BJD ଭୁଲ କୁ ଦୋହରାଉଛି BJP; ଶୁଣନ୍ତୁ ଲକ୍ଷ୍ମୀ ବସ୍ ର ରଙ୍ଗ ବଦଳିବାକୁ ନେଇ କଣ କହୁଛନ୍ତି Prasanna Mohanty

  Рет қаралды 66,945

Satyapatha

Satyapatha

Күн бұрын

BJD ଭୁଲ କୁ ଦୋହରାଉଛି BJP; ଶୁଣନ୍ତୁ ଲକ୍ଷ୍ମୀ ବସ୍ ର ରଙ୍ଗ ବଦଳିବାକୁ ନେଇ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି
#satyapatha #prasannamohanty #bjpodisha #bjd #laxmibus #odishapolitics #odishakhabar #bhubaneswar
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZbin: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 173
@rajeshkumardas168
@rajeshkumardas168 3 ай бұрын
ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା l ଯାହା କରିଲେ BJP ବୁଡିବ l
@BBM-6600
@BBM-6600 3 ай бұрын
ରଙ୍ଗ ବଦଳି କଲେ ଯେତିକି ଖର୍ଚ୍ଚ କଲେ ସରକାର କିଛି developement କାମ କରିଥିଲେ ଭଲ ହୁଅନ୍ତା
@RD123.........
@RD123......... 3 ай бұрын
ବିଜେଡି ସ୍କୁଲ, college ଠାରୁ ସବୁ ଠାରେ ସବୁଜ କଲେ ଯେଉଁ ଖର୍ଚ୍ଚ ହେଲା ସେତେବେଳେ କେଉଁଠି ଥିଲ
@lipun1531
@lipun1531 3 ай бұрын
Puruna hei jaithila ta ranga maribana​@@RD123.........
@pmshorts4970
@pmshorts4970 3 ай бұрын
Congress asile puni ranga badaliba
@dmohanty5003
@dmohanty5003 3 ай бұрын
@@RD123........... BJD time re Odish per capita re 12 ta position uparaku uthichi. Uttarapradesh re yogi double engine Sarkar thai bi gote position uparaku nei parilani. UP ebe bi bharata ra ditiya(2nd) sabuthu garib rajya
@brajakishorepadhi4022
@brajakishorepadhi4022 3 ай бұрын
ୟେ ପରାମର୍ଶ ନବୀନ ବୁଢା କୁ ପୂର୍ବରୁ ଦେବାର ଥିଲା
@ranajitkumarmohanty9740
@ranajitkumarmohanty9740 3 ай бұрын
BJP ଠାରୁ ଆପଣ ସ୍ୱଚ୍ଛ ଶାସନ ଆଶା ରଖିଛନ୍ତି କି? ମୋଦୀ ସାହା କଥାରେ ଯେତିକି ଦିନ ନାଚି ତାଙ୍କୁ ଫାଇଦା ଦେବେ ସେତିକି ଦିନ ମୁଖ୍ୟମନ୍ତ୍ରୀଙ୍କ seat ସୁରକ୍ଷିତ ll ଗୁଜରାଟୀ ଘୁଙ୍ଗୁର ପିନ୍ଧି "ଓଡ଼ିଆ ଅସ୍ମିତା" ର ନାଟକ କରୁଛନ୍ତି ଏମାନେ ll
@pravatsethy8647
@pravatsethy8647 3 ай бұрын
U r absolutely right
@rabinarayanapraharaj4477
@rabinarayanapraharaj4477 3 ай бұрын
ହଜାର ହଜାର କୋଟି ବର୍ ବାତ ନକରି କଣ ଗୋଟେ ବ୍ୟବସ୍ଥା କରନ୍ତୁ
@theweoponmaster2416
@theweoponmaster2416 3 ай бұрын
ଠିକ କହିଛନ୍ତି ଆପଣ
@laal-lx7sm
@laal-lx7sm 3 ай бұрын
ରଙ୍ଗକୁ ନବଦଳାଇ ବ୍ୟବସ୍ଥା କୁ ବଦଳାଇଲେ ମେଣ୍ଡାପଲ କିଛି ବୁଝିପାରିବେନି । ଚାଉଳର ରଙ୍ଗ ବଦଳେଇ ଦେଉ ଥିବାରୁ କୋଡିଏ ବର୍ଷ ପର୍ଯ୍ୟନ୍ତ ଲୋକେ ସେହି ଚାଉଳ ନବୀନ ଦେଉଥିଲା ବୋଲି ଭାବୁଥିଲେନା ।
@sadhudas2758
@sadhudas2758 3 ай бұрын
ବେ ବିଜେଡି ଯାହା ଥିଲା ବିଜେପି ତ ସେୟା। ଛି ଛି
@sadhudas2758
@sadhudas2758 3 ай бұрын
ଏ ଖର୍ଚ ଅନାବଶ୍ୟକ। କିଏ ଦବ
@numerologistsannjoy5996
@numerologistsannjoy5996 3 ай бұрын
କାହିଁକି ବିଜେଡି ସମୟରେ ତ ଏ ବାବୁ ପାଟି ଖୋଲୁ ନ ଥିଲେ 🤣🤣🤣
@suvendu2359
@suvendu2359 3 ай бұрын
Tamane se kahiba ta bhul...
