ଛାତି କାଟୁଥିଲା ବୋଲି ଆପୋଲୋ ହସ୍ପିଟାଲ ଆସିଥିଲି ,ହେଲେ ମୋତେ ସେମାନେ ବାନ୍ଧିକି ବାଡେ଼ଇଲେ

  Рет қаралды 113,013

Odisha Bhaskar

Odisha Bhaskar

Күн бұрын

Пікірлер: 240
@santoshnanda7811
@santoshnanda7811 Ай бұрын
ବଡ ବଡ corporate ହସ୍ପିଟାଲର ପ୍ରଭାବ ବେଶୀ. ଯେଉଁ ସରକାର ଥାଉ ଏମାନଙ୍କର କିଛି ହେବନି. ଆମର ନେତା ମନ୍ତ୍ରୀ ଏଠି ଲାଙ୍ଗୁଳ ହଲାଉଛନ୍ତି.
@subashchandradas1638
@subashchandradas1638 Ай бұрын
ଆପୋଲୋ ରେ ପଇସା ଲାଗି business ଚାଲିଛି, ଚିକିତ୍ସା ନାମରେ ରୋଗୀ ଠାରୁ ଅନ୍ୟାୟ ଭାବରେ ଲୁଟ ହେଉଛି, ଶିକ୍ଷିତ ଲୋକ ଠୁ ଯଦି ଏପରି ତେବେ ସାଧାରଣ ଲୋକ ଏଠାରେ ସର୍ବସ୍ବାନ୍ତ ହେବା ନିଶ୍ଚିତ।
@ArunDas-hc5zz
@ArunDas-hc5zz Ай бұрын
ଯାହାହେଉ ଉଚିତ୍ ପଦକ୍ଷେପ ନେଇଛନ୍ତି । ଆପଣଙ୍କ ସଚେତନତା ଦୃଷ୍ଟିରୁ ଧନ୍ୟ ବାଦ ।
@pkde9962
@pkde9962 Ай бұрын
😊😊😊😊😊😊
@prasantapattanaik862
@prasantapattanaik862 Ай бұрын
ମାଗିହା ସବୁ ପ୍ରାଇଭେଟ୍ ହସ୍ପିଟାଲ ବନ୍ଦ ହେଉ। ସମସ୍ତେ ଏମିତି ଲୁଟୁଛନ୍ତି ଓ ଵହୁତ୍ ଖରାପ୍ ବ୍ୟବହାର ଦେଉଛନ୍ତି।
@prasantapattanaik862
@prasantapattanaik862 Ай бұрын
ନାମ ବଡ଼ ହସ୍ପିଟାଲ ବହୁତ୍ ଖରାପ୍ ବ୍ୟବହାର, ଚିକିତ୍ସା ଓ ଲକ୍ଷାଧିକ ଟଂକା ଲୁଟ।
@biswajithota2524
@biswajithota2524 Ай бұрын
Nurse କୁ jail ଦଣ୍ଡ ଦିଆଯାଉ. Apollo ଗୋଟିଏ ଚୋର ହସ୍ପିଟାଲ.
@prasantapattanaik862
@prasantapattanaik862 Ай бұрын
ସରକାର ଓ ସ୍ବାସ୍ଥ୍ୟ ମନ୍ତ୍ରୀ ବହୁତ୍ ଲାଞ୍ଚ ଖାଇ ଏଭଳି ହସ୍ପିଟାଲ ବିରୁଦ୍ଧରେ କିଛି କରୁନାହାନ୍ତି।
@happyworld2135
@happyworld2135 Ай бұрын
ଶଳା ଆପୋଲୋ ଏତେ ବାଜ୍ୟ ମେଡିକାଲ
@uniqbyprince786
@uniqbyprince786 Ай бұрын
Se bhali bajya hospital Na rahiba Bhala
@uniqbyprince786
@uniqbyprince786 Ай бұрын
Hospital ra Doctor ku mo pakhaku patha
@NareshBiswal-o7t
@NareshBiswal-o7t Ай бұрын
Doctor also here big thief. If u have esi or BSKY card doctor extra demand back side.
@simanchalapradhan2234
@simanchalapradhan2234 Ай бұрын
ଆପଲ ହସ୍ପିଟାଲ କୁ କେହି ଯାଆନ୍ତୁ ନାହିଁ ସେଠି ଗାଣ୍ଡି ମାରିକି ପଇସା ଲୁଟୁଛନ୍ତି
@Purusottammahanta-c9b
@Purusottammahanta-c9b Ай бұрын
ତୁରନ୍ତ ନୂତନ ରାଜ୍ୟ ସରକାର ଏହି ହସ୍ପିଟାଲକୁ ବନ୍ଦ କରନ୍ତୁ
@prasantpradhan3925
@prasantpradhan3925 Ай бұрын
🤣ବାଣୀବିହାର ପୋଲିସ କଣ କରୁଛି... ଅପେକ୍ଷା କରିଛି ବାଣୀବିହାର ପୋଲିସ କେତେ ବେଳେ Apollo ମେଡିକାଲ କେତେବେଳେ 20ଲଖ୍ୟ ଦବ Case ରଫା ଦଫା Compromise କରିବ... 🤣
@pravakarmishra8813
@pravakarmishra8813 Ай бұрын
Government should take action against that hospital
@RAKESH__DRIVER
@RAKESH__DRIVER Ай бұрын
ଭୁବନେଶ୍ଵରର ସବୁଠୁ ଖରାପ ଡାକ୍ତରଖାନ ଆପୋଲ ହେଲେ କଣ ହବ ଖରାପ ଜାଗା କୁ ଲୋକ ଙ୍କ 6 ବସି ପସନ୍ଦ
@jaydhanraj8864
@jaydhanraj8864 Ай бұрын
ମାଡ଼ ଖାଇ ପଇସା କାଇଁ ଦେଇଥିଲେ ? ତାକୁ ସେମିତି ମିଡ଼ିଆ କ୍ୟାମେରା ଆଗରେ ମାର ସମସ୍ତେ ଦେଖନ୍ତୁ ।ଦେଶ କୁ ତେସା ।
@karunakarmohanty89
@karunakarmohanty89 Ай бұрын
ଆପୋଲୋ ବନ୍ଧ କରାଯାଉ ସାଲା ଚୋର ମାଲିକ ଏରେଷ୍ଟ କରାଯାଉ ଜୟ ଜଗନ୍ନାଥ
@GolakhachandrajethiGolak-vk6ri
@GolakhachandrajethiGolak-vk6ri Ай бұрын
Are bhai କ୍ୟାମେରା ରେ ରକଡ଼ ଥିବ ତଦନ୍ତ କରାଯାଉ ପ୍ରକୁତ ତଥ୍ୟ ପାଦକୁ ଆସୁ
@durgeshpatra4498
@durgeshpatra4498 Ай бұрын
ସେ ହାରାମି ଦିଦି କୁଡାକ
@RakeshSahoo-l6o
@RakeshSahoo-l6o Ай бұрын
ଏହାର ତଦନ୍ତ କରାଯାଉ
@Jigyanshoo
@Jigyanshoo Ай бұрын
ଆପୋଲୋ ହସ୍ପିଟାଲ ମହା ଚୋର। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟୁଛନ୍ତି। କେହି ଯାଆନ୍ତୁ ନାହିଁ ସେ ହସ୍ପିଟାଲ କୁ।
@upendrakumarmohanty6320
@upendrakumarmohanty6320 Ай бұрын
ବଡ଼ ଘର ବଡ଼ ଗୁମର କଥା ବାହାର କରିବେ କଣ ହସ୍ପିଟାଲ ତରଫରୁ ସେମାନଙ୍କ ବିରୁଦ୍ଧରେ fir ଦିଅନ୍ତୁ.
