ବିଜେଡିରେ ମିଶିବେ ଅପରାଜିତା !

  Рет қаралды 199,085

Niankhunta

Niankhunta

Күн бұрын

Social media rumor about Aparajita Sarangi MP, BHUBANESWAR
#aparajita #aparajitaofficial #dharmendrapradhan #manmohansamal #babusingh #jagannathpradhan #lekhashree #bhrugubaxipatra #iraniray #prakashbehera #pradeepkumarmajhi #chiranjeevbiswal #manmathkumarroutray #surendrasinghofficial #sukantakumarnayak #ksuryarao #sujitkumar #election2024 #mp #cmodisha #bjd #bjdodisha #naveenpatnaik #naveenodisha #vkpandian #bjp #bjpodisha #pranabprakashdas #public #niranjanbishi #memberofparliment #sujitkumar #kalahandi #puribjd #bhubaneswar #news #odianews #journalist #news #bjp #bjd #bjdodisha #odianews #congress #public #bjdworker #mohanmajhi #politics #politicalnews #bhubaneswar #odisha #beaurocrat #sankhabhawan #odia #capital #peopleofodisha #people #journalist #reporter #odishabhaskar #pratidinnews #pratidintv #pplnews #nirbhayasuchana #focusplus #mamata #1974unit1highschool #niankhunta

Пікірлер: 196
@arjunsabar8471
@arjunsabar8471 Ай бұрын
ଅପରାଜିତା BJD ରେ ଗଲେ ଲେଖାଶ୍ରୀର ଅସୁବିଧା ଵୋଗିବ
@pradeepkumarjena4162
@pradeepkumarjena4162 Ай бұрын
ମିଛରେ ଭାଇ ରାଲ କରୁଛନ୍ତି ବିରୋଧି ବିଜେଡି ର ତଳି ତଳାନ୍ତ ହେବାକୁ ଯାଉଛି ଯଦି ବା ଅପରାଜିତା ମାଡାମ ବିଜେଡି ର ମିସିଲେ ଗୋଟିଏ ନୁଆ ଇତିହାସ ପୁସ୍ତକେର ଲେଖା ହେବ ବିଜେପି ପାଇଁ କିଛି ଦିନ ହେଲା ଯୋର ରେ ଭାଇ ରାଲ ହେଉଛି କାରଣ କଣ ହୋଇ ପାରେ ବଡ ସଡ ଯନ୍ତ୍ର ଚାଲିଛି
@sriharash-j3i
@sriharash-j3i Ай бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଙ୍କ ଆଶ୍ରୀଇପାତ ଜୟ ନବୀନ
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ବାଳ ନାଁ 😂😂😂😂
@rabinarayanbiswal468
@rabinarayanbiswal468 Ай бұрын
Election ପୂର୍ବରୁ BJP BJD ମେଣ୍ଟ ଆଲୋଚନା ଯୋର ଧରିଥିଲା ହେଲା କ'ଣ ଏ ସବୁ ଫାଲତୁ କଥା
@trilochanmohanty-rc2rl
@trilochanmohanty-rc2rl Ай бұрын
