ବିସ୍ମୟ ଯୁବକ ଖୋଲିଲେ ଆଧୁନିକ କଳ୍କୀଙ୍କ ଗୁମର Malika Bachana Odia |Bhavisya Malika

  Рет қаралды 27,576

Nayak R Creation

Nayak R Creation

Күн бұрын

Пікірлер: 65
@allhadinipatel1655
@allhadinipatel1655 3 күн бұрын
ହେ ଭଗବାନ ଜଲଦି ଆପଣ ଜନ୍ମ ନିଅନ୍ତୁ au ଧରାଧାମ କୁ ରକ୍ଷା କରନ୍ତୁ କଳୁଷିତ ଲୋକଙ୍କ ଠାରୁ
@binodbiswal7558
@binodbiswal7558 4 күн бұрын
ସୁନ୍ଦର ଉପସ୍ଥାପନ
@susantaojha3043
@susantaojha3043 4 күн бұрын
Bahut badhiya explain 👍
@AjayaKumarSahoo-d8h
@AjayaKumarSahoo-d8h 4 күн бұрын
ମୁଁ ଆପଣଙ୍କ ଭିଡ଼ିଓକୁ ନିୟମିତ ଦେଖୁଛି | ବହୁତ୍ ଭଲ ଲାଗୁଚି | ଶିଶୁ ଅନନ୍ତଙ୍କ ଉପରେ କିଛି ଭିଡିଓ କରନ୍ତୁ। ଆମେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବୁ|
@ଓଡ଼ିଆ-ସଂସ୍କାର-1
@ଓଡ଼ିଆ-ସଂସ୍କାର-1 3 күн бұрын
Bahut sundar dhanyawad
@Ranjitkumarmalik6067
@Ranjitkumarmalik6067 4 күн бұрын
ସଂପୂର୍ଣ୍ଣ ସତ୍ୟ ଅଟେ
@SuchitraJena-zn5xw
@SuchitraJena-zn5xw 3 күн бұрын
Mo ମନର ଭାବ କୁ ପ୍ରକାଶ କଲେ,ଧନ୍ୟବାଦ୍
@udhabrout7436
@udhabrout7436 2 күн бұрын
ଭାଇ ଏବେ ପାପ ତ ଚରମାସୀମାରେ ପହଂଚି ଗଲାଣି ଆପଣ ନିଜେ କୁହନ୍ତୁ କଣ ଏ ଦୁନିଆରେ ପାପ ଅଧିକା ହେଉନି 🙏🙏
@babulabarik7081
@babulabarik7081 3 күн бұрын
JaysiyaRam🖐️🤚JayHanuman🖐️🤚🙏🙏Namonamo
@rubyswain5115
@rubyswain5115 4 күн бұрын
Bahut sundar Katha 👍
@gokulchandra9249
@gokulchandra9249 3 күн бұрын
❤❤Jay jagannath
@UtsMts
@UtsMts 4 күн бұрын
ରେ ମୁଢ଼ି ମାନବ ରେ ମୁଢ଼ି ମାନବ, ଭକ୍ତ ତାଲିକାରେ ନାଆଁଟି ଲେଖ ଆଉ ବେଳ ନାହିଁ ଚାହିଁଚୁ କିମ୍ପାଇ କଳି ସରି ଏବେ ସତ୍ୟ ଆସିବ...... ଭକ୍ତ ତାଲିକାରେ ନାଆଁଟି ଲେଖ । ୦ || ଦେଖୁ ଦେଖୁ ବିତିଯିବ ଆଉ କେତେ ଦିନ ଆରେ ଆଉ କେତେ ଦିନ ହେଉ ହେଉ ହେଇଯିବ ଧର୍ମ ସଂସ୍ଥାପନ ଆରେ ଧର୍ମ ସଂସ୍ଥାପନ ନେଡ଼ିଗୁଡ଼ ବୋହି, କହୁଣୀକ ଗଲେ ସେ ବେଳେ କି ଆଉ ଫେରି ଆସିବ..... ଭକ୍ତ ତାଲିକାରେ ନାଆଁଟି ଲେଖ || ୧ || ଆମିଷ ଖାଦ୍ୟରୁ ତୁହି ଦୂରେଇ ରହିବୁ ଆରେ ଦୂରେଇ ରହିବୁ ମାଦକ ପଦାର୍ଥ ନିଶା ସବୁ ତୁ ଛାଡ଼ିବୁ ଆରେ ସବୁ ତୁ ଛାଡ଼ିବୁ ସାତ୍ଵିକ ଖାଦ୍ୟରେ ସାମ୍ବିକତା ବଢେ ଶରୀର ତୋହର ହେବ ପବିତ୍ର....... ଭକ୍ତ ତାଲିକାରେ ନାଆଁଟି