No video

BJD press meet on price rise in Odisha || Kalinga TV

  Рет қаралды 153,759

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 331
@hksahoo8755
@hksahoo8755 Ай бұрын
ଜମି ରେ ଚାଷ କଲେ ଦର କମିବ , ଭାଷଣ ରେ ଦର କମି ବ ନାହିଁ ❤❤❤❤❤❤❤
@dhanemusic5431
@dhanemusic5431 Ай бұрын
Bjd ଶାସନ ସମୟରେ ବି ଏମିତି ଦର ଦାମ୍ ବଢିଥିଲା ,ବିରୋଧୀ ଠିକ୍ ଏମିତି ବିରୋଧ କରି ଥିଲେ
@hrushikeshmohanta6166
@hrushikeshmohanta6166 Ай бұрын
Emiti sabu jiniso re bodhi nothila
@MuCuteMama
@MuCuteMama Ай бұрын
Jia jani ପାରୁନି bjd samaya re badi thila boli se japan ଯାଇଥିଲା pudi chatiba lagi
@user-nu2rc6bl5w
@user-nu2rc6bl5w Ай бұрын
​@@hrushikeshmohanta6166odisha re rahi paribani tahele baharaku palao 😅
@hrushikeshmohanta6166
@hrushikeshmohanta6166 Ай бұрын
@@user-nu2rc6bl5w baharoku jae to heboni government ro gandi mare hebo pakka
@user-nu2rc6bl5w
@user-nu2rc6bl5w Ай бұрын
@@hrushikeshmohanta6166 rate badhile asubidha kouthi
@RuihaMarndi-ml4eu
@RuihaMarndi-ml4eu Ай бұрын
Bjd ଶାସନ ସମୟରେ କ'ଣ ୧,୨ ଟଙ୍କା ରେ ମିଳୁଥିଲା ନା ଫ୍ରି ରେ ମିଳୁଥିଲା ହୋଇ ରେ ନାନୀ
@user-je5lr6tm6t
@user-je5lr6tm6t Ай бұрын
ଫ୍ରୀ ରେ ଦେଉଥିଲେ ବା 😂
@SurathBehera-fj1id
@SurathBehera-fj1id Ай бұрын
Thank you bhai
@ashwinisahu6584
@ashwinisahu6584 Ай бұрын
EMANE MICHHEI
@bikashswain8378
@bikashswain8378 Ай бұрын
😂😂😂😅😅
@biprasideaexecutionsuccess4795
@biprasideaexecutionsuccess4795 Ай бұрын
Tate କଣ ହେଲା ମଗୀଆ ତ ମାଆ ବିଆ ଦର ଦାମ ବଡିଲେ ତତେ magiya କୁ ଭଲ ଲାଗୁଛି
@user-rz9gj6yj9b
@user-rz9gj6yj9b Ай бұрын
ଦିଦି, ଟିକିଏ ଆଳୁ ଆଉ ପିଆଜ ମିଶନ କଥା କୁହନ୍ତୁ।
@sasmahapatra2654
@sasmahapatra2654 Ай бұрын
😂😂 Dali Mission
@laxmansahoo4681
@laxmansahoo4681 Ай бұрын
ଗୋଦରୀ ଲୋ ନିଜ ଗୋଡ଼କୁ ଅନା 🎉
@BabaJCBBaba-e8w
@BabaJCBBaba-e8w Ай бұрын
ଆଉ ବଲ୍ଲେ ବଲ୍ଲେ ଢାବାରେ ଏତେ ଦାମ୍ ନେଉଛ ସେଠି କମେଇ ଦେଉନ,,,😅
@Sinusahoowd2dm
@Sinusahoowd2dm Ай бұрын
😂👍👏
@ChandraBhanunayakNayak
@ChandraBhanunayakNayak Ай бұрын
25ଦିନରେ ସବୁ ବଡ଼ିଗଲା, ତମମୁହଁକୁ ଲଜ୍ୟା ଲାଗିବାକଥା,
@user-nu2rc6bl5w
@user-nu2rc6bl5w Ай бұрын
