BSNL କୁ ଦୁର୍ବଳ କରି Jio ବଢେଇ ଦେଲା ରେଟ୍। Jio likely hike mobile plan tariff from 3 july.

  Рет қаралды 66,022

Pratidin TV

Pratidin TV

27 күн бұрын

BSNL କୁ ଦୁର୍ବଳ କରି Jio ବଢେଇ ଦେଲା ରେଟ୍। Jio likely hike mobile plan tariff from 3 july. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv.com/
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv.com/

Пікірлер: 361
@bikramroutaray935
@bikramroutaray935 25 күн бұрын
କଂଗ୍ରେସ କୁ ଭୋଟ ଦିଅ... ଦରଦାମ ରୋକିବାରେ ବିଜେପି ବିଫଳ
@dipunimallick3650
@dipunimallick3650 25 күн бұрын
Congress hatao desh bachao
@sanatansanatannaik8149
@sanatansanatannaik8149 25 күн бұрын
ଆଉ ବାଳୁଟା ଅଛି ଯେ ହବ 😔😔😔
@Sajen1430
@Sajen1430 25 күн бұрын
Modi ka per day kharcha 5 lakh
@skshitish
@skshitish 25 күн бұрын
​@@Sajen1430mora 5 tanka
@Nobita0069
@Nobita0069 24 күн бұрын
Han thik katha
@SidharthPrasadDas
@SidharthPrasadDas 25 күн бұрын
କଣ ପାଇଁ ବଢ଼େଇଲା ବିଜେପି କୁ ପଚାର ମୁକେଶ ଅମ୍ବାନୀ ବିଜେପି ର ଜୋଇଁ, କିଛି ସାମ୍ବାଦିକ ତ ବିଜେପି ଚଟା ହୋଇଛନ୍ତି, ସାଧାରଣ ଲୋକଙ୍କ କଥା କିଏ ପଚାରେ
@dipunimallick3650
@dipunimallick3650 25 күн бұрын
Tame BSNL use krrr .khaku kichi pachriba dRakr nhi
@techisha1747
@techisha1747 25 күн бұрын
Bjd asithile..bodhe pandu ram free karidethnata...hahaha
@Sajen1430
@Sajen1430 25 күн бұрын
BJP ka kamaal hai
@sahooamir3064
@sahooamir3064 25 күн бұрын
Thik kahila bhai
@spmusicmix887
@spmusicmix887 25 күн бұрын
Loka manankara bekare gamucha pakei ghosadile kichi labha nahi Tax choranku dharantu Loka mananku banchiba pain diantu .
@user-wk4mb6cj7v
@user-wk4mb6cj7v 25 күн бұрын
ନରେନ୍ଦ୍ର ଙ୍କ ମିଠା ମିଠା ଭାଷଣ ଶୁଣି ସମସ୍ତେ ତରଳି ଯାଉଛନ୍ତି 😂ଏବେ ବୁଝି ପାରିଲ ତ?😢😢ମତେ ଲାଗୁଛି ମୋଦୀ ଗରିବ ଘରୁ ଆସିନି ସେ ମିଛ କହି ସମସ୍ତଙ୍କୁ ମୋହ ରେ ପକେଇ ଦେଇଛି 😂
@amulyakhandei9704
@amulyakhandei9704 25 күн бұрын
Tumaku laguthila ki Modi garibo gharu Asichi. Tk Research au fact check karo jani paribo. Khali bhasna re kuhe 35 saal tak bhika magiki khauthila 😂. Taku kama milu nathila😅. Loko nka bhakua baneiba pain emiti emotional katha kuha jae
@ashishbarik7846
@ashishbarik7846 25 күн бұрын
Absolutely right, modi tea bikiri karunathile editing Kari gappa kahuthile se modda bikiri karuthile😂😂
