Bishnupada Scandal! Will Mohan Recommend CBI Probe ? | Nirbhay Gumara Katha | No Comments

  Рет қаралды 13,507

Nirbhay

Nirbhay

Күн бұрын

Пікірлер
@trilochanpatnaik6321
@trilochanpatnaik6321 Күн бұрын
ଶାହା ଙ୍କ ସାହା ଥିଲେ କେହି କିଛି କରି ପାରିବେ ନାହିଁ।
@am9519
@am9519 Күн бұрын
ପାଣ୍ଡିଆନ/ବୋବି /ଦିବ୍ୟଶଙ୍କର/ଅରୁଣ ସାହୁ /ପ୍ରତାପ ଜେନା...ବିରୋଧ ରେ CBI ସୁପାରିଶ ଆଗ କର... ଦେଖିବା କେତେ ଦମ ଅଛି??.
@biswaranjankhandai8928
@biswaranjankhandai8928 Күн бұрын
Bala karibe
@BiduutaravaSahoo
@BiduutaravaSahoo Күн бұрын
That is grate thank you
@susantasahoo9544
@susantasahoo9544 Күн бұрын
ମାନନୀୟ ମହାଶୟ ଆପଣଙ୍କୁ ଶତ ଧନ୍ୟବାଦ /ଏ ମୋହନ ସରକାର କିଛି କରିବେ ନାହିଁ / ଏହାର ସଦ୍ୟତମ ଉଦାହରଣ ହେଉଛି ସମାନୀୟ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜେ କହିଲେ ଓ ସ୍ୱୀକାରକଲେ ଗଲା ସରକାରରେ A. S. O.. ନିଯୁକ୍ତିରେ ବଡ଼ ଘୋଟଲା ହୋଇଛି, ବିରୋଧୀଦଳ ତରଫୁର ଆହ୍ୱାନ ଦେଲେ ଜଦି ହୋଇଛି ଦୋଷୀଙ୍କୁ ଧର, ପୁନର୍ବାର କହିଲେ ବାଳ ବଙ୍କା କରିପାରିବନାହିଁ /ଏତେସତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହେଲାନାହିଁ /ଏ ସରକାର ହେଉଛି ମେରୁଦଣ୍ଡବିହୀନ ସରକାର /ପୌରୁଷଶୂନ୍ୟ ସରକାର /ଏମାନେ କେବଳ ଗର୍ଜି ଜାଣନ୍ତି!
@RanjanBehera-ge1kf
@RanjanBehera-ge1kf Күн бұрын
☀️ ଭାରତ ବର୍ଷରେ ଆମ ଓଡ଼ିଶା ‌ହେଉଛି ଏକ Superrrrrrrrrrrrrrrrrrrrrrrrrrrrrr State,,,,,,,,, "ଆମେ ଓଡ଼ିଆ ଭାରି ବଢିଆ '
@jchoudhury274
@jchoudhury274 Күн бұрын
ବିଷ୍ଣୁ ପଦ ଙ୍କୁ ଆଉ ଜେରା ହେବ ନାହିଁ ବୁଝା ମଣl ସରିଯାଇ ଥିବ
@manasdas5715
@manasdas5715 Күн бұрын
ଏଥିରୁ ଜଣାପଡିଲା ସମସ୍ତେ ମିଳିମିଶି ମୁହଁ ବୁଡାଇ ଖାଇଛନ୍ତି, ସାଧାରଣ ଜନତା ସିନା କିଛି କରିପାରିବେ ନାହଁ, ସମସ୍ତ ଙ୍କ ଉପରେ ଆଉ ଗୋଟିଏ ସ୍ୱୟଂ 👀 ଆଖି ଅଛି ସେଥିରୁ ଜୀବନ ଥିବା ଜାଏ ବର୍ତ୍ତୀପାରିବ ନାହିଁ, ଏମାନେ ଦେଶର ସବୁଠାରୁ ବଡ଼ବଡ଼ ଭଦ୍ର ...........😢🙏
@anatanayak5275
@anatanayak5275 Күн бұрын
ସାର ଆପଣ ଅର୍ଥାତ ଜନସାଧାରଣ ଯେତେ ହୋ ହାଲ୍ଲା କଲେମଧ୍ଯ ପୂର୍ବ କିମ୍ବା ବର୍ତ୍ତମାନ ସରକାରଙ୍କ କର୍ଣ୍ଣରେ ପହଞ୍ଚିବ ଏକଥା ମନେ ହେଉନି କାରଣ ସେମାନେ ଭାଇ ଭାଇ ପରସ୍ପରକୁ ସାହାଯ୍ଯ କରିବା ତାଙ୍କର ଧର୍ମ। ଦେଶ ଭାସିଗଲେ ତାଙ୍କର ଲାଭ ଆପଣଙ୍କର ପାଟି ଆପେ ବନ୍ଦ ହୋଇଯିବ ।ଆପଣଙ୍କୁ ଧନ୍ଯବାଦ।
@Jagannath-oc9ht
@Jagannath-oc9ht Күн бұрын
CBI CBI CBI CBI.