ନିଶ୍ଚିତ ବିଜେପି ଦୁଇ ଫାଳ ହେବ
@SwabhimanOdia93
@SwabhimanOdia93 Ай бұрын
Hnnn. Aneitha
@hrudayaranjankhamari6174
@hrudayaranjankhamari6174 Ай бұрын
ଦିନ ବେଳେ ସ୍ବପ୍ନ ଦେଖୁଥା
@SureshChandraSahoo-k8f
@SureshChandraSahoo-k8f Ай бұрын
Becare ଅପରାଜିତା ମ୍ୟାଡମ୍, ଏବେ ବି Bjd ରେ ବେଇମାନ ପାଣ୍ଡିଆନ୍ ଭାଇରସ୍ ଜୀବିତ ଅଛି l ଏ ତାମିଲ ଗରିଲା ହାରମ୍ ଜ୍ୟାଦା ପାଣ୍ଡିଆନ୍ କରୋନା 19 ଭାଇରସ୍ ଠାରୁ ସହସ୍ରାଧିକ ଗୁଣ ରେ ମାରାତ୍ମକ l ଏ ମାରାତ୍ମକ ଭାଇରସ୍ କୁ ନବୀନ ପଟ୍ଟନାୟକ କୋଳରେ ଧରି ଖୁବ୍ ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରି ରଖି ଅଛନ୍ତି l Ok.Thank's
@pravasranjannayak2144
@pravasranjannayak2144 Ай бұрын
Mind blowing writing
@ashokdash1421
@ashokdash1421 Ай бұрын
ମିଛ କଥା। କାହିଁକି ନା କେବଳ ଅପରାଜିତା ହିଁ ଜାଣନ୍ତି ପ୍ରକୃତ ବିକାଶ ର ସଞା। ବିଜେଡି ର କୁଛିତ ରାଜନୀତି କୁ ବର୍ତମାନ ପାଳନ କରାଯାଉଛି ବୋଲି ଲୋକେ ଧରିନେବେ।ଏହାମଧ୍ୟ ବହୁତ ଖ୍ୟତି ପହଞ୍ଚାଇବ। ଏସବୁ ମିଛ କଥା।
@gajendranathjena356
@gajendranathjena356 Ай бұрын
ସମ୍ଭବ ନୁହଁ ବରଂ ବିଜେଡିରୁ ବିଜେପିକୁ ଆସିବେ ମିଶିବେ ଅପରାଜିତା କେବେ ନୁହଁବିଜେଡିରେ
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
Right 👍👍
@sudhirdas1311
@sudhirdas1311 Ай бұрын
ହଁ କହୁଥିଲେ ପୁରା ସତ କଥା, ଆପଣ ଜଣେ ତ୍ରିକାଳ ଦର୍ଶି
@purnachandragouda5282
@purnachandragouda5282 Ай бұрын
ମହାରାଷ୍ଟ୍ର କର୍ଣାଟକ ମଧ୍ୟ ପ୍ରଦେଶ ରେ ଜାଇଛନ୍ତି
@prasantakumar1523
@prasantakumar1523 Ай бұрын
ତୁରନ୍ତ ଆବଶ୍ୟକ । ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ।
@ManashMohanty-tn5ph
@ManashMohanty-tn5ph Ай бұрын
ଯଦିବି ହୁଏ ବହୁତ ଭଲ ହବ
@pramoddas9507
@pramoddas9507 Ай бұрын
ମିଛ ଖବର 😮
@samarjitprusty7315
@samarjitprusty7315 Ай бұрын
Aparajita full strong in bjp Orissa new roll
@swaincreations6984
@swaincreations6984 Ай бұрын
ଭାଇ ତୁମର କୋଉ channel ??
@SarjanNaik-y3s
@SarjanNaik-y3s Ай бұрын
ନିଜର୍ ସ୍ବାର୍ଥ ପାଇଁ ........, ଯେଉଁ ପାଟି ନିଜ ପାଇଁ ଭଳ ସେ ପାଟି ଆମର ???
