Chief Minister Mohan Majhi Lights Up the Celebration with Sweets and Drinks in Keonjhar

  Рет қаралды 1,044,486

OTV

OTV

Күн бұрын

Пікірлер: 1 000
@tarasbabu430
@tarasbabu430 24 күн бұрын
ଏଇଟା ଭଲ ଲାଗିଲା.. ୟାକୁ କୁହନ୍ତି ଲକଙ୍କ ମୁଖ୍ୟମନ୍ତ୍ରୀ 👍👍👍
@kariahembram3216
@kariahembram3216 24 күн бұрын
ମାନବ ସେବା ହିଁ ମାଧବ ସେବା ❤ ମାନ୍ୟବର। ମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ 🎉🎉🎉
@SatyaRatha-t5w
@SatyaRatha-t5w 24 күн бұрын
Be balo seba kahin Khali to Baja jaeiki lukankara Baja bajeidebe emane kebe gote
@RukmanaDas-oz7lw
@RukmanaDas-oz7lw 24 күн бұрын
@@SatyaRatha-t5w right
@vasundharaofficial
@vasundharaofficial 23 күн бұрын
@@SatyaRatha-t5w aponanku tamil pandu ra bag 🛍️ jojona right rahibo, aponanku tamil pandu ra 🥗 salad salad dalama dalama right rahibo, aponanku bjd desi modho bhathi right rahibo, aponanku prabhu jaganath bhiko magile right rahibo, aponanku prathi village re bjd durnithi right rahibo
@SibramMarndi
@SibramMarndi 23 күн бұрын
Best CM
@ranjandalei5621
@ranjandalei5621 23 күн бұрын
Balona
@QuickSupportOdia
@QuickSupportOdia 24 күн бұрын
ବହୁତ ଭଲ ଲାଗିଲା Sir, ଲାଗୁଛି ଏହା ପ୍ରକୃତ ଗଣତନ୍ତ୍ର , କାରଣ ରାଜାର ପୁଅ ରାଜା ହେବାର ପରିସମାପ୍ତି ଘଟିଲା !
@khirodshasini5577
@khirodshasini5577 24 күн бұрын
Yes jhati mati kudia ru uthi aji amar cm hele sir.
@srimantabarik4132
@srimantabarik4132 24 күн бұрын
Chora
@pramodkumarlenka7235
@pramodkumarlenka7235 24 күн бұрын
Tu mg 😂😂😂😂😂😂​@@srimantabarik4132
@FoodinCook
@FoodinCook 24 күн бұрын
​@@srimantabarik4132😂😂😂Tu tamil chamcha kire.....
@_mr___rajput
@_mr___rajput 24 күн бұрын
Tamar kn chori karithile kire ​@@srimantabarik4132
@mishraswagat....3573
@mishraswagat....3573 24 күн бұрын
ପ୍ରକୃତ ରେ ଗଣତନ୍ତ୍ର ର ବିଜୟ ପରି ଲାଗିଲା..... ସାଧାରଣ ଲୋକ ଲୋକତନ୍ତ୍ର ର ମୁଖ୍ୟ ❤❤❤.... ଆଗରୁ ଲାଗୁଥିଲା ରାଜ ପୁଅ ରାଜା ହୁଅ...
@narendrahembram4495
@narendrahembram4495 24 күн бұрын
Swadhinata ra 77yers pare First Time mukhya mantri kali puja aau SORAY Khuntaw parab re samil heba bahut khusi ra katha .
@gopumotivator
@gopumotivator 24 күн бұрын
Modi hai toh mumkin hai.
@Ama_Sikhya_Bikasha
@Ama_Sikhya_Bikasha 24 күн бұрын
Andha bhakta luti khaiba ​@@gopumotivator
@kaushik2308_
@kaushik2308_ 24 күн бұрын
Bhala katha te kohile kintu .....keto ta sadharana luko ro kamo somadhan kori paruchnti seiya dekhibaku rohila
@RO45_SKY63
@RO45_SKY63 24 күн бұрын
Camera aagare dekhei habaku😂
@biju8590
@biju8590 24 күн бұрын
ଯାହା ବି କୁହନ୍ତୁ ଯେତେ ବଡ ପଦବୀ ରେ ରହିଲେ ମଧ୍ୟ ନିଜ ପରମ୍ପରା କୁ ଭୁଲି ନାହାଁନ୍ତି ଏହା ଆମ ଓଡ଼ିଶା ପାଇଁ ପ୍ରେରଣା ର କଥା।ଜୟ ଜଗନ୍ନାଥ,❤❤
@gopumotivator
@gopumotivator 24 күн бұрын
ଇଆକୁ କୁହନ୍ତି ମୁଖ୍ୟ ମନ୍ତ୍ରୀ।❤❤❤
@RabiKumar-i8e
@RabiKumar-i8e 24 күн бұрын
Ta hele KZbinr mane lokanku sahaya karuchhanti se kn vla mukhya mantri
@UmakantaMohanta-hu8oe
@UmakantaMohanta-hu8oe 24 күн бұрын
Mone rokho Hati ro khaiba danto gote aau dekheiba danto gote. Seita abe jani pariboni aagoku aagoku dekho kan houchi...