@mishrabisudhananda3551
@mishrabisudhananda3551 Күн бұрын
ତା ପରେ ସେ ବି କେନ୍ଦ୍ର deputation ରେ ଯିବେ ଓ ପୁଣି ରାଜା ହେବେ।
@alekhachandra6982
@alekhachandra6982 Күн бұрын
ଲୋକେ ଦେଖୁଛନ୍ତି., 4ବର୍ଷ.
@gaurangacharanbehera
@gaurangacharanbehera Күн бұрын
C B I କାହା କଥା ରେ ଫେରି ଗଲା ଦୟାକରି ଟିକେ ବୁଝାଇ କହିବେ କି ଏତେ ତରତର ହୋଇ କାହିଁକି ସାରି ଦେଉଛନ୍ତି ଆପଣ ନିଜକୁ ନିରପେକ୍ଷ ଦେଖାନ୍ତୁ
@whatisthis1900
@whatisthis1900 Күн бұрын
2024 re Bjp ku deithili....... laguchi 2029 re reconsider karibi😐 yankara ta 6 months pare b Oukat asila nahi😢Because regional politics ra particular points rahichi.
@himanshusekharpattanayak8455
@himanshusekharpattanayak8455 Күн бұрын
ବିଜେଡି ବିଜେପି ଗୋଟିଏ ତାଙ୍କର ଦୁଇଟି ପାର୍ସ
@simitapatnaik8202
@simitapatnaik8202 Күн бұрын
CM kichhi karibeni,kichhi kariparibeni,😂😂😂
@bipracharanjena2736
@bipracharanjena2736 Күн бұрын
କମ୍ବଳ ଜାକ ବାଳ କଣ ବାଛିବେ
@manojkumarsaint7803
@manojkumarsaint7803 Күн бұрын
Jay Maa Durgatinasini ❤❤❤
@satishchandrabehera7291
@satishchandrabehera7291 Күн бұрын
ଜାଗିଲେଣି ମୋହନ ସରକାର। ବିଷ୍ଣୁପଦ ହେଲେଣି ହରବର।। କାର୍ଯ୍ୟାନୁଷ୍ଠାନ ଏବେ ଆଗେଇବ। ଆମକୁ ଧୈର୍ଯ୍ୟ ଧରିବାକୁ ପଡିବ।।
@drpanda9462
@drpanda9462 Күн бұрын
Mohan has nothing to do except visit to Delhi.
@mahendrakumarkhuntia635
@mahendrakumarkhuntia635 10 сағат бұрын
ମୋହନା ପାରିବ ନାହିଁ
@bibhutiparida7565
@bibhutiparida7565 Күн бұрын
କେତେ କେତେ ତଦନ୍ତ କୁଆଡ଼େ ମିଳେଇ ଯାଇଚି । ଯାହା ଦେଖାଯାଏ ବେଳକାଳ ଦେଖି ସମସ୍ତେ ପରସ୍ପର ପ୍ରତି ନିର୍ଭରଶୀଳ । ସିବିଆଇ କୁ ନିର୍ଦ୍ଦେଶ ଦେଲେ କେତେ ନ ଦେଲେ କେତେ !
@brajakishorepadhi4022
@brajakishorepadhi4022 Күн бұрын
ବିଜେପି ସରକାର ଜୁମୁଲା ସରକାର ଯେଉଁ କୁହାକୁହି ହେଉଛନ୍ତି ସତ ହେବାକୁ ଯାଉଚି ଓଡିଶା ରେ। ତଦନ୍ତ ରେ ଇଛାଶକ୍ତି ଯଦି ରହନ୍ତା ଗାଁ ଚୌକିଦାର ବି ଚୋର ଧରି ନେବ। ୟେ ସବୁ ଇଡି, ସିବିଆଇ ତଦନ୍ତ କାରୀ ସଂଥା ବଡ ବଡ ଇଁରାଜୀ ରେ କଣ ତାକୁ ଲୋକେ ଦେଶ ବାସୀ ଧୋଇକି ପିଇବେ।
@sarojkumarmohanty6139
@sarojkumarmohanty6139 Күн бұрын
Kendra sarakar BJD sahita chora Priti rahichi ,Tenu kichhi hebanahin ,BJP sarakar amananku sabubele gantoghodei rakhiba ,
@pramodrath6299
@pramodrath6299 Күн бұрын
Mohana baboo like Manmohan singh sethi Sonia o Rahul chalauthile ethi Amit o Dharmendra chalau chhanti enu kichhi heba nahi
@chandipadapanda4707
@chandipadapanda4707 Күн бұрын
ବୋଧହୁଏ ଏହି କଥା ଉପରେ କଣ କରାଯିବ ତାହା ପରାମର୍ଶ ନିମନ୍ତେ ମୋହନ ମହାଶୟ ଦିଲ୍ଲୀ ଯାଉଛନ୍ତି ।
@RanjanBehera-ge1kf
@RanjanBehera-ge1kf 23 сағат бұрын
☀️ Right...👍 କିଛି ଅଛନ୍ତି ନଇଁ ନଦେଖୁଣୁ ଲଙ୍ଗଳା.. ଟିକେ ବୁଝିବାକୁ ହେବ ଘଟଣାବଳୀକୁ.. ଏହାର ନିଷ୍କର୍ଷ ତ ନିହାତି ଆସିବନା....
@subashpatra6884
@subashpatra6884 Күн бұрын
Jera.hebani..Amitisaha.karaidebani😊😊
@drpanda9462
@drpanda9462 Күн бұрын
Except for Hindi songs you don't know odiya song.
@laxmidharnayak4191
@laxmidharnayak4191 Күн бұрын
ପଦରୁ ହଟାଇ ଦେଲେ ଲୋକଙ୍କ ମନ ବୁଝାଇବା ପାଇଁ। ଆଉ କିଛି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନୁହେଁ।ଆଇ ଏ ଏସ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଶା ଆଶାରେ ରହିଯିବ। ବହୁ ବଡ଼ ମୁଣ୍ଡ କେସ୍ କୁ ଚାପିବାରେ ଲାଗି ଛନ୍ତି। ଓମଫେଡ ଘଟଣା ପରି ଅଳ୍ପ ଦିନ ରେ ମିଳାଇ ଯିବ। ଧନ୍ୟବାଦ ନମସ୍କାର ଜୀ।
@mituacharya6971
@mituacharya6971 Күн бұрын
Kichi kariparibani mohan sarkar. Sabu khalas by money
@sanjayapanda8176
@sanjayapanda8176 Күн бұрын
ଆପଣ ଗୋଟେ ଚୀଠି ଲେଖିଦେଆନ୍ତୁ ସିମ କୁ
@sunitajaiswal9181
@sunitajaiswal9181 Күн бұрын
ବିଷ୍ଣୁ ବାବୁ ଙ୍କ ପଛରେ ଆପଣ ପଡିଛନ୍ତି ଆପଣ କେତେବେଳେ, କେତେବେଳେ ନବୀନ ପଟ୍ଟନାୟକ,ଆଉ କେତେବେଳେ ପାଣ୍ଡିଆନ,ବବି, ପଛରେ ଆପଣ ହୀନ୍ଦୀ ସିନେମା ର ଗୀତିକାର ହେଲେ ଭଲ ହୁଅନ୍ତା ଆପଣ ମେରାସାୟ ଫିଲ୍ମ ର ଗୀତ ଏଭଳି ଗାଇଲେ ଯାହା ସୁନୀଲ ଦତ୍ତ ଭି ସେ ସିନେମା ରେ ଗାଇ ନଥିବେ
@sudhansukumarbal3419
@sudhansukumarbal3419 Күн бұрын
Nothing will happen to him
@m.r.biswal1805
@m.r.biswal1805 Күн бұрын
Police Housing ( OSPHWC ) ra chora Mane kbe dhara padibe sethara scam kbe expose heba
@sinitidash2979
@sinitidash2979 Күн бұрын
❤ mohan sarkar odisha state re giraffe kebe Kari be . CBI enquiry Kari jatha sighra giraffe karantu . Nabin babu apan thik kahichanti . Panchayati Raj purba ru heba darkar sir .