@mitumishra3216
@mitumishra3216 Ай бұрын
Aparajita Nk Pain Aji Odisha Re B J P Sarkar Gathan Hoiparila
@anvlog1851
@anvlog1851 Ай бұрын
CM ହେବା ପାୟନ
@mohankumarjena6082
@mohankumarjena6082 Ай бұрын
Madam many many thanks
@SurendraPrasadDash-uc6vv
@SurendraPrasadDash-uc6vv Ай бұрын
Very Proud Ness Woman,I was Called Her Secretary,Secretary Received But Madam Disconeted,
@sarojinibehera3680
@sarojinibehera3680 Ай бұрын
ମିଶିଲେ କ'ଣ ହେବ ସବୁ ମାଟିରେ ମିଶି ଗଲାଣି
@niranjanrout5720
@niranjanrout5720 Ай бұрын
V.VVVVV. VERY GOOD . Vel come . Madam didi
@JogeswarMajhi-lt7hj
@JogeswarMajhi-lt7hj Ай бұрын
ନବୀନ ପଟ୍ଟନାୟକ ବିଜେପି ରେ ମିଶିବେ,,ଆଉ ମୁଖ୍ୟମନ୍ତ୍ରୀ ହେବେ,
@pravasranjannayak2144
@pravasranjannayak2144 Ай бұрын
Chalu chalu sanstha chalu.
@s_sarojakumar7270
@s_sarojakumar7270 Ай бұрын
ଆସନ୍ତା election ପୂର୍ବ ରୁ ମିଶି ପାରନ୍ତି କିନ୍ତୁ ଏବେ ନୁହଁ😮
@suryanarayansahu5375
@suryanarayansahu5375 Ай бұрын
ଦଳବଦଳନୀତି ବନ୍ଦ କରିବା ଜଦିଯିଏ କରେ ତାକୁ ରାଜନୀତି ରୁ ବାହାର କରିବା ଉଚିତ
@SantoshMeher-v4h
@SantoshMeher-v4h Ай бұрын
ଆପଣ ଦିନ ବେଲାରେ ସପ୍ନ ଦେଖୁଛନ୍ତି
@goparanjansahu9096
@goparanjansahu9096 Ай бұрын
Aparajita mam should be make own party
@HareKrushna-f3d
@HareKrushna-f3d Ай бұрын
ମୋ କହିବା କଥା ମନମୋହନ ସାମଲ ଯେଉଁ B J P ଦଳର ସଭାପତି ସେହି ଦଳରୁ ଟିକଟ୍ ପାଈ ନିର୍ବାଚନ ଲଢୁଥିଲେ କିନ୍ତୁ ଲୋକେ ତାଙ୍କୁ ଚାହୁଁ ନଥିବାରୁ ସେ ହାରି ଗଲେ ଫଳରେ ନିୟମ ଅନୁସାରେ ସେ ଆଉ ଦଳର ସଭାପତି ହେବା ସମ୍ଭାବନା କୁ ସେ ହରେଇ ବସିଛନ୍ତି ସେ ମୋ( ମା ) ଅପରାଗିତାଙ୍କର କୋଉ ଗୁଣକୁ ସରି ହେବେ କଣେ କାଢୁଆ ନେତା କିଏ ଅଛ ତାଙ୍କୁ ସରି ହେବ ? ମୁ ନବୀନ ବାବୁଙ୍କୁ ମୋ ନିତି ରେ ଭଲ ପାଏ ।ସେହି ଦିନ ମୁଁ ବିଗିଡ଼ି ଗଲି ଯେବେ ମୋତେ ସରକାରଙ୍କ ତରଫରୁ ଗୋଟିଏ ଘର ମିଳିଲା ତାହା ଥିଲା ବିଜୁ କୁଟିର କିନ୍ତୁ ନବୀନ ବାବୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଚଞ୍ଚକତା କରି ନିଜ ବାପାଙ୍କ ନାମ ରେ ବେବସ୍ଥା କରି ୪୦ ହଜାର ଟଙ୍କା ଖାଇଦେଲେ ମୋ ଘର ଅଧାରେ ହିଁ ରହି ଗଲା ସେ ଦିନଠୁ ମୁ ଏକା ଏକୁଟିଆ ହୋଇ ରହିଗଲି । ମୁଁ ମହା ପ୍ରଳୟ ଋପରେ ଅଛି ଏବେକାର ସରକାରଙୁ ଆପଣଙ୍କ ମାଧ୍ୟମ ରେ ଜଣାଇଲି । ଆଉ ମୋ( ମା ) ଅପରାଗିତାଙ୍କ ବାବଦରେ ଯେଉଁ ମାନେ ବିଭିନ୍ନ୍ ଗଣ ମାଧ୍ୟମରେ ନାନା ଟିପଣି ମାନ ଦେଉଛନ୍ତି ତାହା ମୁ ପଢି କି ଲେଖିଲି ,କିନ୍ତୁ ଆଞ୍ଚଳିକ ଦଳକୁ ମୋ ମା ଯଦି ଆସନ୍ତି ତେବେ ସେ ହେବେ ମୋ ଆଖିରେ ଗଣତନ୍ତ୍ର ର ହତ୍ୟା କାରି 🙏🙏❤❤
@kalucharanpaikray7238
@kalucharanpaikray7238 Ай бұрын
ମମତା, ସୁଜିତ କୁମାର.........?? ଜ୍ଞାନୀ ଶ୍ରେଷ୍ଠ........