@yourdoctor200
@yourdoctor200 Ай бұрын
ସବୁ private hospitals ବନ୍ଦ କରାଯାଉ
@santoshnanda7811
@santoshnanda7811 Ай бұрын
Physical torture ପାଇଁ criminal action ଆରମ୍ଭ ହେବା କଥା. Police admn ଓ H R Commn କେହି ଏହାକୁ ଗୁରୁତ୍ୱ ଦେବେ ନାହିଁ.
@khukundandasena5690
@khukundandasena5690 Ай бұрын
ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ନିଆଯାଉ.....
@SanatanchattarChattar
@SanatanchattarChattar Ай бұрын
ସେ ଡକ୍ଟର ଙ୍କ ନାମ ମିଡ଼ିଆ ସାମ୍ନାରେ ପ୍ରକାଶ କର । ଯଉଟି ପାଇବ ନଙ୍ଗଳା କରି ଗାଈ ଗୋରୁ ଭଳି ପିଟିବା କୁ ହେବ ।
@SAHANI.CREATION0815
@SAHANI.CREATION0815 Ай бұрын
Private ହସ୍ପିଟାଲ କୁ ଗଲ କଣ ପାଇଁ BJD ସରକାର ସମୟରେ govt hospital କୁ Private hospital କରିବା ପାଇଁ କଣ ଅର୍ଥର ଅଭାବ ଥିଲା ନା ଗାଣ୍ଡି ମାରି ନିଜର ସମ୍ପତ୍ତି ବଢାଇବା ଲକ୍ଷ୍ୟ ଥିଲା
@sridharpatel2459
@sridharpatel2459 Ай бұрын
ଏମାନେ ଡାକ୍ତର ନୁହେଁ ଯମ । ଏଇଟା ଚିକିତ୍ସାଳୟ ନୁହେଁ ଯମଲୟ । ଏମାନଙ୍କୁ କ୍ଷେମା ଦେବା କଥା ନୁହେଁ ଦଣ୍ଡ ପାଇବା ଉଚିତ
@binapanighana3245
@binapanighana3245 Ай бұрын
ଆଜି ଆପଣ ମିଡ଼ିଆ କୁ ଗଲେ ବୋଲି ସେମାନେ ଭୁଲ ମାଗିଲେ ଯଦି ସାଧାରଣ ଲୋକଟି ହେଇଥାନ୍ତା ତାହାଲେ କଣ ହୋଇଥନ୍ତ ଏହାର କର୍ଯ୍ୟା ନୁଷ୍ଠାନ ନୀୟାଯାଉ
@partha2218
@partha2218 Ай бұрын
Right yar.
@BrundabanSahoo-ty6vq
@BrundabanSahoo-ty6vq Ай бұрын
ସରକାର ଆପଲ ମେଡିକାଲକୁ ସୁରକ୍ଷା ଦେଉଛି ଆନ୍ଦୋଳନକ ଆଗକୁ ଵାହାରନ୍ତୁ
@SAHANI.CREATION0815
@SAHANI.CREATION0815 Ай бұрын
BSKY PAYMENT DUE Before 3 years
@jchoudhury274
@jchoudhury274 Ай бұрын
ପେସେଣ୍ଟ ଏତେ ଖରାପ ନାହିଁ କେମିତି 7 ଲାଖ ଟଙ୍କା bill ହେଲା
@RameshkumarSwain-rs1tx
@RameshkumarSwain-rs1tx Ай бұрын
Medical ଭାଙ୍ଗିଦିଅ,
@SusantaNayak-f6z
@SusantaNayak-f6z Ай бұрын
Majhi led take immediate action
@PradipBehera-sb9cl
@PradipBehera-sb9cl Ай бұрын
Any way approciate step have been taken. Thank you for your awareness.