@Deppuctc
@Deppuctc Күн бұрын
Pandu sabu khola karichi .sethi se team ra gote member
@BighneswarMohanty-s8l
@BighneswarMohanty-s8l Күн бұрын
Sarkar asu asu ghotala Rey kia kia Neta achanti ta bisayare gotey episode hau
@prafulasingh2267
@prafulasingh2267 Күн бұрын
ମୋହନ ସରକାରଙ୍କୁ ବିପଦ , ଉପର ମନ୍ତ୍ରୀଙ୍କ ଚାପ୍ । ମୋହନ ସରକାର କିଛି କରିପାରିବେ ନାହଁ ଯେପର୍ଯ୍ୟନ୍ତ ମୋହନ ସରକାର ଉପର ମନ୍ତ୍ରୀଙ୍କ ଚାପ୍ ମୁକ୍ତ ନହୋଇଛନ୍ତି । ଲୋକେ କହିଲେଣି ମୋହନ ସରକାର ପାଣ୍ଡୁ ରିମୋର୍ଟରେ ଚାଲୁଛି । କେନ୍ଦ୍ରକୁ ଦରକାର ନାଲି ଆଖି ଯାହା ମନମୋହନ କରି ଦେଖାଇଦେଲେ କିନ୍ତୁ ମୋହନ ବାବୁ ପାରିବେ ନାହିଁ ।
@m.r.biswal1805
@m.r.biswal1805 Күн бұрын
IPS chora mane kbe dhara hebe & kbe semanku suspend hebe
@trishuvlogs55
@trishuvlogs55 Күн бұрын
Apananka katha mela khaunahi. Jadi saha, saket emannku banchuchanti tahele CBI ku kie order dela red pain, jadi spanka sat sahas achi utter diantu
@PanchananMuni-x6t
@PanchananMuni-x6t Күн бұрын
Apana nku ebe bjp wala nka dosa durbala ta dekha jauni
@sabyasachimahala7020
@sabyasachimahala7020 Күн бұрын
Sir, pandian jaha kahichi,tara cbi tadanta heu,Odia IAS Bistnu pada nka pachara na padi, non odia IAS manaka karjya ra CBI tadanta heu,semana odisha ru lutiki Anya rajya ku nai chanti,nabin jaha lutuchnati,se sabu prem pattanik nku daithiba,tara CBI tadanta heu,Nabin odia bhali mota lagani2,tanka ra na odia bhasa prati mamata thila na odia lokanku bhala pau thila,pandian ku 10 barsa power apari dele se IAS chadi Bjd neta hela,ahara CBI tadanta heu
@aksahoo346
@aksahoo346 Күн бұрын
Aagnya amiti tadanta heuchi aame sunuchu bahu tumbitofan heuchi hele fala baharibara nahi kanhiki katha sunauachanti
Каха и дочка
00:28
К-Media
Рет қаралды 3,4 МЛН
It works #beatbox #tiktok
00:34
BeatboxJCOP
Рет қаралды 41 МЛН
Каха и дочка
00:28
К-Media
Рет қаралды 3,4 МЛН