Chief Minister's alternate Secretary, strong MLA of BJD to bid adieu | Nirbhay Gumara Katha

  Рет қаралды 262,267

Nirbhay

Nirbhay

Күн бұрын

Пікірлер: 295
@durgaprasadsamantaray7084
@durgaprasadsamantaray7084 Жыл бұрын
ଅତି ସୁନ୍ଦର ସମ୍ପୂର୍ଣ୍ଣ ସତ୍ୟ କଥା ର ଉପସ୍ଥାପନା।
@ranjanbhuyan7044
@ranjanbhuyan7044 Жыл бұрын
Absolute u r right sir. ଅତି ସୁନ୍ଦର ବ୍ୟାଖ୍ୟା... କିନ୍ତୁ ଆମେ ମାନେ ବୁଝିଲେ ହେଲା...
@shradhaentertainments2018
@shradhaentertainments2018 Жыл бұрын
ସମୟ ବଡ଼ ବଳବାନ ଯିଏ ଯେତେ ଦିନ ରାଜ୍ୟ ଭାର ସମ୍ବାଳିବା କଥା ସମ୍ଭାଳିବ, ସମୟ ପୂର୍ବରୁ କୌଣସି ଘଟଣା ଘଟେନି ସମୟ ବିତିଯିବା ପରେ ସେଇ ଘଟଣା କୁ କେହି ପରିବର୍ତ୍ତନ କରି ପାରେନି, ସମୟ ଆଛା ଆଛା ଜିଗଜ୍ ହସ୍ତୀ ମାନଙ୍କୁ ମାଟିରେ ମିଶେଇ ଦେଇଛି ଯାହାର ମୂକସାକ୍ଷୀ ମଶାଣି ଅଟେ,ଜୀବନରେ ଧନ ଜୀବନ ଯୌବନ ଆସନ ଶାସନ ଚିରସ୍ଥାଇ ନୁହେଁ, ଆସନ ଅଛି କେତେ ବସିଥିଲେ ଏବେ କେତେ ବସିଛନ୍ତି ଆଗକୁ ମଧ୍ୟ କେତେ ବସିବେ,ସେ ଆସନ ଯେମିତି ରହିବା କଥା ରୁହେ କେବଳ ନେତୃତ୍ୱ ପରିବର୍ତ୍ତନ ହୁଏ, କାଳର କରାଳ ଗତି ଆଗରେ ଧନବଳ କ୍ଷମତାବଳ ବାହୁବଳ ତୁଚ୍ଛ ଅଟେ,ଯାହାର ଆରମ୍ଭ ଅଛି ତାହାର ଶେଷ ଅଛି ସେ ଭଲ ଜିନିଷର ହେଉ ଅବା ମନ୍ଦ ଜିନିଷର ହେଉ, ନିୟତି ବହୁ ଆଗରୁ ନିଧାର୍ଯ୍ୟ କରିଛି କେତେବେଳେ କଣ ହେବ ଅପେକ୍ଷା କେବଳ ସେଇ ସମୟ କୁ,ଦିନେ ସେଇ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ହିଁ କହୁଥିଲେ କୋଦଳା ନିର୍ବାଚନ ମଣ୍ଡଳୀ ରେ ମୋ ଜୋତା ହଳ କୁ ଥୋଇଲେ ଲକ୍ଷେ ଭୋଟ ରେ ଜିତିବ,ସେ ନାହାନ୍ତି କି ସେ ଜୋତା ଆଉ ନାହିଁ,ଏପରି କେତେ ଯିବେ ଆଉ ଆସିବେ,
@sritambehera6938
@sritambehera6938 Жыл бұрын
0:14 😊 0:14
@adsucessforallcontent8387
@adsucessforallcontent8387 Жыл бұрын
This is called perfect observation 👌 super depthly analysis.
@sumitramohapatra7270
@sumitramohapatra7270 Жыл бұрын
Jy
@Anshu-dg5st
@Anshu-dg5st Жыл бұрын
very good
@ashokkumarpanda5127
@ashokkumarpanda5127 Жыл бұрын
Very appreciable.
@jyotirmayjena1869
@jyotirmayjena1869 Жыл бұрын
ଏକଦମ୍ ସତ କଥା ।
@snbarik4710
@snbarik4710 Жыл бұрын
Very accurate and beautiful analysis.
@pabitramohandas6943
@pabitramohandas6943 Жыл бұрын
🙏ଜୟ ଶ୍ରୀଜଗନ୍ନାଥ ! ଚିୟର୍ ଗର୍ଲ୍ ଉପାଖ୍ୟାନ ଖୁବ୍ ରୋଚକ ହୋଇଛି l ଗୋଟିଏ ମଞ୍ଜ କଥା ହେଉଛି, ଅଲଜ୍ଜାଙ୍କୁ ତ ଭଗଵାନ ବି ଡରନ୍ତି l
@sarojkar1469
@sarojkar1469 Жыл бұрын
It's a very realistic analysis of Mr Nabin Dash 👍
@sukantnayak3957
@sukantnayak3957 Жыл бұрын
JC f
@Jayprakash-tp7sn
@Jayprakash-tp7sn Жыл бұрын
Absolutely
@pintubigdrop
@pintubigdrop Жыл бұрын
@@Jayprakash-tp7sn Qqqqqqqqqqqqqqqqqqqqqqqqqqqqqqq
@pradeeptamohanta941
@pradeeptamohanta941 Жыл бұрын
Sir absolute true' analysis.....
@tapassamantray3810
@tapassamantray3810 Жыл бұрын
ଦାମ ରାଉତ most important tutor in Orissa
@petlover3379
@petlover3379 Жыл бұрын
True
@Free_opinionated
@Free_opinionated Жыл бұрын
Murkha ta seita
@satishchandrabehera7291
@satishchandrabehera7291 Жыл бұрын
ଆଜି ତ ଲାଗିଲା, ସତେ କି ଗୁମର କଥାର ବି କିଛି ଭିତିରି କଥା ଅଛି। ଆପଣଙ୍କର ନୂତନ ବରଡା ଉପାଖ୍ୟାନ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ଆପଣଙ୍କୁ ମୋର ଯଥେଷ୍ଟ ସମ୍ମାନ। ଜୟ ଜଗନ୍ନାଥ!!!
@bibhudattamoharana5947
@bibhudattamoharana5947 Жыл бұрын
super Sir. As usual a great analysis. A very clear picture of whats going on.
@mantubehera2819
@mantubehera2819 Жыл бұрын
Sir great news, punching bags policy of Navin Patnaik is heart touching and remarkable… very earlier I was doubts that.
@naraharikishan3911
@naraharikishan3911 Жыл бұрын
ସାର ସ୍ୱାଭିମାନ ରେ ଆନନ୍ଧୁ ଲାଗି ଗଲାକି l
@santoshjena7437
@santoshjena7437 Жыл бұрын
Very Interesting......
@nirmalrout8015
@nirmalrout8015 Жыл бұрын
Really Truth
@pabitrakumarchinhara4101
@pabitrakumarchinhara4101 Жыл бұрын
Sir pranam. ନବୀନ ଦାସ ଗ୍ରେଟ. ନବୀନ ପଟ୍ଟନାୟକ ଙ୍କୁ ବୁଦ୍ଧି ଟିକେ ଦିଅନ୍ତୁ.
@purnendusarangi3816
@purnendusarangi3816 Жыл бұрын
ପ୍ରଚାର ବସ୍ ରେ ନବୀନ ମଦ ଖାଇ ନିଶାରେ ଅଟ୍ଟହାସ୍ୟ କରୁଥିବା ବେଳେ ବାହାରେ ଆମ ମେଣ୍ଢିମାନେ ହୁଳହୁଳି ପକାଉଥିଲେ। ଧନ୍ୟରେ ମେଣ୍ଢା ଓ ମେଣ୍ଢି ମାନେ ଜାଗ୍ରତ ହୁଅ। ମାନବିକତା ଦେଖାଅ।
@bimbadharbiswal8767
@bimbadharbiswal8767 Жыл бұрын
ସାବାସ୍, ବହୁତ ଭଲ ଲାଗିଲା cheer girl
@nrushinghacharanasahu3451
@nrushinghacharanasahu3451 6 ай бұрын
100% correct analysis.
@nareshpanda4485
@nareshpanda4485 Жыл бұрын
Wanderful
@snbarik4710
@snbarik4710 6 ай бұрын
Outstanding analysis.
@dsmcreator2584
@dsmcreator2584 Жыл бұрын
Excellent
@sudarshanchand3858
@sudarshanchand3858 6 ай бұрын
Very good analysis Nabin Das Babu
@AjaykumarParhi-ov4tp
@AjaykumarParhi-ov4tp 11 ай бұрын
Jay hind Jay bharat .Jay Bharat. JAY NIRVAYA.
@Skgbul470
@Skgbul470 Жыл бұрын
ଯେଉଁ ବର ଡା ମାନେ ରହି ଗୋଲେ ସେହି ମାନେ ହେଲେ ପାଦ ଚଟା ଖୋଷା ମତିଆ ଜୟ ହ ନବୀନ ଜୟ ହ ନବୀନ ମାନନୀବର ମୁଖ୍ୟମନ୍ତ୍ରୀ ଜିନ୍ଦା ବାଦ୍ ଜିନ୍ଦାବାଦ କହୁ ଥିବା କେତେ ଅସହାଇଓ ବ୍ୟକ୍ତି ଜଣ ,
@PURNA7382
@PURNA7382 Жыл бұрын
ଯିଏ ପର ପାଇଁ ଗାତ ଖୋଳେ, ସେ ଗାତରେ ସେ ଆଗେ ପଡେ।
@srikantamohanty4214
@srikantamohanty4214 Жыл бұрын
Nabin pua murder hei gala.
@Newlivecom2580
@Newlivecom2580 Жыл бұрын
​@@srikantamohanty4214 sata kahile chora mane emiti karibe
@manojsahoo6184
@manojsahoo6184 6 ай бұрын
Very nice gumar katha
@gunanidhinaik3699
@gunanidhinaik3699 Жыл бұрын
ଜୟ ଜଗନ୍ନାଥ .
@phakirsenapati6723
@phakirsenapati6723 Жыл бұрын
👌
@ganeswarnayak7161
@ganeswarnayak7161 Жыл бұрын
Wonderful analysis sir,thanks a lot. Jay Jagannath 🙏🏻🙏🏻🙏🏻
@jagannathpanigrahi5286
@jagannathpanigrahi5286 Жыл бұрын
ଜୟ ଶ୍ରୀଜଗନ୍ନାଥ। Welcome Nirbhaya.
@bijayakumarmohanty8180
@bijayakumarmohanty8180 Жыл бұрын
Thanks Sir
@brahmanandabiswal6445
@brahmanandabiswal6445 Жыл бұрын
100% correct.
@bijayanandadash5344
@bijayanandadash5344 Жыл бұрын
Beautiful analysis 👌
@shrutiranjanbarik7319
@shrutiranjanbarik7319 Жыл бұрын
Right
@sivasuna-wn4zc
@sivasuna-wn4zc Жыл бұрын
Very appreciate
@akhsyakumarbehera7298
@akhsyakumarbehera7298 Жыл бұрын
ପ୍ୟାରିମୋହନଙ୍କ ମେ-29 ଅପରେସନ ପ୍ଲପ୍ ହେଲା ଭଳି ନୂଆ ନେତୃତ୍ଵ ଫ୍ଲା ପ୍ ହେଇ ପାରେ !
@sushantasahoo7716
@sushantasahoo7716 Жыл бұрын
ସାର୍ ଆପଣଙ୍କୁ ମୋର‌‌ ପ୍ରଣାମ ‌ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟୀର ଏହି ଅଧ୍ୟାୟ ଯେଉଁ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ଦେଖିଥିବେ ‌ସେମାନଙ୍କ ଅବସ୍ଥା କ'ଣ ହେବ
@bidyadharpradhan3075
@bidyadharpradhan3075 Жыл бұрын
Right ✅️
@kartikkenyuryukarateodisha1804
@kartikkenyuryukarateodisha1804 Жыл бұрын
🙏🙏
@RabindraBehera-vi8fj
@RabindraBehera-vi8fj Жыл бұрын
Thank you sir
@debaduttadash1
@debaduttadash1 Жыл бұрын
What the hell 5T stands for? It is a complete BS!! MP Aparajita Sarangi is absolutely right in asking the constitutional validity of this 5T joke.
@srikantamohanty4214
@srikantamohanty4214 Жыл бұрын
5T is CM Naveen pattnaik Jay narayan babu tachlya kari kahile boli tanka 2 kidney gala, tanka pati au subhuchi?
@sudiptaharichandan5781
@sudiptaharichandan5781 Жыл бұрын
I wish you a big sucess on your detail analysis.
@ghasiramsing4216
@ghasiramsing4216 Жыл бұрын
Thank you nabin babu.
@manjupravamishra8000
@manjupravamishra8000 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏।
@niharrout1005
@niharrout1005 6 ай бұрын
Right.sir
@subashmishra5616
@subashmishra5616 Жыл бұрын
ଓଡ଼ିଶା ବାସୀ ଜାଣି ସାରିଲେଣି ବି ଜେ ଡି ଦଳ ଆତ୍ମଘାତୀ ବାକୋଚା ବୁହା ଦଳ । ବହୁତ ସୁନ୍ଦର ତର୍କପୂର୍ଣ ବିବେଚନା । ଜୟ ଜଗନ୍ନାଥ
@hemantaswain1421
@hemantaswain1421 Жыл бұрын
Direct katha CM of Odisha totally physically and mentally unfit . Immediate removal of Nabin pattanaik is justified to glorify democracy in Odisha. This episode is very important. Nabin dash sir your talks are 100% true , praiseworthy. Main vilian is CM of odisha.
@srikantamohanty4214
@srikantamohanty4214 Жыл бұрын
Pagala, 75 mla support karuthiba jai Naveen ku kehi halai paribeni.
@padmacharanpatnaik7959
@padmacharanpatnaik7959 Жыл бұрын
Sri Nabin Das is indeed a very fearless and formidable personality in so far as the current political affairs of the State is concerned.l salute him and pray God for his long life in the interest of the State.
@srikantamohanty4214
@srikantamohanty4214 Жыл бұрын
Paid with his Sons murder!
@anandaraul5003
@anandaraul5003 Жыл бұрын
But I am astonished ,Nabin Das ji is preaching and creating awareness through this episodes perhaps since last one decade but strange why it effects nothing to odia people rather this existing govt is increasing its popularity day by day why?It is because of rise of so many Mirjafar and hot competition among them to be the best Mirjafar before the chief commander . Beware of these personality and save Odisha.
@gayadharpatra3233
@gayadharpatra3233 Жыл бұрын
Sir, I am a regular viewer of Nirbhay gumar katha. Particular report for Odisha politics is so great views.Thanks .
@pkmishra6256
@pkmishra6256 Жыл бұрын
Absolutely correct👍🏾
@dillipkumarswain5649
@dillipkumarswain5649 Жыл бұрын
Sir, Srimayee Mishra BJD ra cheer girl bhalia laguchhi
@bijayakumarmohanty8180
@bijayakumarmohanty8180 Жыл бұрын
ବିଜେଡି ମନତିମାନେ ମାଇଆ ।
@bijayakumarmohanty8180
@bijayakumarmohanty8180 Жыл бұрын
7
@Odiaranjan848
@Odiaranjan848 Жыл бұрын
Good speech sir
@manojkumarsaint7803
@manojkumarsaint7803 Жыл бұрын
Jay Shree Jagannath 🙏🙏🙏
@rajeshbehera939
@rajeshbehera939 Жыл бұрын
ସାର୍, ଆଉ ଟିକେ ନିଶ ଓ ବାଳ ବଢେଇ ଦିଅନ୍ତୁ ପୁରା ଲାଲକୃଷ୍ଣ ଆଡଭାନୀ ଭଳି ଦେଖାଯିବେ।
@rajendrarajput8469
@rajendrarajput8469 Жыл бұрын
Jay Shree Jagannath Swami
@Jayprakash-tp7sn
@Jayprakash-tp7sn Жыл бұрын
Top level Analysis,,,,,
@saumyakantsingh8480
@saumyakantsingh8480 Жыл бұрын
ସୁନ୍ଦର ଉପସ୍ଥପନା। ପ୍ରୟଜିତ ନୁହେଁ ତ?😅😅😅
@pradeeppattanayak1723
@pradeeppattanayak1723 Жыл бұрын
Many thanks for your description
@prashantakumarmohapatra4341
@prashantakumarmohapatra4341 Жыл бұрын
ଦାମ ରାଉତ ଙ୍କ ବିସୟରେ କିଛି କୁହନ୍ତୁ
@kailashrana5820
@kailashrana5820 Жыл бұрын
ଓଡ଼ିଶାର ଦୁର୍ଭାଗ୍ଯ ଯେ ବିରୋଧୀ ଦଳର ଯୋଗ୍ଯତା ଅଭାବ ରୁ ଅଣ ଓଡିଆ ନବୀନ ଦୀର୍ଘ ଦିନଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସୁଛନ୍ତି ।କ୦ଗ୍ରେସ ସମୟରେ ଲୋକେ ଏତେ ନିର୍ଯ୍ୟାତନା ପାଇଛନ୍ତି ଯେ ନାହିଁ ମାମୁ ଠାରୁ କଣା ମାମୁଙ୍କ ଶାସନ ଭଲ ବୋଲି ଧରିନେଇଛନ୍ତି । ବିଜେପି ର ଓଡିଶାରେ ଟାଣୁଆ ନେତା ସୃଷ୍ଟି ହୋଇପାରୁନାହାନ୍ତି କେନ୍ଦ୍ର ବିଜେପି ଯୋଗୁଁ । କେନ୍ଦ୍ର ବିଜେପି ର ଓଡିଶା ପ୍ରତି ଦାନ ଅତୁଳନୀୟ ମାତ୍ର ନେତା ଟିଏ କରାଇ ପାରି ନାହାନ୍ତି ଯେ କି ସଠିକ୍ ଟକ୍କର ଦେଇ ପାରିବ ଓଡ଼ିଆ ରେ କହିପାରୁନଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ । ଅବଶ୍ୟ ସ୍ବଚ୍ଛତା ଦୃଷ୍ଟିରୁ ତିଷ୍ଠି ପାରିଛନ୍ତି ନହେଲେ ରାଜନୀତି ଜାଣି ନଥିବା ସଚିବ ମାନଙ୍କ ଉପରେ ନିର୍ଭର ଶୀଳ ଲୋକଟି କଣ ପଚିସବର୍ଷଧରି କ୍ଷମତା ରେ ଥାନ୍ତେ ! ବାପାଙ୍କ ର କର୍ମର ଫଳ । କିନ୍ତୁ ଜନତା କିଛିବିଜେଡି ର କର୍ମୀ ଓ ସରକାରୀ କର୍ମଚାରୀମାନଙ୍କ ଦ୍ବାରା ଶୋଷିତ ହୋଇ ଆସୁଛନ୍ତି ।କର୍ମର ଫଳ ଅବଶ୍ୟ ସମସ୍ତଙ୍କୁ ଭୋଗିବାକୁ ପଡୁଛି ଏବଂ ପଡିବ ମଧ୍ୟ ।ଧନ୍ୟବାଦ । ପାଗଳଟାଏ ।
@sankarnathmaharana7859
@sankarnathmaharana7859 Жыл бұрын
ଆପଣ କଥା ବି ଠିକ କିନ୍ତୁ ଲୋକଙ୍କର ବି ଉତ୍ତର ଦାୟିତ୍ୱ ଅଛି ସେକଥା ବି ଭୁଲିଗଲେ ହବନି
@pitamberparida8762
@pitamberparida8762 11 ай бұрын
ନୂଆ ନେତା ଆସିଲେ ଚେୟାର ଆନନ୍ଦରେ ପକାଇବେ, ଓ ଟେଣ୍ଟ ମଧ୍ୟ ଯୋରରେ ଭିଡିବେ, ଏଣୁ ନୂଆ୍ଁ ନେତା ବାଛିଲେ ଭଲ ହେବ।
@kapuranaik3738
@kapuranaik3738 Жыл бұрын
Ok good
@jagannathpanigrahi5286
@jagannathpanigrahi5286 Жыл бұрын
ପ୍ରଥମେ ୫ ଜଣ ଥିଲେ, ରାମକ୍ରୁଷ ପଟ୍ଟନାୟକ ଆଉଜଣେ।
@sibaprasaddash4386
@sibaprasaddash4386 Жыл бұрын
Dama rout gote cartoon
@bhagabanpradhanbhagabanpra5497
@bhagabanpradhanbhagabanpra5497 Жыл бұрын
Very beautiful , very rightful.
@nareshdash3796
@nareshdash3796 6 ай бұрын
ନବୀନ ବରଡା ଏଥର ଖସିଲା ।
@sibaprasadpatra4402
@sibaprasadpatra4402 Жыл бұрын
Nabin das, badhia acting karucha.
@sagarsamantasinghara59
@sagarsamantasinghara59 Жыл бұрын
Sundar upasthapana, dhanyabad, aparajita nku jadi power dia huanta pandian nku langala karidiante
@banditabarik2872
@banditabarik2872 Жыл бұрын
Excellent representation sir. Aparajita mam is the fittest candidate for CM. in Odisha. Shree Mayee mam stands where Aparajita mam contest. It is not good where Sachivs are all & MLAs are less powerful.
@srikantamohanty4214
@srikantamohanty4214 Жыл бұрын
Bihari is fit for Bihar CM
@bijaypasupalak4630
@bijaypasupalak4630 Жыл бұрын
Lxyanygzgattgtjttt
@jibardhannaik7039
@jibardhannaik7039 Жыл бұрын
Thankyou Nabin das
@basantapattnaik7812
@basantapattnaik7812 Жыл бұрын
ପ୍ରଣାମ ସାର 🙏🌹
@ganesji8283
@ganesji8283 Жыл бұрын
ଓଡିଶାରଭୋଟରଭାଇଓଭଉଣୀମାନେ ଗଓଡଆଣଇଆ ସେମାନଙ୍କ ବିଚାରଧାରା ବୋଲି କିଛିନାହିଁ ଏଣୁ ଆମ ଓଡ଼ିଶା ର ଅବସ୍ଥିତି ଏହା‌ ବିରାଟବଳରେ କିଚକରଜା କେବଳ ଆମକୁ ଜଗନ୍ନାଥ ଭରସା
@practicalexperiments5009
@practicalexperiments5009 Жыл бұрын
1 crore likes 👍 👌 ♥️ ❤️
@ProfSukdevNayak
@ProfSukdevNayak 6 ай бұрын
ଓଡିଆ ଢଗ ଠିକ୍ ଭାବେ ଉପସ୍ଥାପନା କରାଯାଇନି। "ତଳ ବରଡା ଖସୁଛି, ଉପର ବରଡା ହସୁଛି, ମଝି ବରଡା ଥାଇ କହୁଛି ମୋ ଦିନ କାଳ ଆସୁଛି। "
@bhabanemallick1801
@bhabanemallick1801 Жыл бұрын
Excellent. Sir
@rabindranath2244
@rabindranath2244 6 ай бұрын
ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ର କରି ସମସ୍ତ ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ବାହାର କରିଛନ୍ତି। ତେଣୁ ଓଡ଼ିଶା ବାସୀଙ୍କୁ ସଚେତନ ହେବାକୁ ପଡିବ
@bhabanisankarpanda6999
@bhabanisankarpanda6999 Жыл бұрын
ଭଲ ମୋନ ବୁଝାଉଛନ୍ତି , କର୍ମୀ ଧକା ମାରି panchayat ରୁ ବିଦା କରୁଛନ୍ତି ,1ଟେ ଭଲ ନେତା ନହାନ୍ତି ଜିୟ ଜିତି ପାରିବେ ,ଆପଣ ମୋନ ବୁଝାଉଛନ୍ତି
@AmrutDash
@AmrutDash Жыл бұрын
ଆଗାମୀ ମୁଖ୍ୟମନ୍ତ୍ରୀ ମାଡାମ ଅପରିଜିତା
@alekhabehera3259
@alekhabehera3259 Жыл бұрын
ବିରୋଧ ଙ୍କ ର କୌଣସି ପ୍ରସଙ୍ଗ ନଥିବାରୁ 5ଟି ସଚିବ ଙ୍କ ବିଷୟରେ ଅଯଥା ପ୍ରସଙ୍ଗ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ତାଙ୍କର ନିଜସ୍ବ କ୍ଷମତା ସେ କାହାକୁ ପଠାଇବେ ସେ ପ୍ରୟୋଗ କରିବେ
@KpPatro-kf2eo
@KpPatro-kf2eo Жыл бұрын
Good. Sir. BJD. Goon. To. Orissa. C m. Nobino. Arrest. 2024.