@gopumotivator
@gopumotivator 23 күн бұрын
@UmakantaMohanta-hu8oe ନବୀନ ମଧ୍ୟ ସେଇ ହାତୀ ଥିଲା।
@MakuruTiu
@MakuruTiu 23 күн бұрын
Bjd ra
@haraprasadmahanta4657
@haraprasadmahanta4657 24 күн бұрын
ମହାନ୍ତ ମାନଙ୍କର ହୃଦୟ ଜିତିଲେ ମୋହନ ମୁଖ୍ୟମନ୍ତ୍ରୀ
@AICOMMUNICATION-y9w
@AICOMMUNICATION-y9w 23 күн бұрын
hele kana haba
@udaymurmu130
@udaymurmu130 23 күн бұрын
Santal society ku v attend korontu
@PradeepKumar-do9dg
@PradeepKumar-do9dg 23 күн бұрын
@@haraprasadmahanta4657 sT କରିଦେଲେ କି ତୁମକୁ ଭାଇ
@priyanshi-1234
@priyanshi-1234 23 күн бұрын
Tanka sahi re mahanta bhtttt ochhanti
@MoOdiaFact
@MoOdiaFact 23 күн бұрын
🎉🎉🎉
@umeshchandrabiswal6147
@umeshchandrabiswal6147 24 күн бұрын
Cm ଲୋକମାନଙ୍କ ସହିତ ମିଶୁଥିବାରୁ ବହୁତ ଆନନ୍ଦ
@Murtikaladesign
@Murtikaladesign 23 күн бұрын
ଏମିତି ମିଶିକି aysmancard rule regulation janiloni ki nahi
@chakradhardas6461
@chakradhardas6461 24 күн бұрын
ଧନ୍ୟବାଦ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ । ଆଲୋକର ପର୍ବ ପବିତ୍ର ଦୀପାବଳିରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଜୟ ଜଗନ୍ନାଥ ନମଃ ଜୟ ମା ତାରିଣୀ ନମଃ ଜୟ ମା କାଳୀ ନମଃ
@babunamallick5594
@babunamallick5594 24 күн бұрын
ରଙ୍ଗ ଦେଖେଇଛି ରଙ୍ଗ ମିସ୍ତ୍ରୀ 🤣🤣
@amareswarpradhan1883
@amareswarpradhan1883 24 күн бұрын
Thik
@chakradhardas6461
@chakradhardas6461 24 күн бұрын
@babunamallick5594 ମୁଖ୍ୟମନ୍ତ୍ରୀ ଏକ ପଦବୀ । ଯିଏ ସେହି ଆସନରେ ବସିବ ସେ ଆମର ମୁଖ୍ୟମନ୍ତ୍ରୀ । ସିଏ ବରା ପକୁଡ଼ି ବିକୁଥିବା ଭାଇ ହେଉ ଅବା ପରିବା ବିକ୍ରି କରୁଥିବା ଆମର ଶ୍ରମିକ ଭାଇ । ସେଥିରେ କିଛି ଯାଏ ଆସେ ନାହିଁ । ସେ ସମ୍ମାନନୀୟ । ମୋର ପ୍ରଶ୍ନ ଆପଣଙ୍କୁ ସମସ୍ତ ରାଜ୍ୟ ଅପେକ୍ଷା ଓଡ଼ିଶା ବହୁତ ପଛୁଆ ଏବଂ ଗରିବ ରାଜ୍ୟ କାହିଁକି ? ସମାଧାନ କରିପାରିବେ !!!!!
@Hollywood_movie_explanation
@Hollywood_movie_explanation 24 күн бұрын
​@@chakradhardas6461 ନବୀନ ପଟ୍ଟନାୟକଙ୍କ ମିଛ ପ୍ରତିଶ୍ରୁତି ଯୋଗୁ, ଆମ ଓଡ଼ିଆ ଲୋକେ ଚିହ୍ନି ପାରିଲେନି ନବୀନ ପଟ୍ଟନାୟକଙ୍କୁ।
@pw8121
@pw8121 24 күн бұрын
@@chakradhardas6461right
@raghunarhkarjee947
@raghunarhkarjee947 24 күн бұрын
ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ମାନବିକତା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର 🎉🎉🎉🎉🎉🎉🎉
@jagadishbiswal8299
@jagadishbiswal8299 24 күн бұрын
ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଓଡ଼ିଆ ରେ କହୁଛନ୍ତି ବହୁତ୍ ଭଲ ଲାଗିଲା
@soyamprasad
@soyamprasad 24 күн бұрын
Tate mga gehibe jaiki to bohu ku
@SanjaykumaraPradhan