Daradam badhile sarakar kana kariba 😂
@SantoshSantosh-np5ke
@SantoshSantosh-np5ke Ай бұрын
😅😅😅😅
@arjitsamal5778
@arjitsamal5778 Ай бұрын
ଚାଷୀ ମାନେ ଲାଭ କଲେ ତମର ଦେହ ସହୁନି
@biswojitnayak7347
@biswojitnayak7347 Ай бұрын
Bhai gariba lokanka katha tike kuhantu
@ManojKumar-ej1im
@ManojKumar-ej1im Ай бұрын
Right ❤
@YouthTalkSibaram
@YouthTalkSibaram Ай бұрын
​@@biswojitnayak7347୧୪୦ କୋଟି ଦେଶ ରେ ଚାଷ କମି କମି ଚାଲିଛି ଆଗକୁ ଟଙ୍କା ଚୋବେଇ ମରିବେ
@thirdeye9492
@thirdeye9492 Ай бұрын
ଡାଲି ଚୋରଣୀର କଥା ଶୁଣି ଘୁରି ଯାଏ ମଥା ତୁମ ନିର୍ବାଚନୀ ଚାନ୍ଦା ଖାଉଟିଙ୍କୁ କଲା ନଣ୍ଡା ରାଜକୋଷ କଲ ଖୋଳ ଓଡ଼ିଆ ହାତରେ ଥାଳ 😢😢😄
@user-cd5sr7qu6t
@user-cd5sr7qu6t Ай бұрын
ତମ ବିଜେଡି ନେତା କଣ କମାଉ ଥିଲେ କି
@SantoshSingh-jx6wy
@SantoshSingh-jx6wy Ай бұрын
ଦିଦୀ ତମ ଶାସନ କାଳରେ ଡାଲି ୨୦୦ ଟଙ୍କା ହେଇ ଥିଲା ତମେ କୋ ଉ ସସ୍ତାରେ ଦଉ ଥିଲ ଯେତେବେଳେ B J P ଏ ହି ପ୍ରସଙ୍ଗ ଉଠଉ ଥିଲେ ସେତେବେଳେ ତ ତମେ ସୁଣ୍ଡୁ ନ ଥିଲ
@narendrabhat5360
@narendrabhat5360 Ай бұрын
ଗଲା ଜୋ ଜୋ ନା ରେ ଟ ମା ଟ 200ଥିଲା ଏ ବେ ତୁ ମୋ କୁ ବାଧୁଛି
@laxmikantadas4529
@laxmikantadas4529 Ай бұрын
ଆଗରୁ ଯାହା ଏବେ ସେ ରେଟ
@princerajesh475
@princerajesh475 Ай бұрын
Andhbhakta 😅sata tike kuha😂
@ghasiramdalapati523
@ghasiramdalapati523 Ай бұрын
ଏ ଦୁଇଟା କୁ ଟିକେ ବି ଲାଜ ସରମ ନାହିଁ,ତମେ 24 ବର୍ଷରେ କଣ ସବୁ କରିଥିଲ
@pranabjyoti5976
@pranabjyoti5976 Ай бұрын
ରାଜା ରାସ୍ତା କୁ ଆସି ଆନ୍ଦୋଳନ କଲେ ଯଦି ଦରଦାମ ନିୟନ୍ତ୍ରିତ ହୁଏ ,ଚାଷ କରିବାର ଆବଶ୍ୟକତା ନାହିଁ
@ghasiramdalapati523
@ghasiramdalapati523 Ай бұрын
Right
@elinapadhan3797
@elinapadhan3797 Ай бұрын
ବିଜେଡ଼ି ନେତା ଚୋର୍ ସଲେ ଯେତେ ଲୁଟିଛ ଆଳୁ ପୋଟଳ ଟମାଟୋ ପିଆଜ ରସୁଣ ଡାଲି କେଜି ପିଛା ୫୦୦ ଟଙ୍କା ନେବୁ
@dineshmohanty182
@dineshmohanty182 Ай бұрын
ଡାଲି ଦିଦି ଆଉ ନେଖି ନାନୀ ତମେ ମାନେ ଆଉ ବକ୍ ବକ୍ କରନି, ତମ ମାନଙ୍କୁ ଲଜ୍ୟା ଲାଗିବା ଦରକାର୍ ୨୫ ବର୍ଷ ଶାସନ ଥିଲେ ବି ଦିନେ ହେଲେ ବି ଦର ଦାମ ଉପରେ ଧ୍ୟାନ ଦେଲ ନାହିଁ। ସବୁ କଥା ରେ ପଡୋଶୀ ରାଜ୍ୟ ଆନ୍ଧ୍ର କିମ୍ବା ବେଙ୍ଗଲ ଉପରେ ନିର୍ଭର ରହୁଥିଲ।
@user-sl1rs9ij8y
@user-sl1rs9ij8y Ай бұрын
ତୁମକୁ ଟିକେ ଲାଜ ଲାଗୁନି
@ashwinisahu6584
@ashwinisahu6584 Ай бұрын
NABIN SARKAR SABU GP RE PARIBA RAKHIBAKU COLD HOME KALE TENU RATE. BADHUCHHI
