ଛତିଆ ବଟ ମନ୍ଦିର 12 ହାତ ଖଣ୍ଡା // Chhatia Bata Mandir 12 hata khanda

  Рет қаралды 8,637

TRAVELLER ମୁଁ

TRAVELLER ମୁଁ

Күн бұрын

ଛତିଆ ବଟ ମନ୍ଦିର 12 ହାତ ଖଣ୍ଡା // Chhatia Bata Mandir 12 hata khanda #youtubevideo
Query in-
ଛତିଆ ବଟ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟକ ମାଳିକା ବର୍ଣ୍ଣିତ ସ୍ଥାନ। ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା ଛତିଆ ବଟ ନାମରେ ମଧ୍ୟ ପରିଚିତ। ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ୱଳନ୍ତ ଉଦାହରଣ। ଚୋଡଗଙ୍ଗ ଦେବଙ୍କର ପାଞ୍ଚୋଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ, ଅମରାବତୀ କଟକ ର ଅବଶେଷ ମଧ୍ୟ ଏହିଠାରେ ଅବସ୍ଥିତ। ସାରଳା ମହାଭାରତ ଅନୁସାରେ ପାଣ୍ଡବମାନେ ନିଜର ସ୍ବର୍ଗ ଗମନ ପୂର୍ବରୁ କଳିଙ୍ଗ ଯାତ୍ରା କରିଥିଲେ। ଏହି ଯାତ୍ରା ସମୟରେ ସେମାନେ ଅମରାବତୀ କଟକ ରେ 75 ବର୍ଷ କାଳ ରହିଥିଲେ। ହରି ସାହୁ ନାମକ ଜଣେ ସ୍ଥାନୀୟ ବାସିନ୍ଦା ନିଜ ଝିଅ ସୁହାନି କନ୍ୟା ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ। ପାଣ୍ଡବ ମାନଙ୍କର ନାତି ପରୀକ୍ଷିତ ଙ୍କୁ ଜଜାନ ନଗର ର ରାଜା
କରାଯାଇଥିଲା। ଜଜାନ ନଗର ବର୍ତ୍ତମାନ ଚୌଦ୍ଵାର ନାମରେ ପରିଚିତ। ମହାପୁରୁଷ ହାଡ଼ି ଦାସ ଙ୍କ ରଚିତ ମାଳିକା ରେ ଛତିଆ ର ସ୍ଵତନ୍ତ୍ର ବର୍ଣ୍ଣନା କରାଯାଇଛି। ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧି ନେଇଥିଲେ। ଛତିଆ ବଟ ଗୋଟିଏ ହିନ୍ଦୁ ମନ୍ଦିର। ଏଠାରେ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କୁ ପୂଜା କରାଯାଇଥାଏ। ଆପଣ ମାନେ ଶୁଣିଥିବେ କଳକୀ ଅବତାର ଏହି ଠାରେ ହିଁ ଭଗବାନ ବିଷ୍ଣୁ କଳକୀ ଅବତାର ଧାରଣ କରିବେ ଓ ପାପୀ ଦୁରାଚାରୀ ଦୁଷ୍ଟ ଶକ୍ତି ଙ୍କୁ ବିନାଶ କରିବେ। ମାଳିକା ବର୍ଣ୍ଣିତ ତଥ୍ୟ ଅନୁସାରେ ହିଂସ୍ର ଜୀବଜନ୍ତୁ ମାନେ ଗାଁ ଦାଣ୍ଡ ରେ ବୁଲିବେ ସେତେବେଳେ ମନୁଷ୍ୟ ସବୁ ମରିବେ। ଛତିଆ ଶ୍ରୀକ୍ଷେତ୍ର ହେବ ମହା କୈବଲ୍ୟ ହାଟ ବସିବ ବାଇସ୍ ପାହାଚେ ମୀନ ଖେଳିବ। ଏହିଠାରେ ମହାପୁରୁଷ ହାଡ଼ି ଦାସ ଙ୍କ ସମାଧି ପୀଠ ରହିଛି। ମହାପୁରୁଷ ହାଡ଼ି ଦାସ ଏଠାରୁ ପ୍ରାୟ ଏକ କିଲମିଟର ଦୂରରେ ଚମ୍ପାପୂର୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଅନେକ ଭଜନ ଜଣାଣ ଓ କାବ୍ୟ ରଚନା କରି ଯାଇଛନ୍ତି। ଏହି ଠାରେ ଭଗବାନ ବିଷ୍ଣୁ ବାର ହାତ ଖଣ୍ଡା ଧରି ବାହାରିବେ କଳକୀ ଅବତାର ଧାରଣ କରି। ସତ ହେବ ମାଳିକା ଭବିଷ୍ୟବାଣୀ। ମହାପୁରୁଷ ହାଡ଼ି ଦାସ ଙ୍କ ସମ୍ମାନ ରେ ଏଠାରେ ଥିବା ମହାବଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି।
The famous Chhatia Bata Temple is situated about 30 km distance from Cuttack and 48 km away from jajpur Town. The main deity of this temple is Lord jagannath Bhalabhadra and Devi Subhadra. The main attraction of this temple is the Old Banayan tree inside the Bata campus. It was the sadhana pitha and samadhi pitha and stand still as yet like Achyutaya Nanda. Hadi Das has written many Bhajan Janan and Malika consisting indication of futurity. Hadi Das is a great saint of Odisha is also worshipped by the people. Chhatia Bata is a modern Architectural temple which looks very beautiful temple in Odisha. It is associated with the Kalki Avatar of lord Vishnu.
Achyutaya Nanda Malika bachan
Nemal Padmabana
Malika barnita pitha Chhatia jajpur
Malika bachan
Mysterious place
Bhajan Janan at Chhatia jajpur
Srikhetra
#youtubevideo
#chhatia
#chhatiabata
#chhatia
#malika
#malikabachana
#jajpur
#hadidasmalika
#temple
#haranarayan
#gouttam
#ytshorts
#amarabati Fort
#odiya
Follow my KZbin channel
youtube.com/@H...
Follow my Instagram account
Traveller 143
#youtubevideo

