ଚାଲିଗଲେ ସ୍ୱାମୀ...ସ୍ତ୍ରୀ ଓ ପିଲା ଖୋଜୁଛନ୍ତି ପରିଚୟ || Love Marriage || Family Dispute || Odisha Reporter

  Рет қаралды 169,330

Odisha Reporter

Odisha Reporter

Күн бұрын

Пікірлер: 419
@Bapujipro
@Bapujipro Ай бұрын
ସ୍ବାମୀ ଆତ୍ମହତ୍ୟା ର ମୂଖ୍ୟ କାରଣ ନିଜେ ସ୍ତ୍ରୀ
@harekrushnahotta2072
@harekrushnahotta2072 2 ай бұрын
ଯେଉଁ ସ୍ଵାମୀ ଆତ୍ମହତ୍ୟା କରେ ତାହାର ପଛରେ ତା ସ୍ତ୍ରି ର ସଂପୂର୍ଣ୍ଣ ହାତ ଥାଏ।ସ୍ଵାମୀ ମରିଛି କିନ୍ତୁ ଏହା ମନରେ ତା ଦୁଃଖ ଥିଲା ଭଳି ଟିକେବି ଲାଗୁନି।
@gouraharimahanty12
@gouraharimahanty12 Ай бұрын
Society ra madhya bahut hata achi.
@sonyleone9983
@sonyleone9983 Ай бұрын
Right bro
@risinggamer3011
@risinggamer3011 Ай бұрын
Thik katha.
@manasbehera3922
@manasbehera3922 Ай бұрын
👍👍👍👍👍👍
@kumarnirmal19708
@kumarnirmal19708 Ай бұрын
Jadi ete darada thilata swami thu durei kana pain thila mata e karana tume bi heipara .
@rashmiranjan7660
@rashmiranjan7660 2 ай бұрын
No, ଝିଅର ଦୋସ କାରଣ ତୁମେ ପୀଲାକୁ ତା ବାପା ଠୁ ଅଲଗା ରଖୀଲ କଣ ପାଇଁ, ତମ କଥାରୁ ଜଣା ପଡୁଛି ତମେ ତମ ବାପଘର କଥାରେ ପରୀଚାଳୀତ
@RajaMarandi-y6f
@RajaMarandi-y6f 13 күн бұрын
Right ❤❤❤❤❤
@sujatasingh7128
@sujatasingh7128 Ай бұрын
ଲିପିସ୍ଟିକ ଲଗେଇ ବୁଲୁଛୁ ତୋର ଘଇତା ମରିଚି
@sasthablogger1590
@sasthablogger1590 Ай бұрын
Kajala
@manoj-jb5lk
@manoj-jb5lk Ай бұрын
Styles nd modren wife
@RajaMarandi-y6f
@RajaMarandi-y6f 13 күн бұрын
ସିଏ ପୁଣି କହୁଛି ମୋତେ ନ୍ୟାୟ ଦରକାର।
@manoj-jb5lk
@manoj-jb5lk 13 күн бұрын
@@RajaMarandi-y6f are bhai paschim odisha jhia mane hele sabu dhanda wali bessya dari
@JagannathJena-bo7ud
@JagannathJena-bo7ud Ай бұрын
ଯେଉଁ ସ୍ୱାମୀ ତତେ ପ୍ରେମ କରି ବାହାହେଲା,ତା'ପରେ ବାପା,ମା,ଭାଇ ଭଉଣୀ ଆଉ ଘରଦ୍ୱାର ଛାଡି ତତେ ନେଇ ଅଲଗା ରହିଲା, ଶେଷ ରେ ତୁ ତାକୁ ଛାଡ଼ି ତୋ ବାପା ଘରେ ରହିଲୁ,କେସ୍ କଲୁ। ଏସବୁ ପରେ ଜଣେ ଲୋକ ସର୍ବସ୍ବ ହରାଇ ମାନସିକ ଚାପ ରେ କେତେ ଦିନ ଆଉ ବଞ୍ଚିପାରିଥାନ୍ତା? ବାଧ୍ୟ ହୋଇ ଶେଷ ବାଟ ବାଛିନେଲା।ତା ମୃତ୍ୟୁ ପାଇଁ ତୁ ହିଁ ଦାୟୀ। ତତେ କି'ନ୍ଯାୟ ଦରକାର କାହିଁ କହିଲୁ ନାହିଁ ତ! ଠିକ୍ ଅଛି ପୋଲିସ ପାଖକୁ ଯା,ତୋ'ପାଇ ଆଉ ଗୋଟେ ଖୋଜିଦେବେ।
@abhayaparida5645
@abhayaparida5645 23 күн бұрын
😢
@iloveodisha6003
@iloveodisha6003 Ай бұрын
ଏ ସ୍ତ୍ରୀ ଲୋକ କୁ ପ୍ରଥମେ ଜେଲ ହେବା କଥା ସ୍ୱାମୀ ମୃତ୍ୟୁ ପାଇଁ ଏହି ଦାୟି,
@nirmalkumarbehuria6411
@nirmalkumarbehuria6411 Ай бұрын
ସ୍ୱାମୀର ଅସୁବିଧା ସମୟରେ ସ୍ୱାମୀ ର ଆବଶ୍ୟକତା ସମୟରେ ଯେଇଁ ସ୍ତ୍ରୀ ସ୍ୱାମୀ ପାଖରେ ନ ରହିଲା ଆଜି ସେ କାହା ଠାରୁ ନ୍ୟାୟ ଚାହୁଁଛି ମୂଁ ତ କହିବି ଏ ସ୍ତ୍ରୀ ସେ ପୁଅ ପାଇଁ ବେଶି ଦାଈ
@devilsdevils4576
@devilsdevils4576 Ай бұрын
ସ୍ୱାମୀକୁ ଛାଡି ଯୋଉନାରୀ ମା ଘରଯାଇ ରୁହେ ସେ ନାରୀବା କେମିତି ହୋଇଥିବ, ବେଧେଇ ମିଛକହୁଛି. ସ୍ୱାମୀ ମରିବା ପଛରେ ଏହାର ବହୁତ ବଡ଼ହାତ ଅଛି, ଆଜିକାଲି ଯୋଉ ମାଇକିନା ର ସ୍ୱାମୀ ନାଇଁ ତାର କୋୖଣସି ଭେଲ୍ୟୁ ନାଇଁ ସିଏପକା ବେଶ୍ୱାଣି ହବ.. ଏଥିରେ କୌଣସି ସନ୍ଧେହ ନାଇଁ.....