@user-lk5mf6xf2o
@user-lk5mf6xf2o 25 күн бұрын
😅😅
@Viralvideos55238
@Viralvideos55238 24 күн бұрын
Modi paka chora ta
@lokanathtanty-us2oj
@lokanathtanty-us2oj 23 күн бұрын
Sata hauchi eita je modi bhalia neta amaku ei lagi boka bananti, karana ame boka bani jau, emananka Bhasana re flat hei jau aau andha bhavare Biswas karibare lagu je ei loka taa amara sabu kichi Full fill karidebo. 10 barsha jae toh amaku boka banei ki rakhichi, dekhiba aame aau kete barsha emiti vakua heiki rahi thiba
@pradhankrushna7455
@pradhankrushna7455 25 күн бұрын
BSNL ଠିକ୍ ସେବା ଦେଉ
@Gmail.com.commonpeople
@Gmail.com.commonpeople 25 күн бұрын
କେମିତି ଦେବ ସରକାର ଙ୍କ ତ ଇଚ୍ଛା ନାହିଁ
@skshitish
@skshitish 25 күн бұрын
India govt janiki band karuchi
@NPPODISHA
@NPPODISHA 25 күн бұрын
ବ୍ୟବହାର କରିବା ଦ୍ୱାରା ଆମେ ସମସ୍ତେ ଜିଓ ର ଏ ମନ ମନି ଦର ମନ ମୁତାବକ କରୁଛନ୍ତି ଆମେମାନେ ତାକୁ ଠିକ୍ କରିପାରିବ ସମସ୍ତେ ମିଶିକି
@subhraize
@subhraize 24 күн бұрын
BSNL towers ସବୁ jio use କରୁଛି ସବୁ auction ରେ କିଣି ଦେଇଚି jio ସେବା କଣ ଠିକ୍ ହବ
@hrudayakumarnaik1324
@hrudayakumarnaik1324 25 күн бұрын
ପରିବର୍ତ୍ତନ ହେବାର ଥିଲା ହେଇଗଲା....ଆପଣ ମାନେ ଖୁସିତ
@B07s
@B07s 18 күн бұрын
😂
@Sachidanandadas.
@Sachidanandadas. 25 күн бұрын
Digital India , ବାଳ ଇଣ୍ଡିଆ
@subhraize
@subhraize 24 күн бұрын
😂😂
@mr_gochhikarvlogs1178
@mr_gochhikarvlogs1178 24 күн бұрын
କିରେ ବେଧ ପିଲା ତୁ କଣ ମୋ ଦେଶ କୁ ଗାଳି କରୁଚୁ.... ମାଗିଆ ର କଣା ରେ ବାଉଁଶ ପୁରେଇ ଦେବୀ.... ତୁ ମୋଦୀ କୁ କହ ଅମ୍ବାନୀ କୁ କହ କିନ୍ତୁ ଦେଶ କୁ କହନି... ତୋ କଣା ମେଲା କରି ଦେବି....
@subhraize
@subhraize 24 күн бұрын
@@mr_gochhikarvlogs1178 👍💯
@Sachidanandadas.
@Sachidanandadas. 24 күн бұрын
@@mr_gochhikarvlogs1178 ତୁ ଧନୀ ଗୀହା ଟୋକା ,ଦେଖ ଯାଇ ଜଉ ପିଲା କୋଚିଂ ନେଇ ପାରୁ ନାହାଁନ୍ତି ତାଙ୍କ ଅବସ୍ଥା କଣ
@mrhetler2995
@mrhetler2995 24 күн бұрын
Jete bele digital India ra Katha asila mu bhabi neithili amo desh next 10years re america heijiba😅😂😅😂😅😂
@s.mohapatra-i1k
@s.mohapatra-i1k 25 күн бұрын
2014 ରେ ମୋଦି ଆସିବା ପରେ ଗୋଟିଏ ଟଙ୍କା ଖର୍ଚ୍ଚ କରି ନାହିଁ bsnl ରେ କେବଳ bsnl କୁ ଯୋଜନା ବଧ ଭାବେ ବିକିବା ଉଦ୍ଦେଶ୍ୟ ରେ କ୍ଷତି କରା ଯାଇଛି /କିଛି ବର୍ଷ ତଳେ ଆଇଡିଆ ମାଲିକ bsnl ସାଙ୍ଗରେ ଆଇଡିଆ ଭୋଡା କୁ ମିଶାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଲା କିନ୍ତୁ କେନ୍ଦ୍ର ସରକାର ଶୁଣିଲା ନାହିଁ କାହିଁକି ନା ଯଦି BSNL+IDEA+VODA ମିଶି ଗୋଟେ କମ୍ପାନୀ ହୋଇ ଯିବ ତେବେ JIO/ଏୟାରଟେଲ ସଙ୍ଗେ ସମାନ ହୋଇ ଯିବ ଆଉ ଅଧିକ କ୍ଷତି ହେବ ଗୁଜରାଟୀ କମ୍ପାନୀ JIO ର କାହିଁକି ନା jio ର ଆଉ ଗୋଟେ ପ୍ରତିଦେନ୍ଦୀ compitetor ଆସି ଯିବ ବଜାର କୁ ଆଉ VODA ଯେହେତୁ ବ୍ରିଟେନ ର କମ୍ପାନୀ ତାକୁ ସିଧା ସଳଖ ବିଦା କଲେ ଦେଶରୁ INTERNATIONAL ଆଇନ ଅମାନ୍ୟ ହେବ ତା ଧନ୍ଦା ବୁଡ଼ାଇ ଦେଲେ କିମ୍ବା ସାହାଯ୍ୟ ନକଲେ ସେ ଚୁପ ଚାପ ଚାଲି ଯିବ ଦେଶରୁ ଏହି ଯୋଜନା ଚାଲିଛି ତେଣୁ ଏହି ସରକାର କ୍ଷମତା ରୁ ଯିବା ଦରକାର ନହେଲେ ନିଜ ବେପାରୀ ଭାଇ ମାନଙ୍କୁ ବଡ ଲୋକ କରି ଦେବ/ଏହା ଅବଶ୍ୟ କେହି ଜାଣି ନଥିବେ ଯେ jio ଯେବେ ଦେଶରେ ପ୍ରସାରଣ ଆରମ୍ଭ କଲା ସେତେବେଳେ ତ ତାର ଟାୱାର ନଥିଲା ତେବେ ସେ କାହା ଟାୱାର ରେ ପ୍ରସାରଣ କଲା ତାର ନେଟୱର୍କ ଏୟାରଟେଲ ଟାଟା voda ଆଇଡିଆ ତ କେବେ ନିଜ ଟାୱାର jio କୁ ଦେଇ ନଥିବେ ସେତେବେଳେ ଦେଶରେ ଥିବା ଗୁଜରାଟ ମୁଖିଆ ତାକୁ bsnl ର ଟାୱାର support ସହଯୋଗ ଦେଇଥିଲା ତାପରେ ଟାଟା ନିଜ ଶିମ ଆଉ ଟାୱାର କୁ ଏୟାରଟେଲ କୁ ବିକିଦେଲା କ୍ଷତିରେ ଆଉ ଟାଟା ସାଙ୍ଗରେ ଲଣ୍ଡନ ର ଭର୍ଜିନ ଆଉ ଜାପାନ୍ ର docomo ଥିଲା ସେମାନେ ନିଜ ଦେଶ କୁ ଚାଲି ଗଲେ କ୍ଷତି ଯୋଗୁଁ
@B07s
@B07s 18 күн бұрын
😳🙊
@sujitkumarswain8200
@sujitkumarswain8200 25 күн бұрын
BSNL ରେ ନେଟ୍ ଧୀରେ ଚାଲୁଛି ,,, ରିଚାର୍ଜଗୁଡ଼ିକ ବହୁତ୍ ବଢିଆ ଅଛି ଅନ୍ୟ କମ୍ପାନୀ ଗୁଡ଼ିକ ତୁଳନାରେ କମ୍
@amarbalangir4515
@amarbalangir4515 25 күн бұрын
Mora ta BSNL re net be kebe bi chaluni
@kcivilengicons6088
@kcivilengicons6088 25 күн бұрын
Jani suni govt . Budei deichi....BSNL tower re jio khela karuchi
@mrunikeandheartkiller9399
@mrunikeandheartkiller9399 25 күн бұрын
@@kcivilengicons6088 hn
@mrunikeandheartkiller9399
@mrunikeandheartkiller9399 25 күн бұрын
@@amarbalangir4515 same
@Nobita0069
@Nobita0069 24 күн бұрын
Maghi@ government jani suni emiti katuchi , loka badhya hei jemiti jio jibe sethipain se plan karuchi
@Someshkumar013
@Someshkumar013 25 күн бұрын
ମନଇଚ୍ଛା ବଢ଼େଇଲେ ଆଉ କିଏ ସେ ଚଲେଇବ ପୁଣି ଆରମ୍ଭ ହେଉ କିପେଡ଼ ଫୋନର ଯୁଗ ଆରମ୍ଭ
@prateekmohanty3213
@prateekmohanty3213 25 күн бұрын
ସବୁ ଖାଇଯିବେ ରେ
@gudurahembra7605
@gudurahembra7605 25 күн бұрын
Hnn ree
@dukhishyampradhandukhishya3024
@dukhishyampradhandukhishya3024 25 күн бұрын
Hundred percent right Sir.Modi sarakar janisuni BSNL ku budei dele.Jeo bhala bhabe lututhila puni agaku adhik lutib.Kendra sarakar ra paket bharana heba.jay Jagannath bande utkal janani.