@sudhanshusahoo5617
@sudhanshusahoo5617 3 ай бұрын
​@@suvendu2359yes
@sudhanshusahoo5617
@sudhanshusahoo5617 3 ай бұрын
Right sir
@sanjitikumarkanhar963
@sanjitikumarkanhar963 3 ай бұрын
Ok
@searchin2122
@searchin2122 3 ай бұрын
Bjd time re ea sabu ta heithila.. lokamanka ra subidha pain bjd karithla.. asubidha thile ta kn kahibe....khali eamanku....😢 .
@sadhudas2758
@sadhudas2758 3 ай бұрын
ଠିକ୍ କଥା
@sadhudas2758
@sadhudas2758 3 ай бұрын
ପୂର୍ବ ରଙ୍ଗ ପରିବେଶ ଅନୁକୂଳ ଥିଲା
@Dep_Tripathy
@Dep_Tripathy 3 ай бұрын
ଭାଇ, କେମିତି?
@BrajaPal-bs1sj
@BrajaPal-bs1sj 3 ай бұрын
ମୋହନ ବାବୁ ଙ୍କୁ ଅନୁରୋଧ କେତେ ଟଙ୍କା ଖର୍ଚ୍ଚ ହେଲା ଓଡ଼ିଶାର ଲୋକଙ୍କୁ କହିବେ କାରଣ ଆମ ଟଙ୍କାରେ ରଙ୍ଗ କରୁଛ ତମ ବାପା ପକେତରୁ କରୁ ନାହଁ
@LukoMajhi
@LukoMajhi 3 ай бұрын
କୈାଣସି ଦଳ ଲୋକଙ୍କ ଉନ୍ନତି ପାଇଁ କାମ କରୁନାହାନ୍ତି କେବଳ ନିଜର ଦଳର ଫାଇଦା ପାଇଁ କାମ କରୁଛନ୍ତି ଏଠି ଆମେ ସମସ୍ତେ ଭକୁଆ।
@santoshkumarmohapatra78
@santoshkumarmohapatra78 3 ай бұрын
ରଙ୍ଗ ବଦଳିଲେ ସବୁ ବଦଲିବ,ସେଥିପାଇଁ ଏଟା ekdam thik kam
@maanangseri
@maanangseri 3 ай бұрын
ରଙ୍ଗ ବଦଳେଇଲେ ନାମ ପରିବର୍ତନ କଲେ କଣ ଓଡିଶା ବାସି କା ଅମଲ ରେ ମୋ ବସ୍ ର ସୁବିଧା ଦିହା ଜାହିତିଲା କଣ ଜାଣି ପାରିବେ ନାଇଁ !ହେହି ଯଜନା କୁ ଛାଡି କୌଣସି ଏକ ନୂଆ ଯଜନା ହାଣିଲେ ଲୋକ ବିଶ୍ୱାସ କରିବେ ନହେଲେ ନେଡି ଗୁଡ ଚାଲିଯିବ ହେହା ନିଶ୍ଚୟ
@sundargarhsng9463
@sundargarhsng9463 3 ай бұрын
Changing the colour, it is not a development work for the people of Odisha. It is just a wastage of our money.
