ରବିବାର ଦିନ ଆମ ଘରେ ଜଗା ହୁଏ ନଥିଲା
@AshaAsha-v9p
@AshaAsha-v9p Ай бұрын
Thanks for Big odia cinema chanal❤
@deepakroul4232
@deepakroul4232 26 күн бұрын
Re samaya mo pila dina mate de farei😢 this movie history of odisha ❤
@aeitajeevan513
@aeitajeevan513 Ай бұрын
Jai Jagannath 🙏
@AbhayaPani-u6y
@AbhayaPani-u6y Ай бұрын
ଭାଈ ଧନୗଵାଦମନେରଖିଚ ବହୁତୁଖୁସିଲାଗିଲା🎉🎉🎉🎉
@PrabhatSahoo-f3e
@PrabhatSahoo-f3e Ай бұрын
Jaha b kuha film dekhibara.maza asigalaa.👌👌👌👌👌
@pruthivrai6632
@pruthivrai6632 23 күн бұрын
ଦିନ ଚାଲିଗଲା ହେଲେ ଚିହ୍ନ ରହିଗଲା 😢
@deepakkumarsahoo3537
@deepakkumarsahoo3537 Ай бұрын
Bahut badhia film❤
@rasmiranjanmishra5429
@rasmiranjanmishra5429 27 күн бұрын
Aakhi re luha asigala😢😢😢😢
@somanathamaharana6412
@somanathamaharana6412 Ай бұрын
ଧନ୍ୟଵାଦ ଏଇ ଓଡ଼ିଆ ଫିଲ୍ମ ଟି ଡାଉନଲୋଡ଼ କରିଥିବାରୁ
@SureshMishra-z8q
@SureshMishra-z8q Ай бұрын
ମମତା ମାଗେ ମୂଲ
@alokpuhan9896
@alokpuhan9896 26 күн бұрын
Yaku kuhanti odia movie 👌👌
@sahoogkandmotivation6534
@sahoogkandmotivation6534 Ай бұрын
Satare kete sundar thhila sedino. Jaha heu mu 90 dasaksro pila
@gayatribehuria9089
@gayatribehuria9089 Ай бұрын
Kate sundar Film ❤
@AkruraPradhan-f4f
@AkruraPradhan-f4f 27 күн бұрын
Neismovi.dhanybada❤🎉
@tapassahoo2675
@tapassahoo2675 Ай бұрын
Dhanyabad... Upload karithibaaru
@dassaishabaDJfan
@dassaishabaDJfan Ай бұрын
My favourite movie 🎉😂❤
@devofficialvideo4777
@devofficialvideo4777 Ай бұрын
ଏ ଫିଲ୍ମ ଦେଖିଲି ଏତେ କାନ୍ଦ ଲାଗୁଛି 😢
@SmrutiMediaHoSantaliSongs
@SmrutiMediaHoSantaliSongs Ай бұрын
Superb movie
@srikantasahu2330
@srikantasahu2330 Ай бұрын
A movie dina Ama gan re road upare dakhi thhili Au aji dakhiba ru Mo akhiru akhiyaa luha bahari jauchhi.... Love you maa 😢😢😢
@NijarChabs
@NijarChabs 28 күн бұрын
DD ODIA Childhood Memories 👨‍👨‍👧‍👧
黑天使只对C罗有感觉#short #angel #clown
00:39
Super Beauty team
Рет қаралды 35 МЛН
To Brawl AND BEYOND!
00:51
Brawl Stars
Рет қаралды 16 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 689 М.
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 1,6 МЛН
Sei Jhiyati | Full Odia Movie | Uttam Mohanty | Siddhant Mohapatra | Rachana Banarjee
2:36:01
黑天使只对C罗有感觉#short #angel #clown
00:39
Super Beauty team
Рет қаралды 35 МЛН