@susantpaikray439
@susantpaikray439 Ай бұрын
ଅଲାଜୁକ ମୁହେଁ ଖଡା ଗଛ, ନିତି ତୋଳୁଥିବା ଗୁଛ ଗୁଛ😢
@laxmikantadas4529
@laxmikantadas4529 Ай бұрын
Bjd ଶାସନ କାଳରେ ଡାଲି 100 ଚାଉଳ 30 କଣ ବଢିଗଲା
@pranabjyoti5976
@pranabjyoti5976 Ай бұрын
BJD ସରକାର ରେ ସବୁ ମାଗଣା ରେ ମିଳୁ ଥିଲା ବୋଧେ ,ଲେଖାଶ୍ରି ଦିଦି ଆପଣଙ୍କ କଥା ଅବାନ୍ତର ଓ ମୂଲ୍ୟ ହୀନ ।
@pradeepkumarjena4162
@pradeepkumarjena4162 Ай бұрын
ବିଜେଡି ସରକାର ସମୟରେ ସବୁ ସସତା ଥିଲା କି ୨୪ ବଷ ଶାସନର ଥିଲେ ତୁମେ କଣକରଥିଲ ସବୁ ଓଡ଼ିଶା ବାସି ଯାଣିଛନିୁ ବିଜେପି ସରକାର ଆସୁ ଆସୁ ସବୁ ସୁଧାରି ଯିବ ତୁମକୁ ଲାଜ ସରମ ନାହିଁ ବାଇଟ୍ ଦେଉଛ ହାସ୍ଯାସ୍ପଦ ଲାଗୁଛି୤
@dilipharichandan4042
@dilipharichandan4042 Ай бұрын
ଅଲାଯୁକ ବିଜେଡି ଶାସନ ବେଳେ ଦର ପୁରା କମ ଥୀଲା କାଇଁ ଭାଷଣ ଦେଉଛ
@sushantadhala1904
@sushantadhala1904 Ай бұрын
ଲେଖା ନାନୀ ତ ମୁଁହ କୁ ଲାଜ ନାହିଁ କୀ ସରକାର କୁ 25 ଦିନ ହେଇଛି ଆଗକୁ ଆନ୍ଦୋଳନ କଣ କରିବ ବିଜେଡ଼ି ରହୁଛି କି ଭାଙ୍ଗୁଛି ଟିକେ ଧର୍ଯ୍ୟ ଧର ତାପରେ ଆନ୍ଦୋଳନ କରିବ
@gourapradhan3899
@gourapradhan3899 Ай бұрын
Sabu heba lo tu tuni pade
@jubedalabehera.
@jubedalabehera. Ай бұрын
ଲେଖା ଶ୍ରୀ ମାମ୍ ବଜଡ 😢😢😢
@srisudarshangiri6551
@srisudarshangiri6551 Ай бұрын
ଆପଣ କେଉଁଠାରେ ଥିଲେ ଏ ମାଡାମ 24 ବର୍ଷ କେଉଁଠାରେ ଥିଲେ ଆଳୁ ବାଂଲେରେ ଅଣ୍ଟା ଆନ୍ଧ୍ରପ୍ରଦେଶ ଡାଲି ଉତ୍ତର ପ୍ରଦେଶର ଆପଣ ବହୁତ କରିଥିଲେ ମା ପଟରେ ପିଲା ବଢ଼ୁଛି ପିଲା ହେଉ 9 ମାସ ଲାଗେ ଏବେ କ'ଣ ସିଜାର କରି ଦେବ ବିଜେପି ଆପଣ 24 ବର୍ଷ ସିଜାର କରି ଭୁଆଁ ବୁଲେଚ ସେଥିପାଇଁ ଜଗନ୍ନାଥ ବିଜେଡି ନେତା କମ୍ପି ଉଠାଘାତ ପସନ୍ଦ କଲିଲେନି
@premanandamallik3546
@premanandamallik3546 Ай бұрын
ଡାଲିଛୋରନି କୁ ଧରାଜାଊ ବିଜେଡି ଆସିଥିଲେ ସୋବୁ୍ସତା ହୋଇଜାଇଥାତା ହଅ ଏମାଡାମେ ତାକଘରୁଆଣୀଦେଇଧାତେ ଏଭାଇଏଥର ବିଜେଡି ବିଧାୟକ ନେତା କରିମ୍ ତାଙ୍କର ପୋଡ଼ୁଛି ଓଡ଼ିଶାକୁ କାହିଁକି ଖୋଳକରିଦେଇଥିଲ ତଥାପି ସାତିନାଇ
@Sibaram12370
@Sibaram12370 Ай бұрын
ଶରକାର ଥିଲା ଟାଇମି୍ରେ କୁଆଡେ ଯାଇଥିଲ ଏବେ ଦର ବୁଥି ହୋଇଯାଉଛି ନବିନ ଚାଉଳ ଦୋଉଥିଲା ୧ ଟଙ୍କାରେ ଆଉ ଅନାନିୟ ପରୀବା ବୁଧି ହୋଉନ ଥିଲା
@GirishJena-qs6hd
@GirishJena-qs6hd Ай бұрын
ଓଡିଶାରେ କେବଳ ଚାଉଳ ଛଡା .କିଛି ଉତ୍ପାଦନ ହେଉନାହିଁ. ଯାହାବି ଉତ୍ପାଦନ ହେଉଛି ତାହା ସମୁଦ୍ରକୁ ଶଙ୍ଖେ.cold ଷ୍ଟୋରେଜ୍ ନାହିଁ. ଚାଷି ରିସ୍କ ନେବାକୁ ଚାହୁଁନି. ପ୍ରାୟ ସବୁ ପରିବା import.Tenu ପରିବା ରେଟ କମୁନି.