@ଓଡ଼ିଆପରିବାର
@ଓଡ଼ିଆପରିବାର 3 ай бұрын
ପୂର୍ଵ ରଙ୍ଗ ପରିବେଶ ଅନୁକୂଳ ଥିଲା କିନ୍ତୁ ଏ ଗେରୁଆ ରଙ୍ଗ ପରିବେଶ ବିରୋଧୀ ତେଣୁ ବିଜେପି ହଟାଓ
@sibaprasadmishra7263
@sibaprasadmishra7263 3 ай бұрын
U r right ..
@prasantkumarmallick5636
@prasantkumarmallick5636 3 ай бұрын
ଏ ସରକାର ଓଡିଶା କୁ ଦରିଦ୍ର କରିଦେବ, ଭୁଲ ହୋଇଗଲା
@pabitrabehera1074
@pabitrabehera1074 3 ай бұрын
Bag bantuthila bele kichhi kyati helani
@kailashojha1565
@kailashojha1565 3 ай бұрын
ଆପଣ ଏହି କଥା ଶୁଣି ଖୁସି ହୋଇଗଲା ମନ✌️✌️✌️🙏
@pramodmandal2004
@pramodmandal2004 3 ай бұрын
ପୂର୍ବ ରୁ ଯେଉଁ ରଙ୍ଗ ଥିଲା ସେହି ରଙ୍ଗକୁ ଫେରେଇ ଆଣୁଛନ୍ତି।
@UpendraBehera-o1z
@UpendraBehera-o1z 3 ай бұрын
ଆପଣ ଆଗରୁ କେଉଁଠି ଥିଲେ । ଯେତେବେଳେ ସବୁଜ ରଙ୍ଗ ଥିଲା ଏବଂ ୫ ଟି ଲେଖା ହୋଇଥିଲା । ପ୍ରତ୍ୟେକ ବସିବା ସିଟିରେ
@ishwarchandra3980
@ishwarchandra3980 3 ай бұрын
ମଦ ପିଇ କି ବେହସ ରେ ଥିଲା ଭାଇ ! ହୋସଆସିଲା ବେଳକୁ ଦେଖୁଛି ଗେରୁଆ ହେଇଗଲାଣି ତେଣୁକରି ମୁହଁ ଖୋଲୁଛି
@JagamohanJena-l3p
@JagamohanJena-l3p 3 ай бұрын
ପୂର୍ବ ସରକାର ଙ୍କ ବସ ଚଳାଚଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଠିକ ଥିଲା ବୋଲି କହିବା....
@TutuluBehera-h1y
@TutuluBehera-h1y 3 ай бұрын
ଭାଇ ସମ୍ବାଦ ପ୍ରସାରଣ ନିରପେକ୍ଷ କରନ୍ତୁ ।ଲୋକ ଆପଣଙ୍କ chanel କୁ ଭଲ ପାଇବା ମିଳିବ ।
@santoshpadhykumar9418
@santoshpadhykumar9418 3 ай бұрын
ଏ ସରକାର ଗର୍ବିଓ ଅହଙ୍କାରୀ🎉
@sumitaabeherastorynpoetry
@sumitaabeherastorynpoetry 3 ай бұрын
ଆମ ପଇସାକୁ କାହିଁକି ନଷ୍ଟ କରୁଛନ୍ତି ସରକାର
@sudhansusekharrout-x9r
@sudhansusekharrout-x9r 3 ай бұрын
BJP ସାରା ଦେଶରେ ଯୋଜନା ନାମ ବଦଳାଇବା ଶିଖିଛି ଯୋଜନା କରିନି କରିଛି କେବଳ ଦଙ୍ଗା
@bhagabatmarndi6424
@bhagabatmarndi6424 2 ай бұрын
Right 💯
@umakantapriyadarshi1372
@umakantapriyadarshi1372 3 ай бұрын
ପ୍ରସନ ଭାଇ ଆଉ କଣ ବିଜେଡି ରଙ୍ଗକୁ ଧରିକି ବୁଲିବା ନା କଣ...
