OSSSC FG,Forester & LSI Result Issuesସବୁ ପରୀକ୍ଷାରେ କାହିଁକି ଏମିତି?All About Corruption/Save Aspirant

  Рет қаралды 61,122

Chinmaya Panda

Chinmaya Panda

Күн бұрын

କଣ ସତ କଣ ମିଛ ଆମେ ଜାଣି ନାହୁଁ କିନ୍ତୁ ଆମେ ଯାହା ଦେଖୁଛୁ ବା ଶୁଣୁଛୁ ତାହାର ସ୍ପଷ୍ଟତା ଆମକୁ ଦରକାର । ଏଠି ବହୁତ ପିଲା ଦିନ ରାତି ପରିଶ୍ରମ କରୁଛନ୍ତି , ତେଣୁ ସେମାନଙ୍କର ପରିଶ୍ରମର ଫଳ ହେଉଛି ପରୀକ୍ଷାର ମାର୍କ । ତେଣୁ ସମସ୍ତଙ୍କୁ ଦିଆଯାଉ। ତଥାପି ନିଜର କର୍ତ୍ତବ୍ୟ କରନ୍ତୁ ନିଜେ କଠିନ ପରିଶ୍ରମ କରନ୍ତୁ ବାକି କଥା ସରକାର ନିଶ୍ଚୟ ଶୁଣିବେ ବୋଲି ମୋର ଆଶା । କେଉଁଟା ଠିକ ଆଉ କେଉଁଟା ଭୁଲ ତାହା ତଦନ୍ତ କଲେ ଜଣା ପଡିବ। ମୁଁ ଏଠି କଠିନ ପରିଶ୍ରମ କରି ଚାକିରି ପାଇଥିବା ପିଲାଙ୍କୁ ସାଧୁବାଦ ଜଣାଉଛି। ସମସ୍ତେ ଖରାପ ନୁହଁନ୍ତି କିନ୍ତୁ ଜିଏ ଖରାପ ତାଙ୍କୁ ଧରା ଯାଉ । ଧନ୍ୟବାଦ
Hello Students. I’m Chinmaya Panda. On my channel, you will find competitive Exam Classes. I love to teach and sharing my experiences with you. Subscribe to see more classes like Mathematics, Reasoning, General Knowledge, Current Affairs, Computer Awareness etc on your feed! Join
Telegram Channel For All PDFs and Updates.
Telegram Channel:- t.me/Chinmaya_Sir
Twitter: @Chinmaya_panda1
Instagram: CHINMAYA_PANDA_SIR
LIKE SHARE SUBSCRIBE

Пікірлер: 846
@shubhambehera6487
@shubhambehera6487 8 күн бұрын
We want justice... Raw score Normalised score Final score Darakar aamor...
@rostlyx6930
@rostlyx6930 8 күн бұрын
@@shubhambehera6487 percentile score hi normalised score amoku ebe baas raw score darkar .. jemiti bank 🏧 🏦 exam he heithila
@TravelwithBKM96
@TravelwithBKM96 8 күн бұрын
Raw score with date & shift
@homundaaarsi9489
@homundaaarsi9489 8 күн бұрын
All my guys please tweet to Education minister before 10 September on this issue, ମୁଁ ଆସୁଛି ୧୦ ତାରିଖ ସେପ୍ଟେମ୍ବର ୨୦୨୪, ସମସ୍େତ ଆସନତୁ।।।।
@sunilkumartiyu5834
@sunilkumartiyu5834 8 күн бұрын
@jatinkumarnayak123
@jatinkumarnayak123 8 күн бұрын
Sure jiba sabu
@sandipjena3369
@sandipjena3369 8 күн бұрын
Tweet karajau
@gopinathmeher1541
@gopinathmeher1541 8 күн бұрын
ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ସରକାର ଉଚିତ ଦଣ୍ଡ ଦେଉ ନାହାନ୍ତି l କାରଣ ସେମାନଙ୍କ ଜରିଆରେ ନେତା, ମନ୍ତ୍ରୀ ଓ ଅଫିସର ମାଲେମାଲ l ଆମେ ଛଟପଟ ହେଉଛି କିନ୍ତୁ କିଛି ଲାଭ ନାହିଁ l ସବୁ ଦିନ ଭିଜିଲାସନ୍ସ ଦ୍ୱାରା ଧରାପଡ଼ୁଛନ୍ତି ହେଲେ କଣହେଳା, ଦୁଇଚାରି ଦିନ ପରେ ପୋଲିସ କବଳରୁ ବାହାରି ପଡୁଛନ୍ତି l ଧନ୍ୟହେ ସରକାର ଧନ୍ୟ ତୁମର ନିୟମ l ସରକାର ବାଂଲାଦେଶ ପରିସ୍ଥିତିକୁ ନିମନ୍ତ୍ରଣ କରୁଛନ୍ତି l ବିଜେଡି ଯାହା ବିଜେପି ତାହା....................... 🙏🏻
@susantakumarsenapati9752
@susantakumarsenapati9752 8 күн бұрын
ଫାଶୀ ଦରକାର
@Xuy788
@Xuy788 8 күн бұрын
କଂଗ୍ରେସ ବି ତାହା ଉଦାହରଣ କର୍ଣ୍ଣାଟକ... କେବଳ ହିଁ କେବଳ ଘୋମାଘୋଟ ଆନ୍ଦୋଳନ ଦରକାର
@sbkumar15
@sbkumar15 7 күн бұрын
ସାଧାରଣ ଜନତା ଭକୁଆ ଆଉ , ଆମେ ମାନେ ଏପରି ହିଁ ଦାରିଦ୍ର୍ୟ ରହିବା... ଆଉ କଣ କରି ପାରିବା କ୍ଷମତା , ଆଇନ ତାଙ୍କ ପାଖରେ ଅଛି....
@Xuy788
@Xuy788 6 күн бұрын
ବିଜେପି ସାବଧାନ, କେନ୍ଦ୍ର ସରକାର ଭଳି ଯେପରି RAILWAY, SSC, CGL ଭଳି TCS, Infosys exam କରନ୍ତୁ... ନହେଲେ ଦୁର୍ନୀତି ହିଁ ହେବ ଆଉ ବିଜେପି ବିଜେଡି ଭଳି 2029 ରେ ସଫା ହେବ...
@Mohan_bhai.