@dineshmohanty182
@dineshmohanty182 Ай бұрын
ବିଜେଡି ଶାସନ ରେ ଥିଲା ବେଳେ ଆଳୁ କିଲୋ ୫ଟଙ୍କା, ପିଆଜ କିଲୋ ୩ ଟଙ୍କା, ରସୁଣ କିଲୋ ୧୦ ଟଙ୍କା, ଡାଲି କିଲୋ ୩୦ ଟଙ୍କା,ଟମାଟୋ କିଲୋ ୨ ଟଙ୍କା ଥିଲା ବୋଧେ, ସେଇଥି ପାଇଁ ଆଜି ବିଜେପି ସରକାର କୁ ବିରୋଧ କରୁଛ, ଛି ଲଜ୍ୟା ଲାଗିବା ଦରକାର୍
@sankhalicharangiri805
@sankhalicharangiri805 Ай бұрын
Bjd belora rate chart ta kuhantu
@କଳ୍କୀ
@କଳ୍କୀ Ай бұрын
ଡବଲ ଇଞ୍ଜିନ ସରକାର ଦେଶକୁ Neet ug ଘୋଟାଲା, ବ୍ୟପମ୍ ଘୋଟାଲା, ବେକାରୀ ସମସ୍ୟା, ଚାଷୀ ଅବହେଳା
@dakhilakaanar4694
@dakhilakaanar4694 Ай бұрын
BJP ଓଡ଼ିଶା କୁ ପୁରୀ ଗରିବ କରିଦିବ
@EkambaDTSbandparty
@EkambaDTSbandparty Ай бұрын
ପନିପରିବା ଯଦି ଦରଦାମ ବଡ଼ିବ ନାହିଁ ତ ଚାଷୀ କେମିତି ରଜକାର କରିବ ହେଲେ ଗୋଟେ ତମେ ସବୁ ଦରମା କେତେ ନେଉଛ ଟିକେ ଭିଡ଼ିଓ କରିକି କୁହ
@user-bo8ui2nh4t
@user-bo8ui2nh4t Ай бұрын
ଏ ଦୁଇ ଜଣ ନାରୀଙୁ ନେଇ ବଲେ ବଲେ ଢାବାରେ ଖଟିଆ ସେବା ନିହାତି ଆବଶ୍ୟକ। ତାନହେଲେ ଏମାନଙ ମୋହ ବଢି ଗଲାଣି।
@BijayaSethi-uu9xd
@BijayaSethi-uu9xd Ай бұрын
Piaja ret 2019 me250 thaa
@sanjeevrath795
@sanjeevrath795 Ай бұрын
BJD Alu mission kuade gala 24 years
@susilsahu4205
@susilsahu4205 Ай бұрын
ଲେଖା ମାଡାମ ବିଜେପି ରେ ଥିଲା ବେଳେ ଦରଦାମକୁ ନେଇ ବିଜେଡିକୁ ଏମିତି ବିରୋଧ କରୁଥିଲେ
@ashwinisahu6584
@ashwinisahu6584 Ай бұрын
DARDAMA THIK ACHHI. AHURI TK BADHILE CHALIBA😅😅😅😅
@RanjanKumarMaharana-pm2my
@RanjanKumarMaharana-pm2my Ай бұрын
Tame kete karethhila
@user-iw1fv1yo1o
@user-iw1fv1yo1o Ай бұрын
ଏଇ କଣ ଗୋଟେ ସରକାର ଏପଟେ ଡାଲି ତେଲ ଚାଊଳ ପନି ପରୀବା ଓ ଗ୍ୟାସ ଭେଜ ଓ ନନ୍ ଭେଜ ଓ ଚୁଡା ଚିନି ଆଦ ଇତ୍ୟାଦି ସାମଗ୍ରୀ ବଡାଈକି। ଲୋକେ କଲବଲ ହେଲାବେଳେ। ଏ ସରତାର। ଲକ୍ଷ୍ମୀ ବସକୁ ଗେରୁଆ କରୀ ନିଜ ନମୋରେ।ବସ୍ ଚଲାଈଲେ ଆନନ୍ଦ ଲଗିବ ଆକୁ ଗରିବ ଲୋକେ। ଏପଟେ ମଲେଣି ପଅ ବସକୁ କଲର କରିବାରେ ମାହିରି।। ମିଛରେ ଡିମିରି ବାଡାଉଛି ସରମ ନାହିଁ ଏମାନୋକୁ