@sabyasachirasmiranjanmishr3780
@sabyasachirasmiranjanmishr3780 25 күн бұрын
Kick 🦵 jio
@railwaytechnical6554
@railwaytechnical6554 25 күн бұрын
Bjp sarkar re sabu emiti haba re bhai
@pradeeppradhan6133
@pradeeppradhan6133 25 күн бұрын
Bjp ku vote dei thibaro aha heuchi ahuri hebo sabu moribo sudhri jao Bjp ku vote dei thiba loko
@Sajen1430
@Sajen1430 25 күн бұрын
Odisha walo ne BJP ko 19 seat diya hai Bhai 😂😂😂 tabhi to modi aayaa
@sanjaykisan1998
@sanjaykisan1998 25 күн бұрын
Appki bar 500 par😄😄😄
@nepalnag1422
@nepalnag1422 25 күн бұрын
Modi means mehangai
@MrSwarajdas
@MrSwarajdas 25 күн бұрын
ନିରାଟ ସତ୍ୟ କଥା VSNL କୁ ଯୋଜନା ବଦ୍ଧ ଭାବେ ସବୁ ବସାଇ ଥିବା ଟାୱାର କୁ ମୁକେଶ ଅମ୍ବାନୀ କୁ ବିକ୍ରି କରିଦେଲେ ଏବେ ସାଧାରଣ ଜନତା ଙ୍କୁ mobile ଚାର୍ଜ କରିବାକୁ ଅଧିକା ଟଙ୍କା ଖର୍ଚ୍ଚ କରିବାକୁ ପଡିବ କାରଣ ଏୟାରଟେଲ ଓ ଜିଓ ତାଙ୍କର monopoly ଯୋଗୁଁ ଅତି ଦୁଃଖର କଥା
@jambeswarjena6270
@jambeswarjena6270 24 күн бұрын
Thhik Katha
@mihiradalai3728
@mihiradalai3728 25 күн бұрын
Double engine Sarkar
@ashokpradhan1641
@ashokpradhan1641 25 күн бұрын
Nothing can be done....Poor/ middle class People would be exploited in every way.
@user-sf5sp7vx7t
@user-sf5sp7vx7t 24 күн бұрын
ଆଜ୍ଞା ସମସ୍ତ ଓଡ଼ିଶା ବାସି ନିଜ ନମ୍ବରକୁ ବି ଏସ ଏମ ଏଲ୍ କୁ ପୋଟେବିଲିତି କରିବା ପାଇଁ ଅନୁରୋଧ
@prasantaguru596
@prasantaguru596 25 күн бұрын
Odisha CM ଏହା ଉପରେ ଦୃଷ୍ଟିଗୋଚର କରନ୍ତୁ 😊
@pradeeppradhan6133
@pradeeppradhan6133 25 күн бұрын
Balo koribo
@prasantaguru596
@prasantaguru596 25 күн бұрын
@@pradeeppradhan6133 mankada bhalia kan lekhuchhu bhala ki lekh
@learnlearn8932
@learnlearn8932 25 күн бұрын
Sala 4 tara mla nija gow ku rasta nahi.balo kariba thick katha
@chandankumarnaik9899
@chandankumarnaik9899 25 күн бұрын
Balo ta karibo Modi hagg kahile se hoggibo
@kcl143
@kcl143 25 күн бұрын
आ गया अछे दिन, जिओ धनाधन😂
@user-in9md1bp5i
@user-in9md1bp5i 25 күн бұрын
😂😂😂😂🎉🎉🎉
@afla_toon
@afla_toon 24 күн бұрын
Aur chalao unlimited 5g....😁🤣🤣🤣
@Mahakal123g
@Mahakal123g 25 күн бұрын
BSNL ସେବା ଠିକ ଦଉ ଆମେ BSNL ଚଲେଇବୁ
@basantisahu1885
@basantisahu1885 25 күн бұрын
Sata Katha jio rate ta bahut hoigala
@Minjumili123
@Minjumili123 25 күн бұрын
ଗୋଟେ ଗରିବ ଶ୍ରେଣୀ ଲୋକ କେମିତି ଚଲେଇବେ ମୋବାଇଲ ମଜୁରି ୨୦୦ କୁ ରିଚାର୍ଜ ୨୦୦ କଣ କରିବେ ସେମାନେ
@golgolgoli1063
@golgolgoli1063 25 күн бұрын
Jindabad Modi , Jindabad Ambani. Jindabad Indian citizen. Happy, Happy.
