Chal Chal Chal Jiba Shiva Mandira 🙏 || Omm Kedar || Bharati Sahoo || ବୋଲ୍ ବମ୍ ଗୀତ 🙏

  Рет қаралды 170,095

Omm Kedar Official

Omm Kedar Official

Күн бұрын

Пікірлер: 75
@diptikantasahoo4891
@diptikantasahoo4891 Жыл бұрын
ଭାରତୀ ଦୀର୍ଘ ଜୀବନ ପାଅ , ଆହୁରି ସୁନ୍ଦର ସୁନ୍ଦର ଗୀତ ସାରା ଓଡ଼ିଶା କୁ ଭେଟି ଦିଅ,go ahead ❤❤❤
@lalitbhatra2445
@lalitbhatra2445 Жыл бұрын
Lovely song bro Om namah shivaya 🙏🙏🙏🙏🙏🙏🙏🙏🙏🙏🙏🙏
@diptikantasahoo4891
@diptikantasahoo4891 Жыл бұрын
ଏ ଗୀତଟି କୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଅନୁରୋଧ ଆଗେଇ ନେବାକୁ l ଏ ଗୀତାର ଲେଖିକା , କଣ୍ଠ ଶିଳ୍ପୀ ଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ l ଈଶ୍ୱର କରନ୍ତୁ ଏ ଯୋଡ଼ି ଦୀର୍ଘ ସ୍ଥାୟୀ ହୋଇ ରହୁ l ଯେତେ ଶୁଣି ଲେ ବି ମନ ବୁଝୁନି , ଆ ହୁ ରି ବଡ ଗୀତ ହୋଇଥାନ୍ତା କି l❤❤❤
@Bikash-fs2gm
@Bikash-fs2gm Жыл бұрын
Super omm kedar
@BimbadharJani-y1n
@BimbadharJani-y1n Жыл бұрын
Harhar mahadev god ❤❤❤❤🙏🙏🙏🙏🙏🙏🙏🙏🙏
@diptikantasahoo4891
@diptikantasahoo4891 Жыл бұрын
ଦୁଃଖ ଦୂର କରି ନିଅନ୍ତୁ ଭୋଳା ବାବା ସାରl ସଂସାର ରୁ ❤❤❤❤
@odiabhaktimotivation1571
@odiabhaktimotivation1571 Жыл бұрын
ହର ହର ମହାଦେବ🕉🕉🕉🕉ହର ହର ମହାଦେବ🕉🕉🕉🕉ହର ହର ମହାଦେବ🕉🕉🕉🕉ହର ହର ମହାଦେବ🕉🕉🕉🕉
@pothalpothal9632
@pothalpothal9632 Жыл бұрын
V nice bhai
@lalitbhatra2445
@lalitbhatra2445 Жыл бұрын
Har har mahadev 🙏🙏🙏🙏🙏🙏🙏🙏🙏🙏🙏
@diptikantasahoo4891
@diptikantasahoo4891 Жыл бұрын
ସବୁ ସମୟରେ ଶୁଣିଲା ଭଳି ଗୀତଟି ହୋଇଛି l
@KEDARMALIK-o6o
@KEDARMALIK-o6o 7 ай бұрын
ଓ଼ମଂ କେଦାର ଦାଦା ଗୀତସୁପର ଲାଗୁଚି ଏମିତି ଆଗକୁମାଡିଚାଲ ବାବା ଚନ୍ଦ୍ର ଶେଖର ତୁମକୁ ଭରଷା ଓଡିଶାର ଲୋକେ ତୁମଗୀତାକୁ ଘରେ ଘରେ ଶୁଣିଲେଣି ଆଗକୁ ମାଡିଚାଲ ହର ହର ମହାଦେବ 🙏🎙️🙏👍👍👍👍👍❤️❤️❤️❤️🙏🙏🙏🎙️🎙️🎙️🎙️👍
@BeheraSuratha
@BeheraSuratha Жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଦିଦି ବହୁତ୍ ବହୁତ୍ ଧନ୍ୟବାଦ୍ 🙏ମଲିକ ସାର୍ ମତେ ସେୟାର କରିଥିବାରୁ 🙏 ଅତି ସୁନ୍ଦର ଶିବ ଭଜନ ଟିଏ
@Bharati1974
@Bharati1974 Жыл бұрын
ମଲ୍ଲିକ sir ମlନେ ଅଚ୍ୟୁତା ନନ୍ଦ ବାବୁ ତ
@prasanasatpathy6121
@prasanasatpathy6121 Жыл бұрын
Har.Har.Mahadava.Koti.Koti.Pranama.🙏🙏🙏🙏🙏
@bisnucharanbehera4734
@bisnucharanbehera4734 Жыл бұрын
Supae dada
@NilamaniBhoi-l1l
@NilamaniBhoi-l1l Жыл бұрын
Dada super song
@ajayasha5876
@ajayasha5876 4 ай бұрын
SUPAR
@RamaniSilu-yv2je
@RamaniSilu-yv2je Жыл бұрын
Super
@basantakumarbhuyan2558
@basantakumarbhuyan2558 Жыл бұрын
Om Namah Shivay 🙏🙏
@skabdulgulrez6918
@skabdulgulrez6918 Жыл бұрын
Nice
@KDBAND234
@KDBAND234 Жыл бұрын
Bahut sundar ❤
@manojparida2082
@manojparida2082 Жыл бұрын
Bharati didi 🙏 kedar Bhai 🙏 both r good super...
