ଛି ଛି ଛିରେ ନନୀ...ସିଙ୍ଗର ଅଚିହ୍ନା କିନ୍ତୁ ଗୀତ ଭାରି ମନଜିଣା | Viral Koraputia Song | Odisha Reporter

  Рет қаралды 68,814

Odisha Reporter

Odisha Reporter

Күн бұрын

Пікірлер: 38
@DeepakPattnaik-r6c
@DeepakPattnaik-r6c 4 күн бұрын
Great singing Satya adhikari sir
@talcherprasant619
@talcherprasant619 13 күн бұрын
ଏ ଗୀତ କୁ ଯିଏ ପ୍ରଥମେ ରିଲ୍ସ କରି ବର୍ତମାନ ଆଗକୁ ଆଣିଲେ ତାକୁ ହିଁ ଧନ୍ୟବାଦ
@Psychoboi1
@Psychoboi1 13 күн бұрын
@odiaviralmemes ae page re aga padichi
@raghunath435
@raghunath435 5 күн бұрын
Mu Bhi Seya Hni Babi Tili Bhai
@lightingseven5492
@lightingseven5492 13 күн бұрын
ସିଙ୍ଗର "ସତ୍ୟ ଅଧିକାରୀ" ଅମର୍ ରହେ 🙏🙏🙏🙏🙏
@SusantaGadaba
@SusantaGadaba 12 күн бұрын
ମୁଇଁ କୋରାପୁଟିଆ ❣️🥰🥰🥰🥳🥳🥳👌❤❤❤❤❤ ବହୁତ ଧନ୍ୟବାଦ OR ଙ୍କୁ, ଆମ କୋରାପୁଟିଆ ପୁରୁଣା ଗୀତ ର ଉପସ୍ଥାପନା କରିଥିବାରୁ ଆଉ ଅଲଗା ଗଣମାଧ୍ୟମ ଙ୍କୁ ମଧ୍ୟ୍ୟ 🎉❤❤❤❤
@chakradharkhara
@chakradharkhara 12 күн бұрын
କୋରାପୁଟିଆ ଏଇ ଗୀତକୁ ଓଡିଶା ବାସୀ ବୁଝିବାକୁ ଏଇ ୩୦ ବର୍ଷ ସମୟ ଲାଗିଲା ଯା ହଉ ଡେରିହେଉ ପଛେ କରାପୁଟିଆ ଭାଷାର ଗୀତ ଓ କଳା କୁ ଏତେ ଭଲପାଇବା ଦେଲେ ଓଡିଶା ବାସୀ | ଆମେ କୋରାପୁଟିଆ ସବକେ ଊଟିଆ 🙏 🙏🙏
@SamraGolori-t4m
@SamraGolori-t4m 9 күн бұрын
ମୁଁ . ମାଲକାନଗିରି ର ଆଦିବାସୀ ଏ ଗୀତ କୁ ବ ଞ୍ଛା ରକିଥିବାରୁ ବହୁତ ବହୁତ ଧନ୍ୟବାଦ 🌹🌹🙏
@Nanakebhalusena
@Nanakebhalusena 12 күн бұрын
ଛି ଛି ଛିରେ ନନୀ ଛି... ଆମ କୋରାପୁଟିଆ ଗୀତ ମାର୍କେଟ ଘାଣ୍ଟି ଦେଲାଣି... କୋରାପୁଟିଆ ହେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ଏ ଗୀତ ଟା ସତ୍ୟ ଅଧିକାରୀ ଗାଇଥିଲେ, ସେ ଆମ ଜୟପୁର ସହର ର ଜଣେ ଓକିଲ ଥିଲେ।
@rakeshmohanty7282
@rakeshmohanty7282 11 күн бұрын
Right Sir ✅️
@kamaleshkarisma6134
@kamaleshkarisma6134 11 күн бұрын
Really good ❤
@santoshbehera1687
@santoshbehera1687 Күн бұрын
Beautiful No doubt
@parshurambhumia3771
@parshurambhumia3771 12 күн бұрын
୧୯୯୨ ମସିହାରେ କଟକ ର ନାମି ଦାମି casset company JE company ଦ୍ଵାରା ପ୍ରସ୍ତୁତ ହୋଇଥିଲା ଏ ଗୀତ। ଏ ଗୀତ କୁ ରଚନା କରିଥିଲେ ଏବଂ ଗାଇଥିଲେ କୋରାପୁଟିଆ ଦେଶିଆ ଗୀତ କେସେଟ୍ ଜଗତର ପ୍ରଥମ କଣ୍ଠଶିଳ୍ପୀ ଏବଂ ଗୀତିକାର ଜଣେ ବରିଷ୍ଠ ଆଇନଜୀବି ସ୍ୱର୍ଗତ ସତ୍ୟ ନାରାୟଣ ଅଧିକାରୀ।
@arunamohanty2986
@arunamohanty2986 13 күн бұрын
Satya adhikati nka photo post karantu sir bahut sundar gaichhanti
@chitrasennaik2546
@chitrasennaik2546 10 күн бұрын
❤❤❤❤
@jaydevadha488
@jaydevadha488 13 күн бұрын
Super👌
@PravinBhue
@PravinBhue 12 күн бұрын
Heart touching song lyrics ana muic all is well
@pradeepkumarpati8190
@pradeepkumarpati8190 11 күн бұрын
The best
