BJD ସହଯୋଗ କରିବ BJP କୁ ହେଲେ କୁହନ୍ତୁ, ରଙ୍ଗ ବଦଳେଇବା କଣ ଦରକାର ଥିଲା ? Why BJP changed Laxmi bus Name ?

  Рет қаралды 22,269

Pratidin TV

Pratidin TV

Күн бұрын

BJD ସହଯୋଗ କରିବ BJP କୁ ହେଲେ କୁହନ୍ତୁ, ରଙ୍ଗ ବଦଳେଇବା କଣ ଦରକାର ଥିଲା ? Why BJP changed Laxmi bus Name and colour? Asks Pramila. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 275
@manoranjandash1461
@manoranjandash1461 3 ай бұрын
ମାନ୍ୟବର ପାଣ୍ଡିଆନ କୁ କଣ ପାଇଁ ଲୁଚାଇ ଡ୍ରାମା କରୁଚ? ରଙ୍ଗ ବଦଳେଇଲେ ସବୁ ଲୋକ ଖୁସି. ତୁମ time ଆସିଲେ ତୁମେ ବଦଳେଇବ.
@swain.Asha_
@swain.Asha_ 3 ай бұрын
Sabu loka nuhanti apanka bhali kichhi loka ranga badaleiba kan darkar sethire ta naveen naa nathila laxmi lekha heithila ranga badaleibara kan thila sei loka kahuthile kan pai laxmi bus magana re chaluchi tahele pura band kara jau ranga badaleibara mane kan pariba rate au sikhyare kan pai badhila tax bhai daimond re kan pai kam sikhya aga na daimond ame college pila pai hin bjp sarkar gadhichi jadi emiti hairan karuchanti ama ganre ta bjp ra emiti hairana karuchanti gote katha kahibi bhai bjd sarkar jou gostiku saree pai paisa dei thile daunahanti ama gan re emiti hinsa chalichi bhai emiti haba boli bhabi na thilu bahut hairana karuchi bjp sarkar rate badei bhabithilu paribatana kichhi haba subhida miliba kintu olata hauchi 😞
@purnachandrasahoo4780
@purnachandrasahoo4780 3 ай бұрын
Colour Change Right Things.
@jayanteenanda768
@jayanteenanda768 3 ай бұрын
ଡାଲି ଦିଦି କୋଉଠିଥିଲେ ସ୍କୁଲ୍ ଡ୍ରେସ୍ ସବୁଜ ପଛରେ ନୀଚ ତୁଛ ଉଦ୍ବେଶ୍ଯରଖି କାହିଁ ବର୍ତମାନ ଲୁଗାକାନି ଅଣ୍ଟାରେ ଭିଡି କଜିଆ କରୁଛି
@archanabarik2330
@archanabarik2330 3 ай бұрын
Shree chorani aparajita Bihari pakhare....😡😡
@damn7637
@damn7637 3 ай бұрын
କାହିଁକି ନା ସେଇଟା bjd ତିଆରି କରିଥିଲା। bjp ନିଜେ କିଛି ନୂଆ scheme ନ ଆଣି କେବଳ କଲର୍ change କରିଛି
@chandrapanda7222
@chandrapanda7222 3 ай бұрын
ଲୋପାମୁଦ୍ରା madam ଆପଣଙ୍କ BJD ଵାଲା ଆଗେ ଭୁବନେଶ୍ୱର ରେ ମାଡି ବସି ଥିବା ସରକାରୀ ଘର ଛାଡ଼ନ୍ତୁ, ତାପରେ କଥା କୁହନ୍ତୁ.
@uttamdalei320
@uttamdalei320 3 ай бұрын
Right
@archanabarik2330
@archanabarik2330 3 ай бұрын
BJP Kan kouthi madi basi nii kii....?? 😡
@brajeswarisingh909
@brajeswarisingh909 3 ай бұрын
Right
@BabuDas-s8s
@BabuDas-s8s 3 ай бұрын
ରଙ୍ଗ ବଦଳାଇଵା ବିଜେପିର ଇଛା ଲୋକଙ୍କ ଇଛା ତମ ସରକାର ଥିବାବେଳେ କାହାକୁ ପଚାରୀ କାମ କରୁ ଥିଲ
@archanabarik2330
@archanabarik2330 3 ай бұрын
Loka nka paine kama Karu thile kaha Ku pachari thante....