@Bharati1974
@Bharati1974 Жыл бұрын
ସର୍ବଦା ସୁଖୀ ରୁହନ୍ତୁ 👍👌
@umakantadas1325
@umakantadas1325 Жыл бұрын
ବହୁତ ସୁନ୍ଦର ସାବଲୀଳ କାଉଡ଼ିଆଙ୍କ ପାଇଁ ଏ ଗୀତ ଦଶରଥ ପୁରର ଗୌରବ ଭାରତୀ ଭଉଣୀ
@minatilatasahoo7670
@minatilatasahoo7670 Жыл бұрын
Nice har har mahadev
@Mr_ananda_das_
@Mr_ananda_das_ Жыл бұрын
Song ta bahutu bhala laguchi jay bholenath 🙏🙏🙏 sabu sei tama bichara jay siba sambhu 🙏🙏
@achyutanandamallick576
@achyutanandamallick576 Жыл бұрын
ବହୁତ ସୁନ୍ଦର ଲିଖନୀ l କେଦାର ବାବୁ ବହୁତ ସୁନ୍ଦର ଏବଂ ମସ୍ତିରେ ଗାଇଛନ୍ତି l ଆଶା କରୁଛି ପୂର୍ବ ଭଳି ଏ ଗୀତ ମଧ୍ୟ ଓଡ଼ିଶାରେ ଚଞ୍ଚଲ୍ୟ ସୃଷ୍ଟି କରିବ l ମୋର ଶୁଭେଚ୍ଛା ଏବଂ ଶୁଭକାମନା ଆପଣଙ୍କ ସାଙ୍ଗରେ ସଦା ରହିବ l
@anadicharanmahali2080
@anadicharanmahali2080 Жыл бұрын
ସୁନ୍ଦର ଭାବପୂର୍ଣ୍ଣ ସଙ୍ଗୀତ, ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇ ପାରିଛି। ଧନ୍ୟବାଦ ଭାରତୀ। ଆହୁରି ସୁନ୍ଦର ସୁନ୍ଦର ଭାବପୂର୍ଣ୍ଣ ରଚନା ମାନ ରଚନା କରିଚାଲ। ସୁନ୍ଦର ସଙ୍ଗୀତ ନିମନ୍ତେ ଧନ୍ୟବାଦ ଜଣାଉଛି 🙏🏻🙏🏻
@gautmaknmar9671
@gautmaknmar9671 Жыл бұрын
𝒮𝓊𝓅𝑒𝓇𝒽𝒾𝓉 𝓂𝓊𝓈𝒾𝒸
@sangramnaik5608
@sangramnaik5608 Жыл бұрын
Super dada
@MITHUNvlogchanel
@MITHUNvlogchanel Жыл бұрын
Super dada omm kedar
@dipakkumarbal8318
@dipakkumarbal8318 Жыл бұрын
ବୋଲବମ ଉପଲକ୍ଷେ ସୁନ୍ଦର ଭଜନଟିଏ ଭେଟି ଦେଲେ ଭଉଣୀ l ଶୁଭେଚ୍ଛା ଓ ଅଭିନନ୍ଦନ l ଭାଇଙ୍କ କଣ୍ଠରେ ଗୀତଟି ବହୁତ ବଢିଆ ହେଇଛି l music କମ୍ପୋଜିସନ ଜବରଦସ୍ତ ହେଇଛି l ପ୍ରଣାମ l ଓଁ ନମଃ ଶିବାୟ l
@shibagaming7204
@shibagaming7204 Жыл бұрын
Super song omm kedar sare
@diptikantasahoo4891
@diptikantasahoo4891 Жыл бұрын
ଅତି ଚମତ୍କାର ଲେଖିଛ ଭାରତୀ l ଅତି ସୁନ୍ଦର ସ୍ୱର ସଂଯୋଜନା l ଏ ଗୀତ ନିଶ୍ଚୟ ଏ ବର୍ଷର ଶ୍ରେଷ୍ଠ କାଉଡ଼ିଆ ଗୀତ ହେବ l ଆଗକୁ ତୁମର ଯୋଡ଼ି ଆଗେଇ ଯାଉ l ❤ ଭାରତୀ ମୋ ପାଇଁ ଗର୍ବ ଆଉ ଗୌରବ l
@Biswanath-im5ql
@Biswanath-im5ql Жыл бұрын
Super song omm kedar babu
@arjunicharanbehera4975
@arjunicharanbehera4975 Жыл бұрын
ସୁନ୍ଦର ହୋଇଛି 🙏🙏🙏
@NibaranaBarik-cf2zw
@NibaranaBarik-cf2zw Жыл бұрын
Super bhajan
@Pranrout
@Pranrout Жыл бұрын
ବହୁତ ସୁନ୍ଦର ହରହର ମହାଦେବ 🙏🙏🙏
@sanjayakumarjena2416
@sanjayakumarjena2416 Жыл бұрын
Super duper hit
@kalandipal8569
@kalandipal8569 Жыл бұрын