@sonubehera5443
@sonubehera5443 Ай бұрын
Badau nahantii. Patient mananku....pinch jariki GCS check karanti semane.. patient mananku badeile hospital ra kn faida ?
@LaxmipriyaSahoo-p8f
@LaxmipriyaSahoo-p8f Ай бұрын
ପ୍ରାଇଭେଟ୍ ମେଡିକାଲ‌‌ ବନ୍ଦ କର
@partha2218
@partha2218 Ай бұрын
Really this is hilarious.
@pravabiswal-hg4ri
@pravabiswal-hg4ri Ай бұрын
Respect all patients or loving care given please
@binapanirout5148
@binapanirout5148 Ай бұрын
ଶାଳୀ ବାଲୁଁଙ୍ଗି nurse ku ବିଲକୁଲ excuse କରିବାର ନାହିଁ ଯେମିତି ଏଇ sir nku se ବାନ୍ଧିକି ମାରିଚି ସେମିତି taku ବାନ୍ଧିକି ମାଡ diantu ପୁରା ଗୋଡେଇ ଗୋଡେଇ ପିଟନ୍ତୁ ବିଲକୁଲ ଛାଡ଼ନ୍ତୁନି ଶଳା ଶାସନ ଅଭାବ ରୁ nurse emiti ହଉଚି Se ରୋଗୀ ସେବା ଭୁଲିଗଲାଣି ମାରିକି sabad kara
@pramodkumarrout7641
@pramodkumarrout7641 Ай бұрын
ଆପଣ କେନ୍ଦୁଝର କିମ୍ବା ବାରିପଦା ମେଡିକାଲ କଲେଜ ନଯାଇ ଭୂବନେଶ୍ବର କଣ ପାଇଁ ଆସିଲେ ? ଏବେ ଅର୍ଥ ହାନି ଶରୀର ପିଡା। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରନ୍ତୁ।
@SAHANI.CREATION0815
@SAHANI.CREATION0815 Ай бұрын
ପୋଡୁଥିଲା
@azharkkhan8822
@azharkkhan8822 Ай бұрын
🙏 ଜାଗୃତ 🌹ଓଡ଼ିଶା🌹ଜାଗୃତ🙏
@bhaktimarga853
@bhaktimarga853 Ай бұрын
Govt should take action against the hospital.
@KrushnaMuduli-yu6nv
@KrushnaMuduli-yu6nv Ай бұрын
Nursenk.uthile.kie.sambhaliba
@laxmidhardalai8944
@laxmidhardalai8944 Ай бұрын
Never never visit Apollo.
@samirsalukhutudu7303
@samirsalukhutudu7303 Ай бұрын
Apollo hospital ku band korajao..se doctor manku restricted korjao
@ajaykumarmohapatra3530
@ajaykumarmohapatra3530 Ай бұрын
If so, drastic action should be taken against the Hospital & the Authority.....
@manichoudhury2280
@manichoudhury2280 Ай бұрын
ଯଦି ସେମାନେ ଚିକିତ୍ସ। କଲେ ନାହିଁ ତାହେଲେ ଭଲ ହେଲ କେମିତି | ଏ ସବୁ କାହାଣୀ
@princebishwajitchoudhury123
@princebishwajitchoudhury123 Ай бұрын
Tu banda ta janichu lo.apollo hospital na re kete case heichi tu kn janichu.jadi janinu tahale kichi kahana lo randu
@NareshBiswal-o7t
@NareshBiswal-o7t Ай бұрын
Real truth fact I am face same problem also.