@basantkumarmohanty7602
@basantkumarmohanty7602 Ай бұрын
ଦର ଦାମ ନ କମିଲେ ଆମେ ଓଡ଼ିଆ ବାସି ଏ ସରକାରଙ୍କୁ ତ୍ୟାଗ କରିବୁ
@user-gq1yo9ib3c
@user-gq1yo9ib3c Ай бұрын
ତୁମକୁ ଲଜ୍ଜା ସରମ କିଛି ନାହିଁ କାରଣ ତୁମ ପଛରେ ଆଉ ଲୋକ ଅଛନ୍ତି ରାଜ୍ ରାସ6କୁ ଓହ୍ଲାଇ ବ ବର୍ତ୍ତମାନ ଓଡ଼ିଶା ରେ ୨୪ ବର୍ଷ ଭତରେ ଜେଉଁ ବଲେହଲେ ଏବଂ ବବି ଦାଶ ର ସରକାରୀ ଭବନରେ ରଂଗ ଶାଳା ଆଉ ଅଣ ଓଡ଼ିଆ ଠିକାଦାର କୁଂ ଆଣି ଓଡିଶା ରେ କୋଟି କୋଟି ଟଙ୍କାର କାମଦେବା ଆଉରି ବହୁତ ଅଛି ସେ ସବୁକୁ ଲୋକ ଙ୍କ ଆଗରେ ଉପସ୍ଥାପନ କରନ୍ତୁ
@purnaodisha5712
@purnaodisha5712 Ай бұрын
ଲୋକଙ୍କୁ ପକ୍କା ଘରର ମିଳି ନାହିଁ ତମର ଭାଙ୍ଗି ଅଲଗା ହେବ
@PushpaRaj-jo2hf
@PushpaRaj-jo2hf Ай бұрын
ଆଉରି ପନି ପରିବା ଦର ଦାମ୍ ବୃଦ୍ଧି ହେଉ ,ତମେ ନେତା ମନ୍ତ୍ରୀ ମାନଙ୍କର ହେଲେ ଅସୁବିଧା ହେଉଛି ଆଉ ଚାଷୀ ଏତେ କଷ୍ଟ କରିକି ଚାଷ କରୁଛି ତାର କଣ ଟିକେ ବି ଲାଭ ନାହିଁ 😡😡😡 ବୋକା ଚୋଦା ଗୁଡାକ ନିଜ ସୁବିଧା ଦେଖୁଛ
@HansdahBabuProduction
@HansdahBabuProduction Ай бұрын
ମୁଁ କଣସି ରାଜ ପରିବାର କି ରାଜ ନ୍ୟତିକ ଦଳକୁ ସପୋର୍ଟ କରେ ନାହିଁ।। ତଥାପି ଓଡ଼ିଶା ବାସୀ ଭୁଲ କରିଥିଲେ ତାହାତ ଭଗିବାକୁ ପଡ଼ିବ ।। ମୁଁ ଜାଣେ ଯେ ପ୍ରଜନ୍ତ ମଣିଷ ଭୁଲ୍ କରିବନି ସେ ପ୍ରଯନ୍ତ ଜାଣି ପାରିବ ନାହିଁ ଯେ ମୁଁ ଜଉ ବାଟରେ ଯାଉଛି ତାହା ପୁଣି ଆଗକୁ ଅଛି ନା ମୋତେ ଫେରିବାକୁ ।। କିନ୍ତୁ ମୁଁ ଏତିକି ଖୁସୀ ଯେ election ପୂର୍ବରୁ ଯାହା natic କରିଥିଲି ତାହା ସତ ହେବାକୁ ଯାଉଛି ନହେଲେ ମୁଁ କହିଥିବା କଥା ମିଛ ପ୍ରମାଣିତ ହେଇଥାନ୍ତା।। ଦେଖିବାକୁ ବାକି ରହିଲା ମୋ କଥା କୁ କେତେଜଣ ମାନ୍ୟତା ଦେଉଛନ୍ତି ।। ଧନ୍ୟବାଦ୍।।
@PARIS911
@PARIS911 Ай бұрын
Jay bjd🎉
@ashwinisahu6584
@ashwinisahu6584 Ай бұрын
SABU GP RE NABIN BABU COLD HOME KALE TENU PARIBA RATE BADHI JAUCHHI BAA
@tularamsahutularamsahu8187
@tularamsahutularamsahu8187 Ай бұрын
ତୁମ ଦୁଇ ଜଣଙ୍କୁ ଲାଜ ଲାଗୁନାଇଁ ପନିପରିବା ଦର 2 ଟଙ୍କା 5 ଟଙ୍କା ହେଲା ବେଳେ ଚାଷୀ କେତେ କ୍ଷତି ଶହେ ସେତିକି ବେଳେ ତୁମକୁ ହାଇ ଲଗସୀ ଏବେ ଟିକେ କିଛି ଦର ବାଢ଼ଲେ ବାଧୁଛି ଚାଷୀ ର ପାଖକୁ ଆସି ଦେଖ 24 ବର୍ଷ ରେ ଚାଷୀଙ୍କୁ କଣ ସାହାଯ୍ୟ କରିଛ ତୁମର ମୁହଁକୁ ଲଜ୍ୟା ନାହିଁ
@user-mx3nb3pq3k
@user-mx3nb3pq3k Ай бұрын
ଯେମିତି ଏଇ ଦୁଇ ମାଇପି ମାଙ୍କିଡ଼ି ଙ୍କ କଥା ରେ ଓଡ଼ିଶା ଚାଲୁଛି । ୨୫ ବର୍ଷ BJD ଦଳ ବେଳେ କଣ ଦରଦାମ୍ ବୃଦ୍ଧି ହେଇ ନ ଥିଲା କି ମାଇପି ?
@user-ps8ry4sg9l
@user-ps8ry4sg9l Ай бұрын
ଅଲାଜୁକ ଦଳ ୨୫ ବରଷ ହେଲା କୁଆଡେ ଥିଲ
@bholanathnaik2500
@bholanathnaik2500 Ай бұрын
ଲେଖାଶ୍ରି ଦିଦି ଆଉ ଜଣେ ଅଛି ତାଙ୍କ ଘରେ ବାଟ ଖୁଜ b jd ରୁ କେତେ ଟଙ୍କା ଅଛି ଦେଖ ତା ପରେ E D ଲଗାଓ କେତେ ଟଙ୍କା ବାହାରିବ ହିସାବ ବାହାରିବ ତା ପରେ ପରିବା ରେଟ କେତେ ହେଲା କହିବ ହେଲା
@compititionlife8697
@compititionlife8697 Ай бұрын
Tk ruha tume 24 yr bhitare jtk mari6 taku recovery paini time dia
@prafullajena681
@prafullajena681 Ай бұрын
୨୫ ବର୍ଷ ହେଲା କଣ କରୁଥିଲ, ତମ ମୁଁହକୁ ଟିକେ ଲାଜ ନାହିଁ।
@UmeshMalik-kz5vn
@UmeshMalik-kz5vn Ай бұрын
B JD samyare bodhe kam Thila.
@jyotiprakashyug1653
@jyotiprakashyug1653 Ай бұрын
ଶଳା ମାନେ ଶୀତଳ ଭଣ୍ଡାର ଗୁଡା 24 ବର୍ଷ ରେ କେତେଟା କରି ଥିଲ କି ଖାଲି ବଉଁଳେଇ ହୋଉଛନ୍ତି
@subaslenka273
@subaslenka273 Ай бұрын
ଡାଲି nani, aalu kila 100 କରିଥିଲ ମନେ ନାହିଁ, rasuna kila 300
@ashwinisahu6584
@ashwinisahu6584 Ай бұрын
Badhia heuchhi 😅😅😅tume upabasa karantu jadi kini na paruchha😅😅😅😅
@SAIVLOGS1-d9b
@SAIVLOGS1-d9b Ай бұрын
Dali charani
@rajanikantapanda8625
@rajanikantapanda8625 Ай бұрын
Laxmi bus has been a heavy load upon the people of Odisha.A lot of election oriented projects which have no practical utility should be stopped or made practical to check price hike of goods.