@nepalnag1422
@nepalnag1422 25 күн бұрын
Boycott jio 😡
@eduavow
@eduavow 25 күн бұрын
Janisuni incoming and outgoing seba band Kari deichanti, jemiti ki amemane boycott bi Kari pariba nahi..
@Birendraparida670
@Birendraparida670 24 күн бұрын
ସୁଭଦ୍ରା ଯୋଜନା ପଇସା କୋଉଠୁ ଦବ ତମଠୁ ଲୁଟିକି ତମକୁ ଦବ ଯୋଜନା ନାଁରେ
@bipinbiharinayak5973
@bipinbiharinayak5973 24 күн бұрын
Really right government response
@pradeepkumarrana3789
@pradeepkumarrana3789 25 күн бұрын
ମୁଁ ୨୦ବର୍ଷ BSNL ବେଭ ହାର କରୁଛିଭଲସେବା
@user-te6tz8qb7j
@user-te6tz8qb7j 25 күн бұрын
Bhai bsnl re net kemiti chaluchi
@pradeepkumarrana3789
@pradeepkumarrana3789 25 күн бұрын
ଭଲ ଚାଲୁଛି
@LiveAsh13
@LiveAsh13 25 күн бұрын
Starting recharge amount kete Monthly
@rahulchoudhury9617
@rahulchoudhury9617 25 күн бұрын
Bhala nahi recharge plan bhala nahi
@farmerandcooking165
@farmerandcooking165 25 күн бұрын
149 ,28 days per day 1 gb
@sudhakarmohapatra9490
@sudhakarmohapatra9490 25 күн бұрын
Ama paisa re se pua marriage Card golden re bantuchi......
@FilmyFusions560
@FilmyFusions560 25 күн бұрын
All are Switch to BSNL BSNL Jinda bad
@rajcreation9061
@rajcreation9061 25 күн бұрын
Mu mora 2 ta jaka sim bsnl karidabi
@thakurputel7565
@thakurputel7565 23 күн бұрын
Bhala kahile sir
@SMRUTISAHOO191
@SMRUTISAHOO191 25 күн бұрын
BSNL Right
@Manashpanda9801
@Manashpanda9801 25 күн бұрын
ଭାଇ ଲୋକ ହଇରାଣ ହେଇଯିବେ ରେ
@SONOTBIBELSONDESH1980
@SONOTBIBELSONDESH1980 22 күн бұрын
ଭାଇ ମୋବାଇଲର ଜଣେ ମନ୍ତ୍ରୀ ଛିଡ଼ା ହୁଅ ଦେଖିବ ସେ ନିଶ୍ଚିତ ଭୋଟରେ ଜିତିଯିବ।
@ytbolo2475
@ytbolo2475 19 күн бұрын
Let a big rally for high recharge plan
@rabindrabehuria9354
@rabindrabehuria9354 25 күн бұрын
Jio govt, Bsnl pvt.
@s.mohapatra-i1k
@s.mohapatra-i1k 25 күн бұрын
ଆଗକୁ ଦର ସମସ୍ତେ ବଢାଇବେ କାହିଁକି ନା ଭାରତ ସରକାର ନୂଆ ଆଇନ କରିଛନ୍ତି NETWORK କମ୍ପାନୀ ଯେତେଟା ସୀମ ଚାଲୁ ରଖିବେ ସେତେ ଅଧିକ TAX ଦେବାକୁ ବାଧ୍ୟ ଭାରତ ସରକାର ଙ୍କୁ ଆଉ ଏହି ନ୍ୟାୟ ରେ NETWORK କମ୍ପାନୀ ଦର ବୃଦ୍ଧି କରିବେ
@dhirenburma8143
@dhirenburma8143 25 күн бұрын
BJB walooo... Mukesh Ambani Jay ho...