@brajeswarisingh909
@brajeswarisingh909 3 ай бұрын
ଠିକ ଲେଖିଛନ୍ତି, ଖାଲି କଜିଆ, ଗୋଡ଼ ଟଣାଟଣି, 🙏
@sewanayak945
@sewanayak945 3 ай бұрын
ତମ ଚେର ଉପୁଡି ଗଲା 👍😜
@MrutyunjayBehera-q3f
@MrutyunjayBehera-q3f 3 ай бұрын
ଏଗୁଡା କାହିଁକି କହୁଛ?ତୁମେ ଯଦି ଠିକ୍ ଥାଆନ୍ତ,ଏତେ ଅସୁବିଧା ହେଇ ନ ଥାଆନ୍ତା।ତମେ ଓଡ଼ିଶା କୁ ଯାହା କଲ ୨୪ ବର୍ଷ ଛି ଛି
@aiamoodisha
@aiamoodisha 3 ай бұрын
ତମର କଣ ହେଲା ରଙ୍ଗ ବଦଳା ହେଲା ଗଲା । ତମେ 24ବର୍ଷ ହେଲା କଣ କରିଛ କୁହ । ତମେ ଦିଇଟା ଙ୍କୁ କଣ କୁହାଯିବ
@krushnachandrapalo2963
@krushnachandrapalo2963 3 ай бұрын
Jaha karuchi BJP bhala karuchi
@ଜାହାଦେଖିଲି
@ଜାହାଦେଖିଲି 3 ай бұрын
ଆପଣ ମାନେ ୨୪ବର୍ଷ ଶାସନ କରିଛନ୍ତି ମାସେ ଶାସନ ଦେଖି ଏମିତି କାହିଁକି ହେଉଛନ୍ତି
@Deva5577-i3c
@Deva5577-i3c 3 ай бұрын
କାରଣ ବିଜେପି କହିଥିଲା ଡବଲ ଇଞ୍ଜିନ ସରକାର ହେବ ତେଣୁ ଆମର ଆଶା ଡବଲ ଡବଲ କାମ ବି ହେବ ମାସେ କଣ 2 ଦିନ କଣ
@archanabarik2330
@archanabarik2330 3 ай бұрын
Asu asu jou kala karnama kii a chup rahiba....😡
@AmitanayakAmitanayak-tv7co
@AmitanayakAmitanayak-tv7co 3 ай бұрын
ନବୀନ ସାର୍ ଯାହା କରିଛନ୍ତି ଓଡ଼ିଶାରେ ଆଉ କିଛି ଯୋଜନା ନାହିଁ ଆଉ କଣ କରିବ ବିଜେପି ଖାଲି ରଙ୍ଗ ବଦଳେଇବ 😊😊😊😊😊😊😊😊
@bijupradhan4393
@bijupradhan4393 3 ай бұрын
ଛଅ ମାସ ପୂର୍ବରୁ କାହଁକି ଯୋଜନା କରୁଥିଲେ ଦୁଇ ବରଷ ପୂର୍ବରୁ ଯୋଜନା କଲେନି ତମେମାନେ ନିରବାଚନ ପାଇଁ ଯୋଜନା କଲ ସେମାନେ ତାଙ୍କ ପାଇଁ କରୁଛନ୍ତି ତମେ ଠକୁଥିଲ ସେମାନେ ଠକିଲେ ସହିପାରୁନ ତମେ ବାଟ ଦେଖେଇଲ ସେମାନେ ଭରିବେ 5Year ସଭାଳ
@ASUTOSHBEHERA-x3v
@ASUTOSHBEHERA-x3v 3 ай бұрын
ତମ ସରକାର P M ଆବାସ ଯୋଜନା କୁ କି ଭଳି ନବୀନ ଆବାସ ଯୋଜନା କରୁଥିଲ
@basantasahu2990
@basantasahu2990 3 ай бұрын
ତମେ କାହିଁକି ସବୁଜ ରଙ୍ଗ କରିଥିଲ, ତୁମର ପାଣ୍ଡିଆନ ଘଇତା କୁଆଡେ ଗଲା। ବସ୍ ଚାଲିବା ଦରକାର, ରଙ୍ଗ ଯାହା ହେଉ ଚଳିବ।
@narendrakarali3469
@narendrakarali3469 3 ай бұрын
PM awas କୁ ତୁମେ ଯେ ମିତି ବିଜୁ ପକକା ଘର କରୁ ଥିଲ,
@ashoksha6261
