Рет қаралды 49,526
ଈଶ୍ୱର ଙ୍କ ଆଦର୍ଶରେ ଅନୁପ୍ରାଣିତ ନହେଲେ ମଣିଷର କହିବା ଓ କରିବାରେ ପାର୍ଥକ୍ୟ ଦେଖାଯାଏ। ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସାମଞ୍ଜସ୍ୟ ରହେନାହିଁ। ସଂସାରରେ ବଞ୍ଚିବାକୁ ହେଲେ ବୋଧ ନେଇ ସଂପର୍କ ରକ୍ଷା କରିବାକୁ ହେବ। କୌଣସି ବ୍ୟକ୍ତି କୁ ଅଦରକାରୀ ମନେକରି କେବେ କାହାକୁ ଉପେକ୍ଷା କରିବା ଉଚିତ ନୁହେଁ।
#BipiniBihariSamal