BJD News Live: ପାଣ୍ଡିଆନ-ବବିଙ୍କ ଦୋଷ ନାହିଁ | MP Debashish Samantaray | Naveen Patnaik News| Odia News

  Рет қаралды 141,705

News18 Odia

News18 Odia

Күн бұрын

Пікірлер: 190
@er.bibhutibhusanpatra8445
@er.bibhutibhusanpatra8445 2 ай бұрын
ଆପଣଙ୍କ କହିବା ଅନୁଯାୟୀ କେବଳ ପାଣ୍ଡିଆନ ଙ୍କୁ ଛାଡିଦେଲେ ବିଜେଡି ଦଳରେ ଆଉ କେହି ଯୋଗ୍ୟ ନ ଥିଲେ Transformation କାମ କରିବା ପାଇଁ। ଆଜ୍ଞା ଜନତା ବାଛିଥିଲେ ବିଧାୟକ ମାନଙ୍କୁ IAS, IPS ଅଫିସର୍ ମାନଙ୍କୁ ନୁହେଁ।ମନ୍ତ୍ରୀ ନିର୍ଦ୍ଦେଶ ଦେଲେ ତାକୁ କାର୍ଯ୍ଯ କରାଇବା ପାଇଁ ସରକାରୀ କଳର ଉପଯୋଗ କରିବା ହେଉଛି ଅମଲାତନ୍ତ୍ରର କାମ।ମନ୍ତ୍ରୀ ଙ୍କ କାମ ଅଫିସର୍ ଜବରଦସ୍ତି କଲେ ସେତେବେଳ ମନ୍ତ୍ରୀ ,ବିଧାୟକ ମାନେ ବେସାହାରା ହୋଇ କେଉଁ ଭୂମିକାରେ ଥିଲେ ତାହା ଓଡ଼ିଶାବାସୀ ସବୁ ଦେଖିଛନ୍ତି ଓ ଜାଣିଛନ୍ତି। ଆପଣ ଜଣଙ୍କ ସପକ୍ଷରେ କହି ନବୀନ ବାବୁଙ୍କ ଦୋଷ ଦେଖାଇ ସତକୁ ଲୁଚାନ୍ତୁ ନାହିଁ।
@DhirendraSatapathy
@DhirendraSatapathy 2 ай бұрын
କେତେ ଗ୍ରୀଭାନ୍ସ ସମାଧାନ କରିଛନ୍ତି ସାରା ଓଡ଼ିଶା ଦେଖିଛି। ଆଉ ପାଣ୍ଡିଆନ୍ ପାଖରେ ତୁମର କଣ ଓଜନ ଥିଲା......
@RanjanRout-xj3jb
@RanjanRout-xj3jb 2 ай бұрын
ଁ😊ତଲଁଲ😊😊😊😊ଁକ😅ଁତଁ😊😊😅😊କଁଜ,କ*+😊*😊୯+*୯+*!+😊୯** 5:49 -*( *୯++😊ଚଲଁତଥିଲା କଁଁ😊ଁୱକ 😊 !*😊୯+-***+*😅ଜକଁଜଲଁଁ😊ଲତଲ😊ତ😊ୱ😊ଲଲଁକଁଚଲତ😊ଟ😊ଜ😊ଲଁଲ 7:19 ନ ଁକତଂ😊ଲଲଜଁଜଲଁ୍
@himansunath3557
@himansunath3557 2 ай бұрын
ଖସି ଯାଇଛ ଦେବାଶିଷ ବାବୁ. ନହେଲେ ଏଥର କଛା ଖୋଲି ଯାଇଥାନ୍ତା.