@gyanabhuyan5383
@gyanabhuyan5383 Ай бұрын
Taku jele dia Bara ade tatu karichu Tu kerakam ra pila To pakhare pachyatap ra kichi nahi
@PadmalochanSahu-vc8vk
@PadmalochanSahu-vc8vk Ай бұрын
ଏବେ ବୁଝନ୍ତୁ ସ୍ୱାମୀର ମୂଲ୍ୟ କଣ,
@abhayaparida5645
@abhayaparida5645 23 күн бұрын
Are bhai amne kn bujhibe aanku ta au gote milijiba
@RajaMarandi-y6f
@RajaMarandi-y6f 13 күн бұрын
Right ❤❤❤❤❤❤❤❤❤
@BADRINARAYANDAS-x5f
@BADRINARAYANDAS-x5f 12 күн бұрын
ଭାଇ ଏମାନେ ସ୍ବାମୀ ମୂଲ୍ୟ ବୁଝନ୍ତିନି ଟଙ୍କାର ମୂଲ୍ୟ ବୁଝନ୍ତି ଇଏ ସ୍ବାମୀର ସମ୍ପତି ଭାଗ ନେଇ ନୁଆ ବାଣ୍ଡ ଖୋଜିବ
@darkclouds6246
@darkclouds6246 Ай бұрын
ଛୋଡ଼ି ପୁଅ camera man ଓଠ ଉପରେ କାଇଁ ଦୁଧ ଉପରେ ବି ଫୋକସ କର ଶଳା ଅଲାଜୁକ ରିପୋର୍ଟର camera man
@ManojSahu-ne1gg
@ManojSahu-ne1gg Ай бұрын
Thank you bhi good
@balarampadhi9832
@balarampadhi9832 Ай бұрын
They have done good not calling you to cremation.Before marriage you were in relationship for seven years why did you left him at the time of death .
@Tikemaja
@Tikemaja Ай бұрын
Good observation.... 🤭🤭
@OdiaGang
@OdiaGang Ай бұрын
😂😂😂😂nalua reporter
@nirajansahoo2095
@nirajansahoo2095 Ай бұрын
Right
@bijayhansdah9701
@bijayhansdah9701 Ай бұрын
ଇଏ ଆଉଜଣେ ସହ ଶାରୀରିକ ସମ୍ପର୍କ ରଖିଥିଲେ
@RajaMarandi-y6f
@RajaMarandi-y6f 13 күн бұрын
❤❤❤❤❤❤❤
@bibhutibhusansabat5916
@bibhutibhusansabat5916 Ай бұрын
She is a nice kalakar
@prafullakumarsahoo1917
@prafullakumarsahoo1917 Ай бұрын
ତୁମ ସ୍ୱାମୀ ଆତ୍ମହତ୍ୟା ପାଇଁ ତୁମେ ହିଁ ଦାଇ ଏହା କୁ ନିଜେ ମାନିଯାଅ ଭଗବାନ ତୁମକୁ କ୍ଷମା କରିଦେବେ
@Bijaypanda159
@Bijaypanda159 Ай бұрын
ମିଛ କଥା କହୁଛନ୍ତି
@motilalbhue6245
@motilalbhue6245 15 күн бұрын
Namar
@RajaMarandi-y6f
@RajaMarandi-y6f 13 күн бұрын
ତା ମୁହଁ କହୁଛି। କେତେ ସତ କହୁଛି।
@amitabhbilash5040
@amitabhbilash5040 11 күн бұрын
To bhali jiban sathi kaha ku na milu tu mikina dhanda bali
@biswanathamohapatra5992
@biswanathamohapatra5992 Ай бұрын
ଏ ମାଇକିନା ବଡ ବଦମାସ
@ManaskuArukh
@ManaskuArukh 2 ай бұрын
Job କର... ପିଲାର ଦାୟିତ୍ୱ ନିଅ.. Strong ହୁଅ,.. ସମାଜ ନିଜ ଜାତି ଲୋକଙ୍କୁ ଧରି ଚାଲ.. ✋🏼
@c.prasad3064
@c.prasad3064 Ай бұрын
ଏବେ ମେଡ଼ିଆ ମାଧ୍ୟମ ରେ ନୂଆ ସ୍ୱାମୀ ଖଜା ଚାଲିଛି.... ଧନ୍ୟ ରେ ମାଇକିନା ଶୈଳୀ ବହୁତ ବଢିଆ.. ସ୍ୱାମୀକୁ ମାରିବାର କାଇଦା ମାନିବାକୁ ପଡିବ 😆😆😆😆
@SanjayKumar-kk3rg
@SanjayKumar-kk3rg 2 ай бұрын