@suryakantasahoo5526
@suryakantasahoo5526 Жыл бұрын
Sir namaskar
@bharatdas318
@bharatdas318 Жыл бұрын
tala barada khase ba khasuchi , upara barada hasuchi, majhi barada kahuchi , mo belakala aasuchi , nadiaa gachha.
@janardanpanda5378
@janardanpanda5378 Жыл бұрын
ଆପଣ ଠିକ୍ କହୁଛନ୍ତି ସାର୍ ବିଜୁ ଜନତା ଦଳ ଭିତରେ ଆରମ୍ଭରୁ ଏପରି ଚାଲିଛି ଆଉ ଆଗକୁ ହେଉଛି ଦେଖିବାକୁ ବାକି ରହିଲା
@bhubanewardharua9631
@bhubanewardharua9631 Жыл бұрын
ସବୁ ସତ କଥା l
@prasantakumarswain3419
@prasantakumarswain3419 Жыл бұрын
ବରଡ଼ା ଢଗ ଟି ପ୍ରଥମେ ଓଲଟା କହିଲେ। ତଳ ବରଡ଼ା ଖସୁଛି, ଉପର ବରଡା ହସୁଛି ମଝି ବରଡା ଥାଇ କହିଲା ତୋ ଦିନ କାଳ ଆସୁଛି ।
@manasgiri580
@manasgiri580 Жыл бұрын
Dr dama babu onley A karjya kalap ku Accept karichanti
@bhabagrahimohanty8163
@bhabagrahimohanty8163 3 ай бұрын
How couldyou know
@Sambhunath_Patra
@Sambhunath_Patra Жыл бұрын
Jay Jagannath Happy Rathyatra sir
@CHINMAYA683
@CHINMAYA683 Жыл бұрын
ତମେ ବିଜେପିରୁ ପଇସା ନେଇ ଏଭଳି ଅପ୍ରାସଙ୍ଗିକ ପ୍ରସଙ୍ଗରେ ମିଛ ଆଲୋଚନା କରୁଛ, ଆଉ କିଛି ଅଣ୍ଡଭକ୍ତ ତାଳି ମାରୁଛନ୍ତି, ଭାରି ଭଲ ଲାଗୁଛି ତମକୁ
@ratnasubhalaxmisahoo8767
@ratnasubhalaxmisahoo8767 Жыл бұрын
We want a cm candidate declared bjp,Aparajita sarangi,then happens stroke Nabeen patnaik ,pandian,Babi das,then everything plan....
@mahanicharanpradhan8033
@mahanicharanpradhan8033 Жыл бұрын
Wah..... Kya baat hai ! Marvellous analysis, strategically done. Day-to-day discussion in our personal forum is reflected in the today's presentation in "ଗୁମର କଥା". Thanks a lot. 👍
@prasantasethy2356
@prasantasethy2356 Ай бұрын
Weat for time The next cm leady aprajita sarangi
@sanjibpradhan6954
@sanjibpradhan6954 Жыл бұрын
ଭସସ୍ମା ସୁର ନିଜେ ନିଜକୂ ଭଷ୍ମକରୀ ଥିଲା, ବିଜେଡି ଵି ନିଜେ ମରିବ, ଭସ୍ମା ସୁର ବାହାରି ଲାଣି
@pitamberparida8762
@pitamberparida8762 Жыл бұрын
ପାଣ୍ଡିଆ ନ ସର୍ବେ ସର୍ବା।
@prasantakumarnayak2625
@prasantakumarnayak2625 Жыл бұрын
🙏🙏🙏🌺🌺🌺
Это было очень близко...
00:10
Аришнев
Рет қаралды 4,3 МЛН
Help Me Celebrate! 😍🙏
00:35
Alan Chikin Chow
Рет қаралды 86 МЛН
버블티로 부자 구별하는법4
00:11
진영민yeongmin
Рет қаралды 20 МЛН
Nabin Nka Charcha With Pipili MLA (BJP) Ashrit Pattnaik
38:23
Это было очень близко...
00:10
Аришнев
Рет қаралды 4,3 МЛН