@SanjaykumaraPradhan 24 күн бұрын
​ତୁ ଅଭଦ୍ର ତୋ ପରିବାର ଅଭଦ୍ର ଭାଷା ଶିଖ ,ସହି ପାରୁନି ଗେଣ୍ଡା ଦଳ
@jibankumar9421
@jibankumar9421 24 күн бұрын
କାଇଁ ତମେ ଅଲଗା ଭାଷା ବୁଝି ପାର ନାଇଁ ବାଧେ
@RukmanaDas-oz7lw
@RukmanaDas-oz7lw 24 күн бұрын
Ethara se English re kahibe
@Odishatoka_07
@Odishatoka_07 24 күн бұрын
To bau pakare tiba gehideee​@@soyamprasad
@akashbehera2659
@akashbehera2659 23 күн бұрын
ଦେଖିକି ଆଖିରେ ଲୁହ ଆସିଯାଇଛି ଜଣେ ଏତେ ବଡ଼ ପୋଷ୍ଟ ରେ ରହିକି ବି ମନରେ ଟିକେ ହେଲେ ଗର୍ବ ମନୋଭାବ ନାହିଁ ଧନ୍ୟ ତମକୁ ତମ ହୃଦୟକୁ ୟାକୁ ନହିଁ କୁହାଯାଏ ଗଣତନ୍ତ୍ର ଲୋକ ମାନଙ୍କର ଶାସନ ❤ ହୃଦୟରୁ love you ❤
@MoOdiaFact
@MoOdiaFact 23 күн бұрын
ଆପଣଙ୍କ କମେଟ ପଢ଼ି ମୋ ଆଖିର ଲୁହ ଆସିଗଲା 😢😢❤❤❤❤❤❤❤
@TilottamaSahu-p2n
@TilottamaSahu-p2n 23 күн бұрын
Very nice bahut badhiya Jay Jagannath
@gopinathgouda714
@gopinathgouda714 24 күн бұрын
ଦୀପାବଳି ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ 🚩🕉️🙏🎇
@rkentertainment3226
@rkentertainment3226 24 күн бұрын
ବଡ଼ ବଡ଼ିଆ ଘରର ନେତା ମନ୍ତ୍ରୀ ମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ସାଧାରଣ ଲୋକ ସହ ମିଶିଲେ ମର୍ଯାଦା ହାନି ହେବ ଜଣେ ଜଣେ ନିଜକୁ ଭଗବାନ ସହିତ ତୁଳନା ବି କରନ୍ତି।ଏ ହେଉଛନ୍ତି ସୁଖ ଦୁଃଖର ମୁଖ୍ୟ ମନ୍ତ୍ରୀ ।
@Khamania02
@Khamania02 24 күн бұрын
ଦୀପାବଳି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ସାର୍ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଧନ୍ୟବାଦ୍ ଜଣାଉଛୁ ସାର୍ 😊🧨🎇🪔🙌
@MoOdiaFact
@MoOdiaFact 23 күн бұрын
👍👍👍🎉🎉🎉
@MoOdiaFact
@MoOdiaFact 23 күн бұрын
❤❤❤
@User.no.420
@User.no.420 23 күн бұрын
କେତେ ସୁନ୍ଦର ଦୃଶ୍ୟ! ନା ଅଛି ପଦବୀ ର ଗର୍ବ-ଅହଂକାର,ନା ଅଛି ଲୋକଙ୍କ କଟାକ୍ଷ ର ଡର। ମୋହନ ସାର୍ ଜଣେ ସାଧାରଣ ଲୋକ ଭଳି ବ୍ୟବହାର କରୁଥିବା ମଣିଷ , ନିଶ୍ଚିତ ସମସ୍ତ ଙ୍କ ମନକୁ କିଣିନେବେ
@mantu9417
@mantu9417 23 күн бұрын
ଦେଖ ରେ ଗେଣ୍ଡା ଦଳ ଏ ହେଉଛନ୍ତି ଆମ ମୋହନ ବାବୁ ସମସ୍ତଙ୍କ ପାଖକୁ ପହଞ୍ଚୁଛନ୍ତି ସମସ୍ତଙ୍କ ଦୁଃଖ ସୁଖ ବୁଝୁଛନ୍ତି ଏହି ପରି ମହାନ ବ୍ୟକ୍ତିଙ୍କୁ କହନ୍ତି ମୁଖ୍ୟମନ୍ତ୍ରୀ ତମେ ଖାଲି ଦେଖିଚାଲ ଆଉ କିଛିଦିନ ଭିତରେ ସମସ୍ତଙ୍କ ହୃଦୟ ଜିତିସାରିଥିବେ ....ଜୟ ଶ୍ରୀ ରାମ 🙏🚩
@nishikantadalei2745
@nishikantadalei2745 23 күн бұрын
Pala agaru gauthile thik katha
@susantadas9713
@susantadas9713 23 күн бұрын
ଅନ୍ଧ ଭକ୍ତ କେବେ ବୁଝିବ 😅😅😅😅😅 ମାଙ୍କଡ ହାତରେ ଶାଳଗ୍ରାମ 😅😅😅😅😅
@mantu9417
@mantu9417 23 күн бұрын
@@susantadas9713 ଅନ୍ଧ ଭକ୍ତ ସେଦିନ ବୁଝିବେ ଜଉ ଦିନ ଗେଣ୍ଡା ପାତାଳ କୁ ଯିବ 🤣🤣🤣
@mantu9417
@mantu9417 23 күн бұрын
@@susantadas9713 😀😀😀 ଅନ୍ଧ ଭକ୍ତ ସେଦିନ ବୁଝିବେ ଜଉ ଦିନ ଗେଣ୍ଡା ପାତାଳ କୁ ଯିବ 🤣🤣🤣