@SunLight49
@SunLight49 Ай бұрын
ସେ ହସ୍ପିଟାଲ କୁ ସିଜ୍ କର, ବନ୍ଦ୍ କର, ଆଉ ଜେଲ କର, ଏମିତି ସବୁ ବଡ ବଡ ମେଡିକାଲ କୁ ଲୁଟ ପାଟ ରୁ ରକ୍ଷା କର ଲୋକ ଙ୍କୁ ,,,ହେ ସରକାର BJP ମୋହନ ଜି ବୁଝ,,, BJD ନାହିଁ ତାଙ୍କ ବଳ ରେ କ୍ରାଇମ ହଉଥିଲା ଏବେ ନାହିଁ ତେଣୁ ଦରନି
@pusantoshkumarprusty5749
@pusantoshkumarprusty5749 Ай бұрын
All the culprits should be punishable and they have to reimburse the hospital charges with an apology letter .
@azharkkhan8822
@azharkkhan8822 Ай бұрын
🥲🥲🥲 ବହୁତ୍ ଖୋରାପ ହଉଛି ସାହି ହେବ ନାହିଁ 🥲🥲🥲
@uniqbyprince786
@uniqbyprince786 Ай бұрын
Hospital ku jalei dia
@akpanda833
@akpanda833 Ай бұрын
File FIR
@rakeshkumarswain1980
@rakeshkumarswain1980 Ай бұрын
Satare eita kharap hospital
@gayadharmtbehera7113
@gayadharmtbehera7113 Ай бұрын
Please action immediately
@PrabhatSahoo-f3e
@PrabhatSahoo-f3e Ай бұрын
Khali appolo nuhe jete bada hospital sabu jagare a pari chanda chalichi
@KhagesworJena-p9p
@KhagesworJena-p9p Ай бұрын
ଆରେ ଭାଇ ଆପୋଲୋ ଗେଟ ପାଖକୁ ଯାହ. ଯିଏ ତମକୁ ବାଡ଼େଇଛି ତାକୁ ଟାଣି ଗେଟ ବାହିରେ ତମେ ବାଡାହ. ଲଙ୍କା ଗୁଣ୍ଡ ତାଙ୍କ ଆଖି ରେ ପକେଇ ବଢ଼ାହ
@shantanu9997
@shantanu9997 Ай бұрын
Sei norse ku sanjay pakhaku pothao
@anirudhabiswal4234
@anirudhabiswal4234 Ай бұрын
Heard punished by Law
@rabindranayak6955
@rabindranayak6955 Ай бұрын
ଏ ସ ଲା ଙ୍କୁ ବାଉଁଶ କି ଳା ଦରକାର
@balabhadrapadhy6891
@balabhadrapadhy6891 Ай бұрын
ସରକାରୀ ମେଡିକାଲ କଲେଜ SCB ଓ AIIMS ଛାଡି ଗଲେ ଏମିତି ଅବସ୍ଥା ହୁଏ।
@abhiabhi2511
@abhiabhi2511 Ай бұрын
କେହି ଯାଅନି ରେ ସେଠିକି....
@snigdhamohanty3476
@snigdhamohanty3476 Ай бұрын
All corporate hospitals are like this. A lot of scandals are going in corporate hospitals at Bhubaneswar. People of Odisha are cautioned against going to these hospitals. Doctors in these hospitals are big docaits.
@unknown-g2y7q
@unknown-g2y7q Ай бұрын
ଏତେ ଲୋକ ଙ୍କୁ ଦରମା ଦେବ କିପରି
@pradiptakumarsatapathy8858
@pradiptakumarsatapathy8858 Ай бұрын
WE ARE RESPONSIBLE.. DON'T MOVE TO PRIVATE HOSPITAL . GOVERNMENT HOSPITAL SHOULD BE IMPROVED .. HEALTH CARD IS NOT SOLUTION .. IT'S MY OPINION ..
@abinashkumarmatia9656
@abinashkumarmatia9656 Ай бұрын
Apollo hospital is one of the worst hospital in odisha...only looting money
@lingarajsamantaray226
@lingarajsamantaray226 Ай бұрын
Very sad news, strong enquiry should be conducted by Local Police and abused should be punished
@bibhuprasadmohapatra6941
@bibhuprasadmohapatra6941 Ай бұрын
ବହୁତ staff ଗାନ୍ଧା ଆଦତ ରେ ମଜବୂର.
@binayakrai9009
@binayakrai9009 Ай бұрын
ବେସରକାରୀ ହସ୍ପିଟାଲରେ ଡକ୍ଟର କର୍ମ ଚାରୀ ନର୍କ ଭୋଗିବେ କାରଣ କର୍ମ ର ଫଳ ନିଶ୍ଚିତ ଭୋଗିବାକୁ ପଡିବ
@shantanumohinthya4799
@shantanumohinthya4799 Ай бұрын
This is the beauty of visiting corporate hospitals.
@jayantapanda2715
@jayantapanda2715 Ай бұрын
Sabu private hospital kharap gov medical re bi line lageibaku paduche bsky re bahut line lageibaku paducchi so gov ku kn gote kariba dakar ...kichi diana aagru sum hospital re thili bahut faltu tratment...tq
@IRONFIST1580
@IRONFIST1580 Ай бұрын
Mora Biswas hauni. Jadi emiti heici... tahale legal action niaajaau + taanku tankara treatment paisa return karajaau + se Nurse & staff maanku bahar karajaau.
@BijaykumarSahoo-bb7ds
@BijaykumarSahoo-bb7ds Ай бұрын
This is the reality of all hi-tech private medicals . We should request common people who will not afford 8/10 lakhs money they should not go there.They are waiting to track money not to give Healthcare. Because at the end of the month authority of hospital will pay 2/3 crores of salary to his employees otherwise his hospital will be staffless. This kind of reality is known to all but we remain silent. Thousands crores of money are being sanctioned to give free Healthcare to the people. But practically it is big zero.This is painful situation in Indian Healthcare of Govt.Top dignitaries don't open their mouth Because they need VIP treatment from private with minimum budget. Only hope on medias.
@gayatridas9563
@gayatridas9563 Ай бұрын
Sir pura thik kohichonti aamo Mayurbhanj ra loko bahut sarala o santa swabhabara aame aago kaha sahita lagunahi but aamo sahito je lage taku aame kebe chadunahi aeta gote bodo issue tenu a lagi darkar podile aame jana aandolon koribu
@mcnworld2331
@mcnworld2331 Ай бұрын
appol ku banda kara jau
@imtiajsidique499
@imtiajsidique499 Ай бұрын
Banda kn
@mcnworld2331
@mcnworld2331 Ай бұрын
Close
@prachinenatutorial3076
@prachinenatutorial3076 Ай бұрын
Nurse ku arrest karajau
@ajaysahoo5663
@ajaysahoo5663 Ай бұрын
Maa ghia appolo hospital license cancel kara jau.....mate bi 5 day re 3,80,000 luti thila appolo hospital
@pradipkandi5112
@pradipkandi5112 Ай бұрын
He jagannath mahaprabhu rakhyakara 🏵️🥀🌸🪷🌷🌺💐🙏🙏🙏🙏🙏🙏🙏❤️❤️❤️❤️❤️❤️❤️
@Animallovers1985-z5x
@Animallovers1985-z5x Ай бұрын
Paisa khia appollo
@latsaheb1947
@latsaheb1947 Ай бұрын
Appolo ମାଲିକ ମଘୀୟା, ଆଉ ଭାସ୍କର news ପୁଅ ଯାଉନୁ appolo ର authority ର bite nabu
@sushantchoudhury8911
@sushantchoudhury8911 Ай бұрын
Sabu hospital bala Khali lutiba paain basichanti...all are protected by our government...I fell it your pain...bcz I am also suffered many things about hospital life, so i hate medical science...back natural and acupuncture treatment...
@KalpaLataPrusty
@KalpaLataPrusty Ай бұрын
Common people kichi kahiparunahanti....hairan karuchanti Kahi bandhi deuchanti.... It's my personal experience in another hospital at Bhubaneswar.