@Mohan_bhai. 8 күн бұрын
ନୂଆଁଖାଇ ଜୁହାର 🙏🙏🌾🌾❤️❤️❤️ ଆପଣଙ୍କ ପରିବାର ସୁଖ ସମୃଦ୍ଧି ପାଇଁ ମା ମାଣିକେଶ୍ବରୀ ଙ୍କ ପାଖରେ ପ୍ରାର୍ଥନା
@lingarajpattanayak5068
@lingarajpattanayak5068 7 күн бұрын
Nua khai 🙏🙏
@khakankumargiri341
@khakankumargiri341 8 күн бұрын
ସେମାନେ ନାମକୁ ଶିକ୍ଷିତ କେବଳ କାଗଜ କଲମରେ। ଯଦି ପ୍ରକୃତ ଶିକ୍ଷିତ ହୋଇଥାନ୍ତେ ଏମିତି କରି ନଥାନ୍ତେ।
@GangadharMajhi-wt6tj
@GangadharMajhi-wt6tj 8 күн бұрын
Nuakhai ra samastanku anek anek abhinandan 🎉🎉🎉🎉
@pratapchandrakumbhar9937
@pratapchandrakumbhar9937 8 күн бұрын
Nuakhai Juhar 🙏
@sudeepgamango6616
@sudeepgamango6616 8 күн бұрын
😂😊
@jitukumar889
@jitukumar889 8 күн бұрын
ସମସ୍ତ ଙ୍କୁ ମୋର ନୂଆଁଖାଇ ର ଜୁହାର 🌸🌼💮🙏🙏🙏
@bisuvlogs2449
@bisuvlogs2449 8 күн бұрын
ନୂଆଖାଇ ଗଣପର୍ବ ର ଶୁଭେଚ୍ଛା ଓ ଶୁଭକାମନା ସମସ୍ତଙ୍କୁ ମୋର ଅଭିନନ୍ଦନ, ଗୁରୁଜନ ମାନଙ୍କୁ ମୋର ପ୍ରଣାମ 🙏 ଜୟ ମା ସମଲେଇ ଜୟ ମା ସୁରେଶ୍ବରୀ
@pratapchandrakumbhar9937
@pratapchandrakumbhar9937 8 күн бұрын
Nuakhai juhar 🙏
@ramunelapu5878
@ramunelapu5878 8 күн бұрын
Corruption somaj re subhechha, surecha au kuvade
@PixXl-i1k
@PixXl-i1k 8 күн бұрын
I ❤ sumblpuri Baja 1no
@nirmalchandranayak3156
@nirmalchandranayak3156 8 күн бұрын
100% right,Sir.❤❤❤❤❤
@PriyankaBehera-w8h
@PriyankaBehera-w8h 8 күн бұрын
OSSC, OSSSC ଆଗ ନିଜ ସାହି ପଡିଶା ଙ୍କୁ ଆଗ ସରକାରୀ ଚାକିରୀ ଦେଇ ସାରିଲେ ତା ପରେ ଆମ ସାଧାରଣ ପିଲାଙ୍କ କଥା ବୁଝିବେ
@sushanta_rout
@sushanta_rout 8 күн бұрын
Right ✅️ 😢
@manvi555-Laxmi
@manvi555-Laxmi 8 күн бұрын
You are a great teacher apana nka katha suniki sir patha padhibaku ichha hua...... Mu jauthi b chhota hau ki bada hau chakiri te kale jibana re kebe b lancha nebini kanhi ki na mo guru apana mate thik bata apana dekhaichanti🙏🏻
@prakashpradhan3428
@prakashpradhan3428 8 күн бұрын
Recruitment aasu boli protest Exam heu boli protest Result keve bahariba ta pain protest Vul result pain protest Dhanya osssc , dhanya tuma lila Osssc malamal, hairan heuchhanti pila.
@satyabratatarai8537
@satyabratatarai8537 8 күн бұрын
@@prakashpradhan3428 kn kariba kuha tame
@crezysandha1002
@crezysandha1002 8 күн бұрын
Wah bhai wah.....😂
@satya9553
@satya9553 8 күн бұрын
Bhai joining letter pain bi protest
@akshaypradhan40
@akshaypradhan40 8 күн бұрын
Osssc re thiba pratyek karmchari ias OAS chota bada sabu Jane Jane nardama ra kita....
@bikashmallick1277
@bikashmallick1277 8 күн бұрын
ଭାଇ central exam ଦିଅ
@soumyarrout4576
@soumyarrout4576 8 күн бұрын
Sir ଯଦି ଇଣ୍ଡିଆ ର independence ଟାଇମ ରେ ଥାନ୍ତେ ତାହେଲେ କହିଥାନ୍ତେ, ବ୍ରିଟିଶ ମାନେ ଅଧିକ ପାଠ ପଢ଼ିଛନ୍ତି ତେଣୁ ସେମାନେ ଭାରତ କୁ ଶାସନ କରନ୍ତୁ
@anupworld7231
@anupworld7231 8 күн бұрын
😂😂😂😂
@itzjitenmbj
@itzjitenmbj 8 күн бұрын
ଶାନ୍ତି ପୂର୍ଣ୍ଣ ଭାବରେ ସମସ୍ତେ 10 Sep ରେ OSSSC OFFICE ରେ ଯୋଗ ଦେବା😮😮😮❤❤❤
@debasishmohanty5390
@debasishmohanty5390 8 күн бұрын
Ei sabu KZbin patha padheiba Master mana nku sangre nei ku jaantu... na Hele e mana nku sabu boycott karantu
@PravatkuPany
@PravatkuPany 8 күн бұрын
Ok jiba
@BiswajitStudyIQ
@BiswajitStudyIQ 8 күн бұрын
Okay ଚାଲ
@jatinkumarnayak123
@jatinkumarnayak123 8 күн бұрын
Sure jibi
@radheshyammajhi4153
@radheshyammajhi4153 8 күн бұрын
ବାହାର ହୋ
@debendraseth4498
@debendraseth4498 8 күн бұрын
Sir ନମସ୍କାର 🙏 , ସମସ୍ତ ଭାଇ ଭଉଣୀ ମାନଙ୍କୁ ଆମ ପଶ୍ଚିମ ଓଡ଼ିଶା ର ମହାନ ଗଣପର୍ବ ପବିତ୍ର ନୂଆଁଖାଇ ଜୁହାର 🙏
@chandanpani9078
@chandanpani9078 8 күн бұрын
Hat's off to your simplicity & unbiased way of approach for solution 🙏🙏🙏. You are the only one who 1st time speak about the Deserving hard work students. How much effort they put to get this position only they knows. if there is any corrupted candidate they should be out from the list & new student should be taken according to rank. It's my point of view. Thank you so much Sir 🙏 I always appreciate your simplicity & follow it ❣️.