ତେ ବାପ ଘରେ ଥୀଲୁ ସେଇଠି ରହ
@rankanayak9953
@rankanayak9953 Ай бұрын
ଭଲଚେହେରା ଆଉ ଗୋଟେ ବାହାହେଲେ ଭଲହେବ। ତମରଗୋଟେ ବହାନା କେବଳଟକାଂଦରକାର
@pbmmusicentertainmentchann5179
@pbmmusicentertainmentchann5179 Ай бұрын
ସ୍ତ୍ରୀ କୁ ଦେଖିଲେ ଲାଗୁଚି ସେ କେତେ ଭଲ ରେ ରହିଥିଲେ ତାଙ୍କ ସ୍ୱମୀ ଟ୍ରେସ ରେ ରହିଥିବା 😡
@kailashswainkailashswain6878
@kailashswainkailashswain6878 2 ай бұрын
ନିଜ ସ୍ବାମୀ ଚାଲିଗଲା ପରେ,ଧନ୍ୟରେ ସାମ୍ବାଦିକ
@Odiaclasic
@Odiaclasic 2 ай бұрын
ଏଇଟା onesided କଥା, ଉଭୟ ପଟ କଥା ଶୁଣିବା ଉଚିତ, ସ୍ୱାମୀ ମରିଲା ବେଳକୁ ସ୍ତ୍ରୀ କେଶ କରିକି ନିଜ ବାପ ଘରେ ଥିଲା, ସେ case ରେ ସ୍ୱାମୀ ବିରୁଦ୍ଧରେ କଣ ଲେଖିଛି ସେଇଟା ପ୍ରଥମେ ଦେଖିବାକୁ ପଡିବ, ଏମିତି ହେଇପାରେ ସ୍ତ୍ରୀ ନିଜ ହକ ପାଇବା ପାଇଁ ସ୍ୱାମୀ ବିରୁଦ୍ଧରେ ଇଆଡୁ ସିଆଡୁ ଲେଖିଥାଇ ପାରେ ଯାହା ଦ୍ୱାରା ହୁଏତ ସ୍ୱାମୀ ଟେନସନ ରେ ଆସିକି suicide କରିଦେଇ ଥାଇପାରେ, ସ୍ୱାମୀ ବଞ୍ଚିଥିଲା ବେଳେ ମିଡ଼ିଆ ଆଗକୁ ଆସିଥିଲେ ଭଲ ହୋଇଥାନ୍ତା କାହିଁକିନା ଲୋକେ ଏବେ ଭାବିବେ ସ୍ୱାମୀ ମରିଲା ପରେ ତା ସମ୍ପତି ଭାଗ ପାଇବା ପାଇଁ ୟେ ଆସିଥାଇପାରେ, ଏଣୁ ତଦନ୍ତ ନିରପେକ୍ଷ ହେଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ
@nrusinghamohanty3721
@nrusinghamohanty3721 17 күн бұрын
ଏଟା ସୁପର ବେଧେଇ ଭଳିଆ ଲାଗୁଚି, ୟାରି ପାଇଁ ୟା ଘଇତା ମରିଛି👍
@Ttyilojg
@Ttyilojg Ай бұрын
ଚରିତ୍ରହିନ ନାରୀ ଧନ୍ୟ ତ ମା ବାପା 😢😢😢
@biswajitkuanr7731
@biswajitkuanr7731 Ай бұрын
ଭାଈ ମାନେ ଏ ଝିଅ କୁ ସ୍ଵାମୀ ଦରକାର୍ କାହା ନଜର ରେ ଅଛି ଯଦି କୁହ
@Educationpoint100
@Educationpoint100 2 ай бұрын
Madam ଆପଣଙ୍କର ବି କିଛି ଦୋଷ ଅଛି। ଆପଣ ବି ତାଙ୍କୁ ଏକଲା ଛାଡ଼ି ଯିବାର ନଥିଲା। ଜଦିବି ଗଲ atleast phone call ଟେ ବି କରିଥାନ୍ତେ। ହୁଏତ ସେ ଆଜି ଆତ୍ମ ହତ୍ୟା କରି ନଥାନ୍ତେ
@pramodbag1872
@pramodbag1872 11 күн бұрын
😡😡😡😡😡😡
@saraswatichand-of7ls
@saraswatichand-of7ls Ай бұрын
କ'ଣ ପାଇଁ ସ୍ବାମୀ ମଲେ ସେ କଥା କହୁ ଆଉ ସତ କହୁ
@pratappandit4892
@pratappandit4892 2 ай бұрын
ସାମ୍ବାଦିକ ମାନକଙ୍କର ବାଳ କାମ ନାହିଁ? ପାଖର ରଖ
@Subham-en4zn
@Subham-en4zn Ай бұрын
Alo maa to style ru jana paduchi to swami to pain hin marichi . 7 years relationship pare b marrage pare kemiti touch re nathilu
@sachindanandamahapatra6758
@sachindanandamahapatra6758 2 ай бұрын
ସ୍ୱାମୀ କୁ ନିଜେ ଛାଡିଲୁ କୋର୍ଟ ଗଲୁ ସ୍ୱାମୀ ବିରୋଧ ରେ ପିଟିସନ ଦାଖଲ କଲୁ ସ୍ୱାମୀ ମଲାପରେ ସାହାରା ଖୋଜୁଛି. ବାଃ ବାଃ ରେ ନାରୀ, ତୁ ପ୍ରେମ କଲୁ ତୁ gnd ମୋରେଇ ଲୁ ଛୁଆ ବେଇଲୁ ଏବେ କିଏ ରଖିବ ତତେ... ଆଉ କାହାକୁ ଦଣ୍ଡ ମିଳିବ କିଏ ତ ସହ କଣ ଅପରାଧ କରିଛି କି?
