ବିଜେପି ସରକାରଙ୍କୁ ଶିକ୍ଷକ ସଂଘର ଖୋଲା ଚେତାବନୀII Teachers' Association's open warning to BJP governmentII

  Рет қаралды 19,964

Utkal Pratidin

Utkal Pratidin

Күн бұрын

Пікірлер: 51
@bikrambarik8257
@bikrambarik8257 Ай бұрын
ଯେଉଁ ଶିକ୍ଷକ ମାନେ ରାଜନେତା ମାନକୁ ନିର୍ମାଣ କରନ୍ତି ସେଇ ଶିକ୍ଷକ ମାନଙ୍କ କି ଦୂରାବସ୍ଥା, ସତରେ କେତେ ଦୁଃଖର ବିଷୟ।
@arajunmaharana6147
@arajunmaharana6147 Ай бұрын
ଶିକ୍ଷକ -ଅଧ୍ୟାପକ -କର୍ମଚାରୀ ମାନଙ୍କ ନ୍ୟାଯ୍ୟ ଦାବିକୁ ତୁରନ୍ତ ପୂରଣ କରିବାକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ମହୋଦୟ ଆମ ପ୍ରିୟ ମାନ୍ୟବର ମୋହନ ମାଝୀ ସାର୍ ଙ୍କୁ ମୋର ବିନମ୍ର ଅନୁରୋଧ l 🙏ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
@learners922
@learners922 Ай бұрын
ଖାଲି High School ରେ ଡାଇରେକ୍ଟ ପିଲାଙ୍କୁ ଛଡ଼ା ଯାଉ
@LIFE.748
@LIFE.748 Ай бұрын
ତୁରନ୍ତ new GiA school college କୁ ପେନସନ ବ୍ୟବସ୍ଥା କରାଯାଉ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ
@bikrambarik8257
@bikrambarik8257 Ай бұрын
ଭାଇ ରାଜନେତା ମାନେ ଦୁଇ ମୁହାଁ ଲୋକ, ବିରୋଧ ରେ ଥିଲେ ଅଲଗା ଆଉ ଶାସନକୁ ଆସିଲେ ଭିନ୍ନ ସ୍ୱର ହେଇ ଥାଏ।
@pabitramohandas6943
@pabitramohandas6943 Ай бұрын
ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇସାରିଛି l ସଜାଡ଼ିବାକୁ ଏଇ ସରକାର ନିଶ୍ଚୟ ପଦକ୍ଷେପ ନେବାକୁ ଅନୁରୋଧ l
@santoshkumarmishra2620
@santoshkumarmishra2620 Ай бұрын
କିଛିକରିପାରିବେନି. ୨୪ ବର୍ଷ ଏପରି ଶୁଣିଆସୁଛୁ.
@PramodBhai-hf4ke
@PramodBhai-hf4ke Ай бұрын
ଓଡିଶାରେ ଅଧିକ ମାଗଣା ଖିଆ
@abhirampanda5462
@abhirampanda5462 Ай бұрын
ଲଙ୍କା ରେ ଯିଏ ସେ ଅସୁର, କିଛି ପରିବର୍ତ୍ତନ ହେବ ନାହିଁ
@bikrambarik8257
@bikrambarik8257 Ай бұрын
ଯଦି ୨୪ ବର୍ଷର ସରକାର୍ ବଦଳିଗଲା ତେବେଏଇ ସରକାର୍ ବା କେତେଦିନ ରହିବ??????
@toshabantasahu6227
@toshabantasahu6227 Ай бұрын
କେତେ ସରକାରି ବିଦ୍ୟାଳୟର ଶିକ୍ଷକ ମାନଙ୍କର ପିଲା ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି।।
@BhagabanNayak-e1m
@BhagabanNayak-e1m Ай бұрын
ଗୋଟେ ଗୋଟେ ସ୍କୁଲ୍ ରେ ଅଷ୍ଟମ ଓ ନବମ ପିଲା ବହି ପଡ଼ି ପାରୁନାହାନ୍ତି...
@ramnathpatra9241
@ramnathpatra9241 Ай бұрын
Absolutely correct.
@sudhansubhusandash8764
@sudhansubhusandash8764 Ай бұрын
Thanks, very good statement
@ADRASH7735
@ADRASH7735 Ай бұрын
194 left out eligible high school anudan katha kahi thibaru bahuta bahut dhanyabad
@ramnathpatra9241
@ramnathpatra9241 Ай бұрын
Sabas sir.
@bikrambarik8257
@bikrambarik8257 Ай бұрын
ସରକାର୍ କୁ ବଦଳେଇ ଦିଅ ସବୁ ଠିକ୍ ହେଇଯିବ, BJP ଯାହା BJD ତାହା, ଏଇ ଦୁଇ ଦଳ ମୁଦ୍ରା ର ଦୁଇ ପାର୍ଶ୍ଵ ଅଟନ୍ତି। କେହି କାହାକୁ କମ ନୁହଁନ୍ତି। ସିଥିଲଗି ଇଆର ନାଆଁ ଭାରତୀୟ ଜୁମ୍ଲଆ ପାର୍ଟୀ
@somanathswain1743
@somanathswain1743 Ай бұрын
Thank you sir
@sudamcharanprusty
@sudamcharanprusty Ай бұрын
ସତ କଥା। ଏ ମାନେ ରିଟାୟାଡ଼ ପରେ କଣ କରିବେ। 15 ବର୍ଷ ଗୋଲାମୀ କଲାପରେ 3ହଜାର ରୁ ଦର ମା start କଲ। ଏ ମାନଙ୍କୁ ଅବୈଧ କହି ବଲକ ଗ୍ରାଣ୍ଟ ମନେ ସରକାର ସବୁ ବିଭାଗରେ ଖର୍ଚ୍ଚ ଅଟକଳ ସରିଲା ପରେ ଯାହା ବଳିବ ତାକୁ ମୁଣ୍ଡା ମୁଣ୍ଡି ଅର୍ଥ କହି ଦେଉଛ। ବଲକ ଗ୍ରାଣ୍ଟ ଗୋଟେ ଏମିତି ଶବ୍ଦ ଚଉଦ ପୁରୁଷ ବି ବୁଝିବା କଷ୍ଟ। ଯୋଉ ଠି ସରକାର ପାଖରେ କେବଳ ହିସାବ ଅଛି ଲୋକଟି କେବେ ରିଟାୟା ଡ଼ କରିବ। ରିଟାୟାଡ଼ ପରେ ଶୀଘ୍ର ମରିଯିବା ପାଇଁ ସରକାର ଚାହୁଁଛି।ଯେତେ ଶୀଘ୍ର ମଲେ ସରକାର ମୁଣ୍ଡରୁ ବୋଝ ଯିବ। ତେଣୁ ପେନସନ ଦେବା ଜରୁରୀ। ସେ ମେଡ଼ି ସିନ ,ଖାଦ୍ୟ ପାଇବ କୋଉଠୁ। 62 ବର୍ଷ ଦରକାର ନାହିଁ।ବରଂ ପେନ ସନ ଦେବା ଜରୁରୀ।
@RRB.lic0987
@RRB.lic0987 Ай бұрын
ମାନସିକ ଅଶାନ୍ତିରେ ଶିକ୍ଷକମାନେ ହାର୍ଟ ଚୋକ୍ କିମ୍ବା ବ୍ରେନ ଷ୍ଟ୍ରୋକ୍ର ରେ ମରିବେ ଚାକିରୀ କାଳରେ କିମ୍ବା ଚାକିରୀ ପରେ ତେଣୁ ଖୁବ୍ ଶିଘ୍ର ଶିକ୍ଷକମାନଙ୍କୁ ପେନ୍‌ସନ୍ ଓ ଚାକିରୀ ସର୍ତ୍ତାବଳି ଲାଗୁ କରାଯାଉ।
@dhusasanmallick3162
@dhusasanmallick3162 Ай бұрын
Pasia na paeila mariba
@dillipkumarrout7699
@dillipkumarrout7699 Ай бұрын
100years retired kar
@soubhagyamahapatra6804
@soubhagyamahapatra6804 Ай бұрын
Pensio dia jau mora anurodh sarkar pakhare
@SatrughanNayak-qf1rt
@SatrughanNayak-qf1rt Ай бұрын
ଏମାନେ ଭିକାରି, ସରକାର୍ ଭାବେ ଏମାନେ ରାଜରାସ୍ତାରେ ଯୋଡ ହସ୍ତରେ ଭିକ ମାଗିଲେ ସରକାର୍ ର ଛାତି କୋଣ୍ଢେ ମୋଟ୍ ହେଇଯାଉଛି
@RamakrushnaPradhan-ei6nq
@RamakrushnaPradhan-ei6nq 23 күн бұрын
Please sir all teacher pension lagu kro
@chinmayeesethy5576
@chinmayeesethy5576 Ай бұрын
ଏମିତି ପ୍ରତିବାଦ 24 ବର୍ଷ ଭିତରେ ହେବାର ଥିଲା.... କେବେ ବି ଏମିତି ହେଇ ନଥିଲା !!!! ଏବେ କ'ଣ ପାଇଁ ହାଉ ହାଉ ହଉଛ???? ନିଜ ଦଳ ହାରିଗଲା boli !!!
@santoshkumarmishra2620
@santoshkumarmishra2620 Ай бұрын
ନେତା ବିକ୍ରୀ ହେଲେ ଆପଣ କରିପାରିବେ
@debanandasahu8249
@debanandasahu8249 Ай бұрын
Only OPS Darkara
@RamakrushnaPradhan-ei6nq
@RamakrushnaPradhan-ei6nq 23 күн бұрын
Block grant school all all high school teacher pension lagu kro
@mahendrakumarmohanty3130
@mahendrakumarmohanty3130 Ай бұрын
First junior teacher regular karantu
@MANOJKUMARMOHAPATRA-t4e
@MANOJKUMARMOHAPATRA-t4e Ай бұрын
Penson for new. Aded school
@RamakrushnaPradhan-ei6nq
@RamakrushnaPradhan-ei6nq 23 күн бұрын
Mohan sir All teacher 2004 after and Before pension lagu kro plz sir
@AnirudhaPuhan
@AnirudhaPuhan Ай бұрын
Amanankara.jete.dele.ankara.sabubele.abhaba
@ramnathpatra9241
@ramnathpatra9241 Ай бұрын
Lankaru jata 72 hata.
@s.sgamer1361
@s.sgamer1361 Ай бұрын
Tumaku diajib sure
@ratiprakashrout5636
@ratiprakashrout5636 Ай бұрын
Ete section nakari gote section karanti. Only taken over school so, please government consider about teacher strike and solved it as soon as possible
@ramnathpatra9241
@ramnathpatra9241 Ай бұрын
Lancha dele, salary miliba.
@LALMOHANTAMUDIA
@LALMOHANTAMUDIA Ай бұрын
Chhakiria mane gonadharana deba kete dhur...
@Sureshkumarmohanty-q2l
@Sureshkumarmohanty-q2l Ай бұрын
Bada fasal khauthila. Dakhiba agaku kan hauchi
@santoshkumarmishra2620
@santoshkumarmishra2620 Ай бұрын
୬୨ ନୁହଁ ୬୫ ହେଉ
@odisha706
@odisha706 Ай бұрын
School re pathao padhaa heu nahi ..sabu ta khali tution padheile..sabu lagu heba..hele aga verification heba kou mane thik teacher..ooo teacher hebara jogyataa achhi ki nahi..
@dhusasanmallick3162
@dhusasanmallick3162 Ай бұрын
A teacher ku akhi Buji pitila auu next time auu BBSR ashiba nahi
@kanhucharanrout5221
@kanhucharanrout5221 Ай бұрын
Right
@anupadhiary8735
@anupadhiary8735 Ай бұрын
Tame kauthi patha padicha je janima kast kn mo bapa 35 Barsha painathile Abe sia ritied hebe ame aji parjyanta ghara te nahi ame kete kasta re achu janicha
@KRISHNASIR1611
@KRISHNASIR1611 Ай бұрын
62 year retirement age demand baseless...tama munda mada heijaichhi bodhe...tame thari thari kharare basiba aau kan patha padheiba 62 age bele
@santoshkumarmishra2620
@santoshkumarmishra2620 Ай бұрын
କିଛିକରିପାରିବେନି. ୨୪ ବର୍ଷ ଏପରି ଶୁଣିଆସୁଛୁ.
@santoshkumarmishra2620
@santoshkumarmishra2620 Ай бұрын
କିଛିକରିପାରିବେନି. ୨୪ ବର୍ଷ ଏପରି ଶୁଣିଆସୁଛୁ.
99.9% IMPOSSIBLE
00:24
STORROR
Рет қаралды 31 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
99.9% IMPOSSIBLE
00:24
STORROR
Рет қаралды 31 МЛН