Рет қаралды 52
ବ୍ରାହ୍ମଣ ଙ୍କୁ ସର୍ବଦା ଅଧା ପେଟ କରିଥିବା ଭାଗ୍ୟ ଦେବତା ବ୍ରାହ୍ମଣର ପେଟ ଭିତରେ । ଭଗ୍ୟଦେବତା ଙ୍କ କାରଣରୁ ବ୍ରାହ୍ମଣ କେବେ ପୁରା ପେଟ ଖାଇ କରୁ ନ ଥିଲେ । ବେଙ୍ଗ ରୂପରେ ଭାଗ୍ୟଦେଵତା ବ୍ରାହ୍ମଣର ପେଟ ଭିତରେ ଥାଇ ମୁକ୍ତ କରିବା ପାଇଁ ବିକଳ ପ୍ରାର୍ଥନା କରିଥିଲେ । ତା ପରେ କଣ ହେଲା ଜାଣନ୍ତୁ ।