@snigdharani-pl8ze
@snigdharani-pl8ze Ай бұрын
Se nurse ku jail pathaa govt
@hnarasinghakhuntia4286
@hnarasinghakhuntia4286 Ай бұрын
hospital BIRODH re manahani case heba unchit.. or 10lac penalty deba uchit
@SAHANI.CREATION0815
@SAHANI.CREATION0815 Ай бұрын
ଭାଇ ତୁମକୁ ଡାକୁଛି କିଏ apollo hospital ku ଆସ. 24 ବର୍ଷର ଶାସନକାଳ ଭିତରେ ଓଡିଶା ସରକାର 24 ଟା apollo hospital କରିପାରିଥାନ୍ତା ହେଲେ ଖାଲି ଖୋଲା ଖୋଲି ଚଳୁ କଲେ ଯେ 2000 ମସିହାରେ 21 ଲକ୍ଷ୍ୟ ଗରିବ ଥିଲେ 2024 ରେ 75 ଲକ୍ଷ୍ୟ ଗରିବ ଅଛନ୍ତି. ସତ ରେ ଆପଣମାନେ ଖୁସି ତ ?
@AmitBikram7
@AmitBikram7 Ай бұрын
Police thaana re FIR lodge karantu Ebang case bhi karantu. Apollo gote third class hospital.
@BhaskarchandraBarik-u2r
@BhaskarchandraBarik-u2r Ай бұрын
Apol hospital ku jaanahi
@prafullachandrasethy6222
@prafullachandrasethy6222 Ай бұрын
Appolo najibaki lokanku awar karajau.
@YBS55
@YBS55 Ай бұрын
😢😢ODISHA BASI ..PLEASE DONT GO MIDDLE CLASS FAMILY...CORPORATE HOSPITAL...LIKE APPOLO OTHER😢😢
@TanushreeMohanty-d7l
@TanushreeMohanty-d7l Ай бұрын
Bhagwaan ku dare nahi tanker paisa darkar
@swarnamohanty3121
@swarnamohanty3121 Ай бұрын
Je sethire bhala heigala.
@saratnayak1567
@saratnayak1567 Ай бұрын
There is no control of govt. on private hospitals for which such incidents are happening..
@anuanushka2003
@anuanushka2003 Ай бұрын
Apollo hospital birudhare action niajau
@sachikantasahoo3390
@sachikantasahoo3390 Ай бұрын
ସେ ନର୍ସ ଙ୍କ ନାମ କଣ
@basantdash7064
@basantdash7064 Ай бұрын
Govt cannot do anything against these types of hospital.
@dineshk.mahanandia932
@dineshk.mahanandia932 Ай бұрын
Give justice
@manojdas551
@manojdas551 Ай бұрын
This is one kind of therapy by Apollo Hospital
@kunmun9983
@kunmun9983 Ай бұрын
1:40 1:41 1:41 😂😂😂arey funi eya kiye..
@laxmidharsahoo9475
@laxmidharsahoo9475 Ай бұрын
Se staff nurse ku aga arrest kara jau
@saiarts4617
@saiarts4617 Ай бұрын
FIR
@pramodtripathy6435
@pramodtripathy6435 Ай бұрын
I have to go for a opretion on 15th September,but now I changed my mind not to admit .
@sureshchandra2122
@sureshchandra2122 Ай бұрын
CCTV kana dekhaucchi
@SantoshSwain-u5n
@SantoshSwain-u5n Ай бұрын
Stop to the Apollo hospital
Elza love to eat chiken🍗⚡ #dog #pets
00:17
ElzaDog
Рет қаралды 22 МЛН
MAGIC TIME ​⁠@Whoispelagheya
00:28
MasomkaMagic
Рет қаралды 38 МЛН
HELP!!!
00:46
Natan por Aí
Рет қаралды 48 МЛН