@User.no.420
@User.no.420 Ай бұрын
Thik Katha kahile bro.e torture karithiba
@pradeepparidaa
@pradeepparidaa Ай бұрын
Harami lady ta
@satyam6619
@satyam6619 Ай бұрын
100% ୟେ ଦୁନିଆରେ ପଇସା ସବୁ କିଛି.
@2ndTreasury
@2ndTreasury Ай бұрын
ସବୁ ଏ ଝିଅ ର ଭୁଲ... ବାହା ହେଉଥିଲା କାହିଁକି ତାକୁ.. ମୋତେ ବାହା ହୋଇଥିଲେ ଠିକ୍ ହୋଇଥାନ୍ତା
@smrutiranjanlenka2357
@smrutiranjanlenka2357 Ай бұрын
Tike dukha nahi
@padmalnaik8017
@padmalnaik8017 12 күн бұрын
Ate beauty laguchi
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ଅଧିକାଂଶ ଝିଅ ପ୍ରେମ ବିବାହ କଲେ,,,ପରବର୍ତୀ ସମୟ ରେ ପୁଅ ହେଉ କି ତାଙ୍କ ପରିବାର ତାଙ୍କୁ ନିର୍ଯାତିତ ଦେବେ,,, ତା ମୂଳ ରେ ରହିଲା "ଦାବି",,,,ବିନା ସ୍ବାର୍ଥ ରେ କିଏ କାହାକୁ ରଖୁଛନ୍ତି,,
@pravatsamal435
@pravatsamal435 Ай бұрын
Court ରେ ସବୁ ନ୍ୟାୟ ପାଇବା ସମ୍ଭବ ନୁହେଁ
@rajjena4219
@rajjena4219 2 ай бұрын
ତାହେଲେ ସ୍ଵାମୀ ର ମୃତ୍ୟୁ ର କାରଣ ତମେ ବି ଅଛ 😮
@ମୋ-ଓଡିଆ-ସସ୍କାର-1
@ମୋ-ଓଡିଆ-ସସ୍କାର-1 17 күн бұрын
ଏହିଭଳି ଅନେକ ନାରୀମାନେ ଏ ଦୁନିଆ ରେ ଅଛନ୍ତି, ତେଣୁ ହେ ବିଚାରପତି ମହାଶୟ ମୁଁ ଭଲ ଭାବରେ ଜାଣିଚି ଆପଣ ଏ ଭିଡିଓ ଦେଖୁଛନ୍ତି ଆପଣ ଏଭଳି ନାରୀ ମାନଙ୍କୁ ଉଚିତ୍ ଦଣ୍ଡ ଦିଅନ୍ତୁ, ଏ ନାରୀ ପୁରା ଅଭିନୟ କରୁଛି
@RashmiRani-bw2gg
@RashmiRani-bw2gg Ай бұрын
ତୋରି ପାଇଁ କେବଳ ସେ ମରିଛି
@manoj-jb5lk
@manoj-jb5lk Ай бұрын
Ye jhia paschim odisha jhia ki?
@sasanksekharaswain9208
@sasanksekharaswain9208 13 күн бұрын
ବାପ ମାଆ ଓ ଗୁରୁ ଗୁରୁଜନ ଙ୍କ କଥା ମାନି ଚଳିଥିଲେ ଆଜି ଏପରି ଦୁଃଖ ଭୋଗୀବାକୁ ପଡ଼ି ନଥାନ୍ତା , ବେଳହୁ ହୁଅ ସାବଧାନ , ବଡ଼ ପୁରୁଷ କହିଛି
@hemantapanda6309
@hemantapanda6309 Ай бұрын
ଏ ସ୍ତ୍ରୀ ପାଇଁ ତାର ସ୍ୱାମୀ ମରିଛି କିନ୍ତୁ ଏ ସ୍ତ୍ରୀ ର ବହୁତ ଲଫଡା ଅଛି...
@anfoodtv7840
@anfoodtv7840 Ай бұрын
Laguchi jhiara tike bi mana dukha nahni.