@manojroutray4400
@manojroutray4400 2 ай бұрын
Debasis safe Delhi Ta kaupine
@bhagwandash4297
@bhagwandash4297 2 ай бұрын
ଦେବାଶିଷ ବାବୁ ଆଗକଥା ଭୁଲି ଗଲେ ନି କି ନବୀନ ବାବୁ ଙ୍କ ବିରୁଧରେ ଆପଣ ଲାଗି ଥିଲେ ଏବେଲୋକଙ୍କ ଆଗରେ ଦେଖେଇ ହେଉ ଛନ୍ତି ଦେବା ଶିଶ ତୁ ଗୋଟେ ଅହଙ୍କାରୀ ମଣିଷ ତୋ ଉପରେ ନବୀନପଟନାୟକ ର ଅଭିଶାପ ଶୁଣିଚିତ ତୋ ଉପରେ ପଡିବ
@nishikantabirabar1385
@nishikantabirabar1385 2 ай бұрын
ଓଡ଼ିଶା ରେ ଏହି ପୁରୁଣା ନେତାଙ୍କ ପାଇଁ bjd ହାରିଲା କାରଣ ଏହି ନେତା ଜନତା ଙ୍କୁ ଚାକର , ଭିକାରୀ ଭଳି ଭାବୁ ଥିଲେ ।
@pitambarkhamari5572
@pitambarkhamari5572 2 ай бұрын
ଆପଣଙ୍କର କେତେ oukat ସେ ସମୟରେ ଥିଲା
@kailashrana5820
@kailashrana5820 2 ай бұрын
ଗଣ୍ଡଗୋଳ କରିବେ ବୋଲି ପାଣ୍ଡିଆନ୍ ତାଙ୍କୁ ସାମ୍ନା କରିପାରିବେ ନାହିଁ ବୋଲି ରାଜ୍ଯସଭାକୁ ପଠାଇ ଦିଆଗଲା ,ବଞ୍ଚିଗଲେ ।ସୁଧୂରିଯିବା ପାଇଁ ମାନସିକତା ଦରକାର ।ଖୋସାମତିଆ ପ୍ରକୃତି ଛାଡିବା ଦରକାର ।ନଚେତ ବଳହୀନ ସମୟରେ ବହୁତ ସମସ୍ୟା ର ସମ୍ମୁଖୀନ ହେବା ଥୟ । ଫାଇବ୍ ଟି ବୁଲୁଥିଲେ କଣ ମାଗଣାରେ ? ଇ୦ରାଜୀ ଉଚ୍ଚାରଣ ଉପରେ ପ୍ରଶ୍ନ !
@biranchisrichandan8411
@biranchisrichandan8411 2 ай бұрын
ଦେବାଶିଷ ଏଥର MLA ଛିଡ଼ା ହୋଇଥିଲେ ଗଧ ପରି ହାରିଥାନ୍ତେ। ଭାଗ୍ୟ ଭଲ ରାଜ୍ୟ ସଭା ସଦସ୍ୟ ହେଇଗଲେ ବୋଲି ବଞ୍ଚିଲେ। ଦେବାଶିଷ ସାମନ୍ତରାୟ ହେଉଛନ୍ତି ଦ୍ଵୀତୀୟ କ୍ରିତଦାସ।ମଞ୍ଚ ରୁ ନେତାଙ୍କ ହାତ ଧରି ତଳକୁ ଓହ୍ଲାଇ ଦେବା କ'ଣ ଠିକ୍।ଅଣ ଓଡିଆ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୁରୁତ୍ଵ ପୂର୍ଣ୍ଣ ଅଧିକ ବିଭାଗ ଦେବା କ'ଣ ଠିକ୍। ଦେବାଶିଷ ଜଣେ ସ୍ବାର୍ଥ ପର ବ୍ୟକ୍ତି।
@pratapchandramohapatra2118
@pratapchandramohapatra2118 2 ай бұрын
ଓଡ଼ିଶା ଇତିହାସ ରେ ସବୁଠୁ third grade CM ନବୀନ ପଟ୍ଟନାୟକ
@dillippradhan996
@dillippradhan996 2 ай бұрын
Right
@dilubhoi8961
@dilubhoi8961 2 ай бұрын
ବିଜେପି କୁ ସମର୍ଥନ କରିକି ବିଜେଡ଼ି ହାରିଛି
@hemantamohanty4171
@hemantamohanty4171 2 ай бұрын
ତମେ ଭାରି ଭଲ ବାବୁ
@kailashrath2734
@kailashrath2734 2 ай бұрын
ଏଇ ଶିଳାକୁ ଭୋଟ ଦେଇ ଭୋଟର ଭୁଲ୍ କରିଛନ୍ତି ।ଏହି ଅଭଦ୍ର ସା୦ସଦ ର ନିଶ୍ଚୟ କିଛି କିଳା ଅଛି, ଏଣୁ ସେ ଵଵି ଓ ପାଣ୍ଡିଆନ୍ କୁ ଭୟ କରୁଛି ।
@jogeshdas8653
@jogeshdas8653 2 ай бұрын
ଏଇଟା ପକା ଗାଲୁଆ!