@nirobBiswas-s5g
@nirobBiswas-s5g 12 күн бұрын
I from Bangladesh
@SarbeswarPradhan-hz4jb
@SarbeswarPradhan-hz4jb 12 күн бұрын
Super
@mstourvlogeer
@mstourvlogeer 12 күн бұрын
କୋରାପୁଟି ଆ ଆଦିବାସୀ ଗୀତ କୁ ଲୋକଲୋଚନକୁ ଆଣିଥିବା ରୁ ସମସ୍ତ ବନ୍ଦୁ ଙ୍କୁ କୋରାପୁଟ ଜିଲ୍ଲା ରୁ ।ଜୁଆର 🙏🙏🙏🙏♥️♥️♥️👌👌🙋🙋👍👍😁😁😁
@anantapaik4222
@anantapaik4222 12 күн бұрын
Not adivasi song
@BaduramBhatra
@BaduramBhatra 13 күн бұрын
Singer satye adhikari Jay hehu
@babitapattnayak7299
@babitapattnayak7299 13 күн бұрын
Very nice ❤
@babulibhai6794
@babulibhai6794 9 күн бұрын
Vdo recording kbe hela
@santanupradhan7652
@santanupradhan7652 12 күн бұрын
ହିରୋଇନ୍ ବି ଲୋକ ଲୋଚନ କୁ ଅଣନ୍ତୁ ଦୟା କରି
@KunujaniKunujani
@KunujaniKunujani 13 күн бұрын
ଠିକ୍ ଅଛି
@Bhagabatpujari1
@Bhagabatpujari1 13 күн бұрын
ପ୍ରକୃତରେ ଯଦି ଭାଗ୍ଯଦେବି ପ୍ରସନ୍ନ ହୋଇଥାନ୍ତି କେବଳ ଭିନ୍ନ ସ୍ବର ନାଚୁରାଲ ମୂଜିକ ବେଷ୍ଟ ଆକ୍ଟର ତାପରେ ଗିତ ର ଅର୍ଥ ।
@ManmathaBihari98
@ManmathaBihari98 13 күн бұрын
ବାଲି ଫୁଲର ମ୍ୟୁଜିକ ସତ୍ଯଅଧିକାରି ଦେଇଥିଲେ
@padmagouda7692
@padmagouda7692 13 күн бұрын
#ସଫଳତାର_କୌଣସି_ସମୟ_ନଥାଏ । ସମୟର କେତେବେଳେ କିଛି ବି ଉପହାର ଦେଇପାରେ । ଜୀବନର ଗାଡି କେତେବେଳେ କୋଉ ଷ୍ଟପେଜରେ ପହଞ୍ଚିବ, କେଉଁ ମୋଡ ରେ ପହଂଚିବ ତାହାକୁ ସମୟ ହିଁ ନିର୍ଦ୍ଧାରଣ କରୁଛି, କରିବ । ପ୍ରାୟ ହଜିଯାଇଥିବା ଗୋଟିଏ ଗୀତ ଯଦି ୨୪ ବର୍ଷ ପରେ ହଠାତ୍ ହିଟ୍ ହୋଇପାରୁଛି । #ଜୀବନରେ_କିଛି_ବି_ହୋଇପାରେ...କେବଳ ବୁଝିବାକୁ ପଡିବ- ସବୁକିଛି ପାଇଁ ନିର୍ଦ୍ଦିଷ୍ଟ ସମୟ ଥାଏ.. ସେ ଧର୍ଯ୍ୟ ସମସ୍ତଙ୍କର ରହି ନଥାଏ। ସବୁବେଳେ ନିଜ କର୍ମ ଉପରେ ଭରସା କର ନିଶ୍ଚେ ସଫଳତା ପାଇବ ଜୟ ଜଗନ୍ନାଥ 🙏
@SaishaktiBehuria
@SaishaktiBehuria 13 күн бұрын
ଏଥିରୁ ଆମେ ଜାଣିବାକୁ ପାଇଲୁଯେ କିଏ କେତେବେଳେ କୋଉ ଜାଗାରେ ପହଞ୍ଚିବ କହିହେବନି | ନବେ ଦଶକର Song ହଟାତ Viral ହେବ କେହି ବିଶ୍ୱସବି କରିନଥିଲୁ 😊❤
@salilsahu7967
@salilsahu7967 13 күн бұрын
Original original hin thisi.
@BideshiKhamari
@BideshiKhamari 12 күн бұрын
Bouda jila manupali gramara karunakara ghantual ahi Gita gai chhanti
@subashsogariyasubashsogari7610
@subashsogariyasubashsogari7610 12 күн бұрын
Sabu ta janaila hele ledi singer ku samna anuna
@rasmitarai2609
@rasmitarai2609 13 күн бұрын
Heroin nku anajau…. Au samastanka interview Dekhi delu….
@anirudhadash2130
@anirudhadash2130 13 күн бұрын
Dhana ku chinilu banda ku chinilu pela ku chinilu nai dhani chhi chhi re na ni chhi
@Meenaketana
@Meenaketana 9 күн бұрын
I subscribed you channel🙏🙏🙏
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН