ଚାଷୀଙ୍କୁ ନେଇ ବଡ଼ ରାଜନୀତି|Big Politics Over Farners In Odisha For Untimely Rain|Crop Damage|Odia News

  Рет қаралды 1,525

News18 Odia

News18 Odia

Күн бұрын

Пікірлер: 1
@swagatdas7828
@swagatdas7828 2 күн бұрын
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ଆସନ୍ତା ୩୧ତାରିଖ ରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତ ରେ ଯିବେ ନବୀନ ପଟ୍ଟନାୟକ କ୍ଷେତ ବୁଲିବେ ଚାଷୀଙ୍କୁ ଭେଟିବେ ଭୁବନେଶ୍ୱର ୨୯/୧୨/୨୪ ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟାମୁଣ୍ଡାଇ,କଟକ ର ସାଲେପୁର ଓ ଜଗତସିଂହପୁର ର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ.ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ.
'ଚାଷୀ କୂଳ ଆଜି ହତାଶ' | Odisha Reporter
4:42