@Bhagi-s7s
@Bhagi-s7s 3 ай бұрын
ଏ ଶଳା ବିଜେପି 2029 ରେ ଦେଖିବା
@baikunthamajhi3416
@baikunthamajhi3416 3 ай бұрын
ବିଜେଡି ରଙ୍ଗ କଲାବେଳେ କହିଲନି । ଆମେ ବାଇଟ୍ ଦେଖି ନୁ ତ ଏବେ ଫାଟୁଛି😂😂😂😂
@AshokPanda-qt4qn
@AshokPanda-qt4qn 3 ай бұрын
Sir Dhanyabada Apanku Bahut din pare Bhetili Apanaku 🙏💐🤝
@AshokPanda-qt4qn
@AshokPanda-qt4qn 3 ай бұрын
Apana Sathik tathya Deithanti 🙏
@yogibibhutiprasadpradhan6095
@yogibibhutiprasadpradhan6095 3 ай бұрын
କିଛି ଶ୍ରେଷ୍ଟମୂର୍ଖ ମାନେ social media ରେ comment କରି ଭୁକୁଛନ୍ତି bjp ବିରୁଦ୍ଧରେ,😂😂😂 ଯଦି bjp ଖରାପ ତେବେ ଶାସନ କ୍ଷମତାକୁ କେମିତି ଆସିଲା, କିଛି ବିରୋଧୀ ସମାଜ ରେ ବିଶ୍ରୁଖଳା ସୃଷ୍ଟି କରିବା ପାଇଁ ଏଇଭଳି comment କରି ନିଜକୁ ଶ୍ରେଷ୍ଟ ମନେ କରନ୍ତି ମନେ ମନେ,😂😂😂 ଏଇ ବାବୁ ଜଣକ ସେଥିରୁ ଅନ୍ୟତମ
@deepakacharya3892
@deepakacharya3892 3 ай бұрын
ଏ ମୁର୍ଖ ମୁଣ୍ଡିଆ ଫେକୁ ଗୋଷ୍ଠୀ ପ୍ରଥମରୁ ଆମ ଲକ୍ଷ୍ମୀ ଠାକରାଣୀଙ୍କୁ ଅପମାନ କଲେଣି। ଏଇ ବାଳ ଓଡ଼ିଆ ଅସ୍ମିତା, ଗୋଟେ ତଡିପାର ଓ ଗୋଟେ ଦଙ୍ଗାକାରି ଗୁଜରାଟ ରୁ ଆସି ଓଡ଼ିଶା ର ଲୋକ ଙ୍କ ସମ୍ମୁଖରେ ଓଡ଼ିଶା ଲୋକ କୁ ଆଶାଳିନ ଭାଷା ପ୍ରୟୋଗ କଲେ , BJP VOTERS ଙ୍କ ଘରେ ପଶି ଗେହୀ ଦେଲେ ଗୁଜରାଟୀ।
@rameshwarbadamali4742
@rameshwarbadamali4742 3 ай бұрын
ପାଣ୍ଡିଆନ ସମୟରେ ସବୁ ମୌନି ବ୍ରତ ପାଳନ କରିଥିଲେ... ଏବେ ଶିକ୍ଷିତ ଆସିଲ..
@kishorchandra2531
@kishorchandra2531 3 ай бұрын
ପ୍ରସନ୍ନ ବାବୁ,ପିଲାଙ୍କ ସ୍କୁଲ ଡ୍ରେସର ରଙ୍ଗ ବଦଳାଇ ତାମିଲନାଡୁ ରୁ ଯେଉଁ ଡ୍ରେସ ଆସିଲା ସେତେବେଳେ ପାଟି ତୁମର କାହିଁକି ଚୁପ୍ ଥିଲା?osrtc ର ନାଲିରଙ୍ଗ ବଦଳା ଯାଇ ସବୁଜ ରଙ୍ଗ କାହିଁକି ହେଲା ଆପଣଙ୍କ ପାଟି କାହିଁ ଚୂପଥିଲା?ଆପଣ ଅପେକ୍ଷା କରନ୍ତୁ ଯଦି ନୂଆ ସରକାର ଖରାପ କାମ କରିବ ତେବେ ଲୋକେ bjd କୁ ଫିଙ୍ଗିଲାଭଳି ଫିଙ୍ଗିଦେବେ।କେବଳ ଗଣ ମାଧ୍ୟମ ଓ କେତେକ କାମଳ ସାମ୍ବାଦିକଙ୍କ ପାଇଁ ଆଜି ନବୀନ ସରକାର ଯାଇଛି।ତୁମେ ସାମ୍ବାଦିକ ଖାଲି ମିଛ ସତ କହିବା ପାଇଁ ଠିକା ନେଇନ । ଅପେକ୍ଷା କର।
@ishwarchandra3980
@ishwarchandra3980 3 ай бұрын
ରଙ୍ଗମରାଯାଉନି ପ୍ରସନ୍ନବାବୁ , ଗର୍ବୀ ଆଉ ଅହଙ୍କାରୀ ଙ୍କ ମୁହଁରେ ଚୂନ, କାଳୀ ବଳାଯାଉଛି !
@PravasKumar-ys3or
@PravasKumar-ys3or 3 ай бұрын
Dhanya re murkah Paisa ta bapa daba be murkha
@ajaybadjena6799
@ajaybadjena6799 3 ай бұрын
ଲକ୍ଷ୍ମୀ ବସ୍ ର ଘୋଟାଲା ଭିତର କୁ ପଶିବାକୁ ଚେଷ୍ଟା କରନ୍ତୁ, ତାପରେ ରଙ୍ଗ ଵୋହିବ,
@atalbiharidas1819
@atalbiharidas1819 3 ай бұрын
Nabin colure is Ever green
@hatakishorbiswal2594
@hatakishorbiswal2594 2 ай бұрын
Absolutely
@sadhudas2758
@sadhudas2758 3 ай бұрын
ରଙ୍ଗ ବଦଳି ବିଜେପି କୁ ବଦନାମ ହବ
@BanalataMohanty-bf2ue
@BanalataMohanty-bf2ue 3 ай бұрын
Hina rajaniti karuchi bjp
@brajakishorepadhi4022
@brajakishorepadhi4022 3 ай бұрын
ୟେଟା ବିଜେଡି ଚାମଚା ୟା କଥାରେ କିଛି ଦାମ୍ ନାହିଁ।
@RajibBehera-hw1tj
@RajibBehera-hw1tj 3 ай бұрын
Bjp follow karuchi bjd ku
@SanjayaNayak-dn6mu
@SanjayaNayak-dn6mu 2 ай бұрын
Ebe apana mananka gyana Uday hauchhi....kintu Agaru AME janithilu sir......
@TrilochanDas-j8y
@TrilochanDas-j8y 3 ай бұрын
Sarkar nku nibedan rango badal antu nahi tonka tomo bapa ro nahi ,jonosadharanokaro, BJD, BJP, O congrese samaste manerakho,jiye v sason karo,matro,faltu karcho karani, colour rahu,,, tiranga
@JagamohanJena-l3p
@JagamohanJena-l3p 3 ай бұрын
ସଠିକ କଥା
@iamrohitbarik
@iamrohitbarik 3 ай бұрын
ଏବେ ବି ଆମେ bikes ଉପରେ ନିର୍ଭରଶୀଳ...ଏମାନଙ୍କ ଦ୍ଵାରା କିଛି ହେବନି...
@JAGABANDHUJENA-o4o
@JAGABANDHUJENA-o4o 3 ай бұрын
ଅସୁବିଧା କଉଠି ରହିଲା, ବିଜେଡି ଯେତେବେଳେ କରୁଥିଲା
@jitendranaik9979
@jitendranaik9979 3 ай бұрын
Very good BJP
@sasmitakar3233
@sasmitakar3233 3 ай бұрын
Ie genda dala chamcha ..jaha kahiba smastnku saman kuhntu nachet nije hasyspada 😅😅
@Cisplatin-r7b
@Cisplatin-r7b 3 ай бұрын
To maa ku gandi re gehibi 😂😂
@ashokkumarpradhan3959
@ashokkumarpradhan3959 3 ай бұрын
Sir Sir it's old Govt bus Colour. Please recall, but not print the Lotus Symbol instead of Conch.
@Dhakadrwa9345
@Dhakadrwa9345 3 ай бұрын
Galu gopo sorkar ...nijoro kichhi scheme nahin ki plan program nahi
@hemantadash6520
@hemantadash6520 3 ай бұрын
Tume ta otv agent 😜 mobus Nabin Pattnaik karithile ❤
@manaspriyapanda1909
@manaspriyapanda1909 3 ай бұрын
BJP sasan"mankad hatare salagram".jogyata tharu adhika miligale loka jaha modi company seiaaa
@SanjaykumaraPradhan
@SanjaykumaraPradhan 3 ай бұрын
Mu chhuta bele a nali bus re jauthhilu a babu kanjaninahanti agaru sarakara bus nali thhila boli amankara kichhu kam nahi kalimichhabadanam karuchhanti
@manaspriyapanda1909
@manaspriyapanda1909 3 ай бұрын
Ajogya loka hatare sasan. Mlechha sasan arambha hela.