@anandamohakuda4943
@anandamohakuda4943 23 күн бұрын
Tu solati kou dalara galua 😅😅😅jatra paty Bala ra chatukar bodhe
@କବିଓକବିତାସୁଶାନ୍ତଦେହୁରୀ
@କବିଓକବିତାସୁଶାନ୍ତଦେହୁରୀ 24 күн бұрын
ଭୁଲି ନାହିଁ ମୁହିଁ ଭୁଲିବିନି କେବେ...... Great Cm
@MoOdiaFact
@MoOdiaFact 23 күн бұрын
👍👍👍👍👍
@phirojdungdung8350
@phirojdungdung8350 24 күн бұрын
ଗାଁ କୁ ଭୁଲିଯାଇ ନାହାନ୍ତି ଭଲ କଥା
@Sambalpurgobind
@Sambalpurgobind 24 күн бұрын
ନିଜର ସଂସ୍କୃତି କୁ ସମ୍ମାନ ଦେଉଥିବା ବ୍ୟକ୍ତି ହିଁ ମହାମାନବ❤
@amareshnayak5988
@amareshnayak5988 24 күн бұрын
ବହୁତ ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ❤
@ShreebachhaSahoo
@ShreebachhaSahoo 24 күн бұрын
ଲୋକଙ୍କ ମୁଖ୍ୟମନ୍ତ୍ରୀ ।
@Bitu13march00
@Bitu13march00 24 күн бұрын
Balangir 🎉
@manoranjannayak2003
@manoranjannayak2003 24 күн бұрын
ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ମୋର ଦୀପାବଳିର ଶୁଭେଚ୍ଛା, ଜୟ ବିଜେପି
@pragyan2.8
@pragyan2.8 24 күн бұрын
କିଏ କିଏ ମୟୁରଭଞ୍ଜ କେନ୍ଦୁଝର ଜିଲ୍ଲା ର LIKE କରନ୍ତୁ
@Jayshanimahasena
@Jayshanimahasena 24 күн бұрын
Ame kendujhar Jilla ra Hele yaku like karunahu byyyyy byyyyyy dosto
@hansdahram1271
@hansdahram1271 24 күн бұрын
ବିଶୋଇ ବ୍ଲକ ରୁ
@tarasbabu430
@tarasbabu430 24 күн бұрын
Luv u from baripada
@natureworld5297
@natureworld5297 24 күн бұрын
Telkoi
@anilkumarjena7590
@anilkumarjena7590 24 күн бұрын
ଦିଲ ସେ କେଉଁଝରିଆ ❤️❤️❤️❤️.....
@luckydesign6935
@luckydesign6935 24 күн бұрын
ବହୁତ ବଢିଆ ମୋହନ sir🙏🙏
@THE.RSS_BOY
@THE.RSS_BOY 23 күн бұрын
ଯାହା କୁହ ନିଜ ଗାଁ ପରମ୍ଫରା ଠାରୁ ଆଉ କିଛି ମଜା ନାହିଁ ❤
@subhadraparimanik2186
@subhadraparimanik2186 23 күн бұрын
ମାନବ ସେବା ହିଁ ମାଧବ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ ❤
@surajitjana7671
@surajitjana7671 24 күн бұрын
ଏଠି ରାଜାର ପୁଅ ରାଜା ହେବ କାହିଁକି ତା ବାପା ସମ୍ପତ୍ତି ନୁହେଁ ଓଡ଼ିଶା. BJP ଦଳ ପାଖରେ ଏସବୁ ଚ଼ଳେ ନାହିଁ. ଏଠି ଯୋଗ୍ୟତା ଥିଲେ BJP ଦଳ ପାଖରେ ସେ ବି ଯେ କେହିବି ମୁଖ୍ୟମନ୍ତ୍ରୀ ହୋଇପାରେ
@Chinu1037
@Chinu1037 24 күн бұрын
ନାଇଁ ଭାଇ। ଅପରାଜିତା ମାଡାମ କଣ ଯୋଗ୍ୟ ନୁହନ୍ତି। କିନ୍ତୁ ମୋଦି କଥା ରେ ଚାଲିବେନି
@lipuna
@lipuna 24 күн бұрын
Aprajita gote lobhi loko jagdev bhalia loka thi pesa naeki taki MLA kala. Don't trust Bihari​@@Chinu1037
@mayadharmahanta7126
@mayadharmahanta7126 24 күн бұрын
​@@Chinu1037se mla nunhti se mp
@bbsgundua1662
@bbsgundua1662 23 күн бұрын
ଗେଣ୍ଡା ଗୁଡାକ ସବୁ ମରିଗଲେ ନା କ'ଣ ?
@bikram7220
@bikram7220 22 күн бұрын
Bjp jatra pati
@subhratapadhee8291
@subhratapadhee8291 23 күн бұрын
ପ୍ରକୃତ ଆଦିବାସୀ ନେତା ଏହାକୁ କୁହାଯାଏ 😂👍
@pranatibalasahoo3662
@pranatibalasahoo3662 24 күн бұрын
ମୁଁ ଚାହୁଁଛି ଆପଣ ପାଞ୍ଚ ବର୍ଷ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ 🙏🙏 happy diwali
@Santilatakhandapatra
@Santilatakhandapatra 23 күн бұрын
🤫🤔😏😡
@asscorpion7211
@asscorpion7211 23 күн бұрын
Jama hebeni😂
@manojfine7386
@manojfine7386 23 күн бұрын
Mu bi chauche 5 year kn shabu barsha aashantu mohana sir 🙏
@LipusahooLipu-gr3dl
@LipusahooLipu-gr3dl 24 күн бұрын
ଓଡ଼ିଶା ର ଗର୍ବ ଆଉ ଗୌରବ ମୋହନ ସାର୍
@RANJANKUMAR-jb1xw
@RANJANKUMAR-jb1xw 24 күн бұрын
ମୋହନ ବାବୁ ଜିନ୍ଦାବାଦ ଓଡ଼ିଶା ବିଜେପି ସରକାର
@Jayshanimahasena
@Jayshanimahasena 24 күн бұрын
Bjd jindabad Ranga bola sarkar Hyyy hyyyyyy
@manaskumar4059
@manaskumar4059 24 күн бұрын
Bjd choro bala sara kar haaaa​@@Jayshanimahasena
@AbcdAbcd-h9b9z
@AbcdAbcd-h9b9z 24 күн бұрын
​@@JayshanimahasenaTo maa ku nabin gehithila ki re😅
@MOVIESAPKE
@MOVIESAPKE 24 күн бұрын
​@@AbcdAbcd-h9b9z😂😂😂😂
@Jayshanimahasena
@Jayshanimahasena 23 күн бұрын
@@AbcdAbcd-h9b9z Tu bi Sala Sei Mohan Bija re Gadha
@laxmanbehera3606
@laxmanbehera3606 23 күн бұрын
ଆମର ପ୍ରିୟ ମୁଖୟମନ୍ତ୍ରୀଙ୍କୁ ମୋର ଦୀପାବଳିର ଶୁଭେଚ୍ଛା,ଜୟ ଓଡ଼ିଶା ❤❤❤
@suranjanpradhan1971
@suranjanpradhan1971 24 күн бұрын
ବହୁତ ଭଲ ଲାଗିଲା
@duryodhanmahanta7766
@duryodhanmahanta7766 24 күн бұрын
ବାନ୍ଦନା ପରବ୍ ଅନେକ ଅନେକ ଅଭିନନ୍ଦନ।🎉🎉🎉🎉🎉🎉🎉🎉🎉🎉
@m.ranjan7320
@m.ranjan7320 24 күн бұрын
ଜୟ ଜଗନ୍ନାଥ 🙏🙏🙏🚩🚩🚩 ଜୟ ମୋହନ ସରକାର 💪💪🪔🪔🪔💐💐💐💐💐🙏🙏🙏🙏🙏
@MantuMalik-lh4sb
@MantuMalik-lh4sb 23 күн бұрын
ଓଡିଶାରେ ସବୁଠି ଚର୍ଚା ମୁଖ୍ୟ ମନ୍ତ୍ରୀ ହବତ ଏମିତୀ ମୋ ହନ ମାଝି ସାରକୁ କୋଟି କୋଟି ନମସ୍କା 🙏🙏🙏🙏.🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤
@mr.kishorstudio2491
@mr.kishorstudio2491 24 күн бұрын
ହୃଦୟରୁ ଧନ୍ୟବାଦ୍ ସାର୍ ❤
@MillySamal
@MillySamal 24 күн бұрын
Bahut sundar video jai shree ram mohan sar❤❤❤🙏🏻
@sisirdassisirdas542
@sisirdassisirdas542 23 күн бұрын
ଅତି ସୁନ୍ଦର ଦୃଶ୍ୟ ଜୟ ଜଗନ୍ନାଥ
@AkshayaKumarMajhi-w3z
@AkshayaKumarMajhi-w3z 24 күн бұрын
Dhanyabad CM Mohan sir 🎉 Satare apana great 👍 Hrudayaru 🙏
@Santoshtadingi-qg8vr
@Santoshtadingi-qg8vr 24 күн бұрын
ଆପଣ ବହୁତ ବଡ଼ିଆ ସାର
@himanshudas4577
@himanshudas4577 24 күн бұрын
ବେଷ୍ଟ cm odisha
@anandamohakuda4943
@anandamohakuda4943 23 күн бұрын
😅😅
@prakashkumarjena.babusan.n3760
@prakashkumarjena.babusan.n3760 23 күн бұрын
🙏ଜୟ ଜଗନ୍ନାଥ 🙏ଆଲୋକର ପର୍ବ ପବିତ୍ର ଦୀପାବଳିରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l🙏
@jeebankumarmunda4life