@ashoksha6261 3 ай бұрын
25 bar sa kana kala
@akshayapraharaj328
@akshayapraharaj328 3 ай бұрын
To ghare toilet safa heini baki sabu heichi
@satyabratanath3600
@satyabratanath3600 3 ай бұрын
Ek dum right
@Bijaya-d8h
@Bijaya-d8h 3 ай бұрын
ଗୋଟିଏ ବାଳ ବଙ୍କା କରିପାରିବ ନାହିଁ ଓଡିଶା କୁ ୨୪ ବର୍ଷ ରେ ରଗଂସାଳା କରି ଗରିବମାନଙ୍କୁ ମାରି କୋଟି କୋଟି ଟଙ୍କାର ରାଜ୍ଯସୋ ଖାଇ ଖଣି ଖାଦାନ ଲୁଟୁ୍ମାର୍ କରି ରେଫ୍ ଆଣ୍ତ ମଡର୍ କରି ବାଲି ମାଫିଆ ଲୁଟେରା ଗୋଚର ଜମିକୁ ନିଜ ନାମରେ କରି ସରକାରୀ ଜମିକୁ ନିଜ ସ୍ବାର୍ଥ ପାଇଁ କୋଟି କୋଟି ଟଙ୍କାର ବିଲ୍ଡିଂଙ୍ଗ୍ ସେଥୁରୁ କୋଟି କୋଟି ଟଙ୍କା କମାଇ କଣ କରୁଥିଲ ସେ କଳାଧନ କେଉଁଠା ରେ ଖର୍ଚ୍ଚ କରାଯାଇ ଛି ନିୟୁଜ୍ଯୁ ଚାନେଲେ୍ ମାଧ୍ୟମରେ କୁହନ୍ତୁ ଡାଲି ଛୋଟ ଛୁଆ କଂ ପାଇଁ ଆସିଥିଲା ଇସ୍କୁଲ ରେ ରୋଷେଇ କରି ଦେବାପାଇଁ ତାକୁ ମଧ୍ଯ ଚୋରିକରି ନିଜ ଘରକୁ ନେଇଗଲ ସେହିଦିନ ଠାରୁ ଓଡିଶା ରେ ପ୍ରପାଗଣ୍ତା ହେଲା ଏ ଡାଲି ଚୋରଣି ସବୁଡାଲି ନିଜ ଘରକୁ ନେଇଗଲା
@archanabarik2330
@archanabarik2330 3 ай бұрын
2029..... wait & watch....😡
@Bijaya-d8h
@Bijaya-d8h 3 ай бұрын
@@archanabarik2330 ଯେଦି ଭଲକାମ କରିବେ ୨୦୨୯ ରେ ଆସିବେ ନଚେତ୍ ଅନ୍ୟ ପାର୍ଟି ଆସିବେ ଏଥିରେ ଚିନ୍ତା କରିବାର ନାହିଁ
@RanjitKumarSethiRanjitKumarSet
@RanjitKumarSethiRanjitKumarSet 3 ай бұрын
Sabu heba time wait
@sreekannta
@sreekannta 3 ай бұрын
ସତ ପ୍ରତିଶତ ଏହି ସରକାର ଏକ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରୁଥିବା ଭଳି ମନେ ହେଉଅଛି ।ତେଣୁ ପୂର୍ବ ସରକାରଙ୍କର ସମସ୍ତ ପ୍ରକାର ପ୍ରସ୍ତୁତି ଉପରେ କିଛି ନୂତନ କାମ ନ କରି ପୂର୍ବ ସରକାରର କିପରି ଛବିକୁ ହଟାଇ ଦେଇ ପ୍ରଶଂସା ପାଇବା ଚକରରେ ଅଛି ।ଆଉ ଯଦି କିଛି ନୂଆ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ହେଲା ଓଡ଼ିଆ ଅସ୍ମିତା ଯାହାଦ୍ଵାରା ହୁଏତ ମନ vary good କହିବ କିନ୍ତୁ ପେଟ ଭୋକରେ ,,, ଆପଣଙ୍କ ମଙ୍ଗଳ ହେବତ ରାତି ପାଇଲେ ଦରକାର ପେଟକୁ ଦାନ ,ଦେହକୁ କନା ,ମୁଣ୍ଡକୁ ଛତା ଓ ଗୋଡ଼କୁ ଜୋତା ଏହାକୁ ଦେଇପରିବାର ପ୍ରତିଶ୍ରୁତିକୁ ପୁରାଣ କର ,,l
@pravasinikeshi6760