Пікірлер: 5
@soumyadas9951
@soumyadas9951 5 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ......
@user-ut4mv9cx8x
@user-ut4mv9cx8x 8 ай бұрын
❤❤❤
@Travellermu
@Travellermu 8 ай бұрын
Thanks for visit 🙏❤️🙏
@rishavfanoftipusultan5182
@rishavfanoftipusultan5182 8 ай бұрын
Mandira bhitara details kuhatu
@Travellermu
@Travellermu 8 ай бұрын
ମନ୍ଦିର ଭିତରେ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା, ମା ଦୁର୍ଗା ହନୁମାନ ରାଧା କୃଷ୍ଣ ପୂଜା ପାଉଛନ୍ତି। ବିଶେଷ ଆକର୍ଷଣ ହେଉଛି ମହାପୁରୁଷ ହାଡ଼ି ଦାସ ଙ୍କ ସମାଧି ପୀଠ ଅବସ୍ଥିତ। ଛତିଆ ବଟ ଦିନେ ଶ୍ରୀକ୍ଷେତ୍ର ହେବ ମାଳିକା ତଥ୍ୟ ଅନୁଯାୟୀ।
when you have plan B 😂
00:11
Andrey Grechka
Рет қаралды 62 МЛН
An Unknown Ending💪
00:49
ISSEI / いっせい
Рет қаралды 49 МЛН
Поветкин заставил себя уважать!
01:00
МИНУС БАЛЛ
Рет қаралды 4,9 МЛН
Je peux le faire
00:13
Daniil le Russe
Рет қаралды 21 МЛН
Best 3 sambalpuri comedy video #comedy #funny
19:09
Sambalpuri Comedy
Рет қаралды 753 М.
A Complete Video On Biraja Temple - First Sakti Pitha Of India
27:12
ଅମରାବତୀ ମଠ//Amravati Math//ଛତିଆ//Chhatia//Jagannath Sarangi
6:49
JAGANNATH SARANGI TRAVEL Blog
Рет қаралды 4,4 М.
Huma Temple !! Huma Mandir Shiva Temple Mystery
10:47
DIBYABRAMHA PRODUCTION
Рет қаралды 576 М.
Rahasya Chhatia Bata ll Sarijibaki Kalijuga ! ll Aee Matira Katha Ep-1
7:44
when you have plan B 😂
00:11
Andrey Grechka
Рет қаралды 62 МЛН