@akshayakurout4136
@akshayakurout4136 25 күн бұрын
Modi Guarantee hai
@jitensahu3253
@jitensahu3253 25 күн бұрын
right sir
@sudhasispatanayak968
@sudhasispatanayak968 25 күн бұрын
BSNL ଜାଣି ଶୁଣି ଉଠିବା କୁ ଦବନି
@odisha-friend143
@odisha-friend143 17 күн бұрын
ଆରେ ଭାଇ 2 ଗୁଣ ବିକାଶ କହିକି କଣ 2 ଗୁଣ ବିକାଶ କରି ପାରିଲ କୁହ କରି ପାରିବନି ଯଦି କହୁଥିଲ କଣ ପାଇଁ mobile rechaje 2 ଗୁଣ ବଢିବା କଥା କିନ୍ତୁ 30% ଜମାରୁ ବଢିଛି bjp ସରକାର mobile rechaje 2 ଗୁଣ ବଢାଇ ଦେଲେ ଆମେ ବହୁତ ଖୁସି ହବୁ ଜୟ ଜିଓ ଜୟ ବଜେପି ।।।।
@dipsrisrianshientertainmen9931
@dipsrisrianshientertainmen9931 25 күн бұрын
Congress hin thik
@sadhucharanmajhi7027
@sadhucharanmajhi7027 19 күн бұрын
Jio ku byan Kora jao🎉
@sanjaymohanta1993
@sanjaymohanta1993 25 күн бұрын
jio company election ବେଳେ କେତେ ଟଙ୍କା ଦେଇଛି ସେ କଥା ଟିକେ ପଚାରନ୍ତୁ
@user-pu9qo1sg6p
@user-pu9qo1sg6p 24 күн бұрын
କେନ୍ଦ୍ର ସରକାର ତ ନିର୍ବାଚନୀ ଚାନ୍ଦା ମୋଟା ଆକାରରେ ନେଇଛନ୍ତି ସବୁ କମ୍ପାନୀଠାରୁ,ତଣୁ ସେମାନେ ଦର ନିଶ୍ଚିତ ଭାବରେ ବଢେଇବେ।
@bodhisattwa1179
@bodhisattwa1179 25 күн бұрын
Yes sir
@sunilkumarmishra9553
@sunilkumarmishra9553 18 күн бұрын
ଭଲ ହେଇଛି ଫାଟି ଯାଉ ସମସ୍ତଙ୍କର ମୋଦି ଦବ
@sapandas8873
@sapandas8873 20 күн бұрын
Good
@cfltour1195
@cfltour1195 24 күн бұрын
Right sir 😢
@apodiya
@apodiya 23 күн бұрын
Free jinisha mehenga huye.. Medical.education, court law Atiki jinisha free haba darkar
@odiatokapragati2807
@odiatokapragati2807 25 күн бұрын
Support for congress
@Mr_Edith09
@Mr_Edith09 23 күн бұрын
ଦିନ ମଜୁରୀ ମାନଙ୍କ ମଜୁରୀ Rs.250 ଟଙ୍କା ଆଉ ମୋବାଇଲ୍ ଫୋନ୍ recharge କରିବ Rs.239-299 ପରିବାର କେମିତି ଚାଲିବା......😭😭😭😭😭
@Biki.StartStart
@Biki.StartStart 11 күн бұрын
#bsnl
@gutingiakdm-yf8wg
@gutingiakdm-yf8wg 20 күн бұрын
BSNL IS GOOD
@TypistOdisha
@TypistOdisha 25 күн бұрын
Agyan bjp biki sarichi bsnl ku bsnl ku vika magai sarichi, hn dara dam badhiba vote lagi tanka dai thile na sidha kuhantu Jai Shri Ram
@BijaykumarSahoo-bb7ds
@BijaykumarSahoo-bb7ds 24 күн бұрын
Time has come to organize and to make strong consumer association otherwise both govt and business men will trap mountains of money from poor common people in India. Strong protest is required. All opposition should be united for poor people.