ଲେଖ । ୨|| ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଆଚରଣ ଆରେ ପ୍ରେମ ଆଚରଣ ନିରନ୍ତରେ ଆଦୋରିବ ଏହି ପା ରତ୍ନ ଆରେ ଏହି ପା ରତ୍ନ ବେଳ ଥାଇ ଭକ୍ତି ବନ୍ଧକୁ ବାନ୍ଧିଲେ କଳିର ବନ୍ୟାରୁ ରକ୍ଷା ପାଇବ...... ଭକ୍ତ ତାଲିକାରେ ନାଆଁଟି ଲେଖ || ୩ || ଯାହାର ମହିମା ବ୍ରହ୍ମା ବୁଝନ୍ତିନି ଶିବ ଆରେ ବୁଝନ୍ତିନି ଶିବ ତାଙ୍କୁ କି ଚିହ୍ନିପାରିବ ଏ ଛାର ପାନନ ଆରେ ଏହାର ସାଇର ଭକତି ଓ ଭାବେ ଅନୁଭୂତି ରୂପେ ମାଧବ ହୁଅନ୍ତି ପାଖେ ପ୍ରକଟ......... ଭକ୍ତ ତାଲିକାରେ ନାଆଁଟି ଲେଖ । ୪ || କଳିଯୁଗେ ଶ୍ରେଷ୍ଠ ନାମ ଅଟଇ ମାଧବ ଆରେ ଅଟଇ ମାଧବ ମାଧବ ଙ୍କ ନାମ ଧରି ସଂସାରୁ ତରିବ ଆରେ ସଂସାରୁ ତରିବ ମାଧବ ମାଧବ ମାଧବ ଭଜିଲେ ହେବୁ ତୁ ଭକ୍ତରେ ତାଲିକାଭୁକ୍ତ......... ଭକ୍ତ ତାଲିକାରେ ନାଆଁଟି ଲେଖ || ୫ ||
@Nabadhavhakti13
@Nabadhavhakti13 4 күн бұрын
ମାଳିକା ଭାଇ ମୁଁ ସବୁ ମୁଖସ୍ତ କରି ସାରିଛି ମୋତେ ବି ଟିକେ ସୁଯୋଗ ଦିଅନ୍ତୁ ରଞ୍ଜନ ଭାଇ
@nayakrcreation
@nayakrcreation 4 күн бұрын
ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ ଆଜ୍ଞା
@shashankanayak7428
@shashankanayak7428 3 күн бұрын
Correct debts
@BibhutiSharma-w9c
@BibhutiSharma-w9c 4 күн бұрын
Thanks Nayak babu for yr presention
@nayakrcreation
@nayakrcreation Күн бұрын
ଧନ୍ୟବାଦ 🙏
@BijayBijaylattanayak-nf3ge
@BijayBijaylattanayak-nf3ge 4 күн бұрын
୧୯୯୦ ରୁ କାଲି କାଲି.......
@smworld1984
@smworld1984 4 күн бұрын
ଆମ ଧରାପୃଷ୍ଠ ବିନା ଭଗବାନ ରେ ଚାଲିଛି। ଭଗବାନ ଆସିବେ ଆସିବେ କହିକି ହଜାର ହଜାର ବର୍ଷ ବିତିଗଲା😅😅😅
@SudamBariha-ck7ic
@SudamBariha-ck7ic 4 күн бұрын
Jay jaganath Jay Pancha Sakha Malika satya satya 🙏🙏🙏🇮🇳
@SukadebMohanty-h2b
@SukadebMohanty-h2b 8 сағат бұрын
Jay jagannath
@subratkar9583
@subratkar9583 4 күн бұрын
Jai sita ram
@nayakrcreation
@nayakrcreation 3 күн бұрын
ଜୟ ସୀତାରାମ 🙏
@KahnucharanNayak-f8i
@KahnucharanNayak-f8i 4 күн бұрын
Jay Jagannath Jay Kalki
@mahapatramanaranjanboudh2263
@mahapatramanaranjanboudh2263 2 күн бұрын
Bhai apana kalki khandagiri bisayare kichhi post karantu.