@malliksahab1188
@malliksahab1188 Ай бұрын
ଏହି ଯୋଉ ଅଭିନୟ କରୁଥିବା ସ୍ତ୍ରୀ ଜଣକ , କେତେ ଯେ ମାନସିକ ଆଘାତ ଦେଇକି ନିଜ ସ୍ବାମୀ କୁ ଆତ୍ମହତ୍ୟା କରିବାକୁ ମଜବୁର୍ କରି ଦେଇଛନ୍ତି , ତାଙ୍କ ସ୍ଵାମୀ ବହୁତ୍ ଏକା ଥିବା ଅବସ୍ଥା ରେ ସ୍ତ୍ରୀ ଠାରୁ mental support ଚାହୁଁଥିଲେ , ହେଲେ ସ୍ତ୍ରୀ ନିଜ ଅହଙ୍କାର ରେ ରହିଲେ ଆଉ ବହୁତ୍ ଅବମାନନା କରିଛନ୍ତି , ସ୍ବାମୀ ମରିଚି ,ସ୍ତ୍ରୀ ଜଣକ ଭଲସେ makeup ହେବା ଭୁଲି ନାହାନ୍ତି , ,, ସେ କ୍ୟାମେରା ମ୍ୟାନ କୁ ବି ଧନ୍ୟ ,ପୁରା ଓଠ କୁ ଜୁମ୍ କାରିକୀ ଦେଖାଉଛି । ଜଣକ ମୃତ୍ୟୁ ର ଚଟ୍ ପଟା ଖବର ବନିଦେଲେ ଆଉ ସ୍ତ୍ରୀ ଜଣକ ଙ୍କ ମନରେ କି ଆଖିରେ ବି ସ୍ବାମୀ କୁ ହରେଇବାର କିଛି ବି ଦୁଃଖ ନାହିଁ , ସେ ନିଜେ ବୋଧେ ଏଇଭଳି news show କରିବା ପାଇଁ local ଛୋଟ ମୋଟ news anchalor କୁ ଡ଼ାକିକି ଏକ ତରଫା କଥା କହୁଛନ୍ତି ,ଗୋଟେ ମଣିଷ ନିଜ ଜୀବନ ନେବା ଆଗରୁ ବହୁତ୍ ମାନସିକ କଷ୍ଟ ପାଇଥାଏ । ଏଇ ଭଳି ଥଣ୍ଡା ରକ୍ତ ର ନାରୀ ମାନେ ଗୋଟେ ଭଲ ଭଲପାଇବା ସ୍ବାମୀ ପାଇବାର ଯୋଗ୍ୟ ନୁହଁନ୍ତି ।
@DigambarSingh-ir5no
@DigambarSingh-ir5no Ай бұрын
ସବୁ ଖେଳ ତୋରି ଯଦି ପୁଅ ଥିଲା ବେଳେ ତତେ ଘରେ ପୁରାଇ ଲେ ନାହି ପୁଅ ଗଲା ପରେ ତତେ କଣ ଘରେ ପୁରାଇ ବେ ଜଲଦି ପଳା ଖେଳ ସବୁ ତୋରି
@purnachandragouda5282
@purnachandragouda5282 18 күн бұрын
ଆଉ ଥରେ ବାହା ହୋଇଯାଅ ଆଗକୁ ବିରାଟ ଜୀବନ ଯାତ୍ରା
@pabitrasahu5326
@pabitrasahu5326 Ай бұрын
ହଁ ପାପ
@rasmibiswal8268
@rasmibiswal8268 Ай бұрын
Ekta Bala stree
@BangaloreVibes786
@BangaloreVibes786 Ай бұрын
ତୁମେ ବିଧବା ଭଳି ଲାଗୁନ,ଥରେ ଅନ୍ତରରୁ ବିଧବା ହୁଅ, କେହି help ନକଲେ God ନିଶ୍ଚିତ help kariba, ତୁମ୍ଭର model getup ଦେଖି କିଏ help କରିବ
@sanjayaswain960
@sanjayaswain960 Ай бұрын
Hundred % Right କହିଲେ ଆପଣ
@manoj-jb5lk
@manoj-jb5lk Ай бұрын
Ehi jhia pari kichi model getup re divorce jhia achhanti balangir re Bbsr ctc re asi hotel re dhanda karurochanti
@arunbehera5153
@arunbehera5153 Ай бұрын
ତୁ ନାରୀ ନୁହେଁ ଲୋ ତୁ ଗୋଟିଏ ନାଗୁଣୀ।
@TechnoUncle-l6l
@TechnoUncle-l6l Ай бұрын
କୁଶଳୀ କ୍ୟାମେରା ମ୍ୟାନ ବାବୁ ଆପଣ ଖୁବ୍ ସୁନ୍ଦର ଭାବେ ତାଙ୍କ ଆଖି ପାଟି ସବୁ ଦେଖାଉ ଅଛନ୍ତି। ଏ ଦୋଷ କ୍ୟାମେରା ବାଲା ଙ୍କର ନା ଚାନେଲ ବାଲା ଙ୍କର ଜାଣି ହେଉ ନାହିଁ।
@bimba-rx8cr
@bimba-rx8cr 2 ай бұрын
ତମ ବାପା ଘରେରହ
@AkshayaKumarRath
@AkshayaKumarRath 2 ай бұрын
ଏ ନାରୀଟିକୁ କଠୋର ଶାସ୍ତି ଦିଆଯାଉ।ଏହାରି ପାଇଁ ତାଙ୍କ ସ୍ଓ।ମୀ ମରିଛନ୍ତି।
@user-tm7ur6jg3n
@user-tm7ur6jg3n 13 күн бұрын
କାହାରି ଦୁଃଖ ଦେଖି ଆମେ କହିବା ଠିକ୍ ନୁହେଁ ଭଗବାନ୍ ବିଚାର କରିବେ
@pruthirajdalai6153
@pruthirajdalai6153 12 күн бұрын
ତୁତ ବହୁତ ସୁନ୍ଦର ଦିଶୁଛୁ ଆଉ ଗୋଟିଏ ବାହା ହୋଇଯାଆ
@basictechnology5859
@basictechnology5859 12 күн бұрын
ଆଉ ଡ୍ରାମା କରନା, ସେ ସବୁ ପାଇଁ ତୁ ଦାୟୀ, ଆଗରୁ ବାପ ଘରେ ରହୁଥିଲୁ ଏବେ ସେ ମଲା ପରେ ତୁ ନ୍ୟାୟ ଚାହୁଁଚୁ, ଛି ତତେ ଟିକେ ...... ମିଳୁ ନାହିଁ
@asutoshacharya1597
@asutoshacharya1597 2 ай бұрын
Lipstick nisha jauni
@RajaMarandi-y6f
@RajaMarandi-y6f 13 күн бұрын
ନ୍ୟାୟ ଦରକାର ତାକୁ କହୁଛି।
@odishavlogers8507
@odishavlogers8507 Ай бұрын
Mate kain laguni lipstick nelpolish kajal mariki buluchi eaa
@NSkantKumar
@NSkantKumar Ай бұрын
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉 ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର !! ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ !!