@Learneasily21
@Learneasily21 8 күн бұрын
Before 5 day i also think protest haba darkar... RI, ICDS one day or offline exam hba darkar But now everybody talking about reexam .. ebe mana dukha huchi ... Yaku hi kuhanti bad luck Ete kasta re ra thare huchi sethre puni reexam... Puni 1 yr waste .... KOU CORRUPTION HABANI JE JEXT THARA EXAM HELE AJI JAE ODISHA OR KOU B STATE RA EXAM WITHOUT CORRUPTION RE HENI ...agaku b sure habani Job nabare achi ta sei corruption re b padha au nia .... No option
@creatorbiswanath
@creatorbiswanath 8 күн бұрын
Jai maa samalei🙏 Sir mora apananku nuakhai juhar🙏🙏
@letstartAspirants
@letstartAspirants 8 күн бұрын
| | ନୂଆଁଖାଇ ଜୁହାର 🙏|| ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
@Sashieducare
@Sashieducare 8 күн бұрын
🙏🙏🙏
@STUDYINSU
@STUDYINSU 8 күн бұрын
🙏🙏🙏
@itzjitenmbj
@itzjitenmbj 8 күн бұрын
ଓଡ଼ିଶାକୁ କାହିଁକି ଖଣ୍ଡ ଖଣ୍ଡ କରୁଛ🙏ନୂଆଁ ଖାଇ କଣ ଆମ ମାନଙ୍କର ଗଣପର୍ବ ନୁହେଁJAY JAGANNATH ⭕‼️⭕
@letstartAspirants
@letstartAspirants 8 күн бұрын
@@itzjitenmbj No ଏ ପର୍ବ ସମସ୍ତଙ୍କର ହେଲେ ପଶ୍ଚିମ ଓଡ଼ିଶାର ଲୋକ ହିଁ ବେଶୀ ପାଳନ କରସତ ଅନ୍ୟ ଆଡ଼େ ବହୁତ କାମ
@itzjitenmbj
@itzjitenmbj 8 күн бұрын
20 ବର୍ଷ ହେବ/ମୋ ଜନ୍ମରୁ ଏ ପର୍ବ ଆମ ଅଞ୍ଚଳରେ ପୁରା ଧୁମ୍ ଧାମ ରେ ପାଳନ ହେଉଛି। You are wrong bro 🙏Plz... edit your COMMENT BUYCUT(ପଶ୍ଚିମ) Thank You 💞 God bless you ❤️
@user-oo1gm3qn3n
@user-oo1gm3qn3n 8 күн бұрын
Thanks for it sir it is high time for students to unite in order to stop corruption..
@pabitramohansahoo2145
@pabitramohansahoo2145 8 күн бұрын
100% ରୁ 90% ପିଲା ଯଦି ପରିଶ୍ରମ କରିକି ପାଇଥାନ୍ତେ ତାହେଲେ ଆମକୁ କିଛି ଲାଗନ୍ତା ନି, ଏଠି ପୁରା ଓଲଟା ହୋଉଛି exam ସରିବା ପରେ କଣ ଗୋଟେ percentile method ଲଗେଇଦେଲେ ଆଗରୁ ପିଲା ମାନଙ୍କୁ ଜଣେଇ ନାହାନ୍ତି exam ସରିଲା ପରେ କଣ ତାଙ୍କ ମନ. ଏଡା corruption ର mindset ନୁହେଁ ତ ଆଉ କଣ sir 🤔
@anupworld7231
@anupworld7231 8 күн бұрын
1st notification asila normalisation haba ... Minus mark count haba .. but percentile kariki dhoka dele
@parshurambarik1763
@parshurambarik1763 8 күн бұрын
ସାର୍ ଆପଣ direct ନ କହିଲେ ବି indirectly କହିଲେ କି corruption ହଉଚି, ଆପଣ govt department re ଅଛନ୍ତି ଆପଣ govt against re କହିବା ବି ଠିକ୍ ହେବ ନି , ଆପଣଙ୍କ ଜାଗା ରେ ମୁଁ ବି ଥିଲେ ସରକାର ଙ୍କ ଦୋଷ କୁ ଘୋଡାଇ ବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ଆପଣଙ୍କୁ ମୋର ଗୋଟିଏ ଅନୁରୋଧ ଯେଉଁମାନେ peo re -7 rakhi 8 ମାସ ଭିତରେ ଲକ୍ଷ ଲକ୍ଷ ପିଲାଙ୍କ ଭିତରୁ top ରେ ରହୁଛନ୍ତି ତା ପଛର ରାଜ୍ କଣ। ତାଙ୍କର competitive exam କୁ qualify karibar strategy kn ଥିଲା ସେ ବିଷୟ ରେ ଆପଣଙ୍କ channel re interview nele ama ପାଇଁ ପ୍ରେରଣା ଦାୟକ ହୁଅନ୍ତା....🙏🙏🙏 ଆଉ ଯେଉଁମାନେ 10th,+2 re below 50% ରଖି ବି topper ହେଇଛନ୍ତି ସେମାନଙ୍କ ର ବି interview ନିଅନ୍ତୁ ସାର୍।🙏🙏🙏 ଯଦି ମୋ msg ku ଦେଖୁ ଥାଆନ୍ତି ତାହେଲେ ଆପଣଙ୍କ reply re ରହିଲି.....🙏🙏🙏
@anupworld7231
@anupworld7231 8 күн бұрын
Right
@gangagouda5553
@gangagouda5553 8 күн бұрын
Bhai kaha ku kebe kamjor bhabani​@@anupworld7231
@sushilapradhan345
@sushilapradhan345 8 күн бұрын
Bro 10th ,+2 re Kam mark rakhiki kete bada bada IAS,OAS hei chanti bhai . Always topper students hin topper hebe eita nuhan . Actually job bikri heuchi seita kuha . 10th,+2 re kam mark rakhi thiba pila kebe b job paibani epori dharana bhul , job bikri heuchi seita kuha
@parshurambarik1763
@parshurambarik1763 7 күн бұрын
@@sushilapradhan345 ମୁଁ ତ କହୁନି ଜଣେ 10th,+2 re kam mark ରଖି ଥିବା ପିଲା govt job ପାଇବ ନି ବୋଲି , just pass pila bi IAS, IPS ହେଇଛନ୍ତି। Bt mun ଜାଣିବାକୁ ଚାହୁଁଛି ସେଇ ପିଲାଙ୍କ strategy kn ଥିଲା ଯାହା ମୁଁ follow Kariba ku ଚାହେଁ। Job ବିକ୍ରୀ ହଉଛି କି ନାହିଁ ସେଇଟା ସମୟ କହିବ, kete ଟଙ୍କା ରେ କେତେ ଦଲାଲ୍ ଆଉ କିଏ କିଏ ସବୁ involve ଅଛନ୍ତି। Bt ସେସବୁ କୁ ମୁଁ ଜାଣିବାକୁ ଚାହୁଁନି।
@Jagat_Sahoo1
@Jagat_Sahoo1 8 күн бұрын
Sir, ସବୁ ପିଲାଙ୍କୁ ଟିକିଏ କୁହନ୍ତୁ ସମସ୍ତେ 10 ତାରିଖ ରେ ଏକାଠି ହେବେ OSSSC office ରେ ଯାଇ ପହଞ୍ଚିବେ, ଆମେ ଶାନ୍ତି ର ସହ ଆନ୍ଦୋଳନ କରିବା ଯାହା ଦ୍ଵାରା ଆଗକୁ ଆସୁଥିବା ପରୀକ୍ଷା ସ୍ବଚ୍ଛତା ହେଇପାରିବ
@sumantananda4486
@sumantananda4486 8 күн бұрын
@@Jagat_Sahoo1 ଭାଇ ଆନ୍ଦୋଳନ ସେ ପର୍ଯ୍ୟନ୍ତ ହେବା ଦରକାର ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ | ଖାଲି ଦାବିପତ୍ର ଦେଲେ ହେବନି | ଦାବିପତ୍ର ଦେବା ଆନ୍ଦୋଳନ ନୁହେଁ |
@DemonVirous
@DemonVirous 8 күн бұрын
​@@sumantananda4486 Bhai tora age paleiba protest kariki😅😅..
@HelloINd
@HelloINd 8 күн бұрын
ଭାଇ ଆନ୍ଦୋଳନ ହେବା ସହ କିଛି ପିଲା ସେଦିନ ଯାଇ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ବି ଭେଟିଲେ ଭଲ ହୁଅନ୍ତା। କାହିଁକି ନା osssc ଆମକୁ ଗେଟ୍ ଭିତରେ ପୁରାଇ ଦେଉନି। ପୁଲିସ ଆସି ଧମକାଉଚି।
@manoramarauta3822
@manoramarauta3822 8 күн бұрын
ସତ କଥା କହିବାକୁ ଗଲେ ଯଉ ମାନେ କଷ୍ଟ କରିକି ରାତି ଦିନ ଏକ କରିକି ପଢିବା ପିଲା ଯେମିତି ପାଉ ନାହାନ୍ତି କିଛି କଷ୍ଟ ନ କରିକି ପିଲା ପଇସା ଦେଇକି ପାଉଛନ୍ତି ଏବେ ପଇସା ଥିବା ପିଲା ହିଁ job ପାଇବେ ନା କଣ ଗରିବ ପିଲା ଏଠି ବଳି ପଡୁଛନ୍ତି
@gayatrips9404
@gayatrips9404 8 күн бұрын
Amo sir jaha kohile sabu Right...amo sir always right 🙏 thank you sir..❤🙏
@muodiadebarajsirofficials2211
@muodiadebarajsirofficials2211 8 күн бұрын
Sir prabhav padibani kemiti kahuchnti apan .. Gote pila sep 20 re exam dava aou gote pila oct 20 re exam deva.. Sir one month ra gap.. Jadi ati kam re per day 2 set practice jane kariba one month 60 set... Sir definitely se pilati agaua rahiba jie oct 20 re exam deva esabu bhul sir... Mor etiki anuradha. Exam online hau ki offline hau chaliba kintu one day one shift re haba darakar sabu pila same question same date re exam daba abasyaka sir ethi prati dhanya diajau...
@king-virat2.0
@king-virat2.0 8 күн бұрын
Right
@rosy657
@rosy657 7 күн бұрын
Ri exam sept -20 ru oct -20 confirm?? Na extend haba??
@fagurammohanta4343
@fagurammohanta4343 8 күн бұрын
ସାର୍ ଆପଣ ଜଣେ ଶିକ୍ଷକ ଗୋଟେ ପିଲା ପ୍ରଥମ ଶ୍ରେଣୀ ରୁ ପଢ଼ି ପଢ଼ି ଆସୁଛି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଟେଷ୍ଟ ପରୀକ୍ଷାରେ ଫେଲ କିନ୍ତୁ ଫାଇନାଲ ଟପ୍ପର କେବେ ଆଶା କରାଯାଇପାରେ ପାସ୍ କରିପାରେ କିନ୍ତୁ ଟପ୍ପର ନୁହେଁ ଏ ହେଉଛି competitive exam sir.
@TheAbinashsahoo
@TheAbinashsahoo 8 күн бұрын
Emane kou real teacher ki..emane janibe?
@sasmitasahoo4960
@sasmitasahoo4960 8 күн бұрын
​@@TheAbinashsahoojie sikhauchanti jahathu sikhucha se heuchanti teacher ama bapa maa bi teacher okkk chintadhara re farak thae jmti tamara achhi
@ratnakarpuri9711
@ratnakarpuri9711 8 күн бұрын
Ri8​@@TheAbinashsahoo
@ankitminz1573
@ankitminz1573 8 күн бұрын
Competitive exam gute objective type exam... Aita nuha ki theory bases exam.. objective type re chahile bahut pila 100 out of 100 rakhi paribe..
@fagurammohanta4343
@fagurammohanta4343 8 күн бұрын
@@ankitminz1573 nije Rakhi paribo jadi rkhi paribo ajiku kouthi job korithanta ate exam deinothanta
@soumyaanuprash5403
@soumyaanuprash5403 8 күн бұрын
Offline mode re exam Actually thik thila sir.gotie dina re sara all odisha pila exam dau thile .aau eai exam re nische corruption heichi eta 95% sure mu.kahinki naa eta election period ra exam thila.
@debenkumar962
@debenkumar962 8 күн бұрын
Sir ଆପଣଙ୍କ class ku ଦେଖି ଦେଖି ମୁଁ selection ହେଇଛି but ସ୍ବଚ୍ଛତା ରହୁ ,,, ବହୁତ୍ ପରିଶ୍ରମ କରିଛି sir
@sumantananda4486
@sumantananda4486 8 күн бұрын
Sir ଜଣେ ହେଲେ ବିଶ୍ୱାସ କରିବୁ 100 ରୁ 100 ହେଲେ ବିଶ୍ୱାସ କେମିତି ହେବ | ସତ କହିବାକୁ ଗଲେ OSSSC ku online exam ଜଣା ନାହିଁ
@prasant6357
@prasant6357 8 күн бұрын
Are bhai percentile 100ru adhika b hei pariba
@Spani0560
@Spani0560 7 күн бұрын
Ama area re hei6i amiti ....4 ta pila ru 3 ta 100 rank vitare au gote pila 600 rank re achi....samaste gang dhariki kama karu6nti...
@Odisha.Compitative.Gurkul
@Odisha.Compitative.Gurkul 8 күн бұрын
U r right , sir ❤️❤️...90% deserving pila jou achhanti list re semane jemti suffer na heba darkar ....jie b corruption karichhi ta against re action niajau but hard work kari jie list re achhi tar kichhi problem na hau ....Au reexam kabe b Hebani , only RI exam offline & transparency ra saha heba eita rahiba amar demand 👍👍
@educationforall9442
@educationforall9442 8 күн бұрын
Osssc office କୁ କିଏ ନ ଜାଳିଲେ ନାହିଁ। ...ହେଲେ ମୁଁ ଛାଡ଼ିବିନି ...ନିଆଁ ଲଗେଇ ଦେବି..... Petrol ର ବ୍ୟବସ୍ଥା କରାଯାଇଛି 😡😡😡😡😡
@pradeepkumardas8409
@pradeepkumardas8409 8 күн бұрын
Sabash..m with u
@sorenrabi3964
@sorenrabi3964 8 күн бұрын
Chhodibu 😂
@jeyporetoka3562
@jeyporetoka3562 8 күн бұрын
​@@sorenrabi3964😂😂😂😂
@ankitminz1573
@ankitminz1573 8 күн бұрын
Boka choda ta sabu jagah re same comment copy paste kari pila manaku bhadkauchi... Rah kete chadibu tela lagai ki jai thibu
@dhanusoren7554
@dhanusoren7554 8 күн бұрын
Bombs pokei de😂😂😂, mu Malkangiri ru nei kori jauchi.
@pintujenapupun7215
@pintujenapupun7215 8 күн бұрын
We want justice..
@rashmiranjansarangi4630
@rashmiranjansarangi4630 8 күн бұрын
Agaru sunithili corruption bisayare kintu already dekhi sarilini. Jane pila jie bangladesh ra pm name janini kichhi knowledge nahin sea 139 rakhichhanti.jadi sea mo samnare exam debe tara adha b rakhi paribeni.
@bubulinaik6840
@bubulinaik6840 8 күн бұрын
We want justice
@pareshkumarbehera1483
@pareshkumarbehera1483 8 күн бұрын
ଜୟ ଶ୍ରୀଜଗନ୍ନାଥ*🙏ପ୍ରଣାମ ଗୁରୁଜୀ🙏 osssc forest Guard result re kichhi talamela nahi mane Full Corruption ❌
@royalck1
@royalck1 8 күн бұрын
Thank you for your support sir
@Robin-jw8wu
@Robin-jw8wu 8 күн бұрын
Sir exam strict kariba kotha pura right and 100 tanka lekha nia jau exam ku ...but 100 ru 90 % merit pilla 😢 sir eita Biswas bahare ...
@soumyashreepriyadarshini6576
@soumyashreepriyadarshini6576 8 күн бұрын
Sir thanks so much for supporting
@Shiva_creation85
@Shiva_creation85 8 күн бұрын
Love For Angul ❤❤
@sinoykhosla2506
@sinoykhosla2506 8 күн бұрын
Finally aponaka video asila sir 🙏
@Gudubhai12345
@Gudubhai12345 7 күн бұрын
Thank you so much sir.....ame kasta kariki merit list re asichu.....apanakara ehi suggestion ama mana ku peace dauchi....❤
@swostiiprav600
@swostiiprav600 8 күн бұрын
Thik katha kahicha Chinmay bhai Ame osssc officer nku nadhariki Ei loka pratinidhinku pachariba darkar Are emiti hele pura moral down
@sonu235
@sonu235 8 күн бұрын
Blessed to having a teacher like u❤❤🙏We love you sir😊
@user-uf7gl3ss8h
@user-uf7gl3ss8h 7 күн бұрын
ସରକାର ଚାକିରି ବିକ୍ରି ହେବା ପଛରେ ନବୀନ ପଟ୍ଟନାୟକ ର ହାତ ଅଛି
@tapansemerlia400
@tapansemerlia400 8 күн бұрын
Really Right Speaking Sir 💯👍❤Jesus Christ Bless You Sir 🙏🙏
@debendrabehera928
@debendrabehera928 8 күн бұрын
Please support the students ....
@BhawaniNag-lk2hl
@BhawaniNag-lk2hl 8 күн бұрын
Mu v select hoichi sir 🙏 apananka asirbad ru❤thanks🙏 sir 🥰
@QuickJobalert
@QuickJobalert 8 күн бұрын
Sir,nuakhai juhar mu 11 year hela competitive exam pain padhi asuchhi,mora age 35+year mu select heichhi FG re .Sir meritious pilamane asubidha re 9 padantu
@pintupangi9291
@pintupangi9291 8 күн бұрын
Love From Koraput 😊😊❤❤❤😊😊
@kaizen4133
@kaizen4133 7 күн бұрын
Peaceful Protest ❌️ Fight for Right ✅️
@jitukumar889
@jitukumar889 8 күн бұрын
ଧନ୍ୟବାଦ୍ sir bahut sundar ଭାବରେ କହିଲେ 🙏
@MK_47_M
@MK_47_M 8 күн бұрын
Sir apono pura thik kotha kohuchonti.... ❤❤❤❤ Thank you
@bhabanismohanta9685
@bhabanismohanta9685 8 күн бұрын
Yes sir ,we don't want the name selection merit list ,we want our secure mark list ,like B.ed exam.
@GkguruRoyal
@GkguruRoyal 8 күн бұрын
Chairman ku suspend kara jauu. He is not perfect for this post.
@sanjaynayak4133
@sanjaynayak4133 8 күн бұрын
Are bhai se IAS tama gaan pakhia nana nuha…
@sorenrabi3964
@sorenrabi3964 8 күн бұрын
​@@sanjaynayak4133 😂😅😂
@rostlyx6930
@rostlyx6930 8 күн бұрын
@@GkguruRoyal se IAS Tama ghara side ra anty nuha
@GkguruRoyal
@GkguruRoyal 8 күн бұрын
@@sanjaynayak4133 Se IAS hela kan hela. Taa mane kan se corruption kariba.
