BJD Wakes Up From Sleep After 7 Months No Comments | Nirbhay Gumara Katha

  Рет қаралды 12,146

Nirbhay

Nirbhay

Күн бұрын

Пікірлер: 81
@jchoudhury274
@jchoudhury274 12 сағат бұрын
BJD ନେତା ଭାବୁ ଥିଲେ ଓଡ଼ିଶା ଆମ ବାପା ରସମ୍ପତି ଆମେ ଖାଲି ଶାସନ କରି ଲୁଟିବୁ ଛି ଛି ବେଲଜ୍ୟl ସବୁ
@brajakishorepadhi4022
@brajakishorepadhi4022 12 сағат бұрын
ଅମର ପଟ୍ଟନାୟକ ନବୀନ ଡକାୟତ ଦଳର ଅନ୍ୟ ଏକ ଡକାୟତ।
@biswajeetnayak5019
@biswajeetnayak5019 13 сағат бұрын
ଔଷଧ ବିକଳରେ ତାଟିଆ କାମୁଡୁଛି ବିଜୁ ଜନତା ଦଳ 7 ମାସ ପରେ ମନେ ପଡ଼ିଲା ଆମେ ହାରିଛୁ ବୋଲି😂😂😂😂
@nrushinghnathsahu1630
@nrushinghnathsahu1630 12 сағат бұрын
ମରିଯାଉ ଥିବା ବ୍ୟକ୍ତି କୁ ICU ରଖି ପରିବାର କୁ କିଛି ଦିନ ପାଇଁ ସ୍ବାନ୍ତନା ଦେବାର ଅପଚେଷ୍ଟା ଚାଲିଛି.
@raghumaninayak9593
@raghumaninayak9593 11 сағат бұрын
ଆଜ୍ଞା ଦାସ ବାବୁ ମୋର ଏତେ ଶିକ୍ଷା ଦୀକ୍ଷା ନାହିଁ କିନ୍ତୁ ଆପଣଙ୍କ ଉଲେଖ ନ କମେଣ୍ଟରୁ ଯାହା ବୁଝିଲି କୌଣସି ନିର୍ଲଜ ରାଜନୀତି ଦଳ ଥାନ୍ତି ସେ ପରା ଶଙ୍ଖ ଦଳ 😄😄😄
@SunilBehera-w6s
@SunilBehera-w6s 12 сағат бұрын
ଆଞା କ'ଣ କହିବା ଏ ମାନେ ଖେମତା ରୁ ଗଲା ପରେ ସଂପୂର୍ଣ୍ଣ ପାଗଳ ହୋଇ ଯାଇଛନ୍ତି
@surendranarayanpanda8021
@surendranarayanpanda8021 12 сағат бұрын
ଯାହା ଜଣାଯାଏ ସେମାନଙ୍କ ଅବସ୍ଥା ଅତି ସଂକଟରେ.
@surendranathlenka3599
@surendranathlenka3599 12 сағат бұрын
ଏମାନେ ବୋଧେ ଗଣିତରେ ଦୁର୍ବଳ। ହିସାବ କରୁ କରୁ ସାତ ମାସ ବିତିଗଲା।
@ashokbiswal7904
@ashokbiswal7904 12 сағат бұрын
ଗାଲୁଆ ଙ୍କର ବାରବାଟୀ ଚାଷ 😁😁😁
@PradeeptaKumarNayak-e6t
@PradeeptaKumarNayak-e6t 12 сағат бұрын
Right sir
@pravatkumarmishra9760
@pravatkumarmishra9760 13 сағат бұрын
ବେଲଜ୍ୟା ଦଳ ଚବିଶ ବରଷ ମହୁ ଖାଉଥିଲେ ଆଉ ପାଉନାହାନ୍ତି ବିକଲ ହଉଛନ୍ତି ଏଥର ମହୁ ମାଛି ବିନ୍ଧିବେ ସେଇଥିପାଇଁ ଛଟପଟ
@HarekrushnaSahoo-k8g
@HarekrushnaSahoo-k8g 12 сағат бұрын
ସ୍ଥିତି ଜାହିର୍ ପାଇଁ ଚେଷ୍ଠା କରୁଛି ମୋଦିଙ୍କ କଥା ସତ୍ଯ ପ୍ରମାଣ ହେବାକୁ ଯାଉଛି, ଅବସ୍ଥା ସଙ୍କଟାପର୍ଣ୍ଣ
@lifelinegyan8619
@lifelinegyan8619 12 сағат бұрын
Absolutely right sir🙏