@priyanshuweb7717
@priyanshuweb7717 Ай бұрын
Election ଆଉ ଥରେ ହେଉ jou ମାନେ ଚାହୁଁଛନ୍ତି thale please like କରନ୍ତୁ 😊😊
@swadhikarbetaj3768
@swadhikarbetaj3768 Ай бұрын
ମିଥ୍ୟା ଅପପ୍ରଚାର
@nilamanikar954
@nilamanikar954 Ай бұрын
ମିଛ କଥା
@DurgaprasadaMaharathi
@DurgaprasadaMaharathi Ай бұрын
Madam, this is the real time to change the history which will be talked for ever
@umapatra1958
@umapatra1958 Ай бұрын
Very good mam 💋hai
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🌹🌹🙏
@HiranyaBagarty-w1j
@HiranyaBagarty-w1j Ай бұрын
Jay bjp
@subashchandrapatra3128
@subashchandrapatra3128 Ай бұрын
Aparajita bjp quit Kari bjd re join Kari CM hebe
@arjunpradhan5615
@arjunpradhan5615 Ай бұрын
ଧିକ ତମ ରାଜ ନୀତି ପଣିଆ ଛି ଛି ତମକୁ ଅପରାଜିତା।
@artatranatripathy7618
@artatranatripathy7618 Ай бұрын
Dharmendra interested for coalition with BJD,but Aparajita and Manmohan are strongly fought for only BJP Govt,
@suryakantamahunta653
@suryakantamahunta653 Ай бұрын
ଲୋକ ଆଉ ସମର୍ଥନ କରିବେନି।
@Reenabehera0
@Reenabehera0 Ай бұрын
BJD 👍🏻🙏🏻
@lifeismiracle9678
@lifeismiracle9678 Ай бұрын
Good....... quickly....join bjd....again Naveen Patnaik CM.
@SureshChandraSahoo-k8f
@SureshChandraSahoo-k8f Ай бұрын
Bjd ଶାସନ କାଳରେ, ପାଣ୍ଡିଆନ୍, ପ୍ରତାପ ଜେନା, ବବି ଦାସ, Bjd ର କରୋନା 19 ଭାଇରସ୍ ଭାବେ ପରିଚିତ ହୋଇ ଏମାନେ ଥିଲେ l ଏବେ ବିଜେପି ମଧ୍ୟ ସେଇ ତରିକା ଆପଣେଇ ନେଇଛି, Bjd ର କରୋନା ଭାଇରସ୍ ମାନବ ପାଣ୍ଡିଆନ୍ ପରି ବିଜେପି ରେ ମୁକୁ ବାବୁ (ଧର୍ମେନ୍ଦ୍ର ପ୍ରଧାନ) ,ବବି କରୋନା, ଭର୍ତୃହରି ମହାତବ, ମାହାଙ୍ଗା ଭାଇରସ୍, ବିଜେପି ର ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ l ଏମିତିକା କରୋନା ଭାଇରସ୍ ସବୁ ଦଳରେ ଅଛନ୍ତି ରହିବେ ମଧ୍ୟ l ଦଳ ବଦଳ କଲେ ବି ଅପରାଜିତା ମ୍ୟାଡମ୍ ଙ୍କ ଲୋକ ପ୍ରିୟତା ବ୍ୟକ୍ତିଗତ ସମ୍ମାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇ ପାରେ l ସବୁ ଦଳ ରେ କିଛି ନା କିଛି ଭିଲିଆନ ଅଛନ୍ତି l ସାହାସ ଧର ଏବଂ ପାଣ୍ଡିଆନ୍, ବବି, ପ୍ରତାପ,ଧର୍ମେନ୍ଦ୍ର, ମନମୋହନ, ଭର୍ତୃହରି ମହାତବ ମାନଙ୍କ ପରି ଗୋଛିକଟା ମାନଙ୍କ ମୁକାବିଲା କରିବା ଶିଖ l Ok.