@pravasinikeshi6760 3 ай бұрын
ତମେ ଗୁଡା କିଏ ସବୁ ପ୍ରଶ୍ନ କରିବା କୁ ନିର୍ଲଜ୍ଜ ଆହୁରି ମୁହଁ କୁ ଲାଜ ଲାଗୁନି ଏତେ ବାଳ ଉପାଡ଼ି ଥିଲ ନା ଆଙ୍କୁ ଚପଲ ରେ ପିଟିବା କଥା
@djdhanu5763
@djdhanu5763 3 ай бұрын
ତମେ 24 ବର୍ଷରେ ଯେଉଁ ରଙ୍ଗ ଲଗାଇଛ ସବୁ ଛଡ଼ାଇବାକୁ ପଡ଼ିବ l
@santoshprasadmishra4977
@santoshprasadmishra4977 3 ай бұрын
Right
@biswajitsethi7008
@biswajitsethi7008 3 ай бұрын
ବବି ଦାସ ଏବଂ ଧ୍ରୁବ ସାହୁର କେଳେଙ୍କାରୀ ବିଷୟରେ ମୁଁହ କଣ ପାଇଁ ଖୋଲୁନ...??
@manasilatadas4829
@manasilatadas4829 3 ай бұрын
ତୁମ husband ମାନେ ବବି, ଜିତୁ, ସ୍ୱାଦ ମାଲିକ କଣ ଜମାରୁ ରାଜସ୍ବ ଚଳୁ କରି ନାହାନ୍ତି? ସେ କଥା ଵି tk କୁହ
@rosypradhan5307
@rosypradhan5307 3 ай бұрын
Yes 💯
@KuberSahu-nu4xt
@KuberSahu-nu4xt 3 ай бұрын
୧୯୯୯ ମହାବାତ୍ୟା ଓଡିଶା ଭିକ ମାଗୁଥିଲା ଖାଇବାକୁ ନ ଥିଲା ଏବେ ଓଡିଶା କେମିତି ଅଛି ଭାବ ୨୫ ବର୍ଷ ରେ ନବିନ କଣ କରିଛି
@djdhanu5763
@djdhanu5763 3 ай бұрын
2024 ହେଲାଣି develop ନ ହୋଇ କଣ 1999 ରେ ରହିବ କି ? ନବୀନ ଜାଗାରେ ଆଉ କିଏ ଥିଲେ ବି develop ହେଇଥାନ୍ତା l
@deepakpanda6764
@deepakpanda6764 3 ай бұрын
Bus ରଙ୍ଗ ବଦଳିଲେ କଣ ଅସୁବିଧା ହେଉଚି
@manoranjandash1461
@manoranjandash1461 3 ай бұрын
ତୁମ ଇଚ୍ଛା ଯାହା କରୁଥିଲ ପାଣ୍ଡିଆନ ବୁଦ୍ଧିରେ. ତାଙ୍କ ଇଚ୍ଛା ଯାହା ହେଲା କରାନ୍ତୁ
@BibhutiSamal-z2j
@BibhutiSamal-z2j 3 ай бұрын
ଧର୍ଯ୍ୟ ଧର ଟିକେ
@zinstorm7430
@zinstorm7430 3 ай бұрын
Right
@diptiranjansahoo3045
@diptiranjansahoo3045 3 ай бұрын
ଡାଲି ଚୋରି କଣ ପାଇଁ କଲ କୁହ??😂😂😂
@papu4pinky
@papu4pinky 3 ай бұрын
Right 👍
@sachidanandamishra4778
@sachidanandamishra4778 3 ай бұрын
ଆମ ବାପ ଅଜା ଅମଳରୁ ସରକାରୀ ବସ୍ ର ରଙ୍ଗ ସବୁଜ ରଙ୍ଗ ନଥିଲା କାହିଁକି ସବୁଜ କରାଯାଇଥିଲା ଆଗେ ଛାମୁଙ୍କୁ ପଚାର।
@prahaladsahu5406
@prahaladsahu5406 3 ай бұрын
କଣ ଅସୁବିଧା ହେଲା ରଙ୍ଗ ବଦଳେଇବାରେ, କାହିଁକି ବେକାର ଆଲଚନା କରୁଛ ତୁମେ ଏ ପରି ନେତା ? ବବି ଦାସ ର କେଳେଙ୍କାରୀ କଥା କହୁନ?