@ldn5634
@ldn5634 Ай бұрын
Bhaunigiha chal ethu
@Skr9232
@Skr9232 Ай бұрын
jisu ku dhari desa chadi pala😂
@manoj-jb5lk
@manoj-jb5lk Ай бұрын
Odisha re jete odia christian achanti sabu sala tanka lova re religion change karichanti
@foreverlivingproductslifecure1
@foreverlivingproductslifecure1 Ай бұрын
ତମେ ତମ ସ୍ୱାମୀ ଥିଲା ବେଳେ ପଚାରୁନ ଥିଲ ଆଉ ପିଲାକୁ ବି ବାପା ଠାରୁ ଅଲଗା ରଖିଲ ଏବେ ବୁଝ ସ୍ୱାମୀ ର ମୂଲ୍ୟ କେତେ
@ratnakarjena1790
@ratnakarjena1790 Ай бұрын
Sister I pray to God you must achieve your goal, keep some passance
@anshumahi6978
@anshumahi6978 Ай бұрын
Odisha reporter bhai mu tamaku wait karichi
@sanjaykumarmohanty9087
@sanjaykumarmohanty9087 27 күн бұрын
ସ୍ବାମୀ ମଲା ସମୟ ରେ ତମ କୋଉଠି ଥିଲ ସବୁ ତମର ଭୁଲ
@rishikesh4340
@rishikesh4340 2 ай бұрын
କଣ ହେବ ଆଉ ?😂😢😅 ଅନ୍ୟ ମାନଙ୍କର ଅହଙ୍କାର, ଛଳନା ଆଉ ପ୍ରତାଡନା ର ଶିକାର ହେଇ ହେଇ ନିରୀହ ଅମୂଲ୍ୟ ମଣିଷ ଜୀବନ ଟିଏ ତ ଅବେଳରେ ଚାଲିଗଲା । ମୋତେ ଯାହା ଜଣା ପଡ଼ୁଛି ଯୁବକ ଜଣଙ୍କ ଚାରିଆଡୁ ମାନେ ନିଜ ବାପା, ମାଆ ,ଘରଲୋକ ସ୍ତ୍ରୀ, ଆଉ ସ୍ତ୍ରୀ ର ଘର ଲୋକ ସମସ୍ତଙ୍କ ଦ୍ଵାରା ନିର୍ଯ୍ୟାତିତ ହେଇ ହେଇ ରୁନ୍ଧିହେଇ ଅଣନିଶ୍ବାସୀ, ଉପାୟହିନ ହେଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅସଲ ସତକଥା ତ କେହି ବି ଏତେ ସହଜରେ କହିବେନି, ତେଣୁ ଏଇସବୁ ଲୋକମାନଙ୍କୁ ଜଣ ଜଣ କରି ପୋଲିସ ଅନ୍ଧାରିଆ ଘରକୁ ନେଇ ଆଗପଛ କରି ନିସ୍ତୁକ ଠୁକିଲେ ମାନେ ପିଟିଲେ ଯାଇ ସତକଥା ଜଣା ପଡିବ ବୋଲି ଆଶା ନଚେତ୍ କିଛି ହେବନି। କାରଣ ଆଜିକାଲି ଯିଏ ଗଲା ସେ ଗଲା ତା ପାଇଁ କେହି ବିଶେଷ ଦୁଃଖ କରୁ ନାହାଁନ୍ତି କି ବେଶୀଦିନ ଝୁରୁ ନାହାଁନ୍ତି ପୁଣି ସାଙ୍ଗେ ସାଙ୍ଗେ ନିଜ ନିଜର ରାସ୍ତା ବାଛି ଅନ୍ୟ ଏକ ସୁଖ ସୌଖିନ ରେ ମାତି ଯାଉଛନ୍ତି ପୁରା ସ୍ୱାର୍ଥପର ଦୁନିଆଁ । ମୋ କଥା ଯାହା ମନକୁ ପାଇଲା ସେ ଲାଇକ୍ କରିବ
@biswanathamohapatra5992
@biswanathamohapatra5992 Ай бұрын
ମୁଖ୍ୟ ଅଭିଯୁକ୍ତ ଏଇ ଟୋକି। ବିଦ୍ୟାଶ୍ରୀ ଠାରୁ ଇଏ ଅଧିକ danger। ଶେଷ ରେ ଏ ମାଇକିନା arrest ହବ
@antaryamiray3608
@antaryamiray3608 Ай бұрын
ଏ ଝିଅ ର ନିଶ୍ଚିତଭାବରେ କଣ ଭୂଲ ଅଛି
@rabi470
@rabi470 Ай бұрын
Camera man gote alaga zone re achi Khali lips 👄 & chest re focus karuchi
@bhubanajena2782
@bhubanajena2782 Ай бұрын