@jeebankumarmunda4life 24 күн бұрын
That is the real man of people’s CM👏👏👏💐💐💐❤️❤️❤️
@dhrubacharanmahato6893
@dhrubacharanmahato6893 23 күн бұрын
ଦୀପାବଳି ପର୍ବ ର ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ 💐ବନ୍ଦନା ଓ ସହରାଇ ପରବ ଜୁହାର 🙏
@TapanOjha-xl2ts
@TapanOjha-xl2ts 24 күн бұрын
ଇଏ ହେଉଛି ନ୍ତି ଲୋକଙ୍କର ମୁଖ୍ୟ ମନ୍ତ୍ରୀ
@sambitdalai4288
@sambitdalai4288 24 күн бұрын
ଶୁଭ ଦୀପାବଳୀ ❤
@srustidhardalai1188
@srustidhardalai1188 23 күн бұрын
ପ୍ରକୃତରେ ଗଣତନ୍ତ୍ରର ବିଜୟ ହୁଇଛି ବୋଲି ଆଜି ଲାଗୁଛି
@bamadebnayak8229
@bamadebnayak8229 23 күн бұрын
ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ
@PabitraSingh-h7i
@PabitraSingh-h7i 24 күн бұрын
Thank you sir 🙏🙏🙏
@smaranikachannel3390
@smaranikachannel3390 24 күн бұрын
Thanks mohan bhai ❤❤
@OpOp-uo7uc
@OpOp-uo7uc 24 күн бұрын
Dhanyawad our honorable chief minister 🎉🎉 any condition don't forget our culture. We are proud of you 🙏🇮🇳🙏
@snayak9197
@snayak9197 23 күн бұрын
ସୁପର ମୋହ ଭାଇ 🚩❤️
@manasbeher7264
@manasbeher7264 24 күн бұрын
ସାରେ ଙ୍କୁ ହୃଦୟ ରୁ ପ୍ରଣାମ 🙏
@JhumarLover-j1q
@JhumarLover-j1q 24 күн бұрын
Best CM in odisha
@RanjanBehera-ge1kf
@RanjanBehera-ge1kf 24 күн бұрын
☀️ Very Very Thanks 👍🙏🌹 for Honble Chief Minister Sj. Mohan Charan Majhi 🌸💓 ODISHA 🏵️ 👌👌
@Manoranjan-n6g
@Manoranjan-n6g 23 күн бұрын
ଅତି ସୁନ୍ଦର sir 🙏❤️
@udayanarayanmaharana5481
@udayanarayanmaharana5481 23 күн бұрын
ଆଜି ବହୁତ ଖୁସି ଲାଗିଲା। ଜୟ ଜଗନ୍ନାଥ।
@jitendrabhatta4917
@jitendrabhatta4917 23 күн бұрын
Bahut badhiya sir aapan nku dhanyawad
@fatal8955
@fatal8955 24 күн бұрын
Wow दिल जीत लिया 🎉🎉🎉
@Manoranjan-n6g
@Manoranjan-n6g 23 күн бұрын
ଜୟ ଜଗନ୍ନାଥ 🙏🙏🙏
@harekrishnamajhi4326
@harekrishnamajhi4326 23 күн бұрын
ପ୍ରକୃତ ରେ ଜଣେ ଜନ ପ୍ରତିନିଧି ଏମିତି ହେବା କଥା ପୂର୍ବ ଅପେକ୍ଷା ବହୁତ ଭଲ.. ନିଜର ପଦ ପଦବୀ କୁ ବୃକ୍ଷେପ ନ କରି ସାଧାରଣ ଲୋକଙ୍କ ପରି ମିଶିବା.... 👏
@sureshchmohanta1209
@sureshchmohanta1209 24 күн бұрын
ଏହାହିଁ ଓଡିଶା ର ଅସ୍ମିତା
@PradeepKumar-do9dg
@PradeepKumar-do9dg 24 күн бұрын
ବାନ୍ଦନା ପରବ ର ଶୁଭେଚ୍ଛା ଓ ଅଭିନନ୍ଦନ
@ManasRanjanJena-l9p
@ManasRanjanJena-l9p 24 күн бұрын
Dhanyabada CM Sir,🙏
@Basudevmunda-wq4rm
@Basudevmunda-wq4rm 24 күн бұрын
Thank u sir
@Bitu13march00
@Bitu13march00 24 күн бұрын
Happy Diwali CM sir
@aratisamantara7395
@aratisamantara7395 24 күн бұрын
Salute u Sir...loka Bhubaneswar asila pare nija gaon lokalu gaunlia kahi gali karuchhanti...Lord Jagannath blessed you long life Sir
@jitenpanigrahi
@jitenpanigrahi 24 күн бұрын
ଏହା ପ୍ରକୃତ ଗଣତନ୍ତ୍ର 🪷🕉️🙏
@hellochandankumar12345
@hellochandankumar12345 24 күн бұрын
ଯାହେହୁ ପରମ୍ପରା କୁ ବଜାୟ ରଖିଥିବାରୁ ଧନ୍ୟବାଦ