@artatranatripathy7618
@artatranatripathy7618 Ай бұрын
Without Aparajita no future of BJP in odisha
@hemantakumarmohanty849
@hemantakumarmohanty849 Ай бұрын
ସବୁ ମିଛ ଖବର
@Kabul.123
@Kabul.123 Ай бұрын
ଭଲ ହେବ
@pradeepkumarpattnayak7740
@pradeepkumarpattnayak7740 Ай бұрын
ବେକାର କଥା
@brajamohanmohanty4509
@brajamohanmohanty4509 Ай бұрын
Good day to Aparajita madam. You flourished due to Naveen Pattanaik. You are not properly understood by BJP.
@mitupatasani8
@mitupatasani8 Ай бұрын
Apanaku mor pranam grahan karantu Jay shree ram jay jagannath sapan dekhu chi bjd odisa basinkar biswo re ke bhe bi bis debe na hi Jay shree ram jay jagannath
@harekrushnasahu3337
@harekrushnasahu3337 Ай бұрын
Bhala heba
@saratkumarmohanty4958
@saratkumarmohanty4958 Ай бұрын
BJD RA MITHYA PRACHAR
@rajkumarmohanta813
@rajkumarmohanta813 Ай бұрын
Everyone of odisha has seen how Modi misbehave on the stage during election campaign in bhubaneswar.... shame... shame....
@pareshchmajhi9112
@pareshchmajhi9112 Ай бұрын
Fake
@sanjaypanda3677
@sanjaypanda3677 Ай бұрын
ଭଲ ହେବ l
@susamaparida7618
@susamaparida7618 Ай бұрын
Wel.come.❤❤❤❤❤❤
@BipramohanBiswal
@BipramohanBiswal Ай бұрын
It is a shameful matter to her.
@debasisrout6156
@debasisrout6156 Ай бұрын
Bjd sarkar kariba
@sunilrauto5923
@sunilrauto5923 Ай бұрын
ନବୀନ BJP ରେ ମିଶିବେ
@manishapattanayak2152
@manishapattanayak2152 Ай бұрын
😂😂😂
@Binodkumar-if6lk
@Binodkumar-if6lk Ай бұрын
Haba hii haba...