@gouttamnayak3497
@gouttamnayak3497 25 күн бұрын
ମାଗିଆ ବିଜେପି govt କାମକୁ ନୁହେଁ ବିଜେପି ହଟାଓ ଦେଶ ବଞ୍ଚାଓ
@ksagarcreation1769
@ksagarcreation1769 22 күн бұрын
ଡବଲ ଇଞ୍ଜିନପରେ ଡବଲ ପଇସା ତ ଦେବଏକା ଫାଇଦା ଉଠ ରେ 😁😁ଆପନ ମାନେ ଖୁସି ତ
@SonuBinayak-gi5ql
@SonuBinayak-gi5ql 25 күн бұрын
ପରମ ମାଘିଆ ନରେନ୍ଦ୍ର ମୋଦି।
@omprasadmishra3641
@omprasadmishra3641 23 күн бұрын
Kndrasara kara ra labha hauche . Tagande kahe podeba
@anilsenapati7317
@anilsenapati7317 25 күн бұрын
ମୋଦି ସରକାର ଦମ ଦର ରୁକି ପାରିବନି 2029 ରେ ପରିବର୍ତନ କରିବା କଥା ସମସ୍ତେ କଂଗ୍ରେସ ଆଡକୁ ମୁଁହା ହୁଅ
@chandankumarnaik9899
@chandankumarnaik9899 25 күн бұрын
Bhai re 5year re ame sabu bikri heijiba sabu bikidebo
@kunalkumarpathak6250
@kunalkumarpathak6250 25 күн бұрын
BJP means Mehngai
@pathanisahoo9577
@pathanisahoo9577 20 күн бұрын
Sabu badhiba
@promisetech4374
@promisetech4374 23 күн бұрын
ନାମୋ ନିଅ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@sunilkumarpatnaik6953
@sunilkumarpatnaik6953 25 күн бұрын
Double Engine Sarakar rey sabu badhiba.... Elections rey sari thiba Tanka ku asul karibey ....! STRONG PUBLIC PROTEST HEBA DARAKAR. ....
@jitendrakumarbhoi4138
@jitendrakumarbhoi4138 24 күн бұрын
Congress ku vote dia sabu price kamiba
@mrutyunjayabhokta874
@mrutyunjayabhokta874 19 күн бұрын
Bsnl👍
@basantkumarmohanty7602
@basantkumarmohanty7602 19 күн бұрын
Jio out BSNL coming
@KalashchandraMeher
@KalashchandraMeher 25 күн бұрын
Mu vote agaru kahithili BJP sarkar hele recharge rate aga badhiba... BJP ku vote dia 😂😢😢😢😢😢😢😢😢😢😢😢😢
@simapradhan6437
@simapradhan6437 25 күн бұрын
Aeita Modi sarakar ra chal Jana sadhara abe budhi sikhi ba darkar😮😮😮 vote deuchhanti nihati parinam bhogibe
@shradhacookingstyle1451
@shradhacookingstyle1451 25 күн бұрын
E hauchi aache din ka 1st Gift
@prabhanjansahoo8389
@prabhanjansahoo8389 25 күн бұрын
Cntral goverment ra kichhi rule nahi ki kali company mana echha rate badhiba
@rajadora7668
@rajadora7668 25 күн бұрын
Bsnl govt operator behavior is OK for normal coustmer when ever they did know a normal people is also A big partner of business and also he paid full revenue which is operator s salary
@BKumar-qq1zj
@BKumar-qq1zj 20 күн бұрын
ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ ରେ ଭାଇ
@pratyushsamal861
@pratyushsamal861 21 күн бұрын
ବିଜେପି ପାଇଁ ଅମ୍ବାନୀ ଅଦାନୀ ଏମିତି ଲୋକଙ୍କୁ ଲୁଟୁଛନ୍ତି
@sandeepkumarjena8872
@sandeepkumarjena8872 23 күн бұрын
Samaste khali badheila badheila hauchanti...but tike mane pakeiki kahile jio asiba agaru etiki facility use kariba pain masaku kete tanka debaku paduthila....10 yr agaru only Airtel re masaku 2 gb net pack ta se time re 200 rs neuthila....
@TechStamps
@TechStamps 23 күн бұрын
Jio asiba purboru lokonko average monthly expenditure on mobile 100-200 hou thila..feature phone wala mane rs10 re v month chalauthile.. abe kon abosta tume jano
@Butterfly07697
@Butterfly07697 25 күн бұрын
Not only jio airtel bi badhi jaichhi...