@SambunathSamal-s5w
@SambunathSamal-s5w 3 ай бұрын
24 ବର୍ଷ ଖାଇଲ ବଙ୍କର ବଲେ ବଲେ ରେ 24 ମାସ ଅପେକ୍ଷା କର ଏତେ ଭୟ ଭିତ କାହିଁକି ଏମାନେ ରଙ୍ଗ ଵଦଳାଇଲେ କିନ୍ତୁ ରଙ୍ଗସାଳ କରି ନାହାନ୍ତି ହଜାର ହଜାର ରଙ୍ଗ ସାଳ ବିଧାୟକ ମନ୍ତ୍ରୀଂକ ପାଇଁ ବିଜେଡି ସରକାର କରିଥିଲା କାହା ଟଙ୍କା ରେ
@sushantakumarpradhan1719
@sushantakumarpradhan1719 3 ай бұрын
ଦଣ୍ଡ ନାଚ ରେ ହାଡ଼ି ହାଡୀୟାଣୀ କଳୀ ହେଲା ପରି ଲାଗୁଛି ତୁମ ରାଜନୀତି 😂😂😂😂 ଲୋକେ ତୁମକୁ ଛି ଛି କଲେଣି।
@sakhilatadas8080
@sakhilatadas8080 3 ай бұрын
badia haichi
@brajakishorepadhi4022
@brajakishorepadhi4022 3 ай бұрын
ଡାଲି ଚୋରୁଣୀ ପ୍ରମିଳା ବୁଢୀ ର କୈୟିଫତ ମାଗିବାର ଅଧିକାର ନାହିଁ। ଆଗେ ଡାଲି କଥାର ଉତ୍ତର ଦେ।
@hrteam6399
@hrteam6399 3 ай бұрын
ତାମିଲ ବାବୁ ହେଲିକପ୍ଟର ରେ ବୁଲିଲାବେଳେ BJD ସରକାର ରାଜସ୍ବ ଅପବ୍ୟବହାର କରୁନଥିଲେ ? ସେତେବେଳ ତୁ କାହାପାଖରେ ଶୋଇଥିଲୁ... ଯାହା ହେଉଛି ଭଲ ହେଉଛି ଯାହା ହେବ ଭଲ ହେବ | ଏକ ମାସ ଶାସନ ଦେଖି ତମ ଗାଣ୍ଡୀ ଫାଟିଲାଣୀ
@diptiranjansahoo3045
@diptiranjansahoo3045 3 ай бұрын
😂😂😂 right
@SrikantaDas-vb4nk
@SrikantaDas-vb4nk 3 ай бұрын
ଭଲ ହେଇଛି ରଙ୍ଗ ବଦଳିଲା
@pradeepkumarjena4162
@pradeepkumarjena4162 3 ай бұрын
ତୁମ କଥା କେହି ସୁଣିବେ ନାହିଁ ବହୁତ ସୁଣିଛନି ଆଉ ସୁଣିବାକୁ ଛାହାନି ନାହିଁ ବହୁତ ସୁଣି ସୁଣି ୨୪ ବଷ ହୋଇ ଗଲା ତୁମେ ସେହି ଊଳି ଜପ କରିବ
@rabindrakumarmohanty9415
@rabindrakumarmohanty9415 3 ай бұрын
ଚବିଶ ବର୍ଷ ରେ ଯାହା କଲ ଆମେ ଜାଣି ଲୁ ଆଉ ନୁହେଁ ଘରକୁ ପଳା ନହେଲେ ଭିତରେ ପଶିଵ ଯାହା କାଣ୍ଡ କାରଖାନା କରିଛ।
@SantoshKumar-pj4fo
@SantoshKumar-pj4fo 3 ай бұрын
Yas
@Manojropeandknot
@Manojropeandknot 3 ай бұрын
Dali chorani kn besi gapuchu
@rankanayak9953
@rankanayak9953 3 ай бұрын
୨୪ବଷ ହେଲା ତୁମେ କଣ କରିଛ ଓଡିଶା କୁ ତୁମେ ମେଳିହେଇକି ଖାଇଛ
@sudiptakuanar2469
@sudiptakuanar2469 3 ай бұрын