@pabitrabehera1074
@pabitrabehera1074 3 ай бұрын
Agaru blue colour hoethile thik hoethanta. Bjd kahiki daliya ranga kala .
@mihirkumarbarik6867
@mihirkumarbarik6867 3 ай бұрын
Epate. Dardam bahut. Badhi galani sepate. Ranga mari ajatha kharcha kari labha nai dardam niyatrana te. Dhyan. Dia jau. Loke khusi hebe
@papunroutpapun6714
@papunroutpapun6714 3 ай бұрын
Kebe kahichha babu....gaon gaon re nala kupa re colour mariba katha kahichha...khali gapuchha
@suryakantamohanty8276
@suryakantamohanty8276 3 ай бұрын
Bjd ସାମ୍ବାଦିକ ପ୍ରସନ୍ନ ବାବୁ ଆପଣ କୁହନ୍ତୁ ଲକ୍ଷ୍ମୀ ବସ ରଙ୍ଗ bjd ତଥା ପାକିସ୍ତାନ କଲର୍ ହେବା ଉଚିତ୍ କି,bjp ରଙ୍ଗ ବଦଳାଉନି କଳଙ୍କିତ ପାକିସ୍ତାନ କଲର୍ କୁ ଲିଭାଇ ଦେଉଛି
@abhipsharana1427
@abhipsharana1427 3 ай бұрын
Puni pakistan😅😅😅
@MuralidharMulia
@MuralidharMulia 3 ай бұрын
କୌଣସି ରଙ୍ଗ କେବେ କୌଣସି ଦେଶର ନୁହେଁ।ରଙ୍ଗ ହିଁ ରଙ୍ଗ।ଭାରତୀୟ ଜାତୀୟ ପତାକାର ସବୁଜ ରଙ୍ଗ ଅଛି ତାହା କଣ ପାକିସ୍ତାନ ର ପ୍ରତୀକ।ଏମିତି ବଚଳମି ଭଲ ନୁହ।ରଙ୍ଗ ନ ବଦଳାଇ ଢଙ୍ଗ ବଡଲେଇବା ଦରକାର।
@abhipsharana1427
@abhipsharana1427 3 ай бұрын
Athi sabu godi bhakta.....hina rajaniti rajaniti dharma ra rajaniti satru ra rajaniti mandira masjid ra hina manasikata badaleibaku padiba...
@rajkishoreguru9218
@rajkishoreguru9218 3 ай бұрын
Misuse of public money.Why this.
@tusarmishramunmun
@tusarmishramunmun 3 ай бұрын
ଭତ୍ତା 3000 ସୁଭଦ୍ରା 50000💪
@Sached299
@Sached299 3 ай бұрын
ଏବେ ଯାଏଁ ମିଳିନି 😢
@tusarmishramunmun
@tusarmishramunmun 3 ай бұрын
@@Sached299 25 ବର୍ଷ ଧୌର୍ଯ୍ୟ ଧରିଲ 25 ଦିନ ତ ଅପେକ୍ଷା କର
@ItishreeMohanty-ps2of
@ItishreeMohanty-ps2of 3 ай бұрын
Rang karibaku kan money mohan majhi tanka parsanal money karcha karuchhanti
@amitsamal4097
@amitsamal4097 3 ай бұрын
Good decision by BJP. jetebele BJD navin nam re au nija chhinha ku use kariki jitibaku try karuthile. Tanka nama au chihna libheiba darkar
@PravasKumar-ys3or
@PravasKumar-ys3or 3 ай бұрын
Ta bapa photo thila ki sethire re murkgs
@ramakantabehera2791
@ramakantabehera2791 3 ай бұрын
They will earn something through p c.
@jagabandhubehera1984
@jagabandhubehera1984 3 ай бұрын
bjd ପାପ bjp ଧୋଉଛି
@krishna1275
@krishna1275 3 ай бұрын
BJP kn nija paisa re colour change karichiki ?
@sibaprasaddas1210
@sibaprasaddas1210 3 ай бұрын
BJD ର ଭୁଲ ର ପୁନାରେବୃତି କଲା BJP
@PratapBhai-tw1mu
@PratapBhai-tw1mu 3 ай бұрын
Super michhua pati BJP jatra Pati BJP Pati
@p_coolls
@p_coolls 3 ай бұрын
thik katha
@durgamajhi8679
@durgamajhi8679 3 ай бұрын
Abe color change tapare name change 😊
@skshitish
@skshitish 3 ай бұрын
,200 koti khai jibe
@pravatsethy8647
@pravatsethy8647 3 ай бұрын
Is that fathers property ???.. Bjp change the laxmi bus colour.. Who will gives the money ot change it. Mind it people change u from the power in near future.