@chitraguptadas2921
@chitraguptadas2921 12 сағат бұрын
ବିଜେଡି ନେତାମାନେ ଏତେ ଦିନ ପରେ ଅଭିଯୋଗ କଲାବେଳେ କିଛି ବୁଥର ପରିସଂଖ୍ୟାନ, ତଥ୍ୟ ଦେଇଥିଲେ ଭଲ ହୋଇଥାନ୍ତା I ତଥ୍ୟ ବିହୀନ ଅବାନ୍ତର ଅଭିଯୋଗକୁ ହାରିଥିବା ଦଳର କ୍ରୋଧଜନିତ ପ୍ରଳାପବୋଲି କୁହାଯାଇପାରେ
@mituprdhan2020
@mituprdhan2020 13 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻🌹🙏🏻🌹
@SachidanndaMahanta
@SachidanndaMahanta 13 сағат бұрын
Jay Jagannath... sir
@ShirdharSahoo-x7o
@ShirdharSahoo-x7o 12 сағат бұрын
କେତେ ତେଲ ମରୁଚ BJP କୁ, present situation ବିଷୟ ରେ କିଛି debet କରୁନ
@BasantaBehera-gl3li
@BasantaBehera-gl3li 12 сағат бұрын
ଏଇ ଲୋକଟା ର ବହୁତ୍ ଫlଟୁଚି ବିଜେପି କୁ କହିଲେ ଅତି ଗଲୁଅl ଲୋକ ଟା ଏଇଟା
@MmSinhg-d7c
@MmSinhg-d7c 12 сағат бұрын
BJD ର ୨୪ ବର୍ଷ ଶାସନରେ ଇଲେକ୍ସନ କମିଶନ ଆଉ EVM ଠିକ ଥିଲେ 😂ଆଉ ହାରିଗଲା ପରେ EC ଓ EVM ର ଭୁଲ୍ 😭 ଶଳା ଡିହ ଗାଲୁଆ
@susantasahoo9544
@susantasahoo9544 12 сағат бұрын
ଚବିଶି ବର୍ଷକାଳ ଶାସନକଳରେ ଓଡିଶା ରାଜକୋଷରୁ ଓ ଖଣି, ପାଣି, ଚିଟଫଣ୍ଡ ଇତ୍ୟାଦି ଇତ୍ୟାଦିରୁ ଏତେ ଖାଇଥିଲେ ଏମାନଙ୍କୁ କୁମ୍ଭକର୍ଣ୍ଣ ନିଦ ଲାଗିଯାଇଥିଲା, ସେ ନିଦ ଭାଙ୍ଗିବାପାଇଁ ସାତ ମାସ ଲାଗିଗଲା / କାହିଁକିନା ରୁବେନ ବାନାର୍ଜୀ ଆଙ୍କନେତାଙ୍କ ଦେବତା ସମ୍ବଦ୍ଧରେ କିଛି ଲେଖିଦେଇଛନ୍ତି ତ /
@santoshsahoo2727
@santoshsahoo2727 10 сағат бұрын
Right bro.
@rajanikantabiswal2669
@rajanikantabiswal2669 8 сағат бұрын
ଏ ଭଳିଆ ନେତାଙ୍କୁ ଲାଜ ନାହିଁ କି ଆମ ଭଳିଆ ଭୋଟର ଙ୍କୁ ସରମ ନାହିଁ
@chandipadapanda4707
@chandipadapanda4707 11 сағат бұрын
ଦୁର୍ନୀତି କରି ସାରିବା ପରେ ଅଡିଟ କରିବାର ମାନସିକତା କେବଳ ଯିଏ ସି ଏ ଜି ଥିଲେ ସେ ହିଁ ପୋଷଣ କରି ପାରନ୍ତି ।
@DNS7960
@DNS7960 13 сағат бұрын
BJD has gone mad. Unable to digest the defeat.
@rajanikantachoudhury2343
@rajanikantachoudhury2343 13 сағат бұрын
କିଳା ଯାଉଥିଲା ତା ବାଟରେ ବିଜେଡି ସିଟି ମାରିକି ଆଣିଛି.
@ishwarchandra3980
@ishwarchandra3980 13 сағат бұрын
😁😁😁😁
@RANJEETJENA-dp1xd
@RANJEETJENA-dp1xd 8 сағат бұрын
2029 ପରେ ଅଭିଯୋଗ କରିଥିଲେ ଭଲ ହୋଇଥାନ୍ତା.