@sanjaynayak4133
@sanjaynayak4133 8 күн бұрын
@@GkguruRoyal haan re mg tu kaluni dum nahi ki patha padhiki debapain sala top 8000 re select hebara capacity nahi khali aaku taku blame karibare lagichi…patha padhunu be…au rahila katha ias katha se tori agare jaha chahunchi seiya karuchi ..once again se tama gaan pakhia nana nuha re…
@debiprasadacharya6128
@debiprasadacharya6128 8 күн бұрын
Sir apananka digdarshan sabubele ucha kotira🙏
@jagannathmurmu991
@jagannathmurmu991 8 күн бұрын
Jay Jagannath 🙏🙏🙏 sir...
@kanhubapun5334
@kanhubapun5334 8 күн бұрын
Jay jaganath sir🙏🙏
@nirmalrout3716
@nirmalrout3716 8 күн бұрын
An ideal teacher. Thank you so much for your valuable suggestions.
@mitanjalidas3368
@mitanjalidas3368 7 күн бұрын
Really sir, apanankara word re kichhi alaga energy mile. Apana ama Bhadrak mati ra garba. Mu bi Bhadrak ra jhia . Mora bi bahut ichha achhi education ra development pain sure life re kichhi karibi
@petermallick1677
@petermallick1677 7 күн бұрын
Thank you so much sir ... Apana amara guru hei rahibe all the time
@MK_47_M
@MK_47_M 8 күн бұрын
Jaha hou... Ri exam cancel no hou... Kintu prilims re qualifying in nature hou Aau jou mane qualifying mark anibe semane main exam diyontu...
@sumantananda4486
@sumantananda4486 8 күн бұрын
Sir ମୋର କିଛି friend ଦିନରାତି ପରିଶ୍ରମ କରି ଭଲ mark ରଖିଛନ୍ତି | ସେମାନେ ପାଇବା ପାଇଁ ଯୋଗ୍ୟ, ସେମାନେ ପାଇନାହାନ୍ତି କାରଣ ସେମାନେ general. ବର୍ତମାନ general ହେବା ସବୁଠୁ ଭୁଲୁ |
@user-kc8lr1kb4u
@user-kc8lr1kb4u 8 күн бұрын
Hn bro right
@sumeshkumarmishra6848
@sumeshkumarmishra6848 8 күн бұрын
General heba gote papa hei galani😢
@jitendradas6838
@jitendradas6838 8 күн бұрын
Sata bhai ame general re janma hee papaa karichu
@anantakumarbehera8702
@anantakumarbehera8702 7 күн бұрын
Sabu sc and st pila gote gote officers. Khili general pila bekhara achanti😂 (Boka gapa gapibaku tike ta laza Kara)
@sumantananda4486
@sumantananda4486 7 күн бұрын
@@anantakumarbehera8702 ଆରେ ଭାଇ ମୁଁ ନିଜେ rank 2 ରେ ଥାଇ ମୁଁ କଟିଛି | ଆପଣ ଏତେ କଥା କହୁଛନ୍ତି, କେବେ ଶେଷ ପର୍ଯ୍ୟନ୍ତ ଯାଇ କଟିଛନ୍ତି | ବେକାରିଆ msg କରନ୍ତୁନି |
@sankalproutray1
@sankalproutray1 8 күн бұрын
Aso, CGL, ri, forest guard,peo,neet,police si jt 1st protest tapare court case court re case pending rahile ta pain puni case chhi. Pending rahile puni form fillup late. Jia b power re rahile same katha protest ku Jai jai au ichha hauni. Bhai mane sabu jao
@smrutirout8260
@smrutirout8260 7 күн бұрын
Thank you sir🙏🙏🙏🙏
@user-yo5tf1gq6q
@user-yo5tf1gq6q 7 күн бұрын
ସାର୍ ନମସ୍କାର, ଆପଣ ଯେଉଁ ବାର୍ତ୍ତା ଟି ଏଠି ଫରେଷ୍ଟ ଗାର୍ଡ ପାଇଁ ବକ୍ତୃତା ପ୍ରଦାନ କଲେ ସେ ଟା ଠିକ୍ ଅଛି। ୟା ପୂର୍ବରୁ ଗୋଟେ Junior Teacher post ପାଇଁ ୨୦୦୦୦ vacancy ବାହାରି ଥିଲା । ସେଠି ଆମକୁ ବହୁତ୍ ଅନ୍ୟାୟ ହୋଇ ଥିଲା । ହଜାର ରୁ ଅଧିକ ପିଲାଙ୍କୁ ୩୦ mark ର question ମିଳି ନଥିଲା ଯାହାକି CBT ମାଧ୍ୟମରେ ପରୀକ୍ଷା କରା ଯାଇ ଥିଲା । ଆମେ ବହୁତ୍ ଲଢ଼ିଲୁ ହେଲେ ଶେଷରେ ଆମକୁ ନ୍ୟାୟ ମିଳିଲା ଯେ ଆମକୁ କମ୍ପ୍ୟୁଟର ଚଲେଇ ଆସି ନାହିଁ ବୋଲି । ଦ୍ୱିତୀୟ କଥା ହେଲା ଯେତେବେଳେ selection list ବାହାରିଲା, କୌଣସି ପ୍ରକାରର ମାର୍କ ଦିଆ ଯାଇ ନଥିଲା। ସୁପ୍ରିମ କୋର୍ଟ ଦ୍ଵାରା ରଦ୍ଧ କରିଥିବା ବର୍ଗ ଗୁଡ଼ିକୁ ମଧ୍ୟ ସ୍ଥାନ ଦିଆ ଗଲା । ଆଶାୟୀ ମାନେ ମାସ ମାସ ଧରି ରାଜ ରାସ୍ତା ରେ ବସି ରହିଲେ । ହେଲେ କିଛି ଫଳପ୍ରଦ ହେଲା ନାହିଁ । ସେହି ସମୟରେ ଆପଣ ମାନଙ୍କ ସହାୟତା ନିହାତି ଦରକାର ପଡ଼ିଥିଲା । କାରଣ osssc କିମ୍ବା ossc ର post ଗୁଡ଼ିକ ସବୁ ବର୍ଷ ବାହାରୁଛି, ହେଲେ JT ୭ ବର୍ଷ ରେ ଥରେ ବାହାରି ଥିଲା। ସେଥିରେ ମଧ୍ୟ ବଡ଼ ଧରଣର ଜାଲିଆତି ହେଇଗଲା । ଏହା ଅତ୍ୟନ୍ତ ଅସ୍ବାଭାବିକ ଭାବେ ନିନ୍ଦନୀୟ ଘଟଣା । ଏଥି ପ୍ରତି ସମସ୍ତ ଶିକ୍ଷକ ପରିବାର ର ସମର୍ଥ ରହିବା ଦରକାର ଥିଲା । କିନ୍ତୁ ଦୁଃଖର ବିଷୟ ସମସ୍ତେ ଚୁପ୍ ରହିଥିଲେ । ଜୟ ଜଗନ୍ନାଥ 🙏
@Uniqueprem123
@Uniqueprem123 8 күн бұрын
Mor selection heichhe ST catagory but Mu 32 ti worng karichhe Mora percentile 89 au jane 39 wrong karike 93 percentile jete hard shift hele b emiti kemiti heipariba ?😡😡
@statusmusic6371
@statusmusic6371 8 күн бұрын
Corruption heichhi
@akasmitapradhan1523
@akasmitapradhan1523 8 күн бұрын
Sir thank you so much for supporting ❤