@b.narayanofficial3104
@b.narayanofficial3104 24 күн бұрын
Lokanka cm🎉🎉bahuta khusi lagila
@rabindrakumarmohanty9415
@rabindrakumarmohanty9415 24 күн бұрын
ନବୀନ ବାବୁଙ୍କୁ ଦେଖା କରିବା କଷ୍ଟକର ବ୍ୟାପାର ସାଧାରଣ ଲୋକଙ୍କ ସହିତ ମିଶି ପର୍ବ ପର୍ବାଣୀ ପାଳିଵେ କଣ, ପାର୍ଥକ୍ୟ କଣ ଦୁଇ ମୁଖ୍ୟମନ୍ତ୍ରୀ ଙ୍କ ଭିତରେ ସାଧାରଣ ଲୋକ ଟିଏ ଜାଣି ପାରିବେ।ଜୟ ଜଗନ୍ନାଥ।
@charannewstory4105
@charannewstory4105 24 күн бұрын
ଆଉ କିଛି ଦିନ ପର୍ୟ୍ଯନ୍ତ ଅପେକ୍ଷା କରି ପାରିବ ତାହାଲେ ଅସଲ କଥା ଜାଣି ପାରିବ ଧନ୍ଯବାଦ
@ashiskumarbhanja2032
@ashiskumarbhanja2032 23 күн бұрын
​@@charannewstory4105ନବୀନ ପଟ୍ଟନାୟକ କୁ ଜାଣିବା ପାଇଁ ଏମିତି କେବେ ଅପେକ୍ଷା କରିଥିଲ ବୋଧେ। ନହେଲେ ଏମିତି କହନ୍ତନି
@Trinath-2789
@Trinath-2789 23 күн бұрын
​@@charannewstory4105right
@bbsgundua1662
@bbsgundua1662 23 күн бұрын
​@@charannewstory4105ନବିନର ପେଳ ଆପେଆପେ ଖସିଯିବ ଆଉ ଗୋଟାଏ ବର୍ଷ ପରେ
@prafullanayak9911
@prafullanayak9911 24 күн бұрын
Very good C.M❤❤❤❤❤❤❤❤
@PraanayaNayak
@PraanayaNayak 24 күн бұрын
Thanks sir ❤
@KARTIKAGOCHHAYAT
@KARTIKAGOCHHAYAT 24 күн бұрын
Best CM❤
@chaitankisku6229
@chaitankisku6229 24 күн бұрын
Culture of Adivasi people
@manaswedsmama4841
@manaswedsmama4841 23 күн бұрын
ଏଇ video ଟା ଦେଖିକି ମତେ cm bharat movie pari ଲାଗିଲା, thankyou Mohan sir🎉🎉
@BasantiBhanda-j6l
@BasantiBhanda-j6l 24 күн бұрын
Happy Diwali cm sir🙏🙏 you are great person ❤❤ video dekhi bahuta khusi lagila ❤❤
@manojmeher1991
@manojmeher1991 23 күн бұрын
This is simplicity of Our Odisha C M Honourable Mohan Charan Majhi. Namaskar sir.
@d-multimedia6522
@d-multimedia6522 24 күн бұрын
Lokanka sarkar mohan sir
@BrundaDas-e3n
@BrundaDas-e3n 23 күн бұрын
Cm ମୋହନ sir ଆପଣ ଆମ ଗାଁକୁ ସୁନ୍ଦର କର ଦେଖିବା କେମିତି କରୁଚ
@uttamdas9353
@uttamdas9353 24 күн бұрын
Great
@pramodkumarrout7641
@pramodkumarrout7641 24 күн бұрын
ବାସ୍ତବ ରେ ମୋହନ ଭାଇ ଲୋକମାନଙ୍କ ର ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ।ମୋହନ ସରକାର ଲୋକ ଙ୍କ ସରକାର। ଜୟ ମା ତାରିଣୀ , ଜୟ ଜଗନ୍ନାଥ,ଜୟ କେନ୍ଦୁଝର ବନ୍ଦେ ଉତ୍କଳ ଜନନୀ
@prakashkumarjena.babusan.n3760
@prakashkumarjena.babusan.n3760 23 күн бұрын
ଜୟ ଜଗନ୍ନାଥ ଜୟ ବିଜେପି ଜୟ ଜୟ ମୋହନ ସରକାର 🙏🙏🙏🙏🙏
@KRISHNAMDKRISHNAMD-qc4xy
@KRISHNAMDKRISHNAMD-qc4xy 24 күн бұрын
ପର୍ବ ପୁନେଇଁ ପାଳନ କର କିଛି କହିବାର ନାହିଁ କିନ୍ତୁ ।ଆମ କେନ୍ଦୁଝର ଜିଲ୍ଲା ରେ ଯେତେଗୋଟି ବ୍ଲକ୍ ଅଛି ସବୁ ବ୍ଲକରେ କିଛି ନା କିଛି କାମ କରିଦିଅ। । ଏବଂ ପିଲାମାନେ କେମିତି ସୁବିଧାରେ ପାଠପଢି ପାରିବେ ଗୁଡ଼ିଏ ପଦକ୍ଷେପ ନେବାକୁ ପଡ଼ିବ ଏବଂ ଗରିବଙ୍କୁ କେମିତି ସୁବିଧାରେ ଚିକିତ୍ସା କରିପାରିବେ ଏଥିପ୍ରତି ଚେଷ୍ଟା କଲେ ଭଲହେବ ଆଶାକରେ ଏକଥାକୁ ଧ୍ୟାନ ଦେବେ
@jeebankumarmunda4life
@jeebankumarmunda4life 24 күн бұрын
ସୁନ୍ଦର କଥା କହିଛନ୍ତି…ଭଲ ପ୍ରସ୍ଥାବ ସବୁ ଚିଠା କରନ୍ତୁ….