@sachidanandajena2896
@sachidanandajena2896 Ай бұрын
ବାଳ ନିୟୁଜ କଣ ପାଁଇ
@abhishekpadhi3868
@abhishekpadhi3868 Ай бұрын
Aparajita always Aparajita 🎉
@sasankharichandan9910
@sasankharichandan9910 Ай бұрын
Rust News
@harishmeher4563
@harishmeher4563 Ай бұрын
ସଂପୂର୍ଣ୍ଣ ମିଛ କଥା
@pradoshbehura3794
@pradoshbehura3794 Ай бұрын
ମିଛ କଥା ପ୍ରଚାର୍ BJD କରୁଛି।
@renubalamohapatra7437
@renubalamohapatra7437 Ай бұрын
ଭାଇ ଭୁଲ୍ କହିଲ ଏ ମିଛ ଖବର ବିଜେପି ହିଁ ପ୍ରଚାର କରୁଛି।
@ashokkumarnayak2055
@ashokkumarnayak2055 Ай бұрын
ଗୁଜବ
@sidharthcinevision925
@sidharthcinevision925 Ай бұрын
ତୁ ମାଆ giha କହିଙ୍କି ଅପ ପ୍ରଚାର କରୁଛୁ।
@raghunathpanda5000
@raghunathpanda5000 Ай бұрын
ଏ ଚ୍ୟାନେଲ ଫେକ୍ ନିଉଜ କରି ରାତାରାତି ସବ୍ କ୍ରାଇବର୍ ବଢେଇ ଇନକମ୍ କରିବା ଚାହୁଁଚି। ତେଣୁ କେହି ବି ଲାଇକ୍,କମେଣ୍ଟ ସେଆର କରନି କି ସବ୍ କ୍ରାଇବ୍ ଜମାରୁ କରନି।
@manishapattanayak2152
@manishapattanayak2152 Ай бұрын
😂😂😂
@akshyakumarmishra8038
@akshyakumarmishra8038 Ай бұрын
So well come 👌💐💐💐💐
@PanbabPanda
@PanbabPanda Ай бұрын
If so thought'she has to resign from mp'then her condition shall be like pandian fate.be sure.
@nandansahu3832
@nandansahu3832 Ай бұрын
Nabin bhi bjp join karibe
@Rurusingh
@Rurusingh Ай бұрын
କଣ ପାଇଁ ମନ ଇଚ୍ଛା ଗପୁଚ ନା ଅପରାଜିତା ପଇସା ଦେଇଛନ୍ତି। କିଏ କେତେ ଗୋଷ୍ଟି କରିଥାଇ ପାରନ୍ତି। କିନ୍ତୁ ଧର୍ମେନ୍ଦ୍ର ଙ୍କର କିଛି ଗୋଷ୍ଟି ନାହିଁ କାରଣ ଧର୍ମେନ୍ଦ୍ର ହିଁ BJP
@manishapattanayak2152
@manishapattanayak2152 Ай бұрын
😂😂😂
@iswarbehera1372
@iswarbehera1372 Ай бұрын
ତମ ଚାନେଲ ମିଛୁଆ
@liliptamohanty8405
@liliptamohanty8405 Ай бұрын
Bhala haba missile....odisha bahut agaku jiba ❤
@Binodkumar-if6lk
@Binodkumar-if6lk Ай бұрын
Mdm Create new party.
@Odisha_News_Live
@Odisha_News_Live Ай бұрын
Hot topic
@sanjayamohapatra2726
@sanjayamohapatra2726 Ай бұрын
Right decision
@ChintamaniBehera-k1x
@ChintamaniBehera-k1x Ай бұрын
Bjp_win_in_odisha_only_for_aparajita.
@arjunasahoo1712
@arjunasahoo1712 Ай бұрын
Aparajita mam nku BJP ra mukhia tanku anadekha karichhanti 2thar am Odisha rjadhanire BBSR nirbachita hoichhanti but tanku pada milila nanhi eta gote sakta chapuda lagichhi am karmi mananku sethi pane badaliba bhala kichhi mamnka pane pada nthila ethar ame sapath neuchhu agami 5 barsare dala change karibu ebn Odisha ra nga Sathi bhai bhauni manankar staeyi nijukti na milile
@gaganbiharisamantaray1122
@gaganbiharisamantaray1122 Ай бұрын
ଆରେ vai ଆମେ ତମ ମେଡ଼ିଆ ଜାଣୁଛୁ ଆମେ ଯାଇଁ ତାଙ୍କ ସହ କଥା ହାଉନୁ
@prafullakumarrout8531
@prafullakumarrout8531 Ай бұрын
Bahuta sundar mam
@SansayGond
@SansayGond Ай бұрын
😊
@rabinarayanparida5682
@rabinarayanparida5682 Ай бұрын
Manmohan.samal.hele.mukhymantri.odisaku.purakhaidaba
@JameshJameshmajhi
@JameshJameshmajhi Ай бұрын
Very good
@BhaskarBeherdalai
@BhaskarBeherdalai Ай бұрын
Aprajita sadngi jadi BJD Dala Ree misa thahala sea Rajniti chadidiantu
@swaincreations6984
@swaincreations6984 Ай бұрын
ଭାଇ ତମେ କଣ ତୁମ ଘରେ ବସି news ପଢ଼ୁଛ ନା କଣ ??