@ashoksamal7683
@ashoksamal7683 12 сағат бұрын
ସମ୍ବିଧାନ ପ୍ରଣେତା କୁ ଅପମାନ କୁ ତୋ ନିୟୁଜ ନାହିଁ, ମୋହନ ମାଝୀ ର ମୁତ ପି
@binodsahoo3374
@binodsahoo3374 9 сағат бұрын
Where is Lungi syndicate? Arrange press meet in Constitution Club with proper lungi uniform.
@lluluLuludas
@lluluLuludas 9 сағат бұрын
ଅଲାଜ୍ଜୁକ ଦଳରେ ଏ ପ୍ରକାର ସବୁ ସମ୍ଭବ ହୋ ୨୪ ବର୍ଷ ପରେ ହୋଇ ଥିଲେ ଭଲ ଲାଗିଥାନ୍ତ।
@rabindrakar-lb8ql
@rabindrakar-lb8ql 9 сағат бұрын
JAYJAGANATH VARYGOOD SIR NAMASTE 🙏 ❤❤❤❤🎉🎉🎉🎉🎉🎉
@rathbaisalini8872
@rathbaisalini8872 9 сағат бұрын
BJD ଆଜି ଜାଣିଲା ସେମାନେ ପ୍ରକୃତରେ harichhanti 😂😂😂😂😂
@BasantaBehera-gl3li
@BasantaBehera-gl3li 12 сағат бұрын
ଏଇ ଜଣେ ମୁଖ୍ୟ ମନ୍ତ୍ରୀ 😂😂😂😂😂
@BibhutiDalei-hz7xs
@BibhutiDalei-hz7xs 6 сағат бұрын
ସମସ୍ତ ତଥ୍ୟ କୁ ଆଧାର ପରେ ଛ ମାସ ପରେ ନିର୍ବାଚନ କମିଶନ ଙ୍କୁ ଅଭିଯୋଗ କଲେ । ଆଉ ତୁମ ଭଳି ବିଜେପି ଚଟୁକାର ର ଅସୁବିଧା କଣ ?
@adwaitchandrabeura6847
@adwaitchandrabeura6847 9 сағат бұрын
ବିଜେଡି ସରକାର ତାଙ୍କର ପ୍ରାୟଶ୍ଚିତ କରିଛନ୍ତି ବହୁ ପ୍ରତିକ୍ଷିତ ଭାଜପା ସରକାର ଶାସନରେ ଓଡିଶା ଆସିଛି ନିର୍ବାଚନ ପ୍ରତିଶୃତି ଦୁର୍ନିତି ଭ୍ରଷ୍ଟାଚାର ମୁକ୍ତ କରିବା ମଧ୍ଯ ଆଖି ମିଛିକା ଭବିଷ୍ୟତରେ ଓଡିଆ ମାନେ ମଧ୍ଯ ସ୍ଵିକାର କରିବେ।
@ranjitbhuyan5160
@ranjitbhuyan5160 3 сағат бұрын
ବହେ ହସିଲି 😂
@bibhutiparida7565
@bibhutiparida7565 7 сағат бұрын
ଯିଏ ଯେମିତି ମନକୁ ବୁଝେଇବା କଥା ବୁଝାନ୍ତୁ !!
@gopalsahoo1487
@gopalsahoo1487 8 сағат бұрын
ଜରବାଉଳାରେ,, ମାଟିଆ କାମୁଡ଼ି ଲେ, କ'ଣ ଜରଭଲହେବକି ,,,,
@prafulaudgata7711
@prafulaudgata7711 12 сағат бұрын
ଅଲଜ୍ୟା
@subodhakumardash6750
@subodhakumardash6750 11 сағат бұрын
This episode should have been brought to the notice at the time of counting of votes
@mihirdwivedi8843
@mihirdwivedi8843 13 сағат бұрын
These type of statement of BJD is baseless. They are unable to digest their defeat
@MANOJKUMARPRADHAN-q4u
@MANOJKUMARPRADHAN-q4u 12 сағат бұрын
Right
@SatyamebaJayate-ml8qx
@SatyamebaJayate-ml8qx 8 сағат бұрын
ବିଜେପି ର କେନ୍ଦ୍ରୀୟ ନେତୃତ୍ୱ ସହିତ ପାଣ୍ଡିଆନ ଙ୍କ କି ସମ୍ପର୍କ ଅଛିଯେ ନିଜେ ସେଇ ନେତା ମାନେ ଓଡ଼ିଶାରେ ବିଜେପି ଶାସନ ଆସିଲେ.... ପାଣ୍ଡିଆନ ଓ ଅନୁଗାମୀ ଅଧିକାରୀ, ନେତା ମନ୍ତ୍ରୀ ଙ୍କ ଦୁର୍ନୀତି ର ପୋଲ ଖୋଲହେବ ବୋଲି ଦମ୍ଭୋକ୍ତି ଏଯାଏଁ ସାକାର ହେଲାନାହିଁ... ଓଲଟି ତାଙ୍କର ଦୁଇ ବର୍ଦ୍ଦିଵାଲା ଚେଲା ଙ୍କୁ କେନ୍ଦ୍ର ଆଦରି ନେଲା... ୟା ଉପରେ ଟିକେ ଆଲୁଅ ପକାନ୍ତୁ ନବୀନ ବାବୁ... 🙏
@asitkumarpasayat52
@asitkumarpasayat52 11 сағат бұрын
Why u not questioned the same to the ruling party
@BiduutaravaSahoo
@BiduutaravaSahoo 13 сағат бұрын
After a frustration
@hemantaswain1421
@hemantaswain1421 13 сағат бұрын
BJD MP have lost their credibility. Their activities as MP are no usuable.
@deepakdas1073
@deepakdas1073 11 сағат бұрын
Kantabanji nuha. Kantamaala
@Aviator_7940
@Aviator_7940 11 сағат бұрын
Bjd safa habaku basilani 😂😂
@sop828
@sop828 10 сағат бұрын
Delay By 7 months Due To Hangover.
@ashishnayak1107
@ashishnayak1107 9 сағат бұрын
Ha ha...😂
@quoteoftheday2357
@quoteoftheday2357 12 сағат бұрын
Whistle Mari killa anuchi BJD alajuka haribaku naraj 😂
@successfullife6722
@successfullife6722 13 сағат бұрын
🙏🚩🚩🚩
@sarojnayak5548
@sarojnayak5548 10 сағат бұрын
Eguda behia,ye Hinjili ku accept karuchhanti seithiru bijhiba katha.
@dhamirona8662
@dhamirona8662 12 сағат бұрын
😂😂😂😂😂😂😂
@manaswinisatapathy6176
@manaswinisatapathy6176 10 сағат бұрын
Biparita buddies, todivert the.attention from ruben.banerjee book
@BasantaBehera-gl3li
@BasantaBehera-gl3li 12 сағат бұрын
ଫାଲତୁ news ଏଇଟା 😂😂😂😂
@rameshsethi1280
@rameshsethi1280 12 сағат бұрын
ଓଡିଶା ର, ଏକ ନମ୍ବର 👌👌
@BasantaBehera-gl3li
@BasantaBehera-gl3li 12 сағат бұрын
@rameshsethi1280 🤣🤣🤣🤣
@aksahoo346
@aksahoo346 10 сағат бұрын
Harigalapare kastare. Thile. Abe sabu. Kasta. Vuli. Aagaku. Bahari. Chanti. Dekhajau kan heuchi
@abhimanyudash6647
@abhimanyudash6647 11 сағат бұрын
Emananku Kumbhakarna ta kahiparibani se 6masare nidaru uthuthila.yanku 7 masa laģila. Tenu emane kaana ?
@prasantaroutraya4952
@prasantaroutraya4952 10 сағат бұрын
😅
@asitkumarpasayat52
@asitkumarpasayat52 11 сағат бұрын
Sir don't talk rubbish. Just tell it's truth or not...If not then why nothing available from rti & other sources. Why the center govt. Changed the bill in parliament after haryana high court decision.
@bijayakumarsahu7790
@bijayakumarsahu7790 7 сағат бұрын
You please watch ASPN NEWS.You are not the Election Commission.Get Your answer from Arun Sahoo .Kindly get out of dirty / false propaganda.Try to be like Prabhu Chaula,Karan Thapar,Ravish Kumar,Dhrub Rathee .Be scientific in Your analysis.Don't commit sin by narrating partial and fake things.Why are You down grading Your standard at this age.Stop acting like pet of BJP Godi Media.Be loyal to the Constitution and truth.Hear say news will give You a big Zero.
@manjupravamishra8000
@manjupravamishra8000 9 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
진짜✅ 아님 가짜❌???
0:21
승비니 Seungbini
Рет қаралды 10 МЛН
Jaidarman TOP / Жоғары лига-2023 / Жекпе-жек 1-ТУР / 1-топ
1:30:54