Can Women Really Start Ventures with Rs. 27 a Day? ସୁଭଦ୍ରା ଯୋଜନାନେ ସତେ ମହିଲା ହେଇପାରବେ କାଏଁ ଉଦ୍ୟୋଗୀ?

  Рет қаралды 3,121

Paharaa

Paharaa

Күн бұрын

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହଲେ ସୁଭଦ୍ରା ଲାଗି ମହିଲା ସଶକ୍ତ ହେବେ ଉଦ୍ୟୋଗୀ ହେବେ । ହେଲେ ସୁଭଦ୍ରା ଯୋଜନାନେ ମାସକ ୮୩୩ ଟଙ୍କା ଆର ଦିନକ ୨୭ ଟଙ୍କା ଜନେ ମହିଲା ପାଏଲେ କେନ୍ତା ଉଦ୍ୟୋଗୀ ହେବା ସେଟା ହେଉଛେ ଆଜିର ଦିନେ ବଡ଼ ପ୍ରଶ୍ନ । ଇଲେକ୍ସନ ଆଘନୁ ରାଏଜର ସବୁ ମହିଲା ୫୦ ହଜାର ଟଙ୍କା ପାଏବେ ବୋଲି ବିଜେପି ଆଡ଼ୁ କୁହାଯାଇଥିଲା । ହେଲେ ଇଲେକ୍ସନ ସରଲା । ମହିଲାମାନେ ବିଜେପି କଥାନେ ଭରସା କରଲେ । ବିଜେପି ଜିତଲା । ଇଲେକ୍ସନ ବେଲକେ କହିଥିଲେ ୫୦ ହଜାର ଟଙ୍କା ଦେବେ । ହେଲେ ଇଲେକ୍ସନ ସରଲା ଉତାରୁ ୫ ବରଷନେ କହଲେ ୫୦ ହଜାର ଦେବେ ଆର ସବୁ ମହିଲା ବି ଇ ଯୋଜନାନେ ସାମିଲ ନାଇଁ ହେଇ ପାରନ ବୋଲି କହଲେ ରାଜ୍ୟ ସରକାର । ସୁଭଦ୍ରା ଲାଗି ରାଜ୍ୟ ରାଜକୋଷନୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛେ । ଯେନ୍ମାନେ ସରକାରଙ୍କରନୁ କେନସି ପ୍ରକାରନେ ସହାୟତା ଟଙ୍କା ପାଉଥିବେ,ସେମାନେ ଇ ଯୋଜନାନୁ ବାଦ୍ ଦିଆଯାଇଛେ । ହେଲେ ଆଜିର ଦିନେ ଲୁକଙ୍କର ମନେ ଇ କଥା ରହିଛେ ଯେ ୨୭ ଟଙ୍କାନେ କାଣା ହେବା? ସେଟା ଏକା ବିଜେପି ହିଁ କହିପାରବା ଯେ ୨୭ ଟଙ୍କାନେ ଜନେ ମହିଲା କେନ୍ତା ଉଦ୍ୟୋଗୀ ହେବା ।
For more such updates, please Like, Comment, and Share our videos and Subscribe to our KZbin channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZbin- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #SubhadraYojana #BJPPromises #WomenEmpowerment #FinancialSupport #OdishaPolitics #BJPUnderFire #PublicBacklash #BrokenPromises #PMModi #OdishaNews