High court re appeal kar
@biswanathhhembram2426
@biswanathhhembram2426 3 ай бұрын
ଭାଲି ଦିଦି ଏଇଟା ବଧେ ଆଳୁୁ ଦିଦି ।
@swapnilraja1409
@swapnilraja1409 3 ай бұрын
😂😂😂 ତାଙ୍କ କାମ ହେଲା ରଙ୍ଗ ବଦଲା, ଏଣ୍ଡୁଅ 😂
@rabindranathmishra7809
@rabindranathmishra7809 3 ай бұрын
Laxmi Bus ra abasyakata nahin .mohan baboo far better ❤❤❤❤❤❤❤❤❤❤❤❤❤
@RaghunathBhuyan-oy8gd
@RaghunathBhuyan-oy8gd 3 ай бұрын
25 ବର୍ଷ ର ରଙ୍ଗ ଲିବାଇବା ଦରକାର
@biswajitsethi7008
@biswajitsethi7008 3 ай бұрын
ତୁମେ ପ୍ରଥମେ କୁହ ଲକ୍ଷ୍ମୀ ବସରେ ଶଙ୍ଖ ଚିହ୍ନ କଣ ପାଇଁ ଦେଇଥିଲ..? ଓଡ଼ିଶାକୁ ମଧ୍ୟ ନବୀନ ଓଡ଼ିଶା ନାମ ରେ ନାମିତ କରୁଥିଲ କାହିଁକି... ଓଡ଼ିଶା ଟା କଣ ତୁମ ପୈତୃକ ସମ୍ପତ୍ତି କି...??
@srustidhardey5817
@srustidhardey5817 3 ай бұрын
Dali choor ପାଇଁ ❤❤❤ ବଦଳ
@DinuDalai
@DinuDalai 3 ай бұрын
ତୁ ଜାହା ଡିଲି ଚୋରୀକରୀ ଖାଈଚୁ ତାହା ଆଗ ହିସାବ ଦେ ଶରକାର ୨ମାସ ହେଈନି ଆସିବା ହିସାବ ମାଗୁଥିବା ଡାଲି ଚୋରଣି ଜା ଥୁ ତତେ ଲଜ୍ଜିତ ନାହିଁ
@lokanathmoharana2345
@lokanathmoharana2345 3 ай бұрын
Unnecessary Talk.Just wait & BJP Govt.Odisha will do fantastic work for Odisha people
@sibasankarsamal3514
@sibasankarsamal3514 3 ай бұрын
Public ra kichi problem nahi hai😂😂😂bjd ra kn pain puduchi😂😂😂😂😂
@bhubandash2949
@bhubandash2949 3 ай бұрын
ବିଜେପି ଜଉଟା ବି କରୁଛି ସବୁ ଭଲ କରୁଛି.. ବିଜେଡି ଵାଲେ କୁକୁର ଭଳିଆ ଚିଲ୍ଲଉଥ.. ତୁମେ ସବୁ ପାଗଳୀ ହେଇଗଲାଣି
@PradeepKumarBehera-or9ee
@PradeepKumarBehera-or9ee 3 ай бұрын
Jay Naveen pattnayak Jay Bjd ❤❤❤
@tusarpanda5148
@tusarpanda5148 3 ай бұрын
ତମର ସହଯୋଗ ଦରକାର ନାହିଁ.
@susantaacharya1143
@susantaacharya1143 3 ай бұрын
ଠିକ କଥା କହିଲେ ।
@chandrasekharnayak1815
@chandrasekharnayak1815 3 ай бұрын
24 year tale Bus colour kan thilaa ki.