@ranjandas2578
@ranjandas2578 2 ай бұрын
ହସ ଲାଗୁଛି, ଜଣେ ଚାକିରିଆ କୁ ବଡ଼ ବଡ ନେତା, ମନ୍ତ୍ରୀ, MLA, MP ନମସ୍କାର କରୁଥିଲେ ଆପଣ ଦେଖି ନାହାନ୍ତି ବୋଧେ, ଆପଣ ମୁଣ୍ଡିଆ ମାରିଛନ୍ତି ନାଁ ନାହିଁ,ଯାହା ଆମେ ମିଡ଼ିଆ ରେ ଦେଖିଛୁ ସେଇଟା ଠିକ ନାଁ ଭୁଲ?
@dayapatra3241
@dayapatra3241 2 ай бұрын
ଦଳର ପରାଜୟ କଣପାଇଁ ଜାରଜ ପଣ୍ଡିଆନ ଦାଇ କି ନାହି ?
@PRAKASHMOHANTY-x1x
@PRAKASHMOHANTY-x1x 2 ай бұрын
ରାଜ୍ୟବାସୀ ଦେବାଶିଷ ବାବୁଙ୍କୁ ଜାଣିସାରିଛନ୍ତି ଯେ ତାଙ୍କ କଥାର ପଇସାକର ଦାମ୍ ନାହିଁ। ଏମିତି କଲେ ଆଉ ଥିବ ବାଳ ନା ଖାଇବ ଶୁନପାମ୍ପୁଡି।
@sudhirkumarnanda5683
@sudhirkumarnanda5683 2 ай бұрын
୨୫ ବର୍ଷ ଶାସନ ରେ ସାରା ଓଡ଼ିଶା କୁ ଲୁଟି ଖାଇଲ ଟିକିଏ ତୁମ ମାନଙ୍କୁ ଲଜ୍ଜା ନାହିଁ ବଡ଼ ବଡ଼ ଭାଷଣ ମାରୁଛ। ମହାପ୍ରଭୁଙ୍କ ଆଶିର୍ବାଦ ରୁ ଓଡ଼ିଶା ରୁ ତାମିଲ ଗୁମାସ୍ତା ଓ କ୍ରିତଦାସ ଶାସନ ର ଅନ୍ତ ଘଟିଲା। 🙏🏻🚩ଜୟ ଜଗନ୍ନାଥ 🚩🙏🏻
@ranjannayak7751
@ranjannayak7751 2 ай бұрын
ହାରିଥିଲ
@kuanrtudu9960
@kuanrtudu9960 2 ай бұрын
କେତେ ଗ୍ରିଭେନ୍ସ ସମାଧାନ କରିଛନ୍ତି ନବୀନ ପଟ୍ଟନାୟକ ଉଦାହରଣ ଦିୟନ୍ତୁ । ଖାଲି ମନକୁ କହିଲେ ହବନି , ଜନସାଧାରଣ ଉଚିତ୍ ଜବାବ ଦେଇଛନ୍ତି ।
@केदारनाथमिश्रा
@केदारनाथमिश्रा 2 ай бұрын
Pyari babu o Pandian sir ,2 neta..aousabu faltu ..loka Nabin sir nku chanti.chahnuthile..kintu bjd mla o mp nou vote dele papaheba boli bhabile..direct nabinbabu cm hebara thi le hoithanta..
@harekrishnaratha6376
@harekrishnaratha6376 2 ай бұрын
ରାଜନୀତିଆ ବ୍ୟକ୍ତି ମାନଙ୍କୁ ଅନୁରୋଧ, ଆଉ ପର ଛିଦ୍ର କଥା ନ ହୋଇ ପର ର ଭଦ୍ର କରନ୍ତୁ।
@prasantakumar1456
@prasantakumar1456 2 ай бұрын
Outsoursing life zero 24 yrs.