@subasisnayak8502
@subasisnayak8502 8 күн бұрын
Sir ଆଉ ଥରେ exam ହେବା ଉଚିତ୍ offline hou କି online ତାହା ପୁଣି ଗୋଟେ ଦିନରେ ସରିବା ଉଚିତ୍।ଆଉ ଯୋଉ ଭାଇ ଭଉଣୀ ମାନେ OSSSC ଅଫିସ ପାଖା ପାଖି area ରୁ ସେମାନେ ଦୟାକରି ୧୦ ରେ ଅଫିସ କୁ ଯାଇକି application ଲେଖାନ୍ତୁ nahele ଆନ୍ଦୋଳନ ର ପଦକ୍ଷେପ ନିଅନ୍ତୁ ନିଜର ନହେଲେ ଗୋଟେ କଠିନ ପରିଶ୍ରମ କରିଥିବା ଗରିବ ପିଲାର ଭବିଷ୍ୟତ ରେ କିଛି ପରିବର୍ତ୍ତନ ହବ 😢😢😢😢
@chudamanisahu504
@chudamanisahu504 8 күн бұрын
O Bhai 100 ru 50 corruption kari ki paichhanti ei exam jadi batil na hele au kau exam batil heba. 50 percentage pila Bina hardwork kari ki pai chhanti jadi semane next process pai gale ta bahut dukha ra katha
@user-uf7gl3ss8h
@user-uf7gl3ss8h 7 күн бұрын
Chinmay sir ଭଗବାନ ତୁମର ମଙ୍ଗଳ କରନ୍ତୁ
@sarbeswarnayak7706
@sarbeswarnayak7706 8 күн бұрын
ସାଙ୍ଗ,ମାନେ ପରୀକ୍ଷାରେତ 5 lakh+ apply କରୁଛନ୍ତି କିନ୍ତୁ ଏହି vidio ଟିକୁ ଏତେ କମ views କଣ ପାଇଁ share କରନ୍ତୁ ନା ଆମ problem ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି, ଦୟାକରି share କରନ୍ତୁ
@jabaneswarchandan6861
@jabaneswarchandan6861 8 күн бұрын
Love from balangir
@iamsachi3749
@iamsachi3749 8 күн бұрын
And more more thing sir category wise ta sabu seat divide heijauchhi aau sethire amane percentage wise seat dhandili karuchhanty ame competition kemiti karibu... Ame ta ranker pila nahu se 400 ru 200 bikidele aau 200 topper bhitare pali asibu sabu saman nuhanty.... Kahiba sahaja but kariba kasta ta pare asabu pressure family pressure kichhi bujhi houni.... Athi v nepotism chalchhi exam purbaru forest guard re without exam re ama ghara pakha pila sabubele duty jauchhi... It's systems failure sabu fix ame khali 100-150 seat pain padhuchhu pagala bhalia aau sabu biki douchhanty tame mane manile mana nahale nahi..... Aau sir apana kete motivate karibe apana v janichhanty akhiku safa dekha jauchhi system re kn houchhi
@anupworld7231
@anupworld7231 8 күн бұрын
Patha padhiki tanka ku lobha 😢patha padhiki gareeba ra dukha pajhi parunahanti ...ta semane kmt ka sikhita sir 🙏🙏🙏 Corruption heichi sir .. trust us ... Proof b achi bas tanka deithiba pila ku fasei habani tara kn bhul ..yankara system ta seya
@rinkupatel1502
@rinkupatel1502 8 күн бұрын
Sir Nuakhai juhar thankyou
@Jay-ho1234
@Jay-ho1234 8 күн бұрын
Thank you sir . U r our energy .
@umakantapatra3267
@umakantapatra3267 7 күн бұрын
We want justice 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🙏🙏🙏🙏🙏
@BhoiBabu14
@BhoiBabu14 8 күн бұрын
Nuakhai juhar sir 🙏
@sumantapradhan7289
@sumantapradhan7289 8 күн бұрын
Happy nuakhai sir🙏🙏❤
@susrisangitasutar3254
@susrisangitasutar3254 8 күн бұрын
Apana ama bapa maa nka pari bhala bhala sikhay dianti.jauta ki ama jibana re bahut mulya ban . thanks sir.❤
@Subhendusamall
@Subhendusamall 8 күн бұрын
Sir gajapati re 103 pila select for physical but im suprise top 500 re 50 pila gajapati ro
@Studyzoneonly0
@Studyzoneonly0 8 күн бұрын
Sir mu jeteki hardwork karithili ...mu setiki result pai select Heichhi ...mote laguni ki corruption Heichhi boli ...jadi heithiba 2 ki 3 jana ....ta 2 ki 3 jana pai ame paithiba pila kn pai wait kari suffer haba ....sir apananka katha always right sir ....sure sir apana jane bahut bhala teacher 🥰🙏
@morningtimeexercise8903
@morningtimeexercise8903 8 күн бұрын
Han bhai 1600 post ru 200 pakha pakhi corruption hoechhi so se 200 nku dhara jau and action nea jau but others pila mane case ra bad impact re na suffer huantu ❤
@Studyzoneonly0
@Studyzoneonly0 8 күн бұрын
@@morningtimeexercise8903 yes...exactly tanka upare hin action nia jau ...but tanka pai...paithiab pila jemiti suffer na huantu ...wait jemiti na karantu ...thk time re posting diajau hardworking kari select heithiba pilanku
@Ramesh-o2e
@Ramesh-o2e 8 күн бұрын
Exam cancel kara jiba bro
@sanjaynayak4133
@sanjaynayak4133 8 күн бұрын
@@Ramesh-o2ehei pa heigala…news paina ki???kali pa reexam hela deina ki???