@pramodpradhan9171
@pramodpradhan9171 24 күн бұрын
ଲୋକଙ୍କ ସରକାରଙ୍କ ପ୍ରତିଛବି ମୋହନ ଭାଇ ।
@DibakarJena-k3e
@DibakarJena-k3e 23 күн бұрын
Thank you ❤mohoon sir❤❤❤❤
@chittaranjankanhar7991
@chittaranjankanhar7991 24 күн бұрын
Happy diwali sir🙏💚
@rudrapratapswain1718
@rudrapratapswain1718 24 күн бұрын
Best chief minister of our odisha
@pradeepkumarsabar3910
@pradeepkumarsabar3910 24 күн бұрын
ଧନ୍ୟବାଦ ମୋହନ ସରକାର sir ଛୋଟ ଲୋକଙ୍କ ପାଖରେ ମିଶି ଥିବା ହେତୁ ଧନ୍ୟ ଆପଣଙ୍କ ହୃଦୟ ❤
@snowilkumarthedetective7843
@snowilkumarthedetective7843 23 күн бұрын
ମହାନ୍ତ ସଂସ୍କୃତିକୁ ସମ୍ମାନ ଦେଇ ଥିବାରୁ ସମଗ୍ର କୁଡୁମି ସମାଜ ଆପଣଙ୍କ ପାଖରେ ରୁଣୀ 🎉
@Bitu13march00
@Bitu13march00 24 күн бұрын
CM Odisha 🎉
@Lucky-sk3lo
@Lucky-sk3lo 24 күн бұрын
କୁଡୁମି ପରବ ବାଦନା ପରବ ବା ସହରାଇ ଅମାବାସ୍ୟା ପୂର୍ବ ଦିନ ଗୋଠ ପୂଜା ତାକୁ କୁଡୁମାଲି ଭାଷାରେ ଗଠ୍ ପୂଜା କୁହାଯାଏ।ଅମାବାସ୍ୟା ଦିନ ଘରର ଶାଶୁ ପୁଅ ବହୁ ନିର୍ଜଳା ଉପବାସ ରହି ଧେଙ୍କିରେ ଅରୁଆ ଚାଉଳ ଚୂନା କୁଟି ସେଥିରେ ଚ୍ଛାଙ୍କା ପିଠା ଗୁଡ଼ ଗାଈ କ୍ଷୀରରେ ତିଆରି କରନ୍ତି ସେହି ପିଠା ଗୁହାଳରେ ଦେବା ଦେବୀ ଅର୍ଥାତ୍ ଗାଇଗୋରୟା, ମସ୍ ଗରୟା ବଳପାହାଳ,ଗୋସାଇଁ ରାଇ ବାଘୁତ୍ ଧର୍ମଦେବତା ଛଣା ପିଠା ଘରର ମୁଖ୍ୟ ଭୋଗ ଲଗେଇ ଥାଆନ୍ତି ଏହା ସହ କୁକୁଡ଼ା 3/5/7/9ବଳି ଦିଅନ୍ତି ଛେଳି ମଧ୍ୟ ବଳି ପଡ଼େ
@Chandrasoren7
@Chandrasoren7 24 күн бұрын
ସାନ୍ତାଳୀ ଅସ୍ମିତା
@kanhusahoo4289
@kanhusahoo4289 24 күн бұрын
Santali asmita nuhna Ama odisara loka kala aguda
@subashbadra7464
@subashbadra7464 24 күн бұрын
Santhali asmita ? Kete dina?.............. please all of people of odisha ? I am Coman men.not I am poltics...,.
@DulceMaria25723
@DulceMaria25723 24 күн бұрын
Don't bark you Mendacious 🤭
@DGNIHARIKASINGH
@DGNIHARIKASINGH 23 күн бұрын
ଯାହାବିହୋଉ ପରମ୍ପରା ବଜାୟ ରହୁ
@iswarmahanta7207
@iswarmahanta7207 24 күн бұрын
Thank you sir🙏🙏🙏🙏🙏
@PradipBiswal-s4v
@PradipBiswal-s4v 23 күн бұрын
ଇଏ ପାଞ୍ଚ ବର୍ଷ କଣ ହେବେ ଆଉ ପାଞ୍ଚ ମାସ ହେଲେ ଖାଲି ନେତା ମାନେ କଣ କରିବେ ଭୋଟର ବଞ୍ଚିବା ଦରକାର ଆଉ ପାଞ୍ଚ ବର୍ଷ ପାଁଇ ନ ହେଲେ ନେତା ଥିବେ ଭୋଟର ନାହିଁ
@santoshmajhi2129
@santoshmajhi2129 24 күн бұрын
ବାଜା ବଜାଇବା ଶିଖିବା ଦରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ vs CM ମୋହନ ମାଝୀ
@Wander_mania
@Wander_mania 23 күн бұрын
Changu gamanga 😅
@PradipBiswal-s4v
@PradipBiswal-s4v 23 күн бұрын
ମୋହନ ବାବୁ କେନ୍ଦୁଝର ଜିଲ୍ଲା ର କେତେଟା ବ୍ଲକ ଆଉ କେତେଟା ଗ୍ରାମପଞ୍ଚାୟତ ଅଛି ଟିକେ ବୋଲି ଆସିଲେ ଭଲ ରେ ଲୁକ ଚିହ୍ନିବେ ଆଉ ରାସ୍ତା କାମ ଟିକେ କର
@SambhuNath-d5h
@SambhuNath-d5h 24 күн бұрын
Best:cm
World’s strongest WOMAN vs regular GIRLS
00:56
A4
Рет қаралды 53 МЛН
This Game Is Wild...
00:19
MrBeast
Рет қаралды 167 МЛН
Players push long pins through a cardboard box attempting to pop the balloon!
00:31
World’s strongest WOMAN vs regular GIRLS
00:56
A4
Рет қаралды 53 МЛН