ଜୟ ବାବା ଭୋଳାଶଙ୍କର 🙏
@PramodminiVlogger
@PramodminiVlogger Жыл бұрын
ओम नमः शिवाय
@narayansenapati1772
@narayansenapati1772 Жыл бұрын
Nice Lyrics and good Singing*
@missiontyui
@missiontyui Жыл бұрын
Joy siba sambhu,joy volenath, ki joy,superhit,kaudi Bhajan 2023,Market re No 1 Haba
@debiprasaddebashis1001
@debiprasaddebashis1001 Жыл бұрын
Very Nice Song
@HemantakumarSahoo-tc4lj
@HemantakumarSahoo-tc4lj Жыл бұрын
ବହୁତ ଭଲ ହେଇଛି ଭାରତୀ। ଏମିତି ପ୍ରଭୁଙ୍କର ନାମ ନେଇ ଆଗକୁ ବଢିଚାଲ ।
@diptikantasahoo4891
@diptikantasahoo4891 Жыл бұрын
ଅତି ସୁନ୍ଦର ଗାଇଛ କେଦାର ବାବୁ l ଆଗକୁ ତୁମର ଭବିଷ୍ୟତ ଉଜ୍ଜଳ ହେଉ l
@SaratSmrutirekha
@SaratSmrutirekha Жыл бұрын
Jay sambhu❤❤❤❤
@dibyaranjansahoo6478
@dibyaranjansahoo6478 Жыл бұрын
JAY JAY MAHAKAL🙏
@dipukhuntia8967
@dipukhuntia8967 Жыл бұрын
❤👌
@KedarMalik-ic1rs
@KedarMalik-ic1rs Жыл бұрын
Ati Sundar Gita ...chal chal siba mandir Gita ti bhakta mananku sei Prabhu nka pakhku Tani neba, Sabu bhakt nka mansika purana karantu bhola baba. Har Har Mahadev
@rcoriginal6283
@rcoriginal6283 Жыл бұрын
ଅତ୍ୟନ୍ତ ସୁନ୍ଦର ଭଜନ ଓ ସୁନ୍ଦର ଗାୟନ ଶୈଳୀ. ଓଁ ନମଃ ଶିବାୟ 🙏
@pothalpothal9632
@pothalpothal9632 Жыл бұрын
Bom bom bhola baba
@bapuojhaofficial
@bapuojhaofficial Жыл бұрын
Namah Sibay
@jeenumadam6839
@jeenumadam6839 Жыл бұрын
Parbati pati par karega Ganesh dady par karega kartika pita par karega Om namah shivaya
@bijaymishra6797
@bijaymishra6797 3 ай бұрын
🕉 Namah shivaya Har Har Mahadev beautiful very nice thanks from RUKMINI PRODUCTION 🎉🎉🎉
@pothalpothal9632
@pothalpothal9632 Жыл бұрын
Nice song ❤❤❤
@BikramDas-oe8vn
@BikramDas-oe8vn Жыл бұрын
ଭାବ ପୂର୍ଣ୍ଣ ଭକ୍ତି ଭରା ଦେବଦେବ ମହାଦେବଙ୍କ ହୃଦୟସ୍ପର୍ଶୀ ଭଜନ ରଚନା ସ୍ଵରସଂଯୋଜନା ଓ କଣ୍ଠଶିଳ୍ପୀଙ୍କର ଶାନ କରିବାର ଶୈଳି ଆକର୍ଷଣୀୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ . ଆଉ ମଧ୍ୟ ଭକ୍ତମାନଙ୍କର ଭକ୍ତି ମାଧ୍ୟମରେ ପ୍ରଭୁଙ୍କର ଆଶିଷର ଝର ସେମାନଙ୍ରର ମଥାରେ । ପାଇ ଝରି ଯିବା ସଙ୍ଗେସଙ୍ଗେ ସ୍ଵତ ପ୍ରବୃତ୍ତ ଭାବେ ସେମାନଙ୍କର ପାପ ତାପଖଣ୍ଡନ ହୁଏ ଏବଂ ଉଚ୍ଚ ସାଗରରୁ ମୁକ୍ତି ପାଇଯାନ୍ତି, ' ।
@diptikantasahoo4891