@SridharSha-zr3wd
@SridharSha-zr3wd 2 ай бұрын
ଯେତେ ପ୍ରଜନ୍ତ ବିଜେଡିର ତମେ ମାନେ ଥିବ ବିଜେଡି ହରିବ
@ganeshpanigrahi8296
@ganeshpanigrahi8296 2 ай бұрын
ଲାଜ ଲାଗୁଛି , ଆପଣ ମାନେ ଥିଲେ କେଉଠି, ସମାଲୋଚନା କରିବାକୁ ସମୟ ମିଳିଲା , ସଜାଡିବାକୁ ସମୟ ମିଳିଲା ନାହିଁ। ଆଳୁ ଚଣା ଖାଆନି,
@SantoshKumar-qg4mf
@SantoshKumar-qg4mf 2 ай бұрын
ଭାଇ ଯାହା କାଉଛନ୍ତି ଠିକି ❤
@aswinikumarchhatoi7224
@aswinikumarchhatoi7224 2 ай бұрын
ବିଜୁଜନତା ଦଳ ହାରିବା କାରଣ,,, ବବି ଦାସ
@aswinikumarchhatoi7224
@aswinikumarchhatoi7224 2 ай бұрын
ମୋର,,, ପୁରୀ ସଦରରୁ ଅନୁଭୁତି
@princetushar3970
@princetushar3970 2 ай бұрын
V K Sir ❤
@shivdurgaenterprise
@shivdurgaenterprise 2 ай бұрын
Right vk pandian inteligent officer in bjd party but Navin patnaik bjp ku support kori harichhi
@PhellupratapBehera
@PhellupratapBehera 2 ай бұрын
Right debasish babu
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ତୁମର ଗଲୁଆମି ଯେତେ ଲୁଚେଲେ ବି ସମଗ୍ର ଓଡ଼ିଆ ଜାଣିଛନ୍ତି,,ତୁମେ ହାରି ଗଲା ପରେ ବି ଗଲୁଆମି ଛଡି ପାରୁନ,,,କିଛି ତ ପାଶ୍ଚାତ ତାପ କର ନିଜ ଦଳ ର ଦୁର୍ବଳ ତା ସ୍ବୀକାର କର,,,ନଚେତ୍ ସମୟ ଆସିବ ପରବର୍ତ୍ତୀ ସମୟ ରେ ବିରୋଧୀ ଦଳ ପାଇଁ ଯେଉଁ ଆସନ ଅଛି,,ତାହା ବି ଚାଲିଯିବ,,
@nilamadhabasamantaray3509
@nilamadhabasamantaray3509 2 ай бұрын
ଏବେବି ଭୟ ଅଛି
@pravakarparida8733
@pravakarparida8733 2 ай бұрын
ଦେଖିବା ବିଜେପି କଣ କରୁଛି
@BabubhaiBabubhai-bu9vm
@BabubhaiBabubhai-bu9vm 2 ай бұрын
ହାରିଲ କାହିଁକି ସବୁ
@SridharSha-zr3wd
@SridharSha-zr3wd 2 ай бұрын
ତମ ମାଗିହା ପାଇ ବିଜେଡି ହାରିଛି
@diptisatpathy2799
@diptisatpathy2799 2 ай бұрын
Nabin Pattnaik no 1 CM
@abhayagachhayat9237
@abhayagachhayat9237 2 ай бұрын
ସତ କହିବାକୁ ଡର
@anilpanda3895
@anilpanda3895 2 ай бұрын
ଚବିଶ ବର୍ଷ ଶାସନ କାଳ ରେ ଦଳର କେହି ହେଲେ ଯୋଗ୍ୟ ହୋଇପାରିଲେ ନାହିଁ ଯେ ତାମିଲ୍ ହାତକୁ ଓଡିଶା ଯାଇଥାନ୍ତା ? ଭଲ ଚାଟୁକାରିତା ତ , ଆଉ
@gokulamunda4690
@gokulamunda4690 2 ай бұрын
😊
@RajaramSarangi
@RajaramSarangi 2 ай бұрын
ଚୋର ପରି ପଶିଥିଲେ ବିଜେଡିର ସବୁ ଏତେବଡ ନେତା ପୋଲିସ ଭଲି କିଛି କରିପାରିଲେନି। ଗ୍ରିଭେନ୍ସ ନାମରେ ଢ଼ୋଲ ଭିତର ମୂଶାହିଁ ଓଡିଶାକୁ ଖାଇଦେଲା
@DEKU_BAKKA
@DEKU_BAKKA 2 ай бұрын
Padian sir great work odissa
@pabitramohapatra3921
@pabitramohapatra3921 2 ай бұрын
ଏଇଟା ସତରେ ବେଲଜିଆ ।
@gujaraimajhi-df6jr
@gujaraimajhi-df6jr 2 ай бұрын
Fear is well for better understanding
@rameshsethi1280
@rameshsethi1280 2 ай бұрын
ତୁମେ, ହଉଛ ଓଡିଶା ରେ, ପାଣ୍ଡିଆନ ର, ଏକ, ନମ୍ବର, ପାଦ ଚଟା,, ମଣିଷ ଟିଏ,
@bipracharansethi7893
@bipracharansethi7893 2 ай бұрын
Then who is responsible for the worst. You kept silent at that time. Now you are clarifying after everything is over.
@BharatiSahoo-lj5fl
@BharatiSahoo-lj5fl 2 ай бұрын
Jie Pandian nku birodh karu chhi. Samaya nku tume mane wait kaar.
@lipasahoo2812
@lipasahoo2812 2 ай бұрын
ଇଏ ଗୋଟେ ପଛ ପେଲା କାହାର ତ ଦୋଷ ନାହିଁ ଦଳ ହାରିଲା କାହିଁକି
@bijaykumarhota8158
@bijaykumarhota8158 2 ай бұрын
ଆଉ ତମେ କ୍ଷମତା ପାଇବ ନାହିଁ
@subashbehera5545
@subashbehera5545 2 ай бұрын
ଏବେ ବି ପଣ୍ଡିଆଣଙ୍କୁ ଡରୁଛନ୍ତି
@tapankumardehury7852
@tapankumardehury7852 2 ай бұрын
Right question
@birupakshyajena609
@birupakshyajena609 2 ай бұрын
Correct bat one man ku dosa dele habani
@dharmendrajena4798
@dharmendrajena4798 2 ай бұрын
ଦୁମ୍ ପାଗଳ
@sasadharamishra5139
@sasadharamishra5139 2 ай бұрын
DG ର constable ବଦଳି କରିବା କ୍ଷମତା ନ ଥିଲା। ବହୁତ୍ ଓଡ଼ିଆ ଙ୍କୁ ମାରିଲ BJD ଦଳ।
@dhirendrapanigrahi7303
@dhirendrapanigrahi7303 2 ай бұрын
24 ghanta ,ki katha,hau dekhiba,kete dina a khela chaliba.
@anilemahakul3034
@anilemahakul3034 2 ай бұрын
Sabu pandu pain
@abhijitabhi7357
@abhijitabhi7357 2 ай бұрын
Jay Jagannath Jay odisha Jay nabin sir miss you nabin sir 😂
@ranunayak5735
@ranunayak5735 2 ай бұрын
ଦଳ ହାରିଛି ଆଉ କିଛି ଦିନ ପରେ ଭାଙ୍ଗିବ
@rajendrapadhy471
@rajendrapadhy471 2 ай бұрын
Sata katha kahile
@nagenkumarmarandi9506
@nagenkumarmarandi9506 2 ай бұрын
Pandian is great
@CarevantisMedicare
@CarevantisMedicare 2 ай бұрын
Super servant
@krushnasahoo1
@krushnasahoo1 2 ай бұрын
Transformation why not in last 25 year. Why within last 1 year...
@manojkumartripathy3493
@manojkumartripathy3493 2 ай бұрын
Thate marile bala katha....