@AjayaKumarSahoo-d8h
@AjayaKumarSahoo-d8h 4 күн бұрын
ରଞ୍ଜନ ବାବା ଆପଣଙ୍କ ଉପସ୍ଥାପନର ଶୈଳୀ ଟିକେ ନିଆରା
@Haribaba16
@Haribaba16 4 күн бұрын
Right
@abhayabehera9492
@abhayabehera9492 Күн бұрын
Good
@lovelypandey9485
@lovelypandey9485 3 күн бұрын
ଜୁହାର......
@nayakrcreation
@nayakrcreation Күн бұрын
ଜୟ ସୀତାରାମ 🙏
@malikabichhara8835
@malikabichhara8835 4 күн бұрын
ଏ ଟିକି ବାବା ଅତି ସୁନ୍ଦର ଭାବରେ ବାଖନ କରି ଅଛନ୍ତି କିନ୍ତୁ ଗୋଟେ କଥା ସତ୍ୟ କୁକୁର ର ଉପାଖ୍ୟାନ ଅତି ଉତ୍ତମ ବାକ୍ୟ 😂 ସେ ଲେଖା ସେ ନିଜେ କହିବେ ନଚେତ୍ ତାଙ୍କ ନିଜ ଶିଷ୍ୟ ରାମଦାସ ବୁଝଇବେ ଆଉ ଅନ୍ୟ କେହି ନୁହେଁ।
@supravayoutube484
@supravayoutube484 4 күн бұрын
ସତ୍ୟଯୁଗ ଆୟୁଷ କେତେ, ତ୍ରେତୟା ଯୁଗ ଆୟୁଷକେତେ, ଦ୍ଵାପର ଯୁଗ ର ଆୟୁଷ କେତେ
@BijayBijaylattanayak-nf3ge
@BijayBijaylattanayak-nf3ge 4 күн бұрын
ମୋ ଗାଁକୁ ଆସିଛି ମାଳିକା ବୁଝାଇବାକୁ ଅତ୍ୟୁତ ଓ ଅନନ୍ତ ।
@nayakrcreation
@nayakrcreation 4 күн бұрын
ଆଜ୍ଞା ପ୍ରଣାମ 🙏ଜୟ ସୀତାରାମ 🙏 ଆପଣଙ୍କ ଯୋଗାଯୋଗର ଠିକଣା ସହିତ ଫୋନ ନମ୍ବର ଦିଅନ୍ତୁ ଆଜ୍ଞା
@LuckyLipi
@LuckyLipi 3 күн бұрын
Kahaku bujhaibe ? Nijaku chinhilani ?
@BijayBijaylattanayak-nf3ge
@BijayBijaylattanayak-nf3ge 4 күн бұрын
ଏବେ କଳୀରେ ସରକାର ( କେନ୍ଦ୍ର) ମୋର କଂସ ଦୁର୍ଯୋଧନ , ରାବଣ ସବୁ କିଛି |
@mkn161
@mkn161 Күн бұрын
ପ୍ରାମାଣିକ ଶାସ୍ତ୍ରର ପ୍ରମାଣ ଦରକାର। ଭଗବାନ ଅବତାରର ଶାସ୍ତ୍ରୀୟ ପ୍ରମାଣ ଦେଖାଅ । ନ ହେଲେ ସବୁ ଭଣ୍ଡାମି।
@technogeek8006
@technogeek8006 4 күн бұрын
Ho is kalke jaga ko daka sea pare Kari ba🎉🎉🎉🎉🎉🎉
@saratchandradas9573
@saratchandradas9573 4 күн бұрын
ଆପଣ ମାଳିକା କୁ କିପରି ? ବୁଝି ଛନ୍ତି
@LuckyLipi
@LuckyLipi 3 күн бұрын
Jaha tume bujhinathiba sarat babu
@nayakrcreation
@nayakrcreation 3 күн бұрын
ଆପଣ ମାଳିକାକୁ କିପରି ବୁଝାଇ ପାରିବେ ??