@satyapriyamohanty2110
@satyapriyamohanty2110 3 ай бұрын
Absolutely right sir
@ranjanbehera2846
@ranjanbehera2846 3 ай бұрын
Bus Seba gote govt ro loss item
@videoicon945
@videoicon945 3 ай бұрын
Purbatana odisha sarakar byag bantan kala kana loke upakruta hoichhanti
@agriculturenaturevillager7531
@agriculturenaturevillager7531 3 ай бұрын
BJD BJP scheme ku ranga deuthila
@AnirudhaMoharana-y9n
@AnirudhaMoharana-y9n 3 ай бұрын
Tu kie toara qualification kan
@pathysatyasaran8992
@pathysatyasaran8992 3 ай бұрын
Emane kebala ranga badalaibe.
@koshlimoujchannel5975
@koshlimoujchannel5975 3 ай бұрын
Bhai sata kahila
@rinkudas5565
@rinkudas5565 2 ай бұрын
Bjp ranga badalaiba sarkar
@SanatanNayak-n7k
@SanatanNayak-n7k 3 ай бұрын
Jatia Pataka rang delani
@SanjayDas-kp2uj
@SanjayDas-kp2uj 3 ай бұрын
ଅତି ସୁନ୍ଦର କଥା
@sureshkumarsamal8314
@sureshkumarsamal8314 3 ай бұрын
Right katha
@kamalsamrat2038
@kamalsamrat2038 3 ай бұрын
Bjd mo Bala ra sarkar..
@babumb260
@babumb260 3 ай бұрын
Nice statement
@kamalsamrat2038
@kamalsamrat2038 3 ай бұрын
Jaha hei chi thik heichi rang badliba darkar..
@dinabandhunaik7332
@dinabandhunaik7332 3 ай бұрын
Right 🎉🎉🎉🎉🎉
@BhatraGanesh-zi1du
@BhatraGanesh-zi1du 3 ай бұрын
Bjp ro takth nahi
@aravindapattanayak2966
@aravindapattanayak2966 3 ай бұрын
Thank u sir 👍
@kkarunakaramahanandia9980
@kkarunakaramahanandia9980 3 ай бұрын
ଯେଉଁ ସରକାର ଯେତେବେଳେ ରହିବ ସେତେବେଳେ ସେହି ରଙ୍ଗ ହିଁ ରହିବ
@nilanchalnaik1921
@nilanchalnaik1921 3 ай бұрын
A MAGIA ta BJD neta ta😢
@prashantakp5675
@prashantakp5675 3 ай бұрын
Bjp hinsa sarakar
@gagansuna8960
@gagansuna8960 3 ай бұрын
Right sir 👍
@bikashkumarnayak6249
@bikashkumarnayak6249 3 ай бұрын
Right sir
@akashthanapati6741
@akashthanapati6741 3 ай бұрын
Right
@niranjanpradhan405
@niranjanpradhan405 3 ай бұрын
Right
@dillippanda8734
@dillippanda8734 3 ай бұрын
Rt
@bishnucomedi1293
@bishnucomedi1293 3 ай бұрын
Tame kn pagala ki
@sasmitap9784
@sasmitap9784 3 ай бұрын
Abe ta nua asile tike time dia
@ranjitabiswal4860
@ranjitabiswal4860 3 ай бұрын
Jai bjp
@dibyaranjanmohapatra8113
@dibyaranjanmohapatra8113 3 ай бұрын
Bus colour change will be better for safety.. Orange colour will be very visible at evening to night time and accident will be decrease. We are thinking politically wrong but that's better for human society... this is my opinion.
ମୁଁ ବିଜେଡି ଛାଡିକି ଯାଇନି ।
2:28
Kalinga Today Live
Рет қаралды 325 М.
Bike Vs Tricycle Fast Challenge
00:43
Russo
Рет қаралды 104 МЛН
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 2,8 МЛН
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 2 МЛН
Bike Vs Tricycle Fast Challenge
00:43
Russo
Рет қаралды 104 МЛН