@sunilrauto5923
@sunilrauto5923 2 ай бұрын
ପାଣ୍ଡୁ ଆଗରେ ଠିଆ ହେବାକୁ ତୁମେ ଡରୁ ଥିଲ
@ajnnathnath4070
@ajnnathnath4070 2 ай бұрын
ପାଣ୍ଡୁ ଏବେ ବି ବିଜେଡି ଚଳାଉଛି ହେ, ଜଣାପଡୁଛି
@allodiaentertainment7385
@allodiaentertainment7385 2 ай бұрын
Pandian grievance kale 24 awaaz kama hue Jou kamare lanchamile au nuheta kn mu chief minister grievance
@lokaranjanpattanaik3152
@lokaranjanpattanaik3152 2 ай бұрын
Pandian havoc still with those people
@dayapatra3241
@dayapatra3241 2 ай бұрын
ତମେ ସବୁ ପଣ୍ଡିଆନ ର ଚାମଚା ହୋଇଥିଲ କି ?
@SmrutiMartha
@SmrutiMartha 2 ай бұрын
Bala rajya sabha
@pravatkumarmishra9760
@pravatkumarmishra9760 2 ай бұрын
Pandu ର ଏ‌ଗୋଟେ ବଡ଼ କ୍ରୀତଦାସ ଆଛା ତାହେଲେ କହ ସେ ଜଦି ଚୋର ଏବେ କହୁଚ ତମ ଦଳରେ କେମିତି ରଖିଥୀଲ ଦେବାଶିଷ ବାବୁ ଜଣେ କ୍ରୋଧୀ ଲୋକ ଏମିତି କରି ଦଳ ଭାଂଗୀ ଦଵ
@arunkumarbehera9271
@arunkumarbehera9271 2 ай бұрын
Provat. Thik. Kohuchonnti
@bharatkumarbehera6897
@bharatkumarbehera6897 2 ай бұрын
Super galua
@kamallochannayak9660
@kamallochannayak9660 2 ай бұрын
BJD Jinithile Pandian Odisha Ku Sarbanash Kari Deithanta .
@akhilkumarraj1931
@akhilkumarraj1931 2 ай бұрын
ତମେ ଲୋକପ୍ରତିନିଧି ନା ମୁହରେତୁଣ୍ଡି ଭିଡା କୁକୁରଶଳାସବୁ ମିଶି ଦଳଟାକୁ ହରାଇଲ ।
@ramakantmahanta6994
@ramakantmahanta6994 2 ай бұрын
ତୁମେ ମାନେ ପାନ୍ଦିଆନଙ୍କୁ ଏତେ ଭୟ କରୁୱ୍ହ କାହିଁକି ?
@bimachronicle7347
@bimachronicle7347 2 ай бұрын
All fals message through Media. Not solved? Which one?
@narendrarout3552
@narendrarout3552 2 ай бұрын
Debasis babu apana nije kana kahu chha tu jani parunahanti.Tume kana odisha basi janichhanti.jane tela maruthiba o ijjat Hara kritadas tharu kana asha Kara Jai pariba.
@manoranjanpanda1825
@manoranjanpanda1825 2 ай бұрын
Tamil babu Tamil babu kahuchhanti biharuni biharuni katha kehi kahu nahanti
@RajaramSarangi
@RajaramSarangi 2 ай бұрын
ବେକାର କଥା କହୁଛନ୍ତି ଦେବାଶିଷ୍ ବାବୁ ।କାହାର ସାଲିସ କରିବା ଆଗରୁ ନିଜର ବ୍ୟକ୍ତିଗତ ନେତୃତ୍ୱର ପରିଚୟ ଦେବା ଉଚିତ୍
@bahadursagar1698
@bahadursagar1698 2 ай бұрын
Grievance mote heunathila.jadi heuthila tar samadhan zero.
@gokulendumishra1281
@gokulendumishra1281 2 ай бұрын
Team Pandu ….ha. Ha ha….
@manoranjanjena7289
@manoranjanjena7289 2 ай бұрын
You were all behind Pandian, should have shame
@lionshakunamotata257
@lionshakunamotata257 2 ай бұрын
ଆମେ ନୁହଁ ତୁ, ଆଉ ସେ ଖୁଣ୍ଟିଆ ଆଉ ସେ ମଙ୍ଗରାଜ ଦାଈ. ତୁମେ କଟକ ବସି ଦାଈ. କାରଣ ତୁ ଜାଣିଚୁ କେଇ ଯାଇଥାନ୍ତି ରାଜ୍ୟସଭା ଆଉ କେଇ ହେଇଥାନ୍ତା ବାଚସ୍ପତି. 🙏 @ନବୀନ ବାବୁ ଥରେ ଭାବିବେ ମାନେ ପାର୍ଟ୍ୟ ପାଇଁ ଆଉ କଉ ମାନେ ନିଜ ପାଇଁ କାମ କରନ୍ତି 🙏
@bharatkumarbehera6897
@bharatkumarbehera6897 2 ай бұрын
Tame kie ho
@himanshusekharbehura5670
@himanshusekharbehura5670 2 ай бұрын
Kede nirlaja..
@Raghunathgouda-j5q
@Raghunathgouda-j5q 2 ай бұрын
Bala Bala hauni
@manojroutray4400
@manojroutray4400 2 ай бұрын
PRavat biswal pua Nabina tharu dher Jitichi
@allodiaentertainment7385
@allodiaentertainment7385 2 ай бұрын
Chief minister grievance re application deli 25th September re kintu kama habani kahile khortha 19th February 19 October kete Dina laagila kama heini ebebi Maggie gandimariki khauthila
@kailashchandradash959
@kailashchandradash959 2 ай бұрын
V k Pandian is Silent So you are Sounding
@bahadursagar1698
@bahadursagar1698 2 ай бұрын
Ticket bhayare pandian ku kichhi kahu na thile
@saratchandraparida6649
@saratchandraparida6649 2 ай бұрын
To bopa pandian
@allodiaentertainment7385
@allodiaentertainment7385 2 ай бұрын
Pin drop silent you are a married 415 brother ladies
@Anshu-dg5st
@Anshu-dg5st 2 ай бұрын
Thik katha pandian ra dosha nahi karmi o netankar over confident
@Pratapprusty-y7h
@Pratapprusty-y7h 2 ай бұрын
Bjd dal odishar kal band neta 5turn nei gote turnr kam hoini
@aamanitikhabarkendrapadaji511
@aamanitikhabarkendrapadaji511 2 ай бұрын
ତୁମେ ବହୁତ ଭାଗ୍ୟବାନ, ତୁମ କୁ ଭଲ ଭାବେ ଖାସୁ କରାଯାଇଥାନ୍ତା, ତୁମେ କ୍ରୀତଦାସ, ପାଣ୍ଡୁ ପାଦ ଚାଟି ରାଜ୍ୟସଭା କୁ ଯିବାର ସୌଭାଗ୍ୟ ହାସଲ କରିଛ,
@kishorachary5883
@kishorachary5883 2 ай бұрын
Pandian au boby das jogu bjd harichi
@ManojSarangi-df4jc
@ManojSarangi-df4jc 2 ай бұрын
Over the blessing u debasish elected to rajyasabha that is why u r saying so
@knowledgetopic7875
@knowledgetopic7875 2 ай бұрын
Drink and drinker both are responsible...
@Funkkymems
@Funkkymems 2 ай бұрын
Kete kama kricha sabu Jana. Kete luticha sabu Jana Lutiba band Munda kama kruni emankra.
@rashmipanda7964
@rashmipanda7964 2 ай бұрын
Debasis babu apana kn kari pakeichanti ctc re . Pravat Biswal kichi ma huanti party ra hele se loka nka lagi thia hunti T ankari lagi tanka pua jituchi. Apana thia hei thile amanat harei Thante Naveen babu banchei dele
@pratimapaikaray7112
@pratimapaikaray7112 2 ай бұрын
Pandu faulty
Which One Is The Best - From Small To Giant #katebrush #shorts
00:17
X-Gang ll Chandan biswal ll Odia comedy ll
48:53
Chandan Biswal
Рет қаралды 3,2 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
Which One Is The Best - From Small To Giant #katebrush #shorts
00:17