@Studyzoneonly0
@Studyzoneonly0 8 күн бұрын
@@user-kc8lr1kb4ubhai amara se oukata nahi ki paisa dei select habu ....hardwork upare mu believe kare ...🙏🙌🏻
@ayashkantbarik1487
@ayashkantbarik1487 8 күн бұрын
Sir OSSSC govt. officials jou Salary pauchanti seta amara hi tax paisa Ta semane jete gyaani huantu na kahinki (IAS,IPS) semane answerable accountable sabu...... OSSSC system complex karichi hi ethi pain ki corruption jana hi na padu System simple karidele Tanka pain asubidha......
@satyajitrautaray790
@satyajitrautaray790 8 күн бұрын
Thank u so much Sir for standing with us ❤❤🙏🙏
@abodisom_official
@abodisom_official 5 күн бұрын
ବହୁତ ଦୁଃଖ ଲାଗେ😢😢😢
@Xuy788
@Xuy788 8 күн бұрын
ଭଲ ଉଦାହରଣ 2022 ହାଇସ୍କୁଲ ଶିକ୍ଷକ ଚାକିରି ବିକା
@harudas7362
@harudas7362 8 күн бұрын
Sir pura osssc and ossc supporter 😢...ei vdo ru janapadigala...sir kahu6anti semane ias..semane ias ki oas jaha b hele kn hela, semane ta corruption karu6anti...vu t seta sir raji heba ku prastuta nuhen😢😢😢
@sumeshkumarmishra6848
@sumeshkumarmishra6848 8 күн бұрын
Exactly.. semane ias oas hei gala ta kna chodi hei glaa.. IAS hela mane eya ta nuhe ki se corrupted nuhe.. sir tk over biased towards osssc.. na hle tanka sansta chali bani na
@harudas7362
@harudas7362 8 күн бұрын
@@sumeshkumarmishra6848 ekdm correct vai💯...khali sir patha padheiki youtube re naa karibaku chahun6anti...but thik jinsa and corruption ku rokibaku sampurna support deunahanti....
@behappy4089
@behappy4089 8 күн бұрын
Sir Support us please , ଆମେ ତଦନ୍ତ ଚାହୁଁଛୁ, ତଦନ୍ତ ହେଲେ ଅସୁବିଧା କଣ, ଭଲ ହେବ କେହିବି ଆଙ୍ଗୁଳି ଉଠାଇବାକୁ ସାହସ କରିବେନି osssc ଉପରକୁ, ସବୁ ସହିବାର ଗୋଟେ ସୀମା ଥାଏ, ସବୁଠି ଗଡ଼ବଡ଼, କିଏ ଆଉ କାହା ସାହାସରେ କରୁଛନ୍ତି ଏସବୁ, ଫୋନ କଲେ rcv କରିବେନି, ଅଫିସ ଗଲେ ପୁଲିସ ର ଧମକ ଦେବେ, ଏ କଣ ଆମେ କଣ କୁକୁର, ଆମ ପରିଶ୍ରମ କଣ ପାଇଁ ସବୁବେଳେ ବଳି ପଡ଼ିବ, ଆମେ ଲଢିବୁ ... ସତ କୁ ପ୍ରକାଶ କରିବୁ
@rostlyx6930
@rostlyx6930 8 күн бұрын
100 ru 90 Jana mehnat Kari ki paichhoti tanku ta Hatabhaga karani .. sabu pila curroption Kari pai nahanti .....
@lilymurmu8954
@lilymurmu8954 8 күн бұрын
Right
@Division686
@Division686 8 күн бұрын
We support chinmaya sir ❤❤❤❤
@kirtikumarpradhan5773
@kirtikumarpradhan5773 8 күн бұрын
90% merit ru pau nahanti 60/70% merit ru pauchanti.. MP state re amiti heithila se pila ku student ra spelling asilani.. Sia exam hall re 20/30 minutes kichhi karu natha aa. Next 10/20 minutes re 100 ta question ra answer deichi au sabu thik.. Screen hack hauchi.. Chhoto chhoto computer institute re exam karauchanti.. IAS OAS Jani nahanti ai sabu hauchi Kimba hauthiba boli..
@shubhambehera6487
@shubhambehera6487 8 күн бұрын
Perfect katha kahile sir... Aame v exam fee debaku raaji achu.. But gote bhala agency nku dia jau exam pain... TCS Bhalia.. Semane SSC RAILWAY exam bahut bhala se karichanti...
@rrr-wd1cz
@rrr-wd1cz 8 күн бұрын
Sir bahut bahut dhanyabaad aapana kahile ki jau mane kebala corruption karichanti semananku dharibe aame hard karithiba pilanku hairan karantuni.
@Xuy788
@Xuy788 6 күн бұрын
ବିଜେପି ସାବଧାନ, କେନ୍ଦ୍ର ସରକାର ଭଳି ଯେପରି RAILWAY, SSC, CGL ଭଳି TCS, Infosys exam କରନ୍ତୁ... ନହେଲେ ଦୁର୍ନୀତି ହିଁ ହେବ ଆଉ ବିଜେପି ବିଜେଡି ଭଳି 2029 ରେ ସଫା ହେବ...
@umakantapatra3267
@umakantapatra3267 7 күн бұрын
Postpone the RI Exam.... Make it Offline.... 🇮🇳🇮🇳🇮🇳🙏🙏🙏
@tapaskumarsethy1194
@tapaskumarsethy1194 8 күн бұрын
10:26 Ion digital zone bareipali.sambalpur re paisa b entry nai exam centre ku..
@Jayshreeram.429
@Jayshreeram.429 8 күн бұрын
Result simple process darakr ias hau ki oas jie vul se vul then raid kahiki hauchi semane to sabu high position re achanti to aama ra corruption abolished dakrr nd simple results process
@AsharaniDash-pl8vb
@AsharaniDash-pl8vb 8 күн бұрын
Namashkar sir satare sir eha gotie bada problem aama bhalia gariba lokara bhabisyata kharap
@sishirrout9026
@sishirrout9026 8 күн бұрын
Sir recent junior teacher recruitment re bahut corruption hela,kintu high court,osepa,ki govt kichi kaleni Corruption gote sadharan katha hei jaichi odisha re, govt kebe justice dauni candidate ku
@SeemaSahu-v7h
@SeemaSahu-v7h 8 күн бұрын
Sir🙏 🙏🙏🙏 thank you sir for your motivation 🙏🙏🙏
Je peux le faire
00:13
Daniil le Russe
Рет қаралды 19 МЛН
Как подписать? 😂 #shorts
00:10
Денис Кукояка
Рет қаралды 3,6 МЛН
Ganesh puja management ll Chandan biswal ll Odia comedy ll
27:53
Chandan Biswal
Рет қаралды 2,1 МЛН
Je peux le faire
00:13
Daniil le Russe
Рет қаралды 19 МЛН