@laxmikantadas4529
@laxmikantadas4529 Ай бұрын
Bjd ଶାସନ କାଳରେ କଇଁ କହୁ ନଥିଲି କି ଆଜି ରେଟ୍ ବଡି ଗଲା ବୋଲି ଆଜି ଆସିଗଲ କି ରେଟ ବଢିଗଲା 😂
@OdishaYouTuber7268
@OdishaYouTuber7268 Ай бұрын
Lekha aapa congress re join karibe agaku😂
@prakashchandrbiswal8600
@prakashchandrbiswal8600 Ай бұрын
ଡାଲି ଜାତୀୟ ହାର
@bindashpapun3330
@bindashpapun3330 Ай бұрын
Mamm thik katha kahichhanti. Jay nvn Jay bjd
@pradipbhujabal2658
@pradipbhujabal2658 Ай бұрын
ଖାଲି ଚାଉଳ ପରିବା ରେଟ୍ କହୁଛ ଆଉ ବାକି ଗାଡି ସାଇକେଲ ପେ୍ଟୋଲ ଗଐସ ରିଚା୍ଜ ମୋବାଇଲି ସୁନାଜିନିସ ରେଳଟିକଟ ,ଏମିତିତ. ସବୁୁ ବଢେଇ ଚାଲିଛ 😂😂😂.
@abhiabhi2511
@abhiabhi2511 Ай бұрын
ମତେ ଡାଲି ଦରକାର ପ୍ରମିଳା ଦିଦି ଦେବେକି ଡାଲି
@surenchhatar7723
@surenchhatar7723 Ай бұрын
Naveen good sarkar Naveen darkar mohan nai
@surendrakumarpanda1308
@surendrakumarpanda1308 Ай бұрын
Thank u both
@budurubhatra3
@budurubhatra3 Ай бұрын
ସରକାର ନ ବସୁ ବସୁ ଦରଦାମ ବଡ଼ିତିଲା
@sudarsanmallick6250
@sudarsanmallick6250 Ай бұрын
25 ଦିନରେ ସବୁ ଜିନିଷରେ ଦର ବଢିଗଲା ଭାଉଚର୍ ବି ଲଜ଼୍ଯା ଲାଗୁନି ତୁମକୁ ଛି ସେହି ଆ ଗୁଡାକ
@SUDAMHEMBRAM
@SUDAMHEMBRAM Ай бұрын
BJD Bekar somalochona phaltu rajniti
@pjapanmcrazyboy645
@pjapanmcrazyboy645 Ай бұрын
ତମେ ତ ୨୫ବର୍ଷ ଥିଲ କଣ କଲ ମାସେ ନ ପୂରଣୁ ଏତେ କହୁଛ???
@sunilrauto5923
@sunilrauto5923 Ай бұрын
ଦର ବୃଦ୍ଧି bjd ଦାୟୀ
@swaincreationbsdp3462
@swaincreationbsdp3462 Ай бұрын
Dali rate kete ???
@subasguru
@subasguru Ай бұрын
ଗୋଟେ ଡାଲି ଚୋରଣି ଆଉ ଗୋଟେ ଦୋହୋ ମୁହା ବିଜେଡି ର ଦର କଣ କମ ଥିଲା କି ସିଏବି ଓଡିଶା କୁ ଖୋଳ କରୁଥିଲା
@daktarmahaling8638
@daktarmahaling8638 Ай бұрын
ଖାଳି ଦରମା ବୃଦ୍ଧି ହେବ, ପନିପରିବା ଦର କଣ ବୃଦ୍ଧି ହେବନି, ପନିପରିବା କଣ ବିନା ପରିଶ୍ରମରେ ଚାଷ ହୁଏ କି? ସେଥି ପାଇଁ ଚାଷ କରିବାକୁ କାହାର ଇଛା ନାହିଁ, ସମସ୍ତ ଙ୍କ ମନ ଚାକରି କରିବା ପାଇଁ!
@purnachandra1007
@purnachandra1007 Ай бұрын
ନହେଲେ ଡାଲି ଚୋରି କରବୁ
@rajendrasahu929
@rajendrasahu929 Ай бұрын
ସଳା ଗେଣ୍ଡା ଲୋକ କେବେ ସୁଧୁରିଵେନି
@durgaprasad7014
@durgaprasad7014 Ай бұрын
BjdBalaDarDamHechi
@aravindapattanayak2966
@aravindapattanayak2966 Ай бұрын
As if minister has no accountability for the price hike of daily commodities. Oh, God !