@bijayswain4460
@bijayswain4460 Ай бұрын
Sukhilare ajarha news Kan pain kahuch vai.BJD agami electionre au thib ta?
@KunaGauda-hq7yb
@KunaGauda-hq7yb Ай бұрын
OkBjd***Hii❤❤❤❤❤
@ajitpanda2655
@ajitpanda2655 Ай бұрын
Please don't join with anyone have patient for ur very good prestigious dream
@sanjuktamohanty9668
@sanjuktamohanty9668 Ай бұрын
It will be better.
@PurnachandraBehera-if5tu
@PurnachandraBehera-if5tu Ай бұрын
ମିଶିଲେ ଟେଣ୍ଡ ଵା ନ୍ଧି ବେ। ମିସ ନ୍ତୁ।
@JagannathTandia
@JagannathTandia Ай бұрын
Kana Pai bjd re misibe aparajita ?
@kamallochannayak9660
@kamallochannayak9660 Ай бұрын
Aparajita Swarthabadi Leader,Se BJD Re Mishile Bala Khandia Habanahin ,
@bhagirathipradhan4590
@bhagirathipradhan4590 Ай бұрын
Never Riyumar
@basantasahu2990
@basantasahu2990 Ай бұрын
20 mp & 80 mla ku dhari bjd re misibe
@prafullamahapatra1197
@prafullamahapatra1197 Ай бұрын
ଏଥରୁ ପ୍ରାମାଣିତ ହେଉଛି ସେ ଜଣେ କ୍ଷମତା ଲୋଭି ତେଣୁ ସେ ଭାବୁଛନ୍ତି ବିଜେଡି ରେ କାଳେ ମୁଖ୍ୟମନ୍ତ୍ରୀ ହୋଇଯିବେ ନବୀନ ପଟ୍ଟନାୟକ ଥିବା ଯାଏଁ ଆପଣଙ୍କ ଆଶା ଆଶାରେ ରହିଯିବ।
@mitumishra3216
@mitumishra3216 Ай бұрын
Sabu Jana Padiba 20-11-2024 Re
@dipeshmohanty8428
@dipeshmohanty8428 Ай бұрын
Politics re sabu possible
@prasantakumarswain1968
@prasantakumarswain1968 Ай бұрын
If Aparajta madam leaves B. J. P. Mohan government will be G. M.
@ManojaDixit
@ManojaDixit Ай бұрын
Mp maharashtra kamiti hela
@kumarnayak8175
@kumarnayak8175 Ай бұрын
Odisa ra janasadharan aasa rakhithile cm candidate paee
@prafullamohanty5557
@prafullamohanty5557 Ай бұрын
Don't spread fake news BJD ଦଲାଲ ଙ୍କ ମାଇଣ୍ଡ ଗେମ୍
@madhupattnaik6417
@madhupattnaik6417 Ай бұрын
Bjd ku aasile bhut respect miliba..so jaldi bhabantu madam bjp bahar kariba aagaru baharibe na nije dala change kariki thk jawab debe.
When u fight over the armrest
00:41
Adam W
Рет қаралды 9 МЛН
Человек паук уже не тот
00:32
Miracle
Рет қаралды 3,3 МЛН