@diptikantasahoo4891 Жыл бұрын
Pranam sir, Bharati sahoo .
@ShibanandSahu-kd5ck
@ShibanandSahu-kd5ck Жыл бұрын
Om namahashivaya
@diptikantasahoo4891
@diptikantasahoo4891 Жыл бұрын
ଏ ଗୀତ ଆଗେଇ ଯାଉ ଶିବଙ୍କ କୃପାରୁ , ଯେତେ ଦେଖିଲେ ମନ ଭରୁନି ❤
@dipakkumarbal8318
@dipakkumarbal8318 Жыл бұрын
ହର ହର ମହାଦେବ 🙏
@abhayasamal4596
@abhayasamal4596 Жыл бұрын
ହରହର ମହାଦେବ 🙏🙏🙏🙏 super kaudi song, ବୋଲବମ ରେ ଏଥର ଜମିବ
@sasmitanayak1035
@sasmitanayak1035 Жыл бұрын
Now a days when everyone is commercial I really hear a new type of devotion song which is really defined our cultural traditions Now I think OMM KEDAR and Bhatat(writet) combination is best in BHAJAN industry Now as per my Opinion
@diptikantasahoo4891
@diptikantasahoo4891 Жыл бұрын
Many many thanks for your heart touching opnion ,namaskar bhouni, gitikar Bharati sahoo
@dharmanandmallick6615
@dharmanandmallick6615 Жыл бұрын
Outstanding lyrics and singing
@missiontyui
@missiontyui Жыл бұрын
Odisa ku ganteba
@Kumar.BunuKumarBunu
@Kumar.BunuKumarBunu Жыл бұрын
Super duper song omm kedar sare
@puspanjalibehera8037
@puspanjalibehera8037 Жыл бұрын
ହର ହର ମହାଦେବ 🙏🙏🙏
@Bikash-fs2gm
@Bikash-fs2gm Жыл бұрын
Super
@rakeshkumarsatpathy6960
@rakeshkumarsatpathy6960 4 ай бұрын
Om Namah Shivay 🙏🌺🌺🌺🙏
@goutammalik-rt5kw
@goutammalik-rt5kw Жыл бұрын
Super dada
@gourisankarsahu8124
@gourisankarsahu8124 Жыл бұрын
Nice song😊
@BimalBhoi-k7u
@BimalBhoi-k7u Жыл бұрын
Super
@bipinkamar3008
@bipinkamar3008 Жыл бұрын
Super dada
@bhibhutisatapathy5143
@bhibhutisatapathy5143 Жыл бұрын
Super song omm kedar
Saja Hela Prabhu Tuma Nandighosha 🙏 ll Omm Kedar ll Bharati Sahoo ll🙏
21:07
SLIDE #shortssprintbrasil
0:31
Natan por Aí
Рет қаралды 49 МЛН
How to have fun with a child 🤣 Food wrap frame! #shorts
0:21
BadaBOOM!
Рет қаралды 17 МЛН
Govinda Govinda Govinda Padu Jharuchhi Makaranda
12:13
Omm Kedar Malik - Topic
Рет қаралды 22 М.
SLIDE #shortssprintbrasil
0:31
Natan por Aí
Рет қаралды 49 МЛН