Рет қаралды 1,463,410
Baba Buddhanath Das, during his lifetime, used to spontaneously convey his devotional feelings or reveal some truth in the form of songs, sayings, and well-composed simple rhymes. In recent years, we are putting efforts to revive some of those treasures, which were poorly recorded those years due to lack of resources.
------------------------------------------
Akhira Luhare Danga Bhasilani
channel category - nonprofits & activism .
ମୂଳରଚନା: ବାବା ଶ୍ରୀ ବୁଦ୍ଧନାଥ ଦାସ
ସ୍ୱର: ଶ୍ରୀ ଲୋକନାଥ ଦାସ
#Garoiashram
Originally sung by: Baba Shri Buddhanath Das
Re-sung by: Shri Lokanatha Das
"Our channel do not claim any right over some of the images used in this video. All rights reserved to the respective copyright owners."
___________________________________________
Copyright@ Shri Gobardhana Pitha Garoi Ashram 2013
Iligal & unauthorized use of this video is an offence as per copyright guidelines .
ଆଖିର ଲୁହରେ ଡଙ୍ଗା ଭାସିଲାଣି ଯେତେ କଷ୍ଟ ହୁଏ ମୋର ପ୍ରଭୁ ଯେତେ କଷ୍ଟ ହୁଏ ମୋର
ନାବିକ ହୋଇଣ ଧର୍ମ କାତ ଧରି
ନାବିକ ହୋଇଣ ଧର୍ମ କାତ ଧରି ଭବ ସିନ୍ଧୁ ପାରି କର
ଭବ ସିନ୍ଧୁ ପାରି କର ପ୍ରଭୁ ଭବ ସିନ୍ଧୁ ପାରି କର
ଆଖିର ଲୁହରେ ଡଙ୍ଗା ଭାସିଲାଣି ଯେତେ କଷ୍ଟ ହୁଏ ମୋର ପ୍ରଭୁ ଯେତେ କଷ୍ଟ ହୁଏ ମୋର
ନାବିକ ହୋଇଣ ଧର୍ମ କାତ ଧରି ଭବ ସିନ୍ଧୁ ପାରି କର ..... ଭବ ସିନ୍ଧୁ ପାରି କର ପ୍ରଭୁ ଭବ ସିନ୍ଧୁ ପାରି କର ।
ସୟନେ ସପନେ କିବା ଜାଗରଣେ ମନ ସ୍ଥିର ନାହିଁ ମୋର
ସୟନେ ସପନେ କିବା ଜାଗରଣେ ମନ ସ୍ଥିର ନାହିଁ ମୋର
ମୋ ଆଖିର ଲୁହ ତୋତେ ଲାଗେ ଶାନ୍ତି
ମୋ ଆଖିର ଲୁହ ତୋତେ ଲାଗେ ଶାନ୍ତି ହୁଅତୁ ବଡ ଠାକୁର........ହୁଅତୁ ବଡ ଠାକୁର ପ୍ରଭୁ ହୁଅତୁ ବଡ ଠାକୁର ।
ପୋଛି ଦେବା ପାଇଁ ଆଖିର ଲୁହକୁ କେହି ଜଣେ ନାହିଁ ମୋର
ପୋଛି ଦେବା ପାଇଁ ଆଖିର ଲୁହକୁ କେହି ଜଣେ ନାହିଁ ମୋର
ଆଖିରୁ ବୋହିଣ ମାଟି ଭିଜିଲାଣି ନସୁଣ ନିଦା ପଥର......... ନସୁଣ ନିଦା ପଥର ପ୍ରଭୁ ନସୁଣ ନିଦା ପଥର ।
ଯେତେ ଇଚ୍ଛା ଏବେ ଦୁଃଖ ଦେଇ ପାର ଜୀବନଟା ଦୁଃଖ ମୋର
ଯେତେ ଇଚ୍ଛା ଏବେ ଦୁଃଖ ଦେଇ ପାର ଜୀବନଟା ଦୁଃଖ ମୋର
ଦୁଃଖ ଦେବା ପାଇଁ ତୁମେ ଏକା ଜଣେ… ଦୁଃଖ ଦେବା ପାଇଁ ତୁମେ ଏକା ଜଣେ ଖେଳାଉଛ ଘର ଘର .....
ଖେଳାଉଛ ଘର ଘର…… ପ୍ରଭୁ ଖେଳାଉଛ ଘର ଘର....... ।