Пікірлер: 30
@jayarammalla6393
@jayarammalla6393 Күн бұрын
Jay jagannatha Jay nabin❤❤❤❤❤❤
@nirojnag4145
@nirojnag4145 3 күн бұрын
Right katha kahele ma'am 🙏
@seshadebadang9283
@seshadebadang9283 3 күн бұрын
Kalia 2000 bele=11.11 chasi kana kuruthila
@beheravideo8466
@beheravideo8466 2 күн бұрын
Mad Piu Thile Sabu
@seshadebadang9283
@seshadebadang9283 2 күн бұрын
11 .11 kete mad heuthila
@LilanchalPradhan
@LilanchalPradhan 3 күн бұрын
ଦଉଛେ ଯେ ବଡ଼ କଥା ଏ ।
@ajitpadhan368
@ajitpadhan368 3 күн бұрын
ମିଛ ଗେରେଣ୍ଟି
@prahalladpadhan1241
@prahalladpadhan1241 4 күн бұрын
Eta bjd ra puhuri channel
@Pradeepbishi212
@Pradeepbishi212 3 күн бұрын
Sath katha kahela ..
@srimantasahu9231
@srimantasahu9231 Күн бұрын
Hele otv, argus, BJP sarkar ra pelchata channel
@surenmagar9736
@surenmagar9736 3 күн бұрын
ଇଟା ସେ ସୁହରି ବଢେ ବଢେ କଥା କହେସି
@DebendraMohanty-xe8qf
@DebendraMohanty-xe8qf 5 сағат бұрын
Naveen jinda baad Jai jaganath
@amarnathghosh7701
@amarnathghosh7701 4 күн бұрын
Seta bhi sabku miluni.....adha beneficiary pending
@Seth_Online
@Seth_Online 3 күн бұрын
Hele dine thi 500 tanka dele BJD Bala Santi thi rahebe kay
@TejrajBhoi-v7j
@TejrajBhoi-v7j 4 күн бұрын
Nabin 24 barse ma mank kete tanka free deichan Tamar chanale dekhabe .nabin sahela re kana kahithile sor kara
@aksmidia6452
@aksmidia6452 4 күн бұрын
Coments mane b padha tk
@RudradebBagarti
@RudradebBagarti 3 күн бұрын
ବିଜେଡି ଥିଲା ବେଳକେ ତ କାଳିଆ ଛଡା ଆଉ କିଛି ନେଇ ସେତେ ବେଳେ ଦିନକ କେତେ ଟଙ୍କା ପଡ଼ୁ ଥିଲା ନେଇ କହେତୁ କେ ରେ ପୂହୁରା
@aksmidia6452
@aksmidia6452 4 күн бұрын
Kete paesa paichhhan pahra bale j Bjd ra prachara karuchhhan tali saarkar ra birodh karbar katha midia but bjd bele kanhi thila go chhhi bahut dekhuthini pahra aghonu ichhhen khali coments debar lagi achhhhe chhhi pahra ki Puhri chennel ita
@Pradeepbishi212
@Pradeepbishi212 3 күн бұрын
Right katha kahela
@ajitpadhan368
@ajitpadhan368 3 күн бұрын
ସୁଭଦ୍ରା ରେ ଓଡିଶା ବାସି ଶାନ୍ତି ନେଇନା ଦର ଦାମ ସବୁ ବଢ଼ୁଛେ
@Gobinadameher-gi9gz
@Gobinadameher-gi9gz 3 күн бұрын
Bjd bele kena thela go echhen kahuchha je setebele kena thela hether lagi lok kahesan chenel bikri hesi boli
@SadaharekaHareka
@SadaharekaHareka 4 күн бұрын
No
@janmabhoi9891
@janmabhoi9891 3 күн бұрын
Tui nabin ra maheji kn
@balarampadhan1995
@balarampadhan1995 4 күн бұрын
Tme nije ta apply kari thiba didi au ..kn kahu6 ...au news re bjd adu fer bjp k tk kahesi j paisa milba balu6 ...sabu paisa ra nat ey..nabin hele kn dau thila vel ...hetar katha ta kebhe ni kahu thai
@aksmidia6452
@aksmidia6452 4 күн бұрын
Ita bjd ra chamcha chennel sir
@Sonamagrawal729
@Sonamagrawal729 4 күн бұрын
Tame thik kahela. Je. Modi. Ta. Thaki dela
@jitendrabiswal399
@jitendrabiswal399 4 күн бұрын
Modi he to sab minkin he chora bjp bhakua janta
@Amulyarana-r8h
@Amulyarana-r8h 3 күн бұрын
ତୁମର bjd କେତେ ଦେଇଛେ
@b.jatindra
@b.jatindra 3 күн бұрын
ହିନ୍ଦୁ ଆତଙ୍କବାଦୀ ତଥା ଦେଶ ଦ୍ରୋହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀର କୌଣସି କଥାରେ ବିଶ୍ବାସ କରିବା ଉଚିତ୍ ନୁହଁ। ତା ର ସବୁ ଯୋଜନା ଫେଲ ମାରିଛି। ଯାହାକୁ ପନ୍ଦର ଲକ୍ଷ ଟଙ୍କା ମିଳିଛି କେବଳ ସେହିମାନେ ହିଁ ନରେନ୍ଦ୍ର ମୋଦୀର କଥାରେ ବିଶ୍ବାସ କରିବେ।
POV: Your kids ask to play the claw machine
00:20
Hungry FAM
Рет қаралды 17 МЛН
SCHOOLBOY. Мама флексит 🫣👩🏻
00:41
⚡️КАН АНДРЕЙ⚡️
Рет қаралды 7 МЛН
Фейковый воришка 😂
00:51
КАРЕНА МАКАРЕНА
Рет қаралды 7 МЛН
POV: Your kids ask to play the claw machine
00:20
Hungry FAM
Рет қаралды 17 МЛН