ସାହାରା ଖୋଜୁନାହିଁ , ସେହି ତଥାକଥିତ ଭଲ ପାଇବା ଖୋଜୁଛି । ସ୍ଵାମି ଥିଲା ବେଳେ ବି ୟାକୁ ସ୍ୱାମିଠାରୁ ଯେଉଁ ଭଲପାଇବା ମିଳୁଥିଲା ତାହା କଣ୍ଡୁନଥିଲା , ତାକୁ ଛାତି ୟେ ଭୁବନେଶ୍ଵର ଆସି ପ୍ରେମ ଖୋଜୁଥିଲା । ରିପୋର୍ଟର ଦବ । ବୁଝୁଛି |
@Dremy_Date
@Dremy_Date Ай бұрын
ୟେ ପକା ରାଣ୍ଡି... ୟା କହିବା ର ଢଙ୍ଗ ପୁରା ଅଲଗା ପ୍ରକାର ଲାଗୁଚି.. ନିଜେ ମାନସିକ ନିର୍ଯ୍ୟାତନା ଦେଇ କି ଏ ପ୍ରକାର ପଦକ୍ଷେପ ନେବାକୁ ବାଧ୍ୟ୍ୟ କରିଛି.. ଆଉ ଯାହାର ଦୋଷ ଥିବ ସବୁ ଦଣ୍ଡ ପାନ୍ତୁ
@biswapriya9653
@biswapriya9653 2 ай бұрын
Ete dukhare Thai b ete style maintain karucha ,
@2ndTreasury
@2ndTreasury Ай бұрын
ଏ reporter ର କିଛି କାମ ନଥିଲା ଏମିତି daily ହେଉଛି,,,
@Meher-399
@Meher-399 Ай бұрын
E stree ku fashi milu
@roneetanayak5732
@roneetanayak5732 Ай бұрын
Lipstick kouthu pailu?
@ashissahoo1516
@ashissahoo1516 Ай бұрын
ଏ ନାରୀ ଦଣ୍ଡ ପାଇବା ଦରକାର ଆଉ ପାଉଛି ମଧ୍ୟ
@BipinkumarSethy-r2l
@BipinkumarSethy-r2l Ай бұрын
Laguchi property lobha re return karichi .tagku ghare pura ni
@DEEPAKMALIK-ln7cm
@DEEPAKMALIK-ln7cm Ай бұрын
ଏହି ମହିଳା ଟି ବେଶ୍ୟା ,, ତା ଚରିତ୍ର ଖରାପ
@RashmiRani-bw2gg
@RashmiRani-bw2gg Ай бұрын
ତୁ ତୋ ବାପା ଘରେ ରୋହୁ ଥିଲୁ କଣ ପାଇଁ
@dilipyessahoo9316
@dilipyessahoo9316 Ай бұрын
ତମେ ଯାହା କହିଲ ତମ କଥାରୁ ଲାଗୁଚି ସବୁ ଦୋଷ ତମର ତମ କୁ ଲାଜ ସରମ କିଛି ବି ନାହିଁ ଯେତେ ବେଳେ ସେ ତମ ପାଖରେ ରଖିବାକୁ କୋହୁଥିଲେ ତମେ ତମ ଘରକୁ ଯାଉଥିଲ କଣ ପାଇଁ
@bhagabanpradhan7500
@bhagabanpradhan7500 14 күн бұрын
Good
@HaraDehuri-m5r
@HaraDehuri-m5r Ай бұрын
ମିଛ ଧରାପଡିଲେ ସ୍ପଷ୍ଟ ଭାବରେ ଚିତ୍ରିତ
@srikantasethi8744
@srikantasethi8744 Ай бұрын
Reporter tk doso achi
@machineryvlogs2917
@machineryvlogs2917 Ай бұрын
Right
@anshumahi6978
@anshumahi6978 Ай бұрын
Bhai odisha reporter nku mu request karuchi apana mora atiki help kari diantu and se jhia saha mora katha karei diantu 🙏🙏 please
@bijubiju7746
@bijubiju7746 Ай бұрын
Ta face Ru Jana paduchi 18 ghaita
@Tulashigagarai-g7c
@Tulashigagarai-g7c 9 күн бұрын
ତୁମୋ ସ୍ବାମୀ ଆତ୍ମହତ୍ୟା କଲେ ତୁମୋ ଆଖିରେ ଟିକେ ବି ଲୁହ ନାହିଁ କି ଲାଜ ବି ନାହିଁ
@mr.Lalitnarayan1989
@mr.Lalitnarayan1989 Ай бұрын
Eotiru sabu stry buju ra swami marigale kn hue😢
@sanjaysahoo2968
@sanjaysahoo2968 Ай бұрын
Ujj suuu siuu yiuu joooo joooo .....