@basudevdey8059
@basudevdey8059 3 ай бұрын
Wait. 5 YEAR
@RenubalaBehera-e8i
@RenubalaBehera-e8i 3 ай бұрын
ବିଜେଡି ମିଶିଲେ ଦୁର୍ନୀତି କିପରି ହୂଏ ଶିଖାଇ ଦେବ ରଙ୍ଗଶାଳା ଆହୁରି ତିଆରି କରିବ
@rabindrakumarmohanty9415
@rabindrakumarmohanty9415 3 ай бұрын
ତମର ରଙ୍ଗ ମଳିନ ପଡିଗଲା ତେଣୁ ଗେରୁଆ ରଙ୍ଗ କରିବାକୁ ପଡୁଛି।
@ayushkumarroutray3199
@ayushkumarroutray3199 3 ай бұрын
Wait karo
@Harapriya25
@Harapriya25 3 ай бұрын
Ama jinisa uper proud marani jay Naveen sir
@pabitranayak4405
@pabitranayak4405 3 ай бұрын
ଡାଲି ଚୋରେଇବା ଆଉ ହଉନି ବୋଧେ
@rabindrakumarmohanty9415
@rabindrakumarmohanty9415 3 ай бұрын
ତମ ର ଆଉ ରଙ୍ଗ ଅଛି ଵାହାଦୁରୀ ମାରୁଛ।
@ganeshdhal135
@ganeshdhal135 3 ай бұрын
ନହେଲେ ମୋଦୀ ବସ ଲେଖୁନାହାନ୍ତି ଆମ ବସ କଣ ପାଇଁ ଲେଖୁଚନ୍ତି
@rajdeepmohanty9674
@rajdeepmohanty9674 3 ай бұрын
Mo bus babadare kichhi janichu se Pisa kahara.kendra kete koti deichi panduku pachra se kaiba.
@ganeshdhal135
@ganeshdhal135 3 ай бұрын
@@rajdeepmohanty9674 ଆଜ୍ଞା ଆପଣ ଜାଣିଛନ୍ତି କହୁନାହାନ୍ତି ଆମେ ଶୁଣିବାକୁ ଚାଉଁଚୁ
@diptilalpanigrahi6583
@diptilalpanigrahi6583 3 ай бұрын
ନବୀନ ପଟ୍ଟନାୟକଙ୍କ କରିଥିବା ଯୋଜନା ଯାହାକି ମାତୃ ଗର୍ଭରୁ ସବ ଦାହ ପର୍ୟନ୍ତ୍ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଥିଲା ଏହା ବାଦ ନୂଆ ସରକାର ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରନ୍ତୁ
@rajdeepmohanty9674
@rajdeepmohanty9674 3 ай бұрын
Han this katha .Hele aji Saba podibapain mada loka maguchanti. Nahele sabapodibaku kehi asunahanti a kamatibi Nabin Babu karichanti. Han ki NA.
@deepakpanda6764
@deepakpanda6764 3 ай бұрын
ବୁଢ଼ୀ କାଳେ ବାଳ ରଙ୍ଗ କରୁଚ
@rabintiki1207
@rabintiki1207 3 ай бұрын
Vote pain laxmi bus,,,5 tanka ticketre bus chaliba nahi
@GoutamNayak-Channel
@GoutamNayak-Channel 3 ай бұрын
Sabu ok
@bharadhyavlogs2207
@bharadhyavlogs2207 3 ай бұрын
wait 5 years Gapanahi
@ghanashyamamahanta1297
@ghanashyamamahanta1297 3 ай бұрын
ପଚିଶି ବର୍ଷରେ କେତେ ଲୁଟିଛ କୁହ
@dibyajyotidas5857
@dibyajyotidas5857 3 ай бұрын
Which government change the color green
@parthasarathimohanty7757
@parthasarathimohanty7757 3 ай бұрын
Maa ruha tk 25 years heini kam dina re kn ete kila delete heba ki
@dibyajyotidas5857
@dibyajyotidas5857 3 ай бұрын
Why
@aktutorial1179
@aktutorial1179 3 ай бұрын
ତୁମକୁ କେହି ବାସିରେ ପଚାରୁ ନାହାଁନ୍ତି, ଆ ଥୁ 🙄
@bijaykumarrout4161
@bijaykumarrout4161 3 ай бұрын
Why it was genda colour so changed with genda failure
@NiranjanSahoo-mr1lq
@NiranjanSahoo-mr1lq 3 ай бұрын
ତୁମର ଅସୁବିଧା କ'ଣ ହେଲା
@samarendraprasad5776
@samarendraprasad5776 3 ай бұрын
Tata Kan pacariki ranga badalai thanta
@kumarmanoj4826
@kumarmanoj4826 3 ай бұрын
ତୁ ଡାଲି ଚୋରି ଅଭିଯୋଗରେ ଜେଲ୍ ଯିବୁ