@amiyamishra7841
@amiyamishra7841 4 күн бұрын
Kalki Ram janm jadi heinahati tahele a sruti rahichi kemete,
@saratchandradas9573
@saratchandradas9573 4 күн бұрын
ଆପଣ ସ୍ପଷ୍ଟ କଥା କହୁନାହାନ୍ତି କାହିଁକି
@LuckyLipi
@LuckyLipi 3 күн бұрын
Tumaku tuma kasia pua bujhai nahin ki ?
@nayakrcreation
@nayakrcreation 3 күн бұрын
କାରଣ ! ଦର୍ଶକହିଁ ଏହାର ଉତ୍ତର ରଖିବେ !
@BijayBijaylattanayak-nf3ge
@BijayBijaylattanayak-nf3ge 4 күн бұрын
ଅଚ୍ୟୁତାନନ୍ଦ ଦାସ ମୋତେ କହିଛି ଜ୍ୟୋତି ପରେ ଦିବ୍ୟ ଜ୍ୟୋତି ଅମଣ୍ଡଳ ସ୍ଥାନ ନିର୍ବାତ ମନ୍ଦିରରେ ବିଜୟ ଭଗବାନ । ବିଜୟ ନାମରେ କଳ୍କୀ |
@binaymohapatra687
@binaymohapatra687 3 күн бұрын
ମାଳିକା ଅଟଇ ମନା ଗଢା କଥା ,ମନ ରେ ଭୟ ଦିଅଇ । ମନୁଷ୍ୟ ମନରେ ଭୟ ସୃଷ୍ଟି କଲେ ,
@sanjayrout6607
@sanjayrout6607 4 күн бұрын
Au kehi bujhi nahna malika jadi apananka channel kebala ai sirnku dekhantu jani nahnatni kahiba pura bhula
@baishnabcharansahoo9119
@baishnabcharansahoo9119 4 күн бұрын
ଭିଡିଓ ଉପସ୍ଥାପନ କରୁଥିବା ନାୟକ ବାବୁ। ଆପଣ କେବେ ନିଜକୁ ପଚାରି ଦେଖିଛନ୍ତି କି? ଆପଣଙ୍କ ନାମ ଆଗରେ ନାୟକ ଲେଖା ଗଲା କାହିଁକି? କାହିଁକି ମିଶ୍ର, ତ୍ରିପାଠୀ, ରଥ, କର ଇତ୍ୟାଦି ନୁହେଁ? ମାଳିକା କେବଳ ଓଡ଼ିଶାରେ ଲେଖା ଗଲା କାହିଁକି? କାହିଁକି ବିଦେଶ ରେ ନୁହେଁ? ଯଦି ମାଲିକରେ ଭବିଷ୍ୟବାଣୀ ଲେଖା ଅଛି, ତାହାହେଲେ ତୃତୀୟ ବିଶ୍ୱ ଯୁଦ୍ଧ କେଉଁ ବର୍ଷ କେଉଁ ତାରିଖରେ ହେବ?
@LuckyLipi
@LuckyLipi 3 күн бұрын
Sahu babu apana tike kahunahanty ? Ame janibu ?
@baishnabcharansahoo9119
@baishnabcharansahoo9119 3 күн бұрын
@LuckyLipi ଧନ୍ୟବାଦ ଆଜ୍ଞା,ଭାରତରେ ୯୯ % ଅନ୍ଧ ଭକ୍ତ ଥିବା ସମୟରେ, ଓଡ଼ିଶାରେ ୯୯.୯୯ % ଅନ୍ଧ ଭକ୍ତ ଥିବା ଲାଗି,ଓଡ଼ିଆ ଲୋକ ମାନେ ଆଜି ଏପରି ଭୋଗୁଛନ୍ତି। ୧୧୭୮ ମସିହା ଠାରୁ ଓଡ଼ିଶାରେ ଜଗତର ନାଥ ଜଗନ୍ନାଥ, ଲକ୍ଷ୍ମୀ ଠାକୁରାଣୀ ତଥାପି ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଲାଗି ରହିଛି। ଆଗରୁ ଓଡ଼ିଆ ଲୋକ ଭୋକ,ଉପାସରେ ମରୁଥିଲେ।କିନ୍ତୁ ୨୫ ହେଲା ସରକାର ସବୁ ଯୋଗାଇ ଦେଉଛି । ସାଢେ଼ ଚାରି କାରୋଡ ଓଡ଼ିଆ ଲୋକ ମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ଏ ସବୁ ଗଲା କୁଆଡ଼େ? ଜଗନ୍ନାଥ ଯଦି ସବୁ କରୁଛନ୍ତି,ତାହାହେଲେ ସରକାର ଗଣ୍ଡେ ଖାଇବାକୁ ଦେଇ ୨୫ ବର୍ଷ ଧରି ଶାସନ କରୁଛି କିପରି? ଏହା ଓଡ଼ିଆ ଲୋକ ବୁଝିବେ କେବେ?
@Krushnakar
@Krushnakar 4 күн бұрын
bhai bhagabaan asibaar khabara kehi jani paribeni.siye tuma classmate nuhanti. Tanka asiba purbaru ye prakruti sabu kicchhi thik kari deithiba
@dayasagardayasagar755
@dayasagardayasagar755 4 күн бұрын
ମାହାଙ୍ଗା କେଶବଜେନା କୁ କିଛି ଅନ୍ଧ ବିଲୁଆ ଲୋକେ ପ୍ରଭୁ କହୁଚନ୍ତି
@saratchandradas9573
@saratchandradas9573 4 күн бұрын
ଦୟାକରି କହିବେ କି କିଏ ? କହିଥିଲେ ୨୦୧୨ ମସିହାରେ କଳିଯୁଗ ଶେଷ ହେବ।
@LuckyLipi
@LuckyLipi 3 күн бұрын
Tume kahila arjuni channelre madhab heuchi kalki .... Se kan kalki... Tume ebe kan chup basiala ... Aau camera agaku asuna....
@DurgaMadhab9
@DurgaMadhab9 3 күн бұрын
ଶରତ ଭାଇ ତୁମ କୁ କିଏ କହିଥିଲା କାଶୀନାଥ ପୁଅ କଳ୍କୀ ବୋଲି ତ୍ରିବାର ସତ୍ୟ କରୁଥିଲା ଟିକେ ତା ଲଜ୍ୟା କର
@nayakrcreation
@nayakrcreation 3 күн бұрын
କଣ ଆପଣ ପ୍ରଥମଥର ପାଇଁ ଶୁଣିଲେ କି ??
@BijayBijaylattanayak-nf3ge
@BijayBijaylattanayak-nf3ge 4 күн бұрын
ମୋ ପାଖକୁ ଆସ ମୁଁ ବୁଝାଇ ଦେବି ।
@nayakrcreation
@nayakrcreation 4 күн бұрын
ଆଜ୍ଞା ଆପଣଙ୍କ ଠିକଣା ଦିଅନ୍ତୁ
@mayadharRath
@mayadharRath 3 күн бұрын
Malika bisaya kichhi barsa band Kara jau.
@Krushnakar
@Krushnakar 4 күн бұрын
Jadi tu jane baba tebe mora gote prasna tu kiye ,tora kama kan taha bujhi kama Kar.......
@ranjankumarswain6552
@ranjankumarswain6552 4 күн бұрын
Right
УДИВИЛ ВСЕХ СВОИМ УХОДОМ!😳 #shorts
00:49
HARD_MMA
Рет қаралды 3,3 МЛН
How Much Tape To Stop A Lamborghini?
00:15
MrBeast
Рет қаралды 235 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 30 МЛН
Fake Baba Exposed by Kanhu Baba |  Malika Bachana | @SatyaBhanja
15:38
First Time in Front of Camera | Satya Bhanja
12:57
Satya Bhanja
Рет қаралды 476 М.