@BatuSahani-rp4pq
@BatuSahani-rp4pq Ай бұрын
Ama nabini babu bhuti bhala
@ajitnayak5890
@ajitnayak5890 Ай бұрын
ଆଉ ତମର ଅଖା ବିରି କିଛି ନାହଁ ପାଞ୍ଚ ବର୍ଷ ପରେ କଥା ହୁଅ 👍👍
@user-vb3fj5dq3n
@user-vb3fj5dq3n Ай бұрын
Right 👍👍
@prasantapadhi4934
@prasantapadhi4934 Ай бұрын
Correct✅
@brajakishorepadhi4188
@brajakishorepadhi4188 Ай бұрын
Loka mane tumaku thhik janichanti
@kamalakantabindhani8896
@kamalakantabindhani8896 Ай бұрын
Ohh BJD Government time re Rate Kichhi Badhinathila ......Ki Lajya
@pradippanigrahi1370
@pradippanigrahi1370 Ай бұрын
ବିରାଡ଼ି କପାଳ କୁ ଶିକା ଚିଡ଼ିଛି ଲେଖା ଦିଦି
@user-sq9no6jz7d
@user-sq9no6jz7d Ай бұрын
Dara badhu but currption BJD bhali na karu
@user-en1uk5xs1n
@user-en1uk5xs1n Ай бұрын
ଲଜ୍ୟା ନାହିଁ ଯାହାର କି ଆନନ୍ଦ ତାର, ତମ ଭାଷଣ କେତେ ଯୁକ୍ତି ଯୁକ୍ତ ସାରା ଓଡିଶା ବାସି ଜାଣିଛନ୍ତି,
@prabhudattaswain539
@prabhudattaswain539 Ай бұрын
ଆଲୋ କିଏ ଲୋ ମୋରି ବିରାଡ଼ି ମୋତେ ମିଆଊ .....
@user-sf2rn3ts1i
@user-sf2rn3ts1i Ай бұрын
Bjp ଗୋବରା ସରକାର
@amulyanayaks1438
@amulyanayaks1438 Ай бұрын
Right
@udiptabehera5412
@udiptabehera5412 Ай бұрын
Yahan per sab Apne dal ko support karte Hain Lekin koi Desh ke Vikas ke liye sochta nahin hai jo bhi dal galat hai usko support karna band karo to hi kuchh development hoga❤❤❤
@SAMIMOHAPATRA
@SAMIMOHAPATRA Ай бұрын
Sabu kana one month bhitare hoichhi
@MuCuteMama
@MuCuteMama Ай бұрын
ଡାଲି ଚରଣି kn କହୁଚି ରେ
@Chiku6.0
@Chiku6.0 Ай бұрын
ଡାଲି ଚୁରଣି😂😂 କ'ଣ କହୁଛୁ
@jyotimilonsethy1472
@jyotimilonsethy1472 Ай бұрын
Pramila malik balo karibo
@ଅଭୟ
@ଅଭୟ Ай бұрын
ଏମିତି ଦର ବୃଦ୍ଧି କଲେ ଗରୀବ ଲୋକ ଭିକ ମାଙ୍ଗିବେ BJP ସରକାର ତୁରନ୍ତ ଦର ନିୟନ୍ତ୍ରଣ କରନ୍ତୁ ନହେଲେ ଗରୀବ ପରିବାର ଲୋକ ମାନେ ତମ ଅଫିସ ଘେରୁ କରିବେ
@bibhunayak9709
@bibhunayak9709 Ай бұрын
ଚାଲୁଣି କହୁଛି ଛୁଞ୍ଚିକି ।
@user-lw6lr1mz8r
@user-lw6lr1mz8r Ай бұрын
ଡାଲି ରେଟ କହିଲେ ଚୋରି କରିବା ପାଇଁ ବହୁତ ସୁନ୍ଦର ହେବ। ଚାଲୁଛି କହୁଛି ଛୁଞ୍ଚି କୁ ତୋ ଗାଣ୍ଡିରେ ଗୋଟିଏ କଣା।
@GopalGopal-dv1pn
@GopalGopal-dv1pn Ай бұрын
Alo sakti apana mahat ape rakhi
If Barbie came to life! 💝
00:37
Meow-some! Reacts
Рет қаралды 79 МЛН
КАКУЮ ДВЕРЬ ВЫБРАТЬ? 😂 #Shorts
00:45
НУБАСТЕР
Рет қаралды 3,5 МЛН
拉了好大一坨#斗罗大陆#唐三小舞#小丑
00:11
超凡蜘蛛
Рет қаралды 15 МЛН
Bade Bade Prawns Ka Desi Cooking
9:51
RANGERS COOKING SHOW
Рет қаралды 520 М.
If Barbie came to life! 💝
00:37
Meow-some! Reacts
Рет қаралды 79 МЛН