@aravindapattanayak2966
@aravindapattanayak2966 3 ай бұрын
You are right, Madam 👍 You go ahead.. Jay Maa Laxmi bus, Jay Nabin Babu Appearance is deceptive
@PrashantaSahoo-kz7rb
@PrashantaSahoo-kz7rb 3 ай бұрын
Nai thau BJD ra sahajog AAU darkar habani bjd😢 AAU kete Dina rahiba...😊
@dilipnayak8431
@dilipnayak8431 3 ай бұрын
A.... Sallaa.... BJP..... Party..... Seiaa.,... 😊😊😊😊😊😊
@dhirenkumar-yi9bf
@dhirenkumar-yi9bf 3 ай бұрын
BJD Hariki bi Bijaya karichhi Jay BJD
@sandipmishra8448
@sandipmishra8448 3 ай бұрын
Khali Ranga badalibani ,pura corrupted neta ebong netri Manankara ranga paribartana karajiba
@susantarath9018
@susantarath9018 3 ай бұрын
Jai nabeen
@niharranjanrautaray2008
@niharranjanrautaray2008 3 ай бұрын
Bjd party no long
@JayantaSahooo
@JayantaSahooo 3 ай бұрын
Tu ka Nispatire Dali chori karithulu tike kuha
@BabaniVlog
@BabaniVlog 3 ай бұрын
Ranga ta bhala laguchhi
@rabindrakumarmohanty9415
@rabindrakumarmohanty9415 3 ай бұрын
କଣ ଵଵି ଦାସ ଢାବାରେ ଖାଇକି ଆସିଛ କି।
@simanchalpanda331
@simanchalpanda331 3 ай бұрын
Brown is a charming colour.lt is the symbol of sympathy and sacrifice.So govt introduce this colour
@debasmitaparida2072
@debasmitaparida2072 3 ай бұрын
Gerua ranga ra new bus chaleileni .Nahele apekhya kaleni bus puruna hei ranga chhadi jaithile brown colour karithante. Nua kinahei asithiba chak chak karuthiba bus ra ranga ku paribartan kari ajatha paisa kharcha kariba kana abasyaka? Ranga badalei dele ta au jojana nua sarkar ra heijibani ki bus adhika labha karibani.
@sribatshanaik2199
@sribatshanaik2199 3 ай бұрын
Odisa minstar is gud wis
@SrikantaDas-vb4nk
@SrikantaDas-vb4nk 3 ай бұрын
ଇଲୋ ଇଲୋ ଡାଲି ଚୋରଣି 😂😂😂
@santoshnahak119
@santoshnahak119 3 ай бұрын
ବାଳଟା କରିବୁ
@Priya14319
@Priya14319 3 ай бұрын
Put the green leaf by orange colour
@SrikantaDas-vb4nk
@SrikantaDas-vb4nk 3 ай бұрын
Pramila Mallick toh munha valo dekha jauni tu media ku aseni😂😂😂
@bjpppp1234
@bjpppp1234 3 ай бұрын
Sabu Office Ranga bi Change karahaba,Tote kichhi Utara daba Uchit manekaruni BJP baala .
@Manojropeandknot
@Manojropeandknot 3 ай бұрын
Tume kn pain sabuja ranga karithila
@babunamallick5594
@babunamallick5594 3 ай бұрын
ବିଜେପି ଦଳ ଖାଲି ରଙ୍ଗ ପରିବର୍ତ୍ତନ କରିବ ନା, ଆଉ କିଛି ନୂଆ ଯୋଜନା ଆରମ୍ଭ କରିବ ବିଜେପି ଏମିତି ରଙ୍ଗ ପରିବର୍ତ୍ତନ କରି 5 ବର୍ଷ ବିତିଯିବ
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 20 МЛН
когда не обедаешь в школе // EVA mash
00:51
EVA mash
Рет қаралды 3,9 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 1,7 МЛН
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 20 МЛН