@nuclearmislle2750
@nuclearmislle2750 12 күн бұрын
ଆଉ ଗୋଟିଏ ଘଇତା କର
@SukantaMohanty-kd1yb
@SukantaMohanty-kd1yb 13 күн бұрын
She is a nice actress'
@sudarsanhati6578
@sudarsanhati6578 Ай бұрын
ସମ୍ବଦିକ ଭାଇ ତମାମାଲିକଙ୍କର କଳକାରଖାନା ଚାରିଟା ଟିଭି ଚାନେଲ ଅଛି ଯଦି ସେ ଝିଅଟିକୁ ଚାକିରୀ ଖଣ୍ଡେ କରେଇ ଦିଅନ୍ତା ସେ ବଞ୍ଚି ଯାଆନ୍ତା ତୁମ ମାଲିକଙ୍କର ବିଦେଶରୁ ଲୋକମୁକାଳିବା ସବା ଆଣିବାରେ ନାଁ ଅଛି ଆକୁ ଟିକେ ସାହାଯ୍ୟ କର ଖାଲି ନିୟୁଜ କରିଦେଲେ ହବନି
@JamunaBarman-k9q
@JamunaBarman-k9q 12 күн бұрын
ଏ ଝିଅ ପୁରା ରୁଲ୍ କରୁଛି ଏ ଝିଅ ମାରି ଦେଇଛି ମତେ ଲାଗୁଛି
@brajagopallenka2021
@brajagopallenka2021 2 ай бұрын
ମୁଁ ସାହାରା ଦେବାକୁ ଚାହେଁ, ଉଭୟଙ୍କୁ , ବାଲେଶ୍ଵର ରହିବାକୁ ହେବ ।
@Priyali1234
@Priyali1234 2 ай бұрын
To Bou Ku Saha de,Raatire so re mgh
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ତୁ ଶଳା ଡହରା ଟା,,,
@brajagopallenka2021
@brajagopallenka2021 2 ай бұрын
Send me yr mobile number,, no ହେଲେ ବସ୍ତା ଥାନା କୁ ଆସ
@brajagopallenka2021
@brajagopallenka2021 2 ай бұрын
ମାଝୀ ତ ଠାରୁ ଟିକିଏ କମ୍, କେଉଁ ps re tumo home ,
@nisikantpatanayaknisi7549
@nisikantpatanayaknisi7549 Ай бұрын
Mali sahi ku ja taye nya miliba
@AkshayPatra-de2em
@AkshayPatra-de2em Ай бұрын
@mrsmallick9725
@mrsmallick9725 7 күн бұрын
ବହୁତ ଚାଲୀକି କଥାଟା ଅଲଗା ପ୍ରକାର କହୁଚି
@sriram1094
@sriram1094 Ай бұрын
ୟା ମୁହଁ ଦେଖିଲେ ଲାଗୁଛି ସବୁ ଦୋଷ ଇଏ ହିଁ କରିଛି
@anilbehera6777
@anilbehera6777 Ай бұрын
Ta style ta dekha,yar kichi fharak padini
@jasminmayapandab3496
@jasminmayapandab3496 Ай бұрын
ତଳ ଯନ୍ତ୍ର ଆଡେ ବି ଟିକେ କ୍ୟାମେରା ବୁଲାରେ ବେଧଛୁଆ କ୍ୟାମେରା ଭାଈ
@ManguliBehera-t4i
@ManguliBehera-t4i Ай бұрын
Alo maikina tore style Chhadini
@gabyaktanandaswamy5329
@gabyaktanandaswamy5329 Ай бұрын
Ei stree loka ta pura micha katha kahuchi...taara activity au katha barta ru jana paduchi ...aa swamy mariba ra kichi dukha nahin...kintu kemiti ta swamy ra baapa maa nku turture kariba seita bhabuchi...au ei bhakua kanoon emiti stree lokanku support karuchi ...dhik ei nyaay byabastha...jaha paain aaji gotie loka nija jiban haridela
@prasantapradhan8095
@prasantapradhan8095 Ай бұрын
Madam ra sabu dosha
@GaganbihariBalabantaray
@GaganbihariBalabantaray Ай бұрын
ଏ ଶାଳୀ ମାଇକିନିଆ ଧର। ଖେଚେଡ଼ି ଏ ହାରି ପାଇଁ ଆ ଘଇତା ମାରିଛି
@bbsenapati2245
@bbsenapati2245 11 күн бұрын
U are the main Culprit
@BipinkumarSethy-r2l
@BipinkumarSethy-r2l Ай бұрын
Good bhla karichanti
@OmprakashDandasena-i5j
@OmprakashDandasena-i5j Ай бұрын
ତୁ ଏକା ଏକା ସମସ୍ତ ଭୁଲ ଭାଲ କରି ଛୁ।
Human vs Jet Engine
00:19
MrBeast
Рет қаралды 191 МЛН
World’s strongest WOMAN vs regular GIRLS
00:56
A4
Рет қаралды 24 МЛН
Human vs Jet Engine
00:19
MrBeast
Рет қаралды 191 МЛН