@akshayapanda5667
@akshayapanda5667 25 күн бұрын
Election Chanda...daeechii &sa ta kariba😮
@bimaldas6003
@bimaldas6003 24 күн бұрын
BSNL ଚାଲୁ କର ଆଉ ଘରୁଇ କମ୍ପାନୀ ବନ୍ଦ କର
@DolamaniBagarty-dc3bw
@DolamaniBagarty-dc3bw 20 күн бұрын
ଦେଶବାସି ମର୍ବେ
@SaradaRajguru
@SaradaRajguru 25 күн бұрын
Bash nal Puni thara aasiba drkar
@juelpradhan3929
@juelpradhan3929 23 күн бұрын
Petrol dara kamiba boli sunuchu hele sethire kichibe kamuni hele phone recharge 3dina bhitare badheidela joumane bhabucha emtika paisa badheibata vulu tahale mote like kara
@Sujit24738
@Sujit24738 25 күн бұрын
Bsnl use kariba
@prabhatkumaryoutube1997
@prabhatkumaryoutube1997 24 күн бұрын
Kendra Sarkar ko only vote chahie aur kuchh nahin chahie😅
@krishnamilu2672
@krishnamilu2672 25 күн бұрын
CCI re complain karibaku padiba
@gupteswarrana8295
@gupteswarrana8295 23 күн бұрын
Change to airtel
@jay.12310
@jay.12310 24 күн бұрын
3.0 ra result... Worthless government..
@user-lp7qo3wr1x
@user-lp7qo3wr1x 25 күн бұрын
Bnsl jio airtel what answer question
@rmuzic6601
@rmuzic6601 23 күн бұрын
ମନମାନୀ କାହିଁକି ବଢଉଛି ଜିଓ ତା'ର ରିଚାର୍ଜ ପ୍ଲାନ ଏହାର କାରଣ ମୋଦି ସରକାର କାରଣ ଇଲେକ୍ଟ୍ରୋବୋଣ୍ଡ ଏବଂ ମୋଦି ଓ ଅମ୍ବାନୀର ବନ୍ଧୁତା ।ଏହା ମୋର ଭାବନା
@narayanadas5952
@narayanadas5952 25 күн бұрын
Ye para double engine sarkar so double rate heba na aau....
@pramodkumarmoharana8996
@pramodkumarmoharana8996 21 күн бұрын
Hn kendra sarkar ta chinta kari bsnl bikisarilani autike chinta kale odisha bikibe
@Purnachandramajhi-of4vu
@Purnachandramajhi-of4vu 25 күн бұрын
Very Good
@tapas-ht9ie
@tapas-ht9ie 24 күн бұрын
IA B j P ka khel
@brpalai9015
@brpalai9015 25 күн бұрын
Kie durbala kala yehi BJP govt 😂😂 2015- 16 re jio aasila bodhe ... Jio ku BJP spectrum dela Bt BSNL KU nai bcz adani amabani paisa debe 😂😂😂 Au aji bijupatanik airport bi privatisation haba 😂😂😂 Double phula laga tali 😂😂😂
@tapumohanta2276
@tapumohanta2276 21 күн бұрын
BSNL mobile 📲
@NarayanJena-my5jo
@NarayanJena-my5jo 25 күн бұрын
Airtel kou Kam ki
@user-yx8wm9iq4q
@user-yx8wm9iq4q 25 күн бұрын
Sabu badiba best kaniki houchare
@KuniSwain-qy8wb
@KuniSwain-qy8wb 25 күн бұрын
Kahiki emiti badhuchi
@SubahnkardebataSubahnkardebata
@SubahnkardebataSubahnkardebata 23 күн бұрын
Bsnl speed badhiba darakar
Became invisible for one day!  #funny #wednesday #memes
00:25
Watch Me
Рет қаралды 59 МЛН
تجربة أغرب توصيلة شحن ضد القطع تماما
00:56
صدام العزي
Рет қаралды 58 МЛН
HAPPY BIRTHDAY @mozabrick 🎉 #cat #funny
00:36
SOFIADELMONSTRO
Рет қаралды 17 МЛН
End of Jio & Airtel - Why Jio Increased Prices ?
7:15
Technical Sagar
Рет қаралды 360 М.
Became invisible for one day!  #funny #wednesday #memes
00:25
Watch